2 Crônicas 25
Oriya Bible (GL_ORIYA) vs NAA
1 ଅମତ୍ସିଯ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଅଣତିରିଶ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ୟିହୋଯଦ୍ଦନ୍। ୟିହୋଯଦ୍ଦନ୍ ୟିରୁଶାଲମରୁ ଆସିଥିଲେ।
1 Amazias tinha vinte e cinco anos de idade quando começou a reinar e reinou vinte e nove anos em Jerusalém. A mãe dele se chamava Jeoadã e era de Jerusalém.
2 ଅମତ୍ସିଯ ସଦାପ୍ରଭୁଙ୍କର ଇଚ୍ଛାନୁୟାଯୀ କର୍ମ କଲେ। କିନ୍ତୁ ସେ ଆପଣାର ସମ୍ପୂର୍ଣ୍ଣ ହୃଦଯର ସହିତ ତାହା କଲେ ନାହିଁ।
2 Amazias fez o que era reto aos olhos do Senhor , mas não com coração íntegro.
3 ଅମତ୍ସିଯ ଜଣେ ପରାକ୍ରମୀ ରାଜା ହେଲେ। ଏହାପରେ ଯେଉଁ ପଦାଧିକାରୀମାନେ ତାଙ୍କର ପିତା, ରାଜାଙ୍କୁ ହତ୍ଯା କରିଥିଲେ, ସେ ସହେି ପଦାଧିକାରୀମାନଙ୍କୁ ହତ୍ଯା କଲେ।
3 Logo que o reino foi confirmado nas suas mãos, matou os servos que tinham assassinado o rei, seu pai.
4 କିନ୍ତୁ ଅମତ୍ସିଯ ସହେି ପଦାଧିକାରୀମାନଙ୍କର ସନ୍ତାନମାନଙ୍କୁ ହତ୍ଯା କଲେ ନାହିଁ ; କାହିଁକି ? ସେ ମାଶାଙ୍କେ ପୁସ୍ତକରେ ଲିଖିତ ନିଯମକୁ ମାନିଲେ। ସଦାପ୍ରଭୁ ଆଦେଶ ଦଇେଥିଲେ, ପିତାମାତାମାନଙ୍କୁ ସମାନଙ୍କେ ସନ୍ତାନମାନଙ୍କର ଅପରାଧ ପାଇଁ ହତ୍ଯା କରାୟିବ ନାହିଁ। ଆଉ ସନ୍ତାନମାନଙ୍କୁ ସମାନଙ୍କେ ପିତାମାତାଙ୍କର ଅପରାଧ ପାଇଁ ହତ୍ଯା କରାୟିବ ନାହିଁ। ଜଣେ ବ୍ଯକ୍ତିକୁ କବଳେ ତା'ର ନିଜର ମନ୍ଦକର୍ମ ପାଇଁ ହତ୍ଯା କରାୟିବା ଉଚିତ୍।
4 No entanto, não matou os filhos deles, mas fez segundo está escrito na Lei, no Livro de Moisés, no qual o Senhor deu ordem, dizendo: “Os pais não serão mortos por causa dos filhos, nem os filhos serão mortos por causa dos pais; cada qual será morto pelo seu próprio pecado.”
5 ଅମତ୍ସିଯ ଯିହୁଦାର ଲୋକମାନଙ୍କୁ ଏକତ୍ର ଠୁଳ କଲେ, ସେ ସମାନଙ୍କେ ବଂଶାନୁୟାଯୀ ସମାନଙ୍କେୁ ଦଳଭୁକ୍ତ କଲେ ଓ ସେ ସନୋଧ୍ଯକ୍ଷ ଓ ସନୋପତିମାନଙ୍କୁ ସହେି ଦଳଗୁଡ଼ିକର ଦାଯିତ୍ବ ରେ ରଖିଲେ। ସହେି ନେତାମାନେ ଯିହୁଦା ଓ ବିନ୍ଯାମୀନର ଆଗତ ସମସ୍ତ ସୈନ୍ଯମାନଙ୍କର ଦାଯିତ୍ବ ରେ ଥିଲେ। ଯେଉଁ ବ୍ଯକ୍ତିମାନଙ୍କୁ ସୈନ୍ଯରୂପେ ମନୋନୀତ କରାୟାଇଥିଲା, ସମାନେେ କୋଡ଼ିଏ ବର୍ଷ ବା ତଦୁର୍ଦ୍ଧ ବଯସର ଥିଲେ। ସର୍ବ ମାଟେ 3 ,00,000 ଦକ୍ଷ ସୈନ୍ଯମାନେ ବର୍ଚ୍ଛା ଓ ଢ଼ାଲ ସହିତ ୟୁଦ୍ଧ କରିବା ନିମନ୍ତେ ପ୍ରସ୍ତୁତ ଥିଲେ।
5 Amazias congregou os homens de Judá e os pôs, segundo as suas famílias, sob chefes de mil e chefes de cem, por todo o Judá e Benjamim. Contou os que tinham vinte anos de idade para cima e descobriu que havia trezentos mil homens escolhidos capazes de sair à guerra e manejar lança e escudo.
6 ଅମତ୍ସିଯ ମଧ୍ଯ ଇଶ୍ରାୟେଲରୁ 100,000 ସୈନ୍ଯ ଭଡ଼ା ରେ ଆଣିଲେ। ସେ ସହେି ସୈନ୍ଯମାନଙ୍କ ନିମନ୍ତେ 10 0 ତାଳନ୍ତ ରୂପା ଦେଲେ।
6 Também contratou cem mil homens valentes de Israel por três mil e quatrocentos quilos de prata.
7 କିନ୍ତୁ ପରମେଶ୍ବରଙ୍କର ଜଣେ ବ୍ଯକ୍ତି ଅମତ୍ସିଯଙ୍କ ନିକଟକୁ ଆସିଲେ। ପରମେଶ୍ବରଙ୍କର ସହେି ବ୍ଯକ୍ତି କହିଲେ, ରାଜା, ଇଶ୍ରାୟେଲର ସୈନ୍ଯମାନଙ୍କୁ ତୁମ୍ଭ ସହିତ ୟିବାକୁ ଦିଅ ନାହିଁ। ସଦାପ୍ରଭୁ ଇଶ୍ରାୟେଲର ସହିତ ରେ ନାହାଁନ୍ତି। ସଦାପ୍ରଭୁ ଇଫ୍ରଯିମର ଲୋକମାନଙ୍କ ସହିତ ରେ ନାହାଁନ୍ତି।
7 Porém certo homem de Deus foi falar com Amazias e disse: — Ó rei, não deixe que o exército de Israel o acompanhe, porque o
8 ହାଇପୋ ରେ, ତୁମ୍ଭେ ନିଜକୁ ଦୃଢ଼ ଓ ୟୁଦ୍ଧ ନିମନ୍ତେ ସୁ-ପ୍ରସ୍ତୁତ କରିପାର, କିନ୍ତୁ ପରମେଶ୍ବର ହିଁ ତୁମ୍ଭକୁ ବିଜଯୀ କିଅବା ପରାଜଯୀ ହବୋ ନିମନ୍ତେ ସାହାୟ୍ଯ କରିପାରନ୍ତି।
8 Porém vá sozinho, entre em ação e seja corajoso. Do contrário, Deus faria com que você caísse diante do inimigo, porque Deus tem poder para dar a vitória ou a derrota.
9 ଅମତ୍ସିଯ ପରମେଶ୍ବରଙ୍କ ସହେି ବ୍ଯକ୍ତିଙ୍କୁ କହିଲେ, କିନ୍ତୁ ମୁଁ ଇଶ୍ରାୟେଲୀୟ ସୈନ୍ଯଦଳକୁ ଯେଉଁ 100 ତାଳନ୍ତ ରୂପା ଦଇେସାରିଛି, ତାହା ବିଷଯ ରେ କ'ଣ କରାୟିବ ? ପରମେଶ୍ବରଙ୍କ ବ୍ଯକ୍ତି ଉତ୍ତର ଦେଲେ, ସଦାପ୍ରଭୁଙ୍କର ପ୍ରଚୁର ଅଛି, ସେ ତୁମ୍ଭକୁ ତାହାଠାରୁ ୟଥେଷ୍ଟ ଅଧିକ ଦଇପୋରନ୍ତି !
9 Amazias perguntou ao homem de Deus: — E o que será dos três mil e quatrocentos quilos de prata que paguei às tropas de Israel? Ao que o homem de Deus respondeu: — O
10 ତେଣୁ ଅମତ୍ସିଯ ଇଶ୍ରାୟେଲୀୟ ସୈନ୍ଯମାନଙ୍କୁ ସମାନଙ୍କେ ଗୃହକୁ, ଇଫ୍ରଯିମକୁ ଫରୋଇ ଦେଲେ। ସହେି ଲୋକମାନେ ରାଜା ଓ ଯିହୁଦାର ଲୋକମାନଙ୍କ ଉପରେ ଭୟଙ୍କର କୋରଧ କଲେ। ସମାନେେ ଅତ୍ଯନ୍ତ କୋରଧାନ୍ବିତ ହାଇେ ଗୃହକୁ ଫରେିଗଲେ।
10 Então Amazias dispensou as tropas que tinham vindo de Efraim, dizendo que voltassem para casa. Eles ficaram muito irritados com o povo de Judá e voltaram para casa enfurecidos.
11 ଏହାପରେ ଅମତ୍ସିଯ ଅତ୍ଯନ୍ତ ସାହସୀ ହାଇେ ଉଠିଲେ ଓ ତାଙ୍କର ସୈନ୍ଯଦଳକୁ ଲବଣ-ଉପତ୍ୟକାକୁ କଢ଼ାଇ ନେଲେ। ସହେି ସ୍ଥାନ ରେ, ଅମତ୍ସିଯଙ୍କ ସୈନ୍ଯଦଳ ସଯେୀରର 10,000 ଲୋକଙ୍କୁ ହତ୍ଯା କଲେ।
11 Amazias tomou coragem e, conduzindo o seu povo, foi até o vale do Sal, onde matou dez mil dos filhos de Seir.
12 ଯିହୁଦାର ସୈନ୍ଯଦଳ ମଧ୍ଯ ସଯେୀରର 10,000 ଲୋକଙ୍କୁ କରାଯତ କଲେ। ସମାନେେ ସହେି ଲୋକମାନଙ୍କୁ ସଯେୀରରୁ ସେଲାର ଶୀର୍ଷକୁ ନଇଗେଲେ। ସହେି ଲୋକମାନେ ସେତବେେଳେ ଜୀବିତ ଥିଲେ। ଏହାପରେ ଯିହୁଦାର ସୈନ୍ଯଦଳ ସହେି ଲୋକମାନଙ୍କୁ ସେଲାରୁ ତଳକୁ ଫେପାଡ଼ି ଦେଲେ, ଆଉ ସମାନଙ୍କେର ଶରୀର ତଳେ ଥିବା ପଥର ରେ ପଡ଼ି ଖଣ୍ଡ ବିଖଣ୍ଡ ହାଇଗେଲା।
12 Também os filhos de Judá prenderam vivos dez mil e os levaram até o alto de um penhasco, de onde os precipitaram, de modo que todos foram esmigalhados.
13 କିନ୍ତୁ ସହେି ସମୟରେ ହିଁ ଇଶ୍ରାୟେଲୀୟ ସୈନ୍ଯଦଳ ଯିହୁଦାର କେତକେ ସହର ଉପରେ ଆକ୍ରମଣ କରୁଥିଲେ। ସମାନେେ ଶମରିଆଠାରୁ ବୈଥ୍ହାରେଣ୍ ପର୍ୟ୍ଯନ୍ତ ସହରଗୁଡ଼ିକୁ ଆକ୍ରମଣ କଲେ। ସମାନେେ 3,000 ଲୋକଙ୍କୁ ହତ୍ଯା କଲେ ଓ ଅନକେ ବହୁମୂଲ୍ଯ ସାମଗ୍ରୀମାନ ନଇଗେଲେ। ଅମତ୍ସିଯ ସମାନଙ୍କେୁ ୟୁଦ୍ଧ ରେ ଯୋଗ ଦଇେ ନ ଥିଲେ।
13 Porém os homens das tropas que Amazias tinha mandado embora, para que não fossem com ele à guerra, atacaram as cidades de Judá, desde Samaria até Bete-Horom. Mataram três mil e levaram muitos despojos.
14 ଅମତ୍ସିଯ ଇଦୋମୀଯ ଲୋକମାନଙ୍କୁ ପରାସ୍ତ କରିବା ପରେ ଗୃହକୁ ବାହୁଡ଼ି ଆସିଲେ। ସଯେୀରର ଲୋକମାନେ ଯେଉଁ ଦବେ ପ୍ରତିମାକୁ ପୂଜା କରୁଥିଲେ, ସଗେୁଡ଼ିକୁ ସଙ୍ଗ ରେ ଆଣିଥିଲେ। ଅମତ୍ସିଯ ସହେି ଦବେ ପ୍ରତିମାକୁ ପୂଜା କରିବାକୁ ଆରମ୍ଭ କଲେ। ସେ ସହେି ଦବେତାମାନଙ୍କର ସମ୍ମୁଖ ରେ ପ୍ରଣିପାତ କଲେ ଓ ସେ ସମାନଙ୍କେର ନିକଟରେ ଧୂପ ଜ୍ବଳାଇଲେ।
14 Quando Amazias voltou da matança dos edomitas, trouxe consigo os deuses dos filhos de Seir, tomou-os por seus deuses, adorou-os e lhes queimou incenso.
15 ସଦାପ୍ରଭୁ ଅମତ୍ସିଯଙ୍କ ପ୍ରତି ଅତ୍ଯନ୍ତ କୋର୍ଧ କଲେ। ସଦାପ୍ରଭୁ ଅମତ୍ସିଯଙ୍କ ନିକଟକୁ ଜଣେ ଭବିଷ୍ଯତ୍ବକ୍ତାଙ୍କୁ ପଠାଇଲେ। ଭବିଷ୍ଯତ୍ବକ୍ତା କହିଲେ, ଅମତ୍ସିଯ, ତୁମ୍ଭେ କାହିଁକି ସହେି ଲୋକମାନେ ପୂଜା କରୁଥିବା ଦବେତାମାନଙ୍କର ପୂଜା କଲ ? ସହେି ଦବେତାମାନେ ସମାନଙ୍କେ ନିଜ ଲୋକମାନଙ୍କୁ ସୁଦ୍ଧା ତୁମ୍ଭଠାରୁ ରକ୍ଷା କରିପାରିଲେ ନାହିଁ।
15 Então o Senhor ficou irado com Amazias e enviou-lhe um profeta que lhe disse: — Por que você está buscando deuses que não puderam livrar do seu ataque o povo deles?
16 ଭବିଷ୍ଯତ୍ବକ୍ତା ଯେତବେେଳେ ଏହି କଥା କହିଲେ, ଅମତ୍ସିଯ ସହେି ଭବିଷ୍ଯତ୍ବକ୍ତାଙ୍କୁ କହିଲେ, ତୁମ୍ଭେ ରାଜାଙ୍କର ଜଣେ ପରାମର୍ଶଦାତା ନୁହଁ। ନୀରବ ରୁହ ! ଯଦି ତୁମ୍ଭେ ନୀରବ ନ ରୁହ, ତବେେ ତୁମ୍ଭକୁ ହତ୍ଯା କରାୟିବ ! ଭବିଷ୍ଯତ୍ବକ୍ତା ନୀରବ ହାଇଗେଲେ, କିନ୍ତୁ ତା'ପରେ କହିଲେ, ପରମେଶ୍ବର ପ୍ରକୃତ ରେ ତୁମ୍ଭକୁ ବିନଷ୍ଟ କରିବା ନିମନ୍ତେ ସ୍ଥିର କରିଛନ୍ତି। କାହିଁକି ? କାରଣ ତୁମ୍ଭେ ସହେି ମନ୍ଦ କାର୍ୟ୍ଯସବୁ କଲ ଓ ମାରେ ଉପଦେଶ ଶୁଣିଲ ନାହିଁ।
16 Enquanto o profeta ainda falava, o rei lhe disse: — Por acaso pusemos você por conselheiro do rei? Pare com isso! Por que teríamos de matar você? Então o profeta parou, mas disse: — Sei que Deus resolveu destruí-lo, porque você fez isso e não deu ouvidos ao meu conselho.
17 ଯିହୁଦାର ରାଜା ଅମତ୍ସିଯ, ତାଙ୍କର ପରାମର୍ଶଦାତାମାନଙ୍କ ସହିତ ଆଲୋଚନା କଲେ। ଏହାପରେ ସେ ଇଶ୍ରାୟେଲର ରାଜା ୟୋଯାଶ୍ଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ। ଯୋୟାଶ୍ ୟିହୋଯାହସଙ୍କର ପୁତ୍ର ଥିଲେ। ଯିହାୟୋଦାରହସ ଯହେୂଙ୍କ ପୁତ୍ର ଥିଲେ। ଅମତ୍ସିଯ ୟୋଯାଶ୍ଙ୍କୁ କହିଲେ, ଆସ, ପରସ୍ପରକୁ ସାମ୍ନା-ସାମ୍ନି ଭଟେିବା।
17 Então Amazias, rei de Judá, tomou conselho e enviou mensageiros a Jeoás, filho de Jeoacaz, filho de Jeú, rei de Israel, dizendo: — Venha me enfrentar no campo de batalha.
18 ଏହାପରେ ଯୋୟାଶ୍ ଅମତ୍ସିଯଙ୍କ ନିକଟକୁ ତାଙ୍କର ଉତ୍ତର ପଠାଇଲେ। ଯୋୟାଶ୍ ଇଶ୍ରାୟେଲର ରାଜା ଓ ଅମତ୍ସିଯ ଯିହୁଦାର ରାଜା ଥିଲେ। ଯୋୟାଶ୍ ଏହି ବାର୍ତ୍ତା କହିଲେ : ଲିବା ନୋନ୍ର ଏକ କ୍ଷୁଦ୍ର କଣ୍ଟାବୁଦା, ଲିବାନୋନ୍ର ଏକ ବିରାଟ ଦବଦୋରୁ ବୃକ୍ଷ ନିକଟକୁ ଏହି ବାଣୀ ପଠାଇଲା। କ୍ଷୁଦ୍ର କଣ୍ଟାବୁଦା ଏହି କଥା କହିଲା, 'ତୁମ୍ଭର କନ୍ଯା ମାରେ ପୁତ୍ରକୁ ବିବାହ କରୁ।' କିନ୍ତୁ ଏକ ହିଂସ୍ରଜନ୍ତୁ ଆସିଲା ଓ କଣ୍ଟାବୁଦା ଉପର ଦଇେ ଚାଲିଗଲା। ଆଉ ତାହାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦଲୋ।
18 Porém Jeoás, rei de Israel, respondeu a Amazias, rei de Judá: — O espinheiro que está no Líbano mandou dizer ao cedro que lá está: “Dê a sua filha por mulher ao meu filho.” Mas um animal selvagem, que estava no Líbano, passou e pisoteou o espinheiro.
19 ତୁମ୍ଭେ ନିଜକୁ କହିଲା, 'ମୁଁ ଇଦୋମକୁ ପରାଜିତ କରିଦଲେି !' ତୁମ୍ଭେ ଗର୍ବୀ ଓ ଅତ୍ଯନ୍ତ ଦର୍ପୀ। କିନ୍ତୁ ତୁମ୍ଭେ ଗୃହ ରେ ରହିବା ଉଚିତ୍। ତୁମ୍ଭର ଦୁର୍ଭାଗ୍ଯ ଭୋଗିବା ଦରକାର ନାହିଁ। ଯଦି ତୁମ୍ଭେ ମାେ ସହିତ ୟୁଦ୍ଧ କରିବ, ତବେେ ତୁମ୍ଭେ ଓ ଯିହୁଦା ନଷ୍ଟ ହବେ।
19 Você diz: “Eis que derrotei os edomitas”, e o seu coração se encheu de orgulho, para você se gloriar. Agora fique em casa. Por que provocar um mal que trará somente desgraça para você e para Judá?
20 କିନ୍ତୁ ଅମତ୍ସିଯ ତାହା ଶୁଣିଲେ ନାହିଁ। ଏହା ପରମେଶ୍ବରଙ୍କ ଆଡ଼ୁ ହେଲା। ପରମେଶ୍ବର ଇଶ୍ରାୟେଲ ଦ୍ବାରା ଯିହୁଦାକୁ ପରାସ୍ତ କରିବାକୁ ଯୋଜନା କରିଥିଲେ, କାରଣ ଯିହୁଦାର ଲୋକମାନେ ଇଦୋମର ଲୋକମାନଙ୍କ ଦବେତାର ଅନୁଗାମୀ ହାଇେଥିଲେ।
20 Mas Amazias não quis atendê-lo, porque isto vinha de Deus, para entregá-los nas mãos dos inimigos, porque buscaram os deuses dos edomitas.
21 ତେଣୁ ଇଶ୍ରାୟେଲର ରାଜା ଯୋଯାଶ୍ ବୈଥ୍-ଶମେଶ୍ ସହର ରେ ଯିହୁଦାର ରାଜା ଅମତ୍ସିଯଙ୍କୁ ସାମ୍ନା-ସାମ୍ନି ହାଇେ ଭଟେିଲେ। ବୈଥ୍-ଶମେଶ୍ ଯିହୁଦାର ଅଞ୍ଚଳ ଅଟେ।
21 Então Jeoás, rei de Israel, avançou contra Amazias, rei de Judá, e eles se enfrentaram em Bete-Semes, que está em Judá.
22 ଇଶ୍ରାୟେଲର ଯିହୁଦାକୁ ପରାସ୍ତ କଲେ। ଯିହୁଦାର ପ୍ରେତ୍ୟକକ ଲୋକ ନିଜ ଗୃହକୁ ଦୌଡ଼ି ପଳାଇଲେ।
22 Judá foi derrotado por Israel, e os soldados tiveram de fugir para as suas casas.
23 ଯୋୟାଶ୍ ଯିହୁଦାର ରାଜା ଅମତ୍ସିଯଙ୍କୁ ବୈଥ୍-ଶମେଶ୍ଠା ରେ ଧରିଲେ ଓ ତାଙ୍କୁ ୟିରୁଶାଲମକୁ ନଇଗେଲେ। ଅମତ୍ସିଯଙ୍କ ପିତାଙ୍କ ନାମ ଥିଲା ଯୋୟାଶ୍ ୟୋଯାଶ୍ଙ୍କ ପିତାଙ୍କର ନାମ ଥିଲା ଯିହାୟୋଦାରହସ୍। ଇଶ୍ରାୟେଲର ରାଜା ୟୋଯାଶ ଇଫ୍ରଯିମ ଫାଟକଠାରୁ କଣସ୍ଥିତ ଫାଟକ ପର୍ୟ୍ଯନ୍ତ ୟିରୁଶାଲମର 400 ହାତ ପ୍ରାଚୀରକୁ ଭାଙ୍ଗି ପକାଇଲେ।
23 Jeoás, rei de Israel, prendeu Amazias, rei de Judá, filho de Joás, filho de Jeoacaz, em Bete-Semes. Levou-o a Jerusalém, onde derrubou uma parte da muralha da cidade, desde o Portão de Efraim até o Portão da Esquina, numa extensão de mais ou menos duzentos metros.
24 ପରମେଶ୍ବରଙ୍କ ମନ୍ଦିର ରେ ଏବଂ ରାଜାଙ୍କ ପ୍ରାସାଦ ରେ ସୁନା, ରୂପା ଓ ଆହୁରି ଅନକେ ସାମଗ୍ରୀ ସବୁ ରହିଥିଲା। ଓବେଦ୍-ଇଦୋମ ଏହି ସମସ୍ତର ଦାଯିତ୍ବ ରେ ଥିଲେ। କିନ୍ତୁ ଯୋୟାଶ୍ ସହେି ସବୁତକ ସାମଗ୍ରୀ ନଇଗେଲେ। ଏହାପରେ ଯୋୟାଶ୍ କିଛି ଲୋକଙ୍କୁ ବନ୍ଦୀକରି ନଇଗେଲେ ଓ ଶମରିଯାକୁ ଫରେିଗଲେ।
24 Pegou todo o ouro e a prata, e todos os utensílios que havia na Casa de Deus, com Obede-Edom, e os tesouros do palácio real, bem como alguns reféns; e voltou para Samaria.
25 ଯିହାୟୋଦାରହସଙ୍କ ପରେ, ତାଙ୍କ ପୁତ୍ର ଇଶ୍ରାୟେଲର ରାଜା ୟୋଯାଶ୍ଙ୍କର ମୃତ୍ଯୁ ହେଲା, ୟୋଯାଶ୍ଙ୍କର ପୁତ୍ର ଅମତ୍ସିଯ ଯିହୁଦାର ରାଜା ଆହୁରି ପନ୍ଦର ବର୍ଷ ବଞ୍ଚିଲେ।
25 Amazias, filho de Joás, rei de Judá, viveu quinze anos depois da morte de Jeoás, filho de Jeoacaz, rei de Israel.
26 ଅମତ୍ସିଯ ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ, ତାହା ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଯିହୁଦା ଓ ଇଶ୍ରାୟେଲର ରାଜାମାନଙ୍କର ପୁସ୍ତକ ରେ ଲଖାୟୋଇଅଛି।
26 Quanto aos demais atos de Amazias, tanto os primeiros como os últimos, não está tudo escrito no Livro da História dos Reis de Judá e de Israel?
27 ଯେତବେେଳେ ଅମତ୍ସିଯ ସଦାପ୍ରଭୁଙ୍କର ବାଧ୍ଯ ହବୋ ବନ୍ଦ କରି ଦେଲେ, ୟିରୁଶାଲମର ଲୋକମାନେ ଅମତ୍ସିଯଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କଲେ। ସେ ଲାଖୀଶ୍ ସହରକୁ ଲୋକମାନଙ୍କୁ ପଠାଇଲେ ଓ ସମାନେେ ସଠାେରେ ଅମତ୍ସିଯଙ୍କୁ ହତ୍ଯା କଲେ।
27 Depois que Amazias deixou de seguir o Senhor , conspiraram contra ele em Jerusalém, e ele fugiu para Laquis; porém enviaram homens atrás dele até Laquis e o mataram.
28 ଏହାପରେ ସମାନେେ ଅମତ୍ସିଯଙ୍କ ଶରୀରକୁ ଅଶ୍ବ ପୃଷ୍ଠ ରେ ବୋହି ନେଲେ ଓ ତାଙ୍କୁ ତାଙ୍କର ପୂର୍ବପୁରୁଷଗଣ ସହିତ ଯିହୁଦା ନଗର ରେ କବର ଦେଲେ।
28 Trouxeram-no sobre cavalos e o sepultaram junto a seus pais, na Cidade de Davi.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Crônicas 25, comparar traduções ou montar um estudo — tudo direto pelo WhatsApp.