2 Reis 4
Oriya Bible (GL_ORIYA) vs VC
1 ଭବିଷ୍ଯଦ୍ବକ୍ତାଗଣ ଦଳର ମଧ୍ଯରୁ ଜଣକର ଭାର୍ୟ୍ଯା ଇଲୀଶାୟଙ୍କ ସମ୍ମୁଖ ରେ ଆସି କ୍ରନ୍ଦନ କରି କହିଲ, ଆପଣଙ୍କର ଦାସ ୟିଏ ମାରେ ସ୍ବାମୀ ଥିଲେ, ସେ ମରିଅଛନ୍ତି। ଆପଣ ଜାଣନ୍ତି ସେ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ମାତ୍ର ସେ ଟଙ୍କା ଏକ ମନୁଷ୍ଯଠାରୁ କରଜ କରଥିଲେ ଓ ସହେି ମହାଜନ ମାରେ ଦୁଇପୁତ୍ରଙ୍କୁ ଦାସ କରିନବୋକୁ ଆସିଅଛି।
1 A mulher de um dos filhos dos profetas clamou a Eliseu, dizendo: Meu marido, teu servo, morreu, e sabes que ele temia o Senhor. Ora, eis que veio o credor tomar os meus dois filhos para fazê-los seus escravos.
2 ତହୁଁ ଇଲୀଶାୟ କହିଲେ, ମୁଁ କିପରି ତୁମ୍ଭକୁ ସାହାୟ୍ଯ କରି ପାରିବି? ଏବେ କୁହ, ତୁମ୍ଭ ଘ ରେ କ'ଣ ଅଛି?
2 Eliseu disse-lhe: Que posso eu fazer por ti? Dize-me: que tens em tua casa? Ela respondeu: Tua serva só tem em sua casa uma garrafa de óleo.
3 ତା'ପରେ ଇଲୀଶାୟ କହିଲେ, ୟାଅ, ତୁମ୍ଭର ପଡ଼ୋଶୀମାନଙ୍କଠାରୁ ଖାଲି ପାତ୍ରଗୁଡିଏ ଧାର ଆଣ। ସମାନଙ୍କେର ଅନକେ ଶୂନ୍ଯ ପାତ୍ର ଥିବ। ସଗେୁଡିକୁ ସବୁ ଆଣ।
3 Vai, replicou Eliseu, pede emprestadas às tuas vizinhas ânforas vazias em grande quantidade.
4 ତା'ପରେ ତୁମ୍ଭ ଘରକୁ ୟାଇ ଦ୍ବାର ବନ୍ଦ କର। କବଳେ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ହିଁ ସହେି ଘ ରେ ରହିବ। ତା'ପରେ ସହେି ପାତ୍ରମାନଙ୍କ ରେ ତୈଳ ଢାଳିବ। ଯେଉଁ ପାତ୍ରଟି ପୂର୍ଣ୍ଣ ହେଉଛି, ତାକୁ ଅଲଗା ରଖିବ।
4 Depois entra, fecha a porta atrás de ti e de teus filhos, e enche com o óleo estas ânforas, pondo-as de lado à medida que estiverem cheias!
5 ଇଲୀଶାୟ ନିକଟରୁ ସେ ବିଧବା ସ୍ତ୍ରୀ ଲୋକଟି ନିଜ ଘରକୁ ଆସି ଘରର ଦ୍ବାର ବନ୍ଦ କଲା। ସେ ଘର ଭିତ ରେ ସେ ଓ ତା'ର ଦୁଇପୁତ୍ର ମାତ୍ର ରହିଲେ। ତା'ର ପୁତ୍ରମାନେ ପାତ୍ରଗୁଡିକୁ ଆଣିଲେ ଓ ସେ ସେଥି ରେ ତୈଳ ଢାଳିଲେ।
5 Partiu a mulher e fechou a porta atrás de si e de seus filhos. Estes traziam-lhe as ânforas e ela as enchia.
6 ସେ ଅନକେ ପାତ୍ର ପୂର୍ଣ କଲା। ଶଷେ ରେ ତା'ର ପୁଅମାନଙ୍କୁ କହିଲା, ମାେତେ ଆଉ ଗୋଟିଏ ପାତ୍ର ଦିଅ।
6 Tendo enchido as ânforas, disse ela ao seu filho: Dá-me mais uma ânfora. Não há mais, respondeu ele. E o óleo cessou de correr.
7 ତା'ପରେ ସ୍ତ୍ରୀ ଲୋକଟି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କୁ ଯାହାସବୁ ଘଟିଥିଲା କହିଲେ। ତହୁଁ ଇଲୀଶାୟ କହିଲେ, ଏବେ ୟାଅ, ସେ ସମସ୍ତ ତୈଳକୁ ବିକି ଋଣ ପରିଶାଧେ କର ଓ ଅବଶିଷ୍ଟ ଅର୍ଥ ରେ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ କାଳାତିପାତ କର।
7 A mulher foi e contou tudo ao homem de Deus. Este disse-lhe: Vai e vende esse óleo para pagar a tua dívida. Depois disso, tu e teus filhos vivereis do resto.
8 ଏକଦା ଇଲୀଶାୟ ଶୁନମେକୁ ଗଲେ। ସଠାେରେ ଏକ ମହତ୍ବପୂର୍ଣ୍ଣ ଧନୀ ସ୍ତ୍ରୀଲୋକ ତାଙ୍କୁ ଅନ୍ନି ଭୋଜନ ଦବୋକୁ ବୁଲାଇଲା। ଏହାପରେ ଇଲୀଶାୟ ଯେତେଥର ସହେି ବାଟ ଦଇେ ଗଲେ େସତେଥର ସଠାେରେ ଅନ୍ନ ଭୋଜନ କଲେ।
8 Certo dia em que Eliseu atravessava Sunão, veio uma mulher rica do lugar e insistiu com ele para comer em sua casa. Depois disso, cada vez que ele passava por aquele lugar, dirigia-se à casa daquela mulher para tomar ali a sua refeição.
9 ସ୍ତ୍ରୀ ଲୋକଟି ଦିନେ ତା'ର ସ୍ବାମୀକୁ କହିଲେ, ଦେଖ, ଏହି ଯେଉଁ ଲୋକଟି ଆମ୍ଭମାନଙ୍କ ଘର ନିକଟକୁ ଦଇେ ସର୍ବଦା ୟାତାଯାତ କରୁଛି, ସେ ପରମେଶ୍ବରଙ୍କ ପବିତ୍ର ଲୋକ ବୋଲି ମୁଁ ଅନୁଭବ କରୁଛି।
9 Ela disse ao seu marido: Escuta: eu sei que esse homem, que passa sempre por nossa casa, é um santo homem de Deus.
10 ତେଣୁ ମୁଁ ତୁମ୍ଭକୁ ବିନଯ କରୁଛି, ତୁମ୍ଭମାନେେ ଆମ୍ଭର ଛାତ ଉପରେ ଗୋଟିଏ େଛାଟ କଠାେରୀ ନିର୍ମାଣ କର ଓ ସେଥି ରେ ଗୋଟିଏ ଖଟ, ମଜେ, ଆସନ ଓ ଦୀପରୂଖା ରଖିବ, ତେଣୁ ସେ ଆମ୍ଭମାନଙ୍କ ନିକଟକୁ ଆସିଲା ବେଳେ ସଠାେରେ ରହିବ।
10 Preparemos-lhe em cima um quarto, obra de pedreiro, onde poremos uma cama, uma mesa, uma cadeira e uma lâmpada; assim poderá acomodar-se ali quando vier à nossa casa.
11 ଦିନେ ଇଲୀଶାୟ ସହେି ସ୍ତ୍ରୀ ଲୋକର ଗୃହକୁ ଆସିଲେ ଓ ସହେି କଠାେରୀ ରେ ୟାଇ ଶଯନ କଲେ।
11 Ora, aconteceu que um dia, passando Eliseu por Sunão, retirou-se ao quarto de cima para dormir.
12 ପୁଣି ସେ ନିଜର ଦାସ ଗି ହଜେୀକୁ କହିଲେ, ସହେି ଶୁନମେୀୟା ସ୍ତ୍ରୀକୁ ଡାକ।
12 E disse a Giezi, seu servo: Chama essa sunamita. Giezi chamou-a e ela apresentou-se diante dele.
13 ପୁଣି ଇଲୀଶାୟ ତାଙ୍କ ଦାସକୁ କହିଲେ, ବର୍ତ୍ତମାନ ସହେି ସ୍ତ୍ରୀ ଲୋକକୁ ଏହା କୁହ, ' ଦେଖ, ତୁମ୍ଭେ ଆମ୍ଭମାନଙ୍କର ବହୁ ଯତ୍ନ ନଇେ ସବୋ କରିଛ। ଆମ୍ଭମାନେେ ତୁମ୍ଭ ପାଇଁ କ'ଣ କରି ପାରିବୁ? ରାଜା କିମ୍ବା ସନୋପତିଙ୍କ ନିକଟରେ ତୁମ୍ଭ ସପକ୍ଷ ରେ କିଛି କହିବାକୁ ଇଚ୍ଛା କରୁଛ କି?'
13 Pergunta-lhe, disse Eliseu, o que posso fazer por ela em reconhecimento do desvelo com que nos tem tratado. Talvez ela queira que se fale ao rei ou ao general do exército sobre algum negócio seu. Eu habito no meio de meu povo, respondeu ela.
14 ଇଲୀଶାୟ ଗି ହଜେୀକୁ କହିଲେ, ତବେେ ତା' ପାଇଁ କ'ଣ କରାୟିବ?
14 Eliseu então disse: Que se pode fazer por ela? Ela não tem filhos, respondeu Giezi, e seu marido é idoso.
15 ତା'ପରେ ଇଲୀଶାୟ କହିଲେ, ତାକୁ ଡାକ।
15 Chama-a, disse Eliseu. Giezi chamou-a e ela apareceu à porta.
16 ଇଲୀଶାୟ ସହେି ସ୍ତ୍ରୀ ଲୋକକୁ କହିଲେ, ଏହି ସମୟରେ ପରବର୍ତ୍ତୀ ବସନ୍ତ ଋତୁ ହେଲାବଳକେୁ ତୁମ୍ଭେ ଏକ ପୁତ୍ର ସନ୍ତାନ କୋଳ କରିବ।
16 Eliseu disse-lhe: Por esse tempo, daqui a um ano, acariciarás um filho. Não, meu senhor, respondeu ela, não zombes de tua escrava, ó homem de Deus!
17 ସ୍ତ୍ରୀ ଲୋକଟି ଗର୍ଭବତୀ ହେଲା। ଇଲୀଶାୟ ତାଙ୍କୁ କହିଲାପରି, ପର ବସନ୍ତ ଋତୁ ରେ ସେ ଏକ ପୁତ୍ରକୁ ଜନ୍ମ କଲା।
17 E a mulher concebeu. No ano seguinte, à mesma época, como tinha predito Eliseu, ela deu à luz um filho.
18 ପିଲାଟି ବଢିବାକୁ ଲାଗିଲା। ଦିନେ ସେ କ୍ଷତକେୁ ୟାଇ ଲୋକମାନେ ଓ ତା'ର ପିତା ଶସ୍ଯ କାଟୁଥିଲା ବେଳେ ତାଙ୍କ ନିକଟକୁ ଗଲା।
18 O menino cresceu. Um dia em que ele fora ter com seu pai junto dos ceifadores,
19 ପିଲାଟି ତା'ର ପିତାକୁ କହିଲା, ଓଃ, ମାେ ମୁଣ୍ତ ମାେ ମୁଣ୍ତ।
19 disse-lhe: Oh, minha cabeça, minha cabeça! Leva-o à sua mãe, disse o pai a um escravo.
20 ଦାସ ପିଲାଟିକୁ ତା'ର ମାତା ନିକଟକୁ ନଇଗେଲା। ପିଲାଟି ତା'ର ମାତା କୋଳ ରେ ମଧ୍ଯାହ୍ନ ପର୍ୟ୍ଯନ୍ତ ରହି ମରିଗଲା।
20 Este levou-o e entregou-o à sua mãe. O menino ficou nos joelhos da mãe até meio-dia, e morreu.
21 ଏହାପରେ ସ୍ତ୍ରୀ ଲୋକଟି ଉପର କଠାେରୀକୁ ୟାଇ ପରମେଶ୍ବର ଲୋକଙ୍କ ଖଟ ଉପରେ ପୁଅକୁ ଶୁଆଇ ଦଇେ ଦ୍ବାର ବନ୍ଦ କରି ବାହାରକୁ ଆସିଲା।
21 Ela subiu, colocou o menino na cama do homem de Deus, fechou a porta e saiu.
22 ସେ ସ୍ତ୍ରୀ ଲୋକଟି ତା'ର ସ୍ବାମୀକୁ ଡାକି କହିଲା, ମୁଁ ବିନଯ କରୁଛି, ଦାସମାନଙ୍କ ମଧ୍ଯରୁ ଜଣକୁ ଓ ଗୋଟିଏ ଗର୍ଦ୍ଦଭକୁ ମାେ ନିକଟକୁ ପଠାନ୍ତୁ। ହେଲେ ମୁଁ ପରମେଶ୍ବରଙ୍କ ଲୋକ ଇଲୀଶାୟକୁ ଶୀଘ୍ର ଆଣି ଫରେି ଆସିବି।
22 Chamou o marido e disse-lhe: Manda comigo um escravo e uma jumenta, para que eu vá à casa do homem de Deus e volte.
23 ଏଥି ରେ ତା'ର ସ୍ବାମୀ କହିଲା, ତୁମ୍ଭେ କାହିଁକି ଆଜି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କ ନିକଟକୁ ୟିବ? ଆଜିତ ଅମାବାସ୍ଯା ନୁହେଁ କି ବିଶ୍ରାମବାର ନୁହେଁ।
23 Ele disse-lhe: Por que vais ter com ele hoje? Não é lua nova, nem sábado. Fica tranqüilo, respondeu ela.
24 ତା'ପରେ ସେ ଗର୍ଦ୍ଦଭ ସଜାଇ ତାଙ୍କର ସବେକକୁ କହିଲେ, ଦ୍ରୁତଗତି ରେ ଗର୍ଦ୍ଦଭକୁ ଚଲାଅ ଓ ମାରେଆଦେଶ ନ ପାଇବା ପର୍ୟ୍ଯନ୍ତ ଗତି ଧୀର କରନାହିଁ।
24 Mandou selar a jumenta e disse ao escravo: Conduze-me, apressa-te, não me detenhas em caminho sem que eu te diga.
25 ଏହିରୂପେ ସେ କର୍ମିଲ ପର୍ବତ ରେ ପହଞ୍ଚି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କୁ ଦେଖିଲେ।
25 Ela partiu e chegou aonde estava o homem de Deus, no monte Carmelo. O homem de Deus, vendo-a de longe, disse ao seu servo Giezi: Aí vem a sunamita;
26 ମୁଁ ବିନଯ କରୁଛି, ଦୌଡିୟାଇ ତାକୁ ଭଟେି ପଗ୍ଭର 'ସବୁ ଠିକ୍ ଅଛି କି? ତୁମ୍ଭ ସ୍ବାମୀର ଓ ତୁମ୍ଭ ପୁତ୍ରର ମଙ୍ଗଳ କି?'
26 corre-lhe ao encontro e pergunta-lhe se ela vai bem, como vai o seu marido e o seu filho. Ela respondeu: Tudo vai bem.
27 ଅନନ୍ତର ସେ ପରମେଶ୍ବରଙ୍କ ଲୋକ ନିକଟକୁ ଆସି ତାଙ୍କର ଚରଣ ତଳେ ପଡିଲା। ଏଥି ରେ ଗି ହଜେୀ ତାକୁ ଟାଣିବାରୁ ପରମେଶ୍ବରଙ୍କ ଲୋକ କହିଲେ, ତାହାକୁ ଛାଡିଦିଅ। କାରଣ ତା'ର ପ୍ରାଣ ଶାେକାକୁଳ। ମାତ୍ର ସଦାପ୍ରଭୁ ମାେତେ ଜାଣାଇଲେ ନାହିଁ କ'ଣ ବାଳକ ପ୍ରତି ଘଟିଅଛି। ସେ ଏହା ମାଠାରୁେ ଗୋପନ ରଖିଲେ।
27 Mas chegando junto do homem de Deus na montanha, pegou-lhe os pés. Giezi aproximou-se para afastá-la, mas o homem de Deus disse-lhe: Deixa-a; sua alma está cheia de amargura e o Senhor me oculta o motivo, nada me revelou.
28 ତା'ପରେ ସ୍ତ୍ରୀ ଲୋକଟି କହିଲା, ଗୁରୁ, ମୁଁ କ'ଣ ପୁତ୍ର ମାଗିଥିଲି? ମୁଁ କି କହିନଥିଲି, ' ମାେତେ ପ୍ରତାରଣା କରନାହିଁ।'
28 A mulher disse: Pedi eu porventura um filho ao meu senhor? Não te disse que não zombasses de mim?
29 ଏହାପରେ ଇଲୀଶାୟ ଗି ହଜେୀକୁ କହିଲେ, ୟିବାକୁ ପ୍ରସ୍ତୁତ ହୁଅ। ମାରେ ୟଷ୍ଟିଟିକୁ ସଙ୍ଗ ରେ ନିଅ। ଗଲା ବେଳେ କୌଣସି ସ୍ଥାନ ରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କରନାହିଁ ଓ କହେି ନମସ୍କାର କଲେ ତାକୁ ଉତ୍ତର କରନାହିଁ। ମାରେ ୟଷ୍ଟି ନଇେ ସହେି ବାଳକର ମୁଖ ଉପରେ ରଖି ଦିଅ।
29 Eliseu disse a Giezi: Põe o teu cinto, toma na mão o meu bastão e parte. Se encontrares alguém, não o saúdes; e se alguém te saudar, não lhe respondas. Porás o meu bastão no rosto do menino.
30 ଏଥି ରେ ବାଳକର ମାଆ କହିଲା, ମୁଁ ଶପଥ କରୁଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପର୍ୟ୍ଯନ୍ତ ମୁଁ ଆପଣଙ୍କୁ ଛାଡିବି ନାହିଁ।
30 A mãe do menino exclamou: Por Deus e pela tua vida, não te deixarei! Então Eliseu seguiu-a.
31 ଗି ହଜେୀ ଇଲୀଶାୟ ଓ ଶୁନମେୀୟା ସ୍ତ୍ରୀ ପହଞ୍ଚିବା ପୂର୍ବରୁ ସ୍ତ୍ରୀ ଲୋକଟିର ଘ ରେ ପହଁଞ୍ଚିଲା। ସେ ଆଶାବାଡିକୁ ବାଳକର ମୁଖ ଉପରେ ରଖିଲା। ମାତ୍ର ପିଲାଟିର କୌଣସି ରବ କି ଶଦ୍ଦ ହେଲାନାହିଁ। ତା'ପରେ ଗି ହଜେୀ ଫରେିଆସି ଇଲୀଶାୟଙ୍କୁ ଭଟେି ଜଣାଇଲା, ବାଳକଟି ଉଠିଲା ନାହିଁ।
31 Entretanto, Giezi, que os tinha precedido, pôs o bastão no rosto do menino; mas não houve voz, nem sinal de vida. Ele voltou a Eliseu e disse-lhe: O menino não despertou.
32 ଅନନ୍ତର ଇଲୀଶାୟ ଗୃହ ମଧିଅରେ ପ୍ରବେଶ କରି ଦେଖିଲେ ବାଳକଟି ମୃତ ଅବସ୍ଥା ରେ ଶୟ୍ଯା ଉପରେ ଶାଇେଛି।
32 Eliseu entrou na casa, onde estava o menino morto em cima da cama.
33 ତତ୍ପରେ ଇଲୀଶାୟ ଗୃହର ଦ୍ବାର ବନ୍ଦ କଲେ ଓ ଏକୁଟିଆ ବାଳକ ସହିତ ସେ ଘର ମଧିଅରେ ରହିଲେ। ତା'ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ।
33 Entrou, fechou a porta atrás de si e do morto, e orou ao Senhor.
34 ଇଲୀଶାୟ ଶୟ୍ଯା ଉପରକୁ ୟାଇ ବାଳକଟିର ଉପରେ ଶଯନ କଲେ। ପୁଣି ତାହାର ମୁଖ ଉପରେ ଆପଣା ମୁଖ, ତାହାର ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହାର ହାତ ଉପରେ ଆପଣା ହାତ ରଖିଲେ। ବାଳକର ଶରୀରଟି ଉଷ୍ନ ହବୋ ପର୍ୟ୍ଯନ୍ତ ସେ ତାହା ଉପରେ ନିଜକୁ ଲମ୍ବଇେ ରଖିଲେ।
34 Depois, subiu à cama, deitou-se em cima do menino, colocou seus olhos sobre os olhos dele, suas mãos sobre as mãos dele, e enquanto estava assim estendido, o corpo do menino aqueceu-se.
35 ତା'ପରେ ଇଲୀଶାୟ ଉଠିପଡି ଗୃହ ମଧିଅରେ ଏଣେ ତଣେେ ବିଚରଣ କଲେ। ସେ ପୁଣି ବାଳକଟି ଉପରେ ଶୋଇ ପଡିଲେ। ଏଥି ରେ ବାଳକଟି ସାତଥର ଛିଙ୍କିଲା ଓ ଚକ୍ଷୁ ଖାଲିେଲା।
35 Eliseu levantou-se, deu algumas voltas pelo quarto, tornou a subir e estendeu-se sobre o menino; este espirrou sete vezes e abriu os olhos.
36 ଇଲୀଶାୟ ତାଙ୍କର ଦାସ ଗି ହଜେୀକୁ ଡାକି କହିଲେ, ଶୁନମେୀୟାକୁ ଡାକ।
36 Eliseu chamou Giezi e disse-lhe: Chama a sunamita; o que ele fez. Ela entrou e Eliseu disse-lhe: Toma o teu filho.
37 ତତ୍ପରେ ଶୁନମେୀୟା ଗୃହ ମଧିଅରେ ପ୍ରବେଶ କରି ଇଲୀଶାୟଙ୍କ ପାଦ ତଳେ ପଡିଲେ ଓ ତା'ପରେ ପୁଅକୁ ଧରି ବାହାରକୁ ଆସିଲେ।
37 Então ela veio e lançou-se aos pés de Eliseu, prostrando-se por terra. Em seguida tomou o filho e saiu.
38 ଅନନ୍ତର ଇଲୀଶାୟ ପୁନର୍ବାର ଗିଲ୍ଗଲ୍କୁ ଫରେିଗଲେ। ସହେି ସମୟରେ ସଠାେରେ ସହେି ଭୂମିରେ ଦୁର୍ଭିକ୍ଷ ପଡିଥିଲା। ଯେତବେେଳେ ଭବିଷ୍ଯଦ୍ବକ୍ତାଗଣଙ୍କର ପୁତ୍ରମାନେ ତାଙ୍କ ସମ୍ମୁଖ ରେ ବସୁଥିବା ବେଳେ ଇଲୀଶାୟ ନିଜର ଦାସକୁ କହିଲେ, ହଣ୍ତା ଚୁଲି ରେ ବସାଅ ଓ ଭବିଷ୍ଯଦ୍ବକ୍ତାଙ୍କର ସନ୍ତାନଗଣଙ୍କ ପାଇଁ ବ୍ଯଞ୍ଜନ ପାକ କର।
38 Quando Eliseu voltou a Gálgala, a fome devastava a terra. Estando os filhos dos profetas sentados diante dele, disse ao seu servo: Toma uma panela grande e prepara uma sopa para os filhos dos profetas.
39 ତହୁଁ ଜଣେ ଲୋକ ଶାକ ସଂଗ୍ରହ କରିବାକୁ କ୍ଷତକେୁ ଗଲା। ମାତ୍ର ସେ ଏକ ବନ୍ଯଲତା ପାଇ ତାହାର ଫଳ ରେ ଅଣ୍ଟି ପୂର୍ଣ୍ଣ କଲା। ସହେି ଫଳକୁ ଆଣି କାଟି ପାତ୍ର ରେ ଭରିଲା। କିନ୍ତୁ ସମାନେେ କି ଫଳ ବୋଲି ଜାଣି ପାରିଲେ ନାହିଁ।
39 Foi um deles ao campo para colher legumes, e encontrou uma planta silvestre; colheu dela coloquíntidas selvagens, encheu o manto, voltou para casa e cortou-as em pedaços dentro da panela da sopa, sem saber o que era.
40 ତହୁଁ ସମାନେେ ପାକ ପରେ ଲୋକମାନଙ୍କ ଭୋଜନ ନିମନ୍ତେ ତାହା ଢାଳିଲେ। ଯେତବେେଳେ ସମାନେେ ଭୋଜନ କରିବାକୁ ଆରମ୍ଭ କଲେ, ସମାନେେ ଇଲୀଶାୟଙ୍କୁ ଚିତ୍କାର କରି ଡାକିଲେ, ହେ ପରମେଶ୍ବରଙ୍କ ଲୋକ, ହଣ୍ତା ରେ ବିଷ ଅଛି। ତେଣୁ ସମାନେେ ସେ ଖାଦ୍ୟ ଖାଇ ପାରିଲେ ନାହିଁ।
40 Serviu-se a refeição aos homens. Logo, porém, que provaram da sopa, puseram-se a gritar: Homem de Deus, a morte está na panela! E não puderam comer.
41 ମାତ୍ର ଇଲୀଶାୟ କ ହେଲ, କିଛି ମଇଦା ଆଣ। ସମାନେେ କିଛି ମଇଦା ଆଣିଲେ ଓ ଇଲୀଶାୟ ସହେି ପାତ୍ର ରେ ପକାଇଲେ। ତା'ପରେ ସେ କହିଲେ, ଲୋକମାନଙ୍କୁ ପରସ, ବର୍ତ୍ତମାନ ସମାନେେ ଖାଇପାରନ୍ତି।
41 Eliseu disse-lhes: Trazei-me farinha. Jogou farinha na panela e disse: Serve agora, para que todos comam. E não havia mais nada ruim na panela.
42 ଅନନ୍ତର ଜଣେ ଲୋକ ବାଲ୍-ଶାଲିଶାରୁ ପରମେଶ୍ବରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳ ରେ ରୋଟୀ ଅର୍ଥାତ୍ କୋଡିଏ ୟବ ରୋଟୀ ଓ ନୂତନ ଶସ୍ଯର ଶୀଷା ଆପଣା ଝୁଲି ରେ ନଇେ ଆସିଲା। ତହିଁରେ ଇଲୀଶାୟ କହିଲେ, ଲୋକମାନଙ୍କୁ ଦିଅ, ସମାନେେ ଭୋଜନ କରନ୍ତୁ।
42 Veio um homem de Baalsalisa, que trazia ao homem de Deus, à guisa de primícias, vinte pães de cevada e trigo novo no seu saco. Dá-os a esses homens, disse Eliseu, para que comam.
43 ତହୁଁ ଇଲୀଶାୟଙ୍କ ସବେକ କହିଲା, ଏଠା ରେ ତ 100 ଲୋକ ଅଛନ୍ତି। ଏତିକି ରୋଟୀ କିପରି ଏତେ ଲୋକଙ୍କୁ ଦବେି?
43 Seu servo respondeu: Como poderei dar de comer a cem pessoas com isto? Dá-os a esses homens, repetiu Eliseu, para que comam. Eis o que diz o Senhor: Comerão e ainda sobrará.
44 ତା'ପରେ ଇଲୀଶାୟଙ୍କ ସବେକ ସହେି ଲୋକମାନଙ୍କ ସମ୍ମୁଖ ରେ ଖାଦ୍ୟ ରଖିଲେ। ସମାନେେ ସମସ୍ତେ ଖାଦ୍ୟ ଖାଇଲାପରେ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଉଚିଷ୍ଟ ରଖିଲେ।
44 E deu-os ao povo. Comeram e ainda sobrou, como o Senhor tinha dito.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Reis 4, comparar traduções ou montar um estudo — tudo direto pelo WhatsApp.