2 Reis 2

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ଅନନ୍ତର ସଦାପ୍ରଭୁ ଏଲିଯଙ୍କୁ ଘୂର୍ଣ୍ଣିବାଯୁ ରେ ସ୍ବର୍ଗକୁ ଘନେିୟିବାକୁ ଉଦ୍ଯତ ଥିଲେ, ଏଲିଯ ଓ ଇଲୀଶାୟ ଗିଲ୍ଗଲଠାରୁ ସମାନଙ୍କେର ରାସ୍ତା ରେ ଥିଲେ।
1 Chegou o tempo de o Senhor Deus levar Elias para o céu num redemoinho. Elias saiu de Gilgal junto com Eliseu
2 ଏଲିଯ ଇଲୀଶାୟକୁ କହିଲେ, ମୁଁ ବିନଯ କରୁଛି ଏଠା ରେ ରୁହନ୍ତୁ, କାରଣ ସଦାପ୍ରଭୁ ମାେତେ ବୈଥଲକେୁ ୟିବାକୁ କହିଛନ୍ତି।
2 e no caminho Elias disse: — Fique aqui porque o Mas Eliseu disse: — Juro pelo E assim os dois foram até Betel.
3 ବୈଥଲରେ ଦଳେ ଭବିଷ୍ଯଦ୍ବକ୍ତା ଇଲୀଶାୟଙ୍କ ପାଖକୁ ଆସିଲେ ଓ କହିଲେ, ଆଜି ସଦାପ୍ରଭୁ ତୁମ୍ଭ ମହାଶୟଙ୍କୁ ତୁମ୍ଭଠାରୁ ନଇେଯିବେ ବୋଲି ତୁମ୍ଭେ କ'ଣ ଜାଣ ନାହିଁ?
3 Um grupo de profetas que morava ali foi falar com Eliseu e lhe perguntou: — Você sabe que hoje o — Sim, eu sei! — respondeu Eliseu. — Mas não vamos falar nisso.
4 ଏଲିଯ ଇଲୀଶାୟକୁ କହିଲେ, ମୁଁ ବିନଯ କରୁଛି ତୁମ୍ଭେ ଏଠା ରେ ଥାଅ, କାରଣ ସଦାପ୍ରଭୁ ମାେତେ ଯିରୀହାକେୁ ପଠାଇଛନ୍ତି।
4 Então Elias disse a Eliseu: — Fique aqui porque o Mas Eliseu disse: — Juro pelo E assim os dois foram até Jericó.
5 ଯିରୀହାରେ ଦଳେ ଭବିଷ୍ଯଦ୍ବକ୍ତା ଇଲୀଶାୟ ନିକଟକୁ ଆସି କହିଲେ, ତୁମ୍ଭେ କ'ଣ ଜାଣନାହିଁ ସଦାପ୍ରଭୁ ତୁମ୍ଭର ମହାଶୟଙ୍କୁ ତୁମ୍ଭଠାରୁ ଆଜିଠାରୁ ନଇେଯିବେ?
5 Um grupo de profetas que morava ali foi falar com Eliseu e perguntou: — Você sabe que hoje o — Sim, eu sei! — respondeu Eliseu. — Mas não vamos falar nisso.
6 ଏଲିଯ ଇଲୀଶାୟଙ୍କୁ କହିଲେ, ମୁଁ ବିନଯ କରୁଛି, ତୁମ୍ଭେ ଏହିଠା ରେ ଥାଅ, କାରଣ ସଦାପ୍ରଭୁ ମାେତେ ୟର୍ଦ୍ଦନ ନଦୀକୁ ପଠାଇଛନ୍ତି।
6 Aí Elias disse a Eliseu: — Fique aqui porque o Mas Eliseu disse: — Juro pelo Então eles saíram,
7 ପୁନଶ୍ଚ ଭବିଷ୍ଯଦ୍ବକ୍ତାମାନଙ୍କର ପୁତ୍ରମାନଙ୍କ ମଧ୍ଯରୁ ପଗ୍ଭଶ ଜଣ ତାଙ୍କର ପଶ୍ଚାଧାବନ କଲେ। ଏଲିଯ ଓ ଇଲୀଶାୟ ୟର୍ଦ୍ଦନ ନଦୀ ନିକଟକୁ ୟାଇ ଠିଆ ହେଲେ। ଆଉ ସେ ପଗ୍ଭଶ ଲୋକ ସମାନଙ୍କେଠାରୁ ଦୂର ରେ ଛିଡା ହେଲେ।
7 e cinquenta profetas os seguiram até o rio Jordão. Elias e Eliseu pararam perto do rio, e os profetas ficaram olhando de longe.
8 ଏଲିଯ ଆପଣା କୋଟ ନଇେ ଏକତ୍ର ଗୁଡାଇ ଠିଆ ହାଇେ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହାଇଗେଲା ଓ ସେ ଦୁ ହେଁ ଶୁଷ୍କ ଭୂମି ଦଇେ ନଦୀ ପାର ହେଲେ।
8 Aí Elias tirou a sua capa , enrolou-a e bateu com ela na água. A água se abriu, e ele e Eliseu passaram para o outro lado, andando em terra seca.
9 ନଦୀ ପାରି ହେଲାପରେ ଏଲିଯ ଇଲୀଶାୟଙ୍କୁ କହିଲେ, ପରମେଶ୍ବର ମାେତେ ତୁମ୍ଭଠାରୁ ନବୋ ପୂର୍ବରୁ, ମାଠାରୁେ ତୁମ୍ଭେ କ'ଣ ଗ୍ଭହୁଁଛ ମାଗ।
9 Ali Elias disse a Eliseu: — Diga o que você quer que eu faça por você antes que eu seja levado embora. Eliseu disse: — Quero receber como herança duas vezes mais poder do que os outros profetas vão receber .
10 ଏଲିଯ କହିଲେ, ତୁମ୍ଭେ ଏକ କଷ୍ଟକର ବିଷଯ ମାଗିଲ। ତଥାପି ମୁଁ ତୁମ୍ଭ ନିକଟରୁ ନଇୟିବୋ ବେଳେ, ତୁମ୍ଭେ ଯଦି ମାେତେ ଦେଖିବ ତବେେ ତୁମ୍ଭପ୍ରତି ତାହା ଘଟିବ, କିନ୍ତୁ ତୁମ୍ଭେ ଯଦି ମାେତେ ଦେଖିବ ନାହିଁ, ତାହାହେଲେ ସପରେି ଘଟିବ ନାହିଁ।
10 Elias disse: — Esse pedido é difícil de atender. Mas você receberá o que está me pedindo se me vir quando eu estiver sendo levado para longe. Se você não me vir, não receberá.
11 ଏହିପରି ସେ ଦୁ ହେଁ ଏକତ୍ର କଥାବାର୍ତ୍ତା ହାଇେ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମଯ ରଥ ଓ ଅଗ୍ନିମଯ ଅଶ୍ବମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ୍ କଲେ। ତା'ପରେ ଏଲିଯ ଘୂର୍ଣ୍ଣିବାଯୁ ରେ ସ୍ବର୍ଗାରୋହଣ କଲେ।
11 E assim foram andando e conversando. De repente, um carro de fogo puxado por cavalos de fogo os separou um do outro, e Elias foi levado para o céu num redemoinho.
12 ଇଲୀଶାୟ ତାହା ଦେଖି ଉଚ୍ଚ ସ୍ବର ରେ ରୋଦନ କରି କହିଲେ, ହେ ମାରେ ପିତା! ହେ ମାରେପିତା! ହେ ଇଶ୍ରାୟେଲର ରଥ ଓ ତହିଁର ଅଶ୍ବାରୋହୀଗଣ!
12 Eliseu viu o que aconteceu e gritou: — Meu pai, meu pai! O senhor sempre foi como um exército para defender Israel! E nunca mais ele viu Elias. Muito triste, Eliseu rasgou a sua capa pelo meio.
13 ଏଲିଯଙ୍କ କୋଟ ଭୂମିରେ ପଡିଲାମାତ୍ ରେ ଇଲୀଶାୟ ତାକୁ ଉଠାଇ ନେଲେ। ତା'ପରେ ସେ ୟର୍ଦ୍ଦନ ନଦୀ ତୀର ରେ ଛିଡା ହାଇେ ପାଣିକୁ ଆଘାତ କରି କହିଲେ, ଏଲିଯଙ୍କର ପରମେଶ୍ବର, ସଦାପ୍ରଭୁ କେଉଁଠା ରେ ଅଛନ୍ତି?
13 Depois pegou a capa de Elias, que havia caído, voltou para a beira do rio Jordão e parou ali.
14 ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହାଇଗେଲା ଏବଂ ଇଲୀଶାୟ ନଦୀ ପାର ହେଲେ।
14 Então bateu na água com a capa de Elias e disse: — Onde está o Aí bateu de novo na água, e ela se abriu, e ele passou para o outro lado.
15 ଯେତବେେଳେ ଯିରୀହାେ ନିବାସୀ ଭବିଷ୍ଯଦ୍ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ଯରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, ଏଲିଯଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା। ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ।
15 Os cinquenta profetas de Jericó viram isso e disseram: — O poder de Elias está com Eliseu! Então foram encontrar-se com ele, ajoelharam-se diante dele
16 ସମାନେେ ତାଙ୍କୁ କହିଲେ, ଦେଖ, ଆମ୍ଭ ସହିତ ପଗ୍ଭଶ ବଳବାନ୍ ଲୋକ ଅଛନ୍ତି। ଆମ୍ଭେ ବିନଯ କରୁଛୁ, ସମାନଙ୍କେୁ ତୁମ୍ଭର ମହାଶୟଙ୍କୁ ଖାଜେିବା ରେ ୟିବାକୁ ଦିଅ। ହାଇପୋ ରେ ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଉର୍ଦ୍ଧ୍ବକୁ ନଇେ କୌଣସି ପର୍ବତ କି ଉପତ୍ୟକା ଉପରେ ପକାଇ ଦଇେଥିବେ।
16 e disseram: — Nós que estamos aqui somos cinquenta homens fortes. Deixe que vamos procurar o seu mestre. Talvez o Espírito do — Não! Vocês não devem ir! — respondeu Eliseu.
17 ତା'ପରେ ସେ ବିହ୍ବଳ ହବୋ ପର୍ୟ୍ଯନ୍ତ ତାଙ୍କୁ ସମାନେେ ପ୍ରବର୍ତ୍ତାନ୍ତେ, ସେ କହିଲେ, ଭଲ କଥା, ଏଲିଯଙ୍କୁ ଖାଜେିବାକୁ ଲୋକ ପଠାଅ।
17 Mas eles insistiram, até que ele mudou de ideia e deixou que fossem. Os cinquenta foram e durante três dias procuraram Elias por toda parte, porém não o acharam.
18 ପୁଣି ସମାନେେ ଯିରୀହାେ ରେ ଇଲୀଶାୟ ନିକଟକୁ ୟାଇ କହିଲେ, ସମାନେେ ଏଲିଯଙ୍କୁ ପାଇଲେ ନାହିଁ। ଏଥି ରେ ଇଲୀଶାୟ କହିଲେ, ତୁମ୍ଭମାନଙ୍କୁ ନ ୟିବା ପାଇଁ ମୁଁ କହିଥିଲି।
18 Então voltaram a Jericó, onde Eliseu estava esperando. Eliseu disse: — Eu não falei para vocês não irem?
19 ନଗରର ଲୋକମାନେ ଇଲୀଶାୟ ନିକଟକୁ ୟାଇ କହିଲେ, ମହାଶୟ ତୁମ୍ଭେ ଦେଖିପାରିବ ଯେ, ଏହି ନଗରଟି ଅତି ସୁନ୍ଦର ଭାବରେ ଅବସ୍ଥିତ ଅଛି। ମାତ୍ର ଏହାର ଜଳ ଅତ୍ଯନ୍ତ ଦୁଶିତ ହାଇୟୋଇଛି, ତେଣୁ ଭୂମି ଉତ୍ତମ ଶସ୍ଯ ଦେଉନାହିଁ।
19 Alguns homens de Jericó foram falar com Eliseu e disseram: — Como o senhor sabe, esta cidade é boa, mas a água não presta e provoca abortos.
20 ଇଲୀଶାୟ କହିଲେ, ମାେତେ ଗୋଟିଏ ନୂତନ ପାତ୍ର ଆଣି ଦିଅ ଓ ତହିଁରେ କିଛି ଲୁଣ ରଖ।
20 Então Eliseu mandou: — Ponham um pouco de sal num prato novo e tragam para mim. Eles levaram,
21 ତତ୍ପରେ ଇଲୀଶାୟ ଜଳ ନିର୍ଝରର ଉତ୍ପତ୍ତି ସ୍ଥଳକୁ ୟାଇ ଲବଣକୁ ଜଳ ରେ ପକାଇଲେ ଓ କହିଲେ, ସଦାପ୍ରଭୁ ଏହି କଥା କୁହନ୍ତି, 'ମୁଁ ଏହି ଜଳକୁ ଶୁଦ୍ଧ କଲି। ଏଣିକି ଆଉ ତାହା ମୃତ୍ଯୁର କାରଣ ହବେ ନାହିଁ କିଅବା ଜମି ରେ ଅଙ୍ଗୁର ବଢାଇବାର ବାଧକ ହବେନାହିଁ।'
21 e Eliseu foi até a fonte, jogou o sal na água e disse: — O que o
22 ଜଳ ନିର୍ମଳ ହେଲା। ଇଲୀଶାୟଙ୍କ ବାକ୍ଯାନୁସା ରେ ତାହା ଆଜି ପର୍ୟ୍ଯନ୍ତ ନିର୍ମଳ ରହିଅଛି।
22 E aquela água ficou pura até hoje , como Eliseu disse que ia ficar.
23 ଅନନ୍ତର ଇଲୀଶାୟ ବୈଥଲକେୁ ଗଲେ। ସେ ବାଟରେ ଯାଉଥିବା ବେଳେ କେତକେ କ୍ଷୁଦ୍ର ବାଳକ ନଗର ବାହାରକୁ ଆସି ତାଙ୍କୁ ପରିହାସ କରି ଚିତ୍କାର କଲେ, ଆ ରେ ଚନ୍ଦା ମୁଣ୍ତିଆ! ଉପରକୁ ୟା, ଆ ରେ ଚନ୍ଦା ମୁଣ୍ତିଆ ଉପରକୁ ୟା!
23 Eliseu saiu de Jericó para ir a Betel. Ele ia andando pela estrada, quando alguns rapazes saíram de uma cidade e começaram a caçoar dele, gritando assim: — Ô seu careca, fora daqui!
24 ଇଲୀଶାୟ ପଛକୁ ଗ୍ଭହିଁ ବାଳକମାନଙ୍କୁ ଦେଖିଲେ। ସେ ସଦାପ୍ରଭୁଙ୍କ ନାମ ରେ ସମାନଙ୍କେୁ ଅଭିଶାପ ଦେଲେ। ତା'ପରେ ଦୁଇଟି ଭଲ୍ଲୁକ ଜଙ୍ଗଲରୁ ଆସି ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେ ମଧ୍ଯରୁ ବଯାଳିଶ ଜଣଙ୍କୁ ଧରି ଚିରି ପକାଇଲେ।
24 Eliseu virou para trás, olhou firme para os rapazes e os amaldiçoou em nome de Deus, o Senhor . Então duas ursas saíram do mato e despedaçaram quarenta e dois deles.
25 ଏହାପରେ ଇଲୀଶାୟ ବୈଥଲରେୁ କର୍ମିଲ ପର୍ବତକୁ ଓ ସଠାରୁେ ଶମରିଯାକୁ ଗଲେ।
25 Dali Eliseu foi até o monte Carmelo e depois voltou para Samaria.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Reis 2, comparar traduções ou montar um estudo — tudo direto pelo WhatsApp.