Apocalipse 22
Oriya Bible (GL_ORIYA) vs ARC
1 ତା'ପରେ ଦୂତ ମାେତେ ଜୀବନଜଳର ନଦୀ ଦଖାଇେଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ବଳ ଥିଲା। ସହେି ନଦୀ ପରମେଶ୍ବର ଓ ମଷେଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି।
1 E mostrou-me o rio puro da água da vida, claro como cristal, que procedia do trono de Deus e do Cordeiro.
2 ଏହା ନଗରୀର ରାଜପଥ ଦଇେ ତଳକୁ ବୋହିଯାଏ। ନଦୀର ଦୁଇ ପଟେ ଜୀବନ ବୃକ୍ଷ ଥିଲା। ଏହି ବୃକ୍ଷ ରେ ପ୍ରତିବର୍ଷ ବାର ଥର ଫଳ ଫଳେ। ଏହା ପ୍ରତିମାସ ଫଳ ଦିଏ। ଏହି ଗଛର ପତ୍ରଗୁଡ଼ିକ ଜାତିସମୂହର ସୁସ୍ଥତା ପାଇଁ ଅଟେ।
2 No meio da sua praça e de uma e da outra banda do rio, estava a árvore da vida, que produz doze frutos, dando seu fruto de mês em mês, e as folhas da árvore são para a saúde das nações.
3 ସଠାେରେ ପରମେଶ୍ବରଙ୍କ ଦ୍ବାରା ବିଚାରିତ ଦୋଷୀ ବିଷୟ ରହିବ ନାହିଁ। ପରମେଶ୍ବର ଓ ମଷେଶାବକଙ୍କ ସିଂହାସନ ସଠାେରେ ରହିବ। ତାହାଙ୍କର ସବେକମାନେ ତାହାଙ୍କୁ ଉପାସନା କରିବେ।
3 E ali nunca mais haverá maldição contra alguém; e nela estará o trono de Deus e do Cordeiro, e os seus servos o servirão.
4 ସମାନେେ ତାହାଙ୍କ ମୁଖ ଦେଖିବେ। ସମାନଙ୍କେ କପାଳ ରେ ପରମେଶ୍ବରଙ୍କର ନାମ ଲଖାେ ହବେ।
4 E verão o seu rosto, e na sua testa estará o seu nome.
5 ସଠାେରେ ଆଉ କବେେ ରାଜି ହବେ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ୟ୍ଯର ଆଲୋକ ଆଉ ଆବଶ୍ଯକ କରିବେ ନାହିଁ। ପ୍ରଭୁ ପରମେଶ୍ବର ସମାନଙ୍କେୁ ଆଲୋକ ଦବେେ। ସମାନେେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ବ କରିବେ।
5 E ali não haverá mais noite, e não necessitarão de lâmpada nem de luz do sol, porque o Senhor Deus os alumia, e reinarão para todo o sempre.
6 ସେ ସ୍ବଗଦୂର୍ତ ମାେତେ କହିଲେ, ଏହି କଥାଗୁଡ଼ିକ ସତ୍ଯ ଓ ବିଶ୍ବାସ ଯୋଗ୍ଯ। ପ୍ରଭୁ ଭବିଷ୍ଯଦ୍ ବକ୍ତାମାନଙ୍କ ଆତ୍ମାର ପରମେଶ୍ବର ଅଟନ୍ତି। ଯାହା ଶୀଘ୍ର ଘଟିବ, ତାହା ତାହାଙ୍କ ସବେକମାନଙ୍କୁ ଦଖାଇବୋ ପାଇଁ ପରମେଶ୍ବର ସ୍ବର୍ଗଦୂତଙ୍କୁ ପଠାଇଛନ୍ତି।
6 E disse-me: Estas palavras são fiéis e verdadeiras. O Senhor, o Deus dos santos profetas, enviou o seu anjo, para mostrar aos seus servos as coisas que em breve hão de acontecer.
7 ଶୁଣ ! ଆମ୍ଭେ ଶୀଘ୍ର ଆସୁଅଛୁ। ଏହି ପୁସ୍ତକରେ ଲଖାେଥିବା ଭବିଷ୍ଯବାଣୀର ବାକ୍ଯଗୁଡ଼ିକୁ ଯେଉଁ ଲୋକ ପାଳନ କରିବ, ସେ ଧନ୍ଯ ହବେ।
7 Eis que presto venho. Bem-aventurado aquele que guarda as palavras da profecia deste livro.
8 ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି।
8 E eu, João, sou aquele que vi e ouvi estas coisas. E, havendo- as ouvido e visto, prostrei-me aos pés do anjo que mas mostrava para o adorar.
9 କିନ୍ତୁ ସହେି ଦୂତ ମାେତେ କହିଲେ, ମାେତେ ପ୍ରଣାମ କର ନାହିଁ ! ମୁଁ ତୁମ୍ଭର ପରି, ଓ ତୁମ୍ଭର ଭବିଷ୍ଯଦ୍ ବକ୍ତାମାନଙ୍କ ପରି ଜଣେ ସବେକ। ମୁଁ ସହେିମାନଙ୍କ ପରି ଜଣେ ସବେକ ୟିଏ, ଏହି ପୁସ୍ତକର ବାକ୍ଯଗୁଡ଼ିକୁ ପାଳନ କରେ। ତେଣୁ ତୁମ୍ଭେ କବଳେ ପରମେଶ୍ବରଙ୍କୁ ପ୍ରଣାମ କର।
9 E disse-me: Olha, não faças tal, porque eu sou conservo teu e de teus irmãos, os profetas, e dos que guardam as palavras deste livro. Adora a Deus.
10 ତା'ପରେ ସ୍ବର୍ଗଦୂତ ମାେତେ କହିଲେ, ଏହି ପୁସ୍ତକରେ ଥିବା ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକୁ ଗୋପନୀୟ ରଖ ନାହିଁ। ଏସବୁ ଘଟିବାର ସମୟ ପାଖଇେ ଆସିଲାଣି।
10 E disse-me: Não seles as palavras da profecia deste livro, porque próximo está o tempo.
11 ଯେ ମନ୍ଦ କରୁଛି, ତାହାକୁ ମନ୍ଦ କରିବାକୁ ଦିଅ। ଯେ ଅଶୁଚି, ସେ ଅଶୁଚି ହାଇେ ରହୁ। ଯେ ଭଲ କରୁଛି, ତାହାକୁ ଭଲ କରିବାକୁ ଦିଅ। ଯେ ପବିତ୍ର, ତାହାକୁ ପବିତ୍ର ହାଇେ ରହିବାକୁ ଦିଅ।
11 Quem é injusto faça injustiça ainda; e quem está sujo suje-se ainda; e quem é justo faça justiça ainda; e quem é santo seja santificado ainda.
12 ଶୁଣ ! ଆମ୍ଭେ ଶୀଘ୍ର ଆସୁଛୁ, ଆମ୍ଭେ ସାଙ୍ଗ ରେ ପୁରସ୍କାର ନଇେ ଆସିବା। ଆମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ତା'ର କର୍ମ ଅନୁସାରେ ପ୍ରତିଦାନ ଦବୋ।
12 E eis que cedo venho, e o meu galardão está comigo para dar a cada um segundo a sua obra.
13 ଆମ୍ଭେ ପ୍ରଥମ ଓ ଶଷେ ; କ ଓ କ୍ଷ, ଆଦି ଓ ଅନ୍ତ।
13 Eu sou o Alfa e o Ômega, o Princípio e o Fim, o Primeiro e o Derradeiro.
14 ଯେଉଁ ଲୋକମାନେ ନିଜର ରାଜ ପୋଷାକ ଧୋଇଛନ୍ତି, ସମାନେେ ଧନ୍ଯ ହବେେ। ଜୀବନ ବୃକ୍ଷର ଫଳ ଖାଇବା ପାଇଁ ସମାନଙ୍କେର ଅଧିକାର ରହିଛି। ସମାନେେ ନଗରୀ ଭିତରକୁ ନଗରୀ ଦ୍ବାର ଦଇେ ପ୍ରବେଶ କରିପାରିବେ।
14 Bem-aventurados aqueles que lavam as suas vestiduras no sangue do Cordeiro, para que tenham direito à árvore da vida e possam entrar na cidade pelas portas.
15 କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ୟୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ଯାପ୍ରିୟ ଓ ମିଥ୍ଯାବାଦୀମାନେ ନଗରର ବାହା ରେ ରହିବେ।
15 Ficarão de fora os cães e os feiticeiros, e os que se prostituem, e os homicidas, e os idólatras, e qualquer que ama e comete a mentira.
16 ଆମ୍ଭେ ନିଜେ ଯୀଶୁ। ମୁଁ ମଣ୍ଡଳୀଗୁଡ଼ିକୁ ଏହି ସମସ୍ତ କହିବା ପାଇଁ ମାରଦେୂତଙ୍କୁ ତୁମ୍ଭ ପାଖକୁ ପଠାଇଛି। ଆମ୍ଭେ ଦାଉଦଙ୍କ ପରିବାରର ବଂଶଜାତ। ଆମ୍ଭେ ଉଜ୍ଜଳ ପ୍ରଭାତୀ ତାରା।
16 Eu, Jesus, enviei o meu anjo, para vos testificar estas coisas nas igrejas. Eu sou a Raiz e a Geração de Davi, a resplandecente Estrela da manhã.
17 ଆତ୍ମା ଓ କନ୍ଯା କହନ୍ତି, ଆସ ! ଏସବୁ ଶୁଣୁଥିବା ପ୍ରେତ୍ୟକକ ଲୋକ ମଧ୍ଯ କହୁ, ଆସ !। ଯେ ତୃଷାର୍ତ୍ତ, ସେ ଆସୁ ; ଯେ ଇଚ୍ଛା କରେ, ସେ ବିନା ମୂଲ୍ଯ ରେ ଜୀବନର ଜଳପାନ କରିପା ରେ।
17 E o Espírito e a esposa dizem: Vem! E quem ouve diga: Vem! E quem tem sede venha; e quem quiser tome de graça da água da vida.
18 ଏହି ପୁସ୍ତକର ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକୁ ଶୁଣୁଥିବା ପ୍ରେତ୍ୟକକ ଲୋକକୁ ମୁଁ ସତର୍କ କରିଦିଏ। କହେି ଯଦି ଏହି ବାକ୍ଯଗୁଡ଼ିକ ସହିତ କିଛି ଯୋଗକରେ, ତବେେ ପରମେଶ୍ବର ତାହାକୁ ଏହି ପୁସ୍ତକରେ ଲଖାେଥିବା କ୍ଲେଶଗୁଡ଼ିକ ଦବେେ।
18 Porque eu testifico a todo aquele que ouvir as palavras da profecia deste livro que, se alguém lhes acrescentar alguma coisa, Deus fará vir sobre ele as pragas que estão escritas neste livro;
19 ଯଦି କୌଣସି ବ୍ଯକ୍ତି ଏହି ପୁସ୍ତକରେ ଲିଖିତ ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକରୁ କିଛି କାଢ଼ି ଦିଏ, ତବେେ ପରମେଶ୍ବର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରୁ ତାହାର ଅଧିକାର କାଢ଼ିନବେେ।
19 e, se alguém tirar quaisquer palavras do livro desta profecia, Deus tirará a sua parte da árvore da vida e da Cidade Santa, que estão escritas neste livro.
20 ଯୀଶୁ ହିଁ ଏସବୁ ସତ୍ଯ କହନ୍ତି। ବର୍ତ୍ତମାନ ସେ କହନ୍ତି, ହଁ, ଆମ୍ଭେ ଶୀଘ୍ର ଆସୁଛୁ। ଆମେନ୍। ହେ ପ୍ରଭୁଯୀଶୁ ଆସନ୍ତୁ।
20 Aquele que testifica estas coisas diz: Certamente, cedo venho. Amém! Ora, vem, Senhor Jesus!
21 ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ସମସ୍ତ ଲୋକମାନଙ୍କ ସହିତ ରହିଥାଉ। ଆମେନ୍।
21 A graça de nosso Senhor Jesus Cristo seja com todos vós. Amém!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 22, comparar traduções ou montar um estudo — tudo direto pelo WhatsApp.