2 Reis 11
Oriya Bible (GL_ORIYA) vs NVI
1 ଅନନ୍ତର ଅହସିଯଙ୍କର ମାତା ଅଥଲିଯା ନିଜ ପୁତ୍ରର ମୃତ୍ଯୁ ଦେଖି, ସମସ୍ତ ରାଜବଂଶକୁ ବିନାଶ କଲେ।
1 Quando Atalia, mãe de Acazias, soube que seu filho estava morto, mandou matar toda a família real.
2 ମାତ୍ର ଯୋରାମ ରାଜକନ୍ଯା, ଅହସିଯଙ୍କର ଭଗିନୀ ୟିହୋଶବୋ ଯେତବେେଳେ ଦେଖିଲେ ରାଜପୁତ୍ରମାନେ ନିହତ ହେଲ, ସେ ପୁତ୍ରମାନଙ୍କ ମଧ୍ଯରୁ ୟୋଯାଶକୁ ନଇଗେଲେ। ସେ ଶିଶୁ ଓ ତାହାର ଧାତ୍ରୀକୁ ନଇେ ଶଯନାଗାର ରେ ଲୁଗ୍ଭଇ ରଖିଲା। ତାକୁ ଲୁଗ୍ଭଇ ରଖିବାରୁ ସେ ଅଥଲିଯାଠାରୁ ହତ ହେଲା ନାହିଁ।
2 Mas Jeoseba, filha do rei Jeorão e irmã de Acazias, pegou Joás, um dos filhos do rei que iam ser assassinados, e o colocou num quarto, junto com a sua ama, para escondê-lo de Atalia; assim ele não foi morto.
3 ତା'ପରେ ୟୋଯାଶ ଓ ୟହୋଶବୋ ସଦାପ୍ରଭୁଙ୍କ ମନ୍ଦିର ରେ ଛଅବର୍ଷ ଗୋପନ ରେ ରହିଲେ ଓ ସେତବେେଳେ ଅଥଲିଯା ଯିହୁଦା ରେ ରାଜତ୍ବ କଲେ।
3 Seis anos ele ficou escondido com ela no templo do Senhor, enquanto Atalia governava o país.
4 ଏହାପରେ ସପ୍ତମ ବର୍ଷ ରେ ଯିହାୟୋଦାରଦା ଲୋକ ପଠାଇ କରୀଯମାନଙ୍କର ଓ ପ୍ରହରିବର୍ଗର ଅଧ୍ଯକ୍ଷମାନଙ୍କୁ ଅଣାଇ ସମାନଙ୍କେୁ ଏକତ୍ରିତ କରି ସଦାପ୍ରଭୁଙ୍କ ମନ୍ଦିରକୁ ଆପଣା ନିକଟକୁ ନଲୋ, ଆଉ ସେ ସମାନଙ୍କେ ସହିତ ଏକ ଚୁକ୍ତି କରାଇଲା ଓ ସଦାପ୍ରଭୁଙ୍କ ମନ୍ଦିର ରେ ସମାନଙ୍କେୁ ଶପଥ କରାଇ ରାଜପୁତ୍ର ୟୋଯାଶକୁ ଦଖାଇେଲା।
4 No sétimo ano, o sacerdote Joiada mandou chamar à sua presença no templo do Senhor os líderes dos batalhões de cem dos cários e dos guardas. E fez um acordo com eles, fazendo-os jurar no templo do Senhor. Então lhes mostrou o filho do rei
5 ତା'ପରେ ସେ ସମାନଙ୍କେୁ ଆଜ୍ଞା ଦଇେ କହନ୍ତି, ତୁମ୍ଭମାନେେ ଏହା ନିଶ୍ଚଯ କରିବ। ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ବିଶ୍ରାମ ଦିନ ଆରମ୍ଭ ରେ ଏହି ପ୍ରାସାଦକୁ ପ୍ରହରା ଦବୋକୁ ନିଶ୍ଚଯ ଆସିବ।
5 e lhes ordenou: "Vocês vão fazer o seguinte: Quando entrarem de serviço no sábado, uma companhia ficará de guarda no palácio real,
6 ଅନ୍ୟ ଏକତୃତୀଯାଂଶ ସୂର ଫାଟକରେ ରହିବେ ଓ ଆଉ ଏକତୃତୀଯାଂଶ ପ୍ରହରିମାନଙ୍କର ପଛ ଫାଟକରେ ରହିବେ। ଏହିରୂପେ ତୁମ୍ଭମାନେେ ପୁରା ଦମ୍ ରେ ପ୍ରାସାଦକୁ ଜଗିବ।
6 outra, na porta de Sur e a terceira, na porta atrás das outras companhias. Elas montarão guarda no templo por turnos.
7 ପୁଣି ବିଶ୍ରାମ ବାରର ଦୁଇ ଭାଗର ଲୋକ ଯେଉଁମାନେ କର୍ମକ୍ଷେତ୍ରକୁ ୟାଇ ସଦାପ୍ରଭୁଙ୍କ ମନ୍ଦିରର ପ୍ରହରୀ ରହିବେ ଓ ରାଜା ୟୋଯାଶ୍କୁ ରକ୍ଷା କରିବେ।
7 As outras duas companhias que normalmente não estão de serviço no sábado ficarão de guarda no templo, para proteger o rei.
8 ତୁମ୍ଭମାନେେ ରାଜା ଯୋଯାଶକୁ ବେଷ୍ଟନ କରି ରହିବ। ସେ ଯେତବେେଳେ ଯିବେ, ତୁମ୍ଭେ ତାଙ୍କ ସହିତ ନିଶ୍ଚଯ ରହିବ। ତୁମ୍ଭମାନେେ ସର୍ବଦା ଅସ୍ତ୍ର ରେ ସଜ୍ଜିତ ହାଇେ ରହିବ। ଯେ କୌଣସି ଲୋକ ତୁମ୍ଭର ଅତି ନିକଟକୁ ଆ ସେ ତାକୁ ହତ୍ଯା କରାୟିବ।
8 Posicionem-se ao redor do rei, de armas na mão. Matem todo o que se aproximar de suas fileiras. Acompanhem o rei aonde quer que ele for".
9 ୟିହୋଯାଦା ଯାଜକ ଯାହାସବୁ ଆଦେଶ କଲେ, ଅଧ୍ଯକ୍ଷମାନେ ତଦନୁସା ରେ ପାଳନ କଲେ। ସମାନଙ୍କେ ମଧ୍ଯରୁ ପ୍ରେତ୍ୟକକ ତାଙ୍କର ପୁରୁଷମାନଙ୍କୁ ଆଣିଲେ, ଉଭୟ ଯେଉଁମାନେ ବିଶ୍ରାମ ଦିନ ରେ କାର୍ୟ୍ଯକୁ ଯାଉଥିଲେ ଓ ଯେଉଁମାନେ କାର୍ୟ୍ଯକୁ ନଯାଉଥିଲେ, ଏହି ଲୋକମାନେ ୟିହୋଯାଦା ଯାଜକ ନିକଟକୁ ଗଲେ।
9 Os líderes dos batalhões de cem fizeram como o sacerdote Joiada havia ordenado. Cada um levou seus soldados, tanto os que estavam entrando de serviço no sábado como os que estavam saindo, ao sacerdote Joiada.
10 ଦାଉଦ ରାଜା ଯେଉଁସବୁ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ମନ୍ଦିର ରେ ରଖିଥିଲେ, ଯାଜକ ସେସବୁ କାଢି ସମାନଙ୍କେୁ ଦଇେ ଦେଲେ।
10 Então ele deu aos líderes dos batalhões de cem, as lanças e os escudos que haviam pertencido ao rei Davi, e que estavam no templo do Senhor.
11 ଏହି ପ୍ରହରୀମାନେ ସଦାପ୍ରଭୁଙ୍କ ମନ୍ଦିରର ଦକ୍ଷିଣ ପାଶର୍ବରୁ ବାମପାଶର୍ବ ପର୍ୟ୍ଯନ୍ତ ୟଜ୍ଞବଦେୀ ଓ ରାଜାଙ୍କ ଚତୁଃପାଶର୍ବ ରେ ହସ୍ତ ରେ ଅସ୍ତ୍ର ଧରି ଠିଆ ହାଇେ ରହିଲେ।
11 Os guardas, todos de arma na mão, posicionaram-se em volta do rei, perto do altar e do templo, desde o lado sul até o lado norte do templo.
12 ସେତବେେଳେ ସମାନେେ ରାଜପୁତ୍ରକୁ ବାହାରକୁ ଆଣି ତାହା ମସ୍ତକରେ ମୁକୁଟ ପିନ୍ଧାଇଲେ ଓ ତାହାକୁ ସାକ୍ଷ ପୁସ୍ତକ ଦେଲେ। ପୁଣି ସମାନେେ ତାଙ୍କୁ ରାଜାକରି ଅଭିଷକେ କଲେ। ଆଉ କରତାଳି ଦଇେ କହିଲେ, ରାଜା ଚିରଜୀବି ହୁଅନ୍ତୁ।
12 Depois Joiada trouxe para fora o filho do rei, colocou nele a coroa e entregou-lhe uma cópia da aliança. Então o proclamaram rei ungindo-o, e o povo aplaudia e gritava: "Viva o rei! "
13 ଏଥି ରେ ଅଥଲିଯା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ମନ୍ଦିରର ଲୋକମାନଙ୍କ ନିକଟକୁ ଆସିଲା।
13 Quando Atalia ouviu o barulho dos guardas e do povo, foi ao templo do Senhor, onde estava o povo.
14 ଅଥଲିଯା ଦେଖିଲେ ରାଜା ବିଧି ଅନୁସାରେ ଯେଉଁଠି ଛିଡା ହବୋ କଥା ସେଠି ଛିଡା ହାଇେଛନ୍ତି। ରାଜାଙ୍କ ନିକଟରେ ସନୋପତିମାନେ ଥିଲେ, ଲୋକମାନେ ତୂରୀ ବଜାଉଥିଲେ। ଦେଶର ସମସ୍ତ ଲୋକ ଆନନ୍ଦ କରୁଥିଲେ। ଏଥି ରେ ଅଥଲିଯା ନିଜର ବସ୍ତ୍ର ଚିରି ରାଜଦ୍ରୋହ! ରାଜଦ୍ରୋହ! ବୋଲି ଚିତ୍କାର କଲା।
14 Lá ela viu o rei, conforme o costume, de pé junto à coluna. Os oficiais e os tocadores de corneta estavam ao lado do rei, e todo o povo se alegrava ao som das cornetas. Então, Atalia rasgou suas vestes e gritou: "Traição! Traição! "
15 ଏଥି ରେ ଯାଜକ ଯିହାୟୋଦାରଦା ସୈନ୍ଯମାନଙ୍କର ଅଧ୍ଯକ୍ଷମାନଙ୍କୁ ଆଦେଶ ଦେଲେ, ଅଥଲିଯାକୁ ମନ୍ଦିର ବାହାରକୁ ନଇୟୋଅ। ୟିଏ ତା'ର ପଶ୍ଚାତ ଧାବନ କରୁଛି, ନିଶ୍ଚଯ ହତ୍ଯା କରାୟିବ। ତାକୁ କିମ୍ବା ତା'ର ଅନୁସରଣକାରୀମାନଙ୍କୁ ମନ୍ଦିର ଭିତ ରେ ହତ୍ଯା କର ନାହିଁ।
15 O sacerdote Joiada ordenou aos líderes dos batalhões de cem que estavam no comando das tropas: "Levem-na para fora por entre as fileiras, e matem à espada todo que a seguir". Pois o sacerdote dissera: "Ela não será morta no templo do Senhor".
16 ତହୁଁ ଅଥଲିଯା ଅଶ୍ବଦ୍ବାରର ପଥଦଇେ ରାଜଗୃହକୁ ଗଲା ବେଳେ ସମାନେେ ତାକୁ ଧରି ବଧ କଲେ।
16 Então eles a prenderam e a levaram ao lugar onde os cavalos entram no terreno do palácio, e lá a mataram.
17 ତା'ପରେ ଯିହାୟୋଦାରଦା ସଦାପ୍ରଭୁ, ରାଜା ଓ ଲୋକମାନଙ୍କ ମଧିଅରେ ଏକ ଚୁକ୍ତି କଲେ। ଏହି ଚୁକ୍ତି ଅନୁସାରେ ରାଜା ଓ ଲୋକମାନେ ସଦାପ୍ରଭୁଙ୍କର ଲୋକ ହେଲେ। ପୁଣି ଯିହାୟୋଦାରଦା ରାଜା ଓ ଲୋକମାନଙ୍କ ପାଇଁ ଏକ ଚୁକ୍ତି କରି କହିଲେ ଯେ, ରାଜା ଲୋକମାନଙ୍କ ପାଇଁ ଯାହା କରିବେ ଓ ଲୋକମାନେ ରାଜାଙ୍କୁ ମାନିବେ ଓ ତାଙ୍କ ଅନୁଗାମୀ ହବେେ।
17 E Joiada fez uma aliança entre o Senhor, o rei e o povo, para que fossem o povo do Senhor. Também fez um acordo entre o rei e o povo.
18 ଏଥି ଉତ୍ତା ରେ ସମସ୍ତ ଲୋକ ବାଲ୍ ମନ୍ଦିରକୁ ଗଲେ ଓ ସଠାେରେ ମନ୍ଦିର, ୟଜ୍ଞବଦେୀଗୁଡିକ ଓ ବାଲ୍ର ପ୍ରତିମାଗୁଡିକୁ ଭାଙ୍ଗି ଚୂର୍ଣ୍ଣ କରି ଦେଲେ। ସମାନେେ ମଧ୍ଯ ବାଲ୍ର ଯାଜକ ମତ୍ତନକୁ ୟଜ୍ଞବଦେୀ ସମ୍ମୁଖ ରେ ବଧ କଲେ।
18 Então todo o povo foi ao templo de Baal e o derrubou. Despedaçaram os altares e os ídolos, e mataram Matã, sacerdote de Baal, em frente dos altares. E o sacerdote Joiada colocou guardas no templo do Senhor.
19 ପୁଣି ସେ ଯାଜକ ସନୋପତିମାନଙ୍କୁ, କରୀଯମାନଙ୍କୁ, ପ୍ରହରୀମାନଙ୍କୁ ଓ ସମସ୍ତ ଲୋକମାନଙ୍କୁ ଧରି ସଦାପ୍ରଭୁଙ୍କ ମନ୍ଦିରରୁ ରାଜଗୃହକୁ ଚାଲି ରେ। ସମାନେେ ପ୍ରହରୀବର୍ଗର ଦ୍ବାର ଦଇେ ରାଜଗୃହକୁ ଆସିଲେ। ତା'ପରେ ୟୋଯାଶ ସିଂହାସନ ଉପରେ ଉପବିଷ୍ଟ ହେଲେ।
19 Levou consigo os líderes dos batalhões de cem dos cários, os guardas e todo o povo e, juntos, conduziram o rei do templo ao palácio, passando pela porta da guarda. O rei então ocupou seu lugar no trono real,
20 ସମସ୍ତ ଲୋକ ଆନନ୍ଦିତ ହେଲେ ଓ ନଗର ସୁସ୍ଥିର ହେଲା। ଆଉ ରାଜଗୃହ ନିକଟରେ ଅଥଲିଯା ଖଡ୍ଗ ରେ ନିହତ ହେଲା।
20 e todo o povo se alegrou. E a cidade acalmou-se depois que Atalia foi morta à espada no palácio.
21 ୟୋଯାଶ ସାତବର୍ଷ ବଯସ ରେ ରାଜତ୍ବ କଲେ।
21 Joás tinha sete anos de idade quando começou a reinar.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Reis 11, comparar traduções ou montar um estudo — tudo direto pelo WhatsApp.