2 Samuel 3
Oriya Bible (GL_ORIYA) vs VC
1 ଏହିପରି ଭାବରେ, ଦୀର୍ଘଦିନ ଧରି ଦାଉଦ ଓ ଶାଉଲଙ୍କ ପରିବାର ମଧିଅରେ କ୍ରମାଗତ ୟକ୍ସ୍ଟଦ୍ଧ ଗ୍ଭଲିଲା। ଦାଉଦ ଧି ରେ ଧି ରେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ ଏବଂ ଶାଉଲର ପରିବାର, ଦିନକକ୍ସ୍ଟ ଦିନ ଦୁର୍ବଳ ହବୋକକ୍ସ୍ଟ ଲାଗିଲା।
1 Prolongou-se por muito tempo a guerra entre a casa de Saul e a de Davi. Mas, à medida que o poder de Davi ia-se fortificando, a casa de Saul ia-se enfraquecendo cada vez mais.
2 ଦାଉଦଙ୍କର ଅନକେ ପକ୍ସ୍ଟତ୍ର ହିବ୍ରୋଣ ରେ ଜନ୍ମଲାଭ କଲେ। ତାଙ୍କର ପ୍ରଥମ ପକ୍ସ୍ଟତ୍ର ଥିଲେ ଅମ୍ନୋନ୍, ୟିଷ୍ରିଯଲେୀଯାର ତାଙ୍କର ସ୍ତ୍ରୀ ଅହୀନୋଯମଠାରକ୍ସ୍ଟ ଜନ୍ମ ହେଲ।
2 Nasceram filhos a Davi em Hebron. Seu primogênito foi Amnon, de Aquinoã de Jezrael;
3 କର୍ମିଲୀଯ ନାବଲ୍ର ସ୍ତ୍ରୀ ଅବୀଗଲ୍ଙ୍କଠାରକ୍ସ୍ଟ ଜନ୍ମ ହେଲ ଦ୍ବିତୀୟ ପକ୍ସ୍ଟତ୍ର କିଲାବ୍ ଏବଂ ତୃତୀୟ ପକ୍ସ୍ଟତ୍ର ହେଲ ଅବ୍ଶାଲୋମ୍, ସେ ଗଶୂରର ରାଜା ତଲ୍ମଯର କନ୍ଯା ମାଖାରର ପକ୍ସ୍ଟତ୍ର।
3 Queleab, o segundo, de Abigail, viúva de Nabal, o carmelita; Absalão, o terceiro, filho de Maaca, filha de Tolmai, rei de Gessur;
4 ଚତକ୍ସ୍ଟର୍ଥ ପକ୍ସ୍ଟତ୍ର ଜନ୍ମ ହେଲ, ତାଙ୍କର ନାମ ଅଦୋନୀଯ, ଅଦୋନୀଯର ମାତା ହେଲ, ହଗୀତ୍ ଏବଂ ପଞ୍ଚମ ପକ୍ସ୍ଟତ୍ର ହେଲ ଶଫଟୀଯ ସେ ଅବିଟଲର ପକ୍ସ୍ଟତ୍ର।
4 o quarto, Adonias, filho de Hagit; Safatia, o quinto, filho de Abital,
5 ଷଷ୍ଠ ପକ୍ସ୍ଟତ୍ର ହେଲ, ୟିନ୍ତ୍ରିଯମ୍। ସେ ଦାଉଦଙ୍କର ସ୍ତ୍ରୀ ଇଗ୍ଲାର ପକ୍ସ୍ଟତ୍ର। ଏହିପରି ଛଅଟି ପକ୍ସ୍ଟତ୍ର ଦାଉଦଙ୍କର ହିବ୍ରୋଣ ରେ ଜନ୍ମ ହେଲ।
5 e o sexto Jetraão, filho de Egla, mulher de Davi. Estes foram os filhos que nasceram a Davi em Hebron.
6 ଶାଉଲ ବଂଶ ଓ ଦାଉଦ ବଂଶ ୟକ୍ସ୍ଟଦ୍ଧ ଲାଗିବା ସମୟରେ ଅବନର ଶାଉଲଙ୍କ ଗୃହ ମଧିଅରେ ନିଜକକ୍ସ୍ଟ ବଳବାନ୍ କଲା।
6 Enquanto durou a guerra entre a casa de Saul e a de Davi, Abner teve autoridade na casa de Saul.
7 ଶାଉଲଙ୍କର ଜଣେ ଉପପତ୍ନୀ ଥିଲା, ଯାହାର ନାମ ରିସ୍ପା, ସେ ଅଯାର କନ୍ଯା ଥିଲା। ଇଶ୍ବୋଶତ୍ ଅବନରକକ୍ସ୍ଟ କହିଲେ, ତୁମ୍ଭେ କାହିଁକି ମାରେ ପିତାଙ୍କର ଉପପତ୍ନୀଙ୍କ ସହିତ ୟୌନ ସଐର୍କ ରଖିଛ?
7 Ora, Saul tinha uma concubina chamada Resfa, filha de Aia. Isboset disse a Abner: Por que te aproximaste da concubina de meu pai?
8 ଅବନର ଇଶ୍ବୋଶତର କଥା ଶକ୍ସ୍ଟଣି ଅତି ରାଗ ରେ କହିଲା, ମୁ ତ ତକ୍ସ୍ଟମ୍ଭ ପିତା ଶାଉଲ ବଂଶକକ୍ସ୍ଟ ଓ ତାଙ୍କର ଭାଇ ବନ୍ଧକ୍ସ୍ଟମାନଙ୍କୁ ଦୟା କରୁଅଛି। ମୁ ମଧ୍ଯ ତୁମ୍ଭକୁ ଦାଉଦ ହସ୍ତ ରେ ସମର୍ପଣ କରିନାହିଁ। ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷଯ ରେ ଅପରାଧ ମାେ ଉପରେ ଆରୋପ କରୁଅଛ।
8 Abner indignou-se com estas palavras de Isboset e disse: Sou porventura uma cabeça de cão a serviço de Judá? Enquanto neste momento trabalho pela casa de Saul, teu pai, pelos seus irmãos e seus amigos, não os deixando cair nas mãos de Davi, vens tu acusar-me de pecado com esta mulher?
9 ମୁ ବର୍ତ୍ତମାନ ଏହି ପ୍ରତିଜ୍ଞା କରୁଅଛି। ମୁ ବର୍ତ୍ତମାନ ନିଶ୍ଚିଚ ହେଉଅଛି ଯେ, ପରମେଶ୍ବର ଯାହା କହିଥିଲେ, ତାହା ଘଟିବାକକ୍ସ୍ଟ ଯାଉଛି। ସଦାପ୍ରଭୁ କହିଥିଲେ, ଯେ ସେ ଶାଉଲ ବଂଶଠାରକ୍ସ୍ଟ ରାଜ ସିଂହାସନ ନଇେ ଦାଉଦଙ୍କକ୍ସ୍ଟ ଦବେେ।
9 Deus me trate com o maior rigor, se eu não procurar para Davi tudo o que o Senhor lhe prometeu,
10 ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ୟିହକ୍ସ୍ଟଦା ଏବଂ ଇଶ୍ରାୟେଲର ରାଜା କରିବେ। ସେ ଦାନଠାରକ୍ସ୍ଟ ବେର୍ଶବୋ ପର୍ୟ୍ଯନ୍ତ ଶାସନ କରିବେ। ଏବଂ ମୁ ଭାବକ୍ସ୍ଟଛି, ସଦାପ୍ରଭୁ ମାେ ଉପରେ ଅନ୍ଯାଯ କରିବେ ଯଦି ମୁ ତାହା ନକରେ।
10 a saber, tirar a realeza da casa de Saul e firmar o trono de Davi sobre Israel e sobre Judá, desde Dã até Bersabéia!
11 ଇଶ୍ବୋଶତ ଅତ୍ଯନ୍ତ ଭୟ ରେ ସବୁ କଥା ଅବନରକକ୍ସ୍ଟ କହିପାରି ନଥିଲା।
11 Isboset não soube o que responder a Abner, porque o temia.
12 ଅବନର ଦାଉଦଙ୍କ ନିକଟକକ୍ସ୍ଟ ଦୂତଗଣ ପଠାଇଲେ ଏବଂ କହିଲେ, ଏ ଦେଶକକ୍ସ୍ଟ କିଏ ଶାସନ କରିବା ଯୋଗ୍ଯ ବ୍ଯକ୍ତି ବୋଲି ତୁମ୍ଭେ ଭାବକ୍ସ୍ଟଛ? ମାେ ସହିତ ତୁମ୍ଭେ ଏକ ଚକ୍ସ୍ଟକ୍ତି କର ଏବଂ ସମଗ୍ର ଇଶ୍ରାୟେଲ ଉପରେ ତୁମ୍ଭେ ରାଜତ୍ବ କରିବା ପାଇଁ ମୁ ତୁମ୍ଭକୁ ସାହାୟ୍ଯ କରିବି।
12 Abner enviou então mensageiros a Davi, para dizer-lhe: De quem é a terra? Faze aliança comigo e eu te darei mão forte para reunir em torno de ti todo o Israel.
13 ଦାଉଦ କହିଲେ, ଉତ୍ତମ, ମୁ ତକ୍ସ୍ଟମ୍ଭ ସହିତ ଚକ୍ସ୍ଟକ୍ତି କରୁଅଛି। କିନ୍ତୁ ମୁ ତୁମ୍ଭକୁ ଗୋଟିଏ କଥା ପଗ୍ଭରିବି, ତୁମ୍ଭେ ଶାଉଲଙ୍କର କନ୍ଯା ମୀଖଲକକ୍ସ୍ଟ ମାେ ସମ୍ମକ୍ସ୍ଟଖକକ୍ସ୍ଟ ନ ଆଣିବା ପର୍ୟ୍ଯନ୍ତ ମୁ ତୁମ୍ଭକୁ ସାକ୍ଷାତ କରିବି ନାହିଁ।
13 Davi respondeu: Está bem; farei aliança contigo, mas com uma condição: não te apresentarás diante de mim sem trazer contigo Micol, a filha de Saul, quando vieres ver-me.
14 ଦାଉଦ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତଙ୍କ ନିକଟକକ୍ସ୍ଟ ଏକ ଦୂତ ପଠାଇ କହିଲେ, ମାରେ ସ୍ତ୍ରୀ ମୀଖଲକକ୍ସ୍ଟ ମାେତେ ଫରୋଇ ଦିଅ। ଯେ ହତେକ୍ସ୍ଟ ମୁ ତାକକ୍ସ୍ଟ ପାଇବା ପାଇଁ 100 ଜଣ ପଲେଷ୍ଟୀୟଙ୍କକ୍ସ୍ଟ ହତ୍ଯା କରିଛି
14 Davi enviou mensageiros a Isboset, filho de Saul, para dizer-lhe: Devolve a minha mulher Micol, que desposei ao preço de cem prepúcios de filisteus.
15 ଇଶ୍ବୋଶତ୍ ଲୋକ ପଠାଇ ଲଯିଶର ପକ୍ସ୍ଟତ୍ର ପଲ୍ଟିଯେଲ୍ ନାମକ ତାହାର ସ୍ବାମୀ ନିକଟରକ୍ସ୍ଟ ମୀଖଲକକ୍ସ୍ଟ ନଲୋ।
15 Isboset ordenou que a tirassem de seu marido, Faltiel, filho de Lais,
16 ତା'ର ସ୍ବାମୀ ରୋଦନ କଲା ଏବଂ ବହକ୍ସ୍ଟରୀମ ପର୍ୟ୍ଯନ୍ତ ତାକକ୍ସ୍ଟ ଅନକ୍ସ୍ଟସରଣ କଲା। ତା'ପରେ ଅବନର ପଲଟିଯଲଙ୍କେକ୍ସ୍ଟ କହିଲା, ୟାଅ, ଫରେିୟାଅ, ତା'ପରେ ସେ ଫରେିଗଲା।
16 que a acompanhou chorando até Bahurim. Ali, Abner disse-lhe: Volta para a tua casa. E ele voltou.
17 ଅବ୍ନର ଏହି ବାର୍ତ୍ତା ଇଶ୍ରାୟେଲର ନେତାଙ୍କ ପାଖକକ୍ସ୍ଟ ପଠାଇଲେ। ସେ କହିଲେ, ତୁମ୍ଭମାନେେ ଦାଉଦଙ୍କକ୍ସ୍ଟ ରାଜା କରିବା ପାଇଁ ଅପେକ୍ଷା କରି ଆସକ୍ସ୍ଟଅଛି।
17 Abner pôs-se em contato com os anciãos de Israel e disse-lhes: Já faz tempo que desejais ter Davi por rei.
18 ବର୍ତ୍ତମାନ ଏହା କର, ସଦାପ୍ରଭୁ ଦାଉଦଙ୍କ ବିଷଯ ରେ କହିଥିଲେ ଯେତବେେଳେ ସେ କହିଲେ, 'ମୁ ମାରେ ଇଶ୍ରାୟେଲର ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ରକ୍ଷା କରିବି ଏବଂ ମୁ ସମାନଙ୍କେୁ ସମାନଙ୍କେର ଅନ୍ୟ ସମସ୍ତ ଶତୃଙ୍କଠାରକ୍ସ୍ଟ ମଧ୍ଯ ରକ୍ଷା କରିବି। ମୁ ଏହା ମାରେ ପ୍ରିଯ ଦାସ ଦାଉଦଙ୍କ ଦ୍ବାରା ହିଁ କରିବି।'
18 Fazei-o, pois, agora, porque o Senhor disse de Davi: por meio de Davi, meu servo, livrarei o meu povo de Israel da mão dos filisteus e de todos os seus inimigos.
19 ଅବନର ଏହିସବୁ କଥାଗକ୍ସ୍ଟଡିକ ଦାଉଦଙ୍କକ୍ସ୍ଟ ହିବ୍ରୋଣଠା ରେ କହିଲେ। ଏବଂ ବିନ୍ଯାମୀନ ବଂଶଧରକକ୍ସ୍ଟ କହିଲେ। ଅବନରଙ୍କର ଏହିକଥା ଇଶ୍ରାୟେଲର ଲୋକମାନଙ୍କୁ ଓ ବିନ୍ଯାମୀନ ପରିବାରବର୍ଗ ଲୋକମାନଙ୍କୁ ଶୁଣିବାକୁ ଭଲ ଲାଗିଲା।
19 Abner, que havia dito a mesma coisa aos benjaminitas, foi a Hebron para informar Davi de tudo o que fora aceito por Israel e por toda a casa de Benjamim.
20 ତା'ପରେ ଅବ୍ନର ଦାଉଦଙ୍କ ପାଖକକ୍ସ୍ଟ ହିବ୍ରୋଣକକ୍ସ୍ଟ ଆସିଲେ। ଅବ୍ନର ତାଙ୍କ ସହିତ କୋଡିଏ ଜଣ ଲୋକଙ୍କକ୍ସ୍ଟ ସାଙ୍ଗ ରେ ଆଣିଥିଲେ। ଅବନର ଓ ତାଙ୍କ ସହିତ ଆସିଥିବା ଲୋକମାନଙ୍କୁ ଏକ ଭୋଜି ଦେଲେ।
20 E apresentou-se a Davi, em Hebron, acompanhado de vinte homens. Davi deu um banquete a Abner e seus companheiros.
21 ଅବନର ଦାଉଦଙ୍କକ୍ସ୍ଟ କହିଲେ, ହେ ମାରେ ପ୍ରଭକ୍ସ୍ଟ ମହାରାଜ, ମାେତେ ୟିବାକକ୍ସ୍ଟ ଦିଅ, ଏବଂ ସମସ୍ତ ଇଶ୍ରାୟେଲୀୟମାନଙ୍କୁ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖକକ୍ସ୍ଟ ଆଣିବାକକ୍ସ୍ଟ ଦିଅ। ତା'ପରେ ସମାନେେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଏକ ଚକ୍ସ୍ଟକ୍ତି କରିବେ। ଏବଂ ଆପଣ ସମଗ୍ର ଇଶ୍ରାୟେଲର ରାଜା ହବେେ। ଏବଂ ଆପଣଙ୍କ ଇଛା ମତେ ରାଜତ୍ବ କରିବେ। ତେଣୁ ଦାଉଦ ଅବନରକକ୍ସ୍ଟ ୟିବାକକ୍ସ୍ଟ ଅନକ୍ସ୍ଟମତି ଦେଲେ ଏବଂ ଅବନର ଶାନ୍ତି ରେ ଉକ୍ତ ସ୍ଥାନ ପରିତ୍ଯାଗ କଲେ।
21 Disse então Abner a Davi: Irei para reunir ao redor de meu senhor, o rei, todos os israelitas; farão aliança contigo e reinarás sobre toda a terra que quiseres. Davi despediu Abner, que partiu tranqüilamente.
22 ୟୋଯାବ୍ ଏବଂ ଦାଉଦଙ୍କର ଉଚ୍ଚପଦସ୍ଥ ସାମରୀକ ପଦାଧିକାରୀମାନେ ଯୁଦ୍ଧରୁ ଫରେିଲେ। ଏବଂ ସମାନେେ ସମାନଙ୍କେ ସହିତ ଶତୃମାନଙ୍କଠାରକ୍ସ୍ଟ ବହକ୍ସ୍ଟ ମୂଲ୍ଯବାନ ପଦାର୍ଥ ସଙ୍ଗ ରେ ଆଣିଥିଲେ। ଅବ୍ନର ହିବ୍ରୋଣ ରେ ସେତବେେଳେ ଦାଉଦଙ୍କ ସଙ୍ଗ ରେ ନ ଥିଲେ। କାରଣ ସେ ତାଙ୍କୁ ୟିବାକକ୍ସ୍ଟ ଦଇେଥିବାରକ୍ସ୍ଟ ସେ ସଠାେରକ୍ସ୍ଟ ଶାନ୍ତି ରେ ସ୍ଥାନ ପରିତ୍ଯାଗ କରିଥିଲେ।
22 Entretanto, os homens de Davi voltavam com Joab de uma expedição, trazendo uma grande presa. {Abner não estava mais com Davi em Hebron, porque Davi o tinha despedido e ele partira em paz.}
23 ଯୋୟାବ ଓ ତାଙ୍କର ସୈନ୍ଯମାନେ ହିବ୍ରୋଣଠା ରେ ପହଁଞ୍ଚିଲେ। ସୈନ୍ଯମାନେ ଯୋୟାବକକ୍ସ୍ଟ କହିଲେ, ନରର ପକ୍ସ୍ଟତ୍ର ଅବନର ଦାଉଦଙ୍କ ନିକଟକକ୍ସ୍ଟ ଆସିଥିଲା ଓ ଦାଉଦ ଅବନରକକ୍ସ୍ଟ ଶାନ୍ତି ରେ ୟିବାକକ୍ସ୍ଟ ଦେଲେ। ସେଥିପାଇଁ ସେ ନିରାପଦ ରେ ଫରେିଗଲା।
23 E, voltando Joab com toda a sua tropa, disseram-lhe que Abner, filho de Ner, viera ter com o rei, e este o deixara ir em paz.
24 ଯୋୟାବ ରାଜାଙ୍କ ସମ୍ମକ୍ସ୍ଟଖକକ୍ସ୍ଟ ଆସିଲେ ଏବଂ ପଚାରିଲେ, ତୁମ୍ଭେ କ'ଣ କଲ? ଅବ୍ନର ଆପଣଙ୍କ ନିକଟକକ୍ସ୍ଟ ଆସିଥିଲା, କିନ୍ତୁ ଆପଣ ତାକକ୍ସ୍ଟ ଆଘାତ ନ କରି ପଠାଇ ଦେଲେ।
24 Joab foi ter com o rei e disse-lhe: Que fizeste? Abner, filho de Ner, veio a ti; por que o deixaste partir?
25 ଆପଣ ଜାଣନ୍ତି ଅବ୍ନର ହେଉଛି ନରର ପକ୍ସ୍ଟତ୍ର, ଆପଣ ଜାଣନ୍ତି ଯେ, ସେ ଆପଣଙ୍କ ପାଖକକ୍ସ୍ଟ ଛଳନା କରିବାକୁ ଆସିଥିଲା ଓ ଆପଣ କ'ଣ କରୁଥିଲେ ତାହା ଖାଜେିବାକକ୍ସ୍ଟ ସେ ଆସିଥିଲା।
25 Tu o conheces; {bem sabes que} é para enganar-te, para espiar tuas idas e vindas e sondar tudo o que fazes.
26 ଯୋୟାବ ଦାଉଦଙ୍କ ନିକଟରକ୍ସ୍ଟ ଆସିଲା ଏବଂ ସିରା ନିକଟରେ ଥିବା ଅବ୍ନରଙ୍କ ନିକଟକକ୍ସ୍ଟ ଦୂତ ପଠାଇଲେ। ଦୂତଗଣ ସିରାର କୂଅ ନିକଟରକ୍ସ୍ଟ ଅବନରକକ୍ସ୍ଟ ଫରୋଇ ଆଣିଲା। କିନ୍ତୁ ଏକଥା ଦାଉଦଙ୍କକ୍ସ୍ଟ ଅଜଣା ଥିଲା।
26 Deixando Davi, Joab mandou emissários atrás de Abner, que o fizeram voltar do poço de Sira, sem que Davi o soubesse.
27 ଯେତବେେଳେ ଅବ୍ନର ହିବ୍ରୋଣଠା ରେ ପହଁଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳା ରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ବାର ଭିତରକକ୍ସ୍ଟ ନଇଗେଲେ। ଏବଂ ଯୋୟାବ ଅବ୍ନରକକ୍ସ୍ଟ ସହେିଠା ରେ ତାଙ୍କ ପଟେ ରେ ଖଡ୍ଗ ଭୂଷି ମାରି ଦେଲେ। ଅବ୍ନର ଯୋୟାବର ଭାଇ ଅସା ହେଲକକ୍ସ୍ଟ ହତ୍ଯା କରିଥିଲେ। ତେଣୁ ଯୋୟାବ ଅବ୍ନରକକ୍ସ୍ଟ ହତ୍ଯା କଲେ।
27 Quando Abner chegou a Hebron, Joab, tomou-o à parte, para dentro da porta, como para falar-lhe em particular, e feriu-o ali mortalmente no ventre, vingando o sangue de seu irmão Asael.
28 ଏହାପରେ ଦାଉଦ ଏକଥା ଜାଣିବାକକ୍ସ୍ଟ ପାଇଲେ, ଏବଂ କହିଲେ, ନରର ପକ୍ସ୍ଟତ୍ର ଅବ୍ନର ରକ୍ତପାତ ବିଷଯ ରେ ସବୁ ବେଳେ ମୁ ଓ ମାରେରାଜ୍ଯ ନିର୍ଦ୍ ଦୋଷୀ। ସଦାପ୍ରଭୁ ଏହି ବିଷଯ ରେ ଜାଣନ୍ତି।
28 Quando Davi soube do acontecido, exclamou: Sou inocente, eu e o meu reino, diante do Senhor, do sangue de Abner, filho de Ner!
29 ଯୋୟାବ ଏବଂ ତାଙ୍କର ପରିବାର ଏଥିପାଇଁ ଦାଯୀ ଏବଂ ମୁ ଭାବକ୍ସ୍ଟଛି ତାଙ୍କର ସମସ୍ତ ପରିବାରବର୍ଗ ଦୋଷୀ। ତାଙ୍କ ପରିବାରବର୍ଗ ସମସ୍ତେ କକ୍ସ୍ଟଷ୍ଠରୋଗ ରେ ଆକ୍ରାନ୍ତ ହବେ, ଅଭାବରେ ରହିବେ ଓ ୟକ୍ସ୍ଟଦ୍ଧ ରେ ହତ ହବେ।
29 Que ele caia sobre a cabeça de Joab e de toda a sua família! Não faltem jamais em sua casa homens atacados de sarna ou lepra, que trabalhem no fuso, caiam pela espada, definhem de fome!
30 ଯୋୟାବ ଓ ତା'ର ଭାଇ ଅବୀଶଯ ଅବ୍ନରକକ୍ସ୍ଟ ହତ୍ଯା କଲେ, କାରଣ ଅବ୍ନର ସମାନଙ୍କେର ଭାଇ ଅସା ହେଲକକ୍ସ୍ଟ ଗିବିଯା ୟକ୍ସ୍ଟଦ୍ଧ ରେ ହତ୍ଯା କରିଥିଲେ।
30 Joab e seu irmão Abisaí tinham assassinado Abner por ter este matado seu irmão Asael depois da batalha de Gabaon.
31 ଦାଉଦ ଯୋୟାବ ଓ ତାଙ୍କ ସହିତ ଥିବା ସମସ୍ତ ଲୋକଙ୍କକ୍ସ୍ଟ କହିଲେ, ତୁମ୍ଭର ବସ୍ତ୍ର ଚିରିଦିଅ ଓ ସମସ୍ତେ ଦକ୍ସ୍ଟଃଖଦ ବସ୍ତ୍ର ପିନ୍ଧ, ଅବ୍ନର ପାଇଁ ରୋଦନ କର।
31 Davi disse a Joab e a toda a sua tropa: Rasgai vossas vestes, cobri-vos de sacos e pranteai Abner! E o rei seguiu atrás do féretro.
32 ସମାନେେ ହିବ୍ରୋଣଠା ରେ ଅବ୍ନରକକ୍ସ୍ଟ କବର ଦେଲେ। ରାଜା ଦାଉଦ ମଧ୍ଯ ସେ ସ୍ଥାନ ରେ ଉପସ୍ଥିତ ରହିଲେ। ରାଜା ଦାଉଦ ଓ ତାଙ୍କର ଲୋକମାନେ କବର ନିକଟରେ ଠିଆ ହାଇେ ରୋଦନ କଲେ।
32 Sepultaram Abner em Hebron. O rei pôs-se a chorar em alta voz sobre seu túmulo, e todo o povo chorou.
33 ରାଜା ଦାଉଦ ଅବନର ଚିତା ରେ ଛିଡା ହାଇେ ଏହି ଦକ୍ସ୍ଟଃଖ ଗୀତ ବୋଲିଲେ,
33 E Davi cantou a seguinte lamentação, chorando Abner: Devia Abner morrer como morrem os insensatos?!
34 ଅବ୍ନର ତକ୍ସ୍ଟମ୍ଭ ହାତ ବନ୍ଧା ନ ଥିଲା କି? ତକ୍ସ୍ଟମ୍ଭ ପାଦ ରେ ଶିଙ୍କକ୍ସ୍ଟଳି ନ ଥିଲା, ତଥାପି, ତୁମ୍ଭକୁ ଦକ୍ସ୍ଟଷ୍ଟ ଲୋକମାନେ ମାରି ଦେଲେ।
34 Tuas mãos não estavam algemadas, nem acorrentados os teus pés. Caíste como se cai diante de celerados.
35 ଦିନତମାମ ଲୋକମାନେ ଦାଉଦଙ୍କକ୍ସ୍ଟ ଖାଇବାକକ୍ସ୍ଟ କହିଲେ, କିନ୍ତୁ ଦାଉଦ ଏକ ପ୍ରତିଜ୍ଞା କରିଥିଲେ ଓ କହିଲେ, ଯଦି ସୂର୍ୟ୍ଯାସ୍ତ ପୂର୍ବରକ୍ସ୍ଟ ମୁ ରୋଟୀ କିମ୍ବା ଅନ୍ୟ କିଛି ଆହାର କରେ, ତବେେ ପରମେଶ୍ବର ମାେତେ ଦଣ୍ତ ଓ ଦକ୍ସ୍ଟଃଖ ଦବେେ।
35 E o povo chorou sobre ele. Depois, como todo mundo viesse a Davi insistindo em que ele tomasse algum alimento antes de acabar o dia, ele fez este juramento: Que o Senhor me trate com todo o seu rigor, se eu comer pão ou qualquer outra coisa, antes do pôr-do-sol.
36 ସମସ୍ତ ଲୋକ ଏକଥା ବକ୍ସ୍ଟଝିଲେ, ରାଜା ଯାହା କରୁଛନ୍ତି ସମସ୍ତଙ୍କ ଦୃଷ୍ଟି ରେ ତାହା ଭଲ ଥିଲା ବୋଲି ସମସ୍ତେ ତାହା ହୃଦଯଙ୍ଗମ କଲେ।
36 Todo o povo o soube e o aprovou, como aliás lhe parecia sempre bom tudo o que o rei fazia.
37 ଏହିପରି ନରର ପକ୍ସ୍ଟତ୍ର ଅବ୍ନରକକ୍ସ୍ଟ ହତ୍ଯା କରିବା ଯେ ରାଜାଙ୍କ ଆଡକ୍ସ୍ଟ ହାଇେ ନାହିଁ, ଏକଥା ସଦେିନ ଇଶ୍ରାୟେଲର ସମସ୍ତ ଲୋକ ବକ୍ସ୍ଟଝିଲେ।
37 Todo o exército e todo o Israel reconheceu naquele dia que o rei não tivera parte alguma no assassínio de Abner, filho de Ner.
38 ରାଜା ଦାଉଦ ତାଙ୍କର ସୈନ୍ଯମାନଙ୍କୁ କହିଲେ, ତୁମ୍ଭମାନେେ ଜାଣ ଯେ ଆଜି ଇଶ୍ରାୟେଲର ଜଣେ ମହତ୍ବପୂର୍ଣ୍ଣ ନେତାଙ୍କର ମୃତକ୍ସ୍ଟ୍ଯ ହେଲା।
38 O rei disse aos seus servos: Não sabeis que um chefe, um grande chefe caiu hoje em Israel?
39 ମୁ ରାଜା ରୂପେ ଅଭିଷିକ୍ତ ହେଲେ ହେଁ ତଥାପି ମୁ ଆଜି ଦୁର୍ବଳ। ଏହି ସରକ୍ସ୍ଟଯାର ପକ୍ସ୍ଟତ୍ରମାନେ ମାେତେ ଅତି ଦକ୍ସ୍ଟଃଖର କାରଣ ଦେଲେ। ସଦାପ୍ରଭୁ ଏହି କକ୍ସ୍ଟକାର୍ୟ୍ଯ କରିଥିବା ଲୋକମାନଙ୍କୁ ତାଙ୍କର କକ୍ସ୍ଟକର୍ମ ଅନକ୍ସ୍ଟସା ରେ ଦଣ୍ତ ଦିଅନ୍ତକ୍ସ୍ଟ।
39 Quanto a mim, sou ainda fraco, embora tenha recebido a unção real. Esses homens, filhos de Sarvia, são mais fortes do que eu. Que o Senhor retribua àqueles que fizeram o mal segundo os seus próprios atos!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Samuel 3, comparar traduções ou montar um estudo — tudo direto pelo WhatsApp.