Apocalipse 17

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ସାତଦୂତଙ୍କ ମଧ୍ଯରୁ ଯେଉଁମାନେ ସାତାଟେି ପାତ୍ର ଧାରଣ କରିଥିଲେ, ସମାନଙ୍କେ ମଧ୍ଯରୁ ଜଣେ ମାେ ନିକଟକୁ ଆସି ମାେତେ କହିଲେ, ଆସ ପ୍ରସିଦ୍ଧ ବେଶ୍ଯାକୁ କ'ଣ ଦଣ୍ଡ ଦିଆୟିବ, ତାହା ମୁଁ ତୁମ୍ଭକୁ ଦଖାଇବେି। ସେ ବହୁତ ଜଳରାଶି ଉପରେ ବସିଛି।
1 Veio um dos sete anjos que têm as sete taças e falou comigo, dizendo: Vem, mostrar-te-ei o julgamento da grande meretriz que se acha sentada sobre muitas águas,
2 ପୃଥିବୀର ରାଜାମାନେ ତା'ସହିତ ୟୌନପାପ (ବ୍ଯଭିଚାର) କରିଛନ୍ତି। ପୃଥିବୀର ଲୋକମାନେ ତା'ର ବ୍ଯଭିଚାର ରୂପ ସୁରା ରେ ମାତାଲ୍ ହାଇେଛନ୍ତି।
2 com quem se prostituíram os reis da terra; e, com o vinho de sua devassidão, foi que se embebedaram os que habitam na terra.
3 ତା'ପରେ ଦୂତ ମାେତେ ଆତ୍ମା ଦ୍ବାରା ମରୁଭୂମିକୁ ବହି ନଇଗେଲେ। ସଠାେରେ ମୁଁ ଗୋଟିଏ ନାରୀକୁ ଲାଲ ରଙ୍ଗର ପଶୁ ଉପରେ ବସିଥିବାର ଦେଖିଲି। ସେ ପଶୁର ସର୍ବାଙ୍ଗ ଶରୀର ଉପରେ ଈଶ୍ବରଙ୍କ ନିନ୍ଦା କରୁଥିବା ନାମସବୁ ଲଖାେ ଯାଇଥିଲା। ସହେି ପଶୁର ସାତାଟେି ମସ୍ତକ ଓ ଦଶଟି ଶିଙ୍ଗ ଥିଲା।
3 Transportou-me o anjo, em espírito, a um deserto e vi uma mulher montada numa besta escarlate, besta repleta de nomes de blasfêmia, com sete cabeças e dez chifres.
4 ସହେି ସ୍ତ୍ରୀ ଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ୟୋଗୁ ଝଲକୁଥିଲା। ତା' ହାତ ରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସହେି ପାତ୍ରଟି ଘୃଣ୍ଯ ବିଷୟଗୁଡ଼ିକରେ ଓ ତା'ର ନିଜର ୟୌନଗତପାପର ଆବର୍ଜନା ରେ ପୂର୍ଣ୍ଣ ଥିଲା।
4 Achava-se a mulher vestida de púrpura e de escarlata, adornada de ouro, de pedras preciosas e de pérolas, tendo na mão um cálice de ouro transbordante de abominações e com as imundícias da sua prostituição.
5 ତା'ର କପାଳ ରେ ଏକ ଗୁପ୍ତ ଅର୍ଥ ଥିବା ଉପାଧି ଲଖାେ ହେଲା :
5 Na sua fronte, achava-se escrito um nome, um mistério: Babilônia, a Grande, a Mãe das Meretrizes e das Abominações da Terra .
6 ମୁଁ ସହେି ସ୍ତ୍ରୀ ଲୋକକୁ ପରମେଶ୍ବରଙ୍କର ପବିତ୍ର ଲୋକଙ୍କର ରକ୍ତ ଓ ଯୀଶୁଙ୍କ ବିଷୟ ରେ ସମାନଙ୍କେର ସାକ୍ଷ୍ଯ ଦଇେଥିବା ଲୋକମାନଙ୍କର ରକ୍ତ ପିଇଥିବାର ଦେଖିଲି।
6 Então, vi a mulher embriagada com o sangue dos santos e com o sangue das testemunhas de Jesus; e, quando a vi, admirei-me com grande espanto.
7 ତା'ପରେ ସେ ଦୂତ ମାେତେ କହିଲେ, ତୁମ୍ଭେ କାହିଁକି ଆଶ୍ଚର୍ୟ୍ଯ ହେଉଛ ? ମୁଁ ତୁମ୍ଭକୁ ଏହି ସ୍ତ୍ରୀଲୋକର ରହସ୍ଯ କହିବି ଓ ସପ୍ତ ମସ୍ତକ ଓ ଦଶଶିଙ୍ଗ ବିଶିଷ୍ଟ ତା'ର ବାହନ ପଶୁ ବିଷୟ ରେ ମଧ୍ଯ କହିବି।
7 O anjo, porém, me disse: Por que te admiraste? Dir-te-ei o mistério da mulher e da besta que tem as sete cabeças e os dez chifres e que leva a mulher:
8 ତୁମ୍ଭେ ଯେଉଁ ପଶୁକୁ ଦେଖିଲ, ସେ ଆଗରୁ ଥିଲା, କିନ୍ତୁ ବର୍ତ୍ତମାନ ସେ ଜୀବିତ ନାହିଁ। କିନ୍ତୁ ସେ ବଞ୍ଚିବ ଏବଂ ଗଭୀର ଗହ୍ବରରୁ ଉଠି ଆସି ଧ୍ବଂସ ପାଇବ। ଜଗତ ଆରମ୍ଭରୁ ଯେଉଁ ଲୋକମାନଙ୍କର ନାମ ଜୀବନ ପୁସ୍ତକରେ ଆଦୌ ଲଖାେ ହାଇନୋହିଁ, ସହେି ଲୋକମାନେ ତାହାକୁ ଦେଖି ଆଶ୍ଚର୍ୟ୍ଯ ହବେେ, କାରଣ ସେ ଅତୀତ ରେ ଥିଲା, ବର୍ତ୍ତମାନ ନାହିଁ କିନ୍ତୁ ପୁଣି ବଞ୍ଚିବ।
8 a besta que viste, era e não é, está para emergir do abismo e caminha para a destruição. E aqueles que habitam sobre a terra, cujos nomes não foram escritos no Livro da Vida desde a fundação do mundo, se admirarão, vendo a besta que era e não é, mas aparecerá.
9 ଏହାକୁ ବୁଝିବା ପାଇଁ ଜ୍ଞାନୟୁକ୍ତ ମନ ଆବଶ୍ଯକ। ଏହି ପଶୁର ସାତାଟେିମସ୍ତକ ହେଉଛି ସାତାଟେି ପର୍ବତ, ଯାହା ଉପରେ ସେ ବ ସେ। ତାହା ସାତଜଣ ରାଜାଙ୍କୁ ମଧ୍ଯ ବୁଝାଏ।
9 Aqui está o sentido, que tem sabedoria: as sete cabeças são sete montes, nos quais a mulher está sentada. São também sete reis,
10 ଏହା ଭିତରୁ ପାଞ୍ଚ ଜଣ ରାଜା ମରିସାରିଲଣେି। ଜଣେ ରାଜା ବର୍ତ୍ତମାନ ବଞ୍ଚିଛନ୍ତି ଏବଂ ଶଷେ ରାଜା ଆସୁଛନ୍ତି। ସେ ଯେତବେେଳେ ଆସିବେ, ସେ ଅଳ୍ପ ସମୟ ପାଇଁ ରହିବେ।
10 dos quais caíram cinco, um existe, e o outro ainda não chegou; e, quando chegar, tem de durar pouco.
11 ଯେଉଁ ପଶୁ କବେେ ଜୀବିତ ଥିଲା, ବର୍ତ୍ତମାନ ନାହିଁ, ସେ ଅଷ୍ଟମ ରାଜା। ସେ ପ୍ରଥମ ସାତ ଜଣ ରାଜାଙ୍କ ମଧ୍ଯରୁ ଜଣେ। ସେ ମଧ୍ଯ ଧ୍ବଂସ ପାଇବ।
11 E a besta, que era e não é, também é ele, o oitavo rei, e procede dos sete, e caminha para a destruição.
12 ତୁମ୍ଭେ ଯେଉଁ ଦଶଶିଙ୍ଗ ଦେଖିଲ, ତାହା ଦଶଜଣ ରାଜା। ଏହି ଦଶଜଣ ରାଜା ଏ ପର୍ୟ୍ଯନ୍ତ ରାଜ ଭଳି ରାଜ୍ଯ ପାଇ ନାହାଁନ୍ତି। କିନ୍ତୁ ସମାନେେ ସହେି ପଶୁ ସହିତ ଗୋଟିଏ ଘଣ୍ଟା ପର୍ୟ୍ଯନ୍ତ ଶାସନ କରିବା ପାଇଁ କ୍ଷମତା ପାଇବେ।
12 Os dez chifres que viste são dez reis, os quais ainda não receberam reino, mas recebem autoridade como reis, com a besta, durante uma hora.
13 ଏହି ଦଶଜଣ ରାଜାଙ୍କର ଉଦ୍ଦେଶ୍ଯ ସମାନ। ସମାନେେ ସମାନଙ୍କେର କ୍ଷମତା ଓ ଅଧିକାର ସହେି ପଶୁକୁ ଦବେେ।
13 Têm estes um só pensamento e oferecem à besta o poder e a autoridade que possuem.
14 ସମାନେେ ମଷେପାଳକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ। କିନ୍ତୁ ମଷେଶାବକ ସମାନଙ୍କେୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡ଼ାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ବସ୍ତ ଅନୁଗାମୀମାନଙ୍କ ସହିତ ମିଶି ସମାନଙ୍କେୁ ପରାସ୍ତ କରିବେ।
14 Pelejarão eles contra o Cordeiro, e o Cordeiro os vencerá, pois é o Senhor dos senhores e o Rei dos reis; vencerão também os chamados, eleitos e fiéis que se acham com ele.
15 ତା'ପରେ ସେ ସ୍ବର୍ଗଦୂତ ମାେତେ କହିଲେ, ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ଯା ବସୁଥିବାର ଦେଖିଲ, ସହେି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ।
15 Falou-me ainda: As águas que viste, onde a meretriz está assentada, são povos, multidões, nações e línguas.
16 ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସମାନେେ ସହେି ବେଶ୍ଯାକୁ ଘୃଣା କରିବେ। ସମାନେେ ତା'ର ସବୁ ନଇେଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦବେେ। ସମାନେେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନି ରେ ପୋଡ଼ି ଦବେେ।
16 Os dez chifres que viste e a besta, esses odiarão a meretriz, e a farão devastada e despojada, e lhe comerão as carnes, e a consumirão no fogo.
17 ସମାନେେ ତାହାଙ୍କର ଶାସନ କ୍ଷମତା ସହେି ପଶୁକୁ ଦବୋ ପାଇଁ ଯେପରି ରାଜି ହୁଅନ୍ତି, ଏଥିନିମନ୍ତେ ପରମେଶ୍ବର ସମାନଙ୍କେ ମନ ରେ ଏକ ଇଚ୍ଛା ଦବେେ। ଏହାଦ୍ବାରା ପରମେଶ୍ବର କହିଥିବା ବାକ୍ଯ ସଫଳ ହବୋ ପର୍ୟ୍ଯନ୍ତ ସମାନେେ ଶାସନ କରିବେ।
17 Porque em seu coração incutiu Deus que realizem o seu pensamento, o executem à uma e deem à besta o reino que possuem, até que se cumpram as palavras de Deus.
18 ତୁମ୍ଭେ ଯେଉଁ ସ୍ତ୍ରୀକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ବ କରୁଥିବା, ସହେି ମହାନଗରୀକୁ ବୁଝାଏ।
18 A mulher que viste é a grande cidade que domina sobre os reis da terra.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Apocalipse 17, comparar traduções ou montar um estudo — tudo direto pelo WhatsApp.