Apocalipse 18
Oriya Bible (GL_ORIYA) vs ARIB
1 ତା'ପରେ ମୁଁ ସ୍ବର୍ଗରୁ ଆଉ ଜଣେ ଦୂତଙ୍କୁ ଓହ୍ଲାଇବାର ଦେଖିଲି। ସହେି ଦୂତଙ୍କର ବହୁତ କ୍ଷମତା ଥିଲା। ତାହାଙ୍କର ମହିମା ପୃଥିବୀ ରେ ପ୍ରକାଶିତ ହେଲା।
1 Depois destas coisas vi descer do céu outro anjo que tinha grande autoridade, e a terra foi iluminada com a sua glória.
2 ସେ ଦୂତ ବହୁତ ଉଚ୍ଚ ସ୍ବର ରେ ପାଟିକରି କହିଲେ :
2 E ele clamou com voz forte, dizendo: Caiu, caiu a grande Babilônia, e se tornou morada de demônios, e guarida de todo espírito imundo, e guarida de toda ave imunda e detestável.
3 ପୃଥିବୀର ସବୁ ଲୋକମାନେ ତା'ର ବ୍ଯଭିଚାର ପାପର ଓ ପରମେଶ୍ବରଙ୍କର କୋରଧର ସୁରାପାନ କରିଛନ୍ତି। ପୃଥିବୀର ରାଜାମାନେ ତା'ସହିତ ବ୍ଯଭିଚାର ପାପ କାର୍ୟ୍ଯ କରିଛନ୍ତି। ସଂସାରର ବ୍ଯବସାଯୀମାନେ ତାହାର ଧନ ରେ ଧନବାନ୍ ହାଇେଛନ୍ତି।
3 Porque todas as nações têm bebido do vinho da ira da sua prostituição, e os reis da terra se prostituíram com ela; e os mercadores da terra se enriqueceram com a abundância de suas delícias.
4 ତା'ପରେ ମୁଁ ସ୍ବର୍ଗରୁ ଆଉ ଏକ ସ୍ବର ଶୁଣିଲି
4 Ouvi outra voz do céu dizer: Sai dela, povo meu, para que não sejas participante dos sete pecados, e para que não incorras nas suas pragas.
5 ସ୍ବର୍ଗ ଯେତେ ଉଚ୍ଚ, ତହାର ପାପକାର୍ୟ୍ଯ ସତେିକି ଉଚ୍ଚ ହେଲାଣି। ପରମେଶ୍ବର ତା'ର ଭୁଲ କାମଗୁଡ଼ିକ ଭୁଲି ନାହାଁନ୍ତି। ସେ ତା'ର କୁକର୍ମ ସବୁ ମନେ ପକାଇଲାଣି।
5 Porque os seus pecados se acumularam até o céu, e Deus se lembrou das iniqüidades dela.
6 ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସହେି ପ୍ରକାର କ୍ଷତି ହବେ। ତା'ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆୟିବ। ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦଇେଛି, ତା'ନିମନ୍ତେ ତା' ଅପେକ୍ଷା ଦୁଇଗୁଣ ଅଧିକ ନିଶାୟୁକ୍ତ ସୁରା ପ୍ରସ୍ତୁତ କରାୟିବ ଓ ତାହାକୁ ପାନ କରିବାକୁ ଦିଆୟିବ।
6 Tornai a dar-lhe como também ela vos tem dado, e retribuí-lhe em dobro conforme as suas obras; no cálice em que vos deu de beber dai-lhe a ela em dobro.
7 ସେ ଯେପରି ନିଜେ ଭୋଗବିଳାସ ଓ ଆମାଦେ ପ୍ରମାଦେ ରେ ଜୀବନ ବିତାଇଛି, ସହେିପରି ତାହାକୁ ଅଧିକ ପରିମାଣ ରେ ୟନ୍ତ୍ରଣା ଓ ବ୍ଯଥା ଭୋଗିବାକୁ ଦିଆୟିବ। ସେ ନିଜେ ଗର୍ବ ରେ କ ହେ, ମୁଁ ରାଣୀ ପରି ସିଂହାସନ ରେ ବସିଛି। ମୁଁ ବିଧବା ନୁହେଁ, ମୁଁ କବେେ ଶାେକ କରିବି ନାହିଁ।
7 Quanto ela se glorificou, e em delícias esteve, tanto lhe dai de tormento e de pranto; pois que ela diz em seu coração: Estou assentada como rainha, e não sou viúva, e de modo algum verei o pranto.
8 ସେଥିପାଇଁ ଗୋଟିଏ ଦିନ ଭିତ ରେ ଏହି କ୍ଲେଶ ତାକୁ ଆକ୍ରମଣ କରିବ : ମୃତ୍ଯୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା। ସେ ଅଗ୍ନି ରେ ଜଳିୟିବ, କାରଣ ପ୍ରଭୁ ପରମେଶ୍ବର ତା'ର ବିଚାର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।
8 Por isso, num mesmo dia virão as suas pragas, a morte, e o pranto, e a fome; e será consumida no fogo; porque forte é o Senhor Deus que a julga.
9 ଜଗତର ଯେଉଁ ରାଜାମାନେ ତା' ସହିତ ବ୍ଯଭିଚାର ପାପ କାର୍ୟ୍ଯ ରେ ଲିପ୍ତ ଥିଲେ ଓ ତା'ଧନ ରେ ଭାଗୀଦାର ଥିଲେ, ସମାନେେ ଯେତବେେଳେ ତାହାର ଦହନର ଧୂଆଁ ଦେଖିବେ, ସମାନେେ ତା'ର ମୃତ୍ଯୁ କାରଣରୁ କାନ୍ଦିବେ ଓ ଦୁଃଖିତ ହବେେ।
9 E os reis da terra, que com ela se prostituíram e viveram em delícias, sobre ela chorarão e prantearão, quando virem a fumaça do seu incêndio;
10 ସହେି ରାଜାମାନେ ଯେତବେେଳେ ତାହାର ୟନ୍ତ୍ରଣା ଦେଖିବେ, ସେତବେେଳେ ସମାନେେ ଭୟ କରିବେ ଏବଂ ତା'ଠାରୁ ବହୁତ ଦୂର ରେ ରହିବେ। ସମାନେେ କହିବେ :
10 e, estando de longe por medo do tormento dela, dirão: Ai! ai da grande cidade, Babilônia, a cidade forte! pois numa só hora veio o teu julgamento.
11 ଏହି ଜଗତର ବ୍ଯବସାଯୀମାନେ ତା'ପାଇଁ ବିଳାପ ଓ ଦୁଃଖ କରିବେ। ସମାନେେ ଦୁଃଖ ଅନୁଭବ କରିବେ, କାରଣ ସମାନଙ୍କେର ବାଣିଜ୍ଯଦ୍ରବ୍ଯ ଏହାପରେ କହେି କିଣିବେ ନାହିଁ।
11 E sobre ela choram e lamentam os mercadores da terra; porque ninguém compra mais as suas mercadorias:
12 ସମାନେେ ସୁନା, ରୂପା, ମୂଲ୍ଯବାନ ପଥର, ମୁକ୍ତା, ସୂକ୍ଷ୍ମ ରେଶମବସ୍ତ୍ର, ବାଇଗଣି ରଙ୍ଗର ବସ୍ତ୍ର ; ରେଶମୀ ଓ ଲାଲ ବସ୍ତ୍ର ; ପ୍ରେତ୍ୟକକ ପ୍ରକାରର ଚନ୍ଦନ ଆଦି ସୁବାସିତ କାଠଜିନିଷ ; ହାତୀ ଦାନ୍ତର ପଦାର୍ଥମାନ, ମୂଲ୍ଯବାନ୍ କାଠ, ପିତ୍ତଳ, ଲୌହ ଓ ମର୍ମର ପଥର ରେ ନିର୍ମିତ ଶିଳ୍ପ, ଦ୍ରବ୍ଯ ;
12 mercadorias de ouro, de prata, de pedras preciosas, de pérolas, de linho fino, de púrpura, de seda e de escarlata; e toda espécie de madeira odorífera, e todo objeto de marfim, de madeira preciosíssima, de bronze, de ferro e de mármore;
13 ଦାରୁଚିନି ପ୍ରଭୃତି ସୁଗନ୍ଧି ମସଲା ; ଅତର, ଧୂପ, ମଲମ, ସୁଗନ୍ଧି ଧୂପ, ମଦ୍ଯ, ଜୀତତୈଳ, ମଇଦା, ଗହମ, ଗୃହପାଳିତ ତୃଣଭୋଜୀ ପଶୁ, ମଷେ, ଘୋଡ଼ା, ରଥ, ଏବଂ ମନୁଷ୍ଯମାନଙ୍କର ଶରୀର ଓ ପ୍ରାଣ ସବୁ ବିକ୍ରୀ କରନ୍ତି। ତେଣୁ ବ୍ଯବସାଯୀମାନେ କାନ୍ଦିବେ ଓ କହିବେ :
13 e canela, especiarias, perfume, mirra e incenso; e vinho, azeite, flor de farinha e trigo; e gado, ovelhas, cavalos e carros; e escravos, e até almas de homens.
14 ହେ ବାବିଲ ! ତୁମ୍ଭେ ଯେଉଁ ଉତ୍ତମ ଜିନିଷ ଚାହୁଁଥିଲ, ସେସବୁ ତୁମ୍ଭଠାରୁ ଚାଲିଯାଇଛି। ତୁମ୍ଭର ସବୁ ସୌଖିନ ଓ ମ ନୋହରୀ ଦ୍ରବ୍ଯମାନ ତୁମ୍ଭଠାରୁ ଉଭଇେ ଯାଇଛି। ତୁମ୍ଭେ ସେସବୁ ଆଉ କବେେ ପାଇବ ନାହିଁ।
14 Também os frutos que a tua alma cobiçava foram-se de ti; e todas as coisas delicadas e suntuosas se foram de ti, e nunca mais se acharão.
15 ବ୍ଯବସାଯୀମାନେ ତା'ର ଦୁଃଖ ୟନ୍ତ୍ରଣା ଦେଖି ଭୟ କରିବେ ଓ ତା'ଠାରୁ ବହୁ ଦୂର ରେ ଠିଆ ହବେେ। ସହେି ଲୋକମାନେ ତାହାକୁ ସହେି ମୂଲ୍ଯବାନ୍ ଜିନିଷ ବିକ୍ରିକରି ଧନୀ ହାଇେଥିଲେ। ତେଣୁ ସମାନେେ କାନ୍ଦିବେ ଓ ଦୁଃଖ କରିବେ।
15 Os mercadores destas coisas, que por ela se enriqueceram, ficarão de longe por medo do tormento dela, chorando e lamentando,
16 ସମାନେେ କହିବେ :
16 dizendo: Ai! ai da grande cidade, da que estava vestida de linho fino, de púrpura, de escarlata, e adornada com ouro, e pedras preciosas, e pérolas! porque numa só hora foram assoladas tantas riquezas.
17 ଘଣ୍ଟାକ ମଧିଅରେ ଏହି ସମସ୍ତ ବିଶାଳ ସମ୍ପତ୍ତି ନଷ୍ଟ କରିଦିଆଗଲା।
17 E todo piloto, e todo o que navega para qualquer porto e todos os marinheiros, e todos os que trabalham no mar se puseram de longe;
18 ସମାନେେ ତା'ର ଜଳୁଥିବାର ଧୂଆଁ ଦେଖିଲେ। ସମାନେେ ଉଚ୍ଚ ସ୍ବର ରେ କହିଲେ, ଏହି ମହାନଗରୀ ପରି ଅନ୍ୟ କୌଣସି ନଗରୀ ନାହିଁ।
18 e, contemplando a fumaça do incêndio dela, clamavam: Que cidade é semelhante a esta grande cidade?
19 ସମାନେେ ନିଜନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସମାନେେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସମାନେେ ଉଚ୍ଚ ସ୍ବର ରେ କହିଲେ :
19 E lançaram pó sobre as suas cabeças, e clamavam, chorando e lamentando, dizendo: Ai! ai da grande cidade, na qual todos os que tinham naus no mar se enriqueceram em razão da sua opulência! porque numa só hora foi assolada.
20 ହେ ସ୍ବର୍ଗ ! ହେ ପରମେଶ୍ବରଙ୍କର ପବିତ୍ର ଲୋକମାନେ, ଭବିଷ୍ଯଦ୍ ବକ୍ତାଗଣ ଏବଂ ପ୍ ରରେିତଗଣ ! ମହାନଗରୀର ଧ୍ବଂସ ରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦଇେଛି, ସେଥିପାଇଁ ପରମେଶ୍ବର ତାହାକୁ ଦଣ୍ଡ ଦଇେଛନ୍ତି।
20 Exulta sobre ela, ó céu, e vós, santos e apóstolos e profetas; porque Deus vindicou a vossa causa contra ela.
21 ତା'ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସହେି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ ଏବଂ କହିଲେ :
21 Um forte anjo levantou uma pedra, qual uma grande mó, e lançou-a no mar, dizendo: Com igual ímpeto será lançada Babilônia, a grande cidade, e nunca mais será achada.
22 ତୋ'ଠା ରେ କହେି ହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି ଅନ୍ୟ ବାଦ୍ଯୟନ୍ତ୍ର ଶୁଣିବେ ନାହିଁ। ତୋ'ଠା ରେ କୌଣସି ଶିଳ୍ପର କାରିଗରମାନେ ଆଉ ଦଖାେଯିବେ ନାହିଁ। ତୋ'ଠା ରେ ଚକିପଷୋର ଶବ୍ଦ ଆଉ କବେେ ହେଲେ ଶୁଣାୟିବ ନାହିଁ।
22 E em ti não se ouvirá mais o som de harpistas, de músicos, de flautistas e de trombeteiros; e nenhum artífice de arte alguma se achará mais em ti; e em ti não mais se ouvirá ruído de mó;
23 ତୋ ପାଖ ରେ ଦୀପର ଆଲୋକ ଆଉ ଜଳିବ ନାହିଁ। ତୋ'ପାଖ ରେ ବରକନ୍ଯାଙ୍କର ଆନନ୍ଦର ଧ୍ବନି ଆଉ କବେେ ହେଲେ ଶୁଣାୟିବ ନାହିଁ। ତୋ'ର ବ୍ଯବସାଯୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ। ସମସ୍ତ ଦେଶଗୁଡ଼ିକ ତୋ'ର ଯାଦୁ ଶକ୍ତି ଦ୍ବାରା ପଥଭ୍ରଷ୍ଟ ହାଇେଥିଲେ।
23 e luz de candeia não mais brilhará em ti, e voz de noivo e de noiva não mais em ti se ouvirá; porque os teus mercadores eram os grandes da terra; porque todas as nações foram enganadas pelas tuas feitiçarias.
24 ସେ (ବାବିଲ) ଭବିଷ୍ଯଦ୍ ବକ୍ତାମାନଙ୍କର ଓ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ଏବଂ ପୃଥିବୀ ରେ ମାରି ଦିଆଯାଇ ଥିବା ସମସ୍ତ ଲୋକଙ୍କ ପାଇଁ ଦାଯୀ ଅଟେ।
24 E nela se achou o sangue dos profetas, e dos santos, e de todos os que foram mortos na terra.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 18, comparar traduções ou montar um estudo — tudo direto pelo WhatsApp.