2 Samuel 4

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ଶାଉଲର ପକ୍ସ୍ଟତ୍ର ଈଶ୍ବୋତ୍ ଶୁଣିବାକୁ ପାଇଲେ ଯେ ଅବନ୍ର ହିବ୍ରୋଣ ରେ ମୃତକ୍ସ୍ଟ୍ଯବରଣ କରିଛି। ଈଶ୍ବୋତ୍ ଓ ତାଙ୍କର ସମସ୍ତ ଲୋକ ଭୟଭୀତ ହାଇପଡେିଲେ।
1 Quando Isbosete, filho de Saul, soube que Abner havia sido assassinado na cidade de Hebrom, perdeu a coragem, e todo o povo de Israel ficou com medo.
2 ଦକ୍ସ୍ଟଇଜଣ ପୁରୁଷ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତ୍କକ୍ସ୍ଟ ଦେଖିବାକକ୍ସ୍ଟ ଗଲେ। ଏହି ଦକ୍ସ୍ଟଇଜଣ ପୁରୁଷ ସୈନ୍ଯମାନଙ୍କର ଅଧିନାଯକ ଥିଲେ। ସମାନେେ ରେଖବ୍ ଓ ବାନା, ବରେୋତୀଯ ରିମ୍ମୋଣର ପକ୍ସ୍ଟତ୍ର ଥିଲେ। ସମାନେେ ବରେୋତୀଯ ନଗରର ବିନ୍ଯାମୀନ ପରିବାରବର୍ଗ ରେ ଗଣିତ ଥିଲେ।
2 Havia dois oficiais de Isbosete que comandavam os ataques rápidos ao território inimigo. Eles se chamavam Baaná e Recabe e eram filhos de Rimom, da cidade de Beerote, da tribo de Benjamim. (A cidade de Beerote é considerada como parte do território de Benjamim.
3 କିନ୍ତୁ ସମସ୍ତ ବରେୋତୀଯମାନେ ଗିତ୍ତଯିମକକ୍ସ୍ଟ ପଳାଇଲେ ଓ ସମାନେେ ଆଜି ପର୍ୟ୍ଯନ୍ତ ମଧ୍ଯ ସହେି ସ୍ଥାନ ରେ ବାସ କରୁଛନ୍ତି।
3 Os antigos moradores de Beerote haviam fugido para a cidade de Gitaim e eles vivem ali como estrangeiros até hoje .)
4 ଶାଉଲଙ୍କର ପକ୍ସ୍ଟତ୍ର ଯୋନାଥନଙ୍କର ଏକ ପକ୍ସ୍ଟତ୍ର ଥିଲେ, ଯାହାଙ୍କର ନାମଥିଲା ମଫୀବୋଶତ୍। ଯେତବେେଳେ ତାକକ୍ସ୍ଟ ମାତ୍ର ପାଞ୍ଚ ବର୍ଷ ବଯସ ହାଇେଥିଲା, ସେତବେେଳେ ୟିଷ୍ରିଯଲରେକ୍ସ୍ଟ ଖବର ଆସିଲା ଯେ, ଶାଉଲ ଏବଂ ଯୋନାଥନକକ୍ସ୍ଟ ହତ୍ଯା କରାୟାଇଛି। ଯେତବେେଳେ ମଫୀବୋଶତ୍ର ଧାତ୍ରୀ ଏ ଖବର ପାଇଲା, ସେ ମଫୀବୋଶତକକ୍ସ୍ଟ ଉଠାଇଲା ଏବଂ ସେ ଭୟ ରେ ଦୌଡି ପଳାଇଲା। କିନ୍ତୁ ପିଲାଟି ତଳେ ପଡିଗଲା ଏବଂ ତା'ପରେ ତା'ର ଦକ୍ସ୍ଟଇ ଗୋଡ େଛାଟ ହାଇଗେଲା।
4 Quando Saul e Jônatas foram mortos em Jezreel, Mefibosete, filho de Jônatas, tinha cinco anos de idade. Ao chegar a notícia da morte de Saul e de Jônatas, a mulher que cuidava de Mefibosete o pegou e fugiu. Mas estava com tanta pressa, que o deixou cair, e ele ficou manco.
5 ରେଖବ୍ ଓ ବାନା, ୟିଏ କି ବରେୋତୀଯ ରିମ୍ମୋଣର ପକ୍ସ୍ଟତ୍ର। ସମାନେେ ମଧ୍ଯାନ୍ନ ସମୟରେ ଈଶ୍ବୋଶତ୍ଙ୍କ ଗୃହ ରେ ପ୍ରବେଶ କଲେ। ସହେି ସମୟରେ ଇଶ୍ବୋତ୍ ବିଶ୍ରାମ ନେଉଥିଲେ, କାରଣ ସହେି ଅପରାହ୍ନ ବହକ୍ସ୍ଟତ ଗରମ ଥିଲା।
5 Recabe e Baaná foram para a casa de Isbosete e chegaram lá quando ele estava tirando a sua soneca depois do almoço.
6 ରେଖବ ଓ ବାନା ଇଶ୍ବୋଶତ୍ର ଗୃହ ରେ ପ୍ରବେଶ କଲେ, ସତେ ଯେପରି ସମାନେେ ଗହମ ନବୋକକ୍ସ୍ଟ ଆସିଛନ୍ତି। ଇଶ୍ବୋଶତ୍ ସହେି ସମୟରେ ତାଙ୍କର ଶାଇେବା ଘ ରେ ବିଛଣା ଉପରେ ବିଶ୍ରାମ ନେଉଥିଲେ।
6 A mulher que estava na porta peneirando trigo havia ficado com sono e estava dormindo. Por isso, Baaná e Recabe entraram em silêncio,
7 ସହେି ସମୟରେ ରେଖବ୍ ଓ ବାନା ତାଙ୍କର ପଟେ ରେ ଖଡ୍ଗ ଭୂଷି ହତ୍ଯା କଲେ ଓ ତାଙ୍କର ମକ୍ସ୍ଟଣ୍ତ କାଟି ତାଙ୍କ ସହିତ ନଇେ ଆସିଲେ। ସମାନେେ ୟର୍ଦ୍ଦନ ଉପତ୍ୟକା ଦଇେ ରାତିସାରା ଚାଲିଲେ।
7 foram ao quarto onde Isbosete dormia um sono pesado e o mataram. Então cortaram a cabeça dele e a levaram consigo. Eles caminharam a noite toda pelo vale do rio Jordão.
8 ସମାନେେ ଆସି ହିବ୍ରୋଣ ରେ ପହନ୍ଚିଲେ ଏବଂ ସମାନେେ ଦାଉଦଙ୍କକ୍ସ୍ଟ ଇଶ୍ବୋଶତ୍ର କଟାମକ୍ସ୍ଟଣ୍ତ ଦେଲେ।
8 Quando chegaram a Hebrom, mostraram a cabeça de Isbosete ao rei Davi e disseram: — Aqui está a cabeça de Isbosete, filho do seu inimigo Saul, que queria matá-lo. Hoje o — Eu agarrei e mandei matar o mensageiro que foi ao meu encontro na cidade de Ziclague; pois ele, pensando que estava me dando uma boa notícia, me contou a respeito da morte de Saul. Agora, juro pelo
9 ତଥାପି ଦାଉଦ ରିମ୍ମୋଣର ପକ୍ସ୍ଟତ୍ରଗଣ ରେଖବ୍ ଓ ବାନାକକ୍ସ୍ଟ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମାେତେ ସମସ୍ତ ବିପଦରକ୍ସ୍ଟ ରକ୍ଷା କରିଛନ୍ତି।
9 — ausente —
10 କିନ୍ତୁ ଯେତବେେଳେ ଜଣେ ନିଜକକ୍ସ୍ଟ ଶକ୍ସ୍ଟଭବାର୍ତ୍ତା ଆଣିଛି ବୋଲି ମନେ କରି ମାେତେ କହିଲା, ' ଦେଖନ୍ତକ୍ସ୍ଟ ଶାଉଲ ମରିଅଛି।' ମୁ ତାକକ୍ସ୍ଟ ପକ୍ସ୍ଟରଷ୍କାର ଦବୋ ପରିବର୍ତେ ଯାହା ସେ ଆଶା କରିଥିଲା, ତାକକ୍ସ୍ଟ ଖଡ୍ଗ ଦ୍ବାରା ସିକ୍ଲଗ୍ ରେ ହତ୍ଯା କଲି।
10 — ausente —
11 ତେଣୁ ମୁ ତୁମ୍ଭକୁ ହତ୍ଯା କରିବି ଓ ତୁମ୍ଭମାନଙ୍କୁ ଏହି ଭୂମିରକ୍ସ୍ଟ ଉଚ୍ଛନ୍ନ କରିବି। କାରଣ ତୁମ୍ଭେ ଦକ୍ସ୍ଟଷ୍ଟ ପ୍ରକୃତିର ଲୋକ, ଏକ ଧର୍ମପରାଯଣ ଲୋକକୁ ହତ୍ଯା କରିଛ, ଯେତବେେଳେ ସେ ତା'ର ନିଜ ଗୃହ ରେ ତା'ର ଶୟ୍ଯା ରେ ବିଶ୍ରାମ ନେଉଥିଲା।
11 — ausente —
12 ତେଣୁ ରାଜା ଦାଉଦ ତାଙ୍କର ୟକ୍ସ୍ଟବା ସୈନିକମାନଙ୍କୁ ରେଖବ ଓ ବାନାକକ୍ସ୍ଟ ହତ୍ଯା କରିବା ପାଇଁ ଆଦେଶ ଦେଲେ। ସୈନ୍ଯମାନେ ରେଖବ ଓ ବାନାର ହସ୍ତ ଓ ପାଦ କାଟି ହିବ୍ରୋଣସ୍ଥ ପୋଖରୀ ନିକଟରେ ଝକ୍ସ୍ଟଲାଇ ଦେଲେ। ଏବଂ ଇଶ୍ବୋଶତ୍ର ମସ୍ତକ ନଇେ ହିବ୍ରୋଣ ରେ ଅବ୍ନର କବର ରେ କବର ଦେଲେ।
12 Então Davi deu ordem, e os seus soldados mataram Recabe e Baaná. Depois cortaram as mãos e os pés deles e penduraram perto da represa de Hebrom. E pegaram a cabeça de Isbosete e sepultaram no túmulo de Abner, em Hebrom.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Samuel 4, comparar traduções ou montar um estudo — tudo direto pelo WhatsApp.