2 Samuel 15

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଏହାପରେ ଅବଶାଲୋମ ଗୋଟିଏ ରଥ ଓ ଅଶ୍ବମାନ ପାଇଲା। ଆଉ ସେ ଯେତବେେଳେ ଘୋଡାଗାଡି ଆରୋହଣ କଲା, ପଗ୍ଭଶ ଜଣ ଲୋକ ତା' ସମ୍ମକ୍ସ୍ଟଖକକ୍ସ୍ଟ ଦୌଡି ଆସିଲେ।
1 Depois disso Absalão adquiriu para si um carro, cavalos e cinqüenta homens para escoltaram-no.
2 ଅବଶା ଲୋମ ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଉଠି ରାଜ ଦ୍ବାରର ପଥପାଶର୍‌ବ ରେ ଆସି ଠିଆ ହକ୍ସ୍ଟଏ। ଯେତବେେଳେ କୌଣସି ଲୋକ ରାଜାଙ୍କ ନିକଟକକ୍ସ୍ଟ ବିଗ୍ଭର ନ୍ଯାଯ ପାଇବା ପାଇଁ ଆସିଲେ, ଅବଶା ଲୋମ ତାଙ୍କୁ ପ୍ରଥମେ ପଗ୍ଭରିଲା, ତୁମ୍ଭେ କେଉଁ ନଗରରକ୍ସ୍ଟ ଆସିଛ? ସେ ଲୋକ ଉତ୍ତର ଦଲୋ, ମୁ ଇଶ୍ରାୟେଲର ଏହି ଗୋଷ୍ଠୀଯ ଲୋକ ଅଟେ।
2 Colocava-se desde cedo à beira do caminho, junto à grande porta, e interpelava todos os que vinham procurar o rei para um julgamento, dizendo: De que cidade és tu? O outro respondia: Teu servo é de tal tribo de Israel.
3 ଲୋକର ୟକ୍ସ୍ଟକ୍ତି ଶକ୍ସ୍ଟଣିଲା ପରେ ଅବଶା ଲୋମ ତାକକ୍ସ୍ଟ କହିଥାନ୍ତା, ତୁମ୍ଭେ ଠିକ୍ କହକ୍ସ୍ଟଛ, ତୁମ୍ଭର କଥା ଯଥାର୍ଥ ଅଟେ। କିନ୍ତୁ ରାଜା ତକ୍ସ୍ଟମ୍ଭ କଥା ଶକ୍ସ୍ଟଣିବେ ନାହିଁ।
3 Vê, dizia-lhe Absalão; a tua causa é boa e justa; mas não há ninguém para te ouvir da parte do rei.
4 ଅବଶା ଲୋମ କ ହେ, ଆଃ, ମୁ ଯଦି ଦେଶର ବିଗ୍ଭର କର୍ତ୍ତାରୂପେ ନିୟକ୍ସ୍ଟକ୍ତି ହକ୍ସ୍ଟଅନ୍ତି ଏବଂ ଯଦି କୌଣସି ଲୋକ ମାେ ପାଖକକ୍ସ୍ଟ ତା'ର ସମସ୍ଯା କହିବାକକ୍ସ୍ଟ ଆସିଥାନ୍ତି, ତାହା ହେଲ ମୁ ତାକକ୍ସ୍ଟ ସାହାୟ୍ଯ କରିଥାନ୍ତି ଓ ଯଥାର୍ଥ ଶାସନ ଦଇେଥାନ୍ତି।
4 E Absalão ajuntava: Oh, quem me dera ser juiz desta terra! Todo o que tivesse um litígio ou uma questão e viesse ter comigo, eu lhe faria justiça.
5 ଯଦି କହେି ତାକକ୍ସ୍ଟ ପ୍ରଣାମ କରିବାକୁ ଆ ସେ ତବେେ ସେ ତାକକ୍ସ୍ଟ ଧରି ଚକ୍ସ୍ଟମ୍ବନ କରୁଥିଲେ।
5 E se alguém se aproximava para se prostrar diante dele, estendia a mão, detinha-o e beijava-o.
6 ଇଶ୍ରାୟେଲୀୟ ଯେତେ ଲୋକ ବିଗ୍ଭର ପାଇଁ ରାଜାଙ୍କ ନିକଟକକ୍ସ୍ଟ ଆସନ୍ତି, ଅବଶା ଲୋମ ସେ ସମସ୍ତଙ୍କ ପ୍ରତି ଏହି ପ୍ରକାର ବ୍ଯବହାର ପ୍ରଦର୍ଶନ କରନ୍ତି। ଏହିପରି ଭାବରେ ସେ ଇଶ୍ରାୟେଲ ଲୋକମାନଙ୍କର ହୃଦଯକକ୍ସ୍ଟ ଜଯ କଲେ।
6 Assim fazia Absalão com todos os israelitas que vinham procurar o rei para qualquer julgamento. E desse modo conquistou os corações dos israelitas.
7 ଏହିପରି ଗ୍ଭରି ବର୍ଷ ପରେ ଅବଶାଲୋମ ରାଜା ଦାଉଦଙ୍କକ୍ସ୍ଟ କହିଲେ, ଦୟାକରି ମାେତେ ହିବ୍ରୋଣକକ୍ସ୍ଟ ମାରେ ଶପଥ ପକ୍ସ୍ଟରଣ କରିବା ପାଇଁ ୟିବାକକ୍ସ୍ଟ ଦିଅନ୍ତକ୍ସ୍ଟ।
7 Quatro anos se passaram. Absalão disse ao rei: Deixa-me ir a Hebron para cumprir ali uma promessa que fiz ao Senhor.
8 ଅବଶା ଲୋମ କହିଲେ, ମୁ ଅରାମର ଗଶୂର ରେ ଥିବା ସମୟରେ ଏକ ଶପଥ କରିଥିଲି ଯେ, 'ଯଦି ରାଜା ମାେତେ ଯିରୁଶାଲମକୁ ଫରେି ଆସିବାକକ୍ସ୍ଟ କହନ୍ତି ତବେେ ମୁ ସଦାପ୍ରଭୁଙ୍କର ସବୋ କରିବି।'
8 Quando o teu servo estava em Gessur, fez este voto: se Senhor me reconduzir a Jerusalém, irei prestar-lhe culto em Hebron.
9 ରାଜା ତାଙ୍କୁ କହିଲେ, ତୁମ୍ଭେ ଶାନ୍ତି ରେ ୟାଅ।
9 Vai em paz, disse-lhe o rei. E ele foi para Hebron.
10 ଅବଶା ଲୋମ ଇଶ୍ରାୟେଲର ଗ୍ଭରିଆଡେ ଲୋକ ପଠାଇ ଥିଲେ, ତୁମ୍ଭମାନେେ ତୂରୀଧ୍ବନି ଶକ୍ସ୍ଟଣିବା ମାତ୍ ରେ ତୁମ୍ଭମାନେେ ଘାଷେଣା କର ଅବଶାଲୋମ ହିବ୍ରୋଣର ରାଜା ହାଇେଛନ୍ତି।'
10 Absalão enviou emissários secretos a todas as tribos de Israel, com esta mensagem: Quando ouvirdes o som da trombeta, dizei: Absalão é rei em Hebron!
11 ଯେଉଁ 200 ଲୋକ ଅବଶା ଲୋମ ଦ୍ବାରା ନିମନ୍ତ୍ରିତ ହାଇେଥିଲେ, ସମାନେେ ତାଙ୍କ ସହିତ ୟିରକ୍ସ୍ଟଶାଲମ ପରିତ୍ଯାଗ କଲେ। ସମାନେେ ଜାଣି ନଥିଲେ କ'ଣ ତାଙ୍କର ଯୋଜନା।
11 Ora, tinham partido de Jerusalém com Absalão duzentos homens, convidados por ele, que o seguiam com simplicidade de coração, sem nada suspeitar.
12 ଯେତବେେଳେ ଅବଶା ଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀଯ ଅହୀଥୋଫଲକକ୍ସ୍ଟ ତାହାର ନଗର ଗୀଲୋରକ୍ସ୍ଟ ଡକାଇଲେ। ତହିଁରେ ଚକ୍ରାନ୍ତ ଦକ୍ସ୍ଟଢ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହକ୍ସ୍ଟତ ବୃଦ୍ଧି ପାଇଲେ।
12 Enquanto oferecia os sacrifícios, Absalão mandou chamar também Aquitofel, gilonita, conselheiro de Davi, à sua cidade de Gilo. E assim a conjuração se fortificava e se tornava cada vez mais numerosa em torno de Absalão.
13 ଏହାପରେ ଜଣେ ଦୂତ ଦାଉଦଙ୍କ ନିକଟକକ୍ସ୍ଟ ଆସି କହିଲା, ଇଶ୍ରାୟେଲ ଲୋକମାନଙ୍କର ମନ ଅବଶା ଲୋମଙ୍କ ଉପରେ ଅଛି।
13 Vieram então anunciar a Davi: Os israelitas aderem a Absalão!
14 ଏଥି ରେ ଦାଉଦ ତାଙ୍କ ସହିତ ଥିବା ସମସ୍ତ ଦାସ ଯେଉଁମାନେ ୟିରକ୍ସ୍ଟଶାଲମ ରେ ଥିଲେ ତାଙ୍କୁ କହିଲେ ଯେ, ଆମ୍ଭମାନେେ ଏଠାରକ୍ସ୍ଟ ପଳାଇବା, ନଚେତ୍ ଅବଶା ଲୋମ ଆମକକ୍ସ୍ଟ କାହାରିକକ୍ସ୍ଟ ଛାଡିବ ନାହିଁ। ଆଉ ସେ ଆମ୍ଭମାନଙ୍କୁ ଧ୍ବଂସ କରିବ ଓ ୟିରକ୍ସ୍ଟଶାଲମର ସମସ୍ତ ଲୋକଙ୍କକ୍ସ୍ଟ ହତ୍ଯା କରିବ।
14 Davi disse então a todos os que estavam com ele em Jerusalém: Vamos, fujamos, porque não podemos de outro modo escapar a Absalão! Apressai-vos e parti, não suceda que ele nos surpreenda de repente, e nos inflija a ruína, passando a cidade ao fio da espada.
15 ରାଜାଙ୍କର କର୍ମଗ୍ଭରୀମାନେ ଦାଉଦ ରାଜାଙ୍କକ୍ସ୍ଟ କହିଲେ, ଆପଣ ଯାହା କହିବେ ଆମ୍ଭେ ତାହା କରିବାକୁ ପ୍ରସ୍ତକ୍ସ୍ଟତ ଅଛକ୍ସ୍ଟ।
15 Os servos do rei disseram-lhe: Faça-se como ordenar o rei, meu senhor; somos teus servos.
16 ତାଙ୍କର ଘର ଜଗିବା ପାଇଁ ଦଶଜଣ ଉପପତ୍ନୀଙ୍କକ୍ସ୍ଟ ଛାଡି ଅନ୍ୟ ସମସ୍ତେ ସେ ସ୍ଥାନରକ୍ସ୍ଟ ପଳାଯନ କଲେ।
16 O rei partiu a pé com toda a sua família, mas deixou dez concubinas para guardar o palácio.
17 ରାଜା ଗ୍ଭଲି ଗଲେ ଓ ତାଙ୍କ ପେଛ ପେଛ ସମସ୍ତ ଲୋକ ଗଲେ। ସମାନେେ ଶଷେ ମକ୍ସ୍ଟଣ୍ତ ରେ ଥିବା ଗୃହ ରେ ଅଟକି ଗଲେ।
17 O rei saiu, pois, a pé com todos os seus servos, e se detiveram na última casa.
18 ପକ୍ସ୍ଟଣି ତାଙ୍କର ସମସ୍ତ କର୍ମଗ୍ଭରୀ ଅଗ୍ରସର ହେଲେ। ଗାଥ ନଗରରକ୍ସ୍ଟ ତାଙ୍କ ପେଛ ପେଛ ଯେଉଁ 600 ଲୋକ ଆସିଥିଲେ, ସମାନେେ ସମସ୍ତେ କରେଥୀଯ, ପଲେଥୀଯ ଓ ଗାଥୀଯ ଲୋକ ଥିଲେ। ସମାନେେ ସମସ୍ତେ ରାଜାଙ୍କର ଆଗ ରେ ପାର ହାଇେ ଗଲେ।
18 Todo o seu exército desfilava ao seu lado; os cereteus, os feleteus e todos os geteus, em número de seiscentos homens que o tinham seguido desde Get, todos marchavam diante do rei.
19 ସେତବେେଳେ ରାଜା ଗାଥୀଯ ଇତ୍ତଯକକ୍ସ୍ଟ କହିଲେ, ତୁମ୍ଭମାନେେ କାହିଁକି ଆମ୍ଭମାନଙ୍କ ସଙ୍ଗ ରେ ଯାଉଛ? ଫରେିୟାଅ, ରାଜାଙ୍କ ସହିତ ରହିୟାଅ। କାରଣ ତୁମ୍ଭେ ତ ଜଣେ ବିଦେଶୀ। ତୁମ୍ଭେ ମଧ୍ଯ ନିର୍ବାସିତ ଲୋକ, ତୁମ୍ଭେ ନିଜ ସ୍ଥାନକକ୍ସ୍ଟ ଫରେିୟାଅ।
19 O rei disse a Etai, o geteu: Por que vens também tu conosco? Volta e fica com o {novo} rei, pois és um estrangeiro, e mesmo um exilado de tua terra.
20 ତୁମ୍ଭମାନେେ ଏବେ ମାେ ସହିତ ୟୋଗ ଦଇେଛ, କିହିଁକି ମୁ ତୁମ୍ଭମାନଙ୍କୁ ଏସ୍ଥାନରକ୍ସ୍ଟ ସେସ୍ଥାନକକ୍ସ୍ଟ ଏଣେ ତଣେେ ବକ୍ସ୍ଟଲାଇବି? ଆମ୍ଭମାନେେ ୟକ୍ସ୍ଟଆଡେ ପାରିବକ୍ସ୍ଟ ସିଆଡେ ୟିବକ୍ସ୍ଟ। ତୁମ୍ଭେ ତ କାଲି ଆସିଲ, ଆଜି କ'ଣ ଆମ୍ଭେ ତୁମ୍ଭକୁ ନଇେ ଏଣେ ତଣେେ ସାଙ୍ଗ ରେ ବକ୍ସ୍ଟଲାଇବା? ଫରେିୟାଅ ଓ ତକ୍ସ୍ଟମ୍ଭ ଭାଇମାନଙ୍କୁ ମଧ୍ଯ ତକ୍ସ୍ଟମ୍ଭ ସହିତ ନିଅ। ଦୟା ଓ ସତ୍ଯତା ତୁମ୍ଭର ସହବର୍ତ୍ତୀ ହେଉ।
20 Chegaste ontem, e hoje vou fazer que andes errante conosco, não sabendo eu mesmo aonde vou? Volta. Toma os teus contigo, e que o Senhor seja misericordioso e fiel para contigo.
21 ଏଥି ରେ ଇତ୍ତଯ ରାଜାଙ୍କକ୍ସ୍ଟ ଉତ୍ତର ଦଇେ କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମାରେପ୍ରଭକ୍ସ୍ଟ ମହାରାଜା ଜୀବିତ ଥିବା ପ୍ରମାଣେ, ମୁ ଆପଣଙ୍କ ସହିତ ରହିବି। ମୁ ଆପଣଙ୍କର ଦାସ। ଜୀବନ ରେ ବା ମୃତକ୍ସ୍ଟ୍ଯ ରେ ମୁ ଆପଣଙ୍କ ସହିତ ରହିବି।
21 Mas Etai respondeu ao rei: Pela vida do Senhor, e pela vida do rei, meu senhor! Onde estiver o meu senhor e rei, ali estará também o teu servo, tanto para a morte como para a vida.
22 ଦାଉଦ ଇତ୍ତଯକକ୍ସ୍ଟ କହିଲେ, ତବେେ ୟାଅ, ଅଗ୍ରସର ହକ୍ସ୍ଟଅ।
22 Está bem, disse Davi, passa. E Etai, o geteu, desfilou com todos os seus homens e com toda a sua comitiva.
23 ସମସ୍ତ ଲୋକ ଉଚ୍ଚ ସ୍ବର ରେ ଚିତ୍କାର କଲେ। ରାଜା ମଧ୍ଯ କିଦ୍ରୋଣ ନଦୀ ପାର ହାଇଗେଲେ ଓ ସମସ୍ତ ଲୋକ ନଦୀ ପାର ହାଇେ ମରକ୍ସ୍ଟଭୂମିରେ ପ୍ରବେଶ କଲେ।
23 E estando o rei junto do Cedron, enquanto desfilava o povo diante dele, tomando o caminho da oliveira do deserto, toda a terra chorava em alta voz.
24 ସାଦୋକ ଓ ସମସ୍ତ ଲବେୀୟ ପରମେଶ୍ବରଙ୍କ ନିଯମ-ସିନ୍ଦକ୍ସ୍ଟକ ନଇେ ଆସିଲେ। ୟିରକ୍ସ୍ଟଶାଲମ ନଗର ରେ ସମାନେେ ପରମେଶ୍ବରଙ୍କର ପବିତ୍ର ନିଯମ-ସିନ୍ଦକ୍ସ୍ଟକ ସ୍ଥାପନ କଲେ। ସମସ୍ତ ଲୋକ ବାହାର ହାଇେ ଆସିବା ପର୍ୟ୍ଯନ୍ତ ଅବିଯାଥର ପ୍ରାର୍ଥନା କଲେ
24 Veio também Sadoc com todos os seus levitas, trazendo a arca da aliança de Deus. Depuseram-na, enquanto Abiatar subia, e até que tivesse passado todo o povo que tinha saído da cidade.
25 ରାଜା ଦାଉଦ ସାଦୋକକକ୍ସ୍ଟ କହିଲେ, ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଯିରୁଶାଲମକୁ ଫରୋଇ ନିଅ। ଯଦି ସଦାପ୍ରଭୁ ମାେ ଉପରେ ପ୍ରତି ହକ୍ସ୍ଟଅନ୍ତି, ତବେେ ସଦାପ୍ରଭୁ ମାେତେ ଯିରୁଶାଲମକୁ ଫରୋଇ ଆଣିବେ ଓ ତାଙ୍କର ମନ୍ଦିର ଦେଖିବାର ସକ୍ସ୍ଟ ଯୋଗ ମାେତେ ଦବେେ।
25 Disse então o rei a Sadoc: Reconduz a arca de Deus à cidade. Se eu achar graça aos olhos do Senhor, ele me reconduzirá e me fará revê-la, bem como o lugar de sua habitação.
26 କିନ୍ତୁ ଯଦି ସଦାପ୍ରଭୁ ମାେ ଉପରେ ସଦଯ ନକ୍ସ୍ଟହଁନ୍ତି ବୋଲି କହନ୍ତି, ତବେେ ସେ ଯାହା ଗ୍ଭହିଁବେ ମାେ ଉପରେ ତାହା କରି ପାରିବେ।
26 Mas se disser que não quer mais saber de mim, eis-me aqui; faça de mim o que lhe aprouver.
27 ରାଜା ଯାଜକ ସାଦୋକକକ୍ସ୍ଟ କହିଲେ, ତୁମ୍ଭେ ଜଣେ ସିଦ୍ଧ ପୁରୁଷ। ତୁମ୍ଭେ ଓ ତକ୍ସ୍ଟମ୍ଭ ସହିତ ତୁମ୍ଭର ପକ୍ସ୍ଟତ୍ର ଅହୀମାସ୍ ଓ ଅବିଯାଥରର ପକ୍ସ୍ଟତ୍ର ଯୋନାଥନ ନିରାପଦ ରେ ନଗରକକ୍ସ୍ଟ ଫରେିୟାଅ।
27 O rei disse ainda a Sadoc: Vede: tu e Abiatar, voltai em paz para a cidade com Aquimaas, teu filho, e Jônatas, filho de Abiatar.
28 ତୁମ୍ଭମାନଙ୍କ ଠାରକ୍ସ୍ଟ ମାେ ପାଖକକ୍ସ୍ଟ ତଥ୍ଯ ବାର୍ତ୍ତା ଆସିବା ପର୍ୟ୍ଯନ୍ତ ଯେଉଁଠା ରେ ମରକ୍ସ୍ଟଭୂମିକକ୍ସ୍ଟ ୟିବା ପାଇଁ ନଦୀ ପାରି ହକ୍ସ୍ଟଅନ୍ତି ସଠାେରେ ମୁ ଅପେକ୍ଷା କରି ରହିବି।
28 Eu vou arrastar-me pelas campinas do deserto, esperando que me mandeis notícias.
29 ଏଣୁ ସାଦୋକ ଓ ଅବିଯାଥର ପକ୍ସ୍ଟନର୍ବାର ଯିରୁଶାଲମକୁ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଗଲେ ଓ ସମାନେେ ସଠାେରେ ରହିଲେ।
29 Sadoc e Abiatar reconduziram, pois, a arca de Deus para Jerusalém e lá ficaram.
30 ଦାଉଦ ଜୈତକ୍ସ୍ଟନ ପର୍ବତ ଉପରକକ୍ସ୍ଟ ଚଢି଼ଲେ ଓ ସେ କାନ୍ଦକ୍ସ୍ଟଥିଲେ, ସେ ତାଙ୍କର ମକ୍ସ୍ଟଣ୍ତକକ୍ସ୍ଟ ଘୋଡାଇ ଦଇେ ଖାଲି ପାଦ ରେ ଗ୍ଭଲକ୍ସ୍ଟଥିଲେ।
30 Davi subiu chorando o monte das Oliveiras, cabeça coberta e descalço. Todo o povo que o acompanhava subia também chorando, com a cabeça coberta.
31 ଜଣେ ଲୋକ ଦାଉଦଙ୍କକ୍ସ୍ଟ କହିଲେ, ଅବଶା ଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି। ତା'ପରେ ଦାଉଦ ପ୍ରାର୍ଥନା କଲେ, ହେ ମାରେ ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକକ୍ସ୍ଟ ଅଦରକାରୀ କର।
31 Foi anunciado a Davi que Aquitofel estava também entre os conjurados de Absalão. Davi disse: Fazei que se frustrem, ó Senhor, meu Deus, os desígnios de Aquitofel!
32 ଦାଉଦ ପର୍ବତର ଉପରି ଭାଗକକ୍ସ୍ଟ ଆସିଲେ, ଯେଉଁଠା ରେ ସେ ସଦାପ୍ରଭୁଙ୍କୁ ଉପାସନା କରୁଥିଲେ। ଉଠାଣୀର ଶୃଙ୍ଗ ନିକଟରେ ଦାଉଦ ପହଁଞ୍ଚି ଦେଖିଲେ ଅର୍କୀଯ ହଶଯ ନିଜର ଚିରାଜାମା ପିନ୍ଧି ଓ ମସ୍ତକରେ ମୂର୍ତ୍ତିକା ଦଇେ ତାଙ୍କୁ ଭଟେିବା ପାଇଁ ଉପସ୍ଥିତ ହେଲା।
32 Ora, chegando Davi ao cume do monte, no lugar onde se adorava Deus, veio-lhe ao encontro Cusai, o araquita, com a túnica em farrapos e a cabeça coberta de pó.
33 ସେଥି ରେ ଦାଉଦ ତାଙ୍କୁ କହିଲେ, ତୁମ୍ଭେ ଯଦି ମାେ ସହିତ ଅଗ୍ରସର ହକ୍ସ୍ଟଅ, ତବେେ ତୁମ୍ଭେ ମାରେ ଭାର ସଦୃଶ ହବେ।
33 Davi disse-lhe: Se vieres comigo, ser-me-ás pesado;
34 କିନ୍ତୁ ତୁମ୍ଭେ ଯଦି ଯିରୁଶାଲମକୁ ଫରେିୟାଅ, ତୁମ୍ଭେ ଅହୀଥୋଫଲର ଉପଦେଶକକ୍ସ୍ଟ ହତାଶ କରିପାର। ତବେେ ଅବଶା ଲୋମକକ୍ସ୍ଟ କକ୍ସ୍ଟହ, ' ହେ ମହାରାଜ, ମୁ ଆପଣଙ୍କର ଦାସ ଅଟେ, ମୁ ଆପଣଙ୍କର ପିତାଙ୍କର ସବୋ କଲି, ବର୍ତ୍ତମାନ ମୁ ଆପଣଙ୍କର ସବୋ କରିବି।'
34 mas se voltares à cidade e disseres a Absalão: eu quero ser, ó rei, teu servo, como fui outrora servo de teu pai; doravante servir-te-ei a ti - então desconcertarás a meu favor o desígnio de Aquitofel.
35 ସଠାେରେ ତକ୍ସ୍ଟମ୍ଭ ସହିତ ଯାଜକ ସାଦୋକ ଓ ଅବିଯାଥର ଅଛନ୍ତି। ଏଣୁ ତୁମ୍ଭେ ରାଜଗୃହରକ୍ସ୍ଟ ଯାହା ସବୁ ଶକ୍ସ୍ଟଣିବ, ତାହା ସାଦୋକ ଓ ଅବିଯାଥର ଯାଜକକକ୍ସ୍ଟ ଜଣାଇବ।
35 Terás lá contigo os sacerdotes Sadoc e Abiatar, a quem comunicarás tudo o que souberes no palácio real.
36 ସଠାେରେ ସମାନଙ୍କେ ସଙ୍ଗେ ସମାନଙ୍କେର ଦକ୍ସ୍ଟଇ ପକ୍ସ୍ଟତ୍ର, ସାଦୋକର ପକ୍ସ୍ଟତ୍ର ଅହୀମାସ ଓ ଅବିଯାଥର ପକ୍ସ୍ଟତ୍ର ଯୋନାଥନ ଅଛନ୍ତି, ତୁମ୍ଭମାନେେ ଯାହା ଯାହା ଶକ୍ସ୍ଟଣିବ, ସେସବୁ କଥା ସମାନଙ୍କେ ହାତ ରେ ମାେ ପାଖକକ୍ସ୍ଟ ଖବର ଦବେ।
36 Com eles estão os seus dois filhos, Aquimaas, filho de Sadoc, e Jônatas, filho de Abiatar; por eles me transmitireis tudo o que ouvirdes.
37 ତା'ପରେ ଦାଉଦଙ୍କର ବନ୍ଧକ୍ସ୍ଟ ହଶଯ ନଗରକକ୍ସ୍ଟ ଆସିଲା ଏବଂ ଅବଶା ଲୋମ ମଧ୍ଯ ୟିରକ୍ସ୍ଟଶାଲମ ରେ ପହନ୍ଚିଲେ।
37 E Cusai, amigo de Davi, voltou para a cidade, no momento em que Absalão fazia a sua entrada em Jerusalém.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Samuel 15, comparar traduções ou montar um estudo — tudo direto pelo WhatsApp.