Amós 2

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ସଦାପ୍ରଭୁ ଏହାହିଁ କହନ୍ତି: ବହୁ ଅପରାଧ କରିଥିବା ମାୟୋବର ଲୋକମାନଙ୍କୁ ଆମ୍ଭେ ନିଶ୍ଚଯ ଦଣ୍ତ ଦବୋ। କାରଣ ମାୟୋବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡି଼ ଚୂର୍ଣ୍ଣ ରେ ପରିଣତ କରିଥିଲେ।
1 Assim diz o S enhor : “Os habitantes de Moabe pecaram repetidamente; não deixarei que fiquem impunes! Queimaram os ossos do rei de Edom até reduzi-los a cinzas.
2 ତେଣୁ ଆମ୍ଭେ ମାୟୋବ ରେ ଅଗ୍ନି ସଂୟୋଗ କରିବା। ସହେି ଅଗ୍ନି ଶିଖା କରିଯୋଥର ପ୍ରାସାଦଗୁଡିକ ଧ୍ବଂସ କରିଦବେ। ସଠାେ ରେ କୋଳାହଳ ଓ ତୂରୀର ଶଦ୍ଦ ହବେ ଏବଂ ମାଯାେବ ଧ୍ବଂସ ହବେ।
2 Por isso enviarei fogo sobre a terra de Moabe, e as fortalezas de Queriote serão destruídas. Os que habitam nela cairão em meio ao ruído da batalha, aos gritos dos guerreiros e ao som da trombeta.
3 ମାତ୍ର ଆମ୍ଭେ ମାୟୋବର ରାଜାମାନଙ୍କୁ ହତ୍ଯା କରିବା ଏବଂ ମାୟୋବର ସମସ୍ତ ନେତାମାନଙ୍କର ଧ୍ବଂସ କରି ପତନ ଘଟାଇବା। ସଦାପ୍ରଭୁ ଏହାହିଁ କହନ୍ତି।
3 Destruirei seu rei e matarei seus príncipes”, diz o S
4 ସଦାପ୍ରଭୁ ଏହା କହନ୍ତି: ଆମ୍ଭେ ବହୁ ଅପରାଧ କରିଥିବା ଯିହୁଦା ନିବାସୀମାନଙ୍କୁ ଦଣ୍ତ ଦବୋ। କାରଣ ସମାନେେ ସଦାପ୍ରଭୁଙ୍କର ଆଦେଶକୁ ମାନିବାକୁ ମନା କଲେ। ସମାନେେ ତାଙ୍କର ଆଦେଶ ରଖିଲେ ନାହିଁ। ସମାନଙ୍କେର ପୂର୍ବପୁରୁଷଗଣ ଯେଉଁ ମିଥ୍ଯାକୁ ବିଶ୍ବାସ କରୁଥିଲେ, ସମାନେେ ମଧ୍ଯ ତାହା ବିଶ୍ବାସ କଲେ।
4 Assim diz o S enhor : “Os habitantes de Judá pecaram repetidamente; não deixarei que fiquem impunes! Rejeitaram a lei do S e não obedeceram a seus decretos. Foram desviados pelas mesmas mentiras que enganaram seus antepassados.
5 ତେଣୁ ଆମ୍ଭେ ଯିହୁଦା ରେ ଅଗ୍ନି ସଂୟୋଗ କରିବା ଏବଂ ସହେି ଅଗ୍ନି ୟିରୁଶାଲମର ସମସ୍ତ ଉଚ୍ଚ ଅଟ୍ଟାଳିକା ଧ୍ବଂସ କରିଦବେ।
5 Por isso enviarei fogo sobre Judá, e as fortalezas de Jerusalém serão destruídas”.
6 ସଦାପ୍ରଭୁ ଏହା କହନ୍ତି: ଆମ୍ଭେ ବହୁ ଅପରାଧ କରିଥିବା ଇଶ୍ରାୟେଲ ଲୋକଙ୍କୁ ଦଣ୍ତ ଦବୋ। କାରଣ ସମାନେେ ରେ ୗପ୍ୟ ବଦଳ ରେ ଉତ୍ତମ ଓ ନିରୀହ ଲୋକଙ୍କୁ ବୀକ୍ରି କରିଥିଲେ। ସମାନେେ ଏକହଳ ୟୋତା ପାଇଁ ଦରିଦ୍ର ଲୋକଙ୍କୁ ବୀକ୍ରି କରିଥିଲେ।
6 Assim diz o S enhor : “Os habitantes de Israel pecaram repetidamente; não deixarei que fiquem impunes! Vendem por prata o justo e, por um par de sandálias, o pobre.
7 ସମାନେେ ଦରିଦ୍ର ଲୋକମାନଙ୍କର ମୁଖମଣ୍ତଳକୁ ଭୂମିରେ ମାଡି ଦଣ୍ତ ଦେଉଥିଲେ ଓ ସମାନଙ୍କେୁ ପଦାଘାତ କରୁଥିଲେ। ସମାନେେ ଅସହାୟ ଲୋକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଶୁଣୁ ନଥିଲେ। ମାରେ ପବିତ୍ର ନାମକୁ କଳୁଷିତ କରିବାକୁ ୟାଇ ଜଣେ ବ୍ଯକ୍ତି ଓ ତା'ର ପିତା, ଜଣେ ରମଣୀ ସହ ୟୌନ ସଂପର୍କ ରଖିଥିଲେ।
7 Pisoteiam a cabeça dos indefesos no pó e empurram os oprimidos para fora do caminho. Pai e filho dormem com a mesma mulher e assim profanam meu santo nome.
8 ସମାନେେ ଦରିଦ୍ର ଲୋକମାନଙ୍କର ବସ୍ତ୍ର ନିଅନ୍ତି ଏବଂ ସହେି ବସ୍ତ୍ର ଉପ ରେ ବସି ୟଜ୍ଞବଦେୀ ନିକଟରେ ପୂଜା କରନ୍ତି। ସମାନେେ ଦରିଦ୍ର ଲୋକମାନଙ୍କୁ ଅର୍ଥ ଋଣ ଆକାର ରେ ଧାର ଦିଅନ୍ତି ଏବଂ ଆନୁଷଙ୍ଗିକ ପରି ସମାନେେ ବସ୍ତ୍ରଗୁଡିକ ନଇୟୋଆନ୍ତି। ସମାନେେ ସହେି ଦରିଦ୍ରମାନଙ୍କ ଉପ ରେ ଅର୍ଥ ଦଣ୍ତ କରନ୍ତି ଏବଂ ସହେି ଅର୍ଥ ରେ ଦ୍ରାକ୍ଷାରସ କିଣି ସମାନଙ୍କେର ପରମେଶ୍ବରଙ୍କ ମନ୍ଦିର ରେ ସବେନ କରନ୍ତି।
8 Aos pés dos altares reclinam-se com roupas que seus devedores lhes deram como garantia. Na casa de seus deuses, bebem vinho comprado com multas injustas.
9 କିନ୍ତୁ ଆମ୍ଭେ ୟିଏକି ଜଣେ ଥିଲୁ, ଇ ମାରେୀଯକୁ ସମାନଙ୍କେ ସମ୍ମୁଖ ରେ ଧ୍ବଂସ କଲୁ। ଇ ମାରେୀଯ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସମାନଙ୍କେର ଉର୍ଦ୍ଦ୍ବ ଭାଗ ରେ ଥିବା ଫଳ ଓ ନିମ୍ନ ଭାଗ ରେ ଥିବା ମୂଳକୁ ନଷ୍ଟ କଲୁ।
9 “Diante dos olhos de meu povo, destruí os amorreus, embora fossem altos como cedros e fortes como carvalhos. Destruí os frutos de seus galhos e arranquei suas raízes.
10 ଆମ୍ଭେ ତୁମ୍ଭମାନଙ୍କୁ ମିଶରରୁ ଆଣିଲୁ ଏବଂ ଗ୍ଭଳିଶବର୍ଷ ପର୍ୟ୍ଯନ୍ତ ମରୁଭୂମିରେ ଆଗଇେ ନଲେୁ। ଆମ୍ଭେ ମଧ୍ଯ ଇ ମାରେୀଯମାନଙ୍କର ଭୂମିକୁ ଅଧିକାର କରିବାକୁ ତୁମ୍ଭମାନଙ୍କୁ ସାହାୟ୍ଯ କଲୁ।
10 Trouxe vocês do Egito e os guiei quarenta anos pelo deserto, para que possuíssem a terra dos amorreus.
11 ତୁମ୍ଭମାନଙ୍କର ପୁତ୍ରମାନଙ୍କ ମଧ୍ଯରୁ କେତକଙ୍କେୁ ଭବିଷ୍ଯତବକ୍ତା କରାଇଲୁ ଏବଂ ତୁମ୍ଭର କେତକେ ୟୁବକ ପୁରୁଷମାନଙ୍କୁ ନାସରୀଯ କରାଇଲୁ। ହେ ଇଶ୍ରାୟେଲୀୟ, ଏହା ସତ୍ଯ ଏବଂ ସଦାପ୍ରଭୁ ଏହାହିଁ କହିଥିଲେ।
11 Escolhi alguns de seus filhos para serem profetas e outros, para serem nazireus. Acaso podem negar isso, israelitas?”, diz o S
12 କିନ୍ତୁ ତୁମ୍ଭମାନେେ ନାସରୀଯ ଲୋକମାନଙ୍କୁ ଦ୍ରାକ୍ଷାରସ ସବେନ କରାଇଲା। ତୁମ୍ଭ ସହେି ଭବିଷ୍ଯଦ୍ବକ୍ତାମାନଙ୍କୁ ଭବିଷ୍ଯତବାକ୍ଯ ପ୍ରଗ୍ଭର ନକରିବାକୁ କହିଲ।
12 “Mas vocês deram vinho para os nazireus beberem e ordenaram a seus profetas: ‘Chega de profecias!’.
13 ତୁମ୍ଭମାନେେ ଆମ୍ଭ ପାଇଁ ଭୟଙ୍କର ଗ୍ଭପ ସଦୃଶ। ଆମ୍ଭେ ତୁମ୍ଭକୁ ତଳକୁ ଗ୍ଭପ ଦବୋ। ଆମ୍ଭେ ତୁମ୍ଭକୁ ନଡା ରେ ବୋଝଇେ ଶଗଡ ପରି ବଙ୍କା କରିଦବୋ।
13 “Por isso eu os esmagarei, como uma carroça sobrecarregada de trigo amassa a terra.
14 କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡାଳି ମଧ୍ଯ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ଯ ବଳ ନଥିବ। ସୈନ୍ଯମାନେ ନିଜକୁ ରକ୍ଷା କରିପାରିବେ ନାହିଁ।
14 O que corre mais rápido não escapará, o mais forte em seu meio se enfraquecerá, nem o guerreiro valente se salvará.
15 ଧନୁର୍ଦ୍ଧାରୀମାନେ ମଧ୍ଯ ଆପଣାକୁ ରକ୍ଷା କରିପାରିବେ ନାହିଁ। ଦ୍ରୁତତମ ଦୌଡାଳି ମଧ୍ଯ ଆପଣାକୁ ରକ୍ଷା କରିପାରିବେ ନାହିଁ। ଅଶ୍ବାରୋହୀମାନେ ନିଜ ନିଜକୁ ରକ୍ଷା କରିପାରିବେ ନାହିଁ।
15 O arqueiro não manterá sua posição, o corredor mais veloz não conseguirá escapar, nem o que estiver a cavalo se salvará.
16 ସହେି ସମୟରେ ସାହାସୀ ସୈନ୍ଯମାନେ ଉଲଗ୍ନ ଦୌଡି ପଳାଇବେ। ସଦାପ୍ରଭୁ ଏହି କଥା କୁହନ୍ତି।
16 Naquele dia, seus guerreiros mais corajosos largarão as armas e fugirão”, diz o S

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Amós 2, comparar traduções ou montar um estudo — tudo direto pelo WhatsApp.