2 Tessalonicenses 1

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ପାଉଲ, ସିଲ୍ବାନ୍ ଓ ତୀମଥିଙ୍କଠାରୁ ଥସେଲନୀକୀୟ ମଣ୍ଡଳୀ ନିକଟକୁ ଏହି ପତ୍ର। ତୁମ୍ଭମାନେେ ସମସ୍ତେ ପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ରହିଛ।
1 Paulo, Silvano e Timóteo, à igreja dos tessalonicenses, em Deus, nosso Pai, e no Senhor Jesus Cristo.
2 ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କଠା ରେ ରହିଥାଉ।
2 Que a graça e a paz de Deus, nosso Pai, e do Senhor Jesus Cristo estejam com vocês.
3 ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଇଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ବାସ ଯେ ହତେୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି।
3 Irmãos, devemos sempre dar graças a Deus por vocês, como convém, pois a fé que vocês têm cresce cada vez mais, e o amor que todos vocês têm uns pelos outros vai aumentando.
4 ତୁମ୍ଭମାନଙ୍କଠା ରେ ପରସ୍ପର ପ୍ରତି ଥିବା ପ୍ ରମେ ଭାବ ମଧ୍ଯ ବୃଦ୍ଧି ପାଉଛି। ଅତଏବ, ପରମେଶ୍ବରଙ୍କର ଅନ୍ୟ ମଣ୍ଡଳୀମାନଙ୍କଠା ରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରୁ। ଯେପ୍ରକା ରେ ତୁମ୍ଭମାନେେ ଦୃଢ଼ ରହିଛ ଏବଂ ତୁମ୍ଭର ବିଶ୍ବାସ ରହିଛି, ଆମ୍ଭେ ଏହା ବିଷୟ ରେ ପରମେଶ୍ବରଙ୍କ ଅନ୍ୟ ମଣ୍ଡଳୀଗୁଡ଼ିକରେ କହୁ। ତୁମ୍ଭମାନେେ ଦୁଃଖ କଷ୍ଟ ଓ ଅନକେ ଅସୁବିଧାର ସମ୍ମୁଖୀନ ହେଉଛ ; କିନ୍ତୁ ତୁମ୍ଭମାନେେ ନିଜର ଦୃଢ଼ତା ଓ ବିଶ୍ବାସ ଆଦୌ ନ ହରାଇ ଆଗଇେ ଚାଲିଛ।
4 É por isso que nós mesmos nos orgulhamos de vocês nas igrejas de Deus, por causa da perseverança e da fé que vocês demonstram em todas as perseguições e tribulações que estão suportando.
5 ପରମେଶ୍ବର ତାହାଙ୍କର ବିଚାର ରେ ଠିକ୍ ବୋଲି ଏହା ପ୍ରମାଣିତ କରେ। ପରମେଶ୍ବର ଚାହାଁନ୍ତି ଯେ, ତୁମ୍ଭେ ତାହାଙ୍କ ରାଜ୍ଯ ରେ ପ୍ରବେଶ ପାଇଁ ଯୋଗ୍ଯ ହୁଅ, ଯେଉଁଥିପାଇଁ ତୁମ୍ଭମାନେେ ଏହିସବୁ ଯାତନାର ସମ୍ମୁଖୀନ ହେଉଛ।
5 Isso é sinal evidente do justo juízo de Deus, para que vocês sejam considerados dignos do Reino de Deus, pelo qual vocês também estão sofrendo.
6 ଯାହା ଠିକ୍ ପରମେଶ୍ବର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ବର ସମାନଙ୍କେୁ କଷ୍ଟ ଦବେେ।
6 Pois, de fato, é justo para com Deus que ele retribua com tribulação aos que causam tribulação a vocês
7 ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ବର ଶାନ୍ତି ପ୍ରଦାନ କରିବେ। ସେ ଆମ୍ଭକୁ ମଧ୍ଯ ଶାନ୍ତି ଦବେେ। ଯେତବେେଳେ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ବର୍ଗଦୂତମାନଙ୍କ ସହିତ ସ୍ବର୍ଗରୁ ଆସିବେ, ସେତବେେଳେ ପରମେଶ୍ବର ଆମ୍ଭର ଦୁଃଖ ଉପଶମ କରି ଦବେେ।
7 e que dê a vocês, que estão sendo atribulados, alívio juntamente conosco, quando do céu se manifestar o Senhor Jesus com os anjos do seu poder,
8 ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଚାରକୁ ମାନନ୍ତି ନାହିଁ, ସମାନଙ୍କେୁ ଦଣ୍ଡ ଦବୋ ଲାଗି ସେ ଜ୍ବଳନ୍ତ ଅଗ୍ନି ଶିଖା ସହିତ ଆସିବେ।
8 em chama de fogo, tomando vingança contra os que não conhecem a Deus e contra os que não obedecem ao evangelho de nosso Senhor Jesus.
9 ସହେି ଲୋକମାନେ ଅନନ୍ତ ବିନାଶ ଦ୍ବାରା ଦଣ୍ଡିତ ହବେେ। ସମାନଙ୍କେୁ ପ୍ରଭୁଙ୍କ ସହିତ ରହିବାକୁ ଦିଆୟିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ ସମାନଙ୍କେୁ ଦୂର ରେ ରଖାୟିବ।
9 Estes sofrerão penalidade de eterna destruição, banidos da face do Senhor e da glória do seu poder,
10 ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର ଲୋକଙ୍କ ଗହଣ ରେ ମହିମା ମଣ୍ଡିତ ହବୋ ପାଇଁ ଯୀଶୁ ଆସିବେ। ଯେଉଁମାନେ ସମସ୍ତେ ବିଶ୍ବାସ କରିଛନ୍ତି, ସମାନେେ ଯୀଶୁଙ୍କୁ ଦେଖି ବିସ୍ମିତ ହବେେ। ଯେ ହତେୁ ତୁମ୍ଭମାନେେ ଆମ୍ଭେ କହିଥିବା କଥାଗୁଡ଼ିକୁ ବିଶ୍ବାସ କରିଛ, ସେଥିପାଇଁ ସହେି ବିଶ୍ବାସୀ ମଣ୍ଡଳୀ ରେ ତୁମ୍ଭମାନେେ ମଧ୍ଯ ଥିବ।
10 quando ele vier, naquele Dia, para ser glorificado nos seus santos e ser admirado em todos os que creram. Isto inclui vocês, que creram em nosso testemunho.
11 ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରମେଶ୍ବର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ବାନର ଯୋଗ୍ଯ ବୋଲି ଭାବିବେ, ସଭେଳି ଧାର୍ମିକ ଭାବରେ ଜୀବନଯାପନ କରିବା ପାଇଁ ଓ ସାହାୟ୍ଯ କରିବା ପାଇଁ, ଆମ୍ଭେ ଆମ୍ଭ ପରମେଶ୍ବରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠା ରେ ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ ପରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠା ରେ ଥିବା ବିଶ୍ବାସ ଦ୍ବାରା ତୁମ୍ଭମାନେେ କାମ କର। ଉକ୍ତ କାମଗୁଡ଼ିକ ତୁମ୍ଭେ ଅଧିକରୁ ଅଧିକ କର ବୋଲି ପରମେଶ୍ବର ନିଜ ଶକ୍ତି ଦ୍ବାରା ତୁମ୍ଭମାନଙ୍କୁ ସାହାୟ୍ଯ କରନ୍ତୁ ବୋଲି ଆମ୍ଭେ ପ୍ରାଥର୍ନା କରୁ।
11 Por isso, também não cessamos de orar por vocês, pedindo que o nosso Deus os torne dignos da sua vocação e cumpra com poder todo propósito de bondade e obra de fé,
12 ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କ ମାଧ୍ଯମ ରେ ମହିମାବାନ୍ ହେଉ। ଏହା ଆମ୍ଭେ ପ୍ରାର୍ଥନା କରୁ। ତୁମ୍ଭମାନେେ ମଧ୍ଯ ତାହାଙ୍କଠା ରେ ମହିମାବାନ ହାଇପୋରିବ। ଆମ୍ଭ ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦୟାରୁ ସହେି ମହିମା ପ୍ରାପ୍ତ ହୁଏ।
12 a fim de que o nome de nosso Senhor Jesus seja glorificado em vocês e vocês sejam glorificados nele, segundo a graça do nosso Deus e do Senhor Jesus Cristo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Tessalonicenses 1, comparar traduções ou montar um estudo — tudo direto pelo WhatsApp.