2 Timóteo 1

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ଖ୍ରୀଷ୍ଟଯୀଶୁଙ୍କ ଜଣେ ପ୍ ରରେିତ, ପାଉଲଙ୍କଠାରୁ ନମସ୍କାର। ପରମେଶ୍ବରଙ୍କ ଇଚ୍ଛାନୁଯାଯୀ ମୁଁ ପ୍ ରରେିତ ହାଇେଛି। ଖ୍ରୀଷ୍ଟଯୀଶୁଙ୍କଠା ରେ ଥିବା ଜୀବନର ପ୍ରତିଜ୍ଞା ବିଷୟ ରେ ଲୋକମାନଙ୍କୁ କହିବା ପାଇଁ ପରମେଶ୍ବର ମାେତେ ପଠାଇଲେ।
1 Paulo, apóstolo de Cristo Jesus pela vontade de Deus, conforme a promessa da vida em Cristo Jesus,
2 ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ମାେ ପାଇଁ ମାେ ପ୍ରିୟ ପୁତ୍ର ଭଳି। ପରମପିତା ପରମେଶ୍ବରଙ୍କଠାରୁ ଓ ଆମ୍ଭ ପ୍ରଭୁ ଖ୍ରୀଷ୍ଟଯୀଶୁଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ।
2 ao amado filho Timóteo. Que a graça, a misericórdia e a paz, da parte de Deus Pai e de Cristo Jesus, nosso Senhor, estejam com você.
3 ମୁଁ ସବୁବେଳେ ଦିନରାତି ମାେ ପ୍ରାର୍ଥନା ରେ ତୁମ୍ଭକୁ ମନେପକାଉଛି। ସହେି ପ୍ରାର୍ଥନା ରେ ମୁଁ ତୁମ୍ଭ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛି। ମାରେ ପୂର୍ବଜମାନେ ସହେି ପରମେଶ୍ବରଙ୍କୁ ସବୋ କରିଥିଲେ। ମୁଁ ଯାହା ଠିକ୍ ବୋଲି ଜାଣେ ତାହା କରି ସର୍ବଦା ତାହାଙ୍କର ସବୋ କରିଛି।
3 Dou graças a Deus, a quem, desde os meus antepassados, sirvo com a consciência limpa, porque, sem cessar, lembro de você nas minhas orações, noite e dia.
4 ତୁମ୍ଭେ ମାେ ପାଇଁ କାନ୍ଦିଛ ବୋଲି ମୁଁ ମନେ ରଖିଛି। ମୁଁ ତୁମ୍ଭକୁ ଦେଖି ଆନନ୍ଦ ପାଇବା ପାଇଁ ଅତି ଇଚ୍ଛୁକ। ତୁମ୍ଭର ଦୃଢ଼ ବିଶ୍ବାସ ମୁଁ ମନେପକାଏ।
4 Lembro das suas lágrimas e estou ansioso por ver você, para que eu transborde de alegria.
5 ପ୍ରଥମ ରେ ସହେି ବିଶ୍ବାସ ତୁମ୍ଭର ମାତାମହୀ ଲୋଯି ଓ ମାତା ଇଉନୀକୀଙ୍କଠା ରେ ଥିଲା।
5 Lembro da sua fé sem fingimento, a mesma que, primeiramente, habitou em sua avó Loide e em sua mãe Eunice, e estou certo de que habita também em você.
6 ମୁଁ ଜାଣେ ଯେ ତୁମ୍ଭଠା ରେ ସହେି ସମାନ ବିଶ୍ବାସ ଅଛି। ସେଥିପାଇଁ ମୁଁ କୁ ହେ ଯେ ପରମେଶ୍ବର ତୁମ୍ଭକୁ ଦଇେଥିବା ଅନୁଗ୍ରହ ଦାନକୁ ମନେ ପକାଅ। ଯେତବେେଳେ ମୁଁ ମାରେ ହାତଦ୍ବୟ ତୁମ୍ଭ ଉପରେ ରଖିଲି, ସେତବେେଳେ ପରମେଶ୍ବର ସହେି ଅନୁଗ୍ରହଦାନ ତୁମ୍ଭକୁ ଦଇେଥିଲେ। ମୁଁ ଚା ହେଁ ଯେ ତୁମ୍ଭେ ସହେି ଅନୁଗ୍ରହ ଦାନକୁ ବ୍ଯବହାର କର ଓ ତାହା ଅଧିକରୁ ଅଧିକ ବୃଦ୍ଧି ପାଉ ଯେପରି ସାନ ଅଗ୍ନି ଶିଖା ଏକ ଜ୍ବାଳା ରେ ପରିବର୍ତ୍ତିତ ହୁଏ।
6 Por esta razão, venho lembrar-lhe que reavive o dom de Deus que está em você pela imposição das minhas mãos.
7 ପରମେଶ୍ବର ଆମ୍ଭକୁ ଭୟର ଆତ୍ମା ଦଇେ ନାହାଁନ୍ତି। ସେ ଆମ୍ଭକୁ ଶକ୍ତି, ପ୍ ରମେ ଓ ଆତ୍ମସଂୟମର ଆତ୍ମା ପ୍ରଦାନ କରିଛନ୍ତି।
7 Porque Deus não nos deu espírito de covardia, mas de poder, de amor e de moderação.
8 ଅତଏବ ଲୋକମାନଙ୍କୁ ଆମ୍ଭ ପ୍ରଭୁ ଯୀଶୁଙ୍କ ବିଷୟ ରେ କହିବା ପାଇଁ ଲଜ୍ଜାବୋଧ କର ନାହିଁ। ମୁଁ ପ୍ରଭୁଙ୍କ ପାଇଁ ବନ୍ଦୀ ହାଇେ ରହିଛି ମାେ ପାଇଁ ମଧ୍ଯ ଲଜ୍ଜା ବୋଧ କରେ ନାହିଁ। କିନ୍ତୁ ମାେ ସହିତ ସୁସମାଚାର ପାଇଁ କଷ୍ଟ ସହ୍ଯ କର। ତାହା କରିବା ପାଇଁ ପରମେଶ୍ବର ଆମ୍ଭକୁ ଶକ୍ତି ଦିଅନ୍ତି।
8 Portanto, não se envergonhe do testemunho de nosso Senhor, nem do seu prisioneiro, que sou eu. Pelo contrário, participe comigo dos sofrimentos a favor do evangelho, segundo o poder de Deus,
9 ପରମେଶ୍ବର ଆମ୍ଭକୁ ଉଦ୍ଧାର କରି ନିଜର ପବିତ୍ର ଲୋକ କରିଛନ୍ତି। ଆମ୍ଭମାନଙ୍କର ନିଜ ବଳ ରେ ତାହା ହାଇେ ନାହିଁ। ବରଂ ପରମେଶ୍ବର ନିଜେ ଇଚ୍ଛାକରି ଓ ନିଜର ଅନୁଗ୍ରହ ଦ୍ବାରା ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଓ ନିଜ ଲୋକ କରିଛନ୍ତି। ସହେି ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ଆମ୍ଭକୁ ଅନାଦି କାଳରୁ ମିଳିଛି।
9 que nos salvou e nos chamou com santa vocação, não segundo as nossas obras, mas conforme a sua própria determinação e graça que nos foi dada em Cristo Jesus, antes dos tempos eternos,
10 ସହେି ଅନୁଗ୍ରହ ବର୍ତ୍ତମାନ ସମୟ ପର୍ୟ୍ଯନ୍ତ ଆମ୍ଭକୁ ଦଖାଯାେଉ ନ ଥିଲା। ଆମ୍ଭର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଆସିବା ପରେ ତାହା ଆମ୍ଭଠା ରେ ପ୍ରକାଶିତ ହେଲା। ଖ୍ରୀଷ୍ଟ ଯୀଶୁ ମୃତ୍ଯୁକୁ ନଷ୍ଟ କଲେ ଓ ଆମ୍ଭକୁ ଜୀବନ ପାଇବାର ପଥ ଦଖାଇେଲେ। ସୁସମାଚାର ମାଧ୍ଯମ ରେ ସେ ଆମ୍ଭକୁ ଅନନ୍ତ ଜୀବନ ପାଇବା ପାଇଁ ମାର୍ଗ ଦଖାଇେଲେ।
10 e manifestada agora pelo aparecimento de nosso Salvador Cristo Jesus. Ele não só destruiu a morte, como trouxe à luz a vida e a imortalidade, mediante o evangelho.
11 ସହେି ସୁସମାଚାର କହିବା ପାଇଁ ମୁଁ ମନୋନୀତ ହଲିେ। ମୁଁ ସୁସମାଚାର ପାଇଁ ପ୍ରଚାରକ, ପ୍ ରରେିତ ଓ ଶିକ୍ଷକ ଭାବେ ମନୋନୀତ ହଲିେ।
11 Para este evangelho eu fui designado pregador, apóstolo e mestre
12 ସହେି ସୁସମାଚାର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ବାସ କରିଛି, ତାହାଙ୍କୁ ମୁଁ ଜାଣେ। ମାରେ ପୂର୍ଣ୍ଣ ଆଶା ଅଛି ଯେ, ସେ ସହେି ବିଷୟଗୁଡ଼ିକ ସହେିଦିନ296 ପର୍ୟ୍ଯନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାଯିତ୍ବ ସେ ମାେ ଉପରେ ନ୍ଯସ୍ତ କରିଥିଲେ।
12 e, por isso, estou sofrendo estas coisas. Mas não me envergonho, porque sei em quem tenho crido e estou certo de que ele é poderoso para guardar aquilo que me foi confiado até aquele Dia.
13 ମାଠାରୁେ ଶୁଣିଥିବା ସତ୍ ଶିକ୍ଷାଗୁଡ଼ିକୁ ପାଳନ କର। ସହେି ଶିକ୍ଷାଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଥିବା ଆମ୍ଭର ବିଶ୍ବାସ ଓ ପ୍ ରମେ। ସହେି ଉପଦେଶଗୁଡ଼ିକ ଉଦାହରଣ ସ୍ବରୂପ ଅଟେ ଓ ତାହା ଦର୍ଶାଏ ଯେ, ତୁମ୍ଭେ କିପରି ଉପଦେଶ ଦବୋ ଉଚିତ।
13 Mantenha o padrão das sãs palavras que de mim você ouviu com fé e com o amor que há em Cristo Jesus.
14 ତୁମ୍ଭକୁ ଯେଉଁ ସତ୍ଯ ପ୍ରଦାନ କରାଯାଇଛି, ତାହାକୁ ରକ୍ଷା କର। ପବିତ୍ର ଆତ୍ମାର ସାହାୟ୍ଯ ରେ ସଗେୁଡ଼ିକୁ ରକ୍ଷା କର। ସହେି ପବିତ୍ର ଆତ୍ମା ଆମ୍ଭ ଭିତ ରେ ରହନ୍ତି।
14 Por meio do Espírito Santo, que habita em nós, guarde o bom tesouro que lhe foi confiado.
15 ତୁମ୍ଭେ ଜାଣ ଯେ ଏସିଆ 297 ପ୍ରଦେଶର ପ୍ରେତ୍ୟକକ ଲୋକ ମାେତେ ପରିତ୍ଯାଗ କରିଛନ୍ତି। ଏପରିକି ଫୁଗଇେ ଓ ହର୍ମଗନୋ ମଧ୍ଯ ମାେତେ ଛାଡ଼ିଗଲେ। ମୁଁ ପ୍ରାର୍ଥନା କରେ ଯେ, ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା ଦଖାେନ୍ତୁ। ଅନୀସିଫର ମାେତେ ଅନକେ ଥର ସାହାୟ୍ଯ କରିଛନ୍ତି।
15 Você já deve estar ciente de que todos os da província da Ásia me abandonaram. Entre eles estão Fígelo e Hermógenes.
16 ମୁଁ ଜଲେ ରେ ରହିବା ଦ୍ବାରା ସେ ଲଜ୍ଜିତ ହାଇେ ନାହାଁନ୍ତି।
16 Que o Senhor conceda misericórdia à casa de Onesíforo, porque, muitas vezes, me deu ânimo e nunca se envergonhou das minhas algemas.
17 ସେ ରୋମକୁ ଯେତବେେଳେ ଆସିଲେ, ମାେତେ ପାଇବା ପର୍ୟ୍ଯନ୍ତ ସେ ଅତି ଯତ୍ନ ସହକା ରେ ମାେତେ ଖାଜେି ଥିଲେ।
17 Pelo contrário, quando chegou a Roma, me procurou com persistência até me encontrar.
18 ମୁଁ ପ୍ରଭୁଙ୍କଠା ରେ ପ୍ରାର୍ଥନା କରେ ଯେ ସେ ସହେି ମହାଦିନ ରେ ଅନୀସିଫରକୁ ଦୟା ଦାନ କରନ୍ତୁ। ଅନ୍ୟ ସମସ୍ତଙ୍କ ଅପେକ୍ଷା ତୁମ୍ଭେ ଭଲ ଭାବରେ ଜାଣ ଯେ ଏଫିସଠା ରେ ଅନକେ ପ୍ରକାର ରେ ସେ ମାେତେ ସାହାୟ୍ଯ କରିଛନ୍ତି।
18 O Senhor lhe conceda que, naquele Dia, ache misericórdia da parte do Senhor. Você sabe, melhor do que eu, quantos serviços ele me prestou em Éfeso.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Timóteo 1, comparar traduções ou montar um estudo — tudo direto pelo WhatsApp.