2 Crônicas 35
Oriya Bible (GL_ORIYA) vs ARIB
1 ରାଜା ଯୋଶିୟଯ ୟିରୁଶାଲମ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିସ୍ତାରପର୍ବ ପାଳନ କଲେ। ପ୍ରଥମ ମାସର ଚତୁର୍ଦ୍ଦଶତମ ଦିବସ ରେ ନିସ୍ତାରପର୍ବର ମଷେଶାବକଙ୍କୁ ହତ୍ଯା କରାଗଲା।
1 Então Josias celebrou a páscoa ao Senhor em Jerusalém; imolou-se o cordeiro da páscoa no décimo quarto dia do primeiro mês.
2 ଯୋଶିୟ ଯାଜକମାନଙ୍କୁ ସମାନଙ୍କେ କାର୍ୟ୍ଯ କରିବା ନିମନ୍ତେ ମନୋନୀତ କଲେ। ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ମଧିଅରେ ସବୋକାର୍ୟ୍ଯ କରୁଥିବା ସମୟରେ ସେ ସମାନଙ୍କେୁ ଉତ୍ସାହ ପ୍ରଦାନ କଲେ।
2 E estabeleceu os sacerdotes nos seus cargos, e os animou a servirem na casa do Senhor.
3 ଇଶ୍ରାୟେଲର ଲୋକମାନଙ୍କୁ ଶିକ୍ଷା ଦେଉଥିବା ଓ ସଦାପ୍ରଭୁଙ୍କ ସବୋକାର୍ୟ୍ଯ ନିମନ୍ତେ ପବିତ୍ରୀକୃତ ହାଇେଥିବା ଲୋକମାନଙ୍କ ସହିତ ମଧ୍ଯ ଯୋଶିୟଯ କଥା ହେଲେ। ସେ ସହେି ଲବେୀୟମାନଙ୍କୁ କହିଲେ : ଶଲୋମନ ଯେଉଁ ମନ୍ଦିର ନିର୍ମାଣ କରିଛନ୍ତି, ତା' ମଧିଅରେ ପବିତ୍ର ସିନ୍ଦୁକକୁ ରଖ। ଶଲୋମନ ଦାଉଦଙ୍କ ପୁତ୍ର ଥିଲେ। ଦାଉଦ ଇଶ୍ରାୟେଲର ରାଜା ଥିଲେ। ପୁନର୍ବାର ତୁମ୍ଭମାନଙ୍କ କାନ୍ଧ ରେ ବୋହି ପବିତ୍ର ସିନ୍ଦୁକକୁ ସ୍ଥାନକୁ ସ୍ଥାନ ନିଅ ନାହିଁ। ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ସବୋ କର। ପରମେଶ୍ବରଙ୍କ ଲୋକ, ଇଶ୍ରାୟେଲର ଲୋକମାନଙ୍କର ସବୋ କର।
3 E disse aos levitas que ensinavam a todo o Israel e que estavam consagrados ao Senhor: Ponde a arca sagrada na casa que Salomão, filho de Davi, rei de Israel, edificou; não tereis mais esta carga sobre os vossos ombros. Agora servi ao Senhor vosso Deus e ao seu povo Israel;
4 ତୁମ୍ଭମାନଙ୍କର ପରିବାର ଅନୁୟାଯୀ ମନ୍ଦିରର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କର। ରାଜା ଦାଉଦ ଓ ତାଙ୍କର ପୁତ୍ର ରାଜା ଶ ଲୋମନ ତୁମ୍ଭମାନଙ୍କୁ ଯେଉଁ କାର୍ୟ୍ଯସବୁ କରିବାକୁ ଦଇେଛନ୍ତି, ତାହା କର।
4 preparai-vos segundo as vossas casas paternas, e segundo as vossas turmas, conforme o preceito de Davi, rei de Israel, e o de Salomão, seu filho.
5 ଲବେୀୟମାନଙ୍କର ଏକଦଳ ସହ ପବିତ୍ର ସ୍ଥାନ ରେ ଛିଡ଼ା ହୁଅ। ପ୍ରେତ୍ୟକକ ଭିନ୍ନ ଭିନ୍ନ ବଂଶ ନିମନ୍ତେ ଏହିପରି କର। ତବେେ ତୁମ୍ଭମାନେେ ସମାନଙ୍କେୁ ସାହାୟ୍ଯ କରିପାରିବ।
5 E estai no lugar santo segundo as divisões das casas paternas de vossos irmãos, os filhos do povo, e haja para cada divisão uma parte de uma família levítica.
6 ନିସ୍ତାରପର୍ବର ମଷେଶାବକଗୁଡ଼ିକୁ ହତ୍ଯା କର, ସଦାପ୍ରଭୁଙ୍କ ନିମନ୍ତେ ନିଜକୁ ପବିତ୍ର କର। ତୁମ୍ଭମାନଙ୍କର ଭ୍ରାତାଗଣ, ଇଶ୍ରାୟେଲ ଲୋକମାନଙ୍କ ନିମନ୍ତେ ସହେି ମଷେଶାବକଗୁଡ଼ିକୁ ପ୍ରସ୍ତୁତ କର, ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ ବିଷଯ କରିବାକୁ ଆଦେଶ ଦଇେଛନ୍ତି। ସଦାପ୍ରଭୁ ଆମ୍ଭମାନଙ୍କୁ ଏହି ଆଦେଶସବୁ ମାଶାଙ୍କେ ମାଧ୍ଯମ ରେ ଦଇେଥିଲେ।
6 Também imolai a páscoa, e santificai-vos, e preparai-a para vossos irmãos, fazendo conforme a palavra do Senhor dada por intermédio de Moisés.
7 ଯୋଶିୟ ଇଶ୍ରାୟେଲର ଲୋକମାନଙ୍କୁ 30,000 ମଷେ ଓ ଛାଗ ନିସ୍ତାରପର୍ବ ବଳି ନିମନ୍ତେ ହତ୍ଯା କରିବାକୁ ଦେଲେ। ସେ ଆହୁରି ମଧ୍ଯ ଲୋକମାନଙ୍କୁ 3,000 ପଶୁପଲ ଦେଲେ। ଏହି ସମସ୍ତ ପଶୁ ରାଜା ଯୋଶିୟଙ୍କ ନିଜସ୍ବ ପଶୁପଲର ଥିଲା।
7 Ora, Josias deu aos filhos do povo, a todos que ali estavam, cordeiros e cabritos do rebanho em número de trinta mil, todos para os sacrifícios da páscoa, e três mil novilhos; isto era da fazenda do rei.
8 ଯୋଶିୟଯଙ୍କ ପଦାଧିକାରୀମାନେ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲବେୀୟମାନଙ୍କୁ ନିସ୍ତାରପର୍ବ ରେ ବ୍ଯବହାର କରିବା ନିମନ୍ତେ ସ୍ବେଚ୍ଛାକୃତ ଉପହାର ଦେଲେ। ପ୍ରଧାନ ଯାଜକ ହିଲ୍କିଯ, ଜିଖରିଯ ଓ ୟିହୀଯଲେ ଏହି ପଦାଧିକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ଦାଯିତ୍ବ ରେ ଥିଲେ। ସମାନେେ ଯାଜକମାନଙ୍କୁ 2,600 ମଷେଶାଳକ ଓ ଛାଗ ଓ 300 ବଳଦ ନିସ୍ତାରପର୍ବର ବଳି ନିମନ୍ତେ ଦେଲେ।
8 Também os seus príncipes fizeram ofertas voluntárias ao povo, aos sacerdotes e aos levitas; Hilquias, Zacarias e Jeiel, chefes da casa de Deus, deram aos sacerdotes, para os sacrifícios da páscoa, dois mil e seiscentos cordeiros e cabritos e trezentos novilhos.
9 ଆହୁରି ମଧ୍ଯ କନାନିଯ, ତାଙ୍କ ଭାଇ ଶମଯିଯ, ନଥନେଲ୍ଙ୍କ ହଶବିଯ, ୟିଯୁଯଲେ ଓ ୟୋଷାବଦ୍ ସହିତ 500 ମଷେ ଓ ଛାଗ ଏବଂ 500 ବଳଦ ନିସ୍ତାରପର୍ବ ନିମନ୍ତେ ଲବେୀୟମାନଙ୍କୁ ଦେଲେ। ସହେି ଲୋକମାନେ ଲବେୀୟମାନଙ୍କର ନେତାଗଣ ଥିଲେ।
9 Também Conanias, e Semaías e Netanel, seus irmãos, como também Hasabias, Jeiel e Jozabade, chefes dos levitas, apresentaram aos levitas, para os sacrifícios da páscoa, cinco mil cordeiros e cabritos e quinhentos novilhos.
10 ନିସ୍ତାରପର୍ବର ସବୋକାର୍ୟ୍ଯ ଆରମ୍ଭ ହବୋ ନିମନ୍ତେ ସମସ୍ତ ବିଷଯର ପ୍ରସ୍ତୁତ ଶଷେ ହବୋପରେ, ଯାଜକ ଓ ଲବେୀୟମାନେ ସମାନଙ୍କେର ସ୍ଥାନକୁ ଗଲେ। ରାଜା ଏହାହିଁ ଆଦେଶ ଦଇେଥିଲେ।
10 Assim se preparou o serviço, e puseram-se os sacerdotes nos seus postos, e os levitas pelas suas turmas, conforme a ordem do rei.
11 ନିସ୍ତାରପର୍ବର ମଷେଶାବକଗୁଡ଼ିକୁ ହତ୍ଯା କରାଗଲା। ଏହାପରେ ଲବେୀୟମାନେ ପଶୁଗୁଡ଼ିକର ଚମଡ଼ା ଉତ୍ତାରିଲେ ଓ ଯାଜକମାନଙ୍କୁ ରକ୍ତ ଦେଲେ। ଯାଜକମାନେ ୟଜ୍ଞବଦେୀ ଉପରେ ସହେି ରକ୍ତକୁ ସିଞ୍ଚିଲେ।
11 Então imolaram a páscoa; e os sacerdotes espargiam o sangue que recebiam das mãos dos levitas, e estes esfolavam as reses.
12 ଏହାପରେ ସମାନେେ ବିଭିନ୍ନ ବଂଶକୁ ହାମବେଳି ଉପହାର ସ୍ବରୂପେ ଉତ୍ସର୍ଗ କରିବାକୁ ପଶୁଗୁଡ଼ିକୁ ଦେଲେ। ମାଶାଙ୍କେ ବ୍ଯବସ୍ଥା ନିଯମ ଯେ ପ୍ରକାର ଶିକ୍ଷା ଦଇେଥିଲା, ସେ ପ୍ରକା ରେ ହାମବେଳି ଉପହାରଗୁଡ଼ିକୁ ଉତ୍ସର୍ଗ କରିବା ନିମନ୍ତେ ଏହିପରି କରାଗଲା।
12 E puseram à parte os holocaustos para os distribuírem aos filhos do povo, segundo as divisões das casas paternas, a fim de que os oferecessem ao Senhor, como está escrito no livro de Moisés; e assim fizeram com os novilhos.
13 ଲବେୀୟମାନଙ୍କୁ ଯେ ପ୍ରକାର ଆଦେଶ ଦିଆୟାଇଥିଲା, ସମାନେେ ସହେି ପ୍ରକା ରେ ଅଗ୍ନି ଉପରେ ନିସ୍ତାରପର୍ବର ବଳିକୁ ପାକ କଲେ। ଆଉ ସମାନେେ ହାଣ୍ଡି, କେଟ୍ଲି ଓ କରଇେ ରେ ପବିତ୍ର ନବୈେଦ୍ଯଗୁଡ଼ିକୁ ସିଦ୍ଧ କଲେ। ଏହାପରେ ସମାନେେ ଶୀଘ୍ର ସହେି ମାଂସକୁ ଲୋକମାନଙ୍କୁ ଦେଲେ।
13 Assaram a páscoa ao fogo, segundo a ordenança; e as ofertas sagradas cozeram em panelas em caldeirões e em tachos, e prontamente as repartiram entre todo o povo.
14 ଏହା ସମାପ୍ତ ହବୋପରେ, ଲବେୀୟମାନେ ସମାନଙ୍କେ ନିମନ୍ତେ ଓ ହାରୋଣଙ୍କ ବଂଶଧର ଯାଜକମାନଙ୍କ ନିମନ୍ତେ ମାଂସ ଆଣିଲେ। ଅନ୍ଧକାର ହବୋ ପର୍ୟ୍ଯନ୍ତ ଯାଜକମାନେ ଏହି କାର୍ୟ୍ଯ ରେ ଅତି ବ୍ଯସ୍ତ ରହିଲେ। ସମାନେେ ହାମବେଳି ଉପହାର ଓ ବଳିର ଚର୍ବି ଜଳାଇବା ରେ କଠିନ ପରିଶ୍ରମ କଲେ
14 Depois prepararam o que era preciso para si e para os sacerdotes; porque os sacerdotes, filhos de Arão, se ocuparam até a noite em oferecer os holocaustos e a gordura; pelo que os levitas prepararam para si e para os sacerdotes, filhos de Arão.
15 ଆସଫ୍ଙ୍କ ପରିବାରର ଗାଯକମାନେ ସହେି ସ୍ଥାନ ରେ ଛିଡ଼ା ହେଲେ, ଯେଉଁଠା ରେ ରାଜା ଦାଉଦ, ଆସଫ, ହମେନ୍ ଛିଡ଼ା ହେଲେ, ଯେଉଁଠା ରେ ରାଜା ଦାଉଦ, ଆସଫ, ହମେନ୍ ଏବଂ ରାଜାଙ୍କର ଯାଜକ ୟିଦୁଥୁନ୍ ସମାନଙ୍କେୁ ନିୟୁକ୍ତ କରିଥିଲେ। ଦ୍ବାରପାଳଗଣ ଯେଉଁମାନେ ପ୍ରେତ୍ୟକକ ଫାଟକରେ ଥିଲେ, ସମାନଙ୍କେୁ ସମାନଙ୍କେର ସ୍ଥାନ ଛାଡ଼ିବାକୁ ପଡ଼ିଲା ନାହିଁ, କାରଣ ସମାନଙ୍କେର ଭ୍ରାତା ଲବେୀୟଗଣ ସମାନଙ୍କେ ପାଇଁ ନିସ୍ତାରପର୍ବର ସାମର୍ଗୀ ପ୍ରସ୍ତୁତ କରିଥିଲେ।
15 Os cantores, filhos de Asafe, estavam no seu posto, segundo o mandado de Davi, de Asafe, de Hemã e de Jedútum vidente do rei; como também os porteiros estavam a cada porta; não precisaram se desviar do seu serviço, porquanto seus irmãos, os levitas preparavam o necessário para eles.
16 ତେଣୁ ରାଜା ଯୋଶିୟଙ୍କ ଆଦଶାେନୁୟାଯୀ ସଦାପ୍ରଭୁଙ୍କ ଉପାସନା ନିମନ୍ତେ ସହେିଦିନ ସମସ୍ତ କାର୍ୟ୍ଯ କରାଗଲା। ନିସ୍ତାରପର୍ବ ପାଳିତ ହେଲା ଓ ହାମବେଳି ଉପହାରସବୁ ସଦାପ୍ରଭୁଙ୍କ ୟଜ୍ଞବଦେୀ ଉପରେ ଉତ୍ସର୍ଗୀକୃତ ହେଲା।
16 Assim se estabeleceu todo o serviço do Senhor naquele dia, para celebrar a páscoa, e para oferecer holocaustos sobre o altar do Senhor, segundo a ordem do rei Josias.
17 ଇଶ୍ରାୟେଲର ଯେଉଁ ଲୋକମାନେ ସଠାେରେ ଥିଲେ, ସମାନେେ ସାତଦିନ ପର୍ୟ୍ଯନ୍ତ ନିସ୍ତାରପର୍ବ ଓ ଖମିରବିହୀନ ପାଉଁରୋଟୀର ପର୍ବ ପାଳନ କଲେ।
17 E os filhos de Israel que ali estavam celebraram a páscoa naquela ocasião e, durante sete dias, a festa dos pães ázimos.
18 ଭବିଷ୍ଯତ୍ବକ୍ତା ଶାମୁଯଲଙ୍କେ ସମୟଠାରୁ ନିସ୍ତାରପର୍ବ ଆଉ କବେେ ହେଲେ ଏହିପରି ଭାବରେ ପାଳିତ ହାଇେ ନ ଥିଲା। ଇଶ୍ରାୟେଲର କୌଣସି ରାଜା କବେେ ହେଲେ ଏହିପରି ଭାବରେ ନିସ୍ତାରପର୍ବ ପାଳି ନ ଥିଲେ। ରାଜା ଯୋଶିୟଯ, ଯାଜକମାନେ, ଲବେୀୟମାନେ ଏବଂ ୟିରୁଶାଲମର ସମସ୍ତ ଲୋକଙ୍କ ସହିତ ସଠାେରେ ଥିବା ଯିହୁଦା ଓ ଇଶ୍ରାୟେଲର ଲୋକମାନେ ଏକ ବିଶଷେ ପ୍ରକା ରେ ନିସ୍ତାରପର୍ବର ଉତ୍ସବ ପାଳନ କଲେ।
18 Nunca se celebrara em Israel uma páscoa semelhante a essa, desde os dias do profeta Samuel; e nenhum dos reis de Israel celebrara tal páscoa como a que Josias celebrou com os sacerdotes e levitas, e todo o Judá e Israel que ali estavam, e os habitantes de Jerusalém.
19 ଯୋଶିୟଙ୍କ ରାଜତ୍ବର ଅଷ୍ଟାଦଶତମ ବର୍ଷ ରେ ସମାନେେ ଏହି ନିସ୍ତାରପର୍ବ ପାଳନ କଲେ।
19 Foi no décimo oitavo ano do reinado de Josias que se celebrou esta páscoa.
20 ଯୋଶିୟଯ ମନ୍ଦିର ନିମନ୍ତେ ସହେି ସମସ୍ତ ଉତ୍ତମ କାର୍ୟ୍ଯ କରିଥିଲେ। ପରେ, ମିଶରର ରାଜା ନଖୋ, ଫରାତ୍ ନଦୀ ନିକଟରେ ଥିବା କର୍କମୀଶ ସହର ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଲେ। ରାଜା ଯୋଶିୟଯ ନଖୋ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଗଲେ।
20 Depois de tudo isso, havendo Josias já preparado o templo, subiu Neco, rei do Egito, para guerrear contra Carquêmis, junto ao Eufrates; e Josias lhe saiu ao encontro.
21 କିନ୍ତୁ ନଖୋ, ଯୋଶିୟଯଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସମାନେେ କହିଲେ ଯିହୁଦାର ରାଜା, ଏହି ୟୁଦ୍ଧ ତୁମ୍ଭର ସମସ୍ଯା ନୁହେଁ। ମୁଁ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସି ନାହିଁ। ମୁଁ ମାରେ ନିଜ ଶତ୍ରୁମାନଙ୍କ ସହିତ ୟୁଦ୍ଧ କରିବାକୁ ଆସିଅଛି। ପରମେଶ୍ବର ମାେତେ ତ୍ବରାନ୍ବିତ କଲେ। ପରମେଶ୍ବର ମାରେ ସପକ୍ଷ ରେ ଅଛନ୍ତି। ତେଣୁ ମାେତେ ହଇରାଣ କର ନାହିଁ। ଯଦି ତୁମ୍ଭେ ମାେ' ବିରୁଦ୍ଧ ରେ ୟୁଦ୍ଧ କର, ପରମେଶ୍ବର ତୁମ୍ଭକୁ ବିନଷ୍ଟ କରିବେ।
21 Neco, porém, mandou-lhe mensageiros, dizendo: Que tenho eu que fazer contigo, rei de Judá? Não é contra ti que venho hoje, mas contra a casa à qual faço guerra; e Deus mandou que me apressasse. Deixa de te opores a Deus, que está comigo, para que ele não te destrua.
22 କିନ୍ତୁ ଯୋଶିୟଯ ଚାଲିଗଲେ ନାହିଁ। ସେ ନଖୋଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ସ୍ଥିର କଲେ, ତେଣୁ ସେ ତାଙ୍କର ରୂପ ବଦଳାଇଲେ ଓ ୟୁଦ୍ଧ କରିବା ନିମନ୍ତେ ୟୁଦ୍ଧକ୍ଷେତ୍ରକୁ ଗଲେ। ନଖୋ ପରମେଶ୍ବରଙ୍କ ଆଦେଶ ସମ୍ବନ୍ଧ ରେ ଯାହା କହିଲେ, ଯୋଶିୟଯ ତାହା ଶୁଣିବାକୁ ଅଗ୍ରାହ୍ଯ କଲେ। ଯୋଶିୟଯ ମାଗିଦ୍ଦୋ ସମତଳ ଭୂମିରେ ୟୁଦ୍ଧ କରିବାକୁ ଗଲେ।
22 Todavia Josias não quis virar dele o seu rosto, mas disfarçou-se para pelejar contra ele e, não querendo ouvir as palavras de Neco, que saíram da boca de Deus, veio pelejar no vale de Megido.
23 ଏହାପରେ ରାଜା ଯୋଶିୟ ୟୁଦ୍ଧକ୍ଷେତ୍ର ରେ ତୀରଦ୍ବାରା ଆଘାତପ୍ରାପ୍ତ ହେଲେ। ସେ ତାଙ୍କର ଭୃତ୍ଯମାନଙ୍କୁ କହିଲେ, ମାେତେ ଏଠାରୁ ନଇୟୋଅ। ମୁଁ ଭୟଙ୍କର ଭାବରେ ଆଘାତପ୍ରାପ୍ତ ହାଇେଛି !
23 E os flecheiros atiraram ao rei Josias. Então o rei disse a seus servos: Tirai-me daqui, porque estou gravemente ferido.
24 ତେଣୁ ଯୋଶିୟଯଙ୍କ ଭୃତ୍ଯମାନେ ତାହାଙ୍କ ରଥରୁ ତାଙ୍କୁ ନଇଗେଲେ ଓ ସେ ତାଙ୍କ ସଙ୍ଗ ରେ ୟୁଦ୍ଧକୁ ଆଣିଥିବା ଆଉ ଏକ ରଥରେ ରଖିଲେ। ଏହାପରେ ସମାନେେ ଯୋଶିୟଙ୍କୁ ୟିରୁଶାଲମକୁ ନଇଗେଲେ। ରାଜା ଯୋଶିୟଯ ୟିରୁଶାଲମ ରେ ମୃତ୍ଯୁବରଣ କଲେ। ଯୋଶିୟଯ ତାଙ୍କର ପୂର୍ବପୁରୁଷମାନଙ୍କ କବର ରେ କବରପ୍ରାପ୍ତ ହେଲେ। ଯିହୁଦା ଓ ୟିରିଶାଲମର ସମସ୍ତ ଲୋକ ଯୋଶିୟଯଙ୍କ ମୃତ୍ଯୁ ଯୋଗୁଁ ଅତ୍ଯନ୍ତ ଦୁଃଖିତ ହେଲେ।
24 Seus servos o removeram do carro e pondo-o no seu segundo carro, o trouxeram a Jerusalém. Ele morreu, e foi sepultado nos sepulcros de seus pais. E todo o Judá e Jerusalém prantearam a Josias.
25 ଯିରିମିୟ ଯୋଶିୟଯଙ୍କ ନିମନ୍ତେ ସମାଧିକାଳୀନ କତେୋଟି ଗୀତ ଲେଖିଲେ ଓ ତାହାକୁ ଗାନ କଲେ। ଆଜି ପର୍ୟ୍ଯନ୍ତ ପୁରୁଷ ଓ ସ୍ତ୍ରୀ ଗାଯକ ଗାଯିକାମାନେ ସହେି ବିଷାଦପୂର୍ଣ୍ଣ ସଙ୍ଗୀତଗାନ କରିଥାଆନ୍ତି। ଇଶ୍ରାୟେଲର ଲୋକମାନେ ଏହିପ୍ରକାର ସବୁବେଳେ କଲେ। ସମାନେେ ଯୋଶିୟଙ୍କ ନିମନ୍ତେ ଏକ ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କଲେ। ସହେି ଗୀତଗୁଡ଼ିକ ସମାଧିକାଳୀନ ସଙ୍ଗୀତ ପୁସ୍ତକରେ ଲଖାୟୋଇଅଛି।
25 Também Jeremias fez uma lamentação sobre Josias; e todos os cantores e cantoras têm falado de Josias nas suas lamentações até o dia de hoje; e as estabeleceram por costume em Israel; e eis que estão escritas nas Lamentações.
26 ଯୋଶିୟ ରାଜା ଥିବା ସମୟରେ ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ, ତାଙ୍କ ରାଜତ୍ବର ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଇଶ୍ରାୟେଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ ଲଖାୟୋଇଅଛି।
26 Ora, o restante dos atos de Josias, e as suas boas obras em conformidade com o que está escrito na lei do Senhor,
27 ଏହି ପୁସ୍ତକ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ତାଙ୍କର ଆନୁଗତ୍ଯ ଓ ସେ କିପରି ସଦାପ୍ରଭୁଙ୍କ ନିଯମକୁ ମାନିଥିଲେ, ତାହା କ ହେ।
27 e os seus atos, desde os primeiros até os últimos, eis que estão escritos no livro dos reis de Israel e de Judá.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Crônicas 35, comparar traduções ou montar um estudo — tudo direto pelo WhatsApp.