2 Samuel 5

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ତା'ପରେ ଇଶ୍ରାୟେଲର ସମସ୍ତ ପରିବାରବର୍ଗ ହିବ୍ରୋଣଠାରେ ଦାଉଦଙ୍କ ନିକଟକକ୍ସ୍ଟ ଆସିଲେ। ସମାନେେ କହିଲେ, ଆମ୍ଭମାନେେ ତୁମ୍ଭର ନିଜ ପରିବାର।
1 Representantes de todas as tribos de Israel foram dizer a Davi, em Hebrom: "Somos sangue do teu sangue.
2 ଏପରିକି ଯେତବେେଳେ ଶାଉଲ ରାଜା ଥିଲେ ସେତବେେଳେ ଆପଣ ଆମ୍ଭମାନଙ୍କୁ ୟକ୍ସ୍ଟଦ୍ଧ ରେ ଆଗଇେ ନଇେଥିଲେ। ଆଉ ଆପଣ ହେଉଛନ୍ତି ସହେି ଲୋକ ଯେ କି ଯୁଦ୍ଧରୁ ଇଶ୍ରାୟେଲକକ୍ସ୍ଟ ନିରାପଦ ରେ ଫରୋଇ ଆଣିଥିଲେ ଏବଂ ସଦାପ୍ରଭୁ ତୁମ୍ଭକୁ କହିଛନ୍ତି, 'ତୁମ୍ଭେ ମାରେ ଲୋକମାନଙ୍କର ମଷେପାଳକ ହବେ। ଇଶ୍ରାୟେଲ ଓ ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କ ଉପରେ ଶାସନ କରିବ।'
2 No passado, mesmo quando Saul era rei, eras tu quem liderava Israel em suas batalhas. E o Senhor te disse: ‘Você pastoreará o meu povo Israel, e será o seu governante’ ".
3 ତେଣୁ ଇଶ୍ରାୟେଲର ସମସ୍ତ ନେତାମାନେ ରାଜା ଦାଉଦଙ୍କ ସାକ୍ଷାତ ପାଇଁ ହିବ୍ରୋଣକକ୍ସ୍ଟ ଆସିଲେ। ତହିଁରେ ରାଜା ଦାଉଦ ହିବ୍ରୋଣ ରେ ସଦାପ୍ରଭୁ ସମ୍ମକ୍ସ୍ଟଖ ରେ ସମାନଙ୍କେ ସହିତ ଚକ୍ସ୍ଟକ୍ତି କଲେ ଓ ସମାନେେ ଇଶ୍ରାୟେଲର ରାଜା ରୂପେ ଦାଉଦଙ୍କକ୍ସ୍ଟ ଅଭିଷିକ୍ତ କଲେ।
3 Então todas as autoridades de Israel foram ao encontro do rei Davi em Hebrom, e ele fez um acordo com eles em Hebrom perante o Senhor, e eles ungiram Davi rei de Israel.
4 ଯେତବେେଳେ ଦାଉଦଙ୍କ ତିରିଷବର୍ଷ ବଯସ ଥିଲା, ସେ ରାଜତ୍ବ କରିବା ଆରମ୍ଭ କଲେ। ସେ ଗ୍ଭଳିଷବର୍ଷ ଧରି ରାଜତ୍ବ କଲେ।
4 Davi tinha trinta anos de idade quando começou a reinar, e reinou durante quarenta anos.
5 ହିବ୍ରୋଣ ରେ, ସେ ୟିହକ୍ସ୍ଟଦା ଉପରେ ସାତ ବର୍ଷ ଓ ଛଅ ମାସ ରାଜତ୍ବ କଲେ; ପକ୍ସ୍ଟଣି ସେ ୟିରକ୍ସ୍ଟଶାଲମ ରେ ସମସ୍ତ ଇଶ୍ରାୟେଲ ଓ ୟିହକ୍ସ୍ଟଦା ଉପରେ ତତେିଶ ବର୍ଷ ରାଜତ୍ବ କଲେ।
5 Em Hebrom, reinou sobre Judá sete anos e meio, e em Jerusalém reinou sobre todo o Israel e Judá trinta e três anos.
6 ଏହାପରେ ରାଜା ଓ ତାଙ୍କର ଲୋକମାନେ ୟିରକ୍ସ୍ଟଶାଲମ ରେ ବାସ କରୁଥିବା ୟିବୂଷୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ। ଏହି ୟିବୂଷୀଯମାନେ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ଏହି ସ୍ଥାନକକ୍ସ୍ଟ ଆସି ପାରିବ ନାହିଁ। ଏପରିକି ଆମ୍ଭମାନଙ୍କର ଅନ୍ଧ ଓ ଅର୍ଥବ ଲୋକମାନେ ତୁମ୍ଭକୁ ଅଟକାଇ ପାରିବେ। ସମାନେେ ଏହି ଚିନ୍ତାଧାରା ପ୍ରକାଶ କଲେ ଯେ, ସମାନଙ୍କେର ନଗର ରେ ପ୍ରବେଶ କରିବା ପାଇଁ ଦାଉଦ ଅକ୍ଷମ ହବେେ।
6 O rei e seus soldados marcharam para Jerusalém para atacar os jebuseus que viviam lá. E os jebuseus disseram a Davi: "Você não entrará aqui! Até os cegos e os aleijados podem se defender de você". Eles achavam que Davi não conseguiria entrar,
7 ତଥାପି ଦାଉଦ ସିୟୋନର ଦୃଢ ଗଡ ଅଧିକାର କଲେ। ତାହା ହେଲା ଦାଉଦ ନଗର।
7 mas, Davi conquistou a fortaleza de Sião, que veio a ser a cidade de Davi.
8 ସହେି ଦିନ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ଯେଉଁମାନେ ୟିବୂଷୀଯମାନଙ୍କୁ ଆକ୍ରମଣ କରିବା ପାଇଁ ଇଚ୍ଛା କରୁଛନ୍ତି ସମାନେେ ପାଣିନଳ ମଧ୍ଯ ଦଇେ ୟିବା ଉଚିତ୍ ଓ ସହେିସବୁ େଛାଟା ଓ ଅନ୍ଧ ଲୋକମାନଙ୍କ ପାଖକକ୍ସ୍ଟ ପହଞ୍ଚିବା ଉଚିତ୍।
8 Naquele dia disse Davi: "Quem quiser vencer os jebuseus terá que utilizar a passagem de água para chegar àqueles cegos e aleijados, inimigos de Davi". É por isso que dizem: "Os ‘cegos e aleijados’ não entrarão no palácio".
9 ଦାଉଦ ସହେି ଦକ୍ସ୍ଟର୍ଗ ରେ ବାସ କଲେ, ଏବଂ ସହେି ସହରକକ୍ସ୍ଟ, ଦାଉଦ ସହର ନାମ ରେ ନାମିତ କଲେ। ଦାଉଦ ମିଲ୍ଲୋ ସ୍ଥାନକକ୍ସ୍ଟ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ଯ ନଗର ଭିତ ରେ ବହକ୍ସ୍ଟତ ପକ୍କାଘର ନିର୍ମାଣ କଲେ।
9 Davi passou a morar na fortaleza e chamou-a cidade de Davi. Construiu defesas na parte interna da cidade desde os muros de arrimo.
10 ଆଉ ସର୍ବଶକ୍ତିମାନ ସଦାପ୍ରଭୁ ଦାଉଦଙ୍କର ସହାୟ ହବୋରକ୍ସ୍ଟ ଦାଉଦ ଆହକ୍ସ୍ଟରି ଅଧିକରୁ ଅଧିକ ଶକ୍ତିଶାଳୀ ହେଲେ।
10 E foi se tornando cada vez mais poderoso, pois o Senhor Deus dos Exércitos estava com ele.
11 ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକକ୍ସ୍ଟ ଦୂତଗଣ ପଠାଇଲେ। ହୀରମ୍ ମଧ୍ଯ ଏରସ କାଠ, ବଢାଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲେ। ସମାନେେ ଦାଉଦଙ୍କ ପାଇଁ ଏକ ଘର ତିଆରି କଲେ।
11 Pouco depois Hirão, rei de Tiro, enviou a Davi uma delegação, que trouxe toras de cedro, e também carpinteiros e pedreiros que construíram um palácio para Davi.
12 ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଇଶ୍ରାୟେଲର ରାଜା କଲେ ଓ ତାଙ୍କର ଇଶ୍ରାୟେଲର ଲୋକମାନଙ୍କ ପାଇଁ ରାଜ୍ଯକକ୍ସ୍ଟ ଅତ୍ଯଧିକ କ୍ଷମତା ଦେଲେ। ଏହା ଦାଉଦ ବକ୍ସ୍ଟଝି ପାରିଲେ।
12 Então Davi teve certeza de que o Senhor o confirmara como rei de Israel e que seu reino estava prosperando por amor de seu povo Israel.
13 ଦାଉଦ ହିବ୍ରୋଣରକ୍ସ୍ଟ ଯିରୁଶାଲମକୁ ଗଲେ। ସଠାେରେ ସେ ଅନକେ ସ୍ତ୍ରୀମାନଙ୍କୁ ଓ ଅନକେ ଉପପତ୍ନୀମାନଙ୍କୁ ବିବାହ କଲେ ଏବଂ ସଠାେରେ ତାଙ୍କଠାରକ୍ସ୍ଟ ଅନକେ ପିଲା ଜନ୍ମ ହେଲେ।
13 Depois de mudar-se de Hebrom para Jerusalém, Davi tomou mais concubinas e esposas, e gerou mais filhos e filhas.
14 ସହେିସବୁ ପକ୍ସ୍ଟତ୍ର ଯେଉଁମାନେ ୟିରକ୍ସ୍ଟଶାଲମ ରେ ଦାଉଦଙ୍କ ଔରସରକ୍ସ୍ଟ ଜନ୍ମ ହେଲେ। ସମାନେେ ହେଲେ, ସମ୍ମୂଯ, ଶୋବବ୍, ନାଥନ୍ ଓ ଶଲୋମନ୍।
14 Estes são os nomes dos que lhe nasceram ali: Samua, Sobabe, Natã, Salomão,
15 ଯିଭର, ଇଲୀଶ୍ବଯ, ନଫେଗ୍ ଓ ୟାଫିଯ,
15 Ibar, Elisua, Nefegue, Jafia,
16 ଇଲୀଶାମା, ଇଲୀଯାଦା ଓ ଇଲୀଫଲଟେ ନାମ ରେ ଜଣା।
16 Elisama, Eliada e Elifelete.
17 ପଲେଷ୍ଟୀୟମାନେ ଜାଣିବାକକ୍ସ୍ଟ ପାଇଲେ ଯେ, ସମଗ୍ର ଇଶ୍ରାୟେଲୀୟମାନଙ୍କ ରାଜା ଭାବରେ ଦାଉଦଙ୍କକ୍ସ୍ଟ ବଚ୍ଛା ୟାଇଛି। ତେଣୁ ଦାଉଦଙ୍କକ୍ସ୍ଟ ମାରିବା ପାଇଁ ସମସ୍ତ ପଲେଷ୍ଟୀୟ ଦାଉଦଙ୍କକ୍ସ୍ଟ ଖାଜେିଲେ। ତେଣୁ ଦାଉଦ ଏହା ଜାଣିପାରି ୟିରକ୍ସ୍ଟଶାଲମ ରେ ଥିବା ଗଡ ଭିତ ରେ ୟାଇ ଲକ୍ସ୍ଟଚିଲେ।
17 Ao saber que Davi tinha sido ungido rei de Israel, os filisteus foram com todo o exército prendê-lo, mas Davi soube disso e foi para a fortaleza.
18 ପଲେଷ୍ଟୀୟମାନେ ଫରେି ରଫାଯିମ୍ ଉପତ୍ୟକା ରେ ସନୋଛାଉଣୀ ପକାଇଲେ।
18 Tendo os filisteus se espalhado pelo vale de Refaim,
19 ଦାଉଦ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପଚାରିଲେ, ମାରେପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବା ଉଚିତ୍ କି? ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ପାଇଁ ଆପଣ ମାେତେ ସାହାୟ୍ଯ କରିବେ କି?
19 Davi perguntou ao Senhor: "Devo atacar os filisteus? Tu os entregarás nas minhas mãos? " O Senhor lhe respondeu: "Vá, eu os entregarei nas suas mãos".
20 ତା'ପରେ ଦାଉଦ ବାଲ୍-ପରାସୀମକକ୍ସ୍ଟ ଗଲେ, ଏବଂ ସଠାେରେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, ସଦାପ୍ରଭୁ ମାରେ ଶତୃମାନଙ୍କୁ ଛିନ୍ନ ବିଛିନ୍ନ କଲେ, ଯେପରି ନଦୀ ଭଙ୍ଗାବନ୍ଧକକ୍ସ୍ଟ ଭାଙ୍ଗି ବହି ନଇୟୋଏ। ଯେଉଁଥିପାଇଁ ଦାଉଦ ଉକ୍ତ ସ୍ଥାନର ନାମ ବାଲ୍-ପରାସୀମ ରଖିଥିଲେ।
20 Então Davi foi a Baal-Perazim e lá os derrotou. E disse: "Assim como as águas de uma enchente causam destruição, pelas minhas mãos o Senhor destruiu os meus inimigos diante de mim". Então aquele lugar passou a ser chamado Baal-Perazim.
21 ସହେି ସ୍ଥାନ ରେ ପଲେଷ୍ଟୀୟମାନେ ସମାନଙ୍କେର ମୂର୍ତ୍ତିଗୁଡିକୁ ଛାଡି ଗ୍ଭଲିଗଲେ। ଦାଉଦ ଓ ତାଙ୍କର ପୁରୁଷମାନେ ସହେିସବୁ ମୂର୍ତ୍ତିଗୁଡିକୁ ଦୂ ରଇେ ଦେଲେ।
21 Como os filisteus haviam abandonado os seus ídolos ali, Davi e seus soldados os apanharam.
22 ଆଉଥରେ ପଲେଷ୍ଟୀୟମାନେ ରଫାଯିମ ଉପତ୍ୟକା ରେ ଛାଉଣୀ ପକାଇଲେ।
22 Mais uma vez os filisteus marcharam e se espalharam pelo vale de Refaim;
23 ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଏବଂ ତା'ପରେ ସଦାପ୍ରଭୁ ତାଙ୍କୁ କହିଲେ, ସଠାେରେ ଆଗକକ୍ସ୍ଟ ୟାଅ ନାହିଁ। ତୁମ୍ଭମାନେେ ସମାନଙ୍କେ ପଛ ରେ ୟାଅ ଏବଂ ତୂତ୍ବୃକ୍ଷ ଆର ପାଶର୍‌ବ ରେ ସମାନଙ୍କେୁ ପଛପଟକ୍ସ୍ଟ ଆକ୍ରମଣ କର।
23 então Davi consultou o Senhor de novo, que lhe respondeu: "Não ataque pela frente, mas dê a volta por trás deles e ataque-os em frente das amoreiras.
24 ତୁମ୍ଭମାନେେ ସହେି ତୂତ୍ବୃକ୍ଷ ତାଟୋ ଉପରେ ୈସନ୍ଯମାନଙ୍କର ପଦାଗ୍ଭରଣର ଶଦ୍ଦ ପରି ଶଦ୍ଦ ଶକ୍ସ୍ଟଣିପାରିବ। ତବେେ ତୁମ୍ଭମାନେେ ସମାନଙ୍କେୁ ଶିଘ୍ର ଆକ୍ରମଣ କରିବ, କାରଣ ସହେି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କ ଆଗ ରେ ଯିବେ ଏବଂ ତୁମ୍ଭମାନଙ୍କ ସକାେଶ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବେ।
24 Assim que você ouvir um som de passos por cima das amoreiras, saia rapidamente, pois este é o sinal de que o Senhor saiu à sua frente para ferir o exército filisteu".
25 ସଦାପ୍ରଭୁ ଯେପରି ଆଜ୍ଞା ଦେଲେ, ଦାଉଦ ସହେିପରି କଲେ ଓ ଗବୋଠାରକ୍ସ୍ଟ ଗଷେର ପର୍ୟ୍ଯନ୍ତ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ।
25 Davi fez como o Senhor lhe tinha ordenado, e derrotou os filisteus por todo o caminho, desde Gibeom até Gezer.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Samuel 5, comparar traduções ou montar um estudo — tudo direto pelo WhatsApp.