2 Samuel 14

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ ଦେଖିଲା ଯେ, ରାଜାଙ୍କର ଅନ୍ତଃକରଣ ଅବଶା ଲୋମ ଆଡେ ଅଛି।
1 Joabe, filho de Zeruia, percebeu que o rei estava com saudade de Absalão,
2 ଏଣୁ ଯୋୟାବ ତକୋଯକକ୍ସ୍ଟ ଲୋକ ପଠାଇ ସଠାେରକ୍ସ୍ଟ ଏକ ଜ୍ଞାନବତୀ ସ୍ତ୍ରୀ ଲୋକ ଆଣିବାକକ୍ସ୍ଟ କହିଲା। ଯୋୟାବ ସହେି ବକ୍ସ୍ଟଦ୍ଧିମତୀ ସ୍ତ୍ରୀ ଲୋକଟିକକ୍ସ୍ଟ କହିଲେ, ଦୟାକରି ବହକ୍ସ୍ଟତ ଦକ୍ସ୍ଟଃଖିତ ଥିବାର ଛଳନା କର। ଶାେକ ବସ୍ତ୍ର ପରିଧାନ କର। ତୁମ୍ଭର କେଶ ରେ ଓ ମକ୍ସ୍ଟଖ ରେ ତଲେିଆ ପ୍ରସାଧାନ ଲଗାଅନାହିଁ। ମାତ୍ର ମୃତ ଲୋକ ପାଇଁ ବହକ୍ସ୍ଟକାଳରକ୍ସ୍ଟ ଶାେକକାରିଣୀ ସ୍ତ୍ରୀ ପରି ବ୍ଯବହାର କର।
2 então mandou buscar uma mulher astuta em Tecoa, e lhe disse: "Finja que está de luto: Vista-se de preto e não se perfume. Aja como uma mulher que há algum tempo está de luto.
3 ରାଜାଙ୍କ ନିକଟକକ୍ସ୍ଟ ୟାଇ ମୁ ତୁମ୍ଭକୁ ଯାହା କକ୍ସ୍ଟ ହେ ସହେି ବାକ୍ଯ ତାଙ୍କୁ କକ୍ସ୍ଟହ, ତା'ପରେ ଯୋୟାବ ବକ୍ସ୍ଟଦ୍ଧିମତୀ ସ୍ତ୍ରୀ ଲୋକଟିକକ୍ସ୍ଟ ଯାହା କହିବା ପାଇଁ ହବେ କହିଲେ।
3 Vá dizer ao rei estas palavras", e a instruiu sobre o que ela deveria dizer.
4 ତହକ୍ସ୍ଟଁ ତକୋଯର ସହେି ସ୍ତ୍ରୀ ଜଣକ ରାଜାଙ୍କକ୍ସ୍ଟ କଥା କହିବା ବେଳେ ଭୂମିରେ ମକ୍ସ୍ଟଣ୍ତମାଡି ପ୍ରମାଣ କରି କହିଲା, ମହାରାଜ, ରକ୍ଷା କରନ୍ତକ୍ସ୍ଟ।
4 Quando a mulher apresentou-se ao rei, prostrou-se, rosto em terra, em sinal de respeito, e lhe disse: "Ajuda-me, ó rei! "
5 ତହିଁରେ ରାଜା ପଚାରିଲେ, କ'ଣ ତୁମ୍ଭର ଅସକ୍ସ୍ଟବିଧା କରୁଛି?
5 "Qual é o seu problema? ", perguntou-lhe o rei, e ela respondeu: "Sou viúva, meu marido morreu
6 ଆପଣଙ୍କ ଏହି ଦାସୀର ଦକ୍ସ୍ଟଇ ପକ୍ସ୍ଟତ୍ର ଥିଲେ। ସେ ଦକ୍ସ୍ଟ ହେଁ କ୍ଷେତ୍ର ରେ ବିବାଦ କଲେ। ସେତବେେଳେ ସମାନଙ୍କେୁ ଛଡାଇ ଦବୋକକ୍ସ୍ଟ କହେି ନଥିବାରକ୍ସ୍ଟ ଜଣେ ଅନ୍ୟ ଜଣଙ୍କକ୍ସ୍ଟ ମାରି ବଧ କଲା।
6 deixando-me com dois filhos. Eles brigaram no campo e, não havendo ninguém para separá-los, um acabou matando o outro.
7 ବର୍ତ୍ତମାନ ମାରେ ପକ୍ସ୍ଟରା ପରିବାର ମାରେ ବିରକ୍ସ୍ଟଦ୍ଧାଚରଣ କରୁଛନ୍ତି। ସମାନେେ ମାେତେ କହିଲେ, 'ତୁମ୍ଭେ ସେ ପକ୍ସ୍ଟତ୍ରକକ୍ସ୍ଟ ଆଣି ଦିଅ ଯେ ତା'ର ଭାଇକକ୍ସ୍ଟ ମାରିଅଛି। ଆମ୍ଭମାନେେ ତାକକ୍ସ୍ଟ ହତ୍ଯା କରିବକ୍ସ୍ଟ। କାରଣ ସେ ତା'ର ଭାଇକକ୍ସ୍ଟ ହତ୍ଯା କଲା?' ମାେ ପକ୍ସ୍ଟଅ ହେଉଛି ମାରେ ଶଷେ ଅଗ୍ନିଶିଖା। ଯଦି ସମାନେେ ତାକକ୍ସ୍ଟ ହତ୍ଯା କରନ୍ତକ୍ସ୍ଟ, ତବେେ ସହେି ଅଗ୍ନିଶିଖା ଜଳି ଲିଭିୟିବ। ସେ ତା'ର ବାପାର ସଐତ୍ତି ପାଇବାର ଏକମାତ୍ର ଜୀବିତ ଉତ୍ତରାଧିକାରୀ ପକ୍ସ୍ଟତ୍ର। ଯଦି ସମାନେେ ତାକକ୍ସ୍ଟ ହତ୍ଯା କରନ୍ତି, ତବେେ ସହେି ସଐତ୍ତି ଅନ୍ୟ ଜଣକକ୍ସ୍ଟ ଦିଆୟିବ ଏବଂ ତା'ପରେ ମାରେ ସ୍ବାମୀର ନାମ ଏହି ଦେଶରକ୍ସ୍ଟ ଲିଭିୟିବ।
7 Agora, todo o clã levantou-se contra a tua serva, exigindo: ‘Entregue o assassino, para que o matemos pela vida do irmão, e nos livremos também do herdeiro’. Assim eles querem apagar a última centelha que me restou, deixando meu marido sem nome nem descendência na face da terra".
8 ତା'ପରେ ରାଜା ଦାଉଦ ସେ ସ୍ତ୍ରୀକକ୍ସ୍ଟ କହିଲେ, ଗୃହକକ୍ସ୍ଟ ଫରେିୟାଅ। ମୁ ଏ ବିଷଯ ରେ ତକ୍ସ୍ଟମର ଯତ୍ନ ନବେି।
8 O rei disse à mulher: "Vá para casa. Eu mandarei que cuidem do seu caso".
9 ତକୋଯର ସହେି ସ୍ତ୍ରୀ ଲୋକଟି ରାଜାଙ୍କକ୍ସ୍ଟ କହିଲା, ହେ ମାରେ ସଦାପ୍ରଭୁ, ଏ ଅପରାଧଟି ମାେ ଉପରେ ଓ ମାେ ପରିବାର ଉପରେ ଥାଉ। ମାତ୍ର ମହାରାଜ ଓ ତାଙ୍କ ସିଂହାସନ ଦୋଷ ରହିତ ହେଉ।
9 Mas a mulher de Tecoa lhe disse: "Ó rei, meu senhor, é sobre mim e sobre a família de meu pai que pesará a iniqüidade; não pesa culpa sobre o rei e sobre o seu trono".
10 ତା'ପରେ ରାଜା କହିଲେ, କହେି ଯଦି ତୁମ୍ଭକୁ କିଛି କ ହେ, ତାକକ୍ସ୍ଟ ମାେ ସମ୍ମକ୍ସ୍ଟଖକକ୍ସ୍ଟ ଆଣ ଏବଂ ସେ ତୁମ୍ଭର ଆଉ ବିବ୍ରତ କରିବ ନାହିଁ।
10 O rei respondeu: "Se alguém ameaçá-la, traga-o a mim, e ele não mais a incomodará".
11 ସ୍ତ୍ରୀ ଲୋକଟି କହିଲେ, ଆପଣ ସଦାପ୍ରଭୁ ପରମେଶ୍ବରଙ୍କ ନାମ ରେ ଶପଥ ନଇେ କହନ୍ତକ୍ସ୍ଟ, ଆପଣ ସମାନଙ୍କେୁ ଅଟକାଇବେ, ଯେଉଁମାନେ ତା'ର ଭାଇର ହତ୍ଯା ୟୋଗକ୍ସ୍ଟଁ ମାରେ ପକ୍ସ୍ଟତ୍ରକକ୍ସ୍ଟ ହତ୍ଯା କରିବାକୁ ଗ୍ଭହାଁନ୍ତି। ଶପଥ କରନ୍ତକ୍ସ୍ଟ ଯେ, ଆପମ ସମାନଙ୍କେୁ ମାରେ ପକ୍ସ୍ଟତ୍ରକକ୍ସ୍ଟ ଧ୍ବଂସ କରିବା ପାଇଁ ଦବେେ ନାହିଁ।
11 Ela acrescentou: "Peço então ao rei que, em nome do Senhor, o seu Deus, não permita que o vingador da vítima cause maior destruição, matando meu outro filho". E disse ele: "Eu juro pelo nome do Senhor, que nem um só fio de cabelo da cabeça de seu filho cairá".
12 ସେ କହିଲା, ମାରେ ରାଜା ସଦାପ୍ରଭୁ ଦୟାକରି ମାେତେ କିଛି କହିବା ପାଇଁ ଦିଅନ୍ତକ୍ସ୍ଟ।
12 Disse-lhe ainda a mulher: "Permite que a tua serva fale mais uma coisa ao rei meu senhor". "Fale", respondeu ele.
13 ସ୍ତ୍ରୀ ଲୋକଟି କହିଲା, ତବେେ ଆପଣ କାହିଁକି ପରମେଶ୍ବରଙ୍କ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ଏପରି ଯୋଜନା କରିଛନ୍ତି? ରାଜା ଯାହା କହିଲେ, ତାହା ତାଙ୍କର ଦୋଷକକ୍ସ୍ଟ ପ୍ରତିବିମ୍ବିତ କଲା। କାରଣ ରାଜା ଆପଣା ନିର୍ବାସିତ ପକ୍ସ୍ଟତ୍ରକକ୍ସ୍ଟ ଫରୋଇ ଆଣକ୍ସ୍ଟ ନାହାଁନ୍ତି।
13 Disse então a mulher: "Por que terá o rei agido contra o povo de Deus? O rei está se condenando com o que acaba de dizer, pois não permitiu a volta do que foi banido.
14 ଆମ୍ଭମାନେେ ଦିନେ ନା ଦିନେ ସମସ୍ତେ ମରିବା। ଆମ୍ଭମାନେେ ଭୂମିରେ ଢଳା ହାଇେଥିବା ପାଣିପରି, ଯାହାକି ପକ୍ସ୍ଟନର୍ବାର ସଂଗ୍ରହ ହାଇେ ପାରିବ ନାହିଁ। ପରମେଶ୍ବର ଲୋକମାନଙ୍କୁ କ୍ଷମା କରନ୍ତି। ସେ ସମାନଙ୍କେ ପାଇଁ ଯୋଜନା କଲେ, ଯେଉଁମାନଙ୍କୁ ନିରାପଦ ପାଇଁ ବାଧ୍ଯ ରେ ଦୌଡି ପଳାନ୍ତି।
14 Que teremos que morrer um dia, é tão certo como não se pode recolher a água que se espalhou pela terra. Mas Deus não tira a vida; pelo contrário, cria meios para que o banido não permaneça afastado dele.
15 ମାରେ ପ୍ରଭକ୍ସ୍ଟ ଓ ମହାରାଜ ମୁ ଏହି କଥାଗକ୍ସ୍ଟଡିକ କହିବାକକ୍ସ୍ଟ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ଆସିଲି କାରଣ ଲୋକମାନେ ମାେତେ ଭୟ ଦଖାଇେଲେ। ତେଣୁ ନିଜକକ୍ସ୍ଟ ଭାବିଲି, 'ମୁ ମହାରାଜାଙ୍କକ୍ସ୍ଟ କହିବି, ହାଇପୋ ରେ, ମହାରାଜ ମାେତେ ସାହାୟ୍ଯ କରିପାରନ୍ତି।
15 "E eu vim falar sobre isso ao rei, meu senhor, porque o povo me ameaçou. Tua serva pensou que se falasse com o rei, talvez ele atendesse o seu pedido,
16 ରାଜା ମାରେକଥା ଶକ୍ସ୍ଟଣିବେ ଏବଂ ଯେଉଁମାନେ ମାେତେ ଏବଂ ମାରେ ପକ୍ସ୍ଟତ୍ରକକ୍ସ୍ଟ ମାରିବାକକ୍ସ୍ଟ ଗ୍ଭହକ୍ସ୍ଟଁଛନ୍ତି। ସମାନଙ୍କେ କବଳରକ୍ସ୍ଟ ମାେତେ ରକ୍ଷା କରିବେ।' ସେ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ଦଇେଥିବା ଅଧିକାରରକ୍ସ୍ଟ ବଞ୍ଚିତ କରିବେ ନାହିଁ।
16 e concordasse em livrar a sua serva das mãos do homem que está tentando eliminar tanto a mim como a meu filho da herança que Deus nos deu.
17 ମୁ ଜାଣେ ମାରେମୂନିବଙ୍କର କଥା, ନିଶ୍ଚିତ ଭାବରେ ମାେତେ ବିଶ୍ରାମ ଦବେ କାରଣ ଆପଣ ହେଉଛନ୍ତି ଜଣେ ପରମେଶ୍ବରଙ୍କ ଦୂତପରି। ଆପଣ ଜାଣନ୍ତି କେଉଁଟା ଠିକ୍ ଓ କେଉଁଟା ଭକ୍ସ୍ଟଲ୍ ଏବଂ ସଦାପ୍ରଭୁ ତୁମ୍ଭର ପରମେଶ୍ବର ସର୍ବଦା ତକ୍ସ୍ଟମ୍ଭ ପାଖ ରେ ଅଛନ୍ତି।
17 "E agora a tua serva diz: Traga-me descanso a decisão do rei, o meu senhor, pois o rei, meu senhor, é como um anjo de Deus, capaz de discernir entre o bem e o mal. Que o Senhor teu Deus esteja contigo! "
18 ରାଜା ଦାଉଦ ସ୍ତ୍ରୀ ଲୋକଟିକକ୍ସ୍ଟ କହିଲେ, ମୁ ତୁମ୍ଭକୁ କେତକେ ପ୍ରଶ୍ନ ପଗ୍ଭରିବି। ତୁମ୍ଭେ ତା'ର ଉତ୍ତର ଦବେ।
18 Então o rei disse à mulher: "Não me esconda nada do que vou lhe perguntar". "Fale o rei, meu senhor", disse a mulher.
19 ରାଜା କହିଲେ, ଯୋୟାବ କ'ଣ ତୁମ୍ଭକୁ ଏପରି କହିବାକକ୍ସ୍ଟ କହିଥିଲେ?
19 O rei perguntou: "Não é Joabe que está por trás de tudo isso? " A mulher respondeu: "Juro por tua vida, ó rei, ninguém é capaz de desviar-se para a direita ou para a esquerda do que tu dizes. Sim, foi o teu servo Joabe quem me mandou aqui para dizer tudo isso.
20 ଯୋୟାବ ଏପରି କରିଥିଲେ, ତେଣୁ ଆପଣା ପ୍ରେତ୍ୟକକ କଥାକକ୍ସ୍ଟ ଅଲଗା ଭାବରେ ଦେଖି ପାରିଥାନ୍ତେ। ମାରେ ପ୍ରଭକ୍ସ୍ଟ, ଆପଣ ପରମେଶ୍ବରଙ୍କ ଦୂତ ପରି ଜ୍ଞାନୀ, ପୃଥିବୀ ରେ କେଉଁଠି କ'ଣ ହେଉଛି, ଆପଣ ସବୁ ଜାଣି ପାରକ୍ସ୍ଟଛନ୍ତି।
20 O teu servo Joabe agiu assim para mudar essa situação. Mas o meu senhor é sábio como um anjo de Deus, e nada lhe escapa de tudo o que acontece em seu país".
21 ରାଜା ଯୋୟାବକକ୍ସ୍ଟ କହିଲେ, ଦେଖ, ମୁ ସହେି କଥା କଲି। ଏଣୁ ୟାଅ ସହେି ୟକ୍ସ୍ଟବକ ଅବଶା ଲୋମକକ୍ସ୍ଟ ପକ୍ସ୍ଟନର୍ବାର ଆଣ।
21 Depois o rei disse a Joabe: "Muito bem, atenderei esse pedido. Vá e traga de volta o jovem Absalão".
22 ଯୋୟାବ ମକ୍ସ୍ଟଣ୍ତ ନୂଆଁଇ ରାଜାଙ୍କକ୍ସ୍ଟ ପ୍ରଣାମ କଲା ଓ ରାଜାଙ୍କ ନାମ ରେ ଜଯଗାନ କଲା। ସେ କହିଲା, ହେ ରାଜା! ମୁ ଜାଣେ ଯେ, ଆଜି ଆରଣଙ୍କ ଦୃଷ୍ଟି ରେ ମୁ ଅନକ୍ସ୍ଟଗ୍ରହ ପାଇଛି। ଏହା ଆଜି ମୁ ଜାଣେ କାରଣ ଆପଣଙ୍କର ଦାସର କଥାନକ୍ସ୍ଟସା ରେ କାର୍ୟ୍ଯ କଲେ।
22 Joabe prostrou-se, rosto em terra, abençoou o rei e disse: "Hoje o teu servo ficou sabendo que o vês com bons olhos, pois o rei atendeu o pedido de seu servo".
23 ଯୋୟାବ ଉଠି ଗଶୂରକକ୍ସ୍ଟ ୟାଇ ଅବଶା ଲୋମକକ୍ସ୍ଟ ଯିରୁଶାଲମକୁ ଆଣିଲା।
23 Então Joabe foi a Gesur e trouxe Absalão de volta para Jerusalém.
24 କିନ୍ତୁ ଦାଉଦ ରାଜା କହିଲେ, ଅବଶା ଲୋମ ତା' ନିଜ ଘରକକ୍ସ୍ଟ ଫରେିୟାଇ ପାରିବ। ସେ ଆସିପାରିବ ନାହିଁ ଓ ଦେଖିପାରିବ ନାହିଁ। ତେଣୁ ଅବଶା ଲୋମ ତା'ର ନିଜ ଗୃହକକ୍ସ୍ଟ ଫରେିଗଲା। ଅବଶା ଲୋମ ରାଜାଙ୍କକ୍ସ୍ଟ ସାକ୍ଷାତ କରିପାରିଲା ନାହିଁ।
24 Mas o rei disse: "Ele irá para a casa dele; não virá à minha presença". Assim, Absalão foi para a sua casa e não compareceu mais à presença do rei.
25 ସମକ୍ସ୍ଟଦାଯ ଇଶ୍ରାୟେଲ ମଧିଅରେ ଅବଶା ଲୋମ ପରି ଅତି ସକ୍ସ୍ଟନ୍ଦର ୟକ୍ସ୍ଟବକ କହେି ନଥିଲେ। ଲୋକମାନେ ତା'ର ସୌନ୍ଦର୍ୟ୍ଯକକ୍ସ୍ଟ ପ୍ରଶଂସା କରୁଥିଲେ। ତା'ର ପାଦରକ୍ସ୍ଟ ମସ୍ତକ ପର୍ୟ୍ଯନ୍ତ କେଉଁଠା ରେ ଗକ୍ସ୍ଟଣ ନ ଥିଲା।
25 Em todo o Israel não havia homem tão elogiado por sua beleza como Absalão. Da cabeça aos pés não havia nele nenhum defeito.
26 ତା' ମକ୍ସ୍ଟଣ୍ତ ରେ ବାଳ ଭାରୀ ହବୋରକ୍ସ୍ଟ ସେ ତାକକ୍ସ୍ଟ କାଟିଲା। ପ୍ରତିବର୍ଷ ତା' ମକ୍ସ୍ଟଣ୍ତରକ୍ସ୍ଟ 200 ଶକେଲ ବାଳ ବାହା ରେ।
26 Sempre que o cabelo lhe ficava pesado demais, ele o cortava e o pesava: eram dois quilos e quatrocentos gramas, segundo o padrão do rei.
27 ଅବଶା ଲୋମର ତିନି ପକ୍ସ୍ଟତ୍ର ଓ ଗୋଟିଏ ଝିଅ ଥିଲା। ସେ ଝିଅର ନାମ ତାମର ଥିଲା। ତାମର ମଧ୍ଯ ଭାରୀ ସକ୍ସ୍ଟନ୍ଦରୀ ଥିଲେ।
27 Ele teve três filhos e uma filha, chamada Tamar, que se tornou uma linda mulher.
28 ଅବଶାଲୋମ ୟିରକ୍ସ୍ଟଶାଲମ ରେ ଦକ୍ସ୍ଟଇ ବର୍ଷ ଧରି ରହିଲେ। କିନ୍ତୁ ସେ ରାଜାଙ୍କକ୍ସ୍ଟ ଦଖାେ କରିପାରକ୍ସ୍ଟ ନ ଥିଲେ। କାରଣ ତାଙ୍କୁ ଏପରି ଅନକ୍ସ୍ଟମତି ଦିଆୟାଇ ନଥିଲା।
28 Absalão morou dois anos em Jerusalém sem ser recebido pelo rei.
29 ଅବଶାଲୋମ ଯୋୟାବଙ୍କ ନିକଟକକ୍ସ୍ଟ ଖବର ପଠାଇଲେ। ତାଙ୍କ ତରଫରକ୍ସ୍ଟ ରାଜାଙ୍କ ସମ୍ମକ୍ସ୍ଟଖକକ୍ସ୍ଟ ୟିବା ପାଇଁ। କିନ୍ତୁ ଯୋୟାବ ଆସିବାକକ୍ସ୍ଟ ଓ ଦଖାେ କରିବାକୁ ମନା କରି ଦଲୋ। ଅବଶା ଲୋମ ଦ୍ବିତୀୟ ଥର ତାଙ୍କୁ ଡକାଇଲେ, କିନ୍ତୁ ସେ ଆସିବାକକ୍ସ୍ଟ ମନା କଲେ।
29 Então mandou chamar Joabe para enviá-lo ao rei, mas Joabe não quis ir. Mandou chamá-lo pela segunda vez, mas ele, novamente, não quis ir.
30 ତେଣୁ ଅବଶାଲୋମ ତା'ର କର୍ମଗ୍ଭରୀମାନଙ୍କୁ କହିଲେ, ଦେଖ, ଯୋୟାବର କ୍ଷତେ ଠିକ୍ ମାରେ କ୍ଷତେ ପାଖ ରେ ଏବଂ ସେ ସେଥି ରେ ବାର୍ଲୀ ଚାଷ କରିଛି। ତୁମ୍ଭମାନେେ ୟାଅ ଓ ତାକକ୍ସ୍ଟ ପୋଡି଼ ଦିଅ।
30 Então Absalão disse a seus servos: "Vejam, a propriedade de Joabe é vizinha da minha, e ele tem uma plantação de cevada. Tratem de incendiá-la". E os servos de Absalão puseram fogo na plantação.
31 ଯୋୟାବ ଉଠି ଅବଶାଲୋମର ଗୃହକକ୍ସ୍ଟ ଆସିଲେ। ଯୋୟାବ ଅବଶା ଲୋମକକ୍ସ୍ଟ କହିଲା, କାହିଁକି ତୁମ୍ଭର ଦାସମାନେ ମାେ ବିଲ ରେ ନିଆଁ ଲଗାଇଲେ?
31 Então Joabe foi à casa de Absalão e lhe perguntou: "Porque os seus servos puseram fogo na minha propriedade? "
32 ଅବଶାଲୋମ ଯୋୟାବକକ୍ସ୍ଟ କହିଲା, ମୁ ତକ୍ସ୍ଟମ୍ଭ ପାଖକକ୍ସ୍ଟ ବାର୍ତ୍ତାବହ ପଠାଇଲି, ମୁ ତୁମ୍ଭକୁ ଡାକିଲି। ଏହା ପଗ୍ଭରିବାକକ୍ସ୍ଟ ମୁ ତୁମ୍ଭକୁ ରାଜାଙ୍କ ନିକଟକକ୍ସ୍ଟ ପଠାଇବା ପାଇଁ ଗ୍ଭହିଁଲି। କାହିଁକି ତୁମ୍ଭେ ମାେତେ ଗଶୂରରକ୍ସ୍ଟ ଡକାଇଲ? ତେଣୁ, ମାରଗେଶୂର ରେ ରହିବା ଭଲ। ଠିକ୍ ଅଛି, ତବେେ ବର୍ତ୍ତମାନ ମାେତେ ରାଜାଙ୍କକ୍ସ୍ଟ ସାକ୍ଷାତ କରିବାକୁ ଦିଅନ୍ତକ୍ସ୍ଟ। ଯଦି ମୁ ପାପ କରିଥାଏ ତବେେ ସେ ମାେତେ ହତ୍ଯା କରିବା ଉଚିତ୍।
32 Absalão respondeu: "Mandei chamá-lo para enviá-lo ao rei com a seguinte mensagem: ‘Por que voltei de Gesur? Melhor seria que eu lá permanecesse! ’ Quero ser recebido pelo rei; e, se eu for culpado de alguma coisa, que ele mande me matar".
33 ତା'ପରେ ଯୋୟାବ ୟାଇ ରାଜାଙ୍କକ୍ସ୍ଟ ଏକଥା ଜଣାଇଲା। ତା'ପରେ ରାଜା ଅବଶା ଲୋମକକ୍ସ୍ଟ ପାଖକକ୍ସ୍ଟ ଡକାଇଲେ, ସେ ଆସି ରାଜାଙ୍କକ୍ସ୍ଟ ଭୂମିଷ୍ଟ ପ୍ରଣାମ କଲା, ରାଜା ଅବଶା ଲୋମକକ୍ସ୍ଟ ଚକ୍ସ୍ଟମ୍ବନ କଲେ।
33 Então Joabe foi contar tudo ao rei. Este mandou chamar Absalão, que entrou e prostrou-se, rosto em terra, perante o rei. E o rei saudou-o com um beijo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Samuel 14, comparar traduções ou montar um estudo — tudo direto pelo WhatsApp.