2 Crônicas 6
Oriya Bible (GL_ORIYA) vs NAA
1 ଏହାପରେ ଶଲୋମନ କହିଲେ, ସଦାପ୍ରଭୁ ସେ ଗାଢ଼ ମେଘ ମଧିଅରେ ବାସ କରିବେ।
1 Então Salomão disse: — O
2 ହେ ସଦାପ୍ରଭୁ, ତୁମ୍ଭେ ବାସ କରିବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିଅଛି। ଅନନ୍ତକାଳ ବାସ କରିବା ପାଇଁ ଏହା ତୁମ୍ଭ ନିମନ୍ତେ ଏକ ଉଚ୍ଚ ମନ୍ଦିର ସ୍ଥାନ ଅଟେ।
2 Eu edifiquei uma casa para tua morada, lugar para a tua eterna habitação.
3 ରାଜା ଶ ଲୋମନ ତାହାଙ୍କ ସମ୍ମୁଖ ରେ ଛିଡ଼ା ହାଇେଥିବା ଇଶ୍ରାୟେଲର ଲୋକମାନଙ୍କୁ ଆଶୀର୍ବାଦ କରିବାକୁ ବୁଲି ପଡ଼ିଲେ।
3 Depois o rei voltou o rosto, e abençoou toda a congregação de Israel, que se mantinha toda em pé.
4 ଶଲୋମନ କହିଲେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କର ପ୍ରଶଂସା କର। ସଦାପ୍ରଭୁ ମାେ ପିତା ଦାଉଦଙ୍କ ସହିତ କଥା ହବୋ ସମୟରେ ଯାହା କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ, ତାହା ସଫଳ କରିଛନ୍ତି। ସଦାପ୍ରଭୁ ପରମେଶ୍ବର ଏହା କହିଥିଲେ :
4 Salomão disse: — Bendito seja o
5 'ଆମ୍ଭେ ଆମ୍ଭର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ଦିନଠାରୁ ଆମ୍ଭେ ଆମ୍ଭର ନାମ ରେ ଗୃହଟିଏ ନିର୍ମାଣ କରିବା ନିମନ୍ତେ ଇଶ୍ରାୟେଲର କୌଣସି ପରିବାରବର୍ଗର ନଗର ରେ ଗୋଟିଏ ସ୍ଥାନ ସୁଦ୍ଧା ମନୋନୀତ କରି ନାହିଁ। ମାରେ ଲୋକ, ଇଶ୍ରାୟେଲର ଲୋକମାନଙ୍କୁ ନତେୃତ୍ବ ଦବୋ ନିମନ୍ତେ ଆମ୍ଭେ କୌଣସି ଗୋଟିଏ ଲୋକକୁ ସୁଦ୍ଧା ମନୋନୀତ କରି ନାହଁ।
5 “Desde o dia em que tirei o meu povo da terra do Egito, não escolhi cidade alguma de todas as tribos de Israel, para edificar um templo a fim de ali estabelecer o meu nome, nem escolhi homem algum para chefe do meu povo de Israel.
6 କିନ୍ତୁ ଆମ୍ଭେ ବର୍ତ୍ତମାନ ୟିରୁଶାଲମକୁ ଆମ୍ଭର ନାମାର୍ଥେ ଏକ ସ୍ଥାନ ରୂପେ ନିରୂପଣ କରିଅଛୁ। ଏବଂ ଆମ୍ଭେ ଆମ୍ଭର ଲୋକ ଦାଉଦକୁ ଇଶ୍ରାୟେଲକୁ ନତେୃତ୍ବ ଦବୋ ନିମନ୍ତେ ମନୋନୀତ କରିଅଛୁ।'
6 Mas escolhi Jerusalém para que ali seja estabelecido o meu nome e escolhi Davi para governar o meu povo de Israel.”
7 ମାରେ ପିତା ଦାଉଦ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନାମ ଉଦ୍ଦେଶ୍ଯ ରେ ଏକ ମନ୍ଦିର ନିର୍ମାଣ କରିବାକୁ ଚାହିଁଥିଲେ।
7 — Também Davi, meu pai, havia proposto em seu coração edificar um templo ao nome do Senhor , o Deus de Israel.
8 କିନ୍ତୁ ସଦାପ୍ରଭୁ ମାରେ ପିତା ଦାଉଦଙ୍କୁ କହିଲେ, 'ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ଯ ରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରି ଖୁବ୍ ଉତ୍ତମ କର୍ମ କରିଅଛ।
8 Porém o Senhor disse a Davi, meu pai: “Você fez bem quando resolveu em seu coração edificar um templo ao meu nome.
9 କିନ୍ତୁ ତୁମ୍ଭେ ନୁହେଁ, ତୁମ୍ଭର ନିଜର ପୁତ୍ର ମାେ ନାମ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରିବ।'
9 Todavia, não será você quem edificará esse templo; o seu filho, que descenderá de você, ele o edificará ao meu nome.”
10 ବର୍ତ୍ତମାନ ସଦାପ୍ରଭୁ ଯାହା କରିବେ ବୋଲି କହିଥିଲେ, ସେ ତାହା କରିଛନ୍ତି। ଇଶ୍ରାୟେଲର ରାଜା ରୂପେ ମୁଁ ମାରେପିତାଙ୍କ ଉତ୍ତରାଧିକାରୀ ହାଇେଛି। ସଦାପ୍ରଭୁ ତାହାହିଁ ପ୍ରତିଜ୍ଞା କରିଥିଲେ। ଆଉ ମୁଁ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନାମ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରିଅଛି।
10 Assim, o Senhor cumpriu a palavra que tinha dito, pois me levantei em lugar de Davi, meu pai, e me assentei no trono de Israel, como o Senhor havia prometido, e edifiquei o templo ao nome do Senhor , o Deus de Israel.
11 ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ସହିତ କରିଥିବା ବିଶଷେ ଚୁକ୍ତିର ପ୍ରତିନିଧିତ୍ବ କରୁଥିବା ସିନ୍ଦୁକକୁ ମୁଁ ମନ୍ଦିର ରେ ରଖିଅଛି।'3
11 Nele pus a arca em que estão as tábuas da aliança que o Senhor fez com os filhos de Israel.
12 ଶଲୋମନ ସଦାପ୍ରଭୁଙ୍କ ୟଜ୍ଞବଦେୀର ସମ୍ମୁଖ ରେ ଠିଆ ହେଲେ। ସେ ଏକତ୍ରୀତ ସମଗ୍ର ଇଶ୍ରାୟେଲର ଲୋକମାନଙ୍କର ସମ୍ମୁଖ ରେ ଠିଆ ହେଲେ। ଏହାପରେ ଶଲୋମନ ତାଙ୍କର ହସ୍ତ ପ୍ରସାରିତ କଲେ।
12 Salomão se pôs diante do altar do Senhor , na presença de toda a congregação de Israel, e estendeu as mãos.
13 ଶଲୋମନ 26 ମିଟର ଲମ୍ବ ଓ 26 ମଟର ପ୍ରସ୍ଥ ଓ 15 ମିଟର ଉଚ୍ଚତା ବିଶିଷ୍ଟ ପିତ୍ତଳର ଏକ ମଞ୍ଚ ନିର୍ମାଣ କରିଥିଲେ ଓ ତାହାକୁ ବାହାର ପ୍ରାଙ୍ଗଣର ମଧ୍ଯଭାଗ ରେ ସ୍ଥାପିତ କରିଥିଲେ। ଏହାପରେ, ସେ ସହେି ମଞ୍ଚ ଉପରେ ଠିଆ ହେଲେ ଓ ଏକତ୍ରୀତ ହାଇେଥିବା ସମଗ୍ର ଇଶ୍ରାୟେଲର ଲୋକମାନଙ୍କ ସମ୍ମୁଖ ରେ ଆଣ୍ଠାଇେ ପଡ଼ିଲେ। ଶଲୋମନ ଆକାଶ ଆଡ଼େ ଆପଣା ଦୁଇ ହସ୍ତ ବିସ୍ତାର କଲେ।
13 Porque Salomão tinha feito uma plataforma de bronze, de dois metros e vinte de comprimento, dois metros e vinte de largura e um metro e trinta de altura, que tinha colocado no meio do pátio. Ele se pôs em pé sobre ela. Depois, ajoelhou-se na presença de toda a congregação de Israel, estendeu as mãos para o céu
14 ଶଲୋମନ କହିଲେ,
14 e disse: — Ó
15 ତୁମ୍ଭେ ତୁମ୍ଭର ଦାସ ଦାଉଦଙ୍କ ସହିତ କରିଥିବା ନିଯମ ରକ୍ଷା କରିଅଛ। ଦାଉଦ ମାରେ ପିତା ଥିଲେ। ତୁମ୍ଭେ ଆପଣାର ମୁଖ ରେ ଏହି ପ୍ରତିଜ୍ଞା କରିଥିଲ। ଆଉ ଆଜି ତୁମ୍ଭେ ତୁମ୍ଭର ହସ୍ତ ଦ୍ବାରା ସହେି ପ୍ରତିଜ୍ଞାକୁ ସତ୍ଯ ରେ ପରିଣତ କରିଅଛ।
15 Cumpriste para com o teu servo Davi, meu pai, o que lhe prometeste; pessoalmente o disseste e pelo teu poder o cumpriste, como hoje se vê.
16 ବର୍ତ୍ତମାନ, ହେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର, ତୁମ୍ଭର ଦାସ ଦାଉଦଙ୍କୁ ଦତ୍ତ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତୁମ୍ଭେ ଏହା ପ୍ରତିଜ୍ଞା କରିଥିଲ ; ତୁମ୍ଭେ କହିଲ, 'ଦାଉଦ, ତୁମ୍ଭର ଭବିଷ୍ଯତ ବଂଶଧରମାନଙ୍କରୁ ଜଣେ ସର୍ବଦା ମାେ ସମ୍ମୁଖ ରେ ଇଶ୍ରାୟେଲର ସିଂହାସନ ଉପରେ ବିରାଜମାନ ହବେ। ଯଦି ତୁମ୍ଭର ପୁତ୍ରମାନେ ନିଜର କର୍ମ ସାବଧାନତା ପୂର୍ବକ କରିବେ, ତବେେ କବଳେ ଏହା ଘଟିବ। ତୁମ୍ଭେ ଯେପରି ମାରେ ଆଇନ୍ସବୁ ପାଳନ କରିଅଛ, ସହେିପରି ସମାନଙ୍କେୁ ମଧ୍ଯ ମାରେ ଆଇନ୍ ମାନିବାକୁ ପଡ଼ିବ।'
16 Agora, pois, ó Senhor , Deus de Israel, cumpre a outra promessa que fizeste a teu servo Davi, meu pai, quando declaraste, dizendo: “Nunca lhe faltará sucessor diante de mim, que se assente no trono de Israel, contanto que os seus filhos guardem o seu caminho, para andarem na lei como você andou.”
17 ବର୍ତ୍ତମାନ ହେ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର, ତୁମ୍ଭର ପ୍ରତିଜ୍ଞାକୁ ସଫଳ କର। ତୁମ୍ଭେ ତୁମ୍ଭର ଦାସ ଦାଉଦଙ୍କୁ ଏହି ପ୍ରତିଜ୍ଞା ଦଇେଥିଲ।
17 Agora também, ó Senhor , Deus de Israel, que se cumpra a palavra que disseste a teu servo Davi.
18 କିନ୍ତୁ ଆମ୍ଭମାନେେ ଜାଣୁ ଯେ ତୁମ୍ଭେ ପରମେଶ୍ବର, ପ୍ରକୃତ ରେ ଏହି ପୃଥିବୀ ରେ ମନୁଷ୍ଯମାନଙ୍କ ସହିତ ବସବାସ କରିବ ନାହିଁ। ସ୍ବର୍ଗ ଓ ଉଚ୍ଚତମ ସ୍ବର୍ଗଗଣ ତୁମ୍ଭକୁ ଧାରଣ କରିପାରନ୍ତି ନାହିଁ। ଆଉ ଆମ୍ଭମାନେେ ଜାଣୁ ଯେ, ମୁଁ ନିର୍ମିତ କରିଥିବା ଏହି ମନ୍ଦିର ତୁମ୍ଭକୁ ଧାରଣ କରି ନ ପା ରେ।
18 — Mas será que, de fato, Deus poderia habitar com os homens na terra? Eis que os céus e até o céu dos céus não te podem conter, muito menos este templo que eu edifiquei.
19 କିନ୍ତୁ ମାେ ପ୍ରାର୍ଥନା ରେ ଓ ମୁଁ ତୁମ୍ଭ ନିକଟରେ ଦୟା ଭିକ୍ଷା କରିବା ସମୟରେ ସେଥିପ୍ରତି ଧ୍ଯାନ ଦିଅ। ହେ ସଦାପ୍ରଭୁ, ମାରେ ପରମେଶ୍ବର, ମୁଁ ତୁମ୍ଭ ନିକଟରେ ଡ଼ାକ ପକାଇବା ସମୟରେ ମାରେ ଡ଼ାକ ଶୁଣ। ମୁଁ ତୁମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛି, ତାହା ଣୁଣ। ମୁଁ ତୁମ୍ଭର ଦାସ ଅଟେ।
19 Atenta, pois, para a oração de teu servo e para a sua súplica, ó Senhor , meu Deus, ouvindo o clamor e a oração que o teu servo faz diante de ti.
20 ମୁଁ ପ୍ରାର୍ଥନା କରେ ଯେ, ଏହି ମନ୍ଦିର ପ୍ରତି ଦିବାରାତ୍ରି ଦୃଷ୍ଟିପାତ କରିବା ନିମନ୍ତେ ତୁମ୍ଭର ଚକ୍ଷୁ ଯେପରି ଉନ୍ମୁକ୍ତ ରହିଥାଉ। ତୁମ୍ଭେ କହିଅଛ ଯେ, ତୁମ୍ଭେ ଏହି ସ୍ଥାନ ଉପରେ ତୁମ୍ଭର ନାମ ସ୍ଥାପନ କରିବ। ମୁଁ ଏହି ମନ୍ଦିର ଆଡ଼େ ଚାହିଁ ପ୍ରାର୍ଥନା କରିବା ସମୟରେ ତୁମ୍ଭେ ମାରେ ପ୍ରାଥର୍ନା ଶୁଣିବ।
20 Que os teus olhos estejam abertos dia e noite sobre este templo, sobre este lugar, do qual disseste que o teu nome estaria ali, para ouvires a oração que o teu servo fizer neste lugar.
21 ମୁଁ ଯେଉଁ ପ୍ରାର୍ଥନା କରୁଅଛି ଓ ତୁମ୍ଭର ଲୋକ ଇଶ୍ରାୟେଲ ଯେଉଁ ପ୍ରାର୍ଥନା କରୁଅଛନ୍ତି, ତାହା ଶୁଣ। ଆମ୍ଭମାନେେ ଏହି ମନ୍ଦିର ଆଡ଼େ ଚାହିଁ ପ୍ରାର୍ଥନା କରିବା ସମୟରେ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣ। ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ। ଆଉ, ତୁମ୍ଭେ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣି, ଆମ୍ଭମାନଙ୍କୁ କ୍ଷମା କର।
21 Ouve, pois, as súplicas do teu servo e do teu povo de Israel, quando orarem neste lugar. Ouve do lugar da tua habitação, dos céus; ouve e perdoa.
22 ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତି ବିରୁଦ୍ଧ ରେ ଭୁଲ୍ କର୍ୟ୍ଯ କରେ, ତାକୁ ଶପଥ କରିବା ପାଇଁ ବାଧ୍ଯ କରାୟାଏ। ଯେତବେେଳେ ସେ ମନ୍ଦିର ମଧିଅରେ ତୁମ୍ଭର ବଦେୀ ସମ୍ମୁଖ ରେ ଶପଥ କରିବାକୁ ଆ ସେ,
22 — Se alguém pecar contra o seu próximo, e lhe for exigido que jure, e ele vier jurar diante do teu altar, neste templo,
23 , ସେତବେେଳେ ତୁମ୍ଭେ ସ୍ବର୍ଗରୁ ତାହା ଶୁଣ। ତୁମ୍ଭର ଦାସମାନଙ୍କର ବିଚାର କର ଓ କାର୍ୟ୍ଯ କର। ଦୁଷ୍ଟ ବ୍ଯକ୍ତିକୁ ଦଣ୍ଡିତ କର ଓ ସେ ଅନ୍ୟ ଲୋକମାନଙ୍କୁ ଯେଉଁ ବିଷଯ ଦ୍ବାରା କଷ୍ଟ ଭୋଗ କରାଇଛି, ତାକୁ ସହେି ବିଷଯ ଦ୍ବାରା କଷ୍ଟ ଭୋଗ କରାଅ। କିନ୍ତୁ ଯଦି ଜଣେ ବ୍ଯକ୍ତି ନିର୍ଦ୍ ଦୋଷ, ତୁମ୍ଭେ ତାକୁ ନିର୍ଦ୍ ଦୋଷ ବୋଲି ପ୍ରମାଣ କର।
23 ouve tu desde os céus, age e julga os teus servos, dando a paga ao ímpio, fazendo com que pague por seus atos, e justificando o justo, para lhe retribuíres segundo a sua justiça.
24 ଯଦି ତୁମ୍ଭର ଇଶ୍ରାୟେଲର ଲୋକମାନେ ତୁମ୍ଭ ବିରୁଦ୍ଧ ରେ ପାପ କଲେ ଜଣେ ଶତ୍ରୁ ଆସି ହୁଏତ ସମାନଙ୍କେୁ ପରାସ୍ତ କରିପା ରେ। ଆଉ ତା'ପରେ, ଯଦି ଇଶ୍ରାୟେଲର ଲୋକମାନେ ତୁମ୍ଭ ନିକଟକୁ ଫରେି ଆସନ୍ତି ଓ ତୁମ୍ଭ ନିକଟରେ ପାପ ସ୍ବୀକାର କରନ୍ତି ଏବଂ ଏହି ମନ୍ଦିର ରେ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି ଓ ତୁମ୍ଭର କରୁଣା ଭିକ୍ଷା କରନ୍ତି।
24 — Quando o teu povo de Israel for derrotado por um inimigo por ter pecado contra ti, e se converter, confessar o teu nome, orar e suplicar diante de ti neste templo,
25 ତବେେ ତୁମ୍ଭେ ସ୍ବର୍ଗରୁ ତାହା ଶୁଣ ଓ ତୁମ୍ଭର ଲୋକ ଇଶ୍ରାୟେଲର ପାପ କ୍ଷମା କର। ତୁମ୍ଭେ ସମାନଙ୍କେୁ ଓ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦଇେଅଛ, ସମାନଙ୍କେୁ ପୁନର୍ବାର ସଠାେକୁ ଫରୋଇ ଆଣ।
25 ouve tu desde os céus, perdoa o pecado do teu povo de Israel e faze-o voltar à terra que deste a eles e aos seus pais.
26 ଆକାଶ ରୁଦ୍ଧ ହାଇେ ହୁଏତ ବର୍ଷା ହାଇେ ନ ପା ରେ। ଯଦି ଇଶ୍ରାୟେଲର ଲୋକମାନେ ତୁମ୍ଭ ବିରୁଦ୍ଧ ରେ ପାପ କରନ୍ତି, ତବେେ ଏହା ଘଟିବ। ଆଉ ଯଦି ଇଶ୍ରାୟେଲର ଲୋକମାନେ ଏହି ମନ୍ଦିର ଆଡ଼େ ଚାହିଁ ତୁମ୍ଭଠା ରେ ସ୍ବୀକାର କରନ୍ତି ଏବଂ ପ୍ରାର୍ଥନା କରନ୍ତି, ଆଉ ତୁମ୍ଭେ ସମାନଙ୍କେୁ ଦଣ୍ଡ ଦଇେଥାଅ। ଯଦି ସମାନେେ ସମାନଙ୍କେର ପାପ ପାଇଁ ଅନୁତାପ କରନ୍ତି।
26 — Quando o céu se fechar e não houver chuva, por ter o povo pecado contra ti, e ele orar neste lugar, confessar o teu nome e se converter dos seus pecados, depois de o haveres castigado,
27 ତବେେ ତୁମ୍ଭେ ସ୍ବର୍ଗରୁ ତାହା ଶୁଣ ଓ ସମାନଙ୍କେର ପାପସବୁ କ୍ଷମା କର। ଇଶ୍ରାୟେଲର ଲୋକମାନେ ତୁମ୍ଭର ଦାସ ଅଟନ୍ତି। ତେଣୁ ସମାନେେ ଯେଉଁ ପ୍ରକାର ଜୀବନ କାଟିବା ଉଚିତ୍, ସମାନଙ୍କେୁ ସହେି ଯଥାର୍ଥ ପଥ ଶିଖାଅ। ଆଉ ତୁମ୍ଭର ଦେଶ ମଧ୍ଯକୁ ବାର୍ତ୍ତା ପଠାଅ। ସହେି ଦେଶକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦଇେଅଛ।
27 ouve tu nos céus, perdoa o pecado de teus servos e do teu povo de Israel, ensinando-lhes o bom caminho em que devem andar, e envia chuva sobre esta tua terra, que deste em herança ao teu povo.
28 ଦେଶ ରେ ହୁଏତ ଦୁର୍ଭିକ୍ଷ ପଡ଼ିପା ରେ, କିଅବା ଭୟଙ୍କର ରୋଗ ସବୁ ହାଇପୋ ରେ, ଅବା ଶସ୍ଯସବୁ ରୋଗଗ୍ରସ୍ତ ହାଇପୋ ରେ, ଅଥବା ଫିମ୍ପି, କିଅବା ପଙ୍ଗପାଳ, ନତୁବା ଝିଣ୍ଟିକା କିଅବା ଶତ୍ରୁମାନେ ଯଦି ଇଶ୍ରାୟେଲର ଲୋକମାନଙ୍କୁ ସମାନଙ୍କେ ନଗର ମଧିଅରେ ଆକ୍ରମଣ କରନ୍ତି, କିଅବା ଯଦି ଇଶ୍ରାୟେଲ ରେ କୌଣସି ପ୍ରକାରର ରୋଗ ଦଖାୟୋଏ,
28 — Quando houver fome na terra ou peste, quando houver crestamento ou ferrugem, gafanhotos e larvas, quando inimigos cercarem as cidades do país ou houver alguma praga ou doença,
29 ଆଉ, ତା'ପରେ ଇଶ୍ରାୟେଲର ତୁମ୍ଭର ପ୍ରେତ୍ୟକକ ବ୍ଯକ୍ତି ନିଜର ସମସ୍ଯା ଓ କ୍ଲେଶ ଜାଣି ସମାନଙ୍କେ ମଧ୍ଯରୁ କହେି ତୁମ୍ଭ ନିକଟରେ ପ୍ରାର୍ଥନା ଓ ବୀନତି କରେ, - ଆଉ ଯଦି ସହେି ବ୍ଯକ୍ତି ଏହି ମନ୍ଦିର ଆଡ଼େ ଚାହିଁ ତାହାର ହସ୍ତ ପ୍ରସାର କରେ,
29 toda oração e súplica que qualquer homem ou todo o teu povo de Israel fizer, conhecendo cada um a sua própria ferida e a sua dor, e estendendo as mãos na direção deste templo,
30 ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ, ଯେଉଁଠା ରେ ତୁମ୍ଭେ ବାସ କର, ଓ କ୍ଷମା ଦିଅ। ପ୍ରେତ୍ୟକକ ବ୍ଯକ୍ତିକୁ ତାହାର ପ୍ରାପ୍ଯମତେ ଦିଅ। କବଳେ ତୁମ୍ଭେ ହିଁ ଜାଣ ଯେ, ଜଣେ ବ୍ଯକ୍ତିର ହୃଦଯ ରେ କ'ଣ ଅଛ।
30 ouve tu desde os céus, lugar da tua habitação, perdoa e dá a cada um segundo todos os seus caminhos, visto que lhe conheces o coração, porque tu, só tu, és conhecedor do coração dos filhos dos homens;
31 ତବେେ ତୁମ୍ଭେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦଇେଥିବା ଦେଶ ରେ ଲୋକମାନେ ଯେତକୋଳ ବାସ କରିବେ, େସତଦେିନ ପର୍ୟ୍ଯନ୍ତ ସମାନେେ ତୁମ୍ଭକୁ ଭୟ କରିବେ ଓ ତୁମ୍ଭକୁ ମାନିବେ।
31 para que te temam e andem nos teus caminhos todos os dias que viverem na terra que deste aos nossos pais.
32 ହୁଏତ ଜଣେ ଅପରିଚିତ ବ୍ଯକ୍ତି ଥାଇପା ରେ, ୟିଏ ଜଣେ ଇଶ୍ରାୟେଲୀୟ ହାଇେ ନ ଥିବ, କିନ୍ତୁ ଏକ ଦୂର ଦେଶରୁ ଏଠାକୁ ଆସିଥାଇପା ରେ। ସହେି ବିଦେଶୀ ବ୍ଯକ୍ତି ତୁମ୍ଭର ମହାନ୍ ନାମ, ତୁମ୍ଭର ମହାନ୍ ଶକ୍ତି ଓ ଲୋକମାନଙ୍କୁ ବିପଦରୁ ଉଦ୍ଧାର କରିବା ତୁମ୍ଭର ସାମର୍ଥ୍ଯ ଶୁଣି ଆସିପା ରେ। ଯେତବେେଳେ ସହେି ବ୍ଯକ୍ତି ଆସିବ ଓ ଏହି ମନ୍ଦିର ଆଡ଼କୁ ଚାହିଁ ପ୍ରାର୍ଥନା କରିବ,
32 — Também ao estrangeiro, que não for do teu povo de Israel, porém vier de uma terra distante, por amor do teu grande nome e por causa da tua mão poderosa e do teu braço estendido, e orar, voltado para este templo,
33 ତବେେ ତୁମ୍ଭେ ଯେଉଁ ସ୍ବର୍ଗ ରେ ବାସ କର, ସଠାରୁେ ଥାଉ, ସହେି ବିଦେଶୀ ବ୍ଯକ୍ତିର କଥା ଶୁଣ ଓ ତାହାର ପ୍ରାର୍ଥନା ରେ ଉତ୍ତର ଦିଅ। ତବେେ ତୁମ୍ଭର ଲୋକ ଇଶ୍ରାୟେଲ ଯେପରି ତୁମ୍ଭକୁ ସମ୍ମାନ କରନ୍ତି, ସହେିପରି ସାରା ପୃଥିବୀର ଲୋକମାନେ ତୁମ୍ଭର ନାମକୁ ଜାଣିବେ, ଓ ତୁମ୍ଭକୁ ସମ୍ମାନ କରିବେ। ଆଉ, ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଯେ ତୁମ୍ଭ ନାମ ରେ ନାମିତ, ଏହା ପୃଥିବୀସ୍ଥ ସମସ୍ତ ଲୋକ ଜାଣିବେ।
33 ouve tu desde os céus, do lugar da tua habitação, e faze tudo o que o estrangeiro te pedir, a fim de que todos os povos da terra conheçam o teu nome, para te temerem como o teu povo de Israel e para saberem que este templo, que eu edifiquei, é chamado pelo teu nome.
34 ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ସମାନଙ୍କେ ଶତୃମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଏକ ସ୍ଥାନକୁ ପ୍ ରରଣେ କରିବ। ସମାନେେ ତୁମ୍ଭ ଦ୍ବାରା ମନୋନୀତ ଏହି ନଗର ଓ ତୁମ୍ଭ ନାମ ନିମନ୍ତେ ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଆଡ଼େ ଚାହିଁ ତୁମ୍ଭ ନିକଟରେ ପ୍ରାର୍ଥନା କରିବେ।
34 — Quando o teu povo sair à guerra contra o seu inimigo, pelo caminho por onde os enviares, e orarem a ti, voltados para esta cidade, que tu escolheste, e para o templo que edifiquei ao teu nome,
35 ସ୍ବର୍ଗ ରେ ଥାଇ ସମାନଙ୍କେର ପ୍ରାର୍ଥନା ଶୁଣ। ସମାନେେ ସାହାୟ୍ଯ ପାଇଁ ଅନୁ ରୋଧ କରିବା ସମୟରେ ସମାନଙ୍କେ ବୀନତି ଶୁଣ। ଆଉ, ସମାନଙ୍କେୁ ସାହାୟ୍ଯ କର।
35 ouve tu desde os céus a sua oração e a sua súplica e faze-lhes justiça.
36 ଲୋକମାନେ ତୁମ୍ଭ ବିରୁଦ୍ଧ ରେ ପାପ କରିବେ - ଏପରି ବ୍ଯକ୍ତି କହେି ନାହିଁ, ଯେ ପାପ କରେ ନାହିଁ। ଆଉ ତୁମ୍ଭେ ସମାନଙ୍କେ ଉପରେ କୋରଧ କରିବ। ତୁମ୍ଭେ ଜଣେ ଶତୃଦ୍ବାରା ସମାନଙ୍କେୁ ପରାଜିତ କରାଇବ, ଆଉ ସମାନଙ୍କେୁ ବନ୍ଦୀ କରାଇ ଦୂରବର୍ତ୍ତୀ କିଅବା ନିକଟବର୍ତ୍ତୀ କୌଣସି ଏକ ଦେଶକୁ ବଳପୂର୍ବକ ୟିବାକୁ ହବେ।
36 Quando pecarem contra ti — pois não há homem que não peque —, e tu te indignares contra eles e os entregares às mãos do inimigo, a fim de que os leve cativos a uma terra, longe ou perto daqui;
37 କିନ୍ତୁ ତାହାପରେ ସମାନେେ ବନ୍ଦୀରୂପେ ରହିଥିବା ଦେଶ ରେ ଅନୁତାପ କରିବେ ଓ ତୁମ୍ଭ ଦୟା ପାଇଁ ପ୍ରାର୍ଥନା କରିବେ। ସମାନେେ କହିବେ, 'ଆମ୍ଭମାନେେ ପାପ କରିଅଛୁ, ଆମ୍ଭମାନେେ ଭୁଲ୍ କରିଅଛୁ ଓ ଆମ୍ଭମାନେେ ଦୁଷ୍ଟତା ପୂର୍ବକ ଆଚରଣ କରିଅଛୁ।'
37 e se, na terra aonde forem levados cativos, caírem em si e se converterem, e, na terra do seu cativeiro, te suplicarem, dizendo: “Pecamos, procedemos mal e cometemos iniquidade”;
38 ଆଉ, ତା'ପରେ ସମାନେେ ବନ୍ଦୀରୂପେ ରହିଥିବା ଦେଶ ରେ ସମାନଙ୍କେର ସମସ୍ତ ହୃଦଯ ଓ ଆତ୍ମା ସହିତ ତୁମ୍ଭ ନିକଟକୁ ଫରେିବେ। ଆଉ ସମାନେେ ସମାନଙ୍କେର ଦେଶ, ଯେଉଁ ଦେଶ ତୁମ୍ଭେ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଦଇେଥିଲ ଓ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଚାହିଁ ପ୍ରାର୍ଥନା କରିବେ। ଆଉ ମୁଁ ତୁମ୍ଭ ନାମ ନିମନ୍ତେ ନିର୍ମାଣ କରିଥିବା ମନ୍ଦିର ଆଡ଼େ ଚାହିଁ ସମାନେେ ପ୍ରାର୍ଥନା କରିବେ।
38 e se eles se converterem a ti de todo o seu coração e de toda a sua alma, na terra do seu cativeiro, para onde foram levados cativos, e orarem, voltados para a sua terra, que deste aos seus pais, para esta cidade que escolheste e para o templo que edifiquei ao teu nome,
39 ଯେତବେେଳେ ଏହା ଘଟିବ, ସ୍ବର୍ଗ ରେ ଥାଇ ତୁମ୍ଭେ ତାହା ଶୁଣିବ, ସମାନେେ ସାହାୟ୍ଯ ନିମନ୍ତେ ଅନୁରୋଧ କଲେ, ସମାନଙ୍କେର ପ୍ରାର୍ଥନା ଗ୍ରହଣ କର। ଆଉ ସମାନଙ୍କେୁ ସାହାୟ୍ଯ କର। ତୁମ୍ଭ ବିରୁଦ୍ଧ ରେ ପାପ କରିଥିବା ତୁମ୍ଭର ଲୋକମାନଙ୍କୁ କ୍ଷମା କର।
39 ouve tu desde os céus, do lugar da tua habitação, a sua prece e a sua súplica e faze-lhes justiça; perdoa o teu povo que houver pecado contra ti.
40 ବର୍ତ୍ତମାନ, ହେ ମାରେ ପରମେଶ୍ବର, ତୁମ୍ଭେ ତୁମ୍ଭର ଚକ୍ଷୁ ଓ କର୍ଣ୍ଣ ଉନ୍ମୁକ୍ତ କରିବାକୁ ମୁଁ ତୁମ୍ଭକୁ ନିବଦନେ କରେ। ଆମ୍ଭମାନେେ ଏହି ସ୍ଥାନ ରେ ଯେଉଁ ପ୍ରାର୍ଥନା କରୁଅଛୁ, ତାହା ଶୁଣ।
40 — Agora, ó meu Deus, que os teus olhos estejam abertos e os teus ouvidos atentos à oração que se fizer neste lugar.
41 ହେ ସଦାପ୍ରଭୁ ପରମେଶ୍ବର, ବର୍ତ୍ତମାନ ଜାଗ୍ରତ ହୁଅ, ନିଯମ-ସିନ୍ଦୁକ ଯାହାକି ତୁମ୍ଭର ଶକ୍ତି ପ୍ରଦର୍ଶନ କରେ, ତୁମ୍ଭର ସହେି ବିଶଷେ ସ୍ଥାନକୁ ଆସ। ତୁମ୍ଭର ଯାଜକଗଣ ପରିତ୍ରାଣ ଦ୍ବାରା ସଜ୍ଜିତ ହୁଅନ୍ତୁ। ତୁମ୍ଭର ସତ୍ ଅନୁଗାମୀଗଣ, ଏହି ସମସ୍ତ ଉତ୍ତମ ବିଷଯ ରେ ଆନନ୍ଦିତ ହୁଅନ୍ତୁ।
41 E agora, Senhor Deus, levanta-te e entra para o teu repouso, tu e a arca do teu poder. Que os teus sacerdotes, ó Senhor Deus, se revistam de salvação, e os teus santos se alegrem com o bem.
42 ସଦାପ୍ରଭୁ ପରମେଶ୍ବର, ତୁମ୍ଭର ଅଭିଷିକ୍ତ ରାଜାକୁ ଗ୍ରହଣ କର। ତୁମ୍ଭର ଅନୁଗ୍ରହ ଦାସ ଦାଉଦକୁ ସ୍ମରଣ କର !
42 Ó Senhor Deus, não rejeites o teu ungido. Lembra-te das misericórdias que usaste para com Davi, teu servo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Crônicas 6, comparar traduções ou montar um estudo — tudo direto pelo WhatsApp.