2 Pedro 1
Oriya Bible (GL_ORIYA) vs NVT
1 ଯୀଶୁଖ୍ରୀଷ୍ଟଙ୍କ ସବେକ ଓ ପ୍ ରରେିତ,ଶିମିଯୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ବାସ ଅତି ବହୁମୂଲ୍ଯ, ଏହି ପତ୍ରଟି ଲେଖୁଅଛି।
1 Eu, Simão Pedro, escravo e apóstolo de Jesus Cristo, escrevo esta carta a vocês que compartilham de nossa preciosa fé, concedida por meio da justiça de Jesus Cristo, nosso Deus e Salvador.
2 ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାବେ ତୁମ୍ଭକୁ ମିଳୁ। ତୁମ୍ଭମାନେେ ପ୍ରକୃତ ରେ ପରମେଶ୍ବରଙ୍କୁ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ତୁମ୍ଭେ ଅନୁଗ୍ରହ ଓ ଶାନ୍ତି ପାଇବ।
2 Que vocês tenham cada vez mais graça e paz à medida que crescem no conhecimento de Deus e de Jesus, nosso Senhor.
3 ଯୀଶୁଙ୍କଠା ରେ ପରମେଶ୍ବରଙ୍କ ଶକ୍ତି ଅଛି। ଆମ୍ଭର ଜୀବନଯାପନ ପାଇଁ ଓ ପରମେଶ୍ବରଙ୍କୁ ସବୋ କରିବା ପାଇଁ ଯାହା କିଛି ଦରକାର ସେ ସବୁ ଆପଣା ଶକ୍ତି ରେ ଆମ୍ଭକୁ ଦଇେଛନ୍ତି। ଆମ୍ଭେ ତାହାଙ୍କୁ ଜାଣିଛୁ ବୋଲି ଏହାସବୁ ପାଇଛୁ। ଯୀଶୁ ଆପଣା ମହିମା ଓ ଉତ୍ତମତା ରେ ଆମ୍ଭମାନଙ୍କୁ ଡ଼ାକିଛନ୍ତି।
3 Deus, com seu poder divino, nos concede tudo de que necessitamos para uma vida de devoção, pelo conhecimento completo daquele que nos chamou para si por meio de sua glória e excelência.
4 ଯୀଶୁ ନିଜ ମହିମା ଓ ଉତ୍ତମତା ହତେୁ, ପ୍ରତିଜ୍ଞା କରିଥିବା ଅତି ମୂଲ୍ଯବାନ୍ ଓ ମହତ ବିଷୟଗୁଡ଼ିକ ଆମ୍ଭକୁ ଦଇେଛନ୍ତି। ସହେି ଦାନଗୁଡ଼ିକ ସାହାୟ୍ଯ ରେ ତୁମ୍ଭେ ପରମେଶ୍ବରଙ୍କ ଆଚରଣର ଅଂଶ ହାଇପୋରିବ। ଏହାଦ୍ବାରା ଜଗତ ରେ ଥିବା ମନ୍ଦ ବିଷୟଗୁଡ଼ିକ ତୁମ୍ଭକୁ ନଷ୍ଟ କରିପାରିବ ନାହିଁ।
4 E, por causa de sua glória e excelência, ele nos deu grandes e preciosas promessas. São elas que permitem a vocês participar da natureza divina e escapar da corrupção do mundo causada pelos desejos humanos.
5 ଯେ ହତେୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠା ରେ ଅଛି, ତେଣୁ ତୁମ୍ଭେ ନିଜ ଜୀବନ ରେ ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ୟ୍ଯନ୍ତ ପରିଶ୍ରମ କରିବା ଉଚିତ। ନିଜ ବିଶ୍ବାସ ରେ ଉତ୍ତମ ଗୁଣ, ନିଜ ଉତ୍ତମଗୁଣ ରେ ଜ୍ଞାନ,
5 Diante de tudo isso, esforcem-se ao máximo para corresponder a essas promessas. Acrescentem à fé a excelência moral; à excelência moral o conhecimento;
6 ଜ୍ଞାନ ରେ ଆତ୍ମସଂୟମତା, ଆତ୍ମସଂୟମତା ରେ ର୍ଧୈୟ୍ଯ ଓ ର୍ଧୈୟ୍ଯ ରେ ପରମେଶ୍ବରଙ୍କ ସବୋ,
6 ao conhecimento o domínio próprio; ao domínio próprio a perseverança; à perseverança a devoção a Deus;
7 ପରମେଶ୍ବରଙ୍କ ସବୋ ରେ ଖ୍ରୀଷ୍ଟ ଭାଇ ଓ ଭଉଣୀମାନଙ୍କ ପ୍ରତି ଦୟାଭାବ, ଓ ଏହି ଦୟା ରେ ପ୍ ରମେକୁ ୟୋଗ କର।
7 à devoção a Deus a fraternidade; e à fraternidade o amor.
8 ଯଦି ଏସମସ୍ତ ବିଷୟ ତୁମ୍ଭ ଭିତ ରେ ଅଛି ଓ ବୃଦ୍ଧି ପାଇ ଚାଲିଛି, ତା' ହେଲେ ତୁମ୍ଭେ କବେେ ହେଲେ ଶିଥିଳ ହବେ ନାହିଁ। ସଗେୁଡ଼ିକ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ରେ ପୂର୍ଣ୍ଣତା ପାଇବା ପାଇଁ କବେେ ହେଲେ ତୁମ୍ଭକୁ ମୂଲ୍ଯହୀନ ହବୋକୁ ଦବେ ନାହିଁ।
8 Quanto mais crescerem nessas coisas, mais produtivos e úteis serão no conhecimento completo de nosso Senhor Jesus Cristo.
9 ଯଦି କୌଣସି ଲୋକଠା ରେ ଏଗୁଡ଼ିକ ନାହିଁ, ତା ହେଲେ ସେ ସ୍ପଷ୍ଟ ଭାବେ ଦେଖି ପାରିବ ନାହିଁ। ସେ ଲୋକ ଅନ୍ଧ। ସେ ପୂର୍ବକୃତ ପାପରୁ କ୍ଷମା ପାଇଅଛି ବୋଲି ଭୁଲିଯାଇଛି।
9 Mas aqueles que não se desenvolvem desse modo são praticamente cegos, vendo apenas o que está perto, e se esquecem de que foram purificados de seus antigos pecados.
10 ମାେ ଭାଇ ଭଉଣୀମାନେ, ପରମେଶ୍ବର ତୁମ୍ଭକୁ ଡ଼ାକି ମନୋନୀତ କରି ନିଜର କରିଛନ୍ତି। ତୁମ୍ଭର ସର୍ବୋତ୍ତମ କାର୍ୟ୍ଯ ଦ୍ବାରା ପ୍ରମାଣିତ କରିବାକୁ ଚେଷ୍ଟା କର ଯେ, ତୁମ୍ଭେ ପରମେଶ୍ବରଙ୍କ ଦ୍ବାରା ଡ଼କା ଯାଇଛ ଓ ବଚ୍ଛା ଯାଇଛ ଏବଂ ଏପରି କାର୍ୟ୍ଯ କଲେ ତୁମ୍ଭେ କବେେ ହେଲେ ଝୁଣ୍ଟିବ ନାହିଁ।
10 Por isso, irmãos, trabalhem ainda mais arduamente para mostrar que, de fato, estão entre os que foram chamados e escolhidos. Façam essas coisas e jamais tropeçarão.
11 ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ରାଜ୍ଯ ରେ ତୁମ୍ଭକୁ ସ୍ବାଗତ କରାୟିବ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ଅଟେ।
11 Assim, sua entrada no reino eterno de nosso Senhor e Salvador Jesus Cristo será acompanhada de grande honra.
12 ତୁମ୍ଭେ ଏହି କଥା ଜାଣ। ତୁମ୍ଭଠା ରେ ବର୍ତ୍ତମାନ ଥିବା ସତ୍ଯ ରେ, ତୁମ୍ଭେ ଅତି ଦୃଢ଼ ଅଟ। କିନ୍ତୁ ମୁଁ ସବୁବେଳେ ଏହି କଥାଗୁଡ଼ିକ ମନେ ପକାଇବା ପାଇଁ ସାହାୟ୍ଯ କରୁଥିବି।
12 Portanto, sempre lhes lembrarei estas coisas, embora já as saibam e estejam firmes na verdade que lhes foi ensinada.
13 ମୁଁ ଶରୀର ରେ ବଞ୍ଚିଥିବା ପର୍ୟ୍ଯନ୍ତ, ଏକଥା ତୁମ୍ଭକୁ ମନେ ପକାଉଥିବା ରେ ସାହାୟ୍ଯ କରିବି, ଏହା ଉଚିତ ବୋଲି ମୁଁ ମନେ କରେ।
13 E é apropriado que, enquanto eu viver, continue a lembrá-los.
14 ମୁଁ ଜାଣେ ଯେ, ମୁଁ ଶୀଘ୍ର ମାରେ ଶରୀର ତ୍ଯାଗ କରିବି। ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟ ମାେତେ ତାହା ଦଖାଇେଛନ୍ତି।
14 Pois nosso Senhor Jesus Cristo me mostrou que, em breve, partirei desta vida,
15 ତୁମ୍ଭମାନେେ ଏହିକଥା ସର୍ବଦା ମନରେଖିବା ପାଇଁ ମୁଁ ପାରୁ ପର୍ୟ୍ଯନ୍ତ ଚେଷ୍ଟା କରିବି। ମୁଁ ଚାଲିଗଲା ପରେ ମଧ୍ଯ ତୁମ୍ଭେ ଯେପରି ଏକଥା ମନେ ରଖିବ, ଏହା ମୁଁ ଚା ହେଁ।
15 por isso me esforçarei para garantir que vocês sempre se lembrem destas coisas depois de minha partida.
16 ଆମ୍ଭେ ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ବିଷୟ ରେ ତୁମ୍ଭମାନଙ୍କୁ କହିଛୁ। ତାହାଙ୍କର ଆସିବା ବିଷୟ ତୁମ୍ଭମାନଙ୍କୁ କହିଛୁ। ସଗେୁଡ଼ିକ ଲୋକମାନଙ୍କ ବିଜ୍ଞାନ ପାଇଁ ମନଗଢ଼ା ଗଳ୍ପ ନୁହେଁ। ଆମ୍ଭେ ନିଜେ ନିଜ ଆଖି ରେ ଯୀଶୁଙ୍କର ମହାନତା ଦେଖିଛୁ।
16 Porque não inventamos histórias engenhosas quando lhes falamos da poderosa vinda de nosso Senhor Jesus Cristo. Vimos com os próprios olhos seu esplendor majestoso,
17 ଯେତବେେଳେ ପରମପିତା ପରମେଶ୍ବରଙ୍କ ଠାରୁ ଯୀଶୁ ସମ୍ମାନ ଓ ମହିମା ପାଇଥିଲେ, ସେତବେେଳେ ଯୀଶୁ ପିତା ପରମେଶ୍ବରଙ୍କ ମହାଗୌରବୟୁକ୍ତ ବାଣୀ ଶୁଣିଥିଲେ। ସହେି ସ୍ବର କହିଥିଲା : ଏ ମାରେପୁତ୍ର, ମୁଁ ତାହାକୁ ପ୍ ରମେ କରେ। ମୁଁ ତା' ଉପରେ ଅତି ପ୍ରସନ୍ନ।
17 quando ele recebeu honra e glória da parte de Deus, o Pai. A voz da glória suprema de Deus lhe disse: “Este é meu Filho amado, que me dá grande alegria”.
18 ଆମ୍ଭେ ସହେି ବାଣୀ ଶୁଣିଛୁ। ଆମ୍ଭମାନେେ ଯୀଶୁଙ୍କ ସହିତ ପବିତ୍ର ପର୍ବତ ରେ ଥିଲା ବେଳେ ଏହି ବାଣୀ ଆକାଶରୁ ଆସିଥିଲା।
18 Nós mesmos ouvimos essa voz do céu quando estávamos com ele no monte santo.
19 ଭବିଷ୍ଯଦ୍ ବକ୍ତା କହିଥିବା କଥାଗୁଡ଼ିକ ବିଷୟ ରେ ସୁନିଶ୍ଚିତ ହବୋ ପାଇଁ ଏହା ଅଧିକ ସାହାୟ୍ଯ କରେ। ଭବିଷ୍ଯଦ୍ ବକ୍ତାମାନେ ଯାହା ଯାହା କହିଛନ୍ତି, ସଗେୁଡ଼ିକୁ ଯଥାସମ୍ଭବ କାର୍ୟ୍ଯକାରୀ କରିବା ତୁମ୍ଭ ପାଇଁ ଭଲ। ସମାନେେ ଯାହା କହିଛନ୍ତି ତାହା ଅନ୍ଧକାର ରେ ଜ୍ଯୋତିଃ ତୁଲ୍ଯ ପ୍ରକାଶିତ ହେଲା। ସକାଳ ହବୋ ପର୍ୟ୍ଯନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନ ରେ ନୂତନ ଜ୍ଯୋତିଃ ନ ଆଣିବା ପର୍ୟ୍ଯନ୍ତ, ତୁମ୍ଭ ପାଖ ରେ ସହେି ଜ୍ଯୋତିଃ ଅଛି।
19 Além disso, temos a mensagem que os profetas proclamaram, que é digna de toda confiança. Prestem muita atenção ao que eles escreveram, pois suas palavras são como lâmpada que ilumina um lugar escuro, até que o dia clareie e a estrela da manhã brilhe no coração de vocês.
20 ଶାସ୍ତ୍ରର କୌଣସି ଭାବବାଣୀ ମନୁଷ୍ଯର ନିଜର ବ୍ଯାଖ୍ଯା ନୁହେଁ।
20 Acima de tudo, saibam que nenhuma profecia nas Escrituras surgiu do entendimento do próprio profeta,
21 କୌଣସି ଭବିଷ୍ଯତ୍ ବାଣୀ, ମନୁଷ୍ଯର ନିଜର ଇଚ୍ଛାରୁ ଜାତ ହାଇେ ନାହିଁ। କିନ୍ତୁ ଲୋକମାନେ ପବିତ୍ର ଆତ୍ମା ଦ୍ବାରା ଚାଳିତ ହାଇେ, ପରମେଶ୍ବରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।
21 nem de iniciativa humana. Esses homens foram impulsionados pelo Espírito Santo e falaram da parte de Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Pedro 1, comparar traduções ou montar um estudo — tudo direto pelo WhatsApp.