2 Samuel 20
Oriya Bible (GL_ORIYA) vs VC
1 ସେ ସମୟରେ ବିନ୍ଯାମୀନୀଯ ବିଖ୍ରିର ପକ୍ସ୍ଟତ୍ର ଶବେଃ ନାମ ରେ ଜଣେ ପାପଧମ ଲୋକ ସଠାେରେ ଥିଲା, ପକ୍ସ୍ଟଣି ସେ ତୂରୀ ବଜାଇ କହିଲା,
1 Encontrava-se ali um homem perverso chamado Seba, filho de Bocri, da tribo de Benjamim. Ele tocou a trombeta e exclamou: Nada temos a ver com Davi; nada temos de comum com o filho de Isaí! Volte cada qual para a sua tenda, Israel!
2 ତେଣୁ ଇଶ୍ରାୟେଲର ସମସ୍ତ ଲୋକ ଦାଉଦଙ୍କକ୍ସ୍ଟ ପରିତ୍ଯାଗ କଲେ ଓ ବିଖ୍ରିର ପକ୍ସ୍ଟତ୍ର ଶବେଃର ଅନକ୍ସ୍ଟସରଣ କଲେ। ମାତ୍ର ୟର୍ଦ୍ଦନଠାରକ୍ସ୍ଟ ୟିରକ୍ସ୍ଟଶାଲମ ପର୍ୟ୍ଯନ୍ତ ୟିହକ୍ସ୍ଟଦାର ଲୋକମାନେ ଆପଣା ରାଜାଙ୍କ ସହିତ ରହିଲେ।
2 Todos os homens de Israel abandonaram Davi e seguiram Seba, filho de Bocri, enquanto que os filhos de Judá escoltaram o rei desde o Jordão até Jerusalém.
3 ଦାଉଦ ୟିରକ୍ସ୍ଟଶାଲମସ୍ଥ ଆପଣା ଗୃହକକ୍ସ୍ଟ ଆସିଲେ। ପକ୍ସ୍ଟଣି ରାଜା ଆରଣାର ଦଶ ଉପପତ୍ନୀଙ୍କକ୍ସ୍ଟ ଗୃହ ଜଗିବାକକ୍ସ୍ଟ ଛାଡି ୟାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହ ରେ ପ୍ରହରୀମାନଙ୍କ ଦ୍ବାରା ଜଗାଇଲେ। ସେ ସମାନଙ୍କେୁ ଖାଦ୍ୟ ଯୋଗଇଲେ, ମାତ୍ର ସମାନଙ୍କେ ସହ ସହବାସ କଲେ ନାହିଁ। ଏଣୁ ସମାନେେ ମରଣ ଦିନ ପର୍ୟ୍ଯନ୍ତ ରକ୍ସ୍ଟଦ୍ଧ ହାଇେ ବୈଧବ୍ଯ ଦଶା ରେ ରହିଲେ।
3 Davi, chegando ao seu palácio em Jerusalém, tomou as dez concubinas que tinha deixado para guardarem o palácio e enclausurou-as, ordenando que fossem alimentadas, mas não se uniu mais a elas; e ficaram enclausuradas, vivendo como viúvas até o dia de sua morte.
4 ତା'ପରେ ରାଜା ଅମାସାକକ୍ସ୍ଟ କହିଲେ, ତିନିଦିନ ମଧିଅରେ ୟିହକ୍ସ୍ଟଦାର ଲୋକମାନଙ୍କୁ କକ୍ସ୍ଟହ ମାେତେ ସାକ୍ଷାତ କରିବା ପାଇଁ ଏବଂ ତୁମ୍ଭେ ମଧ୍ଯ ସଠାେରେ ଉରସ୍ଥିତ ହକ୍ସ୍ଟଅ।
4 O rei disse a Amasa: Convoca-me dentro de três dias todos os homens de Judá, e apresenta-te tu também com eles.
5 ତହିଁରେ ଅମାସା ୟିହକ୍ସ୍ଟଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା, ମାତ୍ର ସେ ନିରୂପିତ ସମୟରକ୍ସ୍ଟ ଅଧିକ ବିଳମ୍ବ କଲା।
5 Amasa partiu para convocar Judá, mas demorou-se além do prazo fixado.
6 ତହିଁରେ ଦାଉଦ ଅବୀଶଯକକ୍ସ୍ଟ କହିଲେ, ଏବେ ଅବଶା ଲୋମ ଅପେକ୍ଷା ବିଖ୍ରିର ପକ୍ସ୍ଟତ୍ର ଶବେଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମ୍ଭେ ମାରେ ଅଧିକାରୀମାନଙ୍କୁ ନଇେ ତାଙ୍କ ପେଛ ପେଛ ୟାଅ, ନୋହିଲେ ସେ ପ୍ରାଚୀର ବେଷ୍ଟିତ କୈଣସି ନଗରକକ୍ସ୍ଟ ୟାଇ ଆମ୍ଭମାନଙ୍କ ଦୃଷ୍ଟିରକ୍ସ୍ଟ ପଳାଇବ।
6 Então Davi disse a Abisai: Seba, filho de Bocri, vai agora tornar-se mais perigoso que Absalão. Toma contigo os servos de teu senhor e persegue-o, não aconteça que ele encontre cidades fortificadas e nos escape.
7 ତେଣୁ ଯୋୟାବ ୟିରକ୍ସ୍ଟଶାଲମ ଛାଡି ବିଖ୍ରିର ପକ୍ସ୍ଟତ୍ର ଶବେଃର ପେଛ ଗୋଡ଼ାଇଲା। ଯୋୟାବ ତାଙ୍କ ସହିତ ତାଙ୍କର ଲୋକ, କରେଥୀଯ, ପଲେଥୀଯ ଓ ସମସ୍ତ ବୀରମାନେ ତାଙ୍କ ସହିତ ବାହାରିଲେ।
7 Partiram com Abisai os homens de Joab, os cereteus e os feleteus com todos os valentes. Saíram de Jerusalém em perseguição de Seba, filho de Bocri.
8 ସମାନେେ ଗିବିଯୋନସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହେଲା ବେଳେ ଅମାସା ସମାନଙ୍କେର ସମ୍ମକ୍ସ୍ଟଖକକ୍ସ୍ଟ ଆସିଲା। ବର୍ତ୍ତମାନ ଯୋୟାବ ଆପଣା ପରିହିତ ୟକ୍ସ୍ଟଦ୍ଧବସ୍ତ୍ର ଭିଡି ପିନ୍ଧିଥିଲା। ତହିଁ ଉପରେ ଏକ କଟିବନ୍ଧନ ଓ କୋଷବଦ୍ଧ ଖଡ୍ଗ ତାହାର କଟି ଦେଶ ରେ ବନ୍ଧାଥିଲା। ପକ୍ସ୍ଟଣି ସେ ଯାଉ ଯାଉ ତାହା ପଡିଗଲା। ତେଣୁ ଯୋୟାବ ଏହାକକ୍ସ୍ଟ ଉଠାଇଲା ଓ ଧରିଲା।
8 Chegando junto à grande pedra que se encontra em Gabaon, veio-lhes Amasa ao encontro. Joab trazia uma cintura por cima de sua túnica, de onde pendia uma espada embainhada, à altura dos rins. Esta desprendeu-se e caiu.
9 ଯୋୟାବ ଅମାସାକକ୍ସ୍ଟ ପଗ୍ଭରିଲା, କି ଭାଇ ତୁମ୍ଭର ମଙ୍ଗଳ?
9 Joab disse a Amasa: Como vais, meu irmão?, e tomou-o pela barba com a mão direita, para o beijar.
10 ମାତ୍ର ଯୋୟାବର ହସ୍ତସ୍ଥିତ ଖଡ୍ଗ ପ୍ରତି ଅମାସା କିଛି ଦୃଷ୍ଟି ଦଲୋ ନାହିଁ। ଏବଂ ଯୋୟାବ ସହେି ଖଡ୍ଗ ରେ ତା'ର ଉଦରକକ୍ସ୍ଟ ଆଘାତ କରି ତାହାର ଅନ୍ତବକ୍ସ୍ଟଜକ୍ସ୍ଟଳି କାଢି ଭୂମିରେ ପକାଇ ଦଲୋ। ସେ ଦ୍ବିତୀୟ ଥର ଆଘାତ କଲା ନାହିଁ। ସେଥି ରେ ହିଁ ସେ ମରି ୟାଇଥିଲା। ତା'ପରେ ଯୋୟାବ ଏବଂ ତାହାର ଭାଇ ଅବୀଶଯ ବିଖ୍ରିର ପକ୍ସ୍ଟତ୍ର ପଛ ରେ ଗୋଡ଼ାଇବାକକ୍ସ୍ଟ ଆରମ୍ଭ କଲେ।
10 Amasa, porém, não percebeu a espada, na mão {esquerda} de Joab, e este o feriu no ventre, derramando as suas entranhas por terra. Não houve necessidade de um segundo golpe, pois Amasa caiu morto. Depois disso, Joab e seu irmão Abisai puseram-se a perseguir Seba, filho de Bocri.
11 ଯୋୟାବର ଜଣେ ୟକ୍ସ୍ଟବା ଲୋକ ଅମାସାଙ୍କ ଶରୀର ନିକଟରେ ଠିଆ ହାଇେ କହିଲା, ଯେଉଁମାନେ ଯୋୟାବକକ୍ସ୍ଟ ଭଲପାଆନ୍ତି ଓ ଯେଉଁମାନେ ଦାଉଦଙ୍କ ପକ୍ଷ, ସମାନେେ ଯୋୟାବର ପେଛ ପେଛ ୟାଆନ୍ତକ୍ସ୍ଟ।
11 Um dos servos de Joab se postara junto de Amasa e dizia: Todos os que amam Joab e estão com Davi sigam a Joab!
12 ସେ ସମୟରେ ଅମାସା ରାଜପଥ ମଧିଅରେ ନିଜ ରକ୍ତ ରେ ଲଟପଟ ହାଇେ ପଡିଥିଲା। ପକ୍ସ୍ଟଣି ସହେି ୟକ୍ସ୍ଟବକ ସମସ୍ତ ଲୋକଙ୍କକ୍ସ୍ଟ ଠିଆ ହବୋର ଦେଖି ଅମାସାକକ୍ସ୍ଟ ରାଜପଥରକ୍ସ୍ଟ କ୍ଷେତ୍ରକକ୍ସ୍ଟ ନଇଗେଲା। ତା'ପରେ ସେ ତାହା ଉପରେ ଏକ ବସ୍ତ୍ର ଘୋଡାଇ ଦଲୋ। ଯେତେ ଲୋକ ତା'ର ନିକଟ ଦଇେ ଆସିଲେ, ପ୍ରେତ୍ୟକକକକ୍ସ୍ଟ ଠିଆ ହବୋର ଦେଖନ୍ତେ ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇ ଦଲୋ।
12 Entretanto, Amasa estava estendido no meio do caminho, coberto de sangue. Vendo o soldado que todos se detinham para vê-lo, arrastou Amasa para fora do caminho para um campo e cobriu-o com um manto.
13 ଅମାସାକକ୍ସ୍ଟ ରାଜ ପଥରକ୍ସ୍ଟ ନଇେ ଗଲାପରେ ସମସ୍ତ ଲୋକ ବିଖ୍ରିର ପକ୍ସ୍ଟତ୍ର ଶବେଃର ପେଛ ଗୋଡ଼ାଇବା ପାଇଁ ଯୋୟାବର ଅନକ୍ସ୍ଟଗାମୀ ହେଲେ।
13 Uma vez removido do caminho, todos os homens de Israel foram atrás de Joab para continuar a perseguição de Seba, filho de Bocri.
14 ଶବେଃ ଇଶ୍ରାୟେଲର ସମସ୍ତ ପରିବାରବର୍ଗ ମଧ୍ଯ ଦଇେ ଆବଲେ, ବୈଥମାଖା ଗମନ କଲା। ସମସ୍ତ ବରୋଯମାନେ ଏକତ୍ରୀତ ହେଲେ, ଓ ତା'ର ପେଛ ପେଛ ଗମନ କଲେ।
14 Seba atravessou todas as tribos de Israel, que o desprezaram, e foi até Abel-Bet-Maaca, onde todos os bocritas o seguiram.
15 ଯୋୟାବ ଏବଂ ତାଙ୍କର ଲୋକମାନେ ଆସିଲେ ଏବଂ ବୈଥମାଖାସ୍ଥୀତ ଆବଲେ ରେ ତାଙ୍କୁ ରକ୍ସ୍ଟଦ୍ଧ କଲେ ଓ ନଗର ନିକଟରେ ଏକ ତିପି ପ୍ରସ୍ତକ୍ସ୍ଟତ କଲେ। ତାହା ଗଡପାଚରେୀ ପାଖ ରେ ନିର୍ମିତ ହେଲା, ତହିଁରେ ଯୋୟାବର ସମସ୍ତ ସଙ୍ଗୀଲୋକ ପାଚରେୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକକ୍ସ୍ଟ ଲାଗିଲେ।
15 Vieram então sitiá-lo em Abel-Bet-Maaca e levantaram contra a cidade um aterro que atingiu a altura da muralha. Como todos os que estavam com Joab tentassem fazer cair a muralha,
16 ସେତବେେଳେ ନଗର ମଧ୍ଯରକ୍ସ୍ଟ ଏକ ବକ୍ସ୍ଟଦ୍ଧିମତି ସ୍ତ୍ରୀ ଡାକି କହିଲା, ଶକ୍ସ୍ଟଣ ଶକ୍ସ୍ଟଣ, ମୁ ବିନଯ କରୁଅଛି ଯୋୟାବକକ୍ସ୍ଟ ଏସ୍ଥାନ ପର୍ୟ୍ଯନ୍ତ ଆସିବାକକ୍ସ୍ଟ କକ୍ସ୍ଟହ। ମୁ ତା' ସହିତ କଥାବାର୍ତ୍ତା କରିବାକୁ ଗ୍ଭହକ୍ସ୍ଟଁଛି।
16 uma mulher prudente se pôs a gritar {do muro} da cidade: Ouvi, ouvi! Dizei a Joab que se aproxime para eu falar-lhe!
17 ଯୋୟାବ ସ୍ତ୍ରୀ ଲୋକଟି ସହିତ କଥାବାର୍ତ୍ତା କରିବାକୁ ଗଲା। ସହେି ସ୍ତ୍ରୀ ପଗ୍ଭରିଲା, ତୁମ୍ଭେ କ'ଣ ଯୋୟାବ?
17 Tendo ele se aproximado, disse-lhe a mulher: És tu Joab? Sou eu, respondeu ele. Ela prosseguiu: Ouve as palavras de tua serva. Estou ouvindo.
18 ତା'ପରେ ସ୍ତ୍ରୀ ଲୋକଟି କହିଲା, ପୂର୍ବକାଳ ରେ ଲୋକମାନେ କହକ୍ସ୍ଟଥିଲେ, ' ଲୋକେ ଆବେଲ୍ ରେ ସାହାୟ୍ଯ ମାଗିବା ଉଚିତ୍ ଏବଂ ସମାନେେ ଯାହା ଦରକାର କଲେ ତାହା ପାଇପାରିବେ।'
18 Outrora, disse ela, costumava-se dizer: Peça-se conselho a Abel e a Dã,
19 ମୁ ଇଶ୍ରାୟେଲର ଶାନ୍ତ ଓ ବିଶ୍ବସ୍ତ ଲୋକମାନଙ୍କ ମଧ୍ଯରକ୍ସ୍ଟ ଜଣେ, ତୁମ୍ଭେ ଇଶ୍ରାୟେଲର ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ୍ଣ ନଗରକକ୍ସ୍ଟ ଧ୍ବଂସ କରିବାକୁ ଖାଜେକ୍ସ୍ଟଛ। ଯାହା ସଦାପ୍ରଭୁଙ୍କର ଅଟେ, ତୁମ୍ଭେ କାହିଁକି ଧ୍ବଂସ କରିବାକୁ ଇଚ୍ଛା କରୁଛ?
19 para saber se desapareceram os costumes dos fiéis de Israel. Tu, porém, procuras destruir uma cidade que é uma mãe em Israel. Por que queres aniquilar a herança do Senhor?
20 ଯୋୟାବ ଉତ୍ତର ଦେଲେ, ମୁ କୌଣସି ଜିନିଷ ଧ୍ବଂସ କରିବାର ଦରକାର ନାହିଁ। ମୁ ତୁମ୍ଭର ସହର ଧ୍ବଂସ କରିବାର ଦରକାର ନାହିଁ।
20 Joab respondeu: Longe de mim, longe de mim; não quero arruinar nem destruir coisa alguma.
21 କିନ୍ତୁ ଆପଣଙ୍କ ସହର ରେ ଇଫ୍ରଯିମ ପର୍ବତମଯ ଦେଶୀଯ ଲୋକ ଅଛି ଯାହାର ନାମ ଶବେଃ, ସେ ବିଖ୍ରିର ପକ୍ସ୍ଟତ୍ର। ସେ ରାଜାଙ୍କର ବିରକ୍ସ୍ଟଦ୍ଧାଚରଣ କରୁଅଛି। ତାକକ୍ସ୍ଟ ମାେତେ ଦିଅ ମୁ ଏଠାରକ୍ସ୍ଟ ପରିତ୍ଯାଗ କରିବି।
21 Não se trata disso; mas um homem da montanha de Efraim, chamado Seba, filho de Bocri, levantou a mão contra o rei Davi. Entregai-nos só esse e levantarei o cerco. A mulher disse a Joab: A cabeça dele te será lançada por cima do muro.
22 ତା'ପରେ ସେ ନଗରର ସମସ୍ତ ଲୋକମାନଙ୍କୁ ବିଜ୍ଞତାର ସହିତ କହିଲା। ଲୋକମାନେ ବିଖ୍ରିର ପକ୍ସ୍ଟତ୍ର ଶବେଃର ମକ୍ସ୍ଟଣ୍ତ କାଟି ପ୍ରାଚୀର ଉପର ଦଇେ ଯୋୟାବ ନିକଟକକ୍ସ୍ଟ ଫୋପାଡି ଦେଲେ।
22 Ela voltou à cidade e falou com discrição a todo o povo. Cortaram a cabeça de Seba, filho de Bocri, e atiraram-na a Joab. Este tocou a trombeta e todos se retiraram da cidade, indo cada um para a sua tenda. Joab voltou para junto do rei em Jerusalém.
23 ସେ ସମୟରେ ଯୋୟାବ ସମସ୍ତ ଇଶ୍ରାୟେଲର ସୈନ୍ଯଦଳର ଦଳପତି ଥିଲେ। ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ମକ୍ସ୍ଟଖ୍ଯ ଥିଲେ।
23 Joab comandava todo o exército. Banaias, filho de Jojada, estava à testa dos cereteus e dos feleteus.
24 ଅଦୋରାମ୍ ବେଠି କର୍ମ ଓ କର ଆଦାଯ କରିବାର ଦାଯିତ୍ବ ରେ ଥିଲା ଏବଂ ଅହୀଲୂଦର ପକ୍ସ୍ଟତ୍ର ୟିହୋଶାଫଟ ଯେ କି ଥିଲା ଜଣେ ଇତିହାସ ଲେଖକ।
24 Aduram presidia os trabalhos. Josafat, filho de Ailud, era o cronista.
25 ଶିବା ଥିଲା ଲେଖକ, ପକ୍ସ୍ଟଣି ସାଦୋକ୍ ଓ ଅବିଯାଥର ଯାଜକ ଥିଲେ।
25 Siva era o escriba. Sadoc e Abiatar, sacerdotes;
26 ୟାଯୀରୀଯ ଈରା ମଧ୍ଯ ଦାଉଦଙ୍କର ବ୍ଯକ୍ତିଗତ ଯାଜକ ଥିଲା।
26 Ira, o jairita, era também sacerdote de Davi.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Samuel 20, comparar traduções ou montar um estudo — tudo direto pelo WhatsApp.