2 Crônicas 30

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ରାଜା ହିଜକିଯ ଇଶ୍ରାୟେଲ ଓ ଯିହୁଦାର ସବୁ ଲୋକମାନଙ୍କ ନିକଟକୁ ବର୍ତ୍ତମାନ ପ୍ ରରଣେ କଲେ। ସେ ଇଫ୍ରଯିମ ଓ ମନଃଶିର ଲୋକମାନଙ୍କ ନିକଟକୁ ମଧ୍ଯ ପତ୍ରମାନ ଲେଖିଲେ। ହିଜକିଯ ସହେି ସମସ୍ତ ଲୋକଙ୍କୁ ୟିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇଲେ, ଯେପରି ସମାନେେ ସମସ୍ତ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିପାରିବେ।
1 Depois disso, o rei Ezequias enviou mensageiros por toda a terra de Israel e de Judá e mandou cartas para o povo das tribos de Efraim e de Manassés, convidando todos para virem ao Templo em Jerusalém a fim de comemorar a Festa da Páscoa em honra do Senhor , o Deus de Israel.
2 ଦ୍ବିତୀୟ ମାସ ରେ ନିସ୍ତାରପର୍ବ ପାଳିବା ନିମନ୍ତେ ରାଜା ହିଜକିଯ ତାଙ୍କର ସମସ୍ତ ପଦାଧିକାରୀ ଓ ୟିରୁଶାଲମର ସମସ୍ତ ଜନତାଙ୍କ ସହ ଏକମତ ହେଲେ।
2 O rei, as altas autoridades e os moradores de Jerusalém tinham concordado em comemorar essa festa no segundo mês do ano
3 ସମାନେେ ନିଯମିତ ସମୟରେ ନିସ୍ତାରପର୍ବର ଉତ୍ସବ ପାଳନ କରିପାରିଲେ ନାହିଁ। କାରଣ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ୟଥେଷ୍ଟ ସଂଖ୍ଯକ ଯାଜକ ନିଜକୁ ପ୍ରସ୍ତୁତ କରିପାରି ନ ଥିଲେ। ଆଉ ଗୋଟିଏ କାରଣ ଥିଲା, ଲୋକମାନେ ୟିରୁଶାଲମ ରେ ଏକତ୍ରୀତ ହାଇେ ନ ଥିଲେ।
3 porque não tinham podido fazê-lo no tempo marcado, isto é, no primeiro mês. Isso porque os sacerdotes que se haviam purificado eram poucos, e o povo não se havia reunido em Jerusalém.
4 ଏହି ଚୁକ୍ତି ରାଜା ହିଜକିଯ ଓ ସମଗ୍ର ଜନତାଙ୍କୁ ସନ୍ତୁଷ୍ଟ କଲା।
4 O rei e o povo acharam bom o seu plano.
5 ତେଣୁ ସମାନେେ ବେର୍ଶବୋ ସହରଠାରୁ ଦାନ ସହର ପର୍ୟ୍ଯନ୍ତ ଇଶ୍ରାୟେଲର ପ୍ରେତ୍ୟକକ ସ୍ଥାନ ରେ ଏକ ଘାଷେଣା କଲେ। ସମାନେେ ଲୋକମାନଙ୍କୁ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିବା ପାଇଁ ୟିରୁଶାଲମକୁ ଆସିବାକୁ କହିଲେ। ମାଶାଙ୍କେ ଦତ୍ତ ବ୍ଯବସ୍ଥା ନିଯମ ରେ ଯେଉଁ ପ୍ରକାର ଭାବେ ନିସ୍ତାର ପର୍ବ ପାଳନ କରିବାକୁ କୁହାୟାଇଅଛି, ସେ ପ୍ରକାର ଭାବ ଇଶ୍ରାୟେଲର ବହୁତ ସଂଖ୍ଯକ ଲୋକ ଅନକେ ବର୍ଷ ଧରି ପାଳନ କରି ନ ଥିଲେ।
5 Resolveram espalhar a notícia pelo país inteiro, desde a cidade de Berseba, no Sul, até a tribo de Dã, no Norte, convidando todos para virem a Jerusalém a fim de tomar parte na Festa da Páscoa em honra do Senhor , o Deus de Israel. Pois já fazia muito tempo que a Páscoa não era comemorada de acordo com o que estava escrito na Lei .
6 ତେଣୁ ବାର୍ତ୍ତାବାହକମାନେ ରାଜାଙ୍କର ପତ୍ର ନଇେ ଇଶ୍ରାୟେଲ ଓ ଯିହୁଦାର ସମସ୍ତ ଅଞ୍ଚଳକୁ ଗଲେ। ସହେି ପତ୍ର ରେ ଏହିପରି ଲଖାେଥିଲା।
6 Os mensageiros obedeceram à ordem do rei e levaram as cartas do rei e também as cartas das altas autoridades por toda a terra de Israel e de Judá. Elas diziam assim: “Povo de Israel, voltem para o
7 ତୁମ୍ଭମାନଙ୍କର ପିତାଙ୍କର କିମ୍ବା ତୁମ୍ଭମାନଙ୍କର ଭ୍ରାତାଗଣଙ୍କ ପରି ହୁଅ ନାହିଁ। ସଦାପ୍ରଭୁ ସମାନଙ୍କେର ପୂର୍ବପୁରୁଷମାନଙ୍କର ପରମେଶ୍ବର ଥିଲେ, କିନ୍ତୁ ସମାନେେ ତାଙ୍କର ବିରୁଦ୍ଧ ରେ ଗଲେ। ତେଣୁ ସଦାପ୍ରଭୁ ସମାନଙ୍କେୁ ଧ୍ବଂସ କଲେ, ଏହା ତୁମ୍ଭେ ଜାଣ।
7 Não sejam como os seus antepassados e como os seus patrícios, que foram infiéis ao Senhor , o Deus dos nossos antepassados. Foi por isso que ele os destruiu, como vocês estão vendo.
8 ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କ ପରି ଦାମ୍ଭିକ ହୁଅ ନାହିଁ। କିନ୍ତୁ ଇଚ୍ଛୁକ ହୃଦଯର ସହିତ ସଦାପ୍ରଭୁଙ୍କର ଆଜ୍ଞାକାରୀ ହୁଅ। ସହେି ପବିତ୍ର ସ୍ଥାନକୁ ଆସ। ସଦାପ୍ରଭୁ ତାଙ୍କ ପବିତ୍ର ସ୍ଥାନକୁ ଚିରଦିନ ନିମନ୍ତେ ପବିତ୍ର କରିଛନ୍ତି। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କର ସବୋ କର। ତବେେ ସଦାପ୍ରଭୁଙ୍କର କୋରଧ ତୁମ୍ଭମାନଙ୍କଠାରୁ ନିବୃତ୍ତ ହବେ।
8 Não sejam teimosos como os seus antepassados, mas sejam obedientes ao Senhor . Venham ao Templo, que ele separou para a sua adoração para sempre, e adorem a Deus a fim de que ele pare de ficar irado com vocês.
9 ଯଦି ତୁମ୍ଭମାନେେ ଫରେିଆସିବ ଓ ସଦାପ୍ରଭୁଙ୍କୁ ମାନିବ, ତବେେ ତୁମ୍ଭମାନଙ୍କର ଆତ୍ମୀଯମାନେ ଓ ତୁମ୍ଭମାନଙ୍କର ସନ୍ତାନସନ୍ତତିଗଣ ସମାନଙ୍କେୁ ବନ୍ଦୀ କରି ନଇୟୋଇଥିବା ଲୋକମାନଙ୍କଠାରୁ ଦୟା ପାଇବେ। ଆଉ ତୁମ୍ଭମାନଙ୍କର ଆତ୍ମୀଯମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ ଏହି ଦେଶକୁ ଫରେିଆସିବେ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ଦୟାଳୁ ଓ ଅନୁଗ୍ରହ ରେ ପୂର୍ଣ୍ଣ ଅଟନ୍ତି। ଯଦି ତୁମ୍ଭମାନେେ ତାହାଙ୍କ ନିକଟକୁ ଫରେି ଆସିବ, ତବେେ ସେ ତୁମ୍ଭମାନଙ୍କୁ ତ୍ଯାଗ କରିଯିବେ ନାହିଁ।
9 Se vocês voltarem para Deus, então os inimigos que levaram os seus parentes e os seus filhos como prisioneiros terão pena deles e os deixarão voltar para casa. Pois o Senhor , nosso Deus, é bondoso e misericordioso e os aceitará se vocês voltarem para ele.”
10 ବାର୍ତ୍ତାବାହକମାନେ ଇଫ୍ରଯିମ ଓ ମନଃଶି ଅଞ୍ଚଳର ପ୍ରେତ୍ୟକକ ସହରକୁ ଗଲେ। ସମାନେେ ସବୂଲୂନ୍ର ଅଞ୍ଚଳ ପର୍ୟ୍ଯନ୍ତ ମଧ୍ଯ ଗଲେ। କିନ୍ତୁ ଲୋକମାନେ ବାର୍ତ୍ତାବାହକମାନଙ୍କ ପ୍ରତି ଅଟ୍ଟହାସ୍ଯ ଓ ବିଦ୍ରୁପ କଲେ।
10 Os mensageiros foram por todas as cidades das tribos de Efraim e de Manassés, chegando até o território da tribo de Zebulom, no Norte; mas todos riram e caçoaram deles.
11 କିନ୍ତୁ ଆଶେର୍, ମନଃଶି ଓ ସବୂଲୂନ୍ର କେତକେ ଲୋକ ସମାନଙ୍କେୁ ନମ୍ର କଲେ ଓ ୟିରୁଶାଲମକୁ ଗଲେ।
11 Porém algumas pessoas das tribos de Aser, de Manassés e de Zebulom se arrependeram e foram até Jerusalém.
12 ଆହୁରି ମଧ୍ଯ ଯିହୁଦା ରେ ପରମେଶ୍ବରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରୀତ କଲା, ଯେପରି ସମାନେେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ଯ ହାଇପୋରନ୍ତି। ଏହି ପ୍ରକା ରେ, ସମାନେେ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ।
12 E em Judá Deus fez com que todo o povo cumprisse o que o rei e as altas autoridades tinham ordenado, obedecendo à ordem de Deus, o Senhor .
13 ଅନକେ ଲୋକ ତାଡ଼ୀଶୂନ୍ଯ ରୋଟୀର ପର୍ବ ପାଳନ କରିବା ନିମନ୍ତେ ଆସି ୟିରୁଶାଲମ ରେ ଦ୍ବିତୀୟ ମାସ ରେ ଏକତ୍ର ହେଲେ। ତାହା ଏକ ଅତି ବୃହତ୍ ଜନତାର ଭିଡ଼ ଥିଲା।
13 Portanto, no segundo mês do ano, muitas pessoas foram até Jerusalém para comemorar a Festa dos Pães sem Fermento . Era uma multidão enorme.
14 ସହେି ଲୋକମାନେ ୟିରୁଶାଲମ ରେ ଥିବା ଭଣ୍ଡ ଦବେତାମାନଙ୍କର ୟଜ୍ଞବଦେୀ ସବୁ ନିଃଶଷେ କରି ଦେଲେ। ଆହୁରି ମଧ୍ଯ, ସମାନେେ ଭଣ୍ଡ ଦବେତାମାନଙ୍କର ସମସ୍ତ ସୁଗନ୍ଧିଧୂପର ବଦେୀ ନଷ୍ଟ କରି ଦେଲେ। ସମାନେେ ସହେି ୟଜ୍ଞବଦେୀଗୁଡ଼ିକୁ କିଦ୍ରୋଣ ଉପତ୍ୟକା ରେ ଫିଙ୍ଗି ଦେଲେ।
14 Pegaram os altares onde eram oferecidos sacrifícios e também os altares onde era queimado incenso e os jogaram no vale do Cedrom.
15 ଏହାପରେ ସମାନେେ ଦ୍ବିତୀୟ ମାସର ଚତୁର୍ଦ୍ଦଶତମ ଦିନ ରେ ନିସ୍ତାରପର୍ବର ମଷେଶାବକଙ୍କୁ ହତ୍ଯା କଲେ। ଯାଜକମାନେ ଓ ଲବେୀୟମାନେ ଲଜ୍ଜିତ ହେଲେ। ସମାନେେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ। ଯାଜକ ଓ ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିରକୁ ହାମବେଳି ଉପହାର ଆଣିଲେ।
15 No dia catorze do segundo mês, mataram os carneiros para a Festa da Páscoa. Os sacerdotes e os levitas ficaram com vergonha e por isso se purificaram e levaram ao Templo sacrifícios para serem completamente queimados.
16 ପରମେଶ୍ବରଙ୍କ ଲୋକ ମାଶାଙ୍କେ ବ୍ଯବସ୍ଥା ନିଯମ ରେ ଯେଉଁ ପ୍ରକାର କୁହାୟାଇଥିଲା, ସମାନେେ ସହେି ପ୍ରକା ରେ ସମାନଙ୍କେର ନିଯମିତ ସ୍ଥାନ ଗ୍ରହଣ କଲେ। ଲବେୀୟମାନେ ଯାଜକମାନଙ୍କୁ ରକ୍ତ ଦେଲେ। ତା'ପରେ ଯାଜକମାନେ ୟଜ୍ଞବଦେୀ ଉପରେ ରକ୍ତକୁ ସିଞ୍ଚନ କଲେ।
16 Foram para os seus lugares no Templo, de acordo com o que mandava a Lei de Moisés, homem de Deus. Os levitas davam o sangue dos animais aos sacerdotes, e estes borrifavam o altar.
17 ଦଳ ରେ ଅନକେ ଲୋକ ଥିଲେ, ଯେଉଁମାନେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କରି ନ ଥିଲେ, ତେଣୁ ସମାନଙ୍କେୁ ନିସ୍ତାରପର୍ବର ମଷେଶାବକକୁ ବଧ କରିବାକୁ ଅନୁମତି ଦିଆଗଲା ନାହିଁ। ତେଣୁ ପରିଷ୍କୃତ ହାଇେ ନ ଥିବା ପ୍ରେତ୍ୟକକ ବ୍ଯକ୍ତିର ନିମନ୍ତେ ଲବେୀୟମାନେ ନିସ୍ତାରପର୍ବର ମଷେଶାବକଗୁଡ଼ିକୁ ହତ୍ଯା କରିବାର ଦାଯିତ୍ବ ନେଲେ। ଲବେୀୟମାନେ ପ୍ରେତ୍ୟକକ ମଷେଶାବକକୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର କଲେ।
17 Havia ali muitas pessoas que estavam impuras , e por isso os levitas precisaram matar os carneiros que essas pessoas ofereciam, a fim de dedicá-los a Deus, o Senhor .
18 ଇଫ୍ରଯିମ, ମନଃଶି, ଇଷାଖର ଓ ସବୂଲୂନ୍ର ଅନକେ ଲୋକ ନିଜକୁ ଯଥାର୍ଥରୂପେ ନିସ୍ତାରପର୍ବ ନିମନ୍ତେ ପ୍ରସ୍ତୁତ କରି ନ ଥିଲେ। ସମାନେେ ନିସ୍ତାରପର୍ବକୁ ଯଥାର୍ଥରୂପେ ଯେପରି ମାଶାଙ୍କେ ବ୍ଯବସ୍ଥା ନିଯମ ରେ କୁହାୟାଇଥିଲା, ସହେିପରି ପାଳନ କଲେ ନାହିଁ। କିନ୍ତୁ ହିଜକିଯ ସହେି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ହିଜକିଯ ଏହି ପ୍ରକା ରେ ପ୍ରାର୍ଥନା କଲେ, ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମଙ୍ଗଳକାରୀ ଅଟ।
18 Pois muitas pessoas das tribos de Efraim, de Manassés, de Issacar e de Zebulom haviam comido o jantar da Páscoa sem terem se purificado, como manda a Lei de Deus. Mas Ezequias orou em favor delas, dizendo: — Ó Deus bondoso, perdoa todos
19 ଏହି ଲୋକମାନେ ପ୍ରକୃତ ରେ ଯଥାର୍ଥ ରୂପେ ତୁମ୍ଭର ଉପାସନା କରିବାକୁ ଚାହିଁଥିଲେ, କିନ୍ତୁ ସମାନେେ ବ୍ଯବସ୍ଥା ନିଯମାନୁୟାଯୀ ନିଜକୁ ପରିଷ୍କୃତ କରିପାରିଲେ ନାହିଁ। ଦୟାକରି କରୁଣା ପ୍ରଦର୍ଶନ କର ଓ ସହେି ଲୋକମାନଙ୍କୁ କ୍ଷମା କର। ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଯାହାଙ୍କୁ ମାନିଥିଲେ ତୁମ୍ଭେ ସହେି ପରମେଶ୍ବର ଅଟ।
19 os que com todo o coração te adoram a ti, o Senhor , o Deus dos nossos antepassados. Perdoa-os, ó Senhor , ainda que eles não se tenham purificado de acordo com a lei do Templo.
20 ସଦାପ୍ରଭୁ ରାଜା ହିଜକିଯଙ୍କ ପ୍ରାର୍ଥନା ଶୁଣିଲେ। ସଦାପ୍ରଭୁ ଲୋକମାନଙ୍କୁ କ୍ଷମା ଦେଲେ।
20 O Senhor Deus atendeu o pedido de Ezequias e perdoou o povo.
21 ୟିରୁଶାଲମ ରେ ଇଶ୍ରାୟେଲର ସନ୍ତାନମାନେ ତାଡ଼ୀଶୂନ୍ଯ ପାଉଁରୋଟୀର ପର୍ବ ସାତଦିନ ପର୍ୟ୍ଯନ୍ତ ପାଳନ କଲେ। ସମାନେେ ଅତ୍ଯନ୍ତ ଆନନ୍ଦିତ ଥିଲେ। ଲବେୀୟ ଓ ଯାଜକମାନେ ପ୍ରତିଦିନ ସମାନଙ୍କେର ସମସ୍ତ ଶକ୍ତି ସହିତ ସଦାପ୍ରଭୁଙ୍କର ପ୍ରଶଂସା କଲେ।
21 Durante sete dias, todos os israelitas que estavam em Jerusalém comemoraram com grande alegria a Festa dos Pães sem Fermento. Todos os dias os sacerdotes e os levitas louvaram a Deus, tocando bem alto os instrumentos musicais sagrados.
22 ସଦାପ୍ରଭୁଙ୍କ ସବୋକାର୍ୟ୍ଯ କିପରି କରିବାକୁ ହବେ, ଏହା ଯେଉଁ ଲବେୀୟମାନେ ଜାଣିଥିଲେ, ସମାନଙ୍କେୁ ରାଜା ହିଜକିଯ ଉତ୍ସାହିତ କଲେ। ଲୋକମାନେ ସାତଦିନ ପର୍ୟ୍ଯନ୍ତ ଉତ୍ସବ ପାଳନ କଲେ ଓ ବଳି ଉତ୍ସର୍ଗ କଲେ। ସମାନେେ ସମାନଙ୍କେ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ଧନ୍ଯବାଦ ଓ ପ୍ରଶଂସା କଲେ।
22 Ezequias elogiou todos os levitas que haviam dirigido tão bem o culto de adoração. Durante sete dias, todos tomaram parte na Festa, apresentaram as ofertas de paz e louvaram o Senhor , o Deus dos seus antepassados.
23 ସବୁ ଲୋକମାନେ ଆଉ ଅଧିକ ସାତଦିନ ରହିବା ନିମନ୍ତେ ସମ୍ମତ ହେଲେ। ସମାନେେ ଆହୁରି ସାତଦିନ ପର୍ୟ୍ଯନ୍ତ ନିସ୍ତାରପର୍ବ ପାଳନ କରି ଅତ୍ଯନ୍ତ ଆନନ୍ଦିତ ହେଲେ।
23 Aí concordaram em festejar mais sete dias e assim fizeram com muita alegria.
24 ଯିହୁଦାର ରାଜା ହିଜକିଯ ସମ୍ମିଳିତ ଜନତାକୁ 1 ,000 ବଳଦ ଓ 7,000 ମଷେକୁ ହତ୍ଯାକରି ଭୋଜନ କରିବା ନିମନ୍ତେ ପ୍ରଦାନ କଲେ। ନେତାମାନେ ସମ୍ମିଳିତ ଜନତାକୁ 1,000 ବଳଦ ଓ 10 ,000 ମଷେ ଦେଲେ। ଅନକେ ଯାଜକମାନେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ।
24 O rei Ezequias deu ao povo mil touros novos e sete mil carneiros, e as altas autoridades deram mil touros novos e dez mil carneiros para a Festa. E muitos sacerdotes se purificaram.
25 ଯିହୁଦାର ସମ୍ମିଳିତ ଜନତା, ଯାଜକଗଣ ଓ ଲବେୀୟ ସମସ୍ତେ, ଇଶ୍ରାୟେଲର ସମସ୍ତ ସମ୍ମିଳିତ ଜନତା ଓ ଇଶ୍ରାୟେଲୀୟମାନେ ଓ ଯିହୁଦା ରେ ବାସ କରୁଥିବା ବିଦେଶୀଗଣ ଅତ୍ଯନ୍ତ ଆନନ୍ଦିତ ଥିଲେ।
25 Assim todo mundo ficou alegre — o povo de Judá, os sacerdotes, os levitas, as pessoas que tinham vindo da terra de Israel e os estrangeiros que moravam em Israel e em Judá.
26 ତେଣୁ ୟିରୁଶାଲମ ରେ ମହାଆନନ୍ଦ ହେଲା। ଇଶ୍ରାୟେଲର ରାଜା ଦାଉଦଙ୍କ ପୁତ୍ର ଶଲୋମନଙ୍କ ସମୟରେ ଏପରି ଆନନ୍ଦ ଉତ୍ସବ ହାଇେଥିଲା, ଆଉ କବେେ ହେଁ ହାଇେ ନ ଥିଲା।
26 Houve grande alegria em toda a cidade de Jerusalém, pois desde o tempo de Salomão, rei de Israel e filho de Davi, nunca havia acontecido uma coisa assim.
27 ଯାଜକମାନେ ଓ ଲବେୀୟମାନେ ଉଠି ଛିଡ଼ା ହେଲେ ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ବର ସମାନଙ୍କେ କଥା ଶୁଣିଲେ, ସମାନଙ୍କେର ପ୍ରାର୍ଥନା ସଦାପ୍ରଭୁଙ୍କ ପବିତ୍ର ଗୃହ ସ୍ବର୍ଗ ରେ ପହଞ୍ଚିଲା।
27 Os sacerdotes e os levitas, de pé, pediram as bênçãos de Deus para o povo. E Deus, no seu santo lar no céu, ouviu a oração e atendeu o pedido deles.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Crônicas 30, comparar traduções ou montar um estudo — tudo direto pelo WhatsApp.