2 Timóteo 2

Oriya Bible (GL_ORIYA) vs AAI

Sair da comparação
AAI TUR GEWASIN O BAIBASIT BOUBUN
1 ତୀମଥି, ତୁମ୍ଭେ ମାରେ ଜଣେ ପୁତ୍ର ଭଳି। ଖ୍ରୀଷ୍ଟ ଯୀଶୁଙ୍କଠା ରେ ଆମ୍ଭକୁ ମିଳିଥିବା ଅନୁଗ୍ରହ ରେ ଶକ୍ତିଶାଳୀ ହୁଅ।
1 Baise natu, Keriso Jesu ana manaw ana kabeber wanawananamaim inafair.
2 ମୁଁ ଶିକ୍ଷା ଦଇେଥିବା କଥାସବୁ ତୁମ୍ଭେ ଶୁଣିଛ। ଅନକେ ଅନ୍ୟ ଲୋକ ମଧ୍ଯ ସହେି କଥା ଶୁଣିଛନ୍ତି। ତୁମ୍ଭେ ସହେି ବିଷୟଗୁଡ଼ିକ ଶିକ୍ଷାଦବୋ ଉଚିତ। ଯେଉଁ କେତକଙ୍କେୁ ତୁମ୍ଭେ ବିଶ୍ବାସ କରିପାରିବ, ସମାନଙ୍କେୁ ସହେି ଉପଦେଶଗୁଡ଼ିକ ଦିଅ। ତା' ହେଲେ ସମାନେେ ଅନ୍ଯଲୋକମାନଙ୍କୁ ସହେି ଉପଦେଶଗୁଡ଼ିକ ଦଇପୋରିବେ।
2 Bai’obaiyen sifrubonayah maumurih nahimaim abinan inonowar inab, naatu sabuw iyab kubitutumih, iti tur inaya’abun hinab, saise i auman sabuw afa hini’obaiyih.
3 ଆମ୍ଭ ସମସ୍ତଙ୍କ କଷ୍ଟ ରେ ଭାଗୀ ହୁଅ। ଖ୍ରୀଷ୍ଟଯୀଶୁଙ୍କ ଜଣେ ଅନୁଗତ ଓ ପ୍ରକୃତ ସୈନିକ ଭାବରେ ସହେି କଷ୍ଟଗୁଡ଼ିକ ସହିଯାଅ।
3 Aki biyai ebababanabe obo auman aunowa biya nababan Keriso Jesu ana baiyowayan gewasin na’atube.
4 ଜଣେ ସୈନିକ ତାର ନାୟକକୁ ଖୁସି କରିବାକୁ ଚେଷ୍ଟା କରେ। ଅତଏବ ଦୈନିକ ଜୀବନର ଘଟଣା ରେ ସେ ନିଜର ସମୟ ଅତିବାହିତ କରେ ନାହିଁ।
4 Orot yait sorodiy ana bowabowamaim ema’am i boro turobe nabow ana orot ukwarin niyasisir, men natit ufun bar merar ana bowabow auman nagamuw nabowamih.
5 ଜଣେ ଖଳୋଳୀ ପୁରସ୍କାର ଜିଣିବା ପାଇଁ ଦୌଡ଼ର ସମସ୍ତ ନିୟମପାଳନ କରିବା ଦରକାର।
5 Orot nunuw isan ebowabow gaigiwas boro men asir nanunuw turahinah ni’iyonsairih siwar nabaimih, baise nunuw ana bai’obaiyen hibi’obaiy ni’ufunun boro nanunuw turahinah ni’iyonsairih.
6 ଜଣେ ଚାଷୀ ନିଜର କଠିନ ପରିଶ୍ରମ କରି ଯେଉଁ ଶସ୍ଯ ଉତ୍ପାଦନ କରିଛି, ସେ ପ୍ରଥମ ରେ ସହେି ଉତ୍ପାଦନରୁ ଖାଦ୍ୟ ପାଇବା ଉଚିତ।
6 Orot yait masaw bow raro’on ebababan hinafafour ana veya, nati orot i boro wan hinakusib aunowan hinitin.
7 ମୁଁ ଯେଉଁ କଥା କହୁଛି, ତାହା ବିଷୟ ରେ ଚିନ୍ତା କର। ପ୍ରଭୁ ତୁମ୍ଭକୁ ଏହି ସମସ୍ତ କଥାଗୁଡ଼ିକ ବୁଝିବା ପାଇଁ ଶକ୍ତି ଦବେେ।
7 Abisa ao i nuhimaim nama inanot, naatu Regah boro nibaisi nuhi nakusisib sawar etei ao inaso’ob.
8 ଯୀଶୁଖ୍ରୀଷ୍ଟଙ୍କୁ ମନେ ପକାଅ। ସେ ଦାଉଦ298 ଙ୍କ ପରିବାରର ଅଟନ୍ତି। ଯୀଶୁ ମୃତ୍ଯୁପରେ ପୁନଃ ଜୀବିତ ହାଇେଉଠିଲେ।
8 Jesu Keriso, David uwan, morobone God iyawas maiye mimisir, i ayu au Tur Gewasin ukwarin nati i abibinan.
9 ଏହି ସୁସମାଚାର ମୁଁ ଲୋକଙ୍କୁ ଶୁଣାଏ। ସହେି ସୁସମାଚାର କହିଥିବାରୁ ମୁଁ ଯାତନା ଭୋଗ କରୁଛି। ଏପରିକି ଜଣେ ଅପରାଧୀ ଭଳି ମୁଁ ଶିକୁଳି ରେ ବନ୍ଧା ମଧ୍ଯ ହାଇେଛି।
9 Anayabin ayu Tur Gewasin abibinan isan biyababan abaib, ana itinin i bainowan orot na’atube hifatumu ama’am. Baise God ana tur i men hifatum.
10 ଅତଏବ ମୁଁ ର୍ଧୈୟ୍ଯପୂର୍ବକ ଉକ୍ତ କଷ୍ଟଗୁଡ଼ିକୁ ସହି ନେଉଛି। ପରମେଶ୍ବର ଯେତେ ଲୋକଙ୍କୁ ବାଛିଛନ୍ତି, ସମାନଙ୍କେୁ ସାହାୟ୍ଯ କରିବା ପାଇଁ ମୁଁ ଏପରି କରୁଛି। ମୁଁ ଏଗୁଡ଼ିକ ସହି ନବୋର କାରଣ ଯେ, ସହେି ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଥିବା ପରିତ୍ରାଣ ପାଇ ପାରିବେ। ସହେି ପରିତ୍ରାଣ ଗୋଟିଏ ଅସୀମ ମହିମା ସହିତ ଆ ସେ।
10 Isan imih God ana sabuw rurubinih wabihimaim ayu biyababan fokarih etei wanawanah arun ewawainabu, saise i auman Keriso Jesu’une yawas enan hinab naatu yawas ma’ama wanatowan ana bonamanamarin wanawanan hinarun.
11 ଏହି ଶିକ୍ଷା ସତ୍ଯ ଅଟେ : ଯଦି ଆମ୍ଭେ ତାହାଙ୍କ ସହିତ ମରୁ, ତା' ହେଲେ ଆମେ ତାହାଙ୍କ ସହିତ ବଞ୍ଚିବା।
11 Iti tur i turobe,
12 ଯଦି ଆମ୍ଭେ ଯାତନା ସହିବା, ତା' ହେଲେ ଆମ୍ଭେ ତାଙ୍କ ସହିତ ଶାସନ କରିବା। ଯଦି ଆମ୍ଭେ ତାଙ୍କୁ ଗ୍ରହଣ କରିବା ପାଇଁ ମନା କରିବା, ତା' ହେଲେ ସେ ଆମ୍ଭକୁ ଗ୍ରହଣ କରିବା ପାଇଁ ମନା କରିବେ।
12 biyababanamaim nawawainabit na’at,
13 ଯଦି ଆମ୍ଭେ ବିଶ୍ବସ୍ତ ନ ହେଉ, ତଥାପି ସେ ବିଶ୍ବସ୍ତ ହାଇେ ରହିବେ। କାରଣ ସେ ନିଜ ପାଇଁ ଅସତ୍ ହାଇପୋରିବେ ନାହିଁ।
13 It men tanabobosunusunub na’at,
14 ଉକ୍ତ କଥାଗୁଡ଼ିକୁ ଲୋକମାନଙ୍କୁ ସର୍ବଦା କୁହ। ପରମେଶ୍ବରଙ୍କ ଆଗ ରେ ସତର୍କ କରିଦିଅ ଯେ, ସମାନେେ ଅଯଥା ବାଦାନୁବାଦ କରନ୍ତୁ ନାହିଁ। ୟୁକ୍ତିତର୍କ କରିବା ଦ୍ବାରା କାହାରିକୁ ଲାଭ ହୁଏ ନାହିଁ। ଯେଉଁମାନେ ଏହା ଶୁଣନ୍ତି, ସମାନଙ୍କେୁ ତାହା ନଷ୍ଟ କରିଦିଏ।
14 A sabuw hai tur ina’owen nuhih inakusib iti sawar isah, God nanamaim tur fokarin ina’uwih inimatnuwih; sawar hai yabih en, isah men turamaim hinagam. Nati boro men ana gewasin ta hinab, baise sabuw iyab tur tenonowar i tigugurusih.
15 ପରମେଶ୍ବରଙ୍କ ସୁଗ୍ରାହ୍ଯ ବ୍ଯକ୍ତି ହବୋ ଲାଗି ଯଥାସାଧ୍ଯ ଚେଷ୍ଟା କର। ନିଜକୁ ତାହାଙ୍କଠା ରେ ସମର୍ପଣ କର। ତାହାଙ୍କ କାମ ପାଇଁ କୌଣସି ପ୍ରକାର ଲଜ୍ଜାବୋଧ ନ କରି ଏପରି ସବେକ ହୁଅ ୟିଏ ସତ୍ ଶିକ୍ଷା ଠିକ୍ ଭାବରେ କାମ ରେ ଲଗାଉଛି।
15 Baise inabow sunusunub, God na’iti o i turobe kubowabow, naatu God ana tur yabin inaso’ob gewas sabuw ini’obaiyih, saise kubowabow isan God nabibatiy boro men biya na’ohow.
16 ପରମେଶ୍ବରଙ୍କଠାରୁ ଆସି ନ ଥିବା ନିରର୍ଥକ କଥାଗୁଡ଼ିକ କହୁଥିବା ଲୋକଙ୍କଠାରୁ ଦୂର ରେ ରୁହ। ସଭେଳି କଥା ପରମେଶ୍ବରଙ୍କଠାରୁ ଅଧିକରୁ ଅଧିକ ଦୂ ରଇେ ନବେ।
16 Sabuw iyab God men tekakakafiy naatu koko’awabe teo’okwanekwan kwanahaiwih, anayabin sabuw boro hinanawiyih God biyanamaim hinatit hai ef nawarorom.
17 ଶରୀର ଭିତ ରେ ରୋଗ ବ୍ଯାପିଲା ଭଳି ସମାନଙ୍କେର ମନ୍ଦ ଶିକ୍ଷା ବ୍ଯାପି ୟିବ। ହୁମନାୟ ଓ ଫିଲୀତ ହେଉଛନ୍ତି ସହେିଭଳି ଲୋକ।
17 Hai bai’obaiyen i roufair orot biyan ean gegedar enan na’atube. Wanawanahimaim i orot rou’ab, Haimeneus naatu Philetus hairi iti bai’obaiyen tibi’obaiyi i kwana’itin gewas.
18 ସମାନେେ ସତ୍ ଶିକ୍ଷା ତ୍ଯାଗ କରିଛନ୍ତି। ସମାନେେ କୁହନ୍ତି ଯେ ମୃତ୍ଯୁରୁ ସମସ୍ତଙ୍କ ଉଠି ଆସିବା ଘଟଣା ଘଟିସାରିଛି। ସହେି ଦୁଇଜଣ ଲୋକ କିଛି ଲୋକଙ୍କର ବିଶ୍ବାସ ନଷ୍ଟ କରୁଛନ୍ତି। କିନ୍ତୁ ପରମେଶ୍ବରଙ୍କ ଦୃଢ଼ ମୂଳଦୁଆ ସହେିଭଳି ରହିଛି।
18 Iti orot rou’ab bai’obaiyen anababatun hikwahir hitit, naatu hai binanumaim hio morobone misir maiye i mataraka, boro men namatar maiye’emih, iti na’atube hio baitumatumayah afa hai baitumatum tigugurus.
19 ସହେି ବାକ୍ଯଗୁଡ଼ିକ ସହେି ମୂଳଦୁଆ ଉପରେ ଲଖାେ ହାଇେଛି : ଯେଉଁମାନେ ପ୍ରଭୁଙ୍କର ଲୋକ, ସମାନଙ୍କେୁ ପ୍ରଭୁ ଜାଣନ୍ତି। ନିମ୍ନ ଲିଖିତ ଶଦ୍ଦଗୁଡିକ ମଧ୍ଯ ମୂଳ ଦୁଆ ଉପରେ ଲଖାଯାେଇଛି: ଯେଉଁ ଲୋକ ଦାବୀ କରେ ଯେ ସେ ପ୍ରଭୁଙ୍କୁ ବିଶ୍ବାସ କରେ, ସେ ମନ୍ଦ କାମ ନ କରୁ।
19 Baise God ana taf badowanin rarouw i boro men yait ta niyuyuw. Iti taf afe’enamaim tur iti hikirum, “Regah so’ob iyab i nowan.” naatu “Iyab teo ayu i Regah nowan gewasin kakafihine dogor baikitabir hinab.”
20 ଗୋଟିଏ ବଡ଼ ଘ ରେ ସୁନା ଓ ରୂପାଜିନିଷ ସହିତ ମାଟି ଓ କାଠର ଜିନିଷ ମଧ୍ଯ ଥାଏ। କେତକେ ଜିନିଷ ବିଶଷେ ଉଦ୍ଦେଶ୍ଯ ପାଇଁ ବ୍ଯବହାର ହୁଏ। କେତକେ ଜିନିଷ ନୀଚ କାର୍ୟ୍ଯ ପାଇଁ ବ୍ଯବହାର ହୁଏ।
20 Bar gagamin wanawanan ror kafet, hai yumat i ta ta, afa i silver, naatu afa i gold, afa i tew, afa i naukwat, naatu iti sawar afa i bowabow gagamih isah, afa i bowabow gidigidih isah.
21 ଯଦି ଜଣେ ନିଜକୁ ସମସ୍ତ ମନ୍ଦ ଜିନିଷରୁ ଅଲଗା କରି ପରିଷ୍କାର ହୁଏ, ତା ହେଲେ ସେ ମୂଲ୍ଯବାନ କାମ ପାଇଁ ବିଶଷେ ଉପଯୋଗୀ ହବେ। ସେ ଲୋକ ପବିତ୍ର ହବେ। ମୁନିବ ତାହାକୁ ବ୍ଯବହାର କରିପାରିବେ। ସେ ଯେକୌଣସି ଭଲ କାମ ପାଇଁ ପ୍ରସ୍ତୁତ ରହିବ।
21 Orot yait kakafihine nahaiw taiyuwin nakukusouw na’at, karam boro hinab sawar gagamih isan nabow, anayabin i taiyuwin ya’asair ana orot ukwarin isan bowamih yabuna.
22 ୟୁବକମାନେ ଯେଉଁ ସବୁ ମନ୍ଦ କାମ କରିବାକୁ ଇଚ୍ଛା କରନ୍ତି, ସଗେୁଡ଼ିକରୁ ଦୂର ରେ ରୁହ। ଧାର୍ମିକ ଭାବରେ ବଞ୍ଚିବା ପାଇଁ କଠିନ ପରିଶ୍ରମ କର। ବିଶ୍ବାସ, ପ୍ ରମେ ଓ ଶାନ୍ତି ପାଇବା ପାଇଁ ଚେଷ୍ଟା କର। ଯେଉଁ ଲୋକମାନେ ପ୍ରଭୁଙ୍କୁ ବିଶ୍ବାସ କରନ୍ତି ଓ ଯେଉଁମାନଙ୍କର ଶୁଦ୍ଧ ହୃଦୟ, ସମାନଙ୍କେ ସହିତ ମିଶି ଉକ୍ତ ଆଚରଣ କର।
22 Monok ana yawas kwanahaiw, yawas yamutufurin, baitumatum, yabow, tufuw, isah a not imaim kwanayai kwananuwih kwanab, Kirisiyan afa dogoroh rousouwin bairi kwanita’imon Regah ana baibais isan kwanifefeyan.
23 ମୂର୍ଖ ଓ ଅର୍ଥହୀନ ତର୍କବିତର୍କରୁ ଦୂର ରେ ରୁହ। ତୁମ୍ଭେ ଜାଣ ଯେ ସହେି ୟୁକ୍ତିତର୍କଗୁଡ଼ିକ ବଢ଼ିଯାଇ ବଡ଼ ବିବାଦ ସୃଷ୍ଟି କରେ।
23 Baise sabuw hai not en koko’aw sabuw na’atube kwanahaiwih; kwanaso’ob nati sabuw i gamin baibuya’ayah.
24 ପ୍ରଭୁଙ୍କର ସବେକ ୟୁକ୍ତି କରିବା ଉଚିତ ନୁହେଁ। ସେ ସବୁ ଲୋକଙ୍କ ପ୍ରତି ଦୟାଳୁ ହବୋ ଉଚିତ। ସେ ଜଣେ ଭଲ ଶିକ୍ଷକ ହବୋ ଉଚିତ। ସେ ସହନଶୀଳ ହେଉ।
24 Regah ana akirwairafin i men nagam kwanekwan, baise sabuw etei isah nigewasin, yaten nanub ni’obaiyih.
25 ଯେଉଁମାନେ ତାଙ୍କୁ ବି ରୋଧ କରନ୍ତି, ସମାନଙ୍କେୁ ଭଦ୍ର ଭାବରେ ଶିଖାଇବା ଉଚିତ। ହୁଏତ ପରମେଶ୍ବର ସମାନଙ୍କେ ହୃଦୟ ରେ ଗୋଟିଏ ପରିବର୍ତ୍ତନ ପ୍ରଦାନ କରବେେ, ଯାହାଦ୍ବାରା ସମାନେେ ସତ୍ଯକୁ ଗ୍ରହଣ କରିବେ।
25 Tur hamehamenamaim sabuw iyab i tirurukoukuw nayamutufurih, God boro hai ef niwa’an naham dogor baikitabir hinab naatu hinan turobe hinaso’ob.
26 ଶୟତାନ ସମାନଙ୍କେୁ ଫାନ୍ଦ ରେ ପକାଇଛି ଓ ତା ଇଚ୍ଛା ଅନୁସାରେ କାମ କରାଉଛି। ହାଇପୋ ରେ ଯେ ସମାନେେ ସଜାଗ ହବେେ ଓ ଶୟତାନର ସହେି କାର୍ୟ୍ଯ ଦେଖିବେ। ତା'ପରେ ସମାନେେ ଶୟତାନର ଫାନ୍ଦରୁ ମୁକ୍ତ ହବେେ।
26 Naatu hai not namatabir maiye nan natitit ana veya’amaim, demon buwih fatumih hima fanan hibai ana kok hisisinaf boro hinahaiw hinatit.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Timóteo 2, comparar traduções ou montar um estudo — tudo direto pelo WhatsApp.