2 Reis 16
Oriya Bible (GL_ORIYA) vs NVT
1 ଇଶ୍ରାଲୟଲସର ରମଲିଯଙ୍କର ପୁତ୍ର ପଲକହଙ୍କ ରାଜତ୍ବର ସପ୍ତଦଶ ବର୍ଷସରସଯାଥମଙ୍କ ପୁତ୍ର ଆହସ ଯିହୁଦାସର ରାଜାସହଲଲ।
1 Acaz, filho de Jotão, começou a reinar em Judá no décimo sétimo ano do reinado de Peca, filho de Remalias.
2 ଆହାସଙ୍କୁସଯଲତଲବଲଳ କୋଡିଏ ବର୍ଷସସ ରାଜାସହଲଲ ଓସସ ୟିରୁଶାଲମସରସଷାହଳ ବର୍ଷ ରାଜ୍ଯ କଲଲ।ସସ ତାଙ୍କ ପୂର୍ବପୁରୁଷ ଦାଉଦ୍ଙ୍କ ପରି ନଥିଲଲ।ସସ କୁକର୍ମ କାର୍ୟ୍ଯମାନ କଲଲ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିସର ଉଚିତ୍ ଥିଲା।
2 Tinha 20 anos quando começou a reinar, e reinou em Jerusalém por dezesseis anos. Ao contrário de seu antepassado Davi, não fez o que era certo aos olhos do S enhor , seu Deus.
3 ମାତ୍ରସସ ଇଶ୍ରାଲୟଲର ରାଜାମାନଙ୍କ ପରି ବସବାସ କଲଲ। ଜଘନ୍ଯ ପାପ ପ୍ରଥା ଅନୁସାଲରସସ ତାଙ୍କର ପୁତ୍ରକୁ ଅଗ୍ନିସର ବଳିଦାନ କଲଲ।ସଯ ଜାତିମାନଙ୍କ ଦ୍ବାରା ଅନୁକରଣସହାଇଥିଲା, ଯାହା ସଦାପ୍ରଭୁ ଭୂମିରୁ ୟୋର କରି ତଡିସଦଲଲ,ସଯଲତଲବଲଳ ଇଶ୍ରାଲୟଲମାଲନ ଆସିଲଲ।
3 Em vez disso, seguiu o exemplo dos reis de Israel e até sacrificou seu filho no fogo. Desse modo, seguiu as práticas detestáveis das nações que o S enhor havia expulsado da terra diante dos israelitas.
4 ପୁଣିସସ ଉଚ୍ଚସ୍ଥଳୀସର, ପର୍ବତ ଉପଲର ଓ ପ୍ରଲତ୍ୟକକ ହରିତ୍ବର୍ଣ୍ଣ ବୃକ୍ଷତଲଳ ବଳିଦାନ କଲଲ ଓ ଧୂପ ଜଳାଇଲଲ।
4 Ofereceu sacrifícios e queimou incenso nos santuários idólatras, nos montes e debaixo de toda árvore verdejante.
5 ସସଲତଲବଲଳ ଅରାମର ରାଜା ରତ୍ସୀନ ଓ ଇଶ୍ରାଲୟଲର ରାଜା ରମଲିଯଙ୍କ ପୁତ୍ର ପଲକହ ୟିରୁଶାଲମ ବିରୁଦ୍ଧସର ୟୁଦ୍ଧ କରିବାକୁ ଆସିଲଲ।ସସମାଲନ ଆହସଙ୍କୁ ଚତୁର୍ଦ୍ଦିଗସର ଘଲରିଗଲଲ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲଲ ନାହିଁ।
5 Então Rezim, rei da Síria, e Peca, filho de Remalias, rei de Israel, subiram para atacar Jerusalém. Cercaram Acaz, mas não conseguiram derrotá-lo.
6 ସସ ସମୟଲର ଅରାମର ରାଜା ରତ୍ସୀନ୍ ଏଲତ୍ ନଗରକୁ ପୁନର୍ବାର ଅରାମର ଅଧିନ କରାଇ ୟିହୁଦୀମାନଙ୍କୁ ଏଲତ୍ରୁ ତଡିସଦଲଲ।ସସଠାଲର ଅରାମୀଯମାଲନ ଆସି ଅଦ୍ଯାବଧି ବାସ କରୁଛନ୍ତି।
6 Nessa época, o rei de Edom recuperou a cidade de Elate para os edomitas. Expulsou o povo de Judá e colocou edomitas para morarem ali, onde estão até hoje.
7 ଅଶୂରର ରାଜା ଆହସ୍ ତିଗ୍ଲତ-ପିଲଲଷର ନିକଟକୁ ଦୂତ ପଠାଇ କହିଲଲ, ମୁଁ ତୁମ୍ଭର ଦାସ ଓ ମୁଁ ତୁମ୍ଭର ପୁତ୍ର ତୁଲ୍ଯ। ଦୟାକରି ଏଠାକୁ ଆସ ଓସମାଲତ ଅରାମର ରାଜାର ଓ ଇଶ୍ରାଲୟଲ ରାଜାର ଆକ୍ରମଣରୁ ରକ୍ଷା କର।
7 O rei Acaz enviou mensageiros para dizer a Tiglate-Pileser, rei da Assíria: “Sou seu servo e seu súdito. Venha salvar-me dos exércitos da Síria e de Israel que estão me atacando”.
8 ଆଉ ମଧ୍ଯ ଆହସ୍ ସଦାପ୍ରଭୁଙ୍କ ମନ୍ଦିରସର ଓ ରାଜଗୃହର ଭଣ୍ତାରସର ଥିବା ସୁବର୍ଣ୍ଣ ଓ ରୋପ୍ଯସନଲଲ ଓ ଅଶୂରର ରାଜା ନିକଟକୁ ଉପହାର ସ୍ବରୂପ ପଠାଇଲଲ।
8 Então Acaz pegou a prata e o ouro do templo do S enhor e dos tesouros do palácio e os enviou como pagamento para o rei da Assíria.
9 ଏଥିସର ଅଶୂର ରାଜା ଆହସ୍ଙ୍କୁ ସାହାୟ୍ଯ କରିବାକୁ ରାଜିସହଲଲ ଓସସ ଆକ୍ରମଣ କଲଲ। ଦମ୍ମଲଶକ ଅଧିକାର କଲଲ ଓସସଠିକାରସଲାକମାନଙ୍କୁ ବନ୍ଦୀ କରି କୀର ନଗରକୁସନଇଗଲଲ। ଆଉସସ ରତ୍ସୀନ୍କୁ ବଧ କଲଲ।
9 O rei da Assíria atendeu ao pedido e atacou Damasco, a capital da Síria, e deportou seus habitantes para Quir. Também matou Rezim, rei da Síria.
10 ରାଜା ଆହାସ୍ ଅଶୂର ରାଜା ତିଗ୍ଲତ-ପିଲଲଷରଙ୍କୁ ଭଲଟିବାକୁ ଦମ୍ମଲଶକ ଗଲଲ ଓ ଦମ୍ଲମଶକଲର ଥିବା ୟଜ୍ଞବଲଦୀସଦଖିଲଲ। ତା'ପଲର ଆହାସ୍ର ରାଜାସସହି ୟଜ୍ଞବଲଦିସର ସକଳ ଶିଳ୍ପକଳା ଅନୁସାଲରସସହିପ୍ରକାର ଆକୃତି ଉରିଯ ଯାଜକ ନିକଟକୁ ପଠାଇଲଲ।
10 Então o rei Acaz foi a Damasco para encontrar-se com Tiglate-Pileser, rei da Assíria. Enquanto estava lá, viu o altar da cidade e enviou ao sacerdote Urias um modelo e um desenho detalhado do altar.
11 ତା'ପଲର ଯାଜକ ଉରିଯ ରାଜା ଆହାସ ଦମ୍ମଲଶକରୁ ପଠାଇଥିବା ୟଜ୍ଞବଲଦିର ନମୁନା ଅନୁସାଲର ଏକ ୟଜ୍ଞବଲଦି ନିର୍ମାଣ କଲଲ। ଆହସ୍ ଆସିବା ପୂର୍ବରୁ ଯାଜକ ସମସ୍ତ କର୍ମ କଲା।
11 O sacerdote Urias seguiu as instruções do rei e construiu um altar exatamente igual, que ficou pronto antes de o rei voltar de Damasco.
12 ରାଜା ଆହାସ୍ସଯଲତଲବଲଳ ଦମ୍ମଲଶକରୁ ଆସିଲଲ।ସସ ୟଜ୍ଞବଲଦିସଦଖିଲଲ ଓ ୟଜ୍ଞବଲଦୀ ନିକଟକୁ ୟାଇ ତା' ଉପଲର ବଳିଦାନ କଲଲ।
12 Quando o rei voltou, viu o altar e ofereceu sacrifícios sobre ele.
13 ପୁଣିସସସସହି ୟଜ୍ଞବଲଦି ଉପଲର ଆପଣାସହାମବଳି ଭକ୍ଷ୍ଯ ନୈବଲଦ୍ଯ ଦଗ୍ଧକରି, ଆପଣା ପଲଯ ନୈବଲଦ୍ଯ ଢାଳି ଓସସ ଆପଣା ମଙ୍ଗଳାର୍ଥକ ବଳିର ରକ୍ତ ୟଜ୍ଞବଲଦୀ ଉପଲର ଛିଞ୍ଚିଲଲ।
13 Apresentou um holocausto, uma oferta de cereal e uma oferta derramada e aspergiu o altar com o sangue de uma oferta de paz.
14 ଆଉସସ ସଦାପ୍ରଭୁଙ୍କ ସମ୍ମୁଖସ୍ଥିତ ପିତ୍ତଳ ୟଜ୍ଞବଲଦୀ ଆଣିଲଲସଯଉଁଟାକି ଆହାସ୍ ୟଜ୍ଞବଲଦୀ ଓ ସଦାପ୍ରଭୁଙ୍କ ମନ୍ଦିରର ମଧ୍ଯସ୍ଥଳସର ଥିଲା ଓ ଏହା ତାଙ୍କର ୟଜ୍ଞବଲଦୀର ଉତ୍ତର ପାଶର୍ବସର ରଖିଲଲ।
14 O rei Acaz removeu o antigo altar de bronze de seu lugar, na frente do templo do S enhor , entre o novo altar e a entrada, e o colocou do lado norte do novo altar.
15 ରାଜା ଆହସ୍ ଉରିଯ ଯାଜକଙ୍କୁ ଆଲଦଶସଦଲଲ, ପ୍ରଭାତ କାଳୀନସହାମବଳି, ସାଯଂକାଳୀନ ଭକ୍ଷ୍ଯନୈବଲଦ୍ଯ, ରାଜାଙ୍କରସହାମବଳି ଓ ତାଙ୍କର ଭକ୍ଷ୍ଯ ନୈବଲଦ୍ଯ,ସଲାକଙ୍କସହାମବଳି,ସସମାନଙ୍କର ଭକ୍ଷ୍ଯ ନୈବଲଦ୍ଯ ଓ ପଲଯ ନୈବଲଦ୍ଯ ବଡ ୟଜ୍ଞବଲଦୀ ଉପଲର ତୁମ୍ଲଭ ଦଗ୍ଧ କରିବା ଉଚିତ୍ ଓ ତହିଁ ଉପଲରସହାମବଳିର ସବୁ ରକ୍ତ ଓ ଅନ୍ୟ ନୈବଲଦ୍ଯ ବୃହତ୍ ୟଜ୍ଞବଲଦୀ ଉପଲର ଛିଞ୍ଚ। କିନ୍ତୁ ମୁଁ ପରଲମଶ୍ବରଙ୍କୁ ପ୍ରଶ୍ନ ପଗ୍ଭରିବାକୁ ପିତ୍ତଳ ୟଜ୍ଞବଲଦୀ ବ୍ଯବହାର କରିବି
15 Disse ao sacerdote Urias: “Use o novo altar para o holocausto da manhã, para a oferta de cereal da tarde, para o holocausto e a oferta de cereal do rei, e para o holocausto, a oferta de cereal e a oferta derramada de todo o povo. Com o sangue de todos os holocaustos e sacrifícios, faça aspersão sobre o novo altar. O altar de bronze será apenas para meu uso pessoal”.
16 ଯାଜକ ଉରିଯ ରାଜା ଆହାସ୍ଙ୍କ ଆଜ୍ଞାନୁସାସର ସମସ୍ତ କାର୍ୟ୍ଯ କଲଲ।
16 Urias fez como o rei Acaz ordenou.
17 ପୁଣି ଆହାସ୍ ରାଜା ବୈଠକିଗୁଡିକ କାଟି ପ୍ରକ୍ଷାଳନ ପାତ୍ର ଓ କବାଟ ଫଳକ ଅଲଗା କଲଲ। ଆଉ ବଡ ଟ୍ଯାଙ୍କ ତଲଳସଯଉଁ ପିତ୍ତଳ ନିର୍ମିତ ଷଣ୍ତ ଥିଲା,ସସସବୁର ଉପରୁ ତାକୁସନଇ ଏକ ପ୍ରସ୍ତର ଚଟାଣ ଉପଲର ରଖିଲଲ।
17 Depois, o rei Acaz tirou os painéis e as bacias das dez bases móveis usadas para levar água. Também removeu o grande tanque de bronze chamado Mar de cima dos touros e o colocou sobre o pavimento de pedra.
18 ଆଉ ବିଶ୍ରାମ ସଭା ନିମନ୍ଲତ ମନ୍ଦିର ମଧିଅଲରସଯଉଁ ଆବୃତ ପଥ ଓ ରାଜାଙ୍କର ପ୍ରବଲଶାର୍ଥଲ ବହିଦ୍ବାର କରିଥିଲଲ ତାହାସସ ଅଶୂରର ରାଜାଙ୍କ ଲାଗି ସଦାପ୍ରଭୁଙ୍କ ମନ୍ଦିରରୁସନଇଗଲଲ।
18 Por causa do rei da Assíria, removeu a cobertura construída dentro do templo para ser usada aos sábados, bem como a entrada externa do rei para o templo do S enhor .
19 ଏହିପରି ଆହାସଙ୍କର ଅବଶିଷ୍ଟ କ୍ରିଯାର ବୃତ୍ତାନ୍ତ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକଲର ଲିଖିତସହାଇଛି।
19 Os demais acontecimentos do reinado de Acaz e tudo que ele fez estão registrados no Livro da História dos Reis de Judá .
20 ଆହାସ୍ଙ୍କର ମୃତ୍ଯୁସହଲା ଓସସ ନିଜ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରସର କବରସନଲଲ। ତାଙ୍କ ପଦସର ତାଙ୍କର ପୁତ୍ର ହିଜକିଯ ଶାସନ କଲଲ।
20 Quando Acaz morreu, foi sepultado com seus antepassados na Cidade de Davi. Seu filho Ezequias foi seu sucessor.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Reis 16, comparar traduções ou montar um estudo — tudo direto pelo WhatsApp.