2 Crônicas 22
Oriya Bible (GL_ORIYA) vs NVT
1 ୟିରୁଶାଲମର ଲୋକମାନେ ଅହସିଯଙ୍କୁ ୟିହୋରାମ୍ଙ୍କ ସ୍ଥାନ ରେ ନୂତନ ରାଜା ରୂପେ ମନୋନୀତ କଲେ। ଅହସିଯ ଯିହାରୋମ୍ଙ୍କର କନିଷ୍ଠ ପୁତ୍ର ଥିଲେ। ଯେଉଁ ଆରବୀଯ ଲୋକମାନେ ଯିହାରୋମ୍ଙ୍କର ଛାଉଣୀ ଉପରେ ଆକ୍ରମଣ କରିବାକୁ ଆସିଥିଲେ, ସମାନେେ ଯିହାରୋମ୍ଙ୍କର ସମସ୍ତ ଜେଷ୍ଠପୁତ୍ରଙ୍କୁ ବଧ କରିଥିଲେ। ଅତଏବ, ଅହସିଯ ଯିହୁଦା ରେ ରାଜ୍ଯ ଶାସନ କରିବାକୁ ଆରମ୍ଭ କଲେ।
1 Então o povo de Jerusalém proclamou Acazias, filho mais novo de Jeorão, o novo rei, pois os bandos de saqueadores que vieram com os árabes tinham matado todos os filhos mais velhos de Jeorão. Assim, Acazias, filho de Jeorão, reinou em Judá.
2 ଅହସିଯ ରାଜ୍ଯ ଶାସନ କରିବାକୁ ଆରମ୍ଭ କରିବା ସମୟରେ ବାଇଶି ବର୍ଷ ବଯସ୍କ ହାଇେଥିଲେ। ଅହସିଯ ୟିରୁଶାଲମ ରେ ଗୋଟିଏ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅଥଲିଯା। ଅଥଲିଯାଙ୍କ ପିତାଙ୍କର ନାମ ଥିଲା ଅମ୍ରି।
2 Acazias tinha 22 anos quando começou a reinar, e reinou em Jerusalém por um ano. Sua mãe era Atalia, neta do rei Onri.
3 ଅହସିଯ ମଧ୍ଯ ଆହାବଙ୍କ ପରିବାର ଭଳି ଜୀବନୟାପନ କଲେ। ସେ ସେପ୍ରକାର ଜୀବନ କାଟିଲେ, କାରଣ ତାଙ୍କର ମାତା ତାଙ୍କୁ ମନ୍ଦ କାର୍ୟ୍ଯମାନ କରିବା ନିମନ୍ତେ ପ୍ରବର୍ତ୍ତାଉଥିଲେ।
3 Acazias também seguiu o exemplo da família do rei Acabe, pois sua mãe o incentivou a praticar o mal.
4 ଅହସିଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦକର୍ମ କଲେ। ଆହାବଙ୍କ ପରିବାର ମଧ୍ଯ ସହେିପରି କରିଥିଲେ। ଅହସିଯଙ୍କ ପିତାଙ୍କର ମୃତ୍ଯୁପରେ ଆହାବଙ୍କ ପରିବାର ଅହସିଯଙ୍କୁ ପରାମର୍ଶ ଦବୋକୁ ଲାଗିଲେ। ସମାନେେ ଅହସିଯଙ୍କୁ କୁପରାମର୍ଶ ଦେଲେ। ସହେି କୁପରାମର୍ଶ ତାଙ୍କୁ ମରଣ ଆଡ଼କୁ କଢ଼ାଇ ନଲୋ।
4 Fez o que era mau aos olhos do S enhor , como a família de Acabe. Depois da morte de seu pai, eles se tornaram seus conselheiros e o levaram à ruína.
5 ଆହାବଙ୍କ ପରିବାର ତାଙ୍କୁ ଯେଉଁ ପରାମର୍ଶ ଦେଲେ, ଅହସିଯ ତାହା ପାଳନ କଲେ। ଅହସିଯ ଇଶ୍ରାୟେଲ ରାଜା ଯିହାରୋମ୍ଙ୍କ ସହିତ ମିଳି ଅରାମ୍ର ରାଜା ହସାଯଲେ ସହିତ ରାମାେତ୍-ଗିଲିଯାଦ୍ ରେ ୟୁଦ୍ଧ କରିବାକୁ ଗଲେ। ଆହାବ ଯିହାରୋମ୍ଙ୍କର ପିତା ଥିଲା। କିନ୍ତୁ ଅରାମୀଯମାନେ ୟିହୋରାମକୁ ୟୁଦ୍ଧ ରେ କ୍ଷତାକ୍ତ କରି ପକାଇଲେ।
5 Seguindo o conselho deles, Acazias se uniu a Jorão, filho de Acabe, rei de Israel, na guerra contra Hazael, rei da Síria, em Ramote-Gileade. Quando os sírios feriram Jorão na batalha,
6 ଯିହାରୋମ୍ ସୁସ୍ଥ ହବୋ ନିମନ୍ତେ ୟିଷ୍ରିଯେଲ୍ ସହରକୁ ଫରେିଗଲେ। ସେ ଅରାମର ରାଜା ହସାଯଲେ ବିରୁଦ୍ଧ ରେ ରାମଃହ ରେ ୟୁଦ୍ଧ କରୁଥିବା ସମୟରେ ଆହତ ହାଇେଥିଲେ।
6 ele voltou a Jezreel para se recuperar dos ferimentos sofridos em Ramote. Visto que Jorão estava ferido, Acazias, rei de Judá, foi visitá-lo em Jezreel.
7 ଅହସିଯ ୟୋରାମ୍ଙ୍କୁ ସାକ୍ଷାତ କରିବାକୁ ୟାଇଥିଲେ। ସହେି ସମୟରେ ହିଁ ପରମେଶ୍ବର ତାଙ୍କ ପ୍ରତି ମୃତ୍ଯୁ ଘଟାଇଲେ। ଅହସିଯ ୟାଇ ପହନ୍ଚିଲେ ଓ ୟୋରମ୍ଙ୍କ ସହିତ ଯହେୂଙ୍କୁ ଭଟେିବା ନିମନ୍ତେ ଗଲେ। ଯହେୂଙ୍କ ପିତାଙ୍କର ନାମ ଥିଲା ନିମଶିର। ଆହାବଙ୍କ ପରିବାରକୁ ବିନାଶ କରିବା ନିମନ୍ତେ ସଦାପ୍ରଭୁ ଯହେୂଙ୍କୁ ମନୋନୀତ କରିଥିଲେ।
7 Deus havia decidido que essa visita seria a ruína de Acazias. Enquanto Acazias estava em Jezreel, saiu com Jorão ao encontro de Jeú, neto de Ninsi, a quem o S enhor havia escolhido para destruir a dinastia de Acabe.
8 ଯହେୂ ଆହାବଙ୍କ ପରିବାରକୁ ଦଣ୍ଡ ଦେଉଥିଲେ। ଯହେୂ ଅହସିଯଙ୍କ ସବୋକାରୀ ଯିହୁଦାର ନେତାଗଣ ଓ ଅହସିଯଙ୍କ ଆତ୍ମୀଯମାନଙ୍କୁ ପାଇଲେ। ଯହେୂ ଯିହୁଦାର ସହେି ନେତାଗଣ ଓ ଅହସିଯଙ୍କ ଆତ୍ମୀଯମାନଙ୍କୁ ହତ୍ଯା କଲେ।
8 Quando Jeú executava o juízo contra a família de Acabe, encontrou alguns oficiais de Judá e parentes de Acazias que o serviam, e os matou.
9 ତା'ପରେ ଯହେୂ ଅହସିଯଙ୍କର ଅନ୍ବଷେଣ କଲେ। ସେ ଶମରିଯା ସହର ରେ ଲୁଚିବାକୁ ଚେଷ୍ଟା କରୁଥିବା ସମୟରେ ଯହେୂଙ୍କର ଲୋକମାନେ ତାଙ୍କୁ କାବୁ କଲେ। ସମାନେେ ଅହସିଯଙ୍କୁ ଯହେୂଙ୍କ ନିକଟକୁ ଆଣିଲେ। ସମାନେେ ଅହସିଯଙ୍କୁ ଯହେୂଙ୍କ ନିକଟକୁ ଆଣିଲେ। ସମାନେେ ଅହସିଯଙ୍କୁ ହତ୍ଯା କଲେ ଓ ତାଙ୍କୁ କବର ଦେଲେ। ସମାନେେ କହିଲେ, ଅହସିଯ ୟିହୋଶାଫଟ୍ଙ୍କ ବଂଶଧର ଥିଲେ। ଯିହାଶାଫେଟ୍ ଆପଣାର ସମସ୍ତ ହୃଦଯ ସହିତ ସଦାପ୍ରଭୁଙ୍କର ଅନୁସରଣ କରୁଥିଲେ। ଯିହୁଦା ରାଜ୍ଯକୁ ଏକତ୍ର ରଖିବା ନିମନ୍ତେ ଅହସିଯଙ୍କ ବଂଶର ଆଉ କୌଣସି କ୍ଷମତା ରହିଲା ନାହିଁ।
9 Então os homens de Jeú partiram em busca de Acazias e o encontraram escondido na cidade de Samaria. Eles o trouxeram a Jeú e o mataram. Acazias recebeu um sepultamento digno, pois o povo disse: “Ele era neto de Josafá, homem que buscou o S enhor de todo o coração”. Contudo, nenhum dos membros da família de Acazias que sobreviveram conseguiu reinar em seu lugar.
10 ଅଥଲିଯା ଅହସିଯଙ୍କ ମାତା ଥିଲେ। ଯେତବେେଳେ ସେ ଦେଖିଲେ ଯେ, ତାଙ୍କର ପୁତ୍ରର ମୃତ୍ଯୁ ହାଇେଅଛି, ସେ ଯିହୁଦା ରେ ରାଜାଙ୍କର ସବୁ ସନ୍ତାନମାନଙ୍କୁ ହତ୍ଯା କଲେ।
10 Quando Atalia, mãe de Acazias, rei de Judá, soube que seu filho estava morto, mandou exterminar o restante da família real de Judá.
11 କିନ୍ତୁ ୟିହୋଶାବତ୍, ଯୋୟାଶ୍ ଓ ତାଙ୍କ ଧାତ୍ରୀକୁ ଅନ୍ତଃପୁରସ୍ଥ ଶଯନକକ୍ଷ ମଧିଅରେ ଲୁଚାଇ ଦେଲେ। ୟିହୋଶବତ୍ ରାଜା ଯିହାରୋମ୍ଙ୍କର କନ୍ଯା ଥିଲେ। ସେ ଯିହାୟୋଦାରଦାଙ୍କର ପତ୍ନୀ ମଧ୍ଯ ଥିଲେ। ଯିହାୟୋଦାରଦା ଜଣେ ଯାଜକ ଥିଲେ। ଆଉ ୟିହୋଶାବତ୍ ଅହସିଯଙ୍କ ଭଗ୍ନୀ ଥିଲେ। ଅଥଲିଯା ୟିହୋଶାବତ୍ଙ୍କୁ ବଧ କରିପାରିଲେ ନାହିଁ, କାରଣ ୟିହୋଶାବତ୍ ତାଙ୍କୁ ଲୁଚାଇ ଦଇେଥିଲେ।
11 Mas Jeoseba, filha do rei Jeorão, pegou Joás, o filho ainda pequeno de Acazias, dentre os outros filhos do rei que estavam para ser mortos, e o colocou num quarto com sua ama. Assim, Jeoseba, esposa do sacerdote Joiada e irmã de Acazias, escondeu o menino para que Atalia não o matasse.
12 ଯୋୟାଶ୍ ଛଅ ବର୍ଷ ପର୍ୟ୍ଯନ୍ତ ପରମେଶ୍ବରଙ୍କ ମନ୍ଦିର ରେ ଯାଜକମାନଙ୍କ ସହିତ ଲୁକ୍କାଯିତ ଭାବରେ ରହିଲେ। ସହେି ସମୟରେ ଅଥଲିଯା ଦେଶ ରେ ରାଣୀ ଭାବରେ ରାଜତ୍ବ କଲେ।
12 Joás ficou escondido com eles no templo de Deus durante seis anos, enquanto Atalia governava o país.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Crônicas 22, comparar traduções ou montar um estudo — tudo direto pelo WhatsApp.