Apocalipse 21
Oriya Bible (GL_ORIYA) vs VC
1 ଏହାପରେ ମୁଁ ଗୋଟିଏ ନୂତନ ସ୍ବର୍ଗ ଓ ନୂତନ ପୃଥିବୀ ଦେଖିଲି। ପ୍ରଥମ ସ୍ବର୍ଗ ଓ ପ୍ରଥମ ପୃଥିବୀ ଅଦୃଶ୍ଯ ହାଇେ ଯାଇଥିଲା। ସଠାେରେ ଆଉ ସମୁଦ୍ର ନ ଥିଲା।
1 Vi, então, um novo céu e uma nova terra, pois o primeiro céu e a primeira terra desapareceram e o mar já não existia.
2 ତା'ପରେ ମୁଁ ପରମେଶ୍ବରଙ୍କଠାରୁ ସ୍ବର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ୟିରୁଶାଲମ ଅଟେ। ବର ପାଇଁ କନ୍ଯା ଯେପରି ସୁସଜ୍ଜିତା ହାଇେଥାଏ, ଠିକ୍ ସହେିପରି ଏହା ପ୍ରସ୍ତୁତ ଥିଲା।
2 Eu vi descer do céu, de junto de Deus, a Cidade Santa, a nova Jerusalém, como uma esposa ornada para o esposo.
3 ମୁଁ ସିଂହାସନରୁ ଏକ ଉଚ୍ଚ ସ୍ବର ଶୁଣିଲି। ସହେି ସ୍ବର କହିଲା, ବର୍ତ୍ତମାନ ପରମେଶ୍ବରଙ୍କର ବାସସ୍ଥାନ ଲୋକମାନଙ୍କ ପାଖ ରେ ଅଛି। ସେ ସମାନଙ୍କେ ସହିତ ରହିବେ। ସମାନେେ ତାହାଙ୍କର ଲୋକ ହବେେ। ପରମେଶ୍ବର ନିଜେ ସମାନଙ୍କେ ସହିତ ରହିବେ ଓ ସମାନଙ୍କେର ପରମେଶ୍ବର ହବେେ।
3 Ao mesmo tempo, ouvi do trono uma grande voz que dizia: Eis aqui o tabernáculo de Deus com os homens. Habitará com eles e serão o seu povo, e Deus mesmo estará com eles.
4 ପରମେଶ୍ବର ସମାନଙ୍କେ ଆଖିରୁ ସମସ୍ତ ଲୁହ ପୋଛି ଦବେେ। ଆଉ ଅଧିକ ମୃତ୍ଯୁ, ବିଷାଦ, କ୍ରନ୍ଦନ ବା କଷ୍ଟ ରହିବ ନାହିଁ। ସବୁ ପୁରାତନ ବିଷୟ ଲୋପପାଇଛି।
4 Enxugará toda lágrima de seus olhos e já não haverá morte, nem luto, nem grito, nem dor, porque passou a primeira condição.
5 ସିଂହାସନ ଉପରେ ୟିଏ ବସିଥିଲେ, ସେ କହିଲେ, ମୁଁ ସମସ୍ତ ବିଷୟ ନୂତନ କରୁଅଛି। ତା'ପରେ ସେ କହିଲେ, ଏହା ଲେଖି ରଖ, କାରଣ ଏହି କଥାସବୁ ବିଶ୍ବାସ ଯୋଗ୍ଯ ଓ ସତ୍ଯ।
5 Então o que está assentado no trono disse: Eis que eu renovo todas as coisas. Disse ainda: Escreve, porque estas palavras são fiéis e verdadeiras.
6 ସିଂହାସନ ରେ ବସିଥିବା ବ୍ଯକ୍ତି ମାେତେ କହିଲେ, ଏହା ସମାପ୍ତ ହାଇଯୋଇଛି। ମୁଁ ହେଉଛି ପ୍ରଥମ ଓ ଶଷେ। ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ଯ ରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦବେି।
6 Novamente me disse: Está pronto! Eu sou o Alfa e o Ômega, o Começo e o Fim. A quem tem sede eu darei gratuitamente de beber da fonte da água viva.
7 ଯେ ବିଜଯୀ ହବେ, ସେ ଏହିସବୁ ପାଇବ। ମୁଁ ତାହାର ପରମେଶ୍ବର ହବେି ଓ ସେ ମାରେ ପୁତ୍ର ହବେ।
7 O vencedor herdará tudo isso; e eu serei seu Deus, e ele será meu filho.
8 କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ବାସୀ, ଘୃଣାକାର୍ୟ୍ଯ, ନରହତ୍ଯା, ୟୌନଗତ ପାପ, ମନ୍ଦ କୁହୁକ କହନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ଯାବାଦୀ ସମାନେେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦ ରେ ସ୍ଥାନ ପାଇବେ। ଏହା ଦ୍ବିତୀୟ ମୃତ୍ଯୁ।
8 Os tíbios, os infiéis, os depravados, os homicidas, os impuros, os maléficos, os idólatras e todos os mentirosos terão como quinhão o tanque ardente de fogo e enxofre, a segunda morte.
9 ତା'ପରେ ସାତଜଣ ର୍ସ୍ଗଦୂତଙ୍କ ମଧ୍ଯରୁ ଯେଉଁମାନଙ୍କ ପାଖ ରେ ସାତାଟେି ଶଷେ କ୍ଲେଶର ସାତପାତ୍ର ଥିଲା, ସହେିମାନଙ୍କ ମଧ୍ଯରୁ ଜଣେ ମାେ ପାଖକୁ ଆସିଲେ। ସହେି ସ୍ବର୍ଗଦୂତ ମାେତେ କହିଲେ, ମାେ ସହିତ ଆସ। ମୁଁ ତୁମ୍ଭକୁ ବଧୂକୁ ଦଖାଇବେି। ସେ ମଷେଶାବକଙ୍କର ସ୍ତ୍ରୀ।
9 Então veio um dos sete Anjos que tinham as sete taças cheias dos sete últimos flagelos e disse-me: Vem, e mostrar-te-ei a noiva, a esposa do Cordeiro.
10 ସେ ଦୂତ ମାେତେ ଆତ୍ମା ଦ୍ବାରା ଗୋଟିଏ ବହୁତ ବଡ଼ ଓ ଉଚ୍ଚ ପର୍ବତକୁ ନଇଗେଲେ। ସେ ମାେତେ ପବିତ୍ର ନଗରୀ ୟିରୁଶାଲମ ଦଖାଇେଲେ। ମୁଁ ସହେି ନଗରୀକୁ ପରମେଶ୍ବରଙ୍କ ପାଖରୁ ସ୍ବର୍ଗରୁ ଆସିବାର ଦେଖିଲି।
10 Levou-me em espírito a um grande e alto monte e mostrou-me a Cidade Santa, Jerusalém, que descia do céu, de junto de Deus,
11 ସହେି ନଗରୀ ପରମେଶ୍ବରଙ୍କ ଗୌରବ ରେ ଉଜ୍ଜ୍ବଳମୟ ଦଖାଯାେଉଥିଲା। ଏହା ମୂଲ୍ଯବାନ ମଣି, ସୂର୍ୟ୍ଯକାନ୍ତ ପରି ଉଜ୍ଜ୍ବଳ ହାଇେ ଝଲକୁଥିଲା। ଏହା ସ୍ଫଟିକ ପରି ସ୍ବଚ୍ଛ ଥିଲା।
11 revestida da glória de Deus. Assemelhava-se seu esplendor a uma pedra muito preciosa, tal como o jaspe cristalino.
12 ନଗରୀର ଗୋଟିଏ ବଡ଼ ଉଚ୍ଚ କାନ୍ଥ ଥିଲା। ଏହାର ବାରଟି ପ୍ରବେଶଦ୍ବାରା ଥିଲା। ସହେି ଦ୍ବାରମାନଙ୍କ ରେ ବାରଟି ସ୍ବର୍ଗଦୂତ ଥିଲେ। ପ୍ରେତ୍ୟକକ ପ୍ରବେଶ ଦ୍ବାର ରେ ଇଶ୍ରାୟେଲର ବାରଟି ପରିବାରର ଗୋଟିଏ ଗୋଟିଏ ଦଳର ନାମ ଖାଦେିତ ଥିଲା।
12 Tinha grande e alta muralha com doze portas, guardadas por doze anjos. Nas portas estavam gravados os nomes das doze tribos dos filhos de Israel.
13 ସଠାେରେ ପୂର୍ବ ଦିଗ ରେ ତିନୋଟି ପ୍ରବେଶ ଦ୍ବାରା, ଉତ୍ତର ରେ ତିନୋଟି ପ୍ରବେଶ ଦ୍ବାର, ଦକ୍ଷିଣ ରେ ତିନୋଟି ପ୍ରବେଶ ଦ୍ବାର ଏବଂ ପଶ୍ଚିମ ଦିଗ ରେ ତିନୋଟି ଦ୍ବାର ଥିଲା।
13 Ao oriente havia três portas, ao setentrião três portas, ao sul três portas e ao ocidente três portas.
14 ନଗରୀର କାନ୍ଥସବୁ ବାରଟି ମୂଳଦୁଆ ପଥର ଉପରେ ଥିଲା। ସହେି ପଥର ଉପରେ ମଷେଶାବକଙ୍କର ବାର ଜଣ ପ୍ ରରେିତଙ୍କର ନାମ ଲଖାଯାେଇଥିଲା।
14 A muralha da cidade tinha doze fundamentos com os nomes dos doze apóstolos do Cordeiro.
15 ମାେ ସହିତ କଥାବାର୍ତ୍ତା ହେଉଥିବା ସ୍ବର୍ଗଦୂତଙ୍କ ହାତ ରେ ଗୋଟିଏ ସୁନାର ମାପଦଣ୍ଡ ଥିଲା। ସେ ନଗର, ଏହାର ପ୍ରବେଶ ଦ୍ବାର ଏବଂ ଏହାର କାନ୍ଥ ମାପ କରିବା ପାଇଁ ଏହି ମାପଦଣ୍ଡ ନିଜ ହାତ ରେ ରଖିଥିଲେ।
15 Quem falava comigo trazia uma vara de ouro como medida para medir a cidade, as suas portas e a sua muralha.
16 ସହେି ନଗରୀଟି ଚାରିକଣିଆ ଥିଲା। ଏହାର ଲମ୍ବା ଓ ଚଉଡ଼ା ସମାନ। ସହେି ଦୂତ ମାପଦଣ୍ଡ ରେ ନଗରୀକୁ ମାପିଲେ। ନଗରୀର ଲମ୍ବା 12,000 ଷ୍ଟାଡ଼ିଆ, ଚଉଡ଼ା 12,000 ଷ୍ଟାଡ଼ିଆ ଓ ଉଚ୍ଚତା ମଧ୍ଯ 12,000 ଷ୍ଟାଡ଼ିଆ ଥିଲା।
16 A cidade formava um quadrado: o comprimento igualava à largura. Mediu a cidade com a vara: doze mil estádios. O comprimento, a largura e a altura eram iguais.
17 ସେ ଦୂତ କାନ୍ଥର ଉଚ୍ଚତା ମଧ୍ଯ ମାପିଲେ ଏହା 144 ହାତ ହେଲା। ଦୂତ ମନୁଷ୍ଯମାନଙ୍କ ଦ୍ବାରା ବ୍ଯବହୃତ ମାନଦଣ୍ଡ ରେ ମାପିଥିଲେ।
17 E mediu a muralha: cento e quarenta e quatro côvados, segundo a medida humana empregada pelo anjo.
18 ସହେି ନଗରୀର କାନ୍ଥ ସୂର୍ୟ୍ଯକାନ୍ତମଣି ରେ ତିଆରି ହାଇେଥିଲା। ସହେି ନଗରୀ ସ୍ବଚ୍ଛକାଚ ପରି ଉଜ୍ଜ୍ବଳ ଖାଣ୍ଟି ସୁନା ରେ ତିଆରି ହାଇେଥିଲା।
18 O material da muralha era jaspe, e a cidade ouro puro, semelhante a puro cristal.
19 ନଗରୀ କାନ୍ଥର ମୂଳଦୁଆ ପଥର ରେ ବହୁମୂଲ୍ଯ ମଣି ଖଚିତ ଥିଲା। ପ୍ରଥମ କୋଣ ପଥରଟି ହୀରକମଣି, ଦ୍ବିତୀୟଟି ନୀଳକାନ୍ତମଣି, ତୃତୀୟ ବୈଦୂର୍ୟ୍ଯମଣି, ଚତୁର୍ଥଟି ମରକତମଣି ଥିଲା।
19 Os alicerces da muralha da cidade eram ornados de toda espécie de pedras preciosas: o primeiro era de jaspe, o segundo de safira, o terceiro de calcedônia, o quarto de esmeralda,
20 ପଞ୍ଚମ ରେ ପୁଲକମଣି, ଷଷ୍ଠ ମଣିକ୍ଯମଣି, ସପ୍ତମଟି ପୁଷ୍ପରାଗମଣି, ଅଷ୍ଟମ ରେ ଫିରୋଜମଣି, ନମମ ରେ ଗୋମଦେକମଣି, ଦଶମ ରେ ଲଶୁନୀୟମଣି, ଏକାଦଶ ରେ ଇନ୍ଦ୍ରନୀଳମଣି, ଓ ଦ୍ବାଦଶ ରେ ସୁଗନ୍ଧମଣି ଖଚିତ ଥିଲା।
20 o quinto de sardônica, o sexto de cornalina, o sétimo de crisólito, o oitavo de berilo, o nono de topázio, o décimo de crisóparo, o undécimo de jacinto e o duodécimo de ametista.
21 ବାରଟି ପ୍ରବେଶ ଦ୍ବାର ହେଉଛି ବାର ଗୋଟି ମୁକ୍ତ ପ୍ରେତ୍ୟକକ ପ୍ରବେଶ ଦ୍ବାର ଗୋଟିଏ ଲଖାେ ମୁକ୍ତା ରେ ତିଆରି ହାଇେଥିଲା। ନଗରର ରାଜପଥ ନିର୍ମିତ କାଚପରି, ଖାଣ୍ଟି ସୁନା ରେ ତିଆରି ହାଇେଥିଲା।
21 Cada uma das doze portas era feita de uma só pérola e a avenida da cidade era de ouro, transparente como cristal.
22 ମୁଁ ସହେି ନଗରୀ ଭିତ ରେ କୌଣସି ମନ୍ଦିର ଦେଖିଲି ନାହିଁ। ସର୍ବଶକ୍ତିମାନ୍ ପ୍ରଭୁ ପରମେଶ୍ବର ଓ ମଷେଶାବକ ହେଉଛନ୍ତି ସହେି ନଗରର ମନ୍ଦିର।
22 Não vi nela, porém, templo algum, porque o Senhor Deus Dominador é o seu templo, assim como o Cordeiro.
23 ସହେି ନଗରୀକୁ ଆଲୋକ ଦବୋପାଇଁ ସୂର୍ୟ୍ଯ ବା ଚନ୍ଦ୍ରର ଆବଶ୍ଯକତା ନାହିଁ। ପରମେଶ୍ବରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମଷେଶାବକ ସହେି ନଗରୀର ପ୍ରଦୀପ ସ୍ବରୂପ।
23 A cidade não necessita de sol nem de lua para iluminar, porque a glória de Deus a ilumina, e a sua luz é o Cordeiro.
24 ନଗରୀର ଆଲୋକରେ ଜାତିସମୂହର ଲୋକମାନେ ଚାଲିବେ। ପୃଥିବୀର ରାଜାମାନେ ସମାନଙ୍କେର ଐଶ୍ବର୍ୟ୍ଯ ଏହି ନଗରୀକୁ ଦବେେ।
24 As nações andarão à sua luz, e os reis da terra levar-lhe-ão a sua opulência.
25 ସହେି ନଗରୀର ଦ୍ବାରଗୁଡ଼ିକ କୌଣସି ଦିନ ବନ୍ଦ ରହିବ ନାହିଁ, କାରଣ ସଠାେରେ କବେେ ହେଲେ ରାତି ହବେ ନାହିଁ।
25 As suas portas não se fecharão diariamente, pois não haverá noite.
26 ସହେି ନଗରକୁ ଜାତିସମୂହର ଐଶ୍ବର୍ୟ୍ଯ ଓ ମହିମା ଅଣାୟିବ।
26 Levar-lhe-ão a opulência e a honra das nações.
27 କୌଣସି ଅଶୁଚି ଜିନିଷ ତା' ଭିତ ରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ୟ୍ଯ କରିବା ଲୋକ ଓ ମିଥ୍ଯା କହିବା ଲୋକ ତା' ଭିତ ରେ ପଶିପାରିବେ ନାହିଁ। ମଷେଶାବକଙ୍କ ଜୀବନପୁସ୍ତକରେ ନାମ ଲଖାେ ହାଇେଥିବା ଲୋକମାନେ ସହେି ନଗରୀ ଭିତ ରେ ପ୍ରବେଶ କରିବେ।
27 Nela não entrará nada de profano nem ninguém que pratique abominações e mentiras, mas unicamente aqueles cujos nomes estão inscritos no livro da vida do Cordeiro.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 21, comparar traduções ou montar um estudo — tudo direto pelo WhatsApp.