2 Reis 3
Oriya Bible (GL_ORIYA) vs ARC
1 ଆହାବ୍ଙ୍କ ଅନ୍ତେ ତାଙ୍କ ପୁତ୍ର ୟିହୋରାମ ଶମରିଯା ରେ ଇଶ୍ରାୟେଲ ଉପରେ ରାଜତ୍ବ କଲେ। ସେ ଯିହୁଦାର ରାଜା ୟିହୋଶାଫଟଙ୍କର ଅଷ୍ଟାଦଶ ବର୍ଷ ରାଜତ୍ବ କାଳ ରେ ରାଜା ହେଲେ ଓ ଇଶ୍ରାୟେଲ ରେ ବାରବର୍ଷ ରାଜ୍ଯ କଲେ।
1 E Jorão, filho de Acabe, começou a reinar sobre Israel, em Samaria, no décimo oitavo ano de Josafá, rei de Judá; e reinou doze anos.
2 ସେ ଏପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦକାର୍ୟ୍ଯ ଥିଲା। ମାତ୍ର ସେ ତାଙ୍କର ପିତା ଓ ମାତାଙ୍କ ତୁଲ୍ଯ ନଥିଲେ। କାରଣ ତାଙ୍କ ପିତା ନିର୍ମାଣ କରିଥିବା ବାଲ୍ର ସ୍ତମ୍ଭଗୁଡିକୁ ଦୂର କରି ଦେଲେ।
2 E fez o que era mau aos olhos do Senhor ; porém não como seu pai, nem como sua mãe; porque tirou a estátua de Baal, que seu pai fizera.
3 ତଥାପି ନବାଟ୍ଙ୍କ ପୁତ୍ର ୟାରବିଯାମ ଦ୍ବାରା ଇଶ୍ରାୟେଲଯମାନଙ୍କୁ ଯେଉଁ ପାପରେ ଆସକ୍ତ କରାଇଥିଲେ ସେ ମଧ୍ଯ ସହେି ପାପଗୁଡିକୁ ଆସକ୍ତି ହେଲେ। ୟାରବିଯାମ ଏହି ପାପଗୁଡିକୁ ବନ୍ଦ କଲେ ନାହିଁ।
3 Contudo, aderiu aos pecados de Jeroboão, filho de Nebate, que fizera pecar a Israel; não se apartou deles.
4 ମାୟୋବର ରାଜା ମାଶାେ ମଷୋଧିକାରୀ ଥିଲେ। ସେ ଇଶ୍ରାୟେଲର ରାଜାଙ୍କୁ କରରୂପେ 1,00,000 ମଷେବତ୍ସର ଓ 1,00,000 ମଷେର ଲୋମ ପ୍ରତିବର୍ଷ ଦେଉଥିଲେ।
4 Então, Mesa, rei dos moabitas, era contratador de gado e pagava ao rei de Israel cem mil cordeiros, e cem mil carneiros com a sua lã.
5 ମାତ୍ର ଆହାବ୍ଙ୍କ ମୃତ୍ଯୁପରେ ମାୟୋବର ରାଜା ଇଶ୍ରାୟେଲର ରାଜାଙ୍କ ବିରୁଦ୍ଧାଚରଣ କଲେ।
5 Sucedeu, porém, que, morrendo Acabe, se revoltou o rei dos moabitas contra o rei de Israel.
6 ସେତବେେଳେ ରାଜା ଯିହାରୋମ୍ ଶମରିଯାରୁ ୟାଇ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏକତ୍ର କଲେ।
6 Por isso, Jorão, ao mesmo tempo, saiu de Samaria e fez revista de todo o Israel.
7 ତତ୍ପରେ ଯିହାରୋମ୍ ଯିହୁଦାର ରାଜା ଯିହାଶାଫେଟ୍ଙ୍କ ନିକଟକୁ ଦୂତ ପଠାଇ କହିଲେ, ମାୟୋବର ରାଜା ମାେ ବିରୁଦ୍ଧ ରେ େଦ୍ରାହାଚରଣ କରିଛି, ତୁମ୍ଭେ ମାେ ସହିତ ୟୁଦ୍ଧ କରିବାକୁ ମାୟୋବ ବିରୁଦ୍ଧ ରେ ୟିବ କି?
7 E foi e enviou a Josafá, rei de Judá, dizendo: O rei dos moabitas se revoltou contra mim; irás tu comigo à guerra contra os moabitas? E disse ele: Subirei e eu serei como tu, o meu povo, como o teu povo, e os meus cavalos, como os teus cavalos.
8 ୟିହୋରାମଙ୍କୁ ଯିହାଶାଫେଟ୍ ପଚାରିଲେ, ଆମ୍ଭମାନେେ କେଉଁ ପଥରେ ୟିବା?
8 E ele disse: Por que caminho subiremos? Então disse ele: Pelo caminho do deserto de Edom.
9 ତହୁଁ ଇଶ୍ରାୟେଲର ରାଜା ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତଦିନ ଧରି ୟାତ୍ରା କଲେ। ସମାନଙ୍କେର ସୈନ୍ଯମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନଥିଲା।
9 E partiu o rei de Israel, e o rei de Judá, e o rei de Edom; e andaram rodeando com uma marcha de sete dias, e o exército e o gado que os seguia não tinham água.
10 ଶଷେ ରେ ଇଶ୍ରାୟେଲର ରାଜା ଯିହାରୋମ୍ କହିଲେ, ହାୟ, ସଦାପ୍ରଭୁ ମାୟୋବ ହସ୍ତ ରେ ସମର୍ପଣ କରିବାକୁ ଆମ୍ଭ ତିନିଜଣଙ୍କୁ ଏକତ୍ର ଡାକିଛନ୍ତି।
10 Então, disse o rei de Israel: Ah! Que o Senhor chamou a estes três reis, para os entregar nas mãos dos moabitas.
11 ମାତ୍ର ଯିହାଶାଫେଟ୍ କହିଲେ, ସଦାପ୍ରଭୁଙ୍କର ଏପରି କହେି ଭବିଷ୍ଯଦ୍ବକ୍ତା କ'ଣ ଏଠା ରେ ନାହାଁନ୍ତି ଯାହାଙ୍କୁ ଦଇେ ଆମ୍ଭେ ସଦାପ୍ରଭୁଙ୍କର ଅନୁସନ୍ଧାନ କରିପାରୁ?
11 E disse Josafá: Não há aqui algum profeta do Senhor , para que consultemos ao Senhor por ele? Então, respondeu um dos servos do rei de Israel e disse: Aqui está Eliseu, filho de Safate, que deitava água sobre as mãos de Elias.
12 ତହୁଁ ଯିହାଶାଫେଟ୍ କହିଲେ, ସଦାପ୍ରଭୁଙ୍କ ବାକ୍ଯ ତାଙ୍କ ପାଖ ରେ ଅଛି।
12 E disse Josafá: Está com ele a palavra do Senhor . Então, o rei de Israel, e Josafá, e o rei de Edom desceram a ele.
13 ଏଥି ରେ ଇଲୀଶାୟ ଇଶ୍ରାୟେଲର ରାଜା ଯିହାରୋମ୍ଙ୍କୁ କହିଲେ, ମାେ ପାଖ ରେ ତୁମ୍ଭର କି କାମ ଅଛି? ତୁମ୍ଭେ ତୁମ୍ଭର ପିତା ମାତାଙ୍କର ଭବିଷ୍ଯଦ୍ବକ୍ତାଙ୍କ ନିକଟକୁ ୟାଅ।
13 Mas Eliseu disse ao rei de Israel: Que tenho eu contigo? Vai aos profetas de teu pai e aos profetas de tua mãe. Porém o rei de Israel lhe disse: Não, porque o Senhor chamou estes três reis para os entregar nas mãos dos moabitas.
14 ପୁଣି ଇଲୀଶାୟ କହିଲେ, ମୁଁ ଯିହୁଦାର ରାଜା ଯିହାଶାଫେଟ୍ଙ୍କୁ ସମ୍ମାନ କରେ ଓ ମୁଁ, ସଦାପ୍ରଭୁ ସର୍ବଶକ୍ତିମଯଙ୍କର ସବୋ କରେ। ମୁଁ ସଦାପ୍ରଭୁଙ୍କ ଜୀବିତ ପ୍ରମାଣେ ପ୍ରତିଜ୍ଞା କରୁଛି, କବଳେ ୟିହୋଶାଫଟ୍ଙ୍କ ସକାେଶ ମୁଁ ଏଠାକୁ ଆସିଲି। ଯଦି ଯିହାଶାଫେଟ୍ ଏଠି ନଥାନ୍ତେ ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଥାନ୍ତି। ମୁଁ ତୁମ୍ଭ ଆଡେ ସମ୍ପୁର୍ଣ୍ଣ ଦୃଷ୍ଟି ପକାଇ ନଥାନ୍ତି।
14 E disse Eliseu: Vive o Senhor dos Exércitos, em cuja presença estou, que, se eu não respeitasse a presença de Josafá, rei de Judá, não olharia para ti nem te veria.
15 ତଥାପି ଜଣେ ବୀଣାବାଦକକୁ ଆଣ।
15 Ora, pois, trazei-me um tangedor. E sucedeu que, tangendo o tangedor, veio sobre ele a mão do Senhor .
16 ତା'ପରେ ଇଲୀଶାୟ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ଏହି ଉପତ୍ୟକା ରେ ଗାତମାନ ଖୋଳ।
16 E disse: Assim diz o Senhor : Fazei neste vale muitas covas.
17 ସଦାପ୍ରଭୁ ଏହା ମଧ୍ଯ କହନ୍ତି, ତୁମ୍ଭମାନେେ ବାଯୁ ଦେଖିବ ନାହିଁ କି ବୃଷ୍ଟି ଦେଖିବ ନାହିଁ, ମାତ୍ର ଉପତ୍ୟକାଟି ଜଳ ରେ ପରିପୂର୍ଣ୍ଣ ହବେ। ତବେେ ତୁମ୍ଭମାନେେ ଓ ତୁମ୍ଭମାନଙ୍କର ସମସ୍ତ ଗୋମଷୋଦି ପଶୁମାନେ ଜଳପାନ କରିବେ।
17 Porque assim diz o Senhor : Não vereis vento e não vereis chuva; todavia, este vale se encherá de tanta água, que bebereis vós e o vosso gado e os vossos animais.
18 ଏହି କାର୍ୟ୍ଯ ସଦାପ୍ରଭୁଙ୍କ ପାଇଁ କରିବା ଅତି ସହଜ। ସେ ମଧ୍ଯ ମାୟୋବୀଯମାନଙ୍କୁ ତୁମ୍ଭମାନଙ୍କ ହସ୍ତ ରେ ପରାସ୍ତ କରାଇବେ।
18 E ainda isto é pouco aos olhos do Senhor ; também entregará ele os moabitas nas vossas mãos.
19 ତୁମ୍ଭମାନେେ ପ୍ରେତ୍ୟକକ ପାଚୀର ବେଷ୍ଟିତ ସୁଦୃଢ ଓ ଉତ୍ତମ ନଗରଗୁଡିକୁ ଧ୍ବଂସ କରିବ। ପ୍ରେତ୍ୟକକ ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇବ। ନିର୍ଝରଗୁଡିକର ଜଳକୁ ଅଟକାଇ ଓ ପ୍ରେତ୍ୟକକ ଉତ୍ତମ ଭୂମି ଖଣ୍ତକୁ ପଥର ଫୋପାଡି ବିନାଶ କରିବ।
19 E ferireis todas as cidades fortes, e todas as cidades escolhidas, e todas as boas árvores cortareis, e tapareis todas as fontes de água, e danificareis com pedras todos os bons campos.
20 ଏହାପରେ ପ୍ରାତଃକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଇଦୋମର ପଥ ଦଇେ ଜଳ ଆସିଲା ଏବଂ ଉପତ୍ୟକାକୁ ଜଳପୂର୍ଣ୍ଣ କଲା।
20 E sucedeu que, pela manhã, oferecendo-se a oferta de manjares, eis que vinham as águas pelo caminho de Edom; e a terra se encheu de água.
21 ମାଯାେବୀଯମାନେ ଶୁଣିଲେ ଯେ ରାଜାମାନେ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଛନ୍ତି। ତେଣୁ ସମାନେେ ସମସ୍ତେ ଏପରିକି ଅତ୍ଯଧିକ ବୃଦ୍ଧମାନେ ମଧ୍ଯ ସାଞ୍ଜୁ ପରିଧାନ କରି ଏକତ୍ରିତ ହେଲେ ଓ ୟୁଦ୍ଧ ପାଇଁ ସୀମାନ୍ତ ରେ ଅପେକ୍ଷା କରି ରହିଲେ।
21 Ouvindo, pois, todos os moabitas que os reis tinham subido para pelejarem contra eles, convocaram a todos os que cingiam cinto e daí para cima e puseram-se às fronteiras.
22 ମାୟୋବୀଯମାନେ ପ୍ରଭାତ ରେ ଉଠିଲା ବେଳେ ସହେି ସମୟରେ ସୂର୍ୟ୍ଯ ଜଳ ଉପରେ ଚମୁକୁ ଥିଲା। ସମାନେେ ଏହାକୁ ସମାନଙ୍କେର ରକ୍ତ ତୁଲ୍ଯ ରଙ୍ଗପରି ଦେଖିଲେ।
22 E, levantando-se de madrugada, e saindo o sol sobre as águas, viram os moabitas defronte deles as águas vermelhas como sangue.
23 ମାଯାେବୀଯମାନେ କହିଲେ, ରକ୍ତକୁ ଦେଖ, ରାଜାମାନେ ପରସ୍ପର ମଧିଅରେ ବୁଦ୍ଧ କରି ବିନଷ୍ଟ ହାଇେଛନ୍ତି। ସମାନେେ ପରସ୍ପର ମଧିଅରେ ୟୁଦ୍ଧକରି ସମାନଙ୍କେର ଯୋଦ୍ଧାମାନଙ୍କୁ ବଧ କରିଛନ୍ତି। ଗ୍ଭଲ ଏବଂ ସହେି ମୃତ ଶରୀରରୁ ମୂଲ୍ଯବାନ ଜିନିଷମାନ ଲୁଟିବା।
23 E disseram: Isto é sangue; certamente que os reis se destruíram à espada e se mataram um ao outro! Agora, pois, à presa, moabitas!
24 ଯେତବେେଳେ ମାୟୋବୀଯମାନେ ଇଶ୍ରାୟେଲୀୟମାନଙ୍କ ଶିବିର ରେ ପହନ୍ଚିଲେ, ଇଶ୍ରାୟେଲୀୟମାନେ ସମାନଙ୍କେୁ ଆକ୍ରମଣ କଲେ। ସମାନେେ ୟୁଦ୍ଧ ଭୂମିରୁ ପଳାଯନ କଲେ। ଇଶ୍ରାୟେଲୀୟ ଲୋକମାନେ ସମାନଙ୍କେୁ ଘଉଡାଇ ଦଇେ ମାୟୋବ ଭିତରୁ ପ୍ରବେଶ କଲେ।
24 Porém, chegando eles ao arraial de Israel, os israelitas se levantaram, e feriram os moabitas, os quais fugiram diante deles; e ainda os feriram nas suas terras, ferindo ali também os moabitas.
25 ଇଶ୍ରାୟେଲର ସନୋ ନଗରଟିକୁ ଧ୍ବଂସ କରି ଦେଲେ। ପ୍ରେତ୍ୟକକ ଉତ୍ତମ ଭୂମିଖଣ୍ତ ରେ ପ୍ରସ୍ତରଦ୍ବାରା ପୂର୍ଣ୍ଣ କଲେ। ସମାନେେ ଜଳ ନିର୍ଝରଗୁଡିକୁ ବୁଜି ଦେଲେ। ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇଲେ, ଇଶ୍ରାୟେଲୀୟମାନେ କୀର୍ ହରେସରୁର ସମସ୍ତ ପଥରେ ୟୁଦ୍ଧ କଲେ। ସମାନେେ ଏହାର ଚତୁର୍ଦ୍ଦିଗ ରେ ଘରେିଗଲେ ଓ ଏହା ଉପରେ ମଧ୍ଯ ଆକ୍ରମଣ କଲେ।
25 E arrasaram as cidades, e cada um lançou a sua pedra em todos os bons campos, e os entulharam, e taparam todas as fontes de águas, e cortaram todas as boas árvores, até que só em Quir-Haresete deixaram ficar as pedras, mas os fundeiros a cercaram e a feriram.
26 ପୁଣି ମାଯାେବର ରାଜା ଦେଖିଲେ ଯେ ୟୁଦ୍ଧ ତାଙ୍କ ପାଇଁ ଅତି ଅସହ୍ଯ ହେଲା। ତେଣୁ ସେ ନିଷ୍ପତ୍ତି କଲେ, ଇଦୋମର ରାଜାଙ୍କୁ ହତ୍ଯାକରି ସମାନଙ୍କେ ଦ୍ବାରା ଭଙ୍ଗାୟିବା, ସେ ତାଙ୍କର 700 ଖଡ୍ଗଧାରୀ ସୈନ୍ଯ ସହିତ ଏହା କରିବାକୁ ଚେଷ୍ଟା କଲେ। କିନ୍ତୁ ସେ ତାହା ଭାଙ୍ଗିପାରିଲେ ନାହିଁ।
26 Mas, vendo o rei dos moabitas que a peleja prevalecia contra ele, tomou consigo setecentos homens que arrancavam espada, para romperem contra o rei de Edom, porém não puderam.
27 ତହୁଁ ସେ ଆପଣାର ଉତ୍ତରାଧିକାରୀ ଜେଷ୍ଠପୁତ୍ରଙ୍କୁ ନଇେ ପ୍ରାଚୀର ଉପରେ ହାମବେଳି ରୂପେ ଉତ୍ସର୍ଗ କଲେ। ୟିଏକି ପରବର୍ତ୍ତୀ ରାଜା ହାଇେଥାନ୍ତେ, ତାଙ୍କୁ ନଇେ ପ୍ରାଚୀର ଉପରେ ହାମବେଳି ରୂପେ ଉତ୍ସର୍ଗ କଲେ। ଏଥି ରେ ଇଶ୍ରାୟେଲ ଲୋକମାନଙ୍କର ବିପର୍ୟ୍ଯସ୍ତ ବଢିଲା। ତେଣୁ ଇଶ୍ରାୟେଲୀୟମାନେ ମାୟୋବ ପରିତ୍ଯାଗ କରି ନିଜ ଦେଶକୁ ପ୍ରସ୍ଥାନ କଲେ।
27 Então, tomou a seu filho primogênito, que havia de reinar em seu lugar, e o ofereceu em holocausto sobre o muro; pelo que houve grande indignação em Israel; por isso, retiraram-se dele e voltaram para a sua terra.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Reis 3, comparar traduções ou montar um estudo — tudo direto pelo WhatsApp.