Amós 9
Oriya Bible (GL_ORIYA) vs BKJ
1 ସେ କହିଲେ, ମୁଁ ମାରେ ପ୍ରଭୁଙ୍କୁ ୟଜ୍ଞବଦେୀ ଉପ ରେ ଦଣ୍ତାଯମାନ ହବୋର ଦେଖିଲି। ସେ କହିଲେ, ସ୍ତମ୍ଭର ଅଗ୍ରଭାଗକୁ ଆଘାତ କର ଯେପରିକି ଅଟ୍ଟାଳିକାର ଦ୍ବାର ଦେଶ ଥରି ଉଠିବ। ସ୍ତମ୍ଭଟିକୁ ଲୋକମାନଙ୍କ ମୁଣ୍ତ ଉପ ରେ ପକାଅ। ଯଦି ଏଥିରୁ କହେି ବଞ୍ଚିବ ଆମ୍ଭେ ତାକୁ ଖଡ୍ଗ ରେ ଚ୍ଛଦନେ କରିବା। ଦୌଡି ୟାଇଥିବା ଲୋକ ମଧ୍ଯ ରକ୍ଷା ପାଇବ ନାହିଁ। ଜଣେ ହେଲେ ବଞ୍ଚିବେ ନାହିଁ।
1 Eu vi o Senhor em pé sobre o altar; e ele disse: Fere o capitel, para que os umbrais se estremeçam; e corte-os no topo, todos eles. Eu matarei até ao último deles à espada; aquele que foge dos umbrais, não fugirá, e o que escapar deles, não se salvará.
2 ଯଦି ସମାନେେ ଭୂମି ଖାେଳି ପାତାଳକୁ ଯିବେ, ସଠାରୁେ ମଧ୍ଯ ଆମ୍ଭେ ସମାନଙ୍କେୁ ଟାଣି ଆଣିବା। ଯଦି ସମାନେେ ସ୍ବର୍ଗକୁ ୟାଆନ୍ତି, ଆମ୍ଭେ ସମାନଙ୍କେୁ ସହେି ସ୍ଥାନରୁ ମଧ୍ଯ ତଳକୁ ଖସାଇ ଆଣିବା।
2 Ainda que eles cavem até ao inferno, a minha mão os apanhará; mesmo que subam até ao céu, eu os farei descer;
3 ଯଦି ସମାନେେ ନିଜକୁ କର୍ମିଲ ଶୃଙ୍ଗ ରେ ଲୁଗ୍ଭନ୍ତି, ଆମ୍ଭେ ସମାନଙ୍କେୁ ଖାଜେି ସଠାରୁେ ମଧ୍ଯ ଧରି ଆଣିବା। ଯଦି ସମାନେେ ସମୁଦ୍ରର ନିମ୍ନ ଭାଗ ରେ ଲୁଚି ରହନ୍ତି, ତବେେ ଆମ୍ଭେ ସର୍ପକୁ ଆଦେଶ ଦବୋ ଓ ସହେି ସର୍ପ ସମାନଙ୍କେୁ ଦଂଶନ କରିବ।
3 e embora se escondam no topo do monte Carmelo, eu os buscarei, e os tirarei dali; e embora se ocultem de meus olhos no fundo do mar, ali eu darei ordem à serpente, e ela os picará;
4 ଯଦି ସମାନେେ ଧରା ହାଇେ ଶତୃମାନଙ୍କ ଦ୍ବାରା ବନ୍ଦୀ ହବେେ ତଥାପି ଖଡ୍ଗକୁ ଆଦେଶ ଦବୋ, ସେ ସମାନଙ୍କେୁ ହତ୍ଯା କରିବ। ଆମ୍ଭେ ସମାନଙ୍କେ ଉପ ରେ ଦୃଷ୍ଟି ରଖିବା କିନ୍ତୁ ଆମ୍ଭେ ସମାନଙ୍କେୁ ଦୁଃଖ ଦବୋ ପାଇଁ ଲକ୍ଷ୍ଯ ରଖିବା। ସମାନଙ୍କେୁ ଉତ୍ତମ ଜିନିଷ ଦବୋପାଇଁ ଲକ୍ଷ୍ଯ ରଖିବା ନାହିଁ।
4 e se eles forem em cativeiro diante de seus inimigos, ali eu darei ordem à espada, e ela os matará; eu colocarei os meus olhos sobre eles para o mal, e não para o bem.
5 ମାରେପ୍ରଭୁ ସଦାପ୍ରଭୁ ସର୍ବଶକ୍ତିମାନ ପୃଥିବୀକୁ ସ୍ପର୍ଶ କରିବେ ଏବଂ ତାହା ତରଳି ୟିବ। ତତ୍ପ ରେ ସଠାେ ରେ ବାସ କରୁଥିବା ସମସ୍ତ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶରର ନୀଳନଦୀ ପରି ସହେି ଭୂମିର ଉତ୍ଥାନ ପତନ ଘଟିବ।
5 E o Senhor DEUS dos Exércitos é o que toca a terra, e ela se derrete, e todos os que habitam nela chorarão; e ela subirá como uma inundação, e será afogada, como a inundação do Egito.
6 ସଦାପ୍ରଭୁ ଆକାଶର ଉର୍ଦ୍ଧ ରେ ତାଙ୍କର ପ୍ରାସାଦ ନିର୍ମାଣ କରିଛନ୍ତି। ସେ ପୃଥିବୀ ଉପ ରେ ଗୋଦାମ ଘର ନିର୍ମାଣ କରିଛନ୍ତି। ସେ ସମୁଦ୍ରକୁ ଡାକନ୍ତି ଏବଂ ପାଣି ପୃଥିବୀ ଉପ ରେ ଢାଳନ୍ତି। ତାଙ୍କର ନାମ ୟିହୋବାଃ
6 Ele é o que edifica as suas câmaras no céu, e fundou sua tropa na terra; o que chama as águas do mar, e as derrama sobre a face da terra: O SENHOR é o seu nome.
7 ସଦାପ୍ରଭୁ ଏହା କୁହନ୍ତି, ହେ ଇଶ୍ରାୟେଲ ସନ୍ତାନମାନେ, ତୁମ୍ଭମାନେେ ଆମ୍ଭ ନିକଟରେ କୂଶୀଯ ସନ୍ତାନମାନଙ୍କ ତୁଲ୍ଯ। ଆମ୍ଭେ ମିଶରରୁ ଇଶ୍ରାୟେଲକୁ, କପ୍ତୋରରୁ ପଲେଷ୍ଟୀୟକୁ ଓ ବୀରଦେଶରୁ ଅରାମୀଯମାନଙ୍କୁ ଆଣିଅଛୁ।
7 Não sois vós para mim, como os filhos dos etíopes, ó filhos de Israel? diz o SENHOR. Não tirei eu Israel da terra do Egito? E os filisteus de Caftor, e os sírios de Quir?
8 ସଦାପ୍ରଭୁ, ମାରେ ପ୍ରଭୁ ପାପପୂର୍ଣ୍ଣ ରାଜ୍ଯ ଇଶ୍ରାୟେଲ ଉପ ରେ ଦୃଷ୍ଟି ରଖିଛନ୍ତି। ସଦାପ୍ରଭୁ କହିଲେ, ଆମ୍ଭେ ପୃଥିବୀରୁ ଇଶ୍ରାୟେଲକୁ ମୂଳପୋଛ କରିଦବୋ। କିନ୍ତୁ କବେେ ଯାକୁବ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିବା ନାହିଁ।
8 Eis que os olhos do Senhor DEUS estão contra este reino pecador, e eu o destruirei de sobre a face da terra; mas não destruirei completamente a casa de Jacó, diz o SENHOR.
9 ଆମ୍ଭେ ଇଶ୍ରାୟେଲର ଧ୍ବଂସ ପାଇଁ ଆଦେଶ ଦବୋ। ଆମ୍ଭେ ଇଶ୍ରାୟେଲବାସୀଙ୍କୁ ସମଗ୍ର ଦେଶଗୁଡିକରେ ବିକ୍ଷିପ୍ତ ଭାବରେ ବିଚ୍ଛୁରିତ କରିବା। ଏହା ଗ୍ଭଲୁଣି ରେ ଅଟା ଚଲାଇଲା ପରି ହବେ। ଫସଲର ଏକ କଣିକା ଧରିତ୍ରୀ ଉପ ରେ ପଡିବ ନାହିଁ। ଯାକୁବଙ୍କର ପରିବାର ସହେିପରି ଭାବରେ ସବୋ କରିବେ।
9 Pois eis que darei ordem, e sacudirei a casa de Israel entre todas as nações, assim como o grão é peneirado no crivo, sem que caia na terra um só grão.
10 ଆମ୍ଭ ଲୋକମାନଙ୍କ ମଧିଅରେ ପାପୀଗଣ କହିବେ, 'ଆମ୍ଭ ପ୍ରତି କିଛି ମନ୍ଦ ଘଟିବ ନାହିଁ।' କିନ୍ତୁ ସେ ସମସ୍ତ ଲୋକ ଖଡ୍ଗ ରେ ନିହତ ହବେେ।
10 Todos os pecadores do meu povo morrerão à espada, os que dizem: o mal não nos alcançará, nem nos impedirá.
11 ଦାଉଦଙ୍କର ପତିତ ତମ୍ବୁକୁ ଆମ୍ଭେ ପୁନର୍ବାର ଉଠାଇବା। ଆମ୍ଭେ କାନ୍ଥ ରେ ଥିବା କଣାସବୁ ବନ୍ଦ କରିବା। ଆମ୍ଭେ ବିଧ୍ବସ୍ତ ହାଇେଥିବା ଅଟ୍ଟାଳିକାଗୁଡିକୁ ପୁନର୍ବାର ନିର୍ମାଣ କରିବା ଓ ସେ ଗୁଡିକ ପୂର୍ବପରି ତମ୍ବୁ ନିର୍ମିତ ହବେ।
11 Naquele dia eu levantarei o tabernáculo caído de Davi, e fecharei as suas brechas; e levantarei as suas ruínas, e o edificarei como nos dias da antiguidade;
12 ତା'ପ ରେ ଇଦୋମର ଯାହାସବୁ ଛଡା ହାଇେଥିବ, ଆମ୍ଭ ଲୋକମାନେ ଅଧିକାର କରିବେ ଏବଂ ସମସ୍ତ ଜାତିଗୁଡିକ ଆମ୍ଭ ନାମ ନବେେ। ସଦାପ୍ରଭୁ ଏହା କହିବେ ଓ ସହେି ସମସ୍ତ ଘଟାଇବେ।
12 para que eles possuam o restante de Edom, e de todos os pagãos, que são chamados pelo meu nome, diz o SENHOR, que faz essas coisas.
13 ସଦାପ୍ରଭୁ ପୁଣି କୁହନ୍ତି, ସମୟ ଆସୁଛି ଯେତବେେଳେ ପ୍ରଚୁର ଅମଳ ହବେ ଏବଂ ତାହା ଶସ୍ଯ ଲଗାଇବା ସମୟ ପର୍ୟ୍ଯନ୍ତ ମଧ୍ଯ କ୍ଷେତ୍ର ରେ ଥିବ। ଏତେ ଦ୍ରାକ୍ଷାଫଳ ହବେ ଯେ, ନୂତନ ଦ୍ରାକ୍ଷାଲତା ଲଗାଇବା ସମୟ ପୂର୍ବରୁ ତଥାପି ଦ୍ରାକ୍ଷାରସ ପ୍ରସ୍ତୁତ ହାଇେ ପାରିବ ନାହିଁ। ଏବଂ ମଧୁର ଦ୍ରାକ୍ଷାରସ ପର୍ବତରୁ ବହିବ।
13 Eis que vêm dias, diz o SENHOR, em que o lavrador alcançará o ceifeiro, e o que pisa nas uvas ao que lança a semente; e os montes derramarão vinho doce, e todas as colinas derreterão.
14 ଆମ୍ଭେ ଇଶ୍ରାୟେଲକୁ ବନ୍ଦୀରୁ ମୁକ୍ତ କରିବା ଏବଂ ସମାନଙ୍କେୁ ସମାଙ୍କେର ଭୂମିକୁ ଫରୋଇ ଆଣିବା। ସମାନେେ ଧ୍ବଂସ ବିଧ୍ବଂସ ନଗରଗୁଡିକୁ ପୁନଃନିର୍ମାଣ କରିବେ ଏବଂ ସହେି ନଗରୀ ରେ ବାସ କରିବେ। ସମାନେେ ଦ୍ରାକ୍ଷାବୃକ୍ଷ କ୍ଷତେ ରେ ରୋପଣ କରିବେ ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସଠାେକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ। ସମାନେେ ମଧ୍ଯ ଗ୍ଭଷ କରିବେ ଓ ଉତ୍ପାଦିତ ଶସ୍ଯକୁ ଭକ୍ଷଣ କରିବେ।
14 E eu farei voltar do cativeiro o meu povo Israel, e eles reedificarão as cidades assoladas, e nelas habitarão; plantarão vinhas, e beberão o seu vinho; eles farão pomares, e lhes comerão o fruto.
15 ଆମ୍ଭେ ଆପଣା ଲୋକମାନଙ୍କୁ ତାଙ୍କ ନିଜ ଭୂମିରେ ସ୍ଥାପନ କରିବା। ଆମ୍ଭେ ଯେଉଁ ଭୂମି ସମାନଙ୍କେୁ ଦଇେଛୁ, ସମାନେେ ଯେପରି ତାଙ୍କ ଭୂମିରୁ କବେେ ବିତାଡିତ ହବେେ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଏହା କୁହନ୍ତି।
15 E eu os plantarei em sua terra, e não serão mais arrancados da sua terra que lhes dei, diz o SENHOR teu Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Amós 9, comparar traduções ou montar um estudo — tudo direto pelo WhatsApp.