2 Reis 21

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ମନଃଶି ବାରବର୍ଷ ବଯସ ରେ ରାଜ୍ଯ ଶାସନ କରିବା ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ପଞ୍ଚାବନ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ହୀଫ୍ସୀବା ଥିଲା।
1 Tinha Manassés doze anos de idade quando começou a reinar e reinou cinquenta e cinco anos em Jerusalém. Sua mãe chamava-se Hefzibá.
2 ମନଃଶି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀଯମାନଙ୍କୁ ଇଶ୍ରାୟେଲୀୟମାନଙ୍କ ସମ୍ମୁଖରୁ ତଡି ଦଇେଥିଲେ। ସହେିମାନଙ୍କର ଘୃଣ୍ଯକର୍ମ ସେ କଲେ।
2 Fez ele o que era mau perante o Senhor , segundo as abominações dos gentios que o Senhor expulsara de suas possessões, de diante dos filhos de Israel.
3 ତାଙ୍କର ପିତା ହିଜକିଯ ଯେଉଁ ଉଚ୍ଚସ୍ଥଳୀଗୁଡିକୁ ଧ୍ବଂସ କରିଥିଲେ, ସେ ପୁନର୍ବାର ସଗେୁଡିକୁ ନିର୍ମାଣ କଲେ। ଇଶ୍ରାୟେଲର ଆହାବ୍ ରାଜାଙ୍କ ପରି ସେ ବାଲ୍ ନିମନ୍ତେ ୟଜ୍ଞବଦେି ପ୍ରସ୍ତୁତ କଲେ ଓ ଆଶରୋ ମୂର୍ତ୍ତୀ ନିର୍ମାଣ କଲେ। ଆଉ ମଧ୍ଯ ସେ ସ୍ବର୍ଗସ୍ଥ ସମସ୍ତ ନକ୍ଷତ୍ରଙ୍କୁ ପୂଜା କରି ସମାନଙ୍କେର ସବୋ କଲେ।
3 Pois tornou a edificar os altos que Ezequias, seu pai, havia destruído, e levantou altares a Baal, e fez um poste-ídolo como o que fizera Acabe, rei de Israel, e se prostrou diante de todo o exército dos céus, e o serviu.
4 ପୁଣି ଆମ୍ଭେ ୟିରୁଶାଲମ୍ ରେ ଆପଣା ନାମ ସ୍ଥାପନ କରିବା ବୋଲି ସଦାପ୍ରଭୁ ଯେଉଁ ମନ୍ଦିର ବିଷଯ ରେ କହିଥିଲେ। ସଦାପ୍ରଭୁଙ୍କ ସହେି ମନ୍ଦିର ରେ ସେ ୟଜ୍ଞବଦେି ନିର୍ମାଣ କଲେ।
4 Edificou altares na Casa do Senhor , da qual o Senhor tinha dito: Em Jerusalém porei o meu nome.
5 ଆହୁରି ସେ ସଦାପ୍ରଭୁଙ୍କ ଦୁଇ ପ୍ରାଙ୍ଗଣ ରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ୟଜ୍ଞବଦେି ନିର୍ମାଣ କଲେ।
5 Também edificou altares a todo o exército dos céus nos dois átrios da Casa do Senhor .
6 ମନଃଶି ଆପଣା ପୁତ୍ରକୁ ଅଗ୍ନି ରେ ଉତ୍ସର୍ଗ କଲେ। ସେ ଶୁଭଶୁଭ କହିବାର ବିଦ୍ଯା, ଗଣକତା, ୟାଦୁବିଦ୍ଯା, ଭୂତପ୍ ରତେ ଓ ଗୂଣୀଗା ରଡେି କାର୍ୟ୍ଯ ରେ ଅଭ୍ଯସ୍ତ ହେଲେ।
6 E queimou a seu filho como sacrifício, adivinhava pelas nuvens, era agoureiro e tratava com médiuns e feiticeiros; prosseguiu em fazer o que era mau perante o Senhor , para o provocar à ira.
7 ପୁଣି ମନଃଶି ଆଶରୋ ରେ ଏକ ଖାଦେିତ ମୂର୍ତ୍ତୀ ନିର୍ମାଣ କରାଇ ସଦାପ୍ରଭୁଙ୍କ ମନ୍ଦିର ରେ ସ୍ଥାପନ କଲେ। କିନ୍ତୁ ସହେି ମନ୍ଦିର ବିଷଯ ରେ ସଦାପ୍ରଭୁ ଦାଉଦଙ୍କୁ ଓ ତାଙ୍କର ପୁତ୍ର ଶଲୋମନ୍କୁ କହିଥିଲେ, ମୁଁ ସମଗ୍ର ଇଶ୍ରାୟେଲର ସମସ୍ତ ନଗରଠାରୁ ୟିରୁଶାଲମ୍କୁ ମନୋନୀତ କରିଛି। ୟିରୁଶାଲମ୍ର ଏହି ମନ୍ଦିର ରେ ଆମ୍ଭର ନାମ ଚିରକାଳ ସ୍ଥାପନ କରିବୁ।
7 Também pôs a imagem de escultura do poste-ídolo que tinha feito na casa de que o Senhor dissera a Davi e a Salomão, seu filho: Nesta casa e em Jerusalém, que escolhi de todas as tribos de Israel, porei o meu nome para sempre;
8 ମୁଁ କବେେ ଇଶ୍ରାୟେଲୀୟମାନଙ୍କୁ ସମାନଙ୍କେ ଦେଶ ପରିତ୍ଯାଗ କରିବାର କାରଣ ହବେି ନାହିଁ, ଯାହା ମୁଁ ସମାନଙ୍କେର ପୂର୍ବପୁରୁଷଙ୍କୁ ଦଇେଅଛି। ମୁଁ ସମାନଙ୍କେୁ ସଠାେରେ ରହିବାକୁ ଦବେି, କବଳେ ଯଦି ସମାନେେ ମାରେ ଆଜ୍ଞା ମାନନ୍ତି ଓ ମାରେ ସବେକ ମାଶାେ ସମାନଙ୍କେୁ କହିଥିବା ନିତି ନିଯମସବୁ ସମାନେେ ଅନୁସରଣ କରନ୍ତି।
8 e não farei que os pés de Israel andem errantes da terra que dei a seus pais, contanto que tenham cuidado de fazer segundo tudo o que lhes tenho mandado e conforme toda a lei que Moisés, meu servo, lhes ordenou.
9 ମାତ୍ର ସମାନେେ ପରମେଶ୍ବରଙ୍କ ବାକ୍ଯ ଶୁଣିଲେ ନାହିଁ। କିଣାନର ଦେଶଠାରୁ ଅଧିକ ମନ୍ଦ କର୍ମ କରିବାକୁ ମନଃଶି ସମାନଙ୍କେୁ ମାର୍ଗ ଦର୍ଶନ କରୁଥିଲେ। ସେଥିପାଇଁ ସଦାପ୍ରଭୁଙ୍କ ଦ୍ବାରା ସମାନଙ୍କେୁ ବିନଷ୍ଟ କରାଗଲା। ଯେତବେେଳେ ଇଶ୍ରାୟେଲୀୟମାନେ ଦେଶକୁ ଆସିଲେ।
9 Eles, porém, não ouviram; e Manassés de tal modo os fez errar, que fizeram pior do que as nações que o Senhor tinha destruído de diante dos filhos de Israel.
10 ସଦାପ୍ରଭୁ ଆପଣା ସବେକ ଓ ଭବିଷ୍ଯଦ୍ବକ୍ତାମାନଙ୍କ ଦ୍ବାରା ଏହିକଥା କହିଲେ।
10 Então, o Senhor falou por intermédio dos profetas, seus servos, dizendo:
11 ଯିହୁଦାର ରାଜା ମନଃଶି ଏହି ସମସ୍ତ ଘୃଣା ଯୋଗ୍ଯ କର୍ମ କରିଅଛ। ତାଙ୍କ ପୂର୍ବରୁ ଯେଉଁ ଇ ମାରେୀଯମାନେ ଥିଲେ ସମାନଙ୍କେ ଅପେକ୍ଷା ଅଧିକ କୁକର୍ମ କରିଅଛ। ତାଙ୍କର ପ୍ରତିମା ଆରାଧନା ଦ୍ବାରା ସେ ଯିହୁଦାକୁ ପାପ କରାଇଛି।
11 Visto que Manassés, rei de Judá, cometeu estas abominações, fazendo pior que tudo que fizeram os amorreus antes dele, e também a Judá fez pecar com os ídolos dele,
12 ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, ' ଦେଖ ଆମ୍ଭେ ୟିରୁଶାଲମ ଓ ଯିହୁଦା ପାଇଁ ଏପରି ଅମଙ୍ଗଳ ଆଣିବୁ ୟିଏ ଏହି ବିଷଯ ରେ ଶୁଣିା ଆଶ୍ଚର୍ୟ୍ଯ ହବେ।
12 assim diz o Senhor , Deus de Israel: Eis que hei de trazer tais males sobre Jerusalém e Judá, que todo o que os ouvir, lhe tinirão ambos os ouvidos.
13 ପୁଣି ଆମ୍ଭେ ୟିରୁଶାଲମ୍ ଉପରେ ଶମରିଯାର ମାପ କରି ରଖାେ ଟାଣିବୁ ଓ ଆହାବ୍ ପରିବାରର ଓଳମ୍ ଟାଣିବା। ପୁଣି ମଣିଷ ଯେପରି ଥାଳି ପୋଛେ ଆଉ ପୋଛୁ ପୋଛୁ ଓଲଟ ପାଲଟ କରେ ସହେିପରି ମୁଁ ୟିରୁଶାଲମ୍କୁ ପୋଛି ପକାଇବା।
13 Estenderei sobre Jerusalém o cordel de Samaria e o prumo da casa de Acabe; eliminarei Jerusalém, como quem elimina a sujeira de um prato, elimina-a e o emborca.
14 ମୁଁ ମାରେଅବଶିଷ୍ଟ ନିଜ ଲୋକମାନଙ୍କୁ ପରିତ୍ଯାଗ କରିବ। ମୁଁ ସମାନଙ୍କେୁ ସମାନଙ୍କେର ଶତୃ ହସ୍ତ ରେ ସମର୍ପଣ କରିବି। ସମାନଙ୍କେର ଶତୃଗଣ ସମାନଙ୍କେୁ ଲୁଟ୍ କରିବେ ଏବଂ ସମାନେେ ସମାନଙ୍କେୁ ବନ୍ଦୀରୂପେ ନଇେଯିବେ।
14 Abandonarei o resto da minha herança, entregá-lo-ei nas mãos de seus inimigos; servirá de presa e despojo para todos os seus inimigos.
15 କାରଣ ସମାନେେ ଆମ୍ଭ ଦୃଷ୍ଟି ରେ କୁକର୍ମ କରି ଅଛନ୍ତି। ପୁଣି ସମାନେେ ସମାନଙ୍କେର ପୂର୍ବପୁରୁଷଗଣ ମିଶରରୁ ଆସିବା ଦିନଠାରୁ ଆଜି ପର୍ୟ୍ଯନ୍ତ ମାେତେ କୋରଧ ଜନ୍ମାଇଛନ୍ତି।
15 Porquanto fizeram o que era mau perante mim e me provocaram à ira, desde o dia em que seus pais saíram do Egito até ao dia de hoje.
16 ପୁଣି ମନଃଶି ବହୁ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯା କରି ୟିରୁଶାଲମ୍ ରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ୟ୍ଯନ୍ତ ରକ୍ତ ରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଦୁଷ୍କର୍ମ କଲେ।'
16 Além disso, Manassés derramou muitíssimo sangue inocente, até encher Jerusalém de um ao outro extremo, afora o seu pecado, com que fez pecar a Judá, praticando o que era mau perante o Senhor .
17 ମନଃଶିଙ୍କର ଏ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ କାର୍ୟ୍ଯ ତାଙ୍କର କୃତ ପାପ ଯିହୁଦା ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ହାଇେଛି।
17 Quanto aos mais atos de Manassés, e a tudo quanto fez, e ao seu pecado, que cometeu, porventura, não estão escritos no Livro da História dos Reis de Judá?
18 ଅନନ୍ତର ମନଃଶି ମୃତ୍ଯୁବରଣ କଲେ ଓ ଆପଣା ପୂର୍ବପୁରୁଷ ଲୋକଙ୍କ ସହିତ ଆପଣା ଗୃହର ଉଦ୍ୟାନ ରେ, ଅର୍ଥାତ ଉଷର ଉଦ୍ୟାନ ରେ କବର ପ୍ରାପ୍ତ ହେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ଆମାେନ୍ ରାଜା ହେଲେ।
18 Manassés descansou com seus pais e foi sepultado no jardim da sua própria casa, no jardim de Uzá; e Amom, seu filho, reinou em seu lugar.
19 ଆମାେନ୍ ବାଇଶ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ଦୁଇ ବର୍ଷ ଶାସନ କଲେ। ତାଙ୍କର ମାତାଙ୍କ ନାମ ମଶୁଲ୍ଲମତ୍ ଓ ସେ ୟଟବା ନିବାସୀ ହାରୁଷଙ୍କ କନ୍ଯା ଥିଲେ।
19 Tinha Amom vinte e dois anos de idade quando começou a reinar e reinou dois anos em Jerusalém. Sua mãe se chamava Mesulemete e era filha de Haruz, de Jotbá.
20 ଆମାେନ୍ ତାଙ୍କ ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ।
20 Fez o que era mau perante o Senhor , como fizera Manassés, seu pai.
21 ତାଙ୍କ ପିତାଙ୍କ ପରି ବାସ କଲେ। ସେ ସହେି ପ୍ରତିମାମାନ ପୂଜା କଲେ, ଯାହା ମନଃଶି, ତାଙ୍କର ପିତା ପୂଜା କରି ଆସୁଥିଲେ।
21 Andou em todo o caminho em que andara seu pai, serviu os ídolos a que ele servira e os adorou.
22 ଆଉ ସେ ସଦାପ୍ରଭୁ ତାଙ୍କର ପୂର୍ବପୁରୁଷଗଣର ପରମେଶ୍ବରଙ୍କୁ ତ୍ଯାଗ କଲେ ଓ ପରମେଶ୍ବର ଯାହା ଗ୍ଭହୁଁଥିଲେ ସେ ସପରେି ବାସ କଲେ ନାହିଁ।
22 Assim, abandonou ele o Senhor , Deus de seus pais, e não andou no caminho do Senhor .
23 ଆମାେନ୍ଙ୍କର ଦାସମାନେ ତାଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କ ନିଜ ଗୃହ ରେ ତାଙ୍କୁ ବଧ କଲେ।
23 Os servos do rei Amom conspiraram contra ele e o mataram em sua própria casa.
24 ମାତ୍ର ଜନ ସାଧାରଣ ସହେି ହତ୍ଯାକାରୀଙ୍କୁ, ସମସ୍ତ ଯେଉଁମାନେ ଆମାେନ୍ ରାଜାଙ୍କ ବିରୁଦ୍ଧ ରେ ଷଡୟନ୍ତ୍ର କରୁଥିଲେ ତାଙ୍କୁ ବଧ କଲେ। ତା'ପରେ ସମାନେେ ତାଙ୍କର ପୁତ୍ର ଯୋଶିୟଯଙ୍କୁ ତାଙ୍କ ପଦ ରେ ରାଜା କରାଇଲେ।
24 Porém o povo da terra feriu todos os que conspiraram contra o rei Amom e constituiu a Josias, seu filho, rei em seu lugar.
25 ଏହି ଆମାେନ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଛି।
25 Quanto aos mais atos de Amom e a tudo que fez, porventura, não estão escritos no Livro da História dos Reis de Judá?
26 ଆମାେନ୍ ନିଜ ବଗିଗ୍ଭ ଉଷର ରେ କବର ନେଲେ ଓ ତାଙ୍କ ପଦ ରେ ତାଙ୍କର ପୁତ୍ର ଯୋଶିୟଯ ରାଜା ହେଲେ।
26 Foi ele enterrado na sua sepultura, no jardim de Uzá; e Josias, seu filho, reinou em seu lugar.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Reis 21, comparar traduções ou montar um estudo — tudo direto pelo WhatsApp.