Amós 6

Oriya Bible (GL_ORIYA) vs BKJ

Sair da comparação
1 ହେ ସିଯୋନର ଲୋକମାନେ, ଯେଉଁମାନେ ତୁମ୍ଭର ଦୁଃଖ ନାହିଁ ବୋଲି କହୁଛ ଏବଂ ଶମରିଯା ପର୍ବତ ଉପ ରେ ଥିବା ନିବାସୀ ଯେଉଁମାନେ ନିଜକୁ ନିରାପଦ ମନେ କରୁଛ, ତୁମ୍ଭମାନଙ୍କ ପାଇଁ ଏହା ଅତି ମନ୍ଦ ହବେ। ତୁମ୍ଭମାନେେ ମହାନ୍ ଦେଶର ପ୍ରଧାନ ଗଣ। ଇଶ୍ରାୟେଲର ଗୃହ ତୁମ୍ଭମାନଙ୍କର ଉପଦେଶ ପାଇଁ ତୁମ୍ଭମାନଙ୍କ ପାଖକୁ ଆସୁଛି।
1 Ai daqueles que estão sossegados em Sião, e confiam no monte de Samaria, que tem nome entre as principais nações, e aos quais vem a casa de Israel!
2 ୟାଅ କଲନୀକୁ ଦେଖ, ସହେି ସ୍ଥାନରୁ ମହାନ୍ ନଗର ହମାତକୁ ୟାଅ। ତା'ପ ରେ ପଲେଷ୍ଟୀୟମାନଙ୍କର ଗାଥ୍ ନଗରକୁ ୟାଅ। ସହେିସବୁ କି ଏହି ରାଜ୍ଯଗୁଡିକ ଅପେକ୍ଷା ଭଲ? ଅବା ସମାନଙ୍କେର ସୀମା କି ତୁମ୍ଭମାନଙ୍କର ରାଜ୍ଯ ଅପେକ୍ଷା ବଡ।
2 Passai a Calné, e vede; e dali ide à grande Hamate; então descei a Gate dos filisteus; serão elas melhores que estes reinos? Ou o seu território maior do que o vosso território?
3 ତୁମ୍ଭମାନେେ ଭାବୁଛ ଦଣ୍ତ ପାଇବାର ଦିନ ବହୁତ ଦୂର ରେ ଅଛି, ସେଥିପାଇଁ ତୁମ୍ଭେ ହିଂସାର ସହିତ ଶାସନ କରୁଛ।
3 Ó vós que afastais o dia mau, e fazeis o assento da violência se aproximar;
4 ତୁମ୍ଭେ ଗଜଦନ୍ତ ଶୟ୍ଯା ଉପ ରେ ଶଯନ କରୁଛ ଓ ଖଟ ଉପ ରେ ନିଜର ଶରୀରକୁ ଲମ୍ବାଇ ଦେଉଛ। ତୁମ୍ଭମାନେେ ତୁମ୍ଭର ମଷେ ପଲରୁ ମଷେଶାବକର କୋମଳ ମାଂସ ଖାଉଛ ଏବଂ ସମାନଙ୍କେ ଗୁବାଳରୁ ବାଛୁରୀମାନଙ୍କୁ ଆଣୁଛ ଏବଂ ସମାନଙ୍କେୁ ଖାଉଛ। ଏହା ତୁମ୍ଭମାନଙ୍କ ପାଇଁ ବହୁତ ଖରାପ ହବେ।
4 que se deitam em camas de marfim, e se estendem sobre os seus sofás, e comem os cordeiros do rebanho, e os bezerros do meio do curral;
5 ତୁମ୍ଭେ ବୀଣାବାଦନ କରୁଛ ଏବଂ ଦାଉଦଙ୍କ ପରି ତୁମ୍ଭର ବାଦ୍ଯୟନ୍ତ୍ରଗୁଡିକରେ ଅଭ୍ଯାସ କରୁଛ।
5 que cantam ao som da viola, e inventam para si instrumentos musicais, como Davi;
6 ତୁମ୍ଭେ ଦ୍ରାକ୍ଷାରସ ସୁନ୍ଦର ପାତ୍ର ରେ ପାନ କରୁଛ। ଆଉ ମଧ୍ଯ ସୁନ୍ଦର ସୁବାସିତ ପଦାର୍ଥ ବ୍ଯବହାର କରୁଛ। କିନ୍ତୁ ଯୋଷଫେର ପରିବାର ଧ୍ବଂସ ପାଉଛନ୍ତି ସେଥିପାଇଁ ଟିକିଏ ହେଲେ ଦୁଃଖ କରୁନାହିଁ।
6 que bebem vinho em taças, e se ungem com os unguentos mais preciosos; mas não se entristecem pela aflição de José.
7 ସହେି ଲୋକମାନେ ସମାନଙ୍କେର ଖଟ ଉପ ରେ ଲମ୍ବି ଶାଇେଛନ୍ତି। କିନ୍ତୁ ସମାନଙ୍କେର ସୁଖର ଦିନ ଶଷେ ହାଇେଛି। ସମାନଙ୍କେୁ ଅନ୍ୟ ରାଜ୍ଯକୁ ବନ୍ଦୀରୂପେ ନିଆୟିବ। ସମାନେେ ବନ୍ଦୀ ହାଇେ ୟିବାର ପ୍ରଥମ ବ୍ଯକ୍ତି ହବେେ।
7 Portanto eles agora irão em cativeiro entre os primeiros dos que forem levados cativos, e o banquete dos que reclinam, será removido.
8 ମାରେ ପ୍ରଭୁ ସଦାପ୍ରଭୁ ନିଜର ପବିତ୍ର ନାମକୁ ବ୍ଯବହାର କଲେ ଓ ଶପଥ ନେଲେ। ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର ଏହା ପ୍ରତିଜ୍ଞା କଲେ,
8 O Senhor DEUS jurou por si mesmo, diz o ­SENHOR, o Deus dos Exércitos: Eu abomino a excelência de Jacó, e odeio seus palácios; portanto, entregarei a cidade com tudo o que nela há.
9 ସହେି ସମୟରେ ଯଦି ଗୋଟିଏ ଘ ରେ କବଳେ ଦଶଜଣ ଅଛନ୍ତି, ସମାନେେ ସମସ୍ତେ ମରିବେ।
9 E acontecerá que, se ficarem dez homens em uma casa, eles morrerão.
10 ଯେତବେେଳେ ଜଣେ ଲୋକ ମରିବ, ଜଣେ ସମ୍ପକୀଯ ମୃତ ଶରୀରକୁ ନଇେ ଦାହ ଦବୋ ପାଇଁ ଆସିବ। ଏବଂ ସେ ଘର ମଧିଅରେ ଅନ୍ୟ କିଏ ଅଛି ବୋଲି ପଗ୍ଭରିବ। ଘର ଭିତ ରେ ଥିବା ଲୋକଟି ଉତ୍ତର କରିବ, ନା,
10 E quando o tio de um homem, aquele que o queimar, o tomar para levar-lhes os ossos para fora de casa, e disser ao que estiver no interior da casa: está ainda alguém contigo? E este responder: Não. Então lhe dirá ele: cala-te, pois não devemos fazer menção do nome do ­SENHOR.
11 ସଦାପ୍ରଭୁ ପରମେଶ୍ବର ଆଦେଶ ଦବେେ, ଦେଖ ବଡ ଗୃହଗୁଡିକ ଖଣ୍ତ ବିଖଣ୍ତିତ ହବେ ଏବଂ କ୍ଷୁଦ୍ର ଗୃହଗୁଡିକ େଛାଟ େଛାଟ ଖଣ୍ତ ରେ ପରିଣତ ହବେ।
11 Pois eis que o ­SENHOR ordena, e ele ferirá a grande casa de brechas, e a pequena casa de fendas.
12 ଅଶ୍ବମାନେ ଢଲୋ ପଥରଗୁଡିକ ଉପ ରେ ଦୌଡିବେ କି? ଆଉ ମଧ୍ଯ କୌଣସି ଲୋକ ବଳଦମାନଙ୍କୁ ସମୁଦ୍ର ରେ ହଳ କରିବା ରେ ବ୍ଯବହାର କରନ୍ତି?କିନ୍ତୁ ତୁମ୍ଭେ ସବୁ ଜିନିଷ ତଳ ଉପର ପରିବର୍ତ୍ତନ କରିଛ। ତୁମ୍ଭେ ଧାର୍ମିକକୁ ନାଗ ବିଷ ରେ ପରିଣତ କରିଛ ଏବଂ ଆଉ ଅତି ଉତ୍ତମ ନ୍ଯାଯକୁ ତୀବ୍ର ହଳାହଳ ରେ ପରିଣତ କରିଛ।
12 Porventura correrão cavalos sobre a rocha? Lavrar-se-á nela com bois? Pois vós haveis tornado juízo em fel, e o fruto da justiça em amargura;
13 ତୁମ୍ଭମାନେେ ତୁଚ୍ଛା ରେ ଆନନ୍ଦ କରୁଛ। ଆଉ ତୁମ୍ଭମାନେେ କହୁଛ, ଆମ୍ଭେ ନିଜ ତୁଚ୍ଛା ରେ ଆନନ୍ଦ ଶିଙ୍ଗ ଲାଭ କରିଅଛୁ।
13 vós se alegram em nada, dizendo: Não conquistamos seus chifres por nossa própria força?
14 କିନ୍ତୁ ହେ ଇଶ୍ରାୟେଲବାସୀ, ତୁମ୍ଭ ଦେଶ ବିରୁଦ୍ଧ ରେ ଆମ୍ଭେ ଗୋଟିଏ ଗୋଷ୍ଠୀ ଜାଗ୍ରତ କରିବା। ସହେି ଗୋଷ୍ଠୀ ତୁମ୍ଭ ସମଗ୍ର ରାଜ୍ଯ ଉପ ରେ ଦୁଃଖ କ୍ଲେଶ ଆଣିବ। ଏହି କ୍ଲେଶ ହମାତଠାରୁ ଅରାବା ମାର୍ଗ ପର୍ୟ୍ଯନ୍ତ ଲାଗି ରହିବ। ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର ଏହା କୁହନ୍ତି।
14 Mas eis que eu levantarei contra vós uma nação, ó casa de Israel, diz o ­SENHOR, o Deus dos Exércitos; e afligir-vos-á, desde a entrada de Hamate até o rio do deserto.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Amós 6, comparar traduções ou montar um estudo — tudo direto pelo WhatsApp.