2 Samuel 2

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଏହାପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରିଲେ, ମୁ କ'ଣ ୟିହକ୍ସ୍ଟଦାର କୌଣସି ଏକ ନଗରକକ୍ସ୍ଟ ନିଯନ୍ତ୍ରଣ କରିବାକୁ ୟିବି?
1 Depois disso, Davi consultou o Senhor: Devo subir a alguma das cidades de Judá?, perguntou ele. Vai, respondeu o Senhor. Davi retomou: Aonde irei? A Hebron.
2 ତେଣୁ ଦାଉଦ ଓ ତାଙ୍କର ଦକ୍ସ୍ଟଇ ଜଣ ସ୍ତ୍ରୀଙ୍କ ସହିତ ହିବ୍ରୋଣକକ୍ସ୍ଟ ଗଲେ। ତାଙ୍କର ସ୍ତ୍ରୀମାନେ ଥିଲେ ୟିଷ୍ରିଯଲେୀଯା ଅହୀନୋଯମ୍ ଓ କର୍ମିଲୀଯ ନାବଲର ସ୍ତ୍ରୀ ଅବୀଗଲ।
2 Davi subiu a Hebron com suas duas mulheres, Aquinoã de Jezrael e Abigail, viúva de Nabal, de Carmelo.
3 ଦାଉଦ ତାଙ୍କର ଲୋକମାନଙ୍କୁ ଓ ସମାନଙ୍କେର ପରିବାରବର୍ଗମାନଙ୍କୁ ସାଙ୍ଗ ରେ ନଇଗେଲେ। ଏବଂ ସମାନେେ ସମସ୍ତେ ସହେି ହିବ୍ରୋଣ ସହର ରେ ଓ ତା'ର ପାଖାପାଖି ସହର ରେ ବାସ କଲେ।
3 Levou também Davi os homens de sua tropa com suas famílias, e fixaram-se nas cidades de Hebron.
4 ୟିହକ୍ସ୍ଟଦାର ଲୋକମାନେ ହିବ୍ରୋଣକକ୍ସ୍ଟ ଆସି ଦାଉଦଙ୍କକ୍ସ୍ଟ ୟିହକ୍ସ୍ଟଦାର ରାଜା ଭାବରେ ଅଭିଷିକ୍ତ କଲେ। ତା'ପରେ ସମାନେେ ଦାଉଦଙ୍କକ୍ସ୍ଟ କହିଲେ, ୟାବେଶ୍ ଗିଲିଯଦୀଯମାନେ ଶାଉଲଙ୍କକ୍ସ୍ଟ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କକ୍ସ୍ଟ ଜଣାଇଲେ।
4 Os homens de Judá foram ali e sagraram Davi rei da casa de Judá. Foi anunciado ao rei que os homens de Jabes em Galaad haviam sepultado Saul.
5 ଦାଉଦ ୟାବେଶ୍ ଗିଲିଯଦର ଲୋକମାନଙ୍କ ନିକଟକକ୍ସ୍ଟ ଦୂତଗଣ ପଠାଇଲେ ଓ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତକ୍ସ୍ଟ। କାରଣ ତୁମ୍ଭମାନେେ ନିଜର ପ୍ରଭକ୍ସ୍ଟ ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦଇେଅଛି।
5 Davi mandou-lhes mensageiros, dizendo: Benditos sejais pelo Senhor, por terdes feito esta obra de misericórdia para com o vosso senhor Saul, sepultando-o!
6 ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରକାଶ କରନ୍ତକ୍ସ୍ଟ। କାରଣ ତୁମ୍ଭମାନେେ ଏହି କର୍ମ କରିଥିବାରକ୍ସ୍ଟ ମୁ ମଧ୍ଯ ତୁମ୍ଭମାନଙ୍କୁ ସହେି ଦୟା ପ୍ରଦର୍ଶନ କରିବି।
6 Que o Senhor, por sua vez, se mostre bom e fiel para convosco; e eu também vos beneficiarei por essa ação que fizestes.
7 ତୁମ୍ଭମାନେେ ସାହାସୀ ଓ ଶକ୍ତିଶାଳୀ ହକ୍ସ୍ଟଅ। ତୁମ୍ଭର ରାଜା ଶାଉଲ ମୃତ, କିନ୍ତୁ ତୁମ୍ଭର ୟିହକ୍ସ୍ଟଦାର ପରିବାରବର୍ଗ ମାେତେ ରାଜା ଭାବରେ ଅଭିଷିକ୍ତ କରିଛନ୍ତି।
7 Coragem! Sede homens valentes! Vosso senhor Saul morreu, e a casa de Judá me ungiu por seu rei.
8 ନରର ପକ୍ସ୍ଟତ୍ର ଅବ୍ନର ଶାଉଲଙ୍କ ସୈନ୍ଯଦଳର ସନୋପତି ଥିଲେ। ଅବ୍ନର ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତକକ୍ସ୍ଟ ମହନଯିମକକ୍ସ୍ଟ ନଇଗେଲେ।
8 Entretanto, Abner, filho de Ner, chefe do exército de Saul, tomou Isboset, filho de Saul, e levou-o a Maanaim,
9 ଏବଂ ତାଙ୍କୁ ଗିଲିଯଦ, ଅଶୂରି, ୟିଷ୍ରିଯଲେ ଓ ଇଫ୍ରଯିମ, ବିନ୍ଯାମୀନ ଓ ସମସ୍ତ ଇଶ୍ରାୟେଲର ରାଜା ଭାବରେ ଅଭିଷିକ୍ତ କରାଇଲେ।
9 onde o declarou rei sobre Galaad, sobre os assuritas, sobre Jezrael, Efraim, Benjamim e sobre todo o Israel.
10 ଈଶ୍ବୋଶତ୍ ଥିଲେ ଶାଉଲଙ୍କର ପକ୍ସ୍ଟତ୍ର। ସେ ଯେତବେେଳେ ଇଶ୍ରାୟେଲର ରାଜା ହେଲେ ତାଙ୍କୁ ସେତବେେଳେ 40 ବର୍ଷ ବଯସ ହାଇେଥିଲା। ସେ ମାତ୍ର ଦକ୍ସ୍ଟଇ ବର୍ଷ ପାଇଁ ରାଜତ୍ବ କରିଥିଲେ। କିନ୍ତୁ ୟିହକ୍ସ୍ଟଦାର ଲୋକମାନେ ଦାଉଦଙ୍କକ୍ସ୍ଟ ରାଜା ଭାବରେ ମାନକ୍ସ୍ଟଥିଲେ।
10 Isboset, filho de Saul, tinha quarenta anos quando se tornou rei de Israel, e reinou dois anos. Só a casa de Judá seguiu Davi.
11 ଦାଉଦ ଥିଲେ ହିବ୍ରୋଣର ରାଜା। ସେ ୟିହକ୍ସ୍ଟଦାର ପରିବାରବର୍ଗ ଉପରେ ସାଢେ ସାତ ବର୍ଷ ଶାସନ କଲେ।
11 Sete anos e meio reinou Davi sobre a casa de Judá em Hebron.
12 ନରର ପକ୍ସ୍ଟତ୍ର ଅବ୍ନର ଓ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତର କର୍ମଗ୍ଭରୀମାନେ ମହନଯିମରକ୍ସ୍ଟ ଗିବିଯୋନକକ୍ସ୍ଟ ଗଲେ।
12 Abner, filho de Ner, e os homens de Isboset, filho de Saul, saíram de Maanaim para Gabaon.
13 ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ୍ ଓ ଦାଉଦଙ୍କର ଉଚ୍ଚପଦସ୍ତ କର୍ମଗ୍ଭରୀମାନେ ମଧ୍ଯ ଗିବିଯୋନକକ୍ସ୍ଟ ଗଲେ। ସମାନେେ ଅବ୍ନର ଏବଂ ଇଶ୍ବୋଶତର କର୍ମଗ୍ଭରୀମାନଙ୍କୁ ଗିବିୟୋନର ଏକ ପୋଖରୀ ପାଖ ରେ ଭୋଟିଲେ। ଯୋୟାବର ଦଳ ପୋଖରୀର ଏକ ପାଶର୍‌ବ ରେ ବସିଲା ବେଳେ ଅବନରର ଦଳ ପୋଖରୀର ଅନ୍ୟ ପାଶର୍‌ବ ରେ ବସିଲେ।
13 Joab, filho de Sarvia, e a gente de Davi, puseram-se também em marcha e encontraram-nos perto da piscina de Gabaon, acampando uns de um lado da piscina e outros de outro.
14 ଅବ୍ନର ଯୋୟାବକକ୍ସ୍ଟ କହିଲେ, ୟକ୍ସ୍ଟବକ ସୈନ୍ଯମାନେ ଆମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ପ୍ରତିୟୋଗିତା କରନ୍ତକ୍ସ୍ଟ।
14 Abner disse a Joab: Aproximem-se os jovens para lutar em nossa presença. Vamos!, respondeu Joab.
15 ତେଣୁ ୟକ୍ସ୍ଟବକ ସୈନ୍ଯମାନେ ଉଠିଲେ, ଦକ୍ସ୍ଟଇ ଦଳ ସମାନଙ୍କେର ସୈନ୍ଯମାନେ ପ୍ରତିୟୋଗିତା ପାଇଁ ଗଣତି ହେଲ। ସମାନେେ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତ୍ ପାଇଁ ପ୍ରତି ଯୋଗିତା କରିବା ପାଇଁ ବିନ୍ଯାମୀନ ବଂଶରକ୍ସ୍ଟ ବାରଜଣଙ୍କକ୍ସ୍ଟ ବାଛିଲେ। ଏବଂ ସମାନେେ ଦାଉଦଙ୍କର କର୍ମଗ୍ଭରୀ ମଧ୍ଯରକ୍ସ୍ଟ ବାରଜଣଙ୍କକ୍ସ୍ଟ ବାଛିଲେ।
15 Apresentaram-se, pois, doze homens de Benjamim, da parte de Isboset, filho de Saul, e doze da gente de Davi.
16 ପ୍ରେତ୍ୟକକ ସୈନ୍ଯ ଏକ ଆ ରକରେ ମସ୍ତକ ଧରିଲେ ଏବଂ ଏକ ଆ ରକେକକ୍ସ୍ଟ ଖଡ୍ଗ ରେ ଭୂଷିଲେ। ତେଣୁ ସମାନେେ ଏକତ୍ର ପଡିଗଲେ। ତେଣୁ ସହେି ସ୍ଥାନର ନାମ ତିକ୍ଷ୍ମ ଖଡ୍ଗ କ୍ଷେତ୍ର ବୋଲି ଡକାୟାଏ। ସହେି ସ୍ଥାନଟି ଗିବିଯୋନ ରେ ଥିଲା।
16 Tomando cada um a cabeça do seu adversário, mergulhou-lhe a espada no flanco, de tal modo que caíram ambos ao mesmo tempo. Deu-se a esse lugar o nome Helcat Hassurim, em Gabaon.
17 ସହେି ପ୍ରତିୟୋଗିତା ଏକ ଭୟଙ୍କର ୟକ୍ସ୍ଟଦ୍ଧ ରେ ପରିଣତ ହେଲା। ଦାଉଦର ସୈନ୍ଯମାନେ ସଦେିନ ଅବନର ଓ ଇଶ୍ରାୟେଲୀୟମାନଙ୍କୁ ପରାସ୍ତ କଲେ।
17 Travou-se rude batalha naquele dia, tendo Abner e os homens de Israel cedido diante dos homens de Davi.
18 ସରକ୍ସ୍ଟଯାର ତିନି ପକ୍ସ୍ଟତ୍ର ଥିଲେ। ସମାନେେ ହେଲ, ଯୋୟାବ, ଅବୀଶଯ ଏବଂ ଅସା ହେଲ୍। ଅସା ହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ନସାର ମୃଗପରି କ୍ଷିପ୍ର ଗତି ରେ ଦୌଡି ପାରନ୍ତି।
18 Estavam ali os três filhos de Sarvia: Joab, Abisaí e Asael. Asael tinha os pés ligeiros como uma gazela selvagem.
19 ଅସା ହେଲ ଅବନର ପେଛ ପେଛ ଦୌଡିଗଲା। ଏବଂ ତାଙ୍କ ପେଛ ପେଛ ୟିବା ଆରମ୍ଭ କଲା।
19 Pôs-se a perseguir Abner, sem se desviar nem para a direita, nem para a esquerda.
20 ଅବନର ପଛକକ୍ସ୍ଟ ଅନାଇ କହିଲା, ଅସା ହେଲ୍ ଏ କି ତୁମ୍ଭେ?
20 És tu, Asael?, disse-lhe Abner, voltando-se. Sim.
21 ଅସା ହେଲକକ୍ସ୍ଟ ହତ୍ଯା କରିବା ପାଇଁ ଅବନର ଗ୍ଭହକ୍ସ୍ଟଁ ନ ଥିଲେ। ତେଣୁ ଅବନର ଅସା ହେଲକକ୍ସ୍ଟ କହିଲେ, ମାେ ପଛ ରେ ଦୌଡିବା ବନ୍ଦ କର। ତୁମ୍ଭେ ଅନ୍ୟ ଜଣକ ପଛ ରେ ଦୌଡ଼ନ୍ତି, ତାଠାରକ୍ସ୍ଟ ତୁମ୍ଭେ ସହଜ ରେ ସାଂଜକ୍ସ୍ଟ ଛଡାଇ ତକ୍ସ୍ଟମ୍ଭ ପାଇଁ ଆଣିପାରିବ। କିନ୍ତୁ ଅସା ହେଲ ମନା କଲେ ଓ ଅବ୍ନର ପଛ ରେ ଗୋଡ଼ାଇଲେ।
21 Volta-te à direita ou à esquerda, ataca um desses homens e leva-lhe os despojos. Mas Asael não quis deixá-lo.
22 ଅବ୍ନର ଆଉଥରେ ଅସା ହେଲକକ୍ସ୍ଟ କହିଲେ, ମାେ ପେଛ ଗୋଡ଼ାଇବା ବନ୍ଦ କର ନଚେତ୍ ମୁ ତୁମ୍ଭକୁ ହତ୍ଯା କରିବି। ମୁ ତୁମ୍ଭକୁ ହତ୍ଯା କଲେ ତୁମ୍ଭର ଭାଇ ଯୋୟାବକକ୍ସ୍ଟ କିପରି ମକ୍ସ୍ଟହଁ ଦଖାଇବେି?
22 Abner disse-lhe novamente: Deixa-me. Queres que eu te fira e te deite por terra? Como poderia eu depois aparecer diante do teu irmão Joab?
23 କିନ୍ତୁ ଅସା ହେଲ ଅବ୍ନର ପଛ ରେ ଦୌଡିବାରକ୍ସ୍ଟ ବିରତ ହେଲା ନାହିଁ। ତେଣୁ ଅବ୍ନର ବର୍ଚ୍ଛାର ମକ୍ସ୍ଟନ ରେ ତା'ର ପଟେକକ୍ସ୍ଟ ଭୂଷି ଦବୋରକ୍ସ୍ଟ ତାହା ପିଠି ଦଇେ ବାହାରି ଗଲା। ତେଣୁ ସେ ସହେିଠା ରେ ମରିଗଲା।
23 Mas como ele se recusasse a abandoná-lo, Abner feriu-o no ventre com a ponta de sua lança. A lança saiu-lhe pelas costas e Asael caiu, morrendo ali mesmo. Todos os que chegavam ao lugar onde ele jazia morto se detinham.
24 କିନ୍ତୁ ଯୋୟାବ ଓ ଅବୀଶଯ ଅବନର ପଛ ରେ ଗୋଡ଼ାଇଲେ, ସମାନେେ ଯେତବେେଳେ ଅମା ପର୍ବତ ନିକଟରେ ପହନ୍ଚିଲେ, ସେତବେେଳକେକ୍ସ୍ଟ ସୂର୍ୟ୍ଯାସ୍ତ ହାଇୟୋଇ ଥିଲା। ଗିବିଯୋନ ମରକ୍ସ୍ଟଭୂମିର ପଥ ନିକଟବର୍ତ୍ତି ଗୀଆ ପୂର୍ବରକ୍ସ୍ଟ ଅମା ପର୍ବତ ଉପସ୍ଥିତ।
24 Joab e Abisaí continuaram a perseguir Abner; o sol se punha quando chegaram à colina de Ama, a oriente de Giac, no caminho para o deserto de Gabaon.
25 ବିନ୍ଯାମୀନର ପରିବାରବର୍ଗ ଅବନର ଚତକ୍ସ୍ଟଃପାଶର୍‌ବ ରେ ପର୍ବତର ଶିର୍ଷ ରେ ଘରେି ରହିଥିଲେ।
25 Então os benjaminitas, que se tinham ajuntado atrás de Abner, formaram-se numa tropa e fizeram alto no cimo de uma colina.
26 ଅବ୍ନର ଯୋୟାବକକ୍ସ୍ଟ ଡାକି କହିଲେ, ଆମ୍ଭେ ନିଶ୍ଚିତ ୟକ୍ସ୍ଟଦ୍ଧ କରୁଥିବା ଓ ପରସ୍ପରକକ୍ସ୍ଟ ଚିରଦିନ ହତ୍ଯା କରୁଥିବା କି? ତୁମ୍ଭେ ନିଶ୍ଚିତ ରେ ଜାଣ ଯେ, ଏହା ଦକ୍ସ୍ଟଃଖଦ ପୂର୍ଣ୍ଣ ଶଷେ ହବେ। ତୁମ୍ଭମାନଙ୍କର ଲୋକମାନଙ୍କୁ କକ୍ସ୍ଟହ ସମାନଙ୍କେର ଭାଇମାନଙ୍କ ପଛ ରେ ନ ଗୋଡ଼ାଇବା ପାଇଁ।
26 Abner chamou Joab e disse-lhe: Não cessará a espada de devorar? Não sabes porventura que isso acabará mal? Que esperas para ordenar a esses homens que cessem de perseguir seus irmãos?
27 ତା'ପରେ ଯୋୟାବ କହିଲା, ତୁମ୍ଭେ ଗୋଟିଏ ଭଲ କଥା କହିଲ, ପରମେଶ୍ବର ଜୀବିତ ଥିବା ପ୍ରମାଣେ, ଯଦି ତୁମ୍ଭେ ଏହାପରି କହି ନଥାନ୍ତ, ଲୋକମାନେ ସମାନଙ୍କେର ନିଜର ଭାଇମାନଙ୍କ ପଛ ରେ ପ୍ରଭାତ ପର୍ୟ୍ଯନ୍ତ ଗୋଡାଉ ଥାନ୍ତେ।
27 Joab respondeu: Pela vida de Deus! Se nada tivesses dito, esses homens não teriam cessado de perseguir seus irmãos antes de amanhã.
28 ତେଣୁ ଯୋୟାବ ତୂରୀ ବଜାଇଲେ ଓ ଲୋକମାନେ ଇଶ୍ରାୟେଲୀୟମାନଙ୍କ ପଛ ରେ ଦୌଡିବା ବନ୍ଦ କଲେ। ତା'ପରେ ସମାନେେ ଆଉ ୟକ୍ସ୍ଟଦ୍ଧ କଲେ ନାହିଁ।
28 Joab tocou a trombeta; a tropa cessou de perseguir os israelitas, e o combate terminou.
29 ଅବ୍ନର ଓ ତାଙ୍କର ଲୋକମାନେ ସେ ରାତ୍ରି ତମାମ ୟର୍ଦ୍ଦନ ଉପତ୍ୟକା ଦଇେ ଗମନ କଲେ ଓ ସମାନେେ ୟର୍ଦ୍ଦନ ନଦୀ ପାର ହେଲ ଓ ସମାନେେ ମହନଯିମକକ୍ସ୍ଟ ପହଞ୍ଚିବା ପର୍ୟ୍ଯନ୍ତ ଦିନସାରା ଗମନ କଲେ।
29 Abner e sua gente caminharam toda a noite na planície; passaram o Jordão, seguiram todo o desfiladeiro e atingiram Maanaim.
30 ଯୋୟାବ ପଶ୍ଚାଧାବନ ବନ୍ଦ କରି ଗଣି ଦେଖିଲେ, ଅସା ହେଲକକ୍ସ୍ଟ ମିଶାଇ ଦାଉଦଙ୍କର ସୈନ୍ଯମାନଙ୍କ ମଧ୍ଯରକ୍ସ୍ଟ ଉଣାଇଶ ଜଣ ନାହିଁନ୍ତି।
30 Joab, tendo cessado a perseguição, juntou todo o seu povo: faltavam dezenove homens da gente de Davi, sem contar Asael.
31 କିନ୍ତୁ ଦାଉଦର ସୈନ୍ଯମାନେ ବିନ୍ଯାମୀନ ପରିବାରରକ୍ସ୍ଟ 360 ଜଣ ଅବନରର ଲୋକମାନଙ୍କୁ ମାରି ଦଇେଥିଲେ।
31 Mas os homens de Davi tinham matado trezentos e sessenta homens entre os benjaminitas e os de Abner.
32 ଦାଉଦର ସୈନ୍ଯମାନେ ଅସା ହେଲ୍ର ଶରୀରକକ୍ସ୍ଟ ଆଣି ବୈଥଲହମେ ସ୍ଥିତ ତା'ର ପିତାଙ୍କର କବର ରେ କବର ଦେଲେ। ପକ୍ସ୍ଟଣି ଯୋୟାବ ଓ ତା'ର ଲୋକମାନେ ରାତ୍ରିସାରା ପଦଗ୍ଭରଣ କରି ବକ୍ସ୍ଟଲିଲେ।
32 Levaram Asael e sepultaram-no no túmulo de seu pai, em Belém. Joab e seus homens caminharam durante toda a noite; chegaram a Hebron ao despontar da aurora.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Samuel 2, comparar traduções ou montar um estudo — tudo direto pelo WhatsApp.