2 Reis 1
Oriya Bible (GL_ORIYA) vs VC
1 ଅନନ୍ତର ଆହାବ୍ଙ୍କ ମୃତ୍ଯୁପରେ ମାୟୋବ ଇଶ୍ରାୟେଲ ବିରୁଦ୍ଧ ରେ ବିଦ୍ରୋହାଚରଣ କଲେ।
1 Tendo morrido Acab, Moab revoltou-se contra Israel.
2 ଏକଦା ଅହସିଯ ତାଙ୍କର ଶମରିଯାସ୍ଥିତ ଗୃହର ଛାତ ଉପରୁ ଝରକା ଦଇେ ପଡି ଆହତ ହେଲ। ସେ ସଙ୍ଗେ ସଙ୍ଗେ ଦୂତମାନଙ୍କୁ ଆଦେଶ ଦେଲେ, ୟାଅ, ମୁଁ ଏହି ଆଘାତରୁ ଆରୋଗ୍ଯ ଲାଭ କରିବି କି ନାହିଁ। ଏହା ଇକୋର୍ଣର ଯାଜକ ବାଲ-ସବୂବଙ୍କୁ ଅନୁସନ୍ଧାନ କରି ପଗ୍ଭର।
2 Ocozias, que se encontrava em seu quarto alto, na Samaria, caiu da janela e feriu-se gravemente. Enviou então mensageiros, aos quais disse: Ide consultar Baal-Zebub, deus de Acaron, para saber se serei curado de meu mal.
3 ମାତ୍ର ସଦାପ୍ରଭୁଙ୍କ ଦୂତ ତୀଶ୍ବୀଯ ଏଲିଯଙ୍କୁ କହିଲେ, ୟାଅ, ଶମରିଯା ରାଜାଙ୍କର ଦୂତମାନଙ୍କୁ ଭଟେ ଓ ସମାନଙ୍କେୁ କୁହ, 'ଇଶ୍ରାୟେଲ ରେ କ'ଣ ଇଶ୍ରାୟେଲର ପରମେଶ୍ବର ନାହାଁନ୍ତି ଯେ, ତୁମ୍ଭମାନେେ ଇକୋର୍ଣର ଦବେତା ବାଲ୍-ସବୂବଙ୍କୁ ପରାମର୍ଶ କରିବାକୁ ଯାଉଛ?
3 Mas o anjo do Senhor falou a Elias, o tesbita: Sobe ao encontro dos mensageiros do rei de Samaria, e dize-lhes: Não há porventura um Deus em Israel, para irdes consultar Baal-Zebub, deus de Acaron?
4 ପୁଣି ଅହସିଯଙ୍କୁ କୁହ, ଯେ ହତେୁ ତୁମ୍ଭେ ବାଲ୍-ସବୂବଙ୍କ ପରାମର୍ଶ କରିବାକୁ ଆଦେଶ ଦଲେ, ଏଥିପାଇଁ ସଦାପ୍ରଭୁ ଯାହା କୁହନ୍ତି, 'ତୁମ୍ଭେ ଆଉ ତୁମ୍ଭର ଶୟ୍ଯାରୁ ଉଠିବ ନାହିଁ। ତୁମ୍ଭେ ନିଶ୍ଚିତ ମୃତ୍ଯୁବରଣ କରିବ।' ଏଲିଯ ଅହସିଯଙ୍କ ଦାସମାନଙ୍କୁ ଏହା କହି ପରିତ୍ଯାଗ କଲେ।
4 Por isso eis o que diz o Senhor: Não te levantarás do leito a que subiste, mas morrerás. E Elias partiu.
5 ବାର୍ତ୍ତାବହମାନେ ଏଲିଯ ଅହସିଯଙ୍କ ନିକଟକୁ ଫରେି ଆସନ୍ତେ, ଅହସିଯ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ କାହିଁକି ଶୀଘ୍ର ଫରେି ଆସିଲ?
5 Os mensageiros voltaram para Ocozias, e este lhes perguntou: Por que voltais?
6 ତହୁଁ ବାର୍ତ୍ତାବହମାନେ ଅହସିଯଙ୍କୁ କହିଲେ, ଜଣେ ଲୋକ ଆମ୍ଭକୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ତୁମ୍ଭ ରାଜାଙ୍କ ପାଖକୁ ଫରେିୟାଅ ଓ ତାଙ୍କୁ କୁହ, ସଦାପ୍ରଭୁ କୁହନ୍ତି, 'ଇଶ୍ରାୟେଲ ରେ କ'ଣ ପରମେଶ୍ବର ନାହାଁନ୍ତି? ତବେେ ତୁମ୍ଭେ କାହିଁକି ବାର୍ତ୍ତାବହମାନଙ୍କୁ ଇକୋର୍ଣର ଦବେତା ବାଲ-ସବୂବଙ୍କୁ ପଗ୍ଭରିବାକୁ ପଠାଇଅଛ? ତେଣୁ ତୁମ୍ଭେ ଆଉ ଶୟ୍ଯାରୁ ଉଠିବ ନାହିଁ, ସହେିଠା ରେ ମରିବ।'
6 Eles responderam: Um homem nos veio ao encontro e nos disse: Ide, voltai para o vosso rei e dizei-lhe: Isto diz o Senhor: Não há porventura Deus em Israel, para que mandes consultar Baal-Zebub, deus de Acaron? Por isso não te levantarás do leito a que subiste; vais morrer.
7 ଅହସିଯ ବାର୍ତ୍ତାବହମାନଙ୍କୁ ପଚାରିଲେ, ଯେଉଁ ଲୋକ ତୁମ୍ଭଙ୍କୁ ସାକ୍ଷାତ କରି ଆସି ଏହିସବୁ କହିଲା, ସେ ଜଣେ କି ପ୍ରକାର ଲୋକ?
7 Ocozias disse-lhes: Como era esse homem que veio ao vosso encontro e vos falou desse modo?
8 ବାର୍ତ୍ତାବହମାନେ ଅହସିଯଙ୍କୁ ଉତ୍ତର କଲେ, ସେ ଲୋକଟି ଲୋମଶ ବସ୍ତ୍ର ପରିଧାନ କରିଥିଲା ଓ ତା'ର କଟି ରେ ଏକ ଚମଡାର ପଟୁକା ବନ୍ଧା ଥିଲା।
8 Era um homem coberto de pelos, responderam-lhe, que trazia uma cinta de couro em volta dos rins. O rei disse: É Elias, o tesbita.
9 ଅନନ୍ତର ଅହସିଯ ଜଣେ ଅଧିନାଯକ ଓ ପଗ୍ଭଶ ଲୋକଙ୍କୁ ଏଲିଯଙ୍କ ନିକଟକୁ ପଠାଇଲେ। ଅଧିନାଯକ ଉପରକୁ ୟାଇ ଏଲିଯଙ୍କୁ ମିଶିଲେ ୟିଏ ପର୍ବତ ଉପରେ ବସିଥିଲେ ଓ କହିଲେ, ହେ ପରମେଶ୍ବରଙ୍କ ଲୋକ, ଦୟାକରି 'ତଳକୁ ଆସ।' କାରଣ ରାଜା ଆପଣଙ୍କୁ ଗ୍ଭହାନ୍ତି।
9 Imediatamente enviou-lhe o rei um chefe com seus cinqüenta homens. Este foi ter com Elias, que estava sentado no cimo dum monte, e disse-lhe: Ó homem de Deus, desce depressa, pois é ordem do rei.
10 ଏଲିଯ ସହେି ପଗ୍ଭଶ ଲୋକ ଅଧିନାଯକଙ୍କୁ କହିଲେ, ଯଦି ମୁଁ ପରମେଶ୍ବରଙ୍କ ଲୋକ ହାଇେଥାଏ, ତବେେ ସ୍ବର୍ଗରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭର ପଗ୍ଭଶ ଲୋକଙ୍କୁ ଗ୍ରାସ କରୁ।
10 Elias respondeu: Se sou um homem de Deus, venha fogo do céu e vos devore, a ti e aos teus cinqüenta homens. E o fogo, caindo do céu, devorou o chefe e seus cinqüenta homens.
11 ପୁନର୍ବାର ଅହସିଯ ଆଉ ଜଣେ ଅଧିନାଯକ ଓ ପଗ୍ଭଶ ଲୋକଙ୍କୁ ଏଲିଯ ନିକଟକୁ ପଠାଇଲେ। ସେ ଅଧିନାଯକ ଏଲିଯଙ୍କୁ ପୂର୍ବପରି କହିଲେ, ହେ ପରମେଶ୍ବରଙ୍କ ଲୋକ, ରାଜା ତୁମ୍ଭକୁ ଗ୍ଭହାନ୍ତି, 'ଦୟାକରି ତଳକୁ ଆସ।'
11 O rei mandou outro chefe com os seus cinqüenta homens, o qual, chegando aonde estava Elias, lhe disse; Ó homem de Deus, esta é a ordem do rei: desce imediatamente.
12 ଏଲିଯ ସେ ଅଧିନାଯକଙ୍କୁ କହିଲେ, ଯବେେ ମୁଁ ପରମେଶ୍ବରଙ୍କ ଲୋକ, ତବେେ ଆକାଶରୁ ଅଗ୍ନି ଆସୁ ଏବଂ ତୁମ୍ଭକୁ ଓ ତୁମ୍ଭର ପଗ୍ଭଶ ଲୋକଙ୍କୁ ଗ୍ରାସ କରୁ।
12 Se sou um homem de Deus, respondeu Elias, venha fogo do céu e te devore com os teus cinqüenta homens. E o fogo, caindo do céu, devorou o chefe e seus cinqüenta homens.
13 ଏହାପରେ ଅହସିଯ ତୃତୀୟ ଥର ଅଧିନାଯକ ସହିତ ପଗ୍ଭଶ ଲୋକଙ୍କୁ ପୁଣି ପଠାଇଲେ। ତୃତୀୟ ଅଧିନାଯକ ଏଲିଯ ନିକଟକୁ ୟାଇ ଏଲିଯଙ୍କ ଆଗ ରେ ନମ୍ର ଭାବରେ ମଥାନତ କଲେ ଏବଂ କହିଲେ, ହେ ପରମେଶ୍ବରଙ୍କ ଲୋକ, ମୁଁ ପ୍ରାର୍ଥନା କରୁଛି, ମାରେ ଜୀବନ ସହିତ ମାରେପଗ୍ଭଶ ଲୋକଙ୍କ ଜୀବନ ଆପଣ ବଞ୍ଚାନ୍ତୁ ଓ ରକ୍ଷା କରନ୍ତୁ।
13 Pela terceira vez, mandou o rei um chefe com os seus cinqüenta homens, o qual, chegando aonde estava Elias, pôs-se de joelhos e suplicou-lhe, dizendo: Peço-te, ó homem de Deus, que a minha vida tenha algum valor aos teus olhos e a destes cinqüenta homens teus servos.
14 ଅଗ୍ନି ସ୍ବର୍ଗରୁ ଆସି ପୂର୍ବ ଦୁଇ ଅଧିପତି ଓ ସମାନଙ୍କେର ପଗ୍ଭଶ ଲୋକଙ୍କୁ ପୋଡି଼ ପକାଇଲା। ମାତ୍ର ବର୍ତ୍ତମାନ ଆପଣ ଦୟାକରି ଆମ୍ଭମାନଙ୍କୁ ବଞ୍ଚାନ୍ତୁ।
14 Veio fogo do céu e devorou os dois primeiros chefes; mas, agora, que minha vida tenha algum valor aos teus olhos!
15 ତତ୍ପରେ ସଦାପ୍ରଭୁଙ୍କ ଦୂତ ଏଲିଯଙ୍କୁ କହିଲେ, ଅଧିନାଯକଙ୍କ ସହିତ ୟାଅ, ତାଙ୍କୁ ଭୟ କରନାହିଁ।
15 O anjo do Senhor disse a Elias: Desce com este homem; não temas. Elias levantou-se e desceu com ele à casa do rei.
16 ତହୁଁ ଏଲିଯ ରାଜାଙ୍କୁ କହିଲେ, ଇଶ୍ରାୟେଲ ରେ କ'ଣ ପରମେଶ୍ବର ନାହାଁନ୍ତି? ତୁମ୍ଭେ ଇକୋର୍ଣ ଦବେତା ବାଲ୍-ସବୂବଠାରୁ ପ୍ରଶ୍ନ ପଗ୍ଭରିବାକୁ, କିହିଁକି ଦୂତ ପଠାଇଲ? ତୁମ୍ଭର ଏହି କାର୍ୟ୍ଯ ଯୋଗୁଁ ତୁମ୍ଭେ ଶୟ୍ଯାରୁ ଆଉ ଉଠିବ ନାହିଁ, ସହେିଠା ରେ ତୁମ୍ଭେ ମରିବ। ସଦାପ୍ରଭୁ ଏହିସବୁ ବାକ୍ଯଗୁଡିକ କହିଲେ।
16 Disse-lhe: Eis o que diz o Senhor: Porque enviaste mensageiros a consultar Baal-Zebub, deus de Acaron, não te levantarás mais do leito a que subiste; mas morrerás.
17 ସଦାପ୍ରଭୁ ଏଲିଯଙ୍କୁ ଦଇେ କହିଥିବା ଅନୁସାରେ ଅହସିଯଙ୍କର ମୃତ୍ଯୁ ହେଲା। ତାଙ୍କର ପୁତ୍ର ନଥିବାରୁ ଅହସିଯଙ୍କ ପରେ ଯିହୁଦାର ରାଜା ଯିହାଶାଫେଟ୍ଙ୍କ ପୁତ୍ର ୟିହୋରାମର ଦ୍ବିତୀୟ ବର୍ଷ ରାଜତ୍ବ କାଳ ରେ ୟିହୋରାମ ତାଙ୍କ ପଦ ରେ ରାଜ୍ଯ କରିବାକୁ ଆରମ୍ଭ କଲେ।
17 Ocozias morreu, segundo a palavra que o Senhor tinha dito pelo profeta Elias, e seu irmão Jorão sucedeu-lhe o trono, no segundo ano de Jorão, filho de Josafá, rei de Judá, porque Ocozias não tinha filhos.
18 ଅହସିଯଙ୍କ ଅନ୍ୟ ସମସ୍ତ କାର୍ୟ୍ଯ ଇଶ୍ରାୟେଲ ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ହାଇେଛି।
18 O resto da história de Ocozias e suas ações, tudo está consignado no livro das Crônicas dos reis de Israel.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Reis 1, comparar traduções ou montar um estudo — tudo direto pelo WhatsApp.