2 Samuel 11

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଯେତବେେଳେ ବସନ୍ତ ଆସିଲା, ସେତବେେଳେ ରାଜାଗଣ ୟକ୍ସ୍ଟଦ୍ଧକକ୍ସ୍ଟ ୟାଆନ୍ତି। ରାଜା ଦାଉଦ ଯୋୟାବ ଓ ତାଙ୍କର ଲୋକମାନଙ୍କୁ ଏବଂ ସମସ୍ତ ଇଶ୍ରାୟେଲୀୟ ୈସନ୍ଯମାନଙ୍କୁ ଅେମ୍ମାନୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ପଠାଇଲେ ଏବଂ ସମାନେେ ୟକ୍ସ୍ଟଦ୍ଧ କରି ସମାନଙ୍କେୁ ପରାସ୍ତ କଲେ ଓ ରଦ୍ଦା ନଗର ଅଧିକାର କଲେ।
1 No começo do ano, época em que os reis costumavam ir à guerra, Davi enviou Joabe e as tropas israelitas para lutarem contra os amonitas. Eles destruíram o exército inimigo e cercaram a cidade de Rabá. Mas Davi ficou em Jerusalém.
2 ଥରେ ସନ୍ଧ୍ଯା ସମୟରେ ଦାଉଦ ବିଛଣାରକ୍ସ୍ଟ ଉଠି ଛାତ ଉପରେ ବକ୍ସ୍ଟଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସହେି ସ୍ତ୍ରୀ ଜଣକ ଅତି ସକ୍ସ୍ଟନ୍ଦରୀ ଥିଲା।
2 Certa tarde, Davi se levantou da cama depois de seu descanso e foi caminhar pelo terraço do palácio. Enquanto olhava do terraço, reparou numa mulher muito bonita que tomava banho.
3 ତେଣୁ ଦାଉଦ ତାଙ୍କର କର୍ମଗ୍ଭରୀମାନଙ୍କୁ ପଠାଇ ସହେି ସ୍ତ୍ରୀ ବିଷଯ ରେ ବକ୍ସ୍ଟଝିଲେ। ସେ ଜାଣିବାକକ୍ସ୍ଟ ପାଇଲେ ଯେ, ସେ ହେଉଛନ୍ତି ଇଲିଯାମର ଝିଅ ହିତ୍ତୀଯ ଊରିଯର ସ୍ତ୍ରୀ, ବତ୍ଶବୋ।
3 Davi mandou alguém para descobrir quem era a mulher. Disseram-lhe: “É Bate-Seba, filha de Eliã e esposa de Urias, o hitita”.
4 ଦାଉଦ ବତ୍ଶବୋକକ୍ସ୍ଟ ଡାକିବା ପାଇଁ ଦୂତ ପଠାଇଲେ ଏବଂ ଯେତବେେଳେ ସେ ଆସିଲେ। ସହେି ସ୍ତ୍ରୀ ସହିତ ଶଯନ କଲେ। ସେ ସମୟରେ ସହେି ସ୍ତ୍ରୀ ଲୋକଟି ଋତକ୍ସ୍ଟସ୍ନାନ କରିଥିଲା। ତେଣୁ ସେ ନିଜର ଗୃହକକ୍ସ୍ଟ ଫରେିଗଲା।
4 Então Davi enviou mensageiros para que a trouxessem, e teve relações com ela. Bate-Seba havia acabado de completar o ritual de purificação depois da menstruação. E ela voltou para casa.
5 କିନ୍ତୁ ବତ୍ଶବୋ ଗର୍ଭବତୀ ହୁଅନ୍ତେ ଦାଉଦଙ୍କ ନିକଟକକ୍ସ୍ଟ ବାର୍ତ୍ତା ପଠାଇ କହିଲେ, ମୁ ଗର୍ଭବତୀ ହାଇେଛି।
5 Passado algum tempo, quando Bate-Seba descobriu que estava grávida, enviou um mensageiro a Davi para lhe dizer: “Estou grávida”.
6 ତା'ପରେ ଦାଉଦ ଯୋୟାବ ନିକଟକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ, ଊରିଯ ଓ ହିତ୍ତିଯକକ୍ସ୍ଟ ମାେ ପାଖକକ୍ସ୍ଟ ପଠାଅ।
6 Então Davi mandou uma mensagem para Joabe: “Envie-me Urias, o hitita”, e Joabe o enviou a Davi.
7 ତେଣୁ ଊରିଯ ଆସି ପହଁଞ୍ଚିବା ପରେ ଦାଉଦ ତାଙ୍କୁ ଯୋୟାବର କକ୍ସ୍ଟଶଳବାର୍ତ୍ତା ଓ ଲୋକମାନଙ୍କର କକ୍ସ୍ଟଶଳବାର୍ତ୍ତା ଓ ୟକ୍ସ୍ଟଦ୍ଧର କକ୍ସ୍ଟଶଳବାର୍ତ୍ତା ପଚାରିଲେ।
7 Quando Urias chegou, Davi perguntou como estavam Joabe e o exército e como ia a guerra.
8 ତା'ପରେ ଦାଉଦ ଊରିଯକକ୍ସ୍ଟ କହିଲେ ଠିକ୍ ଅଛି, ବର୍ତ୍ତମାନ ତୁମ୍ଭେ ଗୃହକକ୍ସ୍ଟ ୟାଇ ବିଶ୍ରାମ ନିଅ।
8 Então disse a Urias: “Vá para casa e descanse”. Depois que Urias deixou o palácio, Davi lhe enviou um presente.
9 କିନ୍ତୁ ଊରିଯ ଗୃହକକ୍ସ୍ଟ ଗଲେ ନାହିଁ। ସେ ରାଜାଙ୍କର ଦାସମାନଙ୍କ ସହିତ ରାଜ ଗୃହ ଦ୍ବାର ରେ ଶଯନ କଲା।
9 Urias, porém, não foi para casa. Passou a noite na entrada do palácio com os guardas do rei.
10 ଦାସମାନେ ଦାଉଦଙ୍କକ୍ସ୍ଟ କହିଲେ, ଊରିଯ ଘରକକ୍ସ୍ଟ ୟାଇ ନାହାଁନ୍ତି।
10 Quando Davi soube que Urias não tinha ido para casa, mandou chamá-lo e perguntou: “O que aconteceu? Depois de ter ficado tanto tempo fora, por que você não foi para casa ontem à noite?”.
11 ଊରିଯ ଦାଉଦଙ୍କକ୍ସ୍ଟ କହିଲେ, ପବିତ୍ର ସିନ୍ଦକ୍ସ୍ଟକ, ଇଶ୍ରାୟେଲ ଓ ୟିହକ୍ସ୍ଟଦାର ସୈନ୍ଯବାହୀନି ଏବଂ ମାରେ ରାଜାଙ୍କର ଅଧିକାରୀଗଣ ଖାେଲା ପଦା ରେ ତମ୍ବୁ କରଛନ୍ତି। ତେଣୁ ମୁ କିପରି ଭୋଜନ କରିବାକୁ ଘରକକ୍ସ୍ଟ ୟିବି ଏବଂ ତା'ପରେ ମାରେ ସ୍ତ୍ରୀଙ୍କ ସହିତ ଶଯନ କରିବି? ତୁମ୍ଭେ ଓ ମୁ ବଞ୍ଚିଥିବା ୟାଏ ସପରେି କରିବି ନାହିଁ।
11 Urias respondeu: “A arca e os exércitos de Israel e de Judá estão em tendas, e Joabe, meu comandante, e seus soldados estão acampados ao ar livre. Como eu poderia ir para casa para beber, comer e dormir com minha mulher? Juro diante do rei que jamais faria uma coisa dessas”.
12 ଦାଉଦ ଊରିଯକକ୍ସ୍ଟ କହିଲେ, ଆଜି ତୁମ୍ଭେ ଏହିଠା ରେ ରକ୍ସ୍ଟହ। ଆସନ୍ତା କାଲି ମୁ ତୁମ୍ଭକୁ ୟକ୍ସ୍ଟଦ୍ଧ କ୍ଷେତ୍ରକକ୍ସ୍ଟ ପଠାଇ ଦବେି।
12 Então Davi lhe disse: “Pois bem. Fique aqui hoje, e amanhã poderá retornar”. Urias ficou em Jerusalém aquele dia e o dia seguinte.
13 ତା'ପରେ ଦାଉଦ ଊରିଯକକ୍ସ୍ଟ ଡାକି କହିଲେ ଏବଂ ଊରିଯ ଦାଉଦଙ୍କ ସଙ୍ଗେ ଖିଆପିଆ କଲେ। ଦାଉଦ ଊରିଯକକ୍ସ୍ଟ ମଦ୍ଯପାନ କରାଇଲେ, ତା'ପରେ ମଧ୍ଯ ଊରିଯ ଗୃହକକ୍ସ୍ଟ ନ ୟାଇ ରାଜାଙ୍କର ଦାସମାନଙ୍କ ସହିତ ରାଜାଗୃହର ଦ୍ବାର ଦେଶ ରେ ଶଯନ କଲେ।
13 Davi o convidou para jantar e o embriagou. Outra vez, porém, ele dormiu numa esteira, com os guardas do rei, e não foi para sua casa.
14 ତା'ପରେ ସକାଳେ ଯୋୟାବଙ୍କ ନିକଟକକ୍ସ୍ଟ ଏକ ପତ୍ର ଲେଖିଲେ। ଦାଉଦ ସହେି ଚିଠିକକ୍ସ୍ଟ ଊରିଯଙ୍କ ହାତ ରେ ପଠାଇଲେ।
14 Na manhã seguinte, Davi escreveu uma carta para Joabe e mandou Urias entregá-la.
15 ଦାଉଦ ଏହା ପତ୍ର ରେ ଲେଖି ଥିଲେ, ଯେଉଁ କ୍ଷେତ୍ର ରେ ଘମାଘୋଟ ୟକ୍ସ୍ଟଦ୍ଧ ହକ୍ସ୍ଟଏ, ସଠାେରେ ଊରିଯକକ୍ସ୍ଟ ଆଗଧାଡି ରେ ରଖ। ତା'ପରେ ତାକକ୍ସ୍ଟ ସଠାେରେ ଏକା ଛାଡି ଦିଅ, ଯେପରି ସେ ୟକ୍ସ୍ଟଦ୍ଧ ରେ ହତ୍ଯା ହବେ।
15 A carta continha a seguinte instrução: “Coloque Urias na linha de frente, onde o combate estiver mais intenso. Depois, recue para que ele seja morto”.
16 ଯୋୟାବ ନଗର ନିରୀକ୍ଷଣ କରିବା ବେଳେ ଅେମ୍ମାନୀୟ ସାହସୀ ସୈନ୍ଯମାନେ ଯେଉଁଠା ରେ ଥିଲେ ସେ ଦେଖିଲେ ଏବଂ ସେ ଊରିଯକକ୍ସ୍ଟ ସହେି ସ୍ଥାନକକ୍ସ୍ଟ ୟିବା ପାଇଁ ଆଦେଶ ଦେଲେ।
16 Então Joabe colocou Urias numa posição próxima do muro da cidade, onde sabia que estavam os principais guerreiros do inimigo.
17 ନଗରର ଲୋକମାନେ ବାହା ରେ ୟାଇ ଯୋୟାବ ସଙ୍ଗେ ୟକ୍ସ୍ଟଦ୍ଧ କଲେ ଓ ତହିଁରେ ଦାଉଦଙ୍କ ଦାସମାନଙ୍କ ମଧ୍ଯରକ୍ସ୍ଟ କେତକେ ଲୋକ ମୃତକ୍ସ୍ଟ୍ଯବରଣ କଲେ ଓ ହିତ୍ତୀଯ ଊରିଯ ମଧ୍ଯ ମୃତକ୍ସ୍ଟ୍ଯବରଣ କଲେ।
17 Quando os soldados inimigos saíram da cidade para lutar, Urias, o hitita, foi morto junto com muitos outros soldados israelitas.
18 ତା'ପରେ ଯୋୟାବ ଯାହାସବୁ ୟକ୍ସ୍ଟଦ୍ଧ ରେ ହେଲା ସେ ଖବର ଦାଉଦଙ୍କ ନିକଟକକ୍ସ୍ଟ ପଠାଇଲେ।
18 Joabe enviou a Davi um relatório da batalha.
19 ସେ ଦୂତକକ୍ସ୍ଟ ଆଜ୍ଞା ଦେଲେ, ୟକ୍ସ୍ଟଦ୍ଧ ରେ ଘଟକ୍ସ୍ଟଥିବା ସବୁ ଘଟଣା ରାଜାଙ୍କକ୍ସ୍ଟ କକ୍ସ୍ଟହ।
19 Disse a seu mensageiro: “Conte ao rei tudo que aconteceu na batalha.
20 ରାଜା ଏଥି ରେ ରାଗ କରି ପାରନ୍ତି। ଏବଂ ସେ ତୁମ୍ଭକୁ କହିପାରନ୍ତି, 'ଆମ୍ଭର ସୈନ୍ଯଗଣ କାହିଁକି ୟକ୍ସ୍ଟଦ୍ଧ କରିବା ପାଇଁ ନଗରର ଏତେ ନିକଟକକ୍ସ୍ଟ ଗଲେ? ସମାନେେ ପ୍ରାଚୀରରକ୍ସ୍ଟ ତୀର ମାରିବେ ବୋଲି ତୁମ୍ଭେ ଜାଣିଥିଲ କି?
20 Pode ser que ele fique irado e pergunte: ‘Por que as tropas se aproximaram tanto da cidade? Não sabiam que atirariam contra eles dos muros?
21 ୟିରକ୍ସ୍ଟ-ଦ୍ଦେଶତର ପକ୍ସ୍ଟତ୍ର ଅବୀମଲକେକକ୍ସ୍ଟ କିଏ ମାରିଲା? ଜଣେ ସ୍ତ୍ରୀଲୋକ ପ୍ରାଚୀରରକ୍ସ୍ଟ ତାହା ଉପରକକ୍ସ୍ଟ ଚକିର ଉପର ପଟ ପକାନ୍ତେ ସେ କ'ଣ ତବେସେ ରେ ମଲା ନାହିଁ? କାହିଁକି ତୁମ୍ଭମାନେେ ପ୍ରାଚୀରର ଏତେ ନିକଟକକ୍ସ୍ଟ ଗଲ?' ତବେେ ତୁମ୍ଭେ କହିବ, 'ନିଜର ଦାସ ହିତ୍ତୀଯ ଊରିଯ ମଧ୍ଯ ମରିଅଛି।'
21 Acaso Abimeleque, filho de Gideão, não foi morto em Tebes por uma mulher que atirou uma pedra de moinho do alto da muralha? Por que chegaram tão perto dos muros?’. Então diga-lhe: ‘Seu soldado Urias, o hitita, também foi morto’”.
22 ସେ ଦୂତ ୟାଇ ଯୋୟାବ କହିଥିବା କଥା ରାଜା ଦାଉଦଙ୍କକ୍ସ୍ଟ ଜଣାଇଲେ।
22 O mensageiro foi a Jerusalém e deu um relatório completo a Davi.
23 ସହେି ଦୂତ ଜଣକ ରାଜା ଦାଉଦଙ୍କକ୍ସ୍ଟ କହିଲା, ସହେି ଅେମ୍ମାନୀୟ ଲୋକମାନେ ଆମ୍ଭମାନଙ୍କୁ ଖାେଲା ପଡିଆ ରେ ଆକ୍ରମଣ କଲେ, ତାପରେ ଆମ୍ଭେ ନଗରର ଫାଟକ ପର୍ୟ୍ଯନ୍ତ ସମାନଙ୍କେୁ ଘଉଡଇେ ନଲେକ୍ସ୍ଟ।
23 “O inimigo saiu contra nós em campo aberto”, disse o mensageiro. “Quando os perseguíamos de volta até o portão da cidade,
24 ଏଥି ରେ ଧନକ୍ସ୍ଟର୍ଦ୍ଧାରୀମାନେ ପ୍ରାଚୀରରକ୍ସ୍ଟ ଆପଣଙ୍କର ଦାସମାନଙ୍କ ଉପରେ ତୀର ନିକ୍ଷପେ କଲେ। ତେଣୁ ମହାରାଜଙ୍କର କିଛି ଦାସ ମୃତକ୍ସ୍ଟ୍ଯବରଣ କଲେ ଓ ଆପଣଙ୍କର ଦାସ ହିତ୍ତୀଯ ଊରିଯ ମଧ୍ଯ ମୃତକ୍ସ୍ଟ୍ଯବରଣ କଲେ।
24 os arqueiros no alto do muro atiraram flechas contra nós. Alguns dos homens do rei foram mortos; entre eles estava Urias, o hitita.”
25 ଦାଉଦ ଦୂତକକ୍ସ୍ଟ କହିଲେ, ଯୋୟାବକକ୍ସ୍ଟ ଏହି ବାର୍ତ୍ତା ଦିଅ: 'ଏଥି ରେ ତୁମ୍ଭେ ଦକ୍ସ୍ଟଃଖିତ ହକ୍ସ୍ଟଅ ନାହିଁ କାରଣ ଖଣ୍ତା ଜଣକ ପରେ ଅନ୍ୟ ଜଣକକ୍ସ୍ଟ ଆଖିବକ୍ସ୍ଟଜା ଭାବରେ ହତ୍ଯା କରିପାରିବ। ରବାବ ବିରକ୍ସ୍ଟଦ୍ଧ ରେ ଏକ ଜାରଦୋର ଆକ୍ରମଣ କର ଏବଂ ତୁମ୍ଭେ ଜଯଲାଭ କରିବ।' ଏହିସବୁ ବାକ୍ଯ ରେ ଯୋୟାବକକ୍ସ୍ଟ ଉତ୍ସାହିତ କର।
25 Davi respondeu: “Diga a Joabe que não desanime. A espada devora este hoje e aquele amanhã. Lutem bravamente e conquistem a cidade!”.
26 ଏହାପରେ ଊରିଯର ଭାର୍ୟ୍ଯା ତା'ର ସ୍ବାମୀର ମୃତକ୍ସ୍ଟ୍ଯ ସମ୍ବାଦ ପାଇ କାନ୍ଦିଲା ଓ ଶୋକ କଲା।
26 Quando a esposa de Urias soube que seu marido havia morrido, chorou por ele.
27 ଶୋକ କରିବାର ସମୟ ଗତ ହବୋପରେ ଦାଉଦ ଲୋକ ପଠାଇ ବତ୍ଶବୋକକ୍ସ୍ଟ ନିଜ ଗୃହକକ୍ସ୍ଟ ଡକାଇଲେ। ତା'ପରେ ସେ ଦାଉଦଙ୍କର ସ୍ତ୍ରୀ ହାଇେ ରହିଲେ ଓ ସେ ଦାଉଦ ପାଇଁ ଏକ ପକ୍ସ୍ଟତ୍ରକକ୍ସ୍ଟ ଜନ୍ମ ଦଲୋ। ମାତ୍ର ଦାଉଦ ଏପରି ଯେଉଁ କାର୍ୟ୍ଯ କଲେ, ସେଥି ରେ ସଦାପ୍ରଭୁ ସନ୍ତକ୍ସ୍ଟଷ୍ଟ ହେଲେ ନାହିଁ।
27 Terminado o período de luto, Davi mandou trazê-la para o palácio. Ela se tornou uma de suas esposas e deu à luz um filho. Mas o que Davi fez desagradou o S enhor .

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Samuel 11, comparar traduções ou montar um estudo — tudo direto pelo WhatsApp.