Amós 1

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଆମାଷଙ୍କେ ବାର୍ତ୍ତା: ତକୋଯ ନଗରର ମଷେପାଳକମାନଙ୍କ ମଧ୍ଯରୁ ଆମାଷେ ଥିଲେ ଅନ୍ୟତମ।
1 Palavras que, em visão, vieram a Amós, que era entre os pastores de Tecoa, a respeito de Israel, nos dias de Uzias, rei de Judá, e nos dias de Jeroboão, filho de Joás, rei de Israel, dois anos antes do terremoto.
2 ଆ ମଷେ କହିଲେ: ସିୟୋନ ରେ ସଦାପ୍ରଭୁ ସିଂହ ପରି ଗର୍ଜ୍ଜନ କରିବେ। ତାଙ୍କର ଉଚ୍ଚସ୍ବର ୟିରୁଶାଲମରେୁ ଗର୍ଜି ଉଠିବ। ଫଳ ରେ, ସବୁଜ ଗ୍ଭରଣ ଭୂମି ମଳିନ ଦଖାୟିବେ ଏବଂ ଶୁଖିୟିବ। ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହବେ।
2 Ele disse: O Senhor rugirá de Sião e de Jerusalém fará ouvir a sua voz; os prados dos pastores estarão de luto, e secar-se-á o cimo do Carmelo.
3 ସଦାପ୍ରଭୁ ଏହି କଥା କହନ୍ତି: ଦମ୍ମେଶକର ଲୋକମାନେ କରିଥିବା ଦୋଷାବହ କାର୍ୟ୍ଯ ପାଇଁ ଆମ୍ଭେ ନିଶ୍ଚିତ ଭାବରେ ସମାନଙ୍କେୁ ଦଣ୍ତ ଦବୋ। କାରଣ ସମାନେେ ଶସ୍ଯ ଦଳନ ଲୌହ ୟନ୍ତ୍ର ରେ ଗିଲିଯଦର ଲୋକମାନଙ୍କୁ ଦଳନ କରିଥିଲେ।
3 Assim diz o Senhor : Por três transgressões de Damasco e por quatro, não sustarei o castigo, porque trilharam a Gileade com trilhos de ferro.
4 ତେଣୁ ଆମ୍ଭେ ହସାଯଲଙ୍କେ ଗୃହ ନିକଟକୁ ଅଗ୍ନି ପ୍ ରରଣେ କରିବା। ଏବଂ ସହେି ଅଗ୍ନି ବିନହଦଦଙ୍କ ବିରାଟ ଅଟ୍ଟାଳିକାକୁ ଧ୍ବଂସ କରିବ।
4 Por isso, meterei fogo à casa de Hazael, fogo que consumirá os castelos de Ben-Hadade.
5 ଆମ୍ଭେ ମଧ୍ଯ ଦମ୍ମେଶକର ସମସ୍ତ ଫାଟକକୁ ଭାଙ୍ଗି ଦବୋ। ଆବନର ଉପତ୍ୟକାର ସିଂହାସନ ଉପ ରେ ବସିଥିବା ବ୍ଯକ୍ତିକୁ ବିତାଡିତ କରିବା। ଏଦନ ବଂଶରୁ ସମସ୍ତ କ୍ଷମତାର ସଙ୍କତକେୁ ମଧ୍ଯ ନିଶ୍ଚିହ୍ନ କରି ଦବେି। ଆଉ ମଧ୍ଯ ଅରାମର ଲୋକମାନେ ପରାଜିତ ହବେେ ଓ କୀରକୁ ଯିବେ। ସଦାପ୍ରଭୁ ଏହାହିଁ କହନ୍ତି।
5 Quebrarei o ferrolho de Damasco e eliminarei o morador de Biqueate-Áven e ao que tem o cetro de Bete-Éden; e o povo da Síria será levado em cativeiro a Quir, diz o Senhor .
6 ସଦାପ୍ରଭୁ ଏହାହିଁ କହନ୍ତି: ଘସାର ଲୋକମାନଙ୍କୁ ଆମ୍ଭେ ସମାନଙ୍କେର ବହୁ ଅପରାଧ ପାଇଁ ନିଶ୍ଚଯ ଦଣ୍ତ ଦବେି, କାରଣ ସମାନେେ ସମଗ୍ର ଜାତିମାନଙ୍କୁ ନଇୟୋଇ ଇଦୋମକୁ କ୍ରୀତଦାସରୂପେ ଦଇେଥିଲେ।
6 Assim diz o Senhor : Por três transgressões de Gaza e por quatro, não sustarei o castigo, porque levaram em cativeiro todo o povo, para o entregarem a Edom.
7 ତେଣୁ ଆମ୍ଭେ ଘସାର କାନ୍ଥ ନିକଟକୁ ଅଗ୍ନି ପ୍ ରରଣେ କରିବା। ସହେି ଅଗ୍ନି ଘସାର ଉଚ୍ଚ ଅଟ୍ଟାଳିକାକୁ ଧ୍ବଂସ କରିବ।
7 Por isso, meterei fogo aos muros de Gaza, fogo que consumirá os seus castelos.
8 ଆଉ ମଧ୍ଯ ଅସ୍ଦୋଦର ସିଂହାସନ ରେ ବସିଥିବା ଲୋକଟିକୁ ଧ୍ବଂସ କରିବା। ଆମ୍ଭେ ଆସ୍କିଲୋନର ରାଜଦଣ୍ତଧାରୀକୁ ମଧ୍ଯ ବିନାଶ କରିବା। ଇକ୍ରୋଣ୍ର ଲୋକମାନଙ୍କୁ ମଧ୍ଯ ଆମ୍ଭେ ଦଣ୍ତ ଦବୋ। ତା'ପ ରେ ଯେଉଁ ପଲେଷ୍ଟୀୟମାନେ ବଞ୍ଚିଥିବେ, ସମାନେେ ମଧ୍ଯ ମୃତ୍ଯୁବରଣ କରିବେ। ସଦାପ୍ରଭୁ ପରମେଶ୍ବର ଏହିସବୁ କହିଥିଲେ।
8 Eliminarei o morador de Asdode e o que tem o cetro de Asquelom e volverei a mão contra Ecrom; e o resto dos filisteus perecerá, diz o Senhor .
9 ସଦାପ୍ରଭୁ ଏହିକଥା କୁହନ୍ତି: ଆମ୍ଭେ ନିଶ୍ଚିତ ସୋରର ଲୋକମାନଙ୍କୁ ଦଣ୍ତ ଦବୋ କାରଣ ସମାନେେ ବହୁ ଅପରାଧ କରିଥିଲେ। ଆଉ ମଧ୍ଯ ସମାନେେ ସମଗ୍ର ଜାତିକୁ ନଇଗେଲେଏବଂ ସମାନଙ୍କେୁ କ୍ରୀତଦାସ ରୂପେ ଇଦୋମକୁ ପ୍ ରରଣେ କରିଥିଲେ। ସମାନେେ ଇଶ୍ରାୟେଲୀୟମାନଙ୍କ ସହିତ ବନ୍ଧୁତ୍ବ ଚୁକ୍ତିକୁ ମନେ ପକାଇ ନଥିଲେ।
9 Assim diz o Senhor : Por três transgressões de Tiro e por quatro, não sustarei o castigo, porque entregaram todos os cativos a Edom e não se lembraram da aliança de irmãos.
10 ତେଣୁ ଆମ୍ଭେ ସୋରର ଅଟ୍ଟାଳିକା ନିକଟକୁ ଅଗ୍ନି ପ୍ ରରଣେ କରିବା। ସହେି ଅଗ୍ନି ସୋରର ଉଚ୍ଚ ଅଟ୍ଟାଳିକାଗୁଡିକୁ ଧ୍ବଂସ କରିଦବେ।
10 Por isso, meterei fogo aos muros de Tiro, fogo que consumirá os seus castelos.
11 ସଦାପ୍ରଭୁ ଏହିକଥା କୁହନ୍ତି: ଆମ୍ଭେ ଇଦୋମର ଲୋକମାନଙ୍କୁ ନିଶ୍ଚିତ ଦଣ୍ତ ଦବୋ କାରଣ ସମାନେେ ବହୁ ଅପରାଧ ରେ ଲିପ୍ତ ଥିଲେ। ସମାନେେ ମଧ୍ଯ ସମାନଙ୍କେର ଭାଇମାନଙ୍କୁ ଖଡ୍ଗଧରି ଗୋଡାଇଲେ। ଏବଂ ଟିକିଏ ହେଲେ ଦୟା ଦଖାଇେ ନଥିଲେ। ଇଦୋମ ନିଜର କୋରଧ ଚିରଦିନ ପାଇଁ ରଖିଲେ ଏବଂ ନିଜର କୋର୍ଧ ବନ୍ଦ କଲେ ନାହିଁ। ଇଶ୍ରାୟେଲୀୟମାଙ୍କୁ ସମାନେେ ବନ୍ଯପ୍ରାଣୀ ସଦୃଶ ବିଦୀର୍ଣ୍ଣ କଲେ।
11 Assim diz o Senhor : Por três transgressões de Edom e por quatro, não sustarei o castigo, porque perseguiu o seu irmão à espada e baniu toda a misericórdia; e a sua ira não cessou de despedaçar, e reteve a sua indignação para sempre.
12 ତେଣୁ ଆମ୍ଭେ ତୈମନ୍ ଉପ ରେ ଅଗ୍ନି ବୃଷ୍ଟି କରିବା। ସହେି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ବଂସ କରି ପକାଇବ।
12 Por isso, meterei fogo a Temã, fogo que consumirá os castelos de Bozra.
13 ସଦାପ୍ରଭୁ ଏହିକଥା କୁହନ୍ତି: ଆମ୍ଭେ ଅମ୍ମାନରେ ଲୋକମାନଙ୍କୁ ଦଣ୍ତ ଦବୋ, ଯେଉଁମାନେ ଅନକେ ଅପରାଧ କରିଛନ୍ତି, କାହିଁକି? କାରଣ ସମାନେେ ଗିଲିଯଦ ରେ ଗର୍ଭବତୀ ନାରୀମାନଙ୍କୁ ହତ୍ଯା କରିଅଛନ୍ତି। ଅମ୍ମାନରେ ଲୋକମାନେ ଏହିପରି କାର୍ୟ୍ଯ କଲେ, ଯଟରେୁ ସମାନଙ୍କେର ସୀମା ଅଧିକ ଜାଗା ବଢାଇବାକୁ।
13 Assim diz o Senhor : Por três transgressões dos filhos de Amom e por quatro, não sustarei o castigo, porque rasgaram o ventre às grávidas de Gileade, para dilatarem os seus próprios limites.
14 କିନ୍ତୁ ଆମ୍ଭେ ରଦ୍ଦାର ପ୍ରାଚୀର ଉପ ରେ ଅଗ୍ନି ପକାଇବା ଏବଂ ଏହା ସଠାେକାର ସମସ୍ତ ପ୍ରାସାଦ ଓ ସହେି ଅଗ୍ନି ଦେଶକୁ ଧ୍ବଂସ କରିଦବେ ଏବଂ ସଠାେ ରେ ୟୁଦ୍ଧ ବିଭୀଷିକା ଘୂର୍ଣ୍ଣିବାଯୁ ଆସିବ।
14 Por isso, meterei fogo aos muros de Rabá, fogo que consumirá os seus castelos, com alarido no dia da batalha, com turbilhão no dia da tempestade.
15 ତା'ପ ରେ ସମାନଙ୍କେର ରାଜା ଓ ପ୍ରାଚୀନମାନେ ଏବଂ ସମାନେେ ସମସ୍ତେ ନିର୍ବାସିତ ହବେେ। ସଦାପ୍ରଭୁ ଏହି ବାକ୍ଯ କହିଥିଲେ।
15 O seu rei irá para o cativeiro, ele e os seus príncipes juntamente, diz o Senhor .

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Amós 1, comparar traduções ou montar um estudo — tudo direto pelo WhatsApp.