2 Reis 10

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଆହାବଙ୍କର ସତୁରି ପୁତ୍ର ଶମରିଯା ରେ ଥିଲେ। ଯହେୂ ଶମରିଯା ରେ ୟିଷ୍ରିଯଲରେ ଅଧ୍ଯକ୍ଷ ଅର୍ଥାତ ପ୍ରାଚୀନବର୍ଗମାନଙ୍କୁ ଓ ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନଙ୍କ ନିକଟକୁ ଏହିପରି ପତ୍ରମାନ ଲେଖି ପଠାଇଲେ। ଯଥା:
1 Acabe tinha setenta filhos que moravam na cidade de Samaria. Jeú escreveu uma carta às autoridades e aos oficiais da cidade e aos guardiões dos filhos do rei Acabe, em que dizia:
2 ଏହି ଚିଠି ପାଇବା ମାତ୍ ରେ, ତୁମ୍ଭମାନେେ ତୁମ୍ଭ ପିତାଙ୍କର ପୁତ୍ରମାନଙ୍କ ମଧ୍ଯରୁ ଅତି ଉତ୍ତମ ଓ ଯୋଗ୍ଯତମ ସନ୍ତାନଟିକୁ ବାଛ। ତୁମ୍ଭମାନଙ୍କର ରଥମାନ ଅଛି, ଅଶ୍ବମାନ ଅଛନ୍ତି ଓ ତୁମ୍ଭମାନେେ ଏକ ସୁଦୃଢ ନଗର ରେ ବାସ କରୁଛ, ଆଉ ମଧ୍ଯ ତୁମ୍ଭମାନଙ୍କର ଅସ୍ତ୍ର ଶସ୍ତ୍ର ଅଛି।
2 “Os filhos do rei estão sob seus cuidados, e vocês têm carros de guerra, cavalos, uma cidade fortificada e armas. Assim que receberem esta carta,
3 ତେଣୁ ସହେି ଯୋଗ୍ଯତମ ସନ୍ତାନକୁ ତୁମ୍ଭ ପିତାର ସିଂହାସନ ପାଇଁ ବାଛିଅଛ ଓ ତୁମ୍ଭମାନେେ ଆପଣା ପ୍ରଭୁର ପରିବାର ପାଇଁ ୟୁଦ୍ଧ କର।
3 escolham para ser rei o melhor e mais capaz dos filhos de seu senhor e preparem-se para lutar pela dinastia de Acabe”.
4 ମାତ୍ର ୟିଷ୍ରିଯଲରେ ଅଧ୍ଯକ୍ଷ ଓ ପ୍ରାଚୀନବର୍ଗଗଣ ଭୟଭୀତ ହାଇେ ପଡିଲେ। ସମାନେେ କହିଲେ, ଯେତବେେଳେ ସେ ଦୁଇ ରାଜା ଯହେୂଙ୍କୁ ବନ୍ଦ କରି ପାରିଲେ ନାହିଁ। ଆମ୍ଭେ କିପରି ତାଙ୍କୁ ବନ୍ଦ କରିବା?
4 Eles ficaram apavorados e disseram: “Dois reis não foram capazes de enfrentar esse homem! O que podemos fazer?”.
5 ତେଣୁ ଗୃହାଧ୍ଯକ୍ଷ, ନଗର ରାଜ୍ଯପାଳ, ପ୍ରାଚୀନଗଣ, ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନେ ଯହେୂଙ୍କ ନିକଟକୁ ଏହିକଥା କହି ପଠାଇଲେ, ଆମ୍ଭମାନେେ ଆପଣଙ୍କର ଦାସ, ଆପଣ ଆମ୍ଭମାନଙ୍କୁ ଯାହା ଆଜ୍ଞା କରିବେ ଆମ୍ଭମାନେେ ତାହା ସବୁ ପାଳନ କରିବୁ, ଆମ୍ଭମାନେେ କୌଣସି ଲୋକକୁ ରାଜା କରିବୁ ନାହିଁ, ଯାହା ଆପଣଙ୍କ ଦୃଷ୍ଟିର ରେ ଭଲ ତାହା ଆପଣ କରନ୍ତୁ।
5 Então os administradores do palácio e da cidade, juntamente com as autoridades e os guardiões dos filhos do rei, enviaram esta mensagem a Jeú: “Somos seus servos e faremos o que o senhor ordenar. Não proclamaremos nenhum rei; faça o que lhe parecer melhor”.
6 ତା'ପରେ ଯହେୂ ଦ୍ବିତୀୟ ଚିଠି ନତେୃବର୍ଗ ଓ ପ୍ରାଚୀନବର୍ଗମାନଙ୍କ ନିକଟକୁ ଏହା କହି ଲେଖିଲେ, ଯଦି ତୁମ୍ଭମାନେେ ମାେ ସପକ୍ଷ ରେ ଓ ମାେ ଆଜ୍ଞା ପାଳନ କରିବ, ତବେେ ଆହାବ୍ଙ୍କ ପୁତ୍ରମାନଙ୍କ କଟାମୁଣ୍ତ ଧରି ଆସନ୍ତାକାଲି ଏହି ସମୟରେ ୟିଷ୍ରିଯଲକେୁ ମାେ ନିକଟକୁ ଆସ।
6 Jeú respondeu com outra carta: “Se estão do meu lado e vão me obedecer, tragam-me as cabeças dos filhos de seu senhor a Jezreel, amanhã a esta hora”. Os setenta filhos de Acabe estavam sob os cuidados dos líderes de Samaria, onde haviam sido criados desde a infância.
7 ଯେତବେେଳେ ନତେୃବର୍ଗ ଏବଂ ପ୍ରାଚୀନବର୍ଗମାନେ ଏହି ଚିଠି ପାଇଲେ, ସମାନେେ ସହେି ସତୁରି ରାଜାଙ୍କର ପୁତ୍ରମାନଙ୍କୁ ନଇେ ବଧ କଲେ, ସମାନେେ ସହେି କଟାମୁଣ୍ତକୁ ଡାଲା ରେ ରଖି ୟିଷ୍ରିଯଲକେୁ ଯହେୂଙ୍କ ନିକଟକୁ ପଠାଇଲେ।
7 Quando a carta chegou, os líderes mataram os setenta filhos do rei. Colocaram as cabeças em cestos e as entregaram a Jeú, em Jezreel.
8 ତା'ପରେ ଦୂତ ଆସି ଯହେୂଙ୍କୁ କହିଲା, ସମାନେେ ରାଜପୁତ୍ରମାନଙ୍କର କଟାମୁଣ୍ତ ଆଣିଛନ୍ତି।
8 Um mensageiro foi a Jeú e disse: “Eles trouxeram as cabeças dos filhos do rei”. Então Jeú ordenou: “Façam com elas dois montões junto ao portão de entrada da cidade e deixem que fiquem lá até amanhã cedo”.
9 ପ୍ରଭାତ ରେ ଯହେୂ ବାହାରକୁ ୟାଇ ଲୋକମାନଙ୍କ ସମ୍ମୁଖ ରେ ଛିଡା ହାଇେ କହିଲେ, ତୁମ୍ଭମାନେେ ନିରିହ ଲୋକ, ମୁଁ ଆପଣା ମହାଶୟଙ୍କୁ ଚକ୍ରାନ୍ତ କରି ବଧ କଲି, ମାତ୍ର ଏହି ଆହାବଙ୍କର ପୁତ୍ରମାନଙ୍କୁ କିଏ ବଧ କଲା? ତୁମ୍ଭମାନେେ ସମାନଙ୍କେୁ ବଧ କଲ।
9 Na manhã seguinte, ele saiu e se dirigiu à multidão que havia se reunido ali. “Vocês não têm culpa”, disse ele. “Eu conspirei contra meu senhor e o matei. Mas quem matou todos estes?
10 ଏବେ ତୁମ୍ଭମାନେେ ଜାଣ ସଦାପ୍ରଭୁ ଯାହା ଆହାବ୍ ବଂଶ ବିଷଯ ରେ କହିଥିଲେ, ତାହା ନିଶ୍ଚଯ ଘଟିବ। ସଦାପ୍ରଭୁ ତାଙ୍କର ଦାସ ଏଲିଯ ଦ୍ବାରା ଯାହା କହିଥିଲେ ତାହା ଆଜି ସଫଳ କରାଇଛନ୍ତି।
10 Podem ter certeza de que a mensagem do S enhor a respeito da família de Acabe se cumprirá. O S enhor declarou por meio de seu servo Elias que isso aconteceria.”
11 ତେଣୁ ଯହେୂ ୟିଷ୍ରିଯଲେ ରେ ବାସ କରୁଥିବା ଆହାବ୍ଙ୍କର ବଂଶର ସମସ୍ତ ଲୋକଙ୍କୁ ଅର୍ଥାତ୍ ତାଙ୍କର ପ୍ରଧାନ ଲୋକମାନଙ୍କୁ ଆତ୍ମୀଯ ବନ୍ଧୁମାନଙ୍କୁ ଓ ଯାଜକମାନଙ୍କୁ ବଧ କଲେ। ଆହାବ୍ଙ୍କ ଲୋକରୁ କହେି ଜଣେ ହେଲେ ଜୀବିତ ଛଡାଗଲା ନାହିଁ।
11 Então Jeú matou todos os parentes de Acabe que restavam em Jezreel e todos os seus oficiais mais importantes, seus amigos pessoais e seus sacerdotes. Nenhum descendente de Acabe sobreviveu.
12 ଯହେୂ ୟିଷ୍ରିଯଲେ ତ୍ଯାଗ କରି ଶମରିଯାକୁ ଗଲେ। ସେ ପଥ ମଧିଅରେ ମଷେପାଳକମାନଙ୍କ ଛାଉଣୀ ନିକଟରେ ଅଟକି ଗଲେ। ଯେଉଁଠା ରେ ସମାନେେ ସମାନଙ୍କେ ମଷଠାରୁେ ଲୋମ କାଟିଥିଲେ।
12 Depois, Jeú partiu para Samaria. No caminho, em Bete-Equede dos Pastores,
13 ଯହେୂ ଯିହୁଦାର ରାଜା ଅହସିଯଙ୍କ ସମ୍ପର୍କୀଯମାନଙ୍କୁ ଦେଖି ପଚାରିଲେ, ତୁମ୍ଭମାନେେ କିଏ?
13 encontrou alguns parentes de Acazias, rei de Judá. “Quem são vocês?”, perguntou. Eles responderam: “Somos parentes do rei Acazias. Vamos visitar a família do rei Acabe e da rainha-mãe”.
14 ତା'ପରେ ଯହେୂ ତାଙ୍କ ଲୋକମାନଙ୍କୁ ଆଦେଶ ଦେଲେ, ଏମାନଙ୍କୁ ଜୀବନ୍ତ ଧର।
14 “Prendam-nos vivos!”, ordenou Jeú a seus homens. Eles os capturaram, 42 pessoas ao todo, e os mataram junto ao poço de Bete-Equede. Nenhum deles escapou.
15 ଏହାପରେ ଯହେୂ ସଠାରୁେ ପ୍ରସ୍ଥାନ କଲା ବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ରେଖବର ପୁତ୍ର ଯିହାନୋଦବଙ୍କୁ ଭଟେିଲେ। ସେ ଯିହାନୋଦବଙ୍କୁ ସ୍ବାଗତ କରି ପଚାରିଲେ, ତୁମ୍ଭେ ମାରେ ବିଶ୍ବସ୍ତ ବନ୍ଧୁ କି? ମୁଁ ଯେପରି ତୁମ୍ଭ ପ୍ରତି ସରଳ ଓ ବିଶ୍ବସ୍ତ?
15 Quando Jeú partiu dali, encontrou Jonadabe, filho de Recabe, que vinha falar com ele. Depois de cumprimentá-lo, Jeú lhe disse: “Você é leal a mim como sou a você?”. “Sim, eu sou”, respondeu Jonadabe. “Então dê-me sua mão”, disse Jeú. Jonadabe estendeu a mão, e Jeú o ajudou a subir à carruagem.
16 ଯହେୂ କହିଲେ, ମାେ ସହିତ ଆସ, ସଦାପ୍ରଭୁଙ୍କ ପ୍ରତି ମାରେ କିପରି ଦୃଢ ଆସ୍ଥା ତାହା ଦେଖି ପାରିବ।
16 E lhe disse: “Venha comigo, e você verá a minha dedicação ao S enhor ”. Jonadabe foi com ele.
17 ଯହେୂ ଶମରିଯାକୁ ଆସି ଆହାବ୍ଙ୍କ ଅବଶିଷ୍ଟ ବଂଶଧରଙ୍କୁ ବଧ କଲେ। ସଦାପ୍ରଭୁ ଏଲିଯଙ୍କୁ କହିବାନୁସା ରେ ଯହେୂ ସେ ସମସ୍ତଙ୍କୁ ହତ୍ଯା କଲେ।
17 Quando Jeú chegou a Samaria, matou todos que restavam ali da família de Acabe, como o S enhor havia anunciado por meio de Elias.
18 ପୁଣି ଯହେୂ ସମସ୍ତଙ୍କୁ ଏକତ୍ର କରି ସମାନଙ୍କେୁ ଡାକି କହିଲେ, ଆହାବ୍ ବାଲ୍ର ଅଳ୍ପ ସବୋ କଲା, ମାତ୍ର ଯହେୂ ତା'ର ବହୁତ ସବୋ କରିବ।
18 Jeú reuniu todo o povo da cidade e lhes disse: “A adoração de Acabe a Baal não foi nada comparado ao modo como eu o adorarei!
19 ବର୍ତ୍ତମାନ ବାଲ୍ର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ, ତା'ର ସମସ୍ତ ପୂଜକଙ୍କୁ ଓ ତା'ର ସମସ୍ତ ଯାଜକମାନଙ୍କୁ ମାେ ନିକଟକୁ ଡାକ। ଦେଖ ଯେ କହେି ଅନୁପସ୍ଥିତ ନ ରହନ୍ତି, କାରଣ ବାଲ୍ ଉଦ୍ଦେଶ୍ଯ ରେ ମାରେ ଏକ ବଡ ବଳିଦାନ କରିବାର ଇଚ୍ଛା ଏବଂ ଆଉ ଯେଉଁ ଲୋକ ଅନୁପସ୍ଥିତ ରହିବ ନିଶ୍ଚଯ ହତ୍ଯା କରାୟିବ।
19 Portanto, convoquem todos os profetas e adoradores de Baal e reúnam todos os seus sacerdotes. Todos devem vir, pois vou oferecer um grande sacrifício a Baal. Quem não comparecer será morto”. O plano astuto de Jeú, porém, era destruir todos os adoradores de Baal.
20 ପୁଣି ଯହେୂ କହିଲେ, ବାଲ୍ ଉଦ୍ଦେଶ୍ଯ ରେ ଏକ ପବିତ୍ର ମହାସଭା ଆଯୋଜନ କର। ଆଉ ଯାଜକମାନେ ତାହା ଘାଷେଣା କଲେ।
20 Então Jeú ordenou: “Preparem uma reunião solene para prestar culto a Baal!”. A convocação foi feita,
21 ତା'ପରେ ଯହେୂ ଇଶ୍ରାୟେଲର ସମଗ୍ର ଅଞ୍ଚଳକୁ ବାର୍ତ୍ତା ପଠାଇଲେ। ବାଲ୍ର ସମସ୍ତ ପୂଜକ ଓ ଯାଜକ ଆସିଲେ ଓ କହେି ଜଣେ ହେଲେ ଅନୁପସ୍ଥିତ ରହିଲେ ନାହିଁ। ସମସ୍ତ ବାଲ୍ପୂଜକ ବାଲ ମନ୍ଦିର ରେ ପହନ୍ଚିଲେ ଓ ମନ୍ଦିରଟି ଲୋକରେ ପରିପୂର୍ଣ୍ଣ ହେଲା।
21 e ele enviou mensageiros por todo o Israel. Todos os adoradores de Baal vieram, e ninguém faltou. Encheram o templo de Baal de uma extremidade à outra.
22 ଯହେୂ ବସ୍ତ୍ରାଗାର ରେ ଅଧ୍ଯକ୍ଷକୁ ଆଦେଶ ଦେଲେ, ସମସ୍ତ ବାଲ୍ ପୂଜକଙ୍କ ପାଇଁ ବସ୍ତ୍ର ବାହାର କରି ଦିଅ। ତେଣୁ ସେ ବସ୍ତ୍ର ବାହାର କରି ଆଣିଲା।
22 Jeú instruiu o responsável pela sala de vestimentas: “Todos os adoradores de Baal devem usar estas roupas”. E as roupas foram distribuídas.
23 ତା'ପରେ ଯହେୂ ଓ ରେଖବର ପୁତ୍ର ଯିହାନୋଦବ ବାଲ୍ ମନ୍ଦିରକୁ ଗଲେ। ଯହେୂ ବାଲ୍ ମନ୍ଦିରର ଉପାସକମାନଙ୍କୁ କହିଲେ, ଚତୁଃପାଶର୍‌ବକୁ ଦେଖ! ଏଠା ରେ ବାଲ୍ ପୂଜାରୀମାନଙ୍କ ଛଡା ଯେପରି ଏଠା ରେ ଆଉ କହେି ନ ଥାଏ। ଏଥିପାଇଁ ଖାଜେି ନିଶ୍ଚିଚ ହୁଅ ଯେ, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ଦାସ ଏଠା ରେ ନାହିନ୍ତି।
23 Em seguida, Jeú entrou no templo de Baal com Jonadabe, filho de Recabe. Disse aos adoradores de Baal: “Certifiquem-se de que ninguém que adora o S enhor esteja aqui, mas somente aqueles que adoram Baal”.
24 ଏହାପରେ ବାଲ୍ପୂଜକମାନେ ବଳିଦାନ ଓ ହାମବେଳି କରିବାକୁ ଭିତରକୁ ଗଲେ। ଯହେୂ ନିଜର ଅଶୀ ଜଣଙ୍କୁ ବାହା ରେ ନିୟୁକ୍ତ କରିଥିଲେ। ସେ ସମାନଙ୍କେୁ କହିଲେ, ଏହି ଲୋକମାନଙ୍କ ମଧ୍ଯରୁ ଯେପରି ଜଣେ କହେି ପଳାଇ ନ ୟାଆନ୍ତି।
24 Estavam todos dentro do templo para oferecer sacrifícios e holocaustos. Jeú havia colocado oitenta homens do lado de fora do edifício e os avisado: “Se deixarem alguém escapar, pagarão com a própria vida”.
25 ଯହେୂ ନବୈେଦ୍ଯ ହାମବେଳି ଉତ୍ସର୍ଗ କରିବାର ସମାପ୍ତି ପରେ ସେ ପ୍ରହରୀ ଓ ସନୋପତିମାନଙ୍କୁ କହିଲେ, ଭିତରକୁ ୟାଅ ଓ ସମସ୍ତ ବାଲ୍ ପୂଜାରୀଙ୍କୁ ହତ୍ଯା କର। କାହାରିକୁ ମନ୍ଦିର ବାହାରକୁ ଆସିବାକୁ ଦିଅ ନାହିଁ।
25 Assim que Jeú terminou de oferecer o holocausto, deu ordem a seus guardas e oficiais: “Entrem e matem todos. Não deixem ninguém escapar!”. Os guardas e os oficiais mataram todos e arrastaram os corpos para fora. Então os homens de Jeú entraram na câmara mais interna do templo de Baal.
26 ପୁଣି ସମାନେେ ବାଲ୍ ମନ୍ଦିରରୁ ସ୍ମୃତିସ୍ତମ୍ଭମାନ ବାହାର କରି ଆଣି ପୋଡି଼ ପକାଇଲେ।
26 Levaram para fora a coluna sagrada usada no culto a Baal e a jogaram no fogo.
27 ସମାନେେ ବାଲ୍ର ସ୍ମରଣାର୍ଥକ ପ୍ରସ୍ତରଗୁଡିକୁ ଭାଙ୍ଗି ପକାଇଲେ ଓ ବାଲ୍ ମନ୍ଦିରକୁ ଧୂଳିସାତ କଲେ ଓ ଏହାକୁ ଶୌଗ୍ଭଳଯ କଲେ। ସଗେୁଡିକ ଆଜିୟାଏ ବ୍ଯବହାର ହେଉଛି।
27 Despedaçaram a coluna sagrada, demoliram o templo de Baal e o transformaram em banheiros públicos, como é até hoje.
28 ଏହିରୂପେ ଯହେୂ ଇଶ୍ରାୟେଲରୁ ବାଲ୍ ପୂଜା ଦୂର କଲେ।
28 Desse modo, Jeú destruiu todos os vestígios do culto a Baal em Israel.
29 ନବାଟଙ୍କ ପୁତ୍ର ୟାରବିଯାମଙ୍କର ପାପକୁ ଯହେୂ ସମ୍ପୂର୍ଣ୍ଣ ରୂପେ ପରିତ୍ଯାଗ କଲେ ନାହିଁ, ୟିଏ ଇଶ୍ରାୟେଲର ପାପ କରିବାର କାରଣ ହାଇେଥିଲା। ଯହେୂ ମଧ୍ଯ ବୈଥଲେ ଓ ଦାନ ରେ ଥବା ସୂବର୍ଣ୍ଣ ବାଛୁରୀ ଧ୍ବଂସ କରି ପାରିଲେ ନାହିଁ।
29 Contudo, não destruiu os bezerros de ouro em Betel e Dã com os quais Jeroboão, filho de Nebate, havia levado Israel a pecar.
30 ଅନନ୍ତର ସଦାପ୍ରଭୁ ଯହେୂକୁ କହିଲେ, କାରଣ ମାେ ଦୃଷ୍ଟି ରେ ଯାହା ଯଥାର୍ଥ, ତୁମ୍ଭେ ଠିକ୍ କରିଅଛ। ଯାହା ମାରେ ଇଚ୍ଛା ଅନୁସାରେ ତୁମ୍ଭେ ଆହାବ୍ର ବଂଶକୁ ବିନାଶ କରିଅଛି। ଏଣୁ ଗ୍ଭରି ପୁରୁଷ ପର୍ୟ୍ଯନ୍ତ ତୁମ୍ଭର ସନ୍ତାନମାନେ ଇଶ୍ରାୟେଲ ସିଂହାସନ ରେ ରାଜତ୍ବ କରିବେ।
30 Ainda assim, o S enhor disse a Jeú: “Você fez bem em seguir minhas instruções e destruir a família de Acabe. Por isso, seus descendentes serão reis de Israel até a quarta geração”.
31 ତଥାପି ତା'ପରେ ଯହେୂ ସଦାପ୍ରଭୁଙ୍କର ଆଦେଶଗୁଡିକ ପୂର୍ଣ୍ଣଦୟା ରେ ଅନୁକରଣ କଲେ ନାହିଁ। ନବାଟଙ୍କ ପୁତ୍ର ୟାରବିଯାମଙ୍କର ପାପକୁ ଯହେୂ ସଂପୂର୍ଣ୍ଣ ରୂପେ ପରିତ୍ଯାଗ କରି ପାରିଲେ ନାହିଁ, ୟିଏ ଇଶ୍ରାୟେଲର ପାପ କରିବାର କାରଣ ହାଇେଥିଲା।
31 Mas Jeú não obedeceu de todo o coração à lei do S enhor , o Deus de Israel. Não se afastou dos pecados que Jeroboão havia levado Israel a cometer.
32 ସହେି ସମୟରେ ସଦାପ୍ରଭୁ ଇଶ୍ରାୟେଲକୁ ଭାଗ କରିବାକୁ ଆରମ୍ଭ କଲେ। ପୁଣି ଅରାମର ରାଜା ହସାଯଲେ ଇଶ୍ରାୟେଲର ସମସ୍ତ ସୀମା ରେ ଇଶ୍ରାୟେଲୀୟମାନଙ୍କୁ ପରାସ୍ତ କଲେ।
32 Naquele tempo, o S enhor começou a reduzir o território de Israel. O rei Hazael conquistou várias regiões do reino
33 ହସାଯଲେ ୟର୍ଦ୍ଦନ ପୂର୍ବ ଦିଗରୁ ସମସ୍ତ ଗିଲିଯଦ ଦେଶ ଅର୍ନୋନ ଉପତ୍ୟକା ନିକଟସ୍ଥ ଅରୋଯରଠାରୁେ ଗାଦ୍, ରୁବନ୍େ ଓ ମନଃଶି ପରିବାରବର୍ଗର ଲୋକମାନଙ୍କ ଦେଶ ଜଯକଲେ। ସେ ବାଶନ ଓ ଗିଲିଯଦର ଅର୍ନୋନ ଉପତ୍ୟକା ଦ୍ବାରା ଆରୋୟରଠାରୁେ ସମସ୍ତ ଦେଶ ଜଯଲାଭ କଲା।
33 a leste do rio Jordão, incluindo toda a terra de Gileade, de Gade, de Rúben e de Manassés. Conquistou a região desde a cidade de Aroer, perto do vale do Arnom, até Gileade e Basã, ao norte.
34 ଯହେୂଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ପରାକ୍ରମ ଇଶ୍ରାୟେଲ ବଂଶ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
34 Os demais acontecimentos do reinado de Jeú, tudo que ele fez e a extensão de seu poder, estão registrados no Livro da História dos Reis de Israel .
35 ଯହେୂଙ୍କ ମୃତ୍ଯୁ ଅନ୍ତେ ସେ ନିଜ ପୂର୍ବପୁରୁଷଗଣଙ୍କ ସହିତ ଶମରିଯା ରେ ସମାଧିସ୍ଥ ହେଲେ। ତାଙ୍କ ପରେ ତାଙ୍କ ପୁତ୍ର ଯିହାୟୋଦାରହସ ଇଶ୍ରାୟେଲ ରେ ରାଜା ହେଲେ।
35 Quando Jeú morreu e se reuniu a seus antepassados, foi sepultado em Samaria. Seu filho Jeoacaz foi seu sucessor.
36 ଶମରିଯା ରେ ଇଶ୍ରାୟେଲ ଉପରେ ଯହେୂ ଅଠାଇଶ ବର୍ଷ ରାଜତ୍ବ କଲେ।
36 Ao todo, Jeú reinou por 28 anos sobre Israel em Samaria.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Reis 10, comparar traduções ou montar um estudo — tudo direto pelo WhatsApp.