2 Samuel 17

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଅହୀଥୋଫଲ ଅବଶା ଲୋମକକ୍ସ୍ଟ କହିଲା, ମୁ 12,000 ଲୋକ ବାଛିବି ଓ ଆଜି ରାତି ରେ ଦାଉଦଙ୍କର ପେଛ ୟାଅ।
1 Aquitofel disse a Absalão: Deixa-me escolher doze mil homens, e irei ainda esta noite perseguir Davi.
2 ସେ କ୍ଲାନ୍ତ ଓ ଦୁର୍ବଳ ଥିବା ବେଳେ ମୁ ତାହାକକ୍ସ୍ଟ ଆକ୍ରମଣ କରି ଭୟ ଦଖାଇବେି, ତହିଁରେ ସମସ୍ତ ଲୋକମାନେ ପଳାଯନ କରିବେ। ମୁ କବଳେ ରାଜାଙ୍କକ୍ସ୍ଟ ହତ୍ଯା କରିବି।
2 Assaltá-lo-ei no momento em que estiver extenuado de fadiga: provocarei pânico, e todos os que estão com ele fugirão. O rei ficará sozinho, e então o ferirei;
3 ତା'ପରେ ମୁ ସମସ୍ତ ଲୋକଙ୍କକ୍ସ୍ଟ ଫରୋଇ ଆଣିବି। ଯଦି ଦାଉଦ ମରିୟାଏ, ତବେେ ମୁ ସମସ୍ତ ଲୋକଙ୍କକ୍ସ୍ଟ ଶାନ୍ତି ରେ ଫରୋଇ ଆଣିବି।
3 e te reconduzirei todo o povo, assim como a esposa volta para o seu esposo. É só a um homem que procuras, e todo o povo estará em paz.
4 ଏ କଥା ଅବଶା ଲୋମ ଓ ତାଙ୍କର ସମସ୍ତ ଇଶ୍ରାୟେଲର ନତେୃବର୍ଗମାନଙ୍କର ମନକକ୍ସ୍ଟ ପାଇଲା।
4 Esse conselho agradou a Absalão e a todos os anciãos de Israel.
5 କିନ୍ତୁ ଅବଶା ଲୋମ କହିଲେ, ଅର୍କୀଯ ହୂଶଯକକ୍ସ୍ଟ ମଧ୍ଯ ଡାକ, ଆଉ ସେ କ'ଣ କହକ୍ସ୍ଟଛି ଶକ୍ସ୍ଟଣିବା।
5 No entanto, Absalão disse: Chamai Cusai, o araquita, e ouçamos também o que ele diz.
6 ତେଣୁ ହୂଶଯ ଅବଶା ଲୋମ ନିକଟକକ୍ସ୍ଟ ଆସନ୍ତେ ଅବଶା ଲୋମ ତାଙ୍କୁ କହିଲା, ଅହୀଥୋଫଲ ଏପରି କହକ୍ସ୍ଟଅଛି, ଆମ୍ଭମାନେେ ତାହା କଥାନକ୍ସ୍ଟସା ରେ କରିବା କି? ଯବେେ ନ କରିବା ତବେେ ତୁମ୍ଭେ କକ୍ସ୍ଟହ।
6 Chegando Cusai, Absalão disse-lhe: Eis o que propôs Aquitofel. Faremos o que ele disse? Se não, fala por tua vez!
7 ହୂଶଯ ଅବଶା ଲୋମକକ୍ସ୍ଟ କହିଲା, ଅହୀଥୋଫଲଙ୍କ ଦ୍ବାରା ଦିଆୟାଇଥିବା ମନ୍ତ୍ରଣା ଏହି ସମୟ ପାଇଁ ଭଲ ନକ୍ସ୍ଟ ହେଁ।
7 Desta vez, respondeu Cusai, o conselho de Aquitofel não é bom.
8 ହୂଶଯ ପକ୍ସ୍ଟଣି କହିଲା, ଆପଣ ନିଜର ବାପାଙ୍କକ୍ସ୍ଟ ଓ ତାଙ୍କର ଲୋକମାନଙ୍କୁ ଜାଣନ୍ତି, ସମାନେେ ବୀର ଓ କ୍ଷେତ୍ର ରେ ଛକ୍ସ୍ଟଆ ହରା ବନ୍ଯ ଭଲ୍ଲୁକପରି। ପକ୍ସ୍ଟଣି ଆପଣଙ୍କର ବାପା ଯୋଦ୍ଧା ଓ ସେ ରାତିସାରା ଲୋକମାନଙ୍କ ସଙ୍ଗ ରେ ରହିବେ ନାହିଁ।
8 Tu sabes, ajuntou ele, que teu pai e seus homens são valentes, e estão furiosos como a ursa a quem roubaram a cria na estepe. Teu pai é um guerreiro: ele não passará a noite com o exército.
9 ଦେଖନ୍ତକ୍ସ୍ଟ, ସେ ଏବେ କୌଣସି ଗକ୍ସ୍ଟମ୍ଫା ରେ, ରାସ୍ତା ରେ କି ଅନ୍ୟ କୌଣସି ସ୍ଥାନ ରେ ଲକ୍ସ୍ଟଚକ୍ସ୍ଟଛନ୍ତି। ଯଦି ତୁମ୍ଭର ପିତା ଲୋକମାନଙ୍କୁ ପ୍ରଥମ ଆକ୍ରମଣ କରନ୍ତି, ଲୋକମାନେ ଏ ଖବର ଶକ୍ସ୍ଟଣିବେ। ସମାନେେ ଭାବିବେ, 'ଅବଶା ଲୋମର ଅନକ୍ସ୍ଟସରଣକାରୀମାନେ ହତାଶ ହେଉଛନ୍ତି।'
9 Ele deve estar agora escondido em alguma gruta ou em qualquer outro lugar. E se vierem a cair desde o começo alguns do nosso exército, isso será publicado e dir-se-á: Houve uma derrota no partido de Absalão.
10 ତା'ପରେ ଯଦିଓ ସାହସୀ ଲୋକମାନଙ୍କ ପରି ଯେଉଁମାନେ ଗୋଟିଏ ସିଂହ ପରି ସାହସୀ ଅଟନ୍ତି, ଭୟଭୀତ ହବେେ। କାରଣ ସମସ୍ତ ଇଶ୍ରାୟେଲୀୟଗଣ ଜାଣନ୍ତି ଯେ, ତୁମ୍ଭର ପିତା ଗୋଟିଏ ସାହସୀ ଯୋଦ୍ଧା ଏବଂ ତାଙ୍କର ଲୋକମାନେ ମଧ୍ଯ ବଳଶାଳୀ ଅଟନ୍ତି।
10 Então mesmo o mais valente desanimaria, ainda que tivesse um coração de leão, pois todo o Israel sabe que o teu pai é um herói, e que está acompanhado de homens valentes.
11 ମାତ୍ର ମାରେ ମନ୍ତ୍ରଣା ଏହି ଯେ, ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ସମକ୍ସ୍ଟଦାଯ ଇଶ୍ରାୟେଲୀୟମାନେ ସମକ୍ସ୍ଟଦ୍ର ଓ ତୀରସ୍ଥ ବାଲକ୍ସ୍ଟକା ତକ୍ସ୍ଟଲ୍ଯ ଅସଂଖ୍ଯ ହାଇେ ଆପଣଙ୍କ ନିକଟରେ ସଂଗୃହିତ ହକ୍ସ୍ଟଅନ୍ତକ୍ସ୍ଟ। ଆପଣ ସ୍ବଯଂ ୟକ୍ସ୍ଟଦ୍ଧକକ୍ସ୍ଟ ୟାଆନ୍ତକ୍ସ୍ଟ।
11 Eis o meu conselho: Que se mobilize todo o Israel, desde Dã até Bersabéia, e se reúnam junto de ti tão numerosos como os grãos de areia na praia do mar, indo tu mesmo no meio deles.
12 ସେଥିପାଇଁ ସମାନେେ ଯେଉଁଠା ରେ ଲକ୍ସ୍ଟଚନ୍ତକ୍ସ୍ଟ ନା, ଆମ୍ଭମାନେେ ସଠାେରେ ଉପସ୍ଥିତ ହବେକ୍ସ୍ଟ ଓ ଭୂମିରେ ଶିଶିର ପଡିବାପରି ତାଙ୍କ ଉପରେ ପଡିବକ୍ସ୍ଟ। ଏବଂ ଆମ୍ଭମାନେେ ଦାଉଦ ଓ ତାଙ୍କର ଲୋକମାନଙ୍କୁ ହତ୍ଯା କରିବକ୍ସ୍ଟ ଜଣକକ୍ସ୍ଟ ବି ଜୀବନ୍ତ ଛାଡିବକ୍ସ୍ଟ ନାହିଁ।
12 Atingi-lo-emos em qualquer lugar onde esteja, caindo contra ele como o orvalho cai sobre a terra, e não deixaremos vivos nem ele nem homem algum dos que estão com ele.
13 ଆହକ୍ସ୍ଟରି ଯବେେ କୌଣସି ନଗରକକ୍ସ୍ଟ ୟାଇଥିବେ, ତବେେ ସମସ୍ତ ଇଶ୍ରାୟେଲୀୟମାନେ ସହେି ନଗରକକ୍ସ୍ଟ ଦଉଡି ନଇେ ପଳାଯନ କରିବେ ଓ ଆମ୍ଭମାନେେ ନଗରର ପ୍ରାଚୀରକକ୍ସ୍ଟ ଭାଙ୍ଗି ଦବେକ୍ସ୍ଟ ଗୋଟିଏ ଗୋଡି ନରହିବା ପର୍ୟ୍ଯନ୍ତ ଆମ୍ଭମାନେେ ତାହା ଉପତ୍ୟକାକକ୍ସ୍ଟ ଟାଣିଦବେକ୍ସ୍ଟ।
13 Se se refugiar nalguma cidade, todo o Israel trará cordas a essa cidade, e a arrastaremos até a torrente, de maneira que não fique dela uma só pedra!
14 ଅବଶାଲୋମ ଓ ସମସ୍ତ ଇଶ୍ରାୟେଲୀୟ ଲୋକ କହିଲେ, ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀଯ ହୂଶଯର ମନ୍ତ୍ରଣା ଉତ୍ତମ ଥିଲା। ସମାନେେ ଏହା କହିଲେ କାରଣ ଅଦରକାରୀ ଏହି ପ୍ରକା ରେ ଅବଶା ଲୋମକକ୍ସ୍ଟ ଦଣ୍ତ ଦବୋ ପାଇଁ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ଯର୍ଥକରିବା ପାଇଁ ସଦାପ୍ରଭୁ ସ୍ଥିର କରିଥିଲେ।
14 Absalão e todos os israelitas acharam o conselho de Cusai melhor que o de Aquitofel. O Senhor decidira frustrar o bom conselho de Aquitofel, a fim de trazer a desgraça sobre Absalão.
15 ହୂଶଯ ଏହିସବୁ ସାଦୋକ ଓ ଅବିଯାଥର ଯାଜକମାନଙ୍କୁ କହିଲା, ଅହୀଥୋଫଲ, ଅବଶାଲୋମକକ୍ସ୍ଟ ଓ ଇଶ୍ରାୟେଲର ନେତାମାନଙ୍କୁ ଏପରି ଭାବରେ ମନ୍ତ୍ରଣା ଦଇେଥିଲା। ମାତ୍ର ମୁ ଏପରି ମନ୍ତ୍ରଣା ଦଲେି।
15 Cusai disse aos sacerdotes Sadoc e Abiatar: Aquitofel aconselhou a Absalão e aos anciãos de Israel desse e desse modo; eu, porém, aconselhei-lhe assim e assim.
16 ତେଣୁ ଶିଘ୍ର ଲୋକମାନଙ୍କୁ ଦାଉଦଙ୍କ ନିକଟକକ୍ସ୍ଟ ପଠାଅ ଏବଂ ତାଙ୍କୁ କକ୍ସ୍ଟହ। ସହେିଠା ରେ ରାତ୍ରି କଟାଅ ନାହିଁ, ଯେଉଁଠା ରେ ଲୋକମାନେ ମରକ୍ସ୍ଟଭୂମି ଭିତରକକ୍ସ୍ଟ ପାର ହାଇେଥିଲେ। ଏକାଥରେ ୟର୍ଦ୍ଦନ ନଦୀ ପାର ହାଇେ ଗ୍ଭଲିୟାଅ। ନୋହିଲେ ମହାରାଜ ଓ ତାଙ୍କ ସାଙ୍ଗ ଲୋକମାନେ ସମସ୍ତେ ସଂହାରିତ ହବେେ।
16 Mandai, pois, imediatamente a Davi esta mensagem: Não fiques esta noite nas planícies do deserto, mas atravessa-o sem demora, não suceda que sejam exterminados o rei e todo o povo que está com ele.
17 ଧର୍ମଯାଜକର ପକ୍ସ୍ଟତ୍ର ଯୋନାଥନ ଓ ଅହୀମାସ୍-ଐନ୍ ରୋଗଲେ ରେ ଅପେକ୍ଷା କରୁଥିଲେ, ଯେ ହତେକ୍ସ୍ଟ ସମାନେେ ନଗର ଭିତରକକ୍ସ୍ଟ ୟିବାକକ୍ସ୍ଟ ଚାହିଁଲେ ନାହିଁ। ତେଣୁ ଜଣେ ଦାସୀ ନଗରରକ୍ସ୍ଟ ବାହାରି ଆସିଲା ଏବଂ ଖବର ଦେଉଥିଲା। ତା'ପରେ ସମାନେେ ଗଲେ ଓ ରାଜା ଦାଉଦଙ୍କକ୍ସ୍ଟ କହିଲେ।
17 Jônatas e Aquimaas estavam em En-Rogel; uma criada foi dar-lhes as notícias, que eles mesmos levariam ao rei Davi, porque não deviam ser vistos entrando na cidade.
18 ମାତ୍ର ଏକ ପିଲା ସମାନଙ୍କେୁ ଦେଖି ଅବଶାଲୋମକକ୍ସ୍ଟ ଜଣାଇଲା। ତହକ୍ସ୍ଟଁ ସେ ଦକ୍ସ୍ଟ ହେଁ ଶିଘ୍ର ୟାଇ ବହକ୍ସ୍ଟରୀମ ରେ ଜଣକର ଗୃହ ରେ ପ୍ରବେଶ କଲେ ଓ ତା'ର ପ୍ରାଙ୍ଗଣ ରେ ଏକ କୂଅ ଥିବାରକ୍ସ୍ଟ ସମାନେେ ସଠାେରେ ଲକ୍ସ୍ଟଚି ଗଲେ।
18 Mas um jovem os viu e avisou Absalão. Eles, porém, partiram com toda a pressa e entraram na casa de um homem em Baurim. Havia uma cisterna no pátio, onde se esconderam,
19 ତହିଁରେ ଗୃହିଣୀ ଗୋଟିଏ ଢାଙ୍କକ୍ସ୍ଟଣି ନଇେ କୂଅ ମକ୍ସ୍ଟହଁ ରେ ଦଇେ ତହିଁ ଉପରେ ମର୍ଦ୍ଦିତ ଶସ୍ଯ ବିଛାଇ ଦେଲେ। ଏଣୁ କିଛି ଜଣା ପଡିଲା ନାହିଁ।
19 e a mulher colocou uma tampa sobre a cisterna, espalhando por cima grãos socados, de sorte que não se notava coisa alguma.
20 ଅବଶାଲୋମର ଦାସମାନେ ସହେି ସ୍ତ୍ରୀର ଗୃହକକ୍ସ୍ଟ ଆସି ପଚାରିଲେ, ଅହୀମାସ ଓ ଯୋନାଥନ କାହାଁନ୍ତି?
20 Os enviados de Absalão entraram na casa dessa mulher e disseram: Onde estão Aquimaas e Jônatas? Ela respondeu: Atravessaram o regato. Puseram-se a procurar, mas não encontrando ninguém, voltaram para Jerusalém.
21 ଏଣୁ ସମାନେେ ଗଲାପରେ ସେ ଦକ୍ସ୍ଟଇ ଜଣ କୂଅ ମଧ୍ଯରକ୍ସ୍ଟ ବାହାରି ଦାଉଦ ରାଜାଙ୍କ ନିକଟକକ୍ସ୍ଟ ୟାଇ ଜଣାଇଲେ। ସମାନେେ ଦାଉଦଙ୍କକ୍ସ୍ଟ କହିଲେ, ଆପଣମାନେ ଏଠାରକ୍ସ୍ଟ ଶିଘ୍ର ନଦୀ ପାର ହାଇେ ଗ୍ଭଲିୟାଆନ୍ତକ୍ସ୍ଟ। କାରଣ ଅହୀଥୋଫଲ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ଏହିପରି ଭାବରେ ମନ୍ତ୍ରଣା ଦଇେଛନ୍ତି।
21 Depois que partiram, saíram os jovens da cisterna e foram levar a notícia ao rei Davi, dizendo: Ide! Passai depressa as águas, porque Aquitofel deu o seguinte conselho contra vós.
22 ଏହାପରେ ଦାଉଦ ଓ ତାଙ୍କର ସମସ୍ତ ସାଙ୍ଗଲୋକ ୟର୍ଦ୍ଦନ ନଦୀ ପାର ହାଇେ ଗଲେ। ପ୍ରଭାତ ଆଲକ୍ସ୍ଟଅ ସମୟକକ୍ସ୍ଟ ଯେ ୟର୍ଦ୍ଦନ ପାର ହାଇେ ୟାଇ ନ ଥିଲା। ଏହିପରି କହେି ହେଲେ ରହିଲେ ନାହିଁ।
22 Davi partiu com todos os seus homens, e passaram o Jordão. Ao amanhecer, não havia um só homem que não tivesse atravessado o rio.
23 ଏହାପରେ ଅହୀଥୋଫଲ ଯେତବେେଳେ ଦେଖିଲେ ଏହା ତାଙ୍କ ମନ୍ତ୍ରଣା ଅନକ୍ସ୍ଟସା ରେ ଗଲାନାହିଁ, ସେ ତାଙ୍କ ଗଧ ଉପରେ ଚଢି ତାଙ୍କର ନିଜ ନଗରକକ୍ସ୍ଟ ଫରେିଲେ ଏବଂ ସେ ତାଙ୍କ ବଂଶ ପାଇଁ ଏକ ଦଲିଲ୍ ଲେଖିଲେ ଏବଂ ନିଜେ ଫାଶି ହାଇେ ଗଲେ। ଏହିପରି ଭାବରେ ସେ ମଲା ଓ ନିଜର ପିତାର କବର ରେ କବର ପାଇଲା।
23 Aquitofel, vendo que seu conselho não fora seguido, selou o seu jumento e tomou o caminho de sua casa, na sua cidade. Pôs em ordem os seus negócios e enforcou-se. Morto, foi enterrado no túmulo de seu pai.
24 ଏହାପରେ ଦାଉଦ ମହନଯିମକକ୍ସ୍ଟ ଆସିଲେ।
24 Davi chegou a Maanaim quando Absalão passou o Jordão com os israelitas.
25 ଅବଶାଲୋମ ଯୋୟାବଙ୍କକ୍ସ୍ଟ ସ୍ଥାନାନ୍ତର କରି ଅମାସାଙ୍କକ୍ସ୍ଟ ସୈନ୍ଯଦଳର ମୂଖ୍ଯ ଭାବରେ ନିୟକ୍ସ୍ଟକ୍ତି କଲେ। ଏହି ଅମାସା ଇସ୍ମାଯଲେୀଯ ଯେଥରଙ୍କର ପକ୍ସ୍ଟତ୍ର ଥିଲେ। ଅମାସାର ମା' ଥିଲେ ଅବୀଗଲ, ୟିଏ କି ସରକ୍ସ୍ଟଯାଙ୍କର ଭଉଣୀ ନାହଶଙ୍କର କନ୍ଯା ଥିଲେ। ୟିଏକି ଯୋୟାବଙ୍କର ମା' ଥିଲେ।
25 Absalão pusera Amasa à frente do exército em lugar de Joab. Esse Amasa era filho de um tal Jetra, ismaelita, que se unira a Abigail, filha de Naas, irmã de Sarvia, mãe de Joab.
26 ପକ୍ସ୍ଟଣି ଇଶ୍ରାୟେଲ ଓ ଅବଶା ଲୋମ ଗିଲିଯଦ ଦେଶ ରେ ଛାଉଣୀ ସ୍ଥାପନ କଲେ।
26 Os israelitas e Absalão acamparam na terra de Galaad.
27 ଯେତବେେଳେ ଦାଉଦ ମହନଯିମ ରେ ପହନ୍ଚିଲେ, ସେ ସଠାେରେ ଶୋବି, ମାଖୀର ଏବଂ ବର୍ସିଲଯଙ୍କକ୍ସ୍ଟ ଭଟେିଲେ। ଶୋବି ରଦ୍ଦାରକ୍ସ୍ଟ ଅେମ୍ମାନୀୟ ନାହଶଙ୍କର ପକ୍ସ୍ଟତ୍ର ଥିଲେ। ମାଖୀର ଲୋଦବାର ନିବାସୀ ଅମ୍ମୀଯଲରେ ପକ୍ସ୍ଟତ୍ର ଥିଲେ। ବର୍ସିଲଯ ରୋଗଲୀମନିବାସୀ ଗିଲିଯଦୀଯ ଥିଲେ।
27 Quando Davi chegou a Maanaim, Sobi, filho de Naas, de Raba dos amonitas, Maquir, filho de Amiel de Lodabar, e Berzelai, o galaadita, de Rogelim,
28 ଅେମ୍ମାନୀୟମାନେ ବିଛଣା, ମାଠିଆ, ଅନ୍ଯାନ୍ଯ ପାତ୍ରସବୁ ଖାଦ୍ୟ ପାଇଁ ଗହମ, ୟବ, ମଇଦା, ଭଜାଶସ୍ଯ, ଶିମ, ମସକ୍ସ୍ଟର ଏବଂ ଭଜା ବିରି।
28 vieram trazer-lhe camas, tapetes, copos e vasilhas, bem como trigo, cevada, farinha, grão torrado, favas, lentilhas,
29 ସମାନେେ ମଧ୍ଯ ମହକ୍ସ୍ଟ, ଦହୀ, ମଷେ ଏବଂ ଲହକ୍ସ୍ଟଣୀ ଆଣିଲେ। ସମାନେେ ଏହିସବୁ ସାମଗ୍ରୀଗକ୍ସ୍ଟଡିକ ଦାଉଦ ଓ ତାଙ୍କର ଲୋକମାନଙ୍କୁ ଆଗ ରେ ଉତ୍ସର୍ଗ କଲେ। କାରଣ ସମାନେେ କହିଲେ, ଲୋକମାନେ ମରକ୍ସ୍ଟଭୂମିରେ ନିଶ୍ଚିତ କ୍ଷକ୍ସ୍ଟଧାର୍ତ୍ତ, କ୍ଲାନ୍ତ ଓ ତୃଷାର୍ତ୍ତ ହାଇେଥିବେ।
29 mel, manteiga, ovelhas e queijos de leite de vaca. Trouxeram tudo isso a Davi e às suas tropas, para que se alimentassem, dizendo: Estes homens sofreram certamente fome, fadiga e sede no deserto.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Samuel 17, comparar traduções ou montar um estudo — tudo direto pelo WhatsApp.