2 Samuel 12

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ସଦାପ୍ରଭୁ ଦାଉଦଙ୍କ ନିକଟକକ୍ସ୍ଟ ନାଥନକକ୍ସ୍ଟ ପଠାଇଲେ। ନାଥନ ୟାଇ ଦାଉଦଙ୍କକ୍ସ୍ଟ କହିଲେ, ଏକ ନଗର ରେ ଦକ୍ସ୍ଟଇଜଣ ଲୋକ ଥିଲେ। ସେଥି ମଧ୍ଯରକ୍ସ୍ଟ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ।
1 O Senhor enviou Natã a Davi. Chegando Natã a Davi, disse-lhe: Havia numa cidade dois homens, um rico e outro pobre.
2 ଧନୀ ଲୋକର ଅତି ବହକ୍ସ୍ଟତ ଗାଈ, ବଳଦ ଓ ମାେଣ୍ତାପଲ ଥିଲା।
2 Tinha o rico ovelhas e gado em grande número;
3 ମାତ୍ର ଦରିଦ୍ର ଲୋକଟିର ଗୋଟିଏ ସାନ ମେଣ୍ତା ଛକ୍ସ୍ଟଆ ବ୍ଯତୀତ ଆଉ କିଛି ନଥିଲା। ସେ ମଧ୍ଯ ତାକକ୍ସ୍ଟ କିଣି ପାଳକ୍ସ୍ଟଥିଲା। ତା' ସଙ୍ଗେ ଓ ତା'ର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢିଲା। ମେଣ୍ତା ଛକ୍ସ୍ଟଆଟି ତା'ର ନିଜ ତକ୍ସ୍ଟଣ୍ତରକ୍ସ୍ଟ ଆହାର ଖାଇଲା ଓ ତାହାର ନିଜ ପାତ୍ରରକ୍ସ୍ଟ ପାନ କଲା ଓ ତା'ର କୋଳ ରେ ମଧ୍ଯ ଶଯନ କଲା। ସହେି ମେଣ୍ତା ଛକ୍ସ୍ଟଆଟି ସେ ଗରୀବ ଲୋକଟିର ଝିଅପରି ବଢିଲା।
3 mas o pobre não tinha coisa nenhuma, senão uma cordeirinha que comprara e criara, e que em sua casa crescera, junto com seus filhos; comia do seu bocado e do seu copo bebia; dormia nos seus braços, e a tinha como filha.
4 ତା'ପରେ ଜଣେ ୟାତ୍ରୀ ଆସିଲେ ଓ ସହେି ଧନୀ ଲୋକଙ୍କକ୍ସ୍ଟ ଦେଖିଲେ। ତହିଁରେ ସହେି ଧନୀ ଲୋକଟି, ତା' ନିକଟକକ୍ସ୍ଟ ଆସିଥିବା ଅତିଥି ପାଇଁ ରାନ୍ଧିବାକକ୍ସ୍ଟ ନିଜ ପଲରକ୍ସ୍ଟ ଓ ନିଜ ଗୋଠରକ୍ସ୍ଟ ନଇେ ମେଣ୍ତା ଖାଇବାକକ୍ସ୍ଟ ଦବୋକକ୍ସ୍ଟ ଇଛା କଲା ନାହିଁ। ମାତ୍ର ସହେି ଦରିଦ୍ର ଲୋକଟିର ମେଣ୍ତା ଛକ୍ସ୍ଟଆଟିକକ୍ସ୍ଟ ନଇେ ଅତିଥିଙ୍କ ପାଇଁ ରାନ୍ଧିଲା।
4 Vindo um viajante ao homem rico, não quis este tomar das suas ovelhas e do gado para dar de comer ao viajante que viera a ele; mas tomou a cordeirinha do homem pobre e a preparou para o homem que lhe havia chegado.
5 ଏକଥା ଶକ୍ସ୍ଟଣି, ଧନୀ ଲୋକଟି ଉପରେ ଦାଉଦ ରାଗିଗଲେ, ପକ୍ସ୍ଟଣି ଦାଉଦ ନାଥନଙ୍କକ୍ସ୍ଟ କହିଲେ, ଯେଉଁ ବ୍ଯକ୍ତିଟି ଏପରି କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ନିଶ୍ଚିତ ମରିବ।
5 Então, o furor de Davi se acendeu sobremaneira contra aquele homem, e disse a Natã: Tão certo como vive o Senhor , o homem que fez isso deve ser morto.
6 ସେ ଏପରି କର୍ମ କରିବାରକ୍ସ୍ଟ ଓ ସେ କିଛି ଦୟା ନକରିବାରକ୍ସ୍ଟ ସହେି ମେଣ୍ତାର ଗ୍ଭରିଗକ୍ସ୍ଟଣ ଫରୋଇ ଦବେ।
6 E pela cordeirinha restituirá quatro vezes, porque fez tal coisa e porque não se compadeceu.
7 ନାଥନ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ହେଉଛ ସହେି ଧନୀ ଲୋକ, ଯାହାକି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହିଛନ୍ତି, 'ମୁ ତୁମ୍ଭକୁ ଇଶ୍ରାୟେଲର ରାଜା କରିବାକୁ ପସନ୍ଦ କଲି। ମୁ ତୁମ୍ଭକୁ ଶାଉଲଠାରକ୍ସ୍ଟ ରକ୍ଷା କଲି।
7 Então, disse Natã a Davi: Tu és o homem. Assim diz o Senhor , Deus de Israel: Eu te ungi rei sobre Israel e eu te livrei das mãos de Saul;
8 ମୁ ତୁମ୍ଭକୁ ତକ୍ସ୍ଟମ୍ଭ ପ୍ରଭକ୍ସ୍ଟର ଗୃହ ଓ ତା'ର ସ୍ତ୍ରୀମାନଙ୍କୁ ଦଲେି। ଇଶ୍ରାୟେଲ ଓ ୟିହକ୍ସ୍ଟଦାକକ୍ସ୍ଟ ଶାସନ କରିବା ପାଇଁ ମଧ୍ଯ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଲେି। ଯଦି ଏହା ଅଳ୍ପ ହେଲା, ତବେେ ମୁ ତୁମ୍ଭକୁ ଅଧିକ ଦଇେଥାନ୍ତି।
8 dei-te a casa de teu senhor e as mulheres de teu senhor em teus braços e também te dei a casa de Israel e de Judá; e, se isto fora pouco, eu teria acrescentado tais e tais coisas.
9 ତେଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କର ଆଦେଶକକ୍ସ୍ଟ ଅବଜ୍ଞା କଲ? ସେ ଯାହା ଭୂଲ୍ ବୋଲି କହନ୍ତି ତୁମ୍ଭେ ତାହା କାହିଁକି କଲ? ତୁମ୍ଭେ ହିତ୍ତୀଯ ଊରିଯକକ୍ସ୍ଟ ମାରି ତା' ସ୍ତ୍ରୀକକ୍ସ୍ଟ ତୁମ୍ଭେ ସ୍ତ୍ରୀ କରିଅଛ। ତୁମ୍ଭେ ଅେମ୍ମାନୀୟମାନଙ୍କ ଖଣ୍ତାଦ୍ବାରା ଊରିଯକକ୍ସ୍ଟ ମାରି ଅଛ।
9 Por que, pois, desprezaste a palavra do Senhor , fazendo o que era mau perante ele? A Urias, o heteu, feriste à espada; e a sua mulher tomaste por mulher, depois de o matar com a espada dos filhos de Amom.
10 ତେଣୁ ଖଡ୍ଗ ତୁମ୍ଭର ପରିବାରର ଜୀବନ ନବୋ ଚିରଦିନ ଗ୍ଭଲକ୍ସ୍ଟରଖିବ। କାରଣ ହିତ୍ତୀଯ ଊରିଯର ସ୍ତ୍ରୀକକ୍ସ୍ଟ ନଇେ ତୁମ୍ଭର ସ୍ତ୍ରୀ କରି ମାେତେ ତକ୍ସ୍ଟଚ୍ଛ ଜ୍ଞାନ କରିଅଛ।'
10 Agora, pois, não se apartará a espada jamais da tua casa, porquanto me desprezaste e tomaste a mulher de Urias, o heteu, para ser tua mulher.
11 ସଦାପ୍ରଭୁ ଏକଥା କହନ୍ତି, 'ମୁ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ବିପତ୍ତି ଆଣିବାକକ୍ସ୍ଟ ଯାଉଅଛି ଏବଂ ଏବା ତକ୍ସ୍ଟମ୍ଭ ପରିବାରରକ୍ସ୍ଟ ଆସିବ। ମୁ ତୁମ୍ଭର ସ୍ତ୍ରୀମାନଙ୍କୁ ନଇୟିବେି ଓ ତୁମ୍ଭର ଅତି ନିଜର ଲୋକକୁ ଦବେି। ସେ ସମାନଙ୍କେ ସହିତ ଶଯନ କରିବ ଏବଂ ପ୍ରେତ୍ୟକକ ତାହା ଜାଣିବେ।
11 Assim diz o Senhor : Eis que da tua própria casa suscitarei o mal sobre ti, e tomarei tuas mulheres à tua própria vista, e as darei a teu próximo, o qual se deitará com elas, em plena luz deste sol.
12 ତୁମ୍ଭେ ବତ୍ଶବୋ ସହିତ ଗୋପନ ରେ ଶଯନ କଲ, କିନ୍ତୁ ମୁ ତୁମ୍ଭକୁ ଦଣ୍ତ ଦବେି ସମସ୍ତ ଇଶ୍ରାୟେଲଙ୍କ ସମ୍ମକ୍ସ୍ଟଖ ରେ ଯେପରି ସମସ୍ତ ଲୋକ ଏହା ଦେଖି ପାରିବେ।'
12 Porque tu o fizeste em oculto, mas eu farei isto perante todo o Israel e perante o sol.
13 ଦାଉଦ ନାଥନକକ୍ସ୍ଟ କହିଲେ, ମୁ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ଅପରାଧ କରିଅଛି।
13 Então, disse Davi a Natã: Pequei contra o Senhor . Disse Natã a Davi: Também o Senhor te perdoou o teu pecado; não morrerás.
14 କିନ୍ତୁ ତୁମ୍ଭେ ଏହି କକ୍ସ୍ଟକର୍ମ କରି ସଦାପ୍ରଭୁଙ୍କୁ ବହକ୍ସ୍ଟତ ଅସମ୍ମାନ ଦଖାଇେଅଛ। ତେଣୁ ଜନ୍ମ କରୁଥିବା ପକ୍ସ୍ଟତ୍ରଗଣ ନିଶ୍ଚଯ ମରିବ।
14 Mas, posto que com isto deste motivo a que blasfemassem os inimigos do Senhor , também o filho que te nasceu morrerá.
15 ତା'ପରେ ନାଥନ ଗୃହକକ୍ସ୍ଟ ଫରେିଗଲେ। ସଦାପ୍ରଭୁ ଊରିଯର ସ୍ତ୍ରୀଠାରକ୍ସ୍ଟ ଜନ୍ମ ଦାଉଦର ସନ୍ତାନକକ୍ସ୍ଟ ଅତ୍ଯନ୍ତ ପୀଡିତ କରି ଦେଲେ।
15 Então, Natã foi para sua casa. E o
16 ଦାଉଦ ବାଳକ ନିମନ୍ତେ ପରମେଶ୍ବରଙ୍କ ନିକଟରେ ନିବଦନେ କଲେ ଓ ଦାଉଦ ଉପବାସ କଲେ ଓ ଭିତ ରେ ୟାଇ ରାତ୍ରିୟାକ ଭୂମି ଉପରେ ପଡି ରହିଲେ।
16 Buscou Davi a Deus pela criança; jejuou Davi e, vindo, passou a noite prostrado em terra.
17 ଦାଉଦ ପରିବାରର ବଯସ୍କମାନେ ଦାଉଦଙ୍କକ୍ସ୍ଟ ଭୂମିରକ୍ସ୍ଟ ଉଠାଇବାକକ୍ସ୍ଟ ଚାହିଁଲେ। କିନ୍ତୁ ଦାଉଦ ଉଠିଲେ ନାହିଁ କି ସମାନଙ୍କେ ସହିତ ଭୋଜନ କଲେ ନାହିଁ।
17 Então, os anciãos da sua casa se achegaram a ele, para o levantar da terra; porém ele não quis e não comeu com eles.
18 ଏହିପରି ସଲ୍ଗମ ଦିନ ରେ ପିଲାଟି ମରିଗଲା, କିନ୍ତୁ ସମାନେେ ଭୟ ରେ ଦାଉଦଙ୍କକ୍ସ୍ଟ ଏକଥା ଜଣାଇଲେ ନାହିଁ, ସମାନେେ ନିଜ ଭିତ ରେ କକ୍ସ୍ଟହାକକ୍ସ୍ଟହି ହେଲ, କାରଣ ପିଲାଟି ବଞ୍ଚିଥିବା ସମୟରେ ସେ ଆମ କଥା ଶୁଣିଲେ ନାହିଁ। ଯଦି ଆମ୍ଭେ ପିଲାଟିର ମୃତକ୍ସ୍ଟ୍ଯ ବିଷଯ ରେ କହିଥାନ୍ତକ୍ସ୍ଟ, ସେ ତା'ର ନିଜର କ୍ଷତି କରିଥାନ୍ତା। ସେଥିପାଇଁ ସମାନେେ ଏହା କହିଲେ ନାହିଁ।
18 Ao sétimo dia, morreu a criança; e temiam os servos de Davi informá-lo de que a criança era morta, porque diziam: Eis que, estando a criança ainda viva, lhe falávamos, porém não dava ouvidos à nossa voz; como, pois, lhe diremos que a criança é morta? Porque mais se afligirá.
19 କିନ୍ତୁ ଦାଉଦ ଦେଖିଲେ ଲୋକମାନେ ଫକ୍ସ୍ଟସରକ୍ସ୍ଟଫାସର ହେଉଛନ୍ତି। ତେଣୁ ଦାଉଦ ବକ୍ସ୍ଟଝିପାରିଲେ ଯେ ପିଲାଟି ମରି ୟାଇଛି। ତେଣୁ ଦାଉଦ ତାଙ୍କର ଦାସମାନଙ୍କୁ ପଚାରିଲେ, କ'ଣ ପିଲାଟି ମରିଗଲା?
19 Viu, porém, Davi que seus servos cochichavam uns com os outros e entendeu que a criança era morta, pelo que disse aos seus servos: É morta a criança? Eles responderam: Morreu.
20 ତା'ପରେ ଦାଉଦ ଉଠିଲେ, ଗା ଧୋଇଲେ, ତାଙ୍କର ପୋଷାକ ପରିବର୍ତ୍ତନ କରି ପୋଷାକ ପିନ୍ଧିଲେ ଏବଂ ସଦାପ୍ରଭୁଙ୍କର ମନ୍ଦିରକକ୍ସ୍ଟ ଉପାସନା ପାଇଁ ଗଲେ। ତା'ପରେ ଘରକକ୍ସ୍ଟ ୟାଇ ଖାଇବାକକ୍ସ୍ଟ ଖାଦ୍ୟ ମାଗିଲେ। ତାଙ୍କର ଦାସମାନେ ତାଙ୍କୁ ଯାହା ଖାଦ୍ୟ ଦେଲେ ଓ ସେ ତାହା ଖାଇଲେ।
20 Então, Davi se levantou da terra; lavou-se, ungiu-se, mudou de vestes, entrou na Casa do Senhor e adorou; depois, veio para sua casa e pediu pão; puseram-no diante dele, e ele comeu.
21 ଦାଉଦଙ୍କକ୍ସ୍ଟ ତାଙ୍କର ଦାସମାନେ ପଚାରିଲେ, ଆପଣ ଏପରି ବ୍ଯବହାର କାହିଁକି କଲେ? ଯେତବେେଳେ ପିଲାଟି ବଞ୍ଚିଥିଲା ଆପଣ ଖାଇବାକକ୍ସ୍ଟ ମନା କଲେ ଓ କାନ୍ଦିଲେ କିନ୍ତୁ ପିଲାଟି ମରିୟିବା ପରେ ଉଠିଲେ ଓ ଖାଦ୍ୟ ଖାଇଲେ।
21 Disseram-lhe seus servos: Que é isto que fizeste? Pela criança viva jejuaste e choraste; porém, depois que ela morreu, te levantaste e comeste pão.
22 ଦାଉଦ କହିଲେ, ପିଲାଟି ବଞ୍ଚିଥିବା ସମୟରେ ମୁ ଖାଇବାକକ୍ସ୍ଟ ମନାକଲି କାରଣ ମୁ କ୍ରନ୍ଦନ କଲି, 'ଯଦି ପରମେଶଓରଙ୍କୁ ମାରଦେକ୍ସ୍ଟଃଖ ଜଣାଏ କାଳେ ସେ ମାେ ଉପରେ ଦୟା କରିବେ ଏବଂ ପିଲାଟିକକ୍ସ୍ଟ ବଞ୍ଚିବାକକ୍ସ୍ଟ ଦବେେ।'
22 Respondeu ele: Vivendo ainda a criança, jejuei e chorei, porque dizia: Quem sabe se o Senhor se compadecerá de mim, e continuará viva a criança?
23 କିନ୍ତୁ ବର୍ତ୍ତମାନ ପିଲାଟି ମରିଅଛି, ମୁ କାହିଁକି ଆଉ ଉପବାସ କରିବି। ମୁ କ'ଣ ପିଲାଟିର ଜୀବନ ଫରୋଇ ଆଣି ପାରିବି। ଦିନେ ମୁ ତା' ନିକଟକକ୍ସ୍ଟ ୟିବି କିନ୍ତୁ ସେ ମାେ ନିକଟକକ୍ସ୍ଟ ଆସି ପାରିବ ନାହିଁ।
23 Porém, agora que é morta, por que jejuaria eu? Poderei eu fazê-la voltar? Eu irei a ela, porém ela não voltará para mim.
24 ତା'ପରେ ଦାଉଦ ବତ୍ଶବୋକକ୍ସ୍ଟ ସାନ୍ତ୍ବନା ଦେଲେ ଓ ତାଙ୍କ ସହିତ ୟୌନସଐର୍କ ରଖିଲେ ଓ ସେ ଗର୍ଭବତୀ ହେଲ ଓ ସେ ଆଉ ଏକ ପକ୍ସ୍ଟତ୍ରକକ୍ସ୍ଟ ଜନ୍ମ ଦେଲେ। ଦାଉଦ ସେ ପିଲାଟିର ନାମ ଶଲୋମନ ରଖିଲେ। ସଦାପ୍ରଭୁ ଶଲୋମନଙ୍କକ୍ସ୍ଟ ପ୍ ରମେ କଲେ।
24 Então, Davi veio a Bate-Seba, consolou-a e se deitou com ela; teve ela um filho a quem Davi deu o nome de Salomão; e o Senhor o amou.
25 ସଦାପ୍ରଭୁ ନାଥନ ନାମକ ଏକ ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ କହି ପଠାଇଲେ ଏବଂ ସଦାପ୍ରଭୁ ନାଥନ ତା'ର ନାମ ଶଲୋମନ ୟିଦୀଦିଯପରି ଦେଲେ। ନାଥନ ସଦାପ୍ରଭୁଙ୍କ ପାଇଁ ଏହା କଲେ।
25 Davi o entregou nas mãos do profeta Natã, e este lhe chamou Jedidias, por amor do Senhor .
26 ଅେମ୍ମାନୀୟମାନଙ୍କର ରାଜଧାନୀ ସହର ରଦ୍ଦାକକ୍ସ୍ଟ ଯୋୟାବ ୟକ୍ସ୍ଟଦ୍ଧ କରି କରଗତ କଲେ।
26 Entretanto, pelejou Joabe contra Rabá, dos filhos de Amom, e tomou a cidade real.
27 ଯୋୟାବ ଦାଉଦଙ୍କ ନିକଟକକ୍ସ୍ଟ ଦୂତଗଣ ସହିତ ଏହି ବାର୍ତ୍ତା ପଠାଇଲେ: ମୁ ରଦ୍ଦା ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିଛି ଏବଂ ଏହାର ଜଳ ଯୋଗାଣକକ୍ସ୍ଟ ସକ୍ସ୍ଟରକ୍ଷା ଦେଉଥିବା ଦକ୍ସ୍ଟର୍ଗକକ୍ସ୍ଟ ଅକ୍ତିଆର କରିଛି।
27 Então, mandou Joabe mensageiros a Davi e disse: Pelejei contra Rabá e tomei a cidade das águas.
28 ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ରୀତ କରି ନଗର ନିକଟରେ ଛାଉଣୀ ସ୍ଥାପନ କରି ତାହା ହସ୍ତଗତ କରନ୍ତକ୍ସ୍ଟ। ନୋହିଲେ ମୁ ଏହାକକ୍ସ୍ଟ ହସ୍ତଗତ ଓ ମାେ ନାମାନକ୍ସ୍ଟସା ରେ ଖ୍ଯାତ କରିବି।
28 Ajunta, pois, agora o resto do povo, e cerca a cidade, e toma-a, para não suceder que, tomando-a eu, se aclame sobre ela o meu nome.
29 ଏଣୁ ଦାଉଦ ସମସ୍ତ ଲୋକଙ୍କକ୍ସ୍ଟ ଏକତ୍ର କରି ରଦ୍ଦାକକ୍ସ୍ଟ ଗଲେ ଓ ତହିଁ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରି ତାହା ହସ୍ତଗତ କଲେ।
29 Reuniu, pois, Davi a todo o povo, e marchou para Rabá, e pelejou contra ela, e a tomou.
30 ସେ ସମାନଙ୍କେ ରାଜାର ମସ୍ତକରୁ ମକ୍ସ୍ଟକକ୍ସ୍ଟଟ କାଢି ନେଲେ। ତାହା ଏକ ମହଣ ପରିମିତ ସକ୍ସ୍ଟନା ଓ ତହିଁରେ ବହକ୍ସ୍ଟମୂଲ୍ଯ ପ୍ରସ୍ତରମାନ ଖଚିତ ହାଇେଥିଲା। ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପକ୍ସ୍ଟଣି ସେ ମଧ୍ଯ ସହେି ନଗରରକ୍ସ୍ଟ ଲକ୍ସ୍ଟଟ୍ କରି ବହକ୍ସ୍ଟମୂଲ୍ଯ ସାମଗ୍ରି ନଇଗେଲେ।
30 Tirou a coroa da cabeça do seu rei; o peso da coroa era de um talento de ouro, e havia nela pedras preciosas, e foi posta na cabeça de Davi; e da cidade levou mui grande despojo.
31 ସେ ସହରର ଲୋକମାନଙ୍କୁ ବାହାର କରି ଆଣି ସମାନଙ୍କେୁ କରତ ଓ ଲକ୍ସ୍ଟହାମଇ ଓ ଲକ୍ସ୍ଟହା କକ୍ସ୍ଟରାଢି ଦ୍ବାରା କଠିନ କାର୍ୟ୍ଯ କରାଇ ଦଣ୍ତ ଦେଲେ ଓ ସମାନଙ୍କେୁ ଇଟା ତିଆରି କରାଇଲେ। ସେ ଅେମ୍ମାନୀୟମାନଙ୍କ ସମକ୍ସ୍ଟଦାଯ ନଗର ପ୍ରତି ଏପରି କଲେ। ଏହାପରେ ଦାଉଦ ଓ ସମସ୍ତ ଲୋକ ଯିରୁଶାଲମକୁ ଫରେି ଆସିଲେ।
31 Trazendo o povo que havia nela, fê-lo passar a serras, e a picaretas, e a machados de ferro, e em fornos de tijolos; e assim fez a todas as cidades dos filhos de Amom. Voltou Davi com todo o povo para Jerusalém.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Samuel 12, comparar traduções ou montar um estudo — tudo direto pelo WhatsApp.