Apocalipse 4
Oriya Bible (GL_ORIYA) vs NVT
1 ଏହାପରେ ମୁଁ ଦେଖିଲି, ମାେ ସମ୍ମୁଖ ରେ ସ୍ବର୍ଗର ଗୋଟିଏ ଦ୍ବାର ଖାେଲା ହାଇେଅଛି। ମୁଁ ଯେଉଁ ସ୍ବର ପୂର୍ବରୁ ଶୁଣିଥିଲି, ସହେି ସ୍ବର ପୁଣି ଶୁଣିଲି। ଏହି ସ୍ବର ତୂରୀନାଦର ଶବ୍ଦ ପରି ମନେ ହେଲା। ସହେି ସ୍ବର କହିଲା, ଏଠାରୁ ଉପରକୁ ଉଠିଆସ ଏବଂ ଭବିଷ୍ଯତ ରେ ଯାହା ଘଟିବ, ତାହା ମୁଁ ତୁମ୍ଭକୁ ଦଖାଇବେି।
1 Então, quando olhei, vi uma porta aberta no céu, e a mesma voz que eu tinha ouvido antes falou comigo como um toque de trombeta. A voz disse: “Suba para cá, e eu lhe mostrarei o que acontecerá depois destas coisas”.
2 ତତ୍କ୍ଷଣାତ୍ ଆତ୍ମା ମାେତେ ତାହାଙ୍କ ଅଧୀନକୁ ନଇଗେଲେ। ସ୍ବର୍ଗ ରେ ମାେ ସମ୍ମୁଖ ରେ ଗୋଟିଏ ସିଂହାସନ ଥିଲା। ସହେି ସିଂହାସନ ରେ ଜଣେ ବସିଥିଲେ।
2 E, no mesmo instante, fui tomado pelo Espírito e vi um trono no céu e alguém sentado nele.
3 ସିଂହାସନ ରେ ଯେଉଁ ବ୍ଯକ୍ତି ବସିଥିଲେ, ତାହାଙ୍କର ରୂପ ମୂଲ୍ଯବାନ ସୂର୍ୟ୍ଯକାନ୍ତମଣି ଓ ପଦ୍ମରାଗମଣି ଭଳି ଦଖାଯାେଉଥିଲା। ତାହାଙ୍କ ସିଂହାସନକୁ ମରକତମଣିର ଶାେଭା ସଦୃଶ ଗୋଟିଏ ମେଘଧନୁ ଘରେି ରହିଥିଲା।
3 Aquele que estava sentado no trono brilhava como pedras preciosas, como jaspe e sardônio. Um arco-íris, com brilho semelhante ao da esmeralda, circundava seu trono.
4 ସହେି ସିଂହାସନର ଚାରିପାଖ ରେ ଆଉ ଚବିଶଟି ସିଂହାସନ ଥିଲା। ସହେି ଚବିଶଟି ସିଂହାସନ ରେ ଚବିଶ ଜଣ ପ୍ରାଚୀନ ବସିଥିଲେ। ସମାନେେ ଶୁଭ୍ରବସ୍ତ୍ର ପିନ୍ଧିଥିଲେ ଏବଂ ମସ୍ତକରେ ସୁନାର ମୁକୁଟ ପିନ୍ଧିଥିଲେ।
4 Ao redor do trono havia 24 tronos, nos quais estavam sentados 24 anciãos. Estavam todos vestidos de branco e usando coroas de ouro na cabeça.
5 ସିଂହାସନରୁ ବିଜୁଳିର ଆଲୋକ ଓ ଘଡ଼ଘଡ଼ିର ଶବ୍ଦ ଶୁଭୁଥିଲା। ସିଂହାସନ ସାମନା ରେ ସାତାଟେି ଜ୍ବଳନ୍ତା ଦୀପ ଥିଲା। ଏହି ଦୀପଗୁଡ଼ିକ ପରମେଶ୍ବରଙ୍କର ସାତାଟେି ଆତ୍ମା ଅଟନ୍ତି।
5 Do trono saíam relâmpagos, estrondos e trovões, e na frente dele havia sete tochas com chamas ardentes, que são os sete espíritos de Deus.
6 ସହେି ସିଂହାସନ ସମ୍ମୁଖ ରେ କିଛି ଗୋଟିଏ କାଚର ସମୁଦ୍ର ଭଳି ଦଖାଯାେଉଥିଲା, ଯାହା ସ୍ଫଟିକପରି ସ୍ବଚ୍ଛ ଥିଲା। ସହେି ସିଂହାସନର ଚାରିପଟେ ଚା ରୋଟି ଜୀବିତ ପ୍ରାଣୀ ଥିଲେ।
6 Diante do trono havia algo como um mar de vidro, cintilante como cristal. No centro e ao redor do trono havia quatro seres vivos, cada um coberto de olhos na frente e atrás.
7 ପ୍ରଥମ ଜୀବିତ ପ୍ରାଣୀର ଆକୃତି ସିଂହପରି। ଦ୍ବିତୀୟ ପ୍ରାଣୀ ଗୋଟିଏ ଗୋରୁ ସଦୃଶ। ତୃତୀୟ ପ୍ରାଣୀର ମୁଖ ଜଣେ ମନୁଷ୍ଯର ମୁଖ ଭଳି। ଚତୁର୍ଥ ପ୍ରାଣୀଟି ଗୋଟିଏ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ଥିଲା।
7 O primeiro deles era semelhante a um leão; o segundo, semelhante a um boi; o terceiro tinha rosto de homem; e o quarto era como uma águia em voo.
8 ପ୍ରେତ୍ୟକକଙ୍କର ଛଅଟି ଲଖାଏଁେ ଡ଼ଣୋ ଥିଲା। ଏହି ପ୍ରାଣୀମାନଙ୍କର ଭିତର ଓ ବାହାର ଚାରିପାଖ ଆଖି ରେ ପରିପୂର୍ଣ୍ଣ ଥିଲା। ସମାନେେ ଦିନରାତି ଅବିରତ କହୁଥିଲେ :
8 Cada um dos seres vivos tinha seis asas, inteiramente cobertas de olhos, por dentro e por fora. Dia e noite, repetem sem parar: “Santo, santo, santo é o Senhor Deus, o Todo-poderoso, que era, que é e que ainda virá”.
9 ଏହି ଜୀବିତ ପ୍ରାଣୀମାନେ ସିଂହାସନ ରେ ବସିଥିବା ବ୍ଯକ୍ତିଙ୍କୁ ଗୌରବ, ସମ୍ମାନ ଓ ଧନ୍ଯବାଦ ଦିଅନ୍ତି। ସେ ସବୁଦିନ ପାଇଁ ଜୀବିତ ଅଟନ୍ତି ଏବଂ ଏହି ଜୀବିତ ପ୍ରାଣୀମାନେ ସର୍ବଦା ଏହିଭଳି କରନ୍ତି।
9 Cada vez que os seres vivos dão glória, honra e graças ao que está sentado no trono, àquele que vive para todo o sempre,
10 ଚବିଶଜଣ ପ୍ରାଚୀନ ବ୍ଯକ୍ତି ସିଂହାସନ ରେ ବସିଥିବା ସହେି ବ୍ଯକ୍ତିଙ୍କ ସମ୍ମୁଖ ରେ ମୁଣ୍ଡ ନୁଆଁଇ ତାହାଙ୍କୁ ପ୍ରଣାମ କରନ୍ତି। ସମାନେେ ତାହାଙ୍କ ସମ୍ମୁଖ ରେ ନିଜର ମୁକୁଟ ରଖି କହନ୍ତି :
10 os 24 anciãos se prostram e adoram o que está sentado no trono, aquele que vive para todo o sempre. Colocam suas coroas diante do trono e dizem:
11 ହେ ପ୍ରଭୁ ! ଆମ୍ଭର ପରମେଶ୍ବର ! ତୁମ୍ଭେ ଗୌରବ, ସମ୍ମାନ ଓ କ୍ଷମତା ପାଇବା ପାଇଁ ଯୋଗ୍ଯ ତୁମ୍ଭେ ହିଁ ଏସବୁ ସୃଷ୍ଟି କରିଅଛ। ତୁମ୍ଭ ଇଚ୍ଛା ଅନୁସାରେ ସମସ୍ତ ବିଷୟର ସୃଷ୍ଟି ହାଇେଛି ଓ ଅସ୍ତିତ୍ବ ପାଇଅଛି।
11 “Tu és digno, ó Senhor e nosso Deus, de receber glória, honra e poder. Pois criaste todas as coisas, e elas existem porque as criaste segundo a tua vontade”.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 4, comparar traduções ou montar um estudo — tudo direto pelo WhatsApp.