2 Tessalonicenses 3
Oriya Bible (GL_ORIYA) vs VC
1 ଭାଇ ଓ ଭଉଣୀମାନେ ! ଏବେ ଆମ୍ଭ ପାଇଁ ପ୍ରାର୍ଥନା କର। ପ୍ରାର୍ଥନା କର, ଯେ ପ୍ରଭୁଙ୍କ ଶିକ୍ଷାଗୁଡ଼ିକ ଶୀଘ୍ର ପ୍ରସାରିତ ହବେ। ପ୍ରାର୍ଥନା କର, ତୁମ୍ଭମାନେେ ଯେଉଁଭଳି ସହେି ଶିକ୍ଷାକୁ ସମ୍ମାନ ଦଲେ, ଠିକ୍ ସହେିଭଳି ଲୋକେ ସହେି ଶିକ୍ଷାକୁ ସମ୍ମାନ ଦବେେ।
1 Por fim, irmãos, orai por nós, para que a palavra do Senhor se propague e seja estimada, tal como acontece entre vós,
2 ଆହୁରି ମଧ୍ଯ ପ୍ରାର୍ଥନା କର, ଯେ ଆମ୍ଭେ ଭ୍ରଷ୍ଟ ଓ ମନ୍ଦ ଲୋକମାନଙ୍କଠାରୁ ଯେପରି ସୁରକ୍ଷିତ ରହୁ। (କାରଣ ସମସ୍ତଙ୍କର ତ ପ୍ରଭୁଙ୍କଠା ରେ ବିଶ୍ବାସ ନ ଥାଏ।)
2 e para que sejamos livres dos homens perversos e maus; porque nem todos possuem a fé.
3 ପରମେଶ୍ବର ହେଉଛନ୍ତି ବିଶ୍ବସନୀୟ। ସେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ ଓ ସହେି ଦୁଷ୍ଟାତ୍ମାଠାରୁ ରକ୍ଷା କରିବେ।
3 Mas o Senhor é fiel, e ele há de vos dar forças e vos preservar do mal.
4 ତୁମ୍ଭମାନଙ୍କୁ କୁହାୟାଇଥିବା କାମସବୁ ତୁମ୍ଭମାନେେ କରୁଛ ବୋଲି ପରମେଶ୍ବର ଆମ୍ଭକୁ ନିଶ୍ଚିତ ଭାବେ ଉପଲବଧି କରାଇଛନ୍ତି। ଆମ୍ଭେ ଜାଣିଛୁ ଯେ, ତୁମ୍ଭମାନେେ ଏହି କାମ ସବୁ କରି ଚାଲିଥିବ।
4 Quanto a vós, temos plena certeza no Senhor de que estareis cumprindo e continuareis a cumprir o que vos prescrevemos.
5 ଖ୍ରୀଷ୍ଟଙ୍କର ର୍ଧୈୟ୍ଯ ଓ ପରମେଶ୍ବରଙ୍କ ପ୍ ରମେ ପଥରେ ତୁମ୍ଭମାନଙ୍କ ହୃଦୟ ଅଗ୍ରସର ହବୋ ନିମନ୍ତେ ସେ ତୁମ୍ଭମାନଙ୍କୁ ପରିଚାଳିତ କରିବେ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।
5 Que o Senhor dirija os vossos corações para o amor de Deus e a paciência de Cristo.
6 ଭାଇ ଓ ଭଉଣୀମାନେ ! ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ମିଳିଥିବା ଅଧିକାର ବଳ ରେ, କାମ କରିବାକୁ ମନା କରୁଥିବା ବିଶ୍ବାସୀ ଭାଇମାନଙ୍କଠାରୁ ଦୂର ରେ ରହିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଆଦେଶ ଦେଉଛୁ। କୌଣସି କାମ କରିବା ପାଇଁ ଚାହୁଁ ନ ଥିବା ଲୋକମାନେ ଆମ୍ଭଠାରୁ ଗ୍ରହଣ କରିଥିବା ଶିକ୍ଷାଗୁଡ଼ିକୁ ମାନୁ ନାହାଁନ୍ତି।
6 Intimamo-vos, irmãos, em nome de nosso Senhor Jesus Cristo, que eviteis a convivência de todo irmão que leve vida ociosa e contrária à tradição que de nós tendes recebido.
7 ତୁମ୍ଭମାନେେ ଜାଣିଛ ଯେ, ଆମ୍ଭ ପରି ତୁମ୍ଭମାନେେ ରହିବା ଉଚିତ। ତୁମ୍ଭମାନଙ୍କ ସହିତ ଥିଲା ବେଳେ ଆମ୍ଭେ କବେେ ହେଲେ କାମ କରିବା ପାଇଁ ମନା କରି ନ ଥିଲୁ।
7 Sabeis perfeitamente o que deveis fazer para nos imitar. Não temos vivido entre vós desregradamente,
8 ମୂଲ୍ଯ ନ ଦଇେ ଆମ୍ଭେ କାହାରି ଘ ରେ ଭୋଜନ ଗ୍ରହଣ କରି ନାହୁଁ। ଆମ୍ଭମାନେେ କାହାରି ଉପରେ ଭାର ସ୍ବରୂପ ନ ହବେୁ ବୋଲି ସର୍ବଦା କର୍ମରତ ରହୁଥିଲୁ।
8 nem temos comido de graça o pão de ninguém. Mas, com trabalho e fadiga, labutamos noite e dia, para não sermos pesados a nenhum de vós.
9 ଆମ୍ଭେ ଦିନ ରାତି କାମ କରୁଥିଲୁ। ତୁମ୍ଭମାନଙ୍କୁ ସାହାୟ୍ଯ ମାଗିବା ନିମନ୍ତେ ଆମ୍ଭର ଅଧିକାର ଥିଲା। କିନ୍ତୁ ଆମ୍ଭେ ନିଜର ଯତ୍ନ ନିଜେ ନବୋ ପାଇଁ କାମ କରୁଥିଲୁ। ତୁମ୍ଭମାନଙ୍କ ସମ୍ମୁଖ ରେ ଗୋଟିଏ ଆଦର୍ଶ ପ୍ରସ୍ତୁତ କରିବା ଉଦ୍ଦେଶ୍ଯ ରେ ଆମ୍ଭେ ଏପରି କରିଥିଲୁ।
9 Não porque não tivéssemos direito para isso, mas foi para vos oferecer em nós mesmos um exemplo a imitar.
10 ତୁମ୍ଭମାନଙ୍କ ସହିତ ଥିଲା ବେଳେ ଆମ୍ଭେ ତୁମ୍ଭମାନଙ୍କୁ ଗୋଟିଏ ନିୟମ ଶିଖାଇଥିଲୁ : ଯଦି ଜଣେ କାମ ନ କରିବ, ତା' ହେଲେ ସେ ଖାଇବ ନାହିଁ।
10 Aliás, quando estávamos convosco, nós vos dizíamos formalmente: Quem não quiser trabalhar, não tem o direito de comer.
11 ତୁମ୍ଭମାନଙ୍କ ଦଳ ରେ କେତେ ଜଣ କାମ କରିବା ପାଇଁ ମନା କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ସମାନେେ କିଛି କରୁ ନାହାଁନ୍ତି। ସମାନେେ ଅନ୍ୟମାନଙ୍କ ଜୀବନ ରେ ହସ୍ତକ୍ଷପେ କରିବା ରେ ସମୟ ଅତିବାହିତ କରନ୍ତି।
11 Entretanto, soubemos que entre vós há alguns desordeiros, vadios, que só se preocupam em intrometer-se em assuntos alheios.
12 ଆମ୍ଭେ ସମାନଙ୍କେୁ ଆଦେଶ ଦେଉଛୁ ଯେ, ସମାନେେ ଅନ୍ୟମାନଙ୍କ ବିଷୟ ରେ ଚିନ୍ତା କରିବା ଛାଡ଼ି ଦିଅନ୍ତୁ। ସମାନେେ କର୍ମ କରି ନିଜର ଖାଦ୍ୟ ପାଇଁ ଉପାର୍ଜନ କରନ୍ତୁ। ଏଭଳି ଲୋକମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ଆମ୍ଭେ ଅନୁ ରୋଧ କରୁଛୁ ଯେ, ସମାନେେ ଏପରି କରନ୍ତୁ।
12 A esses indivíduos ordenamos e exortamos a que se dediquem tranqüilamente ao trabalho para merecerem ganhar o que comer.
13 ଭାଇ ଓ ଭଉଣୀମାନେ ! ଭଲ କାମ କରିବା ପାଇଁ କବେେ ହେଲେ କ୍ଲାନ୍ତ ହୁଅ ନାହିଁ।
13 Vós, irmãos, não vos canseis de fazer o bem.
14 ଆମ୍ଭେ ଏହି ପତ୍ର ରେ ତୁମ୍ଭମାନଙ୍କୁ ଯାହା କହିଛୁ, ଯଦି କୌଣସି ଲୋକ ତାହା ପାଳନ କରେ ନାହିଁ, ତା' ହେଲେ ସହେି ଲୋକଠାରୁ ସତର୍କ ରୁହ। ତା'ସହିତ ସମ୍ପର୍କ ରଖ ନାହିଁ। ତାହାହେଲେ ସେ ଲଜ୍ଜିତ ହବେ।
14 Se alguém não obedecer ao que ordenamos por esta carta, notai-o e, para que ele se envergonhe, deixai de ter familiaridade com ele.
15 କିନ୍ତୁ ତାକୁ ଶତୃ ଭଳି ବ୍ଯବହାର ନ କରି, ଭାଇ ଭଳି ଚତଇେେ ଦିଅ।
15 Porém, não deveis considerá-lo como inimigo, mas repreendê-lo como irmão.
16 ଆମ୍ଭେ ପ୍ରାର୍ଥନା କରୁ ଯେ, ଶାନ୍ତିର ପ୍ରଭୁ ତୁମ୍ଭମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ। ଆମ୍ଭେ ପ୍ରାର୍ଥନା କରୁ ଯେ, ସେ ତୁମ୍ଭମାନଙ୍କୁ ସବୁବେଳେ ଓ ପ୍ରେତ୍ୟକକ କ୍ଷେତ୍ର ରେ ଶାନ୍ତି ପ୍ରଦାନ କରନ୍ତୁ। ପ୍ରଭୁ ତୁମ୍ଭମାନଙ୍କ ସମସ୍ତଙ୍କ ସହିତ ଥାଆନ୍ତୁ।
16 O Senhor da paz vos conceda a paz em todo o tempo e em todas as circunstâncias. O Senhor esteja com todos vós.
17 ମୁଁ (ପାଉଲ), ସେ ନିଜ ହାତ ରେ ଲେଖିଥିବା ଏହି ପତ୍ର ମାେ ଦସ୍ତଖତ କରି ସମାପ୍ତ କରୁଛି। ପତ୍ରଗୁଡ଼ିକ ମାରେ ବୋଲି ଜଣାଇ ଦବୋ ପାଇଁ ମୁଁ ମାରେ ସମସ୍ତ ପତ୍ର ରେ ଦସ୍ତଖତ କରିଛି। ମାେ ଲେଖିବାର ଢ଼ଙ୍ଗ ଏହିପରି।
17 A saudação vai de meu próprio punho: PAULO. É esta a minha assinatura em todas as minhas cartas. É assim que eu escrevo.
18 ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହିଥାଉ।
18 A graça de nosso Senhor Jesus Cristo esteja com todos vós!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Tessalonicenses 3, comparar traduções ou montar um estudo — tudo direto pelo WhatsApp.