2 Pedro 2

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ଅତୀତକାଳ ରେ ପରମେଶ୍ବରଙ୍କ ଲୋକମାନଙ୍କ ମଧିଅରେ ମିଥ୍ଯା ଭବିଷ୍ଯଦ୍ ବକ୍ତା ଥିଲେ। ଏବେ ମଧ୍ଯ ସହଭେଳି ଅଛନ୍ତି। ତୁମ୍ଭ ଦଳ ରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସମାନେେ ଏପରି ଭୁଲ ଶିକ୍ଷା ଦବେେ ଯେ, ଲୋକେ ନିଜକୁ ହଜାଇ ଦବେେ। ସମାନେେ ଏଭଳି ଭାବରେ ଶିକ୍ଷା ଦବେେ ଯେ ସମାନେେ ଯେ ଭୁଲ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହବେ। ସମାନେେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ଯ ମନା କରିବେ। ସେପ୍ରକା ରେ ସମାନେେ ନିଜକୁ ଶୀଘ୍ର ନଷ୍ଟ କରି ଦବେେ।
1 Mas houve também entre o povo falsos profetas, como entre vós haverá falsos mestres, os quais introduzirão encobertamente heresias destruidoras, negando até o Senhor que os resgatou, trazendo sobre si mesmos repentina destruição.
2 ସମାନେେ କହୁଥିବା ମନ୍ଦ କାମକୁ ଅନକେ ଲୋକ ଅନୁସରଣ କରିବେ। ସମାନଙ୍କେ ହତେୁରୁ ଅନ୍ୟ ଲୋକେ ମଧ୍ଯ ସତ୍ଯର ମାର୍ଗ ବିଷୟ ରେ ସମାଲୋଚନା କରିବେ।
2 E muitos seguirão as suas dissoluções, e por causa deles será blasfemado o caminho da verdade;
3 ସହେି ଭଣ୍ଡ ଶିକ୍ଷକମାନେ କବଳେ ତୁମ୍ଭର ଧନ ଚାହାଁନ୍ତି। ସମାନେେ ଖାଲି ମିଛ କଥା କହି ତୁମ୍ଭର ମନ ନବେେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ଯାୟ ବିଚାର ବହୁ ପୂର୍ବରୁ ପ୍ରସ୍ତୁତ ହାଇେ ରହିଛି। ପରମେଶ୍ବର ସମାନଙ୍କେୁ ନଷ୍ଟ କରି ଦବେେ। ସମାନେେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ।
3 também, movidos pela ganância, e com palavras fingidas, eles farão de vós negócio; a condenação dos quais já de largo tempo não tarda e a sua destruição não dormita.
4 ଯେତବେେଳେ ସ୍ବର୍ଗଦୂତମାନେ ପାପ କଲେ, ପରମେଶ୍ବର ସମାନଙ୍କେୁ ଦଣ୍ଡ ନ ଦଇେ ଛାଡ଼ିଲେ ନାହିଁ। ପରମେଶ୍ବର ସହେି ଦୂତମାନଙ୍କୁ ନରକକୁ ପଠାଇ ଦେଲେ। ସେ ସମାନଙ୍କେୁ ଅନ୍ଧକାରର ଗୁମ୍ଫାମାନଙ୍କ ରେ ପକାଇ ରଖିଲେ। ବିଚାର ଦିନ ପର୍ୟ୍ଯନ୍ତ ସମାନେେ ସଠାେରେ ପଡ଼ିଥିବେ।
4 Porque se Deus não poupou a anjos quando pecaram, mas lançou-os no inferno, e os entregou aos abismos da escuridão, reservando-os para o juízo;
5 ଅତି ପୂର୍ବକାଳ ରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ବର ଦଣ୍ଡ ଦଇେଥିଲେ। ପରମେଶ୍ବର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟଙ୍କାରୀ ବନ୍ଯା ଆଣିଥିଲେ। କିନ୍ତୁ ପରମେଶ୍ବର ନୋହ ଓ ତାହାଙ୍କ ସହ୍ଯ ଅନ୍ୟ ସାତଜଣଙ୍କୁ ସହେି ପ୍ରଳୟଙ୍କାରୀ ବନ୍ଯାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।
5 se não poupou ao mundo antigo, embora preservasse a Noé, pregador da justiça, com mais sete pessoas, ao trazer o dilúvio sobre o mundo dos ímpios;
6 ପରମେଶ୍ବର ଦଣ୍ଡ ସ୍ବରୂପେ ଦୁଷ୍ଟ ନଗରୀ ସଦୋମ ଓ ଗ ମାରୋକୁ ପୋଡ଼ି ପାଉଁଶ କରି ଦଇେଥିଲେ। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ, ସମାନଙ୍କେ ପ୍ରତି କ'ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ବରୂପ ଅଟେ।
6 se, reduzindo a cinza as cidades de Sodoma e Gomorra, condenou-as à destruição, havendo-as posto para exemplo aos que vivessem impiamente;
7 କିନ୍ତୁ ସହେି ନଗର ମଧ୍ଯରୁ ପରମେଶ୍ବର ଲୋଟକୁ ରକ୍ଷା କଲେ। ସେ ଜଣେ ଅତି ଭଲଲୋକ ଥିଲେ। ଲୋକମାନଙ୍କର ଦୁଷ୍ଟାଚରଣ ହତେୁ ସେ ଦୁଃଖ ପାଉଥିଲେ।
7 e se livrou ao justo Ló, atribulado pela vida dissoluta daqueles perversos
8 ଲୋଟ ଜଣେ ଭଲ ଲୋକ ଥିଲେ। କିନ୍ତୁ ପ୍ରତିଦିନ ସହେି ମନ୍ ଦଲୋକଙ୍କ ମଧିଅରେ ବାସ କରୁଥିଲେ। ସମାନଙ୍କେର ମନ୍ଦ ବିଷୟଗୁଡ଼ିକ ଦେଖି ଓ ଶୁଣି ସେ ହୃଦୟ ରେ ଆଘାତ ପାଉଥିଲେ।
8 {porque este justo, habitando entre eles, por ver e ouvir, afligia todos os dias a sua alma justa com as injustas obras deles};
9 ପରମେଶ୍ବର ଏହି ସମସ୍ତ କାର୍ୟ୍ଯ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସବୋ କରୁଛନ୍ତି, ପ୍ରଭୁ ସର୍ବଦା ସମାନଙ୍କେୁ ରକ୍ଷା କରିବେ। ସମସ୍ଯା ରେ ପଡ଼ିଥିଲା ବେଳେ ସେ ସମାନଙ୍କେୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଚାର ଦିନ ରେ ଦଣ୍ଡ ଦବେେ।
9 também sabe o Senhor livrar da tentação os piedosos, e reservar para o dia do juízo os injustos, que já estão sendo castigados;
10 ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ୟ୍ଯ କରିବ ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କତ୍ତୃର୍ତ୍ବକୁ ଅବମାନନା କରନ୍ତି, ସମାନେେ ଏଭଳି ଦଣ୍ଡର ଯୋଗ୍ଯ।
10 especialmente aqueles que, seguindo a carne, andam em imundas concupiscências, e desprezam toda autoridade. Atrevidos, arrogantes, não receiam blasfemar das dignidades,
11 ଏହି ଭଣ୍ଡ ଶିକ୍ଷକମାନଙ୍କ ତୁଳନା ରେ ସ୍ବର୍ଗଦୂତମାନେ ଅତ୍ଯଧିକ ଶକ୍ତିଶାଳୀ ଓ ବଳବାନ। କିନ୍ତୁ ସମାନେେ କବେେ ହେଲେ ଏହି ଭଣ୍ଡ ଶିକ୍ଷକମାନଙ୍କୁ ଦୋଷୀ ସାବ୍ଯସ୍ତ କରନ୍ତି ନାହିଁ ବା ସମାନଙ୍କେ ବିରୁଦ୍ଧ ରେ ମନ୍ଦ କଥା ପ୍ରଭୁଙ୍କୁ କହନ୍ତି ନାହିଁ।
11 enquanto que os anjos, embora maiores em força e poder, não pronunciam contra eles juízo blasfemo diante do Senhor.
12 କିନ୍ତୁ ଏହି ଭଣ୍ଡ ଶିକ୍ଷକମାନ ନିଜେ ବୁଝି ନ ଥିବା ବିଷୟଗୁଡ଼ିକ ସମ୍ବନ୍ଧ ରେ ମନ୍ଦକଥା କୁହନ୍ତି। ଏହି ଭଣ୍ଡ ଶିକ୍ଷକମାନେ ଚିନ୍ତା କରିବାର ଶକ୍ତି ନ ଥିବା ପଶୁ ଭଳି ଆଚରଣ କରନ୍ତି, ପୁଣି ବନ୍ଯ ପଶୁମାନଙ୍କ ପରି ଧରାଯାଇ ମରା ୟିବା ନିମନ୍ତେ ଜନ୍ମ ହାଇେଛନ୍ତି। ସହେି ପଶୁମାନଙ୍କ ଭଳି ଏହି ଭଣ୍ଡଶିକ୍ଷକମାନେ ମଧ୍ଯ ନଷ୍ଟ ହବେେ।
12 Mas estes, como criaturas irracionais, por natureza feitas para serem presas e mortas, blasfemando do que não entendem, perecerão na sua corrupção,
13 ଏହି ଭଣ୍ଡ ଶିକ୍ଷକମାନେ ଅନକେ ଲୋକଙ୍କୁ ଦୁଃଖ ଦଇେଛନ୍ତି। ଅତଏବ ସମାନେେ ନିଜେ ଦୁଃଖ ପାଇବେ। ସମାନେେ କରିଥିବା କାମର ଏହା ହେଉଛି ପ୍ରତିଦାନ। ଏହି ଭଣ୍ଡ ଶିକ୍ଷକମାନେ ଭାବନ୍ତି ଯେ ସମସ୍ତଙ୍କ ଆଗ ରେ ଖାେଲାଖାଲିେ ଭାବେ ମନ୍ଦ କାମ କରିବା ଗୋଟିଏ ଆନନ୍ଦର ବିଷୟ ଅଟେ। ମନ୍ଦ କାମ କରି ସମାନେେ ଆନନ୍ଦ ଉପଭୋଗ କରନ୍ତି। ତୁମ୍ଭମାନଙ୍କ ସହିତ ଭୋଜିଉତ୍ସବ ରେ ସମ୍ମିଳିତ ହବୋ ବେଳେ, ସମାନେେ ତୁମ୍ଭ ନିମନ୍ତେ ମଇଳା ଦାଗ ଓ କଳଙ୍କି ଦାଗ ଭଳି ଲଜ୍ଜାର କାରଣ ସ୍ବରୂପ ଅଟନ୍ତି।
13 recebendo a paga da sua injustiça; pois que tais homens têm prazer em deleites à luz do dia; nódoas são eles e máculas, deleitando-se em suas dissimulações, quando se banqueteiam convosco;
14 ପ୍ରେତ୍ୟକକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସମାନେେ ବ୍ଯଭିଚାର କରିବା ପାଇଁ ଚାହାଁନ୍ତି। ଏହିଭଳି ଭାବରେ ସମାନେେ ସବୁବେଳେ ପାପ କରୁଥାନ୍ତି। ସମାନେେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦ ରେ ପକାଇ ଦିଅନ୍ତି। ସମାନଙ୍କେ ହୃଦୟଗୁଡ଼ିକ ସ୍ବାର୍ଥପରତା ରେ ପରିପୂର୍ଣ୍ଣ। ସମାନେେ ଅଭିଶପ୍ତ।
14 tendo os olhos cheios de adultério e insaciáveis no pecar; engodando as almas inconstantes, tendo um coração exercitado na ganância, filhos de maldição;
15 ଏହି ଭଣ୍ଡ ଶିକ୍ଷକମାନେ ଉତ୍ତମ ପଥ ଛାଡ଼ି ଦଇେଛନ୍ତି ଓ ବିଯୋରର ପୁତ୍ର ବିଲିଯାମର ଭୁଲ ମାର୍ଗ ଅନୁସରଣ କରିଛନ୍ତି। ସେ ମନ୍ଦ କାମ କରି ଧନ ପାଇବାକୁ ଭଲ ପାଉଥିଲା।
15 os quais, deixando o caminho direito, desviaram-se, tendo seguido o caminho de Balaão, filho de Beor, que amou o prêmio da injustiça,
16 କିନ୍ତୁ ଗୋଟିଏ ଗଧ ତାହାକୁ କହିଲା ଯେ ସେ ଭୁଲ କରୁଛି। ଗଧ ସାଧାରଣ ଭାବରେ କଥା କହିପା ରେ ନାହିଁ, କିନ୍ତୁ ସହେି ଗଧଟି ମଣିଷର ଭାଷା ରେ କଥା କହିଲା ଓ ବିଲିଯାମର ବିକୃତ ଚିନ୍ତାଧାରାରୁ ତାହାକୁ ବିରତ କଲା।
16 mas que foi repreendido pela sua própria transgressão: um mudo jumento, falando com voz humana, impediu a loucura do profeta.
17 ଏହି ଭଣ୍ଡ ଶିକ୍ଷକମାନେ ପାଣି ନ ଥିବା ନଈ ଭଳି, ସମାନେେ ପ୍ରଚଣ୍ଡ ଝଡ଼ ରେ ଉଡ଼ୁଥିବା ମେଘଗୁଡ଼ାକ ଭଳି, ସମାନଙ୍କେ ନିମନ୍ତେ ଘାରେ ଅନ୍ଧକାର ସ୍ଥାନ ରଖା ଯାଇଅଛି।
17 Estes são fontes sem água, névoas levadas por uma tempestade, para os quais está reservado o negrume das trevas.
18 ସହେି ଭଣ୍ଡ ଶିକ୍ଷକମାନେ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। ସମାନେେ ଲୋକମାନଙ୍କୁ ପାପ ରାସ୍ତା ରେ କଢ଼ାଇ ନିଅନ୍ତି। ମନ୍ଦ ଭାବରେ ରହୁଥିବା ଲୋକଙ୍କଠାରୁ ବାହାରି ଆସି ଭଲ ମାର୍ଗ ରେ ୟିବାକୁ ଆରମ୍ଭ କରିଥିବା ଲୋକଙ୍କୁ ଏମାନେ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମା ରେ ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାନେ ଏପରି କରନ୍ତି।
18 Porque, falando palavras arrogantes de vaidade, nas concupiscências da carne engodam com dissoluções aqueles que mal estão escapando aos que vivem no erro;
19 ଏହି ଭଣ୍ଡ ଶିକ୍ଷକମାନେ ସହେି ଲୋକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାନେ ନିଜେ ମୁକ୍ତି ପାଇ ନାହାଁନ୍ତି। ସମାନେେ ନିଜେ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜଣେ ବ୍ଯକ୍ତି ଯାହା ଦ୍ବାରା ନିୟନ୍ତ୍ରିତ ହୁଏ, ସେ ସେଥିର ଦାସ ଅଟେ।
19 prometendo-lhes liberdade, quando eles mesmos são escravos da corrupção; porque de quem um homem é vencido, do mesmo é feito escravo.
20 ସହେି ଲୋକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ବାରା ସମାନେେ ମୁକ୍ତି ପାଇଥିଲେ। କିନ୍ତୁ ଯଦି ସମାନେେ ପୁନର୍ବାର ମନ୍ଦ ବିଷୟଗୁଡ଼ିକ ପ୍ରତି ଆକର୍ଷିତ ହାଇେ ତାହାର ବନ୍ଧନ ରେ ବାନ୍ଧି ହାଇଯେିବେ, ତବେେ ସମାନଙ୍କେ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ ହବେ।
20 Porquanto se, depois de terem escapado das corrupções do mundo pelo pleno conhecimento do Senhor e Salvador Jesus Cristo, ficam de novo envolvidos nelas e vencidos, tornou-se-lhes o último estado pior que o primeiro.
21 ଯଦି ସମାନେେ ମୂଳରୁ ଠିକ ରାସ୍ତା ଜାଣି ନ ଥାନ୍ତେ, ସମାନଙ୍କେ ପକ୍ଷେ ଭଲ ହାଇେଥାନ୍ତା। ଉତ୍ତମ ମାର୍ଗ ଜାଣି, ପବିତ୍ର ଶାସ୍ତ୍ରର ଶିକ୍ଷାରୁ ବିମୁଖ ହବୋ ଅପେକ୍ଷା ତାହା ନ ଜାଣିଥିଲେ, ଅଧିକ ଭଲ ହାଇେଥାନ୍ତା।
21 Porque melhor lhes fora não terem conhecido o caminho da justiça, do que, conhecendo-o, desviarem-se do santo mandamento que lhes fora dado.
22 ସହେି ଲୋକମାନଙ୍କ ପ୍ରତି ଯାହା ଘଟିଲା, ତାହା ନିମ୍ନ ସତ୍ଯ ପ୍ରବାଦ ଭଳି : କୁକୁର ବାନ୍ତି କଲା ପରେ ପୁନର୍ବାର ତା' ବାନ୍ତି ଖାଇବାକୁକ ଆ ସେ341 ଓ ଘୁଷୁରୀଟିକୁ ଧୋଇ ପରିଷ୍କାର କଲା ପରେ ସେ ପୁନର୍ବାର ଯାଇ ପଙ୍କ ରେ ଗଡ଼େ।
22 Deste modo sobreveio-lhes o que diz este provérbio verdadeiro; Volta o cão ao seu vômito, e a porca lavada volta a revolver-se no lamaçal.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Pedro 2, comparar traduções ou montar um estudo — tudo direto pelo WhatsApp.