2 Reis 6
Oriya Bible (GL_ORIYA) vs ARA
1 ଅନନ୍ତର ଭବିଷ୍ଯଦ୍ବକ୍ତାଙ୍କ ସନ୍ତାନମାନେ ଇଲୀଶାୟଙ୍କୁ କହିଲେ, ଆମ୍ଭମାନେେ ଆପଣଙ୍କ ସମ୍ମୁଖ ରେ ଯେଉଁ ସ୍ଥାନ ରେ ବାସ କରୁଛୁ, ତାହା ଆମ୍ଭମାନଙ୍କ ପାଇଁ ଅତ୍ଯନ୍ତ ସଂକୀର୍ଣ୍ଣ।
1 Disseram os discípulos dos profetas a Eliseu: Eis que o lugar em que habitamos contigo é estreito demais para nós.
2 ଆମ୍ଭମାନେେ ବିନଯ କରି କହୁଅଛୁ, ଆମ୍ଭମାନେେ ୟର୍ଦ୍ଦନ ନଦୀ କୂଳକୁ ୟାଇ ପ୍ରେତ୍ୟକକ ଜଣ ଗୋଟିଏ ଗୋଟିଏ କଡିକାଠ ଆଣି ନିଜ ନିଜ ବସତିପାଇଁ ଗୋଟିଏ ସ୍ଥାନ ନିର୍ମାଣ କରୁ।
2 Vamos, pois, até ao Jordão, tomemos de lá, cada um de nós uma viga, e construamos um lugar em que habitemos. Respondeu ele: Ide.
3 ତନ୍ମଧ୍ଯରୁ ଜଣେ କହିଲା, ବିନଯ କରୁଛି, ଆପଣ ଆମ୍ଭ ସହିତ ଆସନ୍ତୁ।
3 Disse um: Serve-te de ires com os teus servos. Ele tornou: Eu irei.
4 ତହୁଁ ଇଲୀଶାୟ ସମାନଙ୍କେ ସହିତ ୟର୍ଦ୍ଦନ ନଦୀକୁ ଗଲେ। ସମାନେେ କାଠ କାଟିବା ଆରମ୍ଭ କଲେ।
4 E foi com eles. Chegados ao Jordão, cortaram madeira.
5 ମାତ୍ର ଜଣେ କଡିକାଠ କାଟୁ କାଟୁ କୁରାଢିଟିର ଲୁହା ବେଣ୍ଟରୁ ଖସି ପାଣି ରେ ପଡିଗଲା। ଲୋକଟି ସଙ୍ଗେ ସଙ୍ଗେ ଚିତ୍କାର କରି କହିଲା, ହାୟ, ମାରେପ୍ରଭୁ, ମୁଁ କୁରାଢିକୁ ମାଗି ଆଣିଥିଲି।
5 Sucedeu que, enquanto um deles derribava um tronco, o machado caiu na água; ele gritou e disse: Ai! Meu senhor! Porque era emprestado.
6 ପରମେଶ୍ବରଙ୍କ ଲୋକ କହିଲେ, କେଉଁ ସ୍ଥାନ ରେ ତାହା ପଡିଲା?
6 Perguntou o homem de Deus: Onde caiu? Mostrou-lhe ele o lugar. Então, Eliseu cortou um pau, e lançou-o ali, e fez flutuar o ferro,
7 ତା'ପରେ ସେ କହିଲେ, ତାହା ଉଠାଇ ନିଅ। ତା'ପରେ ସେ ହାତ ବଢାଇ ତାହା ନଲୋ।
7 e disse: Levanta-o. Estendeu ele a mão e o tomou.
8 ଥରେ ଅରାମର ରାଜା ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରୁଥିଲେ। ସେ ନିଜର ସନୋର ଉଚ୍ଚକର୍ମଗ୍ଭରୀ ସହିତ ଏକ ସଭା ଥିଲା ଓ ସେ ସମାନଙ୍କେୁ ଆଦେଶ ଦେଲେ, ଏମିତି ସ୍ଥାନ ରେ ଲୁଚିରୁହ ଯେତବେେଳେ ସମାନେେ ଆସିବେ। ଇଶ୍ରାୟେଲୀୟମାନଙ୍କୁ ଆକ୍ରମଣ କର।
8 O rei da Síria fez guerra a Israel e, em conselho com os seus oficiais, disse: Em tal e tal lugar, estará o meu acampamento.
9 ମାତ୍ର ପରମେଶ୍ବରଙ୍କ ଲୋକ ଇଲୀଶାୟ ଇଶ୍ରାୟେଲ ରାଜାଙ୍କ ନିକଟକୁ ଏକ ବାର୍ତ୍ତା ପଠାଇ କହିଲେ, ସାବଧାନ, ତୁମ୍ଭେ ସହେି ସ୍ଥାନ ଦଇେ ୟିବ ନାହିଁ। କାରଣ ଅରାମୀଯମାନେ ସେ ସ୍ଥାନ ରେ ଗୋପନ ରେ ଅଛନ୍ତି।
9 Mas o homem de Deus mandou dizer ao rei de Israel: Guarda-te de passares por tal lugar, porque os siros estão descendo para ali.
10 ତହିଁରେ ପରମେଶ୍ବରଙ୍କ ଲୋକ ଯେଉଁ ସ୍ଥାନ ବିଷଯ ରେ ସାବଧାନ କରାଇଥିଲେ ଇଶ୍ରାୟେଲର ରାଜା ତାଙ୍କ ଲୋକମାନଙ୍କୁ ସହେି ସ୍ଥାନ ବିଷଯ ରେ ଜଣାଇ ସତର୍କ କରାଇଲେ। ଏହିପରି ଇଶ୍ରାୟେଲର ରାଜା ବହୁତ କମ ଲୋକମାନଙ୍କୁ ରକ୍ଷା କଲେ।
10 O rei de Israel enviou tropas ao lugar de que o homem de Deus lhe falara e de que o tinha avisado, e, assim, se salvou, não uma nem duas vezes.
11 ଏଥି ରେ ଅରାମର ରାଜା ଅତ୍ଯନ୍ତ ବ୍ଯସ୍ତ ହାଇେ ପଡିଲେ। ସେ ତାଙ୍କର ଉଚ୍ଚ କର୍ମଗ୍ଭରୀଙ୍କୁ ଡାକି କହିଲେ, ତୁମ୍ଭେ ମାେତେ କୁହ ଆମ୍ଭମାନଙ୍କ ମଧ୍ଯରୁ କିଏ ଇଶ୍ରାୟେଲ ପାଇଁ ଗୋପନ ରେ ସନ୍ଧାନ କରୁଛି।
11 Então, tendo-se turbado com este incidente o coração do rei da Síria, chamou ele os seus servos e lhes disse: Não me fareis saber quem dos nossos é pelo rei de Israel?
12 ଅରାମ ରାଜାଙ୍କ ଅଧିକାରୀଗଣ ମଧ୍ଯରୁ ଜଣେ କହିଲା, ନା, ସଦାପ୍ରଭୁ, ଆମ୍ଭମାନଙ୍କ ମଧ୍ଯରୁ କହେି ଗୁପ୍ତଚର କାମ କରୁନାହାଁନ୍ତି। ଭବିଷ୍ଯଦ୍ବକ୍ତା ଇଲୀଶାୟ ବହୁତ ଗୋପନାଯ କଥା ଇଶ୍ରାୟେଲ ରାଜାଙ୍କୁ ଜଣାନ୍ତି, ଏପରିକି ଶଯନ ଗୃହ ରେ ଯେଉଁ କଥା କୁହନ୍ତି, ତାହା ମଧ୍ଯ ସେ ରାଜାଙ୍କୁ ଜଣାଏ।
12 Respondeu um dos seus servos: Ninguém, ó rei, meu senhor; mas o profeta Eliseu, que está em Israel, faz saber ao rei de Israel as palavras que falas na tua câmara de dormir.
13 ତହୁଁ ଅରାମର ରାଜା କହିଲେ, ୟାଇ ଦେଖ, ସେ କେଉଁଠା ରେ ଅଛି? ମୁଁ ଲୋକ ପଠାଇ ତାକୁ ଆଣିବି।
13 Ele disse: Ide e vede onde ele está, para que eu mande prendê-lo. Foi-lhe dito: Eis que está em Dotã.
14 ତା'ପରେ ଅରାମର ରାଜା ଅଶ୍ବାରୋହୀ, ରଥା ରୋହୀ ଓ ଏକ ବିରାଟ ସୈନ୍ଯବାହିନୀକୁ ଦୋଥନ ପଠାଇଲେ। ସମାନେେ ରାତ୍ରି ରେ ନଗରଟିକୁ ଚତୁର୍ଦ୍ଦିଗରୁ ବେଷ୍ଟନ କଲେ।
14 Então, enviou para lá cavalos, carros e fortes tropas; chegaram de noite e cercaram a cidade.
15 ଇଲୀଶାୟର ଦାସ ପ୍ରତ୍ଯୁଷରୁ ଉଠି ବାହାରକୁ ଗଲା ଓ ନଗରର ଚତୁର୍ଦ୍ଦିଗ ରେ ଅଶ୍ବାରୋହୀ ଓ ରଥା ରୋହୀମାନଙ୍କୁ ବେଢି ରହିଥିବାର ଦେଖିଲା।
15 Tendo-se levantado muito cedo o moço do homem de Deus e saído, eis que tropas, cavalos e carros haviam cercado a cidade; então, o seu moço lhe disse: Ai! Meu senhor! Que faremos?
16 ଇଲୀଶାୟ କହିଲେ, ଭୟ କରନାହିଁ, କାରଣ ଯୋଦ୍ଧା ଆମ୍ଭ ପାଇଁ ୟିଏ ୟୁଦ୍ଧ କରୁଛନ୍ତି, ସମାନଙ୍କେଠାରୁ ଅଧିକ।
16 Ele respondeu: Não temas, porque mais são os que estão conosco do que os que estão com eles.
17 ତା'ପରେ ଇଲୀଶାୟ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ, ମୁଁ ବିନଯ କରୁଛି, ମାରେ ସବେକର ଆଖି ଖାଲିେ ଦିଅ, ଯେପରି ସେ ଦେଖିପାରିବ।
17 Orou Eliseu e disse: Senhor , peço-te que lhe abras os olhos para que veja. O Senhor abriu os olhos do moço, e ele viu que o monte estava cheio de cavalos e carros de fogo, em redor de Eliseu.
18 ତା'ପରେ ଅରାମର ସୈନ୍ଯଗଣ ଇଶ୍ରାୟେଲ ରେ ପହନ୍ଚିଲେ। ଇଲୀଶାୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, ମୁଁ ବିନଯ କରୁଛି, ସହେି ଲୋକମାନଙ୍କୁ ଅନ୍ଧ କରି ଦିଅନ୍ତୁ।
18 E, como desceram contra ele, orou Eliseu ao Senhor e disse: Fere, peço-te, esta gente de cegueira. Feriu-a de cegueira, conforme a palavra de Eliseu.
19 ଇଲୀଶାୟ ଅରାମର ସୈନ୍ଯଗଣଙ୍କୁ କହିଲେ, ଏହା ଠିକ୍ ପଥ ନୁହେଁ କି ଏହା ଠିକ୍ ନଗର ନୁହେଁ। ମାେତେ ଅନୁସରଣ କର, ତୁମ୍ଭମାନେେ ଯେଉଁ ଲୋକକୁ ଖୋଜୁଛ, ତା' ନିକଟକୁ ମୁଁ ନଇୟିବେି। ତା'ପରେ ସେ ଅରାମର ସନୋ ଶମରିଯାକୁ ପରିଗ୍ଭଳିତ କଲେ।
19 Então, Eliseu lhes disse: Não é este o caminho, nem esta a cidade; segui-me, e guiar-vos-ei ao homem que buscais. E os guiou a Samaria.
20 ଯେତବେେଳେ ସମାନେେ ଶମରିଯା ରେ ପହନ୍ଚିଲେ, ଇଲୀଶାୟ କହିଲେ, ହେ ସଦାପ୍ରଭୁ, ଏମାନେ ଯେପରି ଦେଖି ପାରିବେ ଏଥିପାଇଁ ସମାନଙ୍କେ ଚକ୍ଷୁ ଖାଲିଦେିଅ।
20 Tendo eles chegado a Samaria, disse Eliseu: Ó Senhor , abre os olhos destes homens para que vejam. Abriu-lhes o Senhor os olhos, e viram; e eis que estavam no meio de Samaria.
21 ଇଶ୍ରାୟେଲର ରାଜା ଅରାମୀଯମାନଙ୍କୁ ଦେଖି ଇଲୀଶାୟଙ୍କୁ କହିଲେ, ହେ ମାରେ ପିତା! ମୁଁ କ'ଣ ଏମାନଙ୍କୁ ବଧ କରିବି? ମୁଁ କ'ଣ ଏମାନଙ୍କୁ ବଧ କରିବି?
21 Quando o rei de Israel os viu, perguntou a Eliseu: Feri-los-ei, feri-los-ei, meu pai?
22 ଇଲୀଶାୟ ଉତ୍ତର କଲେ, ନା, ସମାନଙ୍କେୁ ବଧ କରନାହିଁ। ତୁମ୍ଭର ଖଡ୍ଗ ଦ୍ବାରା ବନ୍ଦୀ କରିଥିବା ଏହି ଲୋକମାନେ ତୁମ୍ଭର ବନ୍ଦୀ କି? ସମାନଙ୍କେ ସମ୍ମୁଖ ରେ ରୋଟୀ ଓ ଜଳ ରଖ। ସମାନଙ୍କେୁ ଭୋଜନ ଓ ପାନ କରାଇ ଆପଣା ପ୍ରଭୁ ନିକଟକୁ ପଠାଇ ଦିଅ।
22 Respondeu ele: Não os ferirás; fere aqueles que fizeres prisioneiros com a tua espada e o teu arco. Porém a estes, manda pôr-lhes diante pão e água, para que comam, e bebam, e tornem a seu senhor.
23 ଇଶ୍ରାୟେଲର ରାଜା ସମାନଙ୍କେ ପାଇଁ ପ୍ରଚୁର ଖାଦ୍ୟ ପ୍ରସ୍ତୁତ କଲେ। ଅରାମୀଯମାନେ ପାନ ଓ ଭୋଜନ କଲାପରେ ସେ ସମାନଙ୍କେୁ ନିଜ ନିଜ ଘରକୁ ଫରେି ୟିବାକୁ ବିଦାଯ ଦେଲେ। ଅରାମର ସୈନ୍ଯମାନେ ନିଜ ନିଜ ମହାଶୟଙ୍କ ନିକଟକୁ ଫରେିଗଲେ। ଏହାପରେ ଅରାମର ସୈନ୍ଯଦଳ ଆଉ କବେେ ଇଶ୍ରାୟେଲକୁ ୟୁଦ୍ଧ ରେ ଆକ୍ରମଣ କରିବାକୁ ଆସିଲେ ନାହିଁ।
23 Ofereceu-lhes o rei grande banquete, e comeram e beberam; despediu-os, e foram para seu senhor; e da parte da Síria não houve mais investidas na terra de Israel.
24 ଏହାପରେ ଅରାମର ରାଜା ବିନ୍ହଦଦ୍ ନିଜର ସମସ୍ତ ସୈନ୍ଯ ଏକତ୍ର କରି ଶମରିଯାକୁ ୟାଇ ଘରେିଗଲେ ଓ ଆକ୍ରମଣ କଲେ।
24 Depois disto, ajuntou Ben-Hadade, rei da Síria, todo o seu exército, subiu e sitiou a Samaria.
25 ନଗର ଅବରୋଧ ଥିଲା। ଲୋକେ ନଗର ଭିତରକୁ ଖାଦ୍ୟ ଆଣି ପାରିଲେ ନାହିଁ। ଫଳ ରେ ସଠାେରେ ମହାଦୁର୍ଭିକ୍ଷ ଦଖାେ ଦଲୋ। ଏପରି ଶାଚେନୀ ହେଲା ଶମରିଯାର ଗୋଟିଏ ଗର୍ଦ୍ଦଭ ମୁଣ୍ତ ଅଶୀ ରେ ୗପ୍ୟ ମୁଦ୍ରା ରେ ଓ କପୋତମଳର ଏକ ଚତୁର୍ଥାଂଶ ପାଞ୍ଚ ରେ ୗପ୍ୟ ମୁଦ୍ରା ରେ ବିକ୍ରଯ ହେଲା।
25 Houve grande fome em Samaria; eis que a sitiaram, a ponto de se vender a cabeça de um jumento por oitenta siclos de prata e um pouco de esterco de pombas por cinco siclos de prata.
26 ଥରେ ଇଶ୍ରାୟେଲର ରାଜା ନଗରର ଚତୁପାଶର୍ବ ପ୍ରାଚୀର ଉପରେ ଗ୍ଭଲିଲା ବେଳେ ଜଣେ ସ୍ତ୍ରୀଲୋକ ଚିତ୍କାର କରି କହିଲା, ହେ ମାରେ ପ୍ରଭୁ, ମହାରାଜ! ବିନଯ କରୁଛି ମାେତେ ସାହାୟ୍ଯ କରନ୍ତୁ।
26 Passando o rei de Israel pelo muro, gritou-lhe uma mulher: Acode-me, ó rei, meu senhor!
27 ଇଶ୍ରାୟେଲର ରାଜା କହିଲେ, ଯଦି ସଦାପ୍ରଭୁ ତୁମ୍ଭକୁ ସାହାୟ୍ଯ ନ କରନ୍ତି ତବେେ ମୁଁ କିପରି ତୁମ୍ଭକୁ ସାହାୟ୍ଯ କରି ପାରିବି? ମାେ ପାଖ ରେ ତୁମ୍ଭକୁ ଦବୋକୁ କିଛି ନାହିଁ। ଶସ୍ଯ ଖଳା ରେ ଶସ୍ଯ ନାହିଁକି ଦ୍ରାକ୍ଷାକ୍ଷେତ୍ର ରେ ଦ୍ରାକ୍ଷାରସ ନାହିଁ।
27 Ele lhe disse: Se o Senhor te não acode, donde te acudirei eu? Da eira ou do lagar?
28 ଆଉ ରାଜା ପଚାରିଲେ, ତୁମ୍ଭର ଦୁଃଖ କ'ଣ?
28 Perguntou-lhe o rei: Que tens? Respondeu ela: Esta mulher me disse: Dá teu filho, para que, hoje, o comamos e, amanhã, comeremos o meu.
29 ତେଣୁ ଆମ୍ଭମାନେେ ମାରେ ପୁଅକୁ ସିଦ୍ଧ କରି ଖାଇଲୁ। ପରଦିନ ମୁଁ ସେ ସ୍ତ୍ରୀ ଲୋକକୁ କହିଲି, 'ତୁମ୍ଭ ପୁତ୍ରକୁ ଦିଅ, ଆମ୍ଭମାନେେ ତାକୁ ମାରି ଖାଇବା।' କିନ୍ତୁ ସେ ତା' ପୁଅକୁ ଲୁଚାଇ ଅଛି।
29 Cozemos, pois, o meu filho e o comemos; mas, dizendo-lhe eu ao outro dia: Dá o teu filho, para que o comamos, ela o escondeu.
30 ସହେି ସ୍ତ୍ରୀ ଲୋକର କଥା ଶୁଣି ରାଜା ତାଙ୍କର ଲୁଗା ଚିରି ଦେଲେ। ଯେତବେେଳେ ସମାନେେ ପ୍ରାଚୀର ଉପରେ ଯାଉଥିଲେ, ଲୋକମାନେ ତାଙ୍କୁ ଅଖା ପିନ୍ଧିଥିବାର ଦେଖିଲେ। ଏଥିରୁ ସେ ଦୁଃଖିତ ଓ ବ୍ଯସ୍ତ ବୋଲି ଜଣା ଯାଉଥିଲେ।
30 Tendo o rei ouvido as palavras da mulher, rasgou as suas vestes, quando passava pelo muro; o povo olhou e viu que trazia pano de saco por dentro, sobre a pele.
31 ରାଜା କହିଲେ, ଯଦି ଇଲୀଶାୟର ମସ୍ତକ ତାହା ଦହେ ରେ ରହେ, ଆଜି ଦିନଠାରୁ ଶଷେ ୟାଏ ସଦାପ୍ରଭୁ ମାେତେ ଦଣ୍ତ ଦଇେ ପାରନ୍ତି।
31 Disse o rei: Assim me faça Deus o que bem lhe aprouver se a cabeça de Eliseu, filho de Safate, lhe ficar, hoje, sobre os ombros.
32 ରାଜା ଗୋଟିଏ ଦୂତ ଇଲିଶାଯଙ୍କ ନିକଟକୁ ପଠାଇଲେ। ଇଲୀଶାୟ େସତବେଳେ ପ୍ରାଚୀନବର୍ଗଙ୍କ ସହ ତାଙ୍କ ଘ ରେ ବସିଥିଲେ। ଦୂତ ପହଞ୍ଚିବା ପୂର୍ବରୁ ଇଲୀଶାୟ ସହେି ପ୍ରାଚୀନବର୍ଗଙ୍କୁ କହିଲେ, ଏଠାକୁ ଦେଖ, ଏହି ନରହତ୍ଯାକାରୀର ପୁତ୍ର ମାରେ ମୁଣ୍ତ ଛଦନେ କରିବାକୁ ଲୋକ ପଠାଇଛି। ଦେଖ, ସେ ଦୂତ ପହଞ୍ଚିଲା ବେଳେ ଦ୍ବାର ବନ୍ଦ କର ଓ ତାକୁ ଗୃହ ରେ ପ୍ରବେଶ ନ କରାଇ ଦବୋପାଇଁ ଦ୍ବାରକୁ ଦୃଢ ଭାବରେ ଧର। ମୁଁ ଶୁଣେ ତା' ପ୍ରଭୁର ପଦଶଦ୍ଦ ତା'ର ପଛ ରେ?
32 Estava, porém, Eliseu sentado em sua casa, juntamente com os anciãos. Enviou o rei um homem de diante de si; mas, antes que o mensageiro chegasse a Eliseu, disse este aos anciãos: Vedes como o filho do homicida mandou tirar-me a cabeça? Olhai, quando vier o mensageiro, fechai-lhe a porta e empurrai-o com ela; porventura, não vem após ele o ruído dos pés de seu senhor?
33 ଇଲୀଶାୟ ଏହିପରି କଥାବାର୍ତ୍ତା କରୁଥିବା ବେଳେ, ସେ ଦୂତ ତାହା ପାଖକୁ ଆସିଲା, ଆଉ ସେ କହିଲା, ଏହି ଅସୁବିଧା ସଦାପ୍ରଭୁଙ୍କଠାରୁ, ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?
33 Falava ele ainda com eles, quando lhe chegou o mensageiro; disse o rei: Eis que este mal vem do Senhor ; que mais, pois, esperaria eu do Senhor ?
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Reis 6, comparar traduções ou montar um estudo — tudo direto pelo WhatsApp.