2 Reis 24
Oriya Bible (GL_ORIYA) vs VC
1 ଯିହାୟୋକୀମ୍ର ରାଜତ୍ବ କାଳ ରେ, ବାବିଲର ରାଜା ନବୂଖଦ୍ନିତ୍ସର ୟିହୂଦା ଓ ଯିହାୟୋକୀମ୍କୁ ତିନି ବର୍ଷ ଧରି ଆକ୍ରମଣ କଲେ। ତା'ପରେ ସେ ତାଙ୍କୁ ଅମାନ୍ଯ କରି ତାଙ୍କର ବିଦ୍ରୋହୀ ହେଲ।
1 Durante o reinado de Joaquim, Nabucodonosor, rei de Babilônia, subiu contra Joaquim, que se tornou seu vassalo por três anos. Depois revoltou-se contra ele.
2 ତେଣୁ ସଦାପ୍ରଭୁ ଯିହାୟୋଦାରକୀମ୍ଙ୍କ ବିରୁଦ୍ଧ ରେ କଲ୍ଦୀଯ ସୈନ୍ଯଦଳ, ଅରାମୀଯ ସୈନ୍ଯଦଳ, ମାୟୋବୀଯ ସୈନ୍ଯଦଳ ଓ ଅମ୍ମାନେ-ସନ୍ତାନ ମାନଙ୍କ ସୈନ୍ଯଦଳ ପ୍ ରରଣେ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ଯଦ୍ବକ୍ତାମାନଙ୍କ ଦ୍ବାରା ଯାହା କହିଥିଲେ, ସହେି ବାକ୍ଯାନୁସା ରେ ଯିହୁଦାକୁ ବିନାଶ କରିବା ପାଇଁ ତା' ବିରୁଦ୍ଧ ରେ ସମାନଙ୍କେୁ ପ୍ ରରଣେ କଲେ।
2 O Senhor mandou contra ele os bandos dos caldeus, dos sírios, dos moabitas e dos amonitas, e lançou-os contra Judá para o destruírem, conforme ele havia anunciado pela boca dos profetas, seus servos.
3 ମନଃଶିର ପାପ କର୍ମ ଯୋଗୁଁ ସଦାପ୍ରଭୁ ଯିହୁଦା ରେ ଏହି ଘଟଣାସବୁ ଘଟିବାକୁ ଦେଲେ। ଏହି ରୂପେ ସଦାପ୍ରଭୁ ସମାନଙ୍କେୁ ତାଙ୍କ ଦୃଷ୍ଟିରୁ ଦୂ ରଇେ ଦେଲେ।
3 Isso aconteceu realmente por ordem do Senhor, para afastá-lo de sua presença, por causa dos pecados cometidos por Manassés,
4 କାରଣ ମନଃଶି ବହୁ ନୀରିହ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯାକରି ସମାନଙ୍କେ ରକ୍ତ ରେ ୟିରୁଶାଲମ୍କୁ ପରିପୂର୍ଣ୍ଣ କଲା। ତେଣୁ ସଦାପ୍ରଭୁ ତାଙ୍କୁ ସହେି ପାପ ପାଇଁ କ୍ଷମା କରିବେ ନାହିଁ।
4 e por causa do sangue inocente que ele tinha derramado, chegando a inundar Jerusalém de sangue inocente. E o Senhor não quis perdoar.
5 ଏହି ଯିହାୟୋଦାରକୀମ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଛି।
5 O resto da história de Joaquim, seus atos e grandes feitos, tudo se acha consignado no livro das Crônicas dos reis de Judá.
6 ଯିହାୟୋଦାରକୀମଙ୍କ ମୃତ୍ଯୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ରାଜ୍ଯ କଲେ।
6 Joaquim adormeceu com seus pais e seu filho Joaquin sucedeu-lhe no trono.
7 ବାବିଲର ରାଜା ମିଶରର ନଦୀଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ମଧ୍ଯବର୍ତ୍ତି ସମସ୍ତ ଦେଶ ଅଧିକାର କଲେ। ଏହି ଦେଶ ପୂର୍ବରୁ ମିଶର ଅଧିନ ରେ ଥିଲା। ତେଣୁ ମିଶରର ରାଜା ପୂନର୍ବାର ମିଶର ଛାଡି ଆସିଲେ ନାହିଁ।
7 O rei do Egito cessou então suas expedições fora de sua terra, porque o rei de Babilônia se tinha apoderado de todas as possessões do rei do Egito, desde a torrente do Egito até o Eufrates.
8 ୟିହୋଯାଖୀନ୍ ଅଷ୍ଟାଦଶ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ମାତ୍ର ତିନି ମାସ ରାଜତ୍ବ କଲେ। ତାଙ୍କ ମାତାଙ୍କ ନାମ ନହୁଷ୍ଟା ଓ ସେ ୟିରୁଶାଲମ୍ ନିବାସୀ ଇଲ୍ନାଥନ୍ର କନ୍ଯା।
8 Joaquin tinha dezoito anos quando começou a reinar, e reinou durante três meses em Jerusalém. Sua mãe chamava-se Noesta, filha de Elnatã, e era natural de Jerusalém.
9 ଯିହାୟୋଦାରଖୀନ୍ ତାଙ୍କ ପିତାଙ୍କ ତୁଲ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମମାନ କଲେ।
9 Fez o mal aos olhos do Senhor, como o tinha feito seu pai.
10 ସହେି ସମୟରେ ନବୂଖଦ୍ନିତ୍ସରଙ୍କ ଅଧିକାରୀମାନେ ୟିରୁଶାଲମ୍କୁ ଆସି ତାଙ୍କୁ ଅବରୋଧ କଲେ।
10 Foi nesse tempo que vieram os homens de Nabucodonosor, rei de Babilônia, contra Jerusalém, e sitiaram-na.
11 ତା'ପରେ ବାବିଲର ରାଜା ନବୂଖଦ୍ତ୍ସର ଅବରୋଧ ହାଇେଥିବା ନଗର ରେ ତାଙ୍କର ଅଧିକାରୀମାନଙ୍କ ଦ୍ବାରା ଉପସ୍ଥିତ ହେଲେ।
11 Depois, Nabucodonosor veio pessoalmente diante da cidade, enquanto suas tropas a sitiavam.
12 ତେଣୁ ଯିହୁଦାର ରାଜା ୟିହୋଯାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନଫୁସକମାନେ ବାବିଲ ରାଜାଙ୍କୁ ଭଟେିବାକୁ ଗଲେ। ମାତ୍ର ବାବିଲର ରାଜା ଯିହାୟୋଦାରଖୀନ୍ଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖଦ୍ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ବ କାଳ ରେ ଘଟିଥିଲା।
12 Joaquin, rei de Judá, foi ter com o rei de Babilônia, ele e sua mãe, suas tropas, seus oficiais e seus eunucos; e o rei de Babilônia o prendeu. Isso foi no oitavo ano de seu reinado.
13 ନବୂଖଦ୍ନିତ୍ସର ରାଜପ୍ରାସାଦରୁ ଏବଂ ୟିରୁଶାଲମ୍ର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନଇଗେଲେ। ସେ ରାଜା ଶଲୋମନଙ୍କ ଦ୍ବାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ବର୍ଣ୍ଣମଯ ପାତ୍ରଗୁଡିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଘଟିଲା।
13 E como o Senhor tinha anunciado, levou dali todos os tesouros do templo do Senhor e do palácio real, e quebrou todos os objetos de ouro que Salomão, rei de Israel, tinha feito para o santuário do Senhor.
14 ଆଉ ସେ ୟିରୁଶାଲମ୍ର ସମସ୍ତ ଲୋକଙ୍କୁ, ସମସ୍ତ ଅଧିପତିଙ୍କୁ ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ଏପରି 10,000 ଲୋକଙ୍କୁ ବନ୍ଦୀ କଲେ। ଆଉ ସେ ସମସ୍ତ ଦକ୍ଷ ଶିଳ୍ପୀ ଓ କର୍ମକାରୀମାନଙ୍କୁ ନଇଗେଲେ କବଳେ ଦେଶ ରେ ନିତାନ୍ତ ଦରିଦ୍ର ଲୋକ ଛଡା ଆଉ ଅବଶିଷ୍ଟ କହେି ରହିଲେ ନାହିଁ।
14 Levou para o cativeiro toda a Jerusalém, todos os chefes e todos os homens de valor, ao todo dez mil, com todos os ferreiros e artífices; só deixou os pobres.
15 ପୁଣି ନବୂଖଦ୍ନିତ୍ସର ଯିହାୟୋଦାରଖୀନଙ୍କୁ, ତାଙ୍କ ମାତାଙ୍କୁ, ତାଙ୍କ ପତ୍ନୀମାନଙ୍କୁ, ତାଙ୍କର ନଫୁସକମାନଙ୍କୁ ଓ ତାଙ୍କର ପ୍ରଧାନ ଲୋକମାନଙ୍କୁ ବନ୍ଦୀ କର ୟିରୁଶାଲମ୍ରୁ ବାବିଲକୁ ନଇେ ଗଲେ।
15 Deportou Joaquin para Babilônia, com sua mãe, suas mulheres, os eunucos do rei e os grandes da terra.
16 ଆଉ ମଧ୍ଯ ସେ 7,000 ବଳବାନ ସୈନିକ ଓ 1,000 ଶିଳ୍ପୀ ଓ କର୍ମଚାରୀମାନଙ୍କୁ ବନ୍ଦୀ କରି ୟିରୁଶାଲମରୁ ନଇଗେଲା। ଏମାନେ ସମସ୍ତେ ତାଲିମ୍ପ୍ରାପ୍ତ ସୈନିକ ଥିଲେ ଓ ୟୁଦ୍ଧ ଯୋଗ୍ଯ ଥିଲେ।
16 Todos os homens de valor, em número de sete mil, os ferreiros e os artífices, em número de mil, e todos os homens aptos para a guerra, o rei de Babilônia os deportou para Babilônia.
17 ପୁଣି ବାବିଲର ରାଜା ଯିହାୟୋଦାରଖୀନର ମାମୁଁ ମତ୍ତନିଯଙ୍କୁ ତାଙ୍କ ପଦ ରେ ରାଜା କଲେ ଓ ତାଙ୍କ ନାମ ବଦଳାଇ ସିଦିକିଯ ରଖିଲେ।
17 Em lugar de Joaquin, o rei de Babilônia constituiu rei seu tio Matanias, cujo nome mudou para Sedecias.
18 ସିଦିକିଯ ଶାସନ କଲା ବଳକେୁ ତାଙ୍କୁ ଏକୋଇଶ ବର୍ଷ ହାଇେଥିଲା। ସେ ଏଗାର ବର୍ଷ ୟିରୁଶାଲମ୍ ରେ ରାଜତ୍ବ କଲେ। ତାଙ୍କ ମାତାଙ୍କ ନାମ ହମୂଟଲ ଓ ସେ ଲିବ୍ନା ନିବାସୀ ୟିରମିଯର କନ୍ଯା ଥିଲେ।
18 Sedecias tinha vinte e um anos quando começou a reinar, e reinou durante onze anos em Jerusalém. Sua mãe chamava-se Amital, filha de Jeremias, e era natural de Lobna.
19 ସିଦିକିଯ ଯିହାୟୋଦାରଖୀନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମମାନ କଲେ।
19 Fez o mal aos olhos do Senhor como o tinha feito Joaquin.
20 ସଦାପ୍ରଭୁ ୟରୁଶାଲମ୍ ଓ ଯିହୁଦା ପ୍ରତି ଏତେ କୋର୍ଧାନ୍ବିତ ହେଲେ ଯେ ସେ ସମାନଙ୍କେୁ ଆପଣା ଛାମୁରୁ ଦୂ ରଇେ ଦେଲେ।
20 Assim aconteceu a Jerusalém e a Judá, porque o Senhor queria, em sua cólera, rejeitá-los de sua presença. Sedecias revoltou-se contra o rei de Babilônia.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Reis 24, comparar traduções ou montar um estudo — tudo direto pelo WhatsApp.