2 Crônicas 5
Oriya Bible (GL_ORIYA) vs VC
1 ଏହାପରେ ଶଲୋମନଙ୍କ ଦ୍ବାରା ମନ୍ଦିର ନିର୍ମାଣ କାର୍ୟ୍ଯ ସମାପ୍ତ ହେଲା। ଶଲୋମନଙ୍କ ବାପା ଦାଉଦ ମନ୍ଦିର ନିମନ୍ତେ ଆଣିଥିବା ପ୍ରେତ୍ୟକକ ବିଷଯ ସେ ବ୍ଯବହାର କଲେ। ପ୍ରେତ୍ୟକକ ଆସବାବପତ୍ର ଏବଂ ରୂପା ଓ ସୁନା ରେ ନିର୍ମିତ ପ୍ରେତ୍ୟକକ ବସ୍ତ୍ର ଶଲୋମନ ଆଣିଲେ। ଏହି ସମସ୍ତ ଜିନିଷ ଶଲୋମନ ଆଣି ପରମେଶ୍ବରଙ୍କ ମନ୍ଦିରର ଭଣ୍ଡାର ଗୃହ ରେ ରଖିଲେ।
1 Terminou-se, dessa maneira, tudo o que Salomão tinha mandado realizar para o templo do Senhor. Para aí, então, mandou transportar tudo o que Davi, seu pai, tinha consagrado, a prata, o ouro e todos os utensílios, e pôs tudo nos tesouros da casa de Deus.
2 ଇଶ୍ରାୟେଲର ସମସ୍ତ ପ୍ରାଚୀନ ଏବଂ ପ୍ରେତ୍ୟକକ ପରିବାରବର୍ଗର ମୁଖିଆମାନଙ୍କୁ ୟିରୁଶାଲମ ରେ ସମ୍ମିଳିତ ହବୋ ନିମନ୍ତେ ଶଲୋମନ ଆଜ୍ଞା ଦେଲେ। ଏହି ଲୋକମାନେ ଇଶ୍ରାୟେଲର ପରିବାରଗୁଡ଼ିକର ମୁଖିଆ ଥିଲେ। ସଦାପ୍ରଭୁଙ୍କର ନିଯମ-ସିନ୍ଦୁକ ସିୟୋନ ବାହାରକୁ ଦାଉଦଙ୍କର ନଗରକୁ ଆଣିବା ନିମନ୍ତେ ଶଲୋମନ ଏପରି କଲେ।
2 Então, congregou em Jerusalém os anciãos de Israel, os chefes das tribos e os chefes das famílias israelitas para transportarem de Sião, isto é, da cidade de Davi, a arca da aliança do Senhor.
3 ସପ୍ତମ ମାସ ରେ ଭୋଜି ସମୟରେ ରାଜା ଶଲୋମନଙ୍କ ସମ୍ମୁଖ ରେ ଇଶ୍ରାୟେଲର ସମସ୍ତ ଲୋକ ଏକତ୍ରୀତ ହେଲେ।
3 Todos os israelitas reuniram-se junto do rei para a festa: era o sétimo mês.
4 ଯେତବେେଳେ ଇଶ୍ରାୟେଲର ସବୁ ମୁଖିଆମାନେ ଆସିଗଲେ, ଲବେୀୟମାନେ ନିଯମ-ସିନ୍ଦୁକକୁ ଆଣିଲେ।
4 Chegados que foram todos os anciãos de Israel, levantaram os levitas a arca,
5 ଏହାପରେ ଯାଜକ ଓ ଲବେୀୟମାନେ ନିଯମ ସିନ୍ଦୁକକୁ ୟିରୁଶାଲମକୁ ବୋହି ନଇଗେଲେ। ଯାଜକ ଓ ଲବେୀୟମାନେ ମଧ୍ଯ ସମାଗମ ତମ୍ବୁ ଓ ତନ୍ମଧ୍ଯସ୍ଥ ପ୍ରେତ୍ୟକକ ପବିତ୍ର ବସ୍ତୁକୁ ୟିରୁଶାଲମକୁ ବୋହି ଆଣିଲେ।
5 e transportaram-na com a tenda de reunião e todo o seu mobiliário de utensílios sagrados. Foram os sacerdotes levíticos que fizeram essa transladação.
6 ରାଜା ଶଲୋମନ ଓ ଇଶ୍ରାୟେଲର ସମସ୍ତ ଲୋକ ନିଯମ-ସିନ୍ଦୁକ ସମ୍ମୁଖ ରେ ଏକାଠି ହେଲେ। ରାଜା ଶଲୋମନ ଓ ଇଶ୍ରାୟେଲର ସମସ୍ତ ଲୋକ ମଷେ ଓ ଷଣ୍ଢଗୁଡ଼ିକୁ ହାମବେଳି ରୂପେ ବଳିଦାନ ଦେଲେ। ସହେି ବଳିକୃତ ମଷେ ଓ ଷଣ୍ଢ ସଂଖ୍ଯା ଏତେ ଥିଲା ଯେ, ତା'କୁ କହେି ଗଣିପାରିଲେ ନାହିଁ।
6 O rei Salomão e toda a multidão de israelitas, reunida com ele diante da arca, imolaram tal quantidade de ovelhas e de bois que não se pôde avaliar o seu número.
7 ଏହାପରେ ଯାଜକମାନେ ସଦାପ୍ରଭୁଙ୍କର ନିଯମ-ସିନ୍ଦୁକକୁ ତହିଁ ନିମନ୍ତେ ପ୍ରସ୍ତୁତ ହାଇେଥିବା ସ୍ଥାନକୁ ଆଣିଲେ। ସହେି ସ୍ଥାନ ମନ୍ଦିରର ଭିତର ପାଶର୍ବ କୋଠରୀ ରେ ଥିଲା ଓ ସବୁଠାରୁ ପବିତ୍ର ସ୍ଥାନ ଥିଲା ଏବଂ ଏହି କିରୁବଦୂତ ପକ୍ଷ ତଳେ ଥିଲା।
7 Os sacerdotes levaram a arca da aliança do Senhor a seu lugar, no santuário do templo, o Santo dos Santos, sob as asas dos querubins.
8 ନିଯମ-ସିନ୍ଦୁକ ଥିବା ସ୍ଥାନ ଉପରେ କିରୁବଦୂତଗଣ ସମାନଙ୍କେର ପକ୍ଷ ବିସ୍ତାର କରି ରହିଥିଲେ। କିରୁବଦୂତଗଣ ନିଯମ ସିନ୍ଦୁକ ଓ ସିନ୍ଦୁକକୁ ବହି ନଇୟିବୋ ଖମ୍ବଗୁଡ଼ିକ ଉପରେ ଦଣ୍ଡାଯମାନ ଥିଲେ।
8 Os querubins estendiam as asas sobre o lugar da arca e cobriam-na, assim como os seus varais.
9 ସହେି ଖମ୍ବଗୁଡ଼ିକ ଏତେ ଲମ୍ବା ଥିଲା ଯେ ପବିତ୍ର ତମ୍ବୁ ସ୍ଥାନର ସମ୍ମୁଖରୁ ତାହାର ଦୁଇପାଶର୍ବ ଦଖାଯାେଉଥିଲା। କିନ୍ତୁ ମନ୍ଦିର ସମ୍ମୁଖରୁ କୌଣସି ବ୍ଯକ୍ତି ସହେି ଖମ୍ବଗୁଡ଼ିକୁ ଦେଖିପାରୁ ନ ଥିଲେ। ଆଜି ମଧ୍ଯ ସହେି ଖମ୍ବଗୁଡ଼ିକ ସହେି ସ୍ଥାନ ରେ ରହିଅଛି।
9 Estes eram tão compridos que se podia ver suas extremidades diante do santuário; mas não se podiam divisá-los de fora. A arca permaneceu lá até o momento presente.
10 ଦୁଇ ଗୋଟି ପ୍ରସ୍ତର ଫଳକ ବିନା ନିଯମ-ସିନ୍ଦୁକ ମଧିଅରେ ଆଉ କିଛି ନ ଥିଲା। ମାଶାେ 'ହାରେବେ' ପର୍ବତ ରେ ଏହି ଦୁଇଟି ଫଳକକୁ ନିଯମ-ସିନ୍ଦୁକ ମଧିଅରେ ରଖିଥିଲେ। 'ହାରେବେ' ସହେି ସ୍ଥାନ, ଯେଉଁଠା ରେ ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କ ସହିତ ଏକ ଚୁକ୍ତି କରିଥିଲେ। ଇଶ୍ରାୟେଲର ଲୋକମାନେ ମିଶରରୁ ବାହାରି ଆସିବା ପରେ ଏହା ଘଟିଥିଲା।
10 Nela não havia outra coisa senão duas tábuas que Moisés ali tinha colocado, no monte Horeb, quando o Senhor concluiu a aliança com os israelitas que acabavam de sair do Egito.
11 ସମସ୍ତ ଯାଜକଗଣ ସମାନଙ୍କେର ବିଶଷେ ଦଳଗୁଡ଼ିକୁ ଖାତିର ନ କରି ନିଜକୁ ଶୁଚି କଲେ। ଯେତବେେଳେ ସମାନେେ ପବିତ୍ର ସ୍ଥାନରୁ ବାହାରି ଆସିଲେ।
11 Quando os sacerdotes saíram do santuário - porque os sacerdotes presentes tinham tomado parte na cerimônia sem observar a ordem de classes;
12 ଲବେୀୟ ଗାଯକମାନେ ୟଜ୍ଞବଦେୀର ପୂର୍ବପଟେ ଠିଆ ହେଲେ। ଆସଫ୍, ହମେନ୍ ଓ ୟିଦୂଥୂନ୍ଙ୍କ ଗାଯକଦଳର ପ୍ରେତ୍ୟକକ ସଠାେରେ ଥିଲେ। ଆଉ ସମାନଙ୍କେର ପୁତ୍ରଗଣ ଓ ଭ୍ରତାଗଣ ମଧ୍ଯ ସଠାେରେ ଥିଲେ। ସହେି ଲବେୀୟ ଗାଯକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ନିକଟରେ ଗିନି, ସାରଙ୍ଗ ଓ ବୀଣାୟନ୍ତ୍ର ଥିଲା। ସହେି ଲବେୀୟ ଗାଯକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସହେି 120 ଜଣ ଯାଜକ ତୂରୀ ବଜାଇଲେ।
12 todos os levitas cantores, Asaf, Hemã, Iditum, seus filhos e irmãos, vestidos de linho fino, colocados a leste do altar, tocavam címbalos, cítaras e harpas, acompanhados de cento e vinte sacerdotes que tocavam trombetas -
13 ତୂରୀ ବାଦକ ଓ ଗାଯକ ଲୋକମାନେ ଜଣେ ବ୍ଯକ୍ତି ତୁଲ୍ଯ ଥିଲେ। ଯେତବେେଳେ ସଦାପ୍ରଭୁଙ୍କର ପ୍ରଶଂସା ଓ ଧନ୍ଯବାଦ ଗାନ କରାଗଲା ସମାନେେ ଏକ ଶବ୍ଦ କଲେ। ସମାନେେ ତୂରୀ, ଗିନି ଓ ବାଦ୍ଯୟନ୍ତ୍ର ସହିତ ଉଚ୍ଚସ୍ବର କଲେ। ସମାନେେ ଏହି ଗୀତ ଗାଇଲେ, 'ସଦାପ୍ରଭୁଙ୍କର ପ୍ରଶଂସା କଲେ, କାରଣ ସେ ମଙ୍ଗଳମଯ। ତାଙ୍କର ସତ୍ଯ ପ୍ ରମେ ଅନନ୍ତକାଳସ୍ଥାଯୀ ଅଟେ।
13 no momento em que os tocadores de trombeta, e os cantores se uniam para celebrar numa mesma sinfonia o louvor do Senhor, no momento em que faziam ressoar o som das trombetas, dos címbalos e de outros instrumentos de música com este hino: Louvor ao Senhor porque ele é bom, porque sua misericórdia é eterna, nesse momento o templo, o templo do Senhor, encheu-se de uma nuvem tão espessa
14 ସହେି ମେଘ ହତେୁ ଯାଜକମାନେ ସମାନଙ୍କେର ସବୋ ଜାରି ରଖିପାରିଲେ ନାହିଁ। କାରଣ, ସଦାପ୍ରଭୁଙ୍କ ମହିମା ପରମେଶ୍ବରଙ୍କ ମନ୍ଦିରକୁ ପୂର୍ଣ୍ଣ କରିଥିଲା।
14 que os sacerdotes não puderam permanecer ali para exercer sua função. A glória do Senhor enchia a casa de Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Crônicas 5, comparar traduções ou montar um estudo — tudo direto pelo WhatsApp.