2 Samuel 9

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ଦାଉଦ ପଚାରିଲେ, ଆଉ ଶାଉଲ ପରିବାରର କୌଣସି ଲୋକ ରହିଲେ କି? ମୁ ସମାନଙ୍କେ ଉପରେ ଦୟା କରିବାକୁ ଗ୍ଭ ହେଁ। ମୁ ଏ ସବୁ ଯୋନାଥନଙ୍କ ପାଇଁ କରିବାକୁ ଗ୍ଭହକ୍ସ୍ଟଁଛି।
1 Disse Davi: Resta ainda alguém da casa de Saul, para que eu use de benevolência para com ele por amor de Jônatas?
2 ସୀବଃ ନାମକ ଏକ ଗ୍ଭକର ସାଉଲ ପରିବାରର ଥିଲା। ସେ ଦାଉଦଙ୍କ ସମ୍ମକ୍ସ୍ଟଖକକ୍ସ୍ଟ ଡକା ହାଇେଥିଲା। ଏବଂ ରାଜା ପଚାରିଲେ, ତୁମ୍ଭେ କ'ଣ ସୀବଃ?
2 E havia um servo da casa de Saul, cujo nome era Ziba; e o chamaram à presença de Davi. perguntou-lhe o rei: Tu és Ziba? Respondeu ele: Teu servo!
3 ରାଜା କହିଲେ, ଆଉ ଶାଉଲ ପରିବାରର କହେି ଅଛନ୍ତି କି? ପରମେଶ୍ବରଙ୍କର ଦୟା ସମାନଙ୍କେୁ ଦବୋକକ୍ସ୍ଟ ଗ୍ଭହକ୍ସ୍ଟଁଛି।
3 Prosseguiu o rei: Não há ainda alguém da casa de Saul para que eu possa usar com ele da benevolência de Deus? Então disse Ziba ao rei: Ainda há um filho de Jônatas, aleijado dos pés.
4 ରାଜା ଦାଉଦ ସୀବଃଙ୍କକ୍ସ୍ଟ କହିଲେ, ସେ ପକ୍ସ୍ଟତ୍ର କେଉଁଠା ରେ ଅଛି?
4 Perguntou-lhe o rei: Onde está. Respondeu Ziba ao rei: Está em casa de Maquir, filho de Amiel, em Lo-Debar.
5 ଯୋନାଥନର ପକ୍ସ୍ଟତ୍ରକକ୍ସ୍ଟ ଆଣିବା ପାଇଁ ରାଜା ଦାଉଦ ତାଙ୍କର ପଦସ୍ତ କର୍ମଗ୍ଭରୀମାନଙ୍କୁ ଲୋ-ଦବାର ରେ ମାଖୀରଙ୍କ ଅମ୍ମୀଯଲରେ ପକ୍ସ୍ଟତ୍ର ଘରକକ୍ସ୍ଟ ପଠାଇଲେ।
5 Então mandou o rei Davi, e o tomou da casa de Maquir, filho de Amiel, em Lo-Debar.
6 ଯୋନାଥନର ପକ୍ସ୍ଟତ୍ର ମଫୀବୋଶତ୍ ଆସି ରାଜା ଦାଉଦଙ୍କକ୍ସ୍ଟ ଭୂମିଷ୍ଟ ପ୍ରଣାମ କଲା।
6 E Mefibosete, filho de Jônatas, filho de Saul, veio a Davi e, prostrando-se com o rosto em terra, lhe fez reverência. E disse Davi: Mefibosete! Respondeu ele: Eis aqui teu servo.
7 ଦାଉଦ ମଫୀବୋଶତ୍କକ୍ସ୍ଟ କହିଲେ, ଭୟ କର ନାହିଁ, ମୁ ତକ୍ସ୍ଟମ୍ଭ ପ୍ରତି ଦୟା କରୁଛି। ତୁମ୍ଭର ବାପା ଯୋନାଥନଙ୍କ ପାଇଁ ମୁ ତୁମ୍ଭକୁ ଦୟା ଦଖାେଉଛି। ମୁ ତୁମ୍ଭକୁ ତକ୍ସ୍ଟମ୍ଭ ଜଜେେ ବାପା ଶାଉଲଙ୍କର ସମସ୍ତ ସଐତ୍ତି ତୁମ୍ଭକୁ ଫରୋଇ ଦବେି। ତୁମ୍ଭେ ମଧ୍ଯ ମାେ ପାଖ ରେ ସବୁଦିନ ଭୋଜନ କରିବ।
7 Então lhe disse Davi: Não temas, porque de certo usarei contigo de benevolência por amor de Jônatas, teu pai, e te restituirei todas as terras de Saul, teu pai; e tu sempre comerás à minha mesa.
8 ମଫୀବୋଶତ୍ ପକ୍ସ୍ଟନରାଯ ଦାଉଦଙ୍କକ୍ସ୍ଟ ପ୍ରମାଣ କଲା, ଏବଂ କହିଲା, ମୁ ତ ଏକ ମଲା କକ୍ସ୍ଟକକ୍ସ୍ଟରଠାରକ୍ସ୍ଟ ଭଲ ନକ୍ସ୍ଟ ହେଁ। କିନ୍ତୁ ଆପଣା ମାେପ୍ରତି ଚଳିତ ବହକ୍ସ୍ଟତ ଦୟା ଦଖାଇେଛନ୍ତି।
8 Então Mefibosete lhe fez reverência, e disse: Que é o teu servo, para teres olhado para um cão morto tal como eu?
9 ତା'ପରେ ରାଜା ଦାଉଦ ଶାଉଲଙ୍କର ଗ୍ଭକର ସୀବଃକକ୍ସ୍ଟ ପାଖକକ୍ସ୍ଟ ଡାକିଲେ ଏବଂ କହିଲେ, ମୁ ତୁମ୍ଭର ମକ୍ସ୍ଟନୀବର ନାତିକକ୍ସ୍ଟ ଶାଉଲଙ୍କର ଓ ତାହାଙ୍କ ପରିବାରକକ୍ସ୍ଟ ସମସ୍ତ ସଐତ୍ତି ଦଲେି।
9 Então chamou Davi a Ziba, servo de Saul, e disse-lhe: Tudo o que pertencia a Saul, e a toda a sua casa, tenho dado ao filho de teu senhor.
10 ତୁମ୍ଭେ ଓ ତୁମ୍ଭର ପକ୍ସ୍ଟତ୍ରମାନେ ଓ ତୁମ୍ଭର ସବେକଗଣ ତୁମ୍ଭମାନଙ୍କର ମୂନିବର ନାତୀ ମଫୀବୋଶତଙ୍କ ପାଇଁ ଏହି ଜମିକକ୍ସ୍ଟ ଚାଷ କରିବ ଓ ସେଥିରକ୍ସ୍ଟ ଉତ୍ପନ୍ନ ଶସ୍ଯ ଆଣି ତାଙ୍କୁ ଦବେ। କିନ୍ତୁ ସେ ମାେ ସହିତ ସବୁ ବେଳେ ଭୋଜନ କରିବ।
10 Cultivar-lhe-ás, pois, a terra, tu e teus filhos, e teus servos; e recolherás os frutos, para que o filho de teu senhor tenha pão para comer; mas Mefibosete, filho de teu senhor, comerá sempre à minha mesa. Ora, tinha Ziba quinze filhos e vinte servos.
11 ତବେେ ସୀବଃ ରାଜାଙ୍କକ୍ସ୍ଟ କହିଲା, ମୁ ଆପଣଙ୍କର ଦାସ ଆପଣଙ୍କର ଆଜ୍ଞାକକ୍ସ୍ଟ ମୁ ଅକ୍ଷ ରେ ଅକ୍ଷ ରେ ପାଳନ କରିବି। ଯାହା ଆପଣଙ୍କର ଆଦେଶ ହବେ।
11 Respondeu Ziba ao rei: Conforme tudo quanto meu senhor, o rei, manda a seu servo, assim o fará ele. Disse o rei: Quanto a Mefibosete, ele comerá à minha mesa como um dos filhos do rei.
12 ମଫୀବୋଶତ୍ର ଏକ ସାନ ପକ୍ସ୍ଟତ୍ର ଥିଲା। ଯାହାର ନାମ ଥିଲା ମୀଖା। ସୀବଃ ବଂଶର ପ୍ରେତ୍ୟକକ ଲୋକ ମଫୀବୋଶତ୍ର ଦାସ ହାଇେ ରହିଲେ।
12 E tinha Mefibosete um filho pequeno, cujo nome era Mica. E todos quantos moravam em casa de Ziba eram servos de Mefibosete.
13 ମଫୀବୋଶତ୍ଙ୍କର ଦକ୍ସ୍ଟଇ ଗୋଡ େଛାଟା ଥିଲା। ସେ ସର୍ବଦା ୟିରକ୍ସ୍ଟଶାଲମ ରେ ବାସ କରୁଥିଲେ ଓ ରାଜା ଦାଉଦଙ୍କ ପାଖ ରେ ସର୍ବଦା ତାଙ୍କ ଟବେକ୍ସ୍ଟଲ ରେ ଖାଉଥିଲେ।
13 Morava, pois, Mefibosete em Jerusalém, porquanto sempre comia à mesa do rei. E era coxo de ambos os pés.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Samuel 9, comparar traduções ou montar um estudo — tudo direto pelo WhatsApp.