2 Samuel 23

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଏଗକ୍ସ୍ଟଡିକ ଦାଉଦଙ୍କର ଶଷେ କଥା, ୟିଶୀର ପକ୍ସ୍ଟତ୍ର ଦାଉଦ କହନ୍ତି, ଏହି ବ୍ଯକ୍ତିକକ୍ସ୍ଟ ପରମେଶ୍ବର ମହାନ କରିଛନ୍ତି ଏବଂ ୟିଏକି ୟାକକ୍ସ୍ଟବଙ୍କର ପରମେଶ୍ବର ଅଭିଷିକ୍ତ ଏବଂ ୟିଏ ଇଶ୍ରାୟେଲର ସକ୍ସ୍ଟମଧକ୍ସ୍ଟର ଗାଯକ କହନ୍ତି,
1 Estas são as últimas palavras de Davi: "Palavras de Davi, filho de Jessé; palavras do homem que foi exaltado, do ungido pelo Deus de Jacó, do cantor dos cânticos de Israel:
2 ମାେ ଦ୍ବାରା ସଦାପ୍ରଭୁଙ୍କ ଆତ୍ମା କହିଲେ, ଓ ତାଙ୍କର ବାକ୍ଯ ମାେ ଜିହ୍ବା ରେ ଥିଲା।
2 "O Espírito do Senhor falou por meu intermédio; sua palavra esteve em minha língua.
3 ଇଶ୍ରାୟେଲର ପରମେଶ୍ବର କହିଲେ, ଇଶ୍ରାୟେଲର ଶୈଳ ମାେତେ କହିଲେ, ଯେଉଁ ବ୍ଯକ୍ତି ନ୍ଯାଯ ଭାବରେ ଲୋକମାନଙ୍କୁ ଶାସନ କରେ, ୟିଏ ସଦାପ୍ରଭୁଙ୍କ ଭୟ ରେ ଓ ଭକ୍ତି ରେ ଶାସନ କରେ।
3 O Deus de Israel falou, a Rocha de Israel me disse: ‘Quem governa o povo com justiça, quem o governa com o temor de Deus,
4 ଏହି ଲୋକ ଉଦିତ ସୂର୍ୟ୍ଯ ରେ ଦିଲ୍ଗି ତକ୍ସ୍ଟଲ୍ଯ ଉଜ୍ଜଲମାନ ହବେ। ସେ ଲୋକ ବାଦଲ ବିହୀନ ପ୍ରଭାତ ତକ୍ସ୍ଟଲ୍ଯ, ତକ୍ସ୍ଟଷ୍ଟି ହାଇୟୋଇଥିବା ଆକାଶ ତକ୍ସ୍ଟଲ୍ଯ, ଯେଉଁ ବୃଷ୍ଟି ସକ୍ସ୍ଟକ୍ଷ୍ମ ଘାସକକ୍ସ୍ଟ ବଢାଏ।
4 é como a luz da manhã ao nascer do sol, numa manhã sem nuvens. É como a claridade depois da chuva, que faz crescer as plantas da terra’.
5 ପରମେଶ୍ବର ମାରେ ପରିବାରକକ୍ସ୍ଟ ଶକ୍ତିଶାଳୀ ଓ ସକ୍ସ୍ଟରକ୍ଷିତ କରି ଅଛନ୍ତି ଏବଂ ଚିରଦିନ ପାଇଁ ମାେ ସହିତ ଏକ ନିଯମ କରଛନ୍ତି। ଏହି ନିଯମଟି ସଦାପ୍ରଭୁଙ୍କ ଦ୍ବାରା ସକ୍ସ୍ଟରକ୍ଷିତ। ସେ ମାେତେ ପ୍ରେତ୍ୟକକ ଥର ବିଜଯ ଦବେେ ଓ ମୁ ଯାହା ଆଶା କରୁଛି ଦବେେ।
5 "A minha dinastia está de bem com Deus. Ele fez uma aliança eterna comigo, firmada e garantida em todos os aspectos. Certamente fará prosperar em tudo e concede-me tudo quanto desejo.
6 କିନ୍ତୁ ସମସ୍ତ ମନ୍ଦ ଲୋକମାନେ କଣ୍ଟା ତକ୍ସ୍ଟଲ୍ଯ। ସାଧାରଣତଃ ଲୋକମାନେ ସମାନଙ୍କେର ହାତ ରେ କଣ୍ଟା ଧରନ୍ତି ନାହିଁ, ମାତ୍ର ସମାନଙ୍କେୁ ଦୂରକକ୍ସ୍ଟ ଫିଙ୍ଗି ଦିଅନ୍ତି।
6 Mas os perversos serão lançados fora como espinhos, que não se ajuntam com as mãos;
7 ମାତ୍ର ଯେଉଁ ଲୋକ ତାକକ୍ସ୍ଟ ସ୍ପର୍ଶ କରିବ, ଲୌହ ଓ କାଠର ବର୍ଚ୍ଛାଦଣ୍ତ ରେ ସମାନେେ ଆଘାତ ପ୍ରାଲ୍ଗ ହବେ। ହଁ ସଗେକ୍ସ୍ଟଡିକ କଣ୍ଟା ତକ୍ସ୍ଟଲ୍ଯ। ସଗେକ୍ସ୍ଟଡିକ ନିଆଁ ରେ ପୋଡ଼ାଯିବ।
7 quem quer tocá-los usa uma ferramenta ou o cabo de madeira da lança. Os espinhos serão totalmente queimados onde estiverem".
8 ଦାଉଦ କହିଲେ ଏଗକ୍ସ୍ଟଡିକ ସହେି ସାହସୀ ବ୍ଯକ୍ତିମାନଙ୍କର ତାଲିକା, ଯେଉଁମାନେ ଦାଉଦଙ୍କର ଥିଲେ। ତଖମାନେୀୟ ଯୋେଶବ୍ ବେଶବତ୍ ବିେଶଷତଃ ଦଳର ମକ୍ସ୍ଟଖ୍ଯ ଥିଲେ। ସେ ଏକ କାଳିନ 800 ଲୋକକୁ ବର୍ଚ୍ଛା ରେ ବଧ କରିଥିଲା।
8 Estes são os nomes dos principais guerreiros de Davi: Jabesão, um tacmonita, chefe dos três guerreiros principais; numa ocasião, com uma lança, enfrentou oitocentos homens numa mesma batalha e os matou.
9 ତା'ପରେ ଅହାହେୀୟ ବଂଶଜ ଦୋଦୟର ପକ୍ସ୍ଟତ୍ର ଇଲିୟାସର, ଦାଉଦଙ୍କ ସଙ୍ଗେ ଥିବା ତିନିଜଣ ଶକ୍ତିଶାଳୀ ବୀରଙ୍କ ମଧିଅରେ ଜଣେ ଥିଲା, ଯେତବେେଳେ ସମାନେେ ପଲେଷ୍ଟୀୟମାନଙ୍କୁ ମକ୍ସ୍ଟକାବକ୍ସ୍ଟଲା କଲେ, ସମାନେେ ଦାଉଦଙ୍କ ସହିତ ଥିଲେ। ସମାନେେ ୟକ୍ସ୍ଟଦ୍ଧ ପାଇଁ ଏକତ୍ରୀତ ହେଲ କିନ୍ତୁ ଇଶ୍ରାୟେଲ ଲୋକମାନେ ଦୌଡି ପଳାଇଲେ।
9 Depois dele, Eleazar, filho do aoíta Dodô. Ele era um dos três principais guerreiros e esteve com Davi quando os filisteus se reuniram em Pas-Damim para a batalha. Os israelitas recuaram,
10 ସେ ଉଠିଲେ ଏବଂ ତାଙ୍କର ହସ୍ତ କ୍ଲାନ୍ତ ହବୋ ପର୍ୟ୍ଯନ୍ତ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। କିନ୍ତୁ ସେ ଖଣ୍ତାଟିକକ୍ସ୍ଟ ଶକ୍ତ ଭାବରେ ଧରି ୟକ୍ସ୍ଟଦ୍ଧ କରିବା ଗ୍ଭଲକ୍ସ୍ଟ ରଖିଲେ। ପକ୍ସ୍ଟଣି ସହେିଦିନ ସଦାପ୍ରଭୁ ଏକ ବିରାଟ ଜଯ କରାଇଲେ ଏବଂ ଲୋକମାନେ ତାଙ୍କୁ ଲକ୍ସ୍ଟସ୍ଖନ କରିବାକୁ ଅନକ୍ସ୍ଟସରଣ କଲେ।
10 mas ele manteve a sua posição e feriu os filisteus até a sua mão ficar dormente e grudar na espada. E o Senhor concedeu uma grande vitória naquele dia, e o exército voltou para onde Eleazar estava, mas somente para saquear os mortos.
11 ତା'ପରେ ହରାରୀଯ ଆଗିର ପକ୍ସ୍ଟତ୍ର ଶମ୍ମଯ ସଠାେରେ ଥିଲା ସମୟରେ ପଲେଷ୍ଟୀୟମାନେ କୌଣସି ମସୂର ପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହାଇେଥିଲେ। କିନ୍ତୁ ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରକ୍ସ୍ଟ ପଳାଯନ କଲେ।
11 Depois dele, Samá, filho de Agé, de Harar. Os filisteus reuniram-se em Leí, onde havia uma plantação de lentilha. O exército de Israel fugiu dos filisteus,
12 କିନ୍ତୁ ଶମ୍ମ କ୍ଷେତ୍ର ମଧିଅରେ ଠିଆ ହାଇେ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା। ତହିଁରେ ସଦାପ୍ରଭୁ ମହାଜଯ ସାଧନ କଲେ।
12 mas Samá tomou posição no meio da plantação, defendeu-a e derrotou os filisteus. E o Senhor concedeu-lhe uma grande vitória.
13 ତା'ପରେ ରାଜାଙ୍କର ବିଶଷେ ଦଳର ତିନିଜଣ ଲୋକ ଶସ୍ଯ ଅମଳ ସମୟରେ ଗଲେ ଓ ଅଦକ୍ସ୍ଟଲ୍ଲମ ଦାଉଦଙ୍କ ନିକଟକକ୍ସ୍ଟ ଗଲେ। ସେତବେେଳେ ପଲେଷ୍ଟୀୟମାନଙ୍କ ସୈନ୍ଯ ରଫାଯୀମ ତଳ ଭୂମିରେ ଛାଉଣୀ ସ୍ଥାପନ କରିଥିଲେ।
13 Durante a colheita, três chefes do batalhão dos trinta foram encontrar Davi na caverna de Adulão, enquanto um grupo de filisteus acampava no vale de Refaim.
14 ଅନ୍ୟ ସମୟରେ ଦାଉଦ ଦକ୍ସ୍ଟର୍ଗ ରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ ସୈନ୍ଯଦଳ ବୈଥ୍ଲହମେ ରେ ଥିଲେ।
14 Estando Davi nessa fortaleza, e o destacamento filisteu em Belém,
15 ଦାଉଦ ତୃଷାର୍ତ୍ତ ହାଇେ କହିଲେ, ଆଃ କହେି ବୈଥ୍ଲହମେ ରେ ନଗରଦ୍ବାର ନିକଟସ୍ଥ କୂଅରକ୍ସ୍ଟ ଜଳ ଦିଅନ୍ତା କି।
15 Davi expressou este forte desejo: "Quem me dera me trouxessem água da cisterna da porta de Belém! "
16 ତହିଁରେ ସହେି ତିନି ବୀର ରାସ୍ତା ରେ ପଲେଷ୍ଟୀୟମାନଙ୍କ ସୈନ୍ଯ ମଧ୍ଯ ଦଇେ ପଶିୟାଇ ବୈଥ୍ଲହମେ ନଗରଦ୍ବାର ନିକଟସ୍ଥ କୂଅରକ୍ସ୍ଟ ପାଣି ଆଣିଲେ। ମାତ୍ର ସେ ତହିଁରକ୍ସ୍ଟ ପିଇବାକକ୍ସ୍ଟ ସମ୍ମତ ନ ହାଇେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତାହାକକ୍ସ୍ଟ ଢାଳି ଦେଲେ।
16 Então aqueles três atravessaram o acampamento filisteu, tiraram água da cisterna e a trouxeram a Davi. Mas ele se recusou a beber; em vez disso, derramou-a como uma oferta ao Senhor e disse:
17 ଦାଉଦ କହିଲେ, ହେ ସଦାପ୍ରଭୁ, ମୁ ନିଶ୍ଚଯ ଏହି ପାଣି ପିଇବି ନାହିଁ। ଏହା ସହେି ମଣିଷର ରକ୍ତ ପିଇବା ପରି ହବେ, ଯେଉଁମାନେ ମାେ ପାଇଁ ସମାନଙ୍କେ ପାଇଁ ଉତ୍ସର୍ଗ କରି ଦେଲେ। ଏଥିପାଇଁ ଦାଉଦ ପାଣି ପିଇବା ପାଇଁ ମନା କରିଥିଲେ। ଏହିପରି କର୍ମ ସହେି ତିନି ବୀର କରିଥିଲେ।
17 "O Senhor me livre de beber desta água! Seria como beber o sangue dos que arriscaram a vida para trazê-la! " E Davi não bebeu daquela água. Foram esses os feitos dos três principais guerreiros.
18 ସହେି ତିନି ଜଣଙ୍କ ମଧିଅରେ ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ, ଯୋୟାବର ଭ୍ରାତା ଅବୀଶଯ ମକ୍ସ୍ଟଖ୍ଯ ଥିଲେ। ସେ 300 ଲୋକ ବିରକ୍ସ୍ଟଦ୍ଧ ରେ ନିଜର ବର୍ଚ୍ଛା ଉଠାଇ ସମାନଙ୍କେୁ ହତ୍ଯା କରିଥିଲା। ଏଣୁ ସେ ଏହି ତିନିଙ୍କ ମଧିଅରେ ବିଖ୍ଯାତ ହେଲା।
18 Abisai, irmão de Joabe e filho de Zeruia, era o chefe do batalhão dos trinta. Certa ocasião, com sua lança matou trezentos homens, tornando-se tão famoso quanto os três.
19 ସେ ଏହି ତିନିଙ୍କ ମଧିଅରେ ପ୍ରସିଦ୍ଧ ଥିଲା। ଏହି ହତେକ୍ସ୍ଟ ସେ ସମାନଙ୍କେର ସନୋପତି ହେଲା। ତଥାପି ସେ ପ୍ରଥମ ତିନିଜଣଙ୍କ ତକ୍ସ୍ଟଲ୍ଯ ନ ଥିଲା।
19 Foi mais honrado que o batalhão dos trinta e tornou-se o chefe deles. Mas nunca igualou-se aos três principais guerreiros.
20 ତା'ପରେ ସଠାେରେ ଜଣେ ଯିହାୟୋଦାରଦର ପକ୍ସ୍ଟତ୍ର ବନାଯ ଥିଲେ। ସେ ଥିଲେ ଜଣେ ପରାକ୍ରମଶାଳୀ ବିକ୍ରମି ପୁରୁଷର ପକ୍ସ୍ଟତ୍ର। ସେ କବ୍ ସେଲୀଯର ଅଧିବାସୀ ଥିଲେ। ବନାଯ ବହକ୍ସ୍ଟତ ସାହସୀକ କାର୍ୟ୍ଯ କରିଥିଲେ। ସେ ମାୟୋବୀଯ ଅରୀଯଲର ଦକ୍ସ୍ଟଇ ପକ୍ସ୍ଟତ୍ରଙ୍କକ୍ସ୍ଟ ବଧ କଲା। ଦିନେ ଏକ ସମୟରେ ଯେତବେେଳେ ବରଫ ପଡକ୍ସ୍ଟଥିଲା, ବନାଯ ଏକ ଗକ୍ସ୍ଟମ୍ଫା ରେ ଏକ ସିଂହକକ୍ସ୍ଟ ହତ୍ଯା କଲେ।
20 Benaia, filho de Joiada, era um corajoso soldado de Cabzeel, que realizou grandes feitos. Matou dois dos melhores guerreiros de Moabe e, num dia de neve, desceu num buraco e matou um leão.
21 ବନାଯ ଏକ ମିଶ୍ରୀଯ ମହାପୁରୁଷଙ୍କକ୍ସ୍ଟ ହତ୍ଯା କଲା। ସହେି ମିଶ୍ରୀଯ ଜଣଙ୍କ ହାତ ରେ ଏକ ବର୍ଚ୍ଛା ଥିଲା କିନ୍ତୁ ବନାଯର ହାତ ରେ ଏକ ୟଷ୍ଟି ଥିଲା, ବନାଯ ତା'ର ହାତରକ୍ସ୍ଟ ବର୍ଚ୍ଛା ଛଡାଇ ଆଣିଲା ଓ ତା'ର ବର୍ଚ୍ଛା ରେ ତାକକ୍ସ୍ଟ ବଧ କଲା।
21 Também matou um egípcio de grande estatura. O egípcio tinha na mão uma lança, e Benaia o enfrentou com um cajado. Arrancou a lança da mão do egípcio e com ela o matou.
22 ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ ଏହିପରି ସାହସିକ କାର୍ୟ୍ଯମାନ କଲା ଏବଂ ସେ ଏହି ତିନି ବୀରମାନଙ୍କ ମଧିଅରେ ବିଖ୍ଯାତ ଥିଲା।
22 Esses foram os grandes feitos de Benaia, filho de Joiada, que também foi tão famoso quanto os três principais guerreiros de Davi.
23 ବନାଯ ତିରିଶ ଜଣ ବୀର ଅପେକ୍ଷା ଅଧିକ ବିଖ୍ଯାତ ଥିଲା। ତଥାପି ସେ ପ୍ରଥମ ତିନିଜଣ ବୀରଙ୍କ ତକ୍ସ୍ଟଲ୍ଯ ନଥିଲା। ଆଉ ଦାଉଦ ତାକକ୍ସ୍ଟ ନିଜର ପ୍ରହରୀ ଦଳ ଉପରେ ନିୟକ୍ସ୍ଟକ୍ତି କଲେ।
23 Foi mais honrado do que qualquer dos trinta, mas nunca igualou-se aos três. E Davi lhe deu o comando da sua guarda pessoal.
24 ଯୋୟାବର ଭ୍ରାତା ଅସା ହେଲ ଉକ୍ତ ତିରିଶ ଜଣ ମଧିଅରେ ଜଣେ ଥିଲା। ସହେି ତିରିଶ ଜଣ ବୀରମାନଙ୍କ ମଧିଅରେ ବୈଥ୍ଲହମେସ୍ଥ ଦୋଦୟର ପକ୍ସ୍ଟତ୍ର ଇଲ୍ହାନନ୍ ଥିଲା।
24 Entre os trinta estavam: Asael, irmão de Joabe; Elanã, filho de Dodô, de Belém;
25 ହରୋଦୀଯ ଶମ୍ମ, ହରୋଦୀଯ ଇଲୀକା,
25 Samá e Elica, de Harode;
26 ପଲ୍ଟୀଯ ହେଲସ୍, ତକୋଯୀଯ ଇକ୍କୋଶର ପକ୍ସ୍ଟତ୍ର ଈରା,
26 Heles, de Pelete; Ira, filho de Iques, de Tecoa;
27 ଅନାଥୋତୀଯ ଅବୀଯଷେର, ହୂଶାତୀଯ ମବକ୍ସ୍ଟନ୍ନଯ,
27 Abiezer, de Anatote; Mebunai, de Husate;
28 ନଟୋଫାତୀଯରକ୍ସ୍ଟ ସଲ୍ମୋନ୍, ଅହୋହୀଯ ମହରଯ,
28 Zalmom, de Aoí; Maarai, de Netofate;
29 ନଟୋଫାତୀଯ ବାନାର ପକ୍ସ୍ଟତ୍ର ହେଲବ, ବିନ୍ଯାମୀନ ବଂଶୀଯ ଗିବିଯା ନିବାସୀ ରୀବଯର ପକ୍ସ୍ଟତ୍ର ଇତ୍ତଯ।
29 Helede, filho de Baaná, de Netofate; Itai, filho de Ribai, de Gibeá de Benjamim;
30 ପିରିଯା ଥୋନୀଯ ବନାଯ, ଗାଶ-ନଦୀତୀର ନିବାସୀ ହିଦ୍ଦଯ,
30 Benaia, de Piratom; Hidai, dos riachos de Gaás;
31 ଅର୍ବତୀଯ ଅବିଯଲ୍ବୋନ, ବରହୂମୀଯ ଅସ୍ମାବତ୍
31 Abi-Albom, de Arbate; Azmavete, de Baurim;
32 ଶାଲ୍ବୋନୀଯ ଇଲିଯହବା, ୟାଶନରେ ପକ୍ସ୍ଟତ୍ରଗଣ, ଯୋନାଥନ
32 Eliaba, de Saalbom; os filhos de Jasém; Jônatas,
33 ହରାରୀଯ ଶମ୍ମ, ଅରାରୀଯ ଶାରର ପକ୍ସ୍ଟତ୍ର ଅହୀଯାମ,
33 filho de Samá, de Harar; Aião, filho de Sarar, de Harar;
34 ମାଖାତୀଯର ପୌତ୍ର ଅହସ୍ବଯର ପକ୍ସ୍ଟତ୍ର ଇଲୀଫଲେଟ୍, ଗୀଲୋନୀଯ ଅହୀଥୋଫଲର ପକ୍ସ୍ଟତ୍ର ଇଲୀଯାମ,
34 Elifelete, filho de Aasbai, de Maaca; Eliã, filho de Aitofel, de Gilo;
35 କର୍ମିଲୀଯ ହିଷ୍ରଯ, ଅର୍ବୀଯ, ପାରଯ,
35 Hezrai, de Carmelo; Paarai, de Arabe;
36 ସୋବା ନିବାସୀ ନାଥନର ପକ୍ସ୍ଟତ୍ର ୟିଗାଲ, ଗାଦୀଯ, ବାନୀ,
36 Igal, filho de Natã, de Zobá; o filho de Hagri;
37 ଅେମ୍ମାନୀୟ ସେଲକ, ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବର ଅସ୍ତ୍ରବାହକ ବରେୋତୀଯ ନହରଯ,
37 Zeleque, de Amom; Naarai, de Beerote, escudeiro de Joabe, filho de Zeruia;
38 ଇଥ୍ରୀଯ ଈରା, ଇଥ୍ରୀଯ, ଗା ରେବ୍,
38 Ira e Garebe, de Jatir,
39 ହିତ୍ତୀଯ ଊରିଯ, ସର୍ବସକ୍ସ୍ଟଦ୍ଧା ସଇଁତିରିଶ ଜଣ।
39 e o hitita Urias. Foram ao todo trinta e sete.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Samuel 23, comparar traduções ou montar um estudo — tudo direto pelo WhatsApp.