2 Crônicas 21

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଏହାପରେ ଯିହାଶାଫେଟ୍ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ସେ ଦାଉଦଙ୍କ ନଗର ରେ କବର ପାଇଲେ। ଯିହାଶାଫେଟ୍ଙ୍କ ସ୍ଥାନ ରେ ଯିହାରୋମ୍ ନୂତନ ରାଜା ହେଲେ।
1 Quando Josafá morreu, foi sepultado com seus antepassados na Cidade de Davi. Seu filho Jeorão foi seu sucessor.
2 ଯିହାରୋମ୍ ଯିହାଶାଫେଟ୍ଙ୍କ ପୁତ୍ର ଥିଲେ।' ଯିହାରୋମ୍ଙ୍କ ଭ୍ରାତାମାନେ ଥିଲେ ଅସରିଯ, ୟିହୀଯେଲ୍, ଜିଖରିଯ, ଅସରିଯାହ, ମୀଖାଯଲେ, ଶଫ୍ଟିଯ। ଏହି ବ୍ଯକ୍ତିମାନେ ଯିହାଶାଫେଟ୍ଙ୍କର ପୁତ୍ରଗଣ ଥିଲେ। ଯିହାଶାଫେଟ୍ ଯିହୁଦାର ରାଜା ଥିଲେ।
2 Os irmãos de Jeorão, os outros filhos de Josafá, foram: Azarias, Jeiel, Zacarias, Micael e Sefatias; todos foram filhos de Josafá, rei de Judá.
3 ଯିହାଶାଫେଟ୍ ତାଙ୍କର ପୁତ୍ରମାନଙ୍କୁ ରୂପା, ସୁନା ଓ ଅନକେ ବହୁମୂଲ୍ଯ ପଦାର୍ଥ ଉପହାର ଦଇେଥିଲେ। ସେ ସମାନଙ୍କେୁ ଯିହୁଦାର ଦୃଢ଼ ଦୁର୍ଗମାନ ମଧ୍ଯ ପ୍ରଦାନ କରିଥିଲେ। କିନ୍ତୁ ଯିହାଶାଫେଟ୍, ଯିହାରୋମ୍ଙ୍କୁ ରାଜ୍ଯ ଦେଲେ, କାରଣ ସେ ତାଙ୍କର ଜେଷ୍ଠ ପୁତ୍ର ଥିଲେ।
3 Seu pai tinha dado a cada um deles presentes caros de prata, ouro e objetos de valor, e também algumas das cidades fortificadas de Judá. Contudo, nomeou Jeorão para ser seu sucessor, pois era o filho mais velho.
4 ଯିହାରୋମ୍ ତାଙ୍କର ପିତାଙ୍କର ରାଜ୍ଯପଦ ଗ୍ରହଣ କଲେ ଓ ଆପଣାକୁ ଦୃଢ଼ କଲେ। ଏହାପରେ ସେ ନିଜ ଭ୍ରାତାମାନଙ୍କୁ ବଧ କରିବା ନିମନ୍ତେ ଏବଂ ଖଡ୍ଗ ବ୍ଯବହାର କଲେ। ସେ ଇଶ୍ରାୟେଲର କେତକେ ନେତାଙ୍କୁ ମଧ୍ଯ ବଧ କଲେ।
4 Quando Jeorão havia se estabelecido firmemente no reino de seu pai, matou todos os seus irmãos e outros líderes de Judá.
5 ଯିହାରୋମ୍ ରାଜ୍ଯ ଶାସନ କରିବାକୁ ଆରମ୍ଭ କରିବା ସମୟରେ ତାଙ୍କୁ ବତିଶ ବର୍ଷ ବଯସ ହାଇେଥିଲା। ସେ ୟିରୁଶାଲମ ରେ ଆଠବର୍ଷ ରାଜତ୍ବ କଲେ।
5 Jeorão tinha 32 anos quando começou a reinar, e reinou em Jerusalém por oito anos.
6 ସେ ଇଶ୍ରାୟେଲର ରାଜାମାନଙ୍କ ପରି ଜୀବନୟାପନ କଲେ। ଆହାବଙ୍କ ପରିବାର ଯେପରି ଜୀବନ କାଟିଥିଲେ, ସେ ସହେିପରି ଜୀବନ କାଟିଲେ। କାରଣ ଯିହାରୋମ୍ ଆହାବ୍ଙ୍କର କନ୍ଯାକୁ ବିବାହ କରିଥିଲେ। ଆଉ ୟିହୋରାମ୍ ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ କର୍ମ କଲେ।
6 Seguiu o exemplo dos reis de Israel e foi tão perverso quanto a família do rei Acabe, pois se casou com uma das filhas de Acabe. Jeorão fez o que era mau aos olhos do S enhor .
7 କିନ୍ତୁ ସଦାପ୍ରଭୁ ଦାଉଦଙ୍କ ସହିତ କରିଥିବା ଚୁକ୍ତି ହତେୁ ଦାଉଦଙ୍କ ଗୃହକୁ ଧ୍ବଂସ କଲେ ନାହିଁ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ସେ ଦାଉଦ ଓ ତାଙ୍କର ସନ୍ତାନମାନଙ୍କ ନିମନ୍ତେ ଚିରକାଳ ଏକ ପ୍ରଦୀପ ଜ୍ବଳାଇ ରଖିବେ।
7 Mas o S enhor não quis destruir a dinastia de Davi, pois havia feito uma aliança com Davi e prometido que seus descendentes continuariam a brilhar como uma lâmpada para sempre.
8 ଯିହାରୋମ୍ଙ୍କ ସମୟରେ, ଇଦୋମ ଯିହୁଦାର ଅଧୀନତାକୁ ଭଙ୍ଗ କଲା। ଇଦୋମୀଯମାନେ ସମାନଙ୍କେର ନିଜର ରାଜାଙ୍କୁ ମନୋନୀତ କଲେ।
8 Durante o reinado de Jeorão, os edomitas se rebelaram contra Judá e proclamaram seu próprio rei.
9 ତେଣୁ ଯିହାରୋମ୍ ତାଙ୍କର ସମସ୍ତ ସନୋପତିଗଣ ଓ ରଥଗୁଡ଼ିକୁ ନଇେ ଇଦୋମକୁ ଗଲେ। ଯିହାରୋମ୍ ରାତି ରେ ଇଦୋମୀଯମାନଙ୍କୁ ଆକ୍ରମଣ କଲେ। ମାତ୍ର ଇଦୋମୀଯ ସୈନ୍ଯଦଳ ୟି ହରୋମ୍ ଓ ତାଙ୍କ ସୈନ୍ଯଦଳ ତଥା ରଥସବୁର ଚତୁର୍ଦ୍ଦିଗରୁ ଘରେିଗଲେ।
9 Então Jeorão saiu com todo o seu exército e todos os seus carros de guerra. Os edomitas cercaram o rei e os comandantes de seus carros, mas ele saiu à noite e os atacou.
10 ସହେି ସମୟଠାରୁ ଆଜି ପର୍ୟ୍ଯନ୍ତ ଇଦୋମ ଯିହୁଦାର ବିରୋଧୀ ବିଦ୍ରୋହୀ ହାଇେ ରହିଅଛି। ଲିବ୍ନା ସହରର ଲୋକମାନେ ମଧ୍ଯ ଯିହାରୋମ୍ଙ୍କ ବିରୁଦ୍ଧ ରେ ଉଠିଲେ। ଯିହାରୋମ୍ ସଦାପ୍ରଭୁ ପରମେଶ୍ବରଙ୍କୁ ତ୍ଯାଗ କରିଥିବାରୁ ଏହିପରି ଘଟିଲା। ସେ ଯିହାରୋମ୍ଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ବର ଅଟନ୍ତି।
10 Ainda assim, até hoje Edom é independente de Judá. A cidade de Libna também se rebelou nessa ocasião. Tudo isso aconteceu porque Jeorão havia abandonado o S enhor , o Deus de seus antepassados.
11 ଯିହାରୋମ୍ ଯିହୁଦାର ପର୍ବତମାନଙ୍କ ରେ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଯିହାରୋମ୍ ୟିରୁଶାଲମର ଓ ଯିହୁଦାର ଲୋକମାନଙ୍କୁ ଭୁଲ୍ ପଥରେ ଆଗଇେ ନେଲେ।
11 Havia construído santuários idólatras na região montanhosa de Judá e levado o povo de Judá e de Jerusalém a prostituir-se e desviar-se.
12 ଯିହାରୋମ୍ ଭବିଷ୍ଯତ୍ବକ୍ତା ଏଲୀଯଙ୍କଠାରୁ ଏକ ବାର୍ତ୍ତା ପାଇଲେ। ସହେି ବାର୍ତ୍ତା ରେ ଏହିପରି ଲଖାେଥିଲା : ସଦାପ୍ରଭୁ ପରମେଶ୍ବର ଏହିକଥା କହନ୍ତି। ତୁମ୍ଭ ପିତା ଦାଉଦ ଯାହାଙ୍କର ଅନୁଗମନ କରିଥିଲେ, ଏ ସହେି ପରମେଶ୍ବର ଅଟନ୍ତି। ସଦାପ୍ରଭୁ କହନ୍ତି, 'ଯିହାରୋମ୍, ତୁମ୍ଭ ପିତା ଯିହାଶାଫେଟ୍ ଯେଉଁ ପ୍ରକାର ଜୀବନୟାପନ କରିଥିଲେ, ତୁମ୍ଭେ ସେ ପ୍ରକାର କରି ନାହଁ। ଯିହୁଦାର ରାଜା ଆସା ଯେ ପ୍ରକାର ଜୀବନୟାପନ କରିଥିଲେ, ତୁମ୍ଭେ ସପରେି ଜୀବନୟାପନ କରି ନାହଁ।
12 Então o profeta Elias escreveu esta carta para Jeorão: “Assim diz o S
13 କିନ୍ତୁ ତୁମ୍ଭେ ଇଶ୍ରାୟେଲର ରାଜାମାନଙ୍କ ପରି ଜୀବନୟାପନ କରିଅଛ। ତୁମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ପରମେଶ୍ବରଙ୍କ ଇଚ୍ଛାନୁୟାଯୀ କର୍ମ କରିବାରୁ ନିବୃତ୍ତ କରିଅଛ। ଆହାବ ଓ ତାଙ୍କର ପରିବାର ଏହିପରି କରିଥିଲେ। ସମାନେେ ପରମେଶ୍ବରଙ୍କ ପ୍ରତି ଅବିଶ୍ବସ୍ତ ହାଇେଥିଲେ। ତୁମ୍ଭେ ତୁମ୍ଭର ଭ୍ରାତାମାନଙ୍କୁ ହତ୍ଯା କରିଅଛ ଏବଂ ତୁମ୍ଭର ପିତାଙ୍କର ସମସ୍ତ ସତ୍ତିକୁ ନଷ୍ଟ କରିଛ। ତୁମ୍ଭର ଭ୍ରାତାମାନେ ତୁମ୍ଭଠାରୁ ଉତ୍ତମ ଥିଲେ।
13 Em vez disso, tem sido tão perverso quanto os reis de Israel e tem levado o povo de Jerusalém e de Judá a prostituir-se, como fez o rei Acabe em Israel. E chegou a matar seus próprios irmãos, homens melhores que você.
14 ତେଣୁ ବର୍ତ୍ତମାନ ସଦାପ୍ରଭୁ ଅତିଶୀଘ୍ର ତୁମ୍ଭର ଲୋକମାନଙ୍କୁ ବହୁତ ଦଣ୍ଡ ଦବେେ। ସଦାପ୍ରଭୁ ତୁମ୍ଭର ସ୍ତ୍ରୀ, ସନ୍ତାନ ଓ ସମସ୍ତ ସମ୍ପତ୍ତିକୁ ଦଣ୍ଡିତ କରିବେ।
14 Por isso, agora o S enhor está prestes a castigar você, seu povo, seus filhos, suas esposas e tudo que lhe pertence, com uma terrível praga.
15 ତୁମ୍ଭର ଅନ୍ତ ରେ ଏକ ଭୟଙ୍କର ରୋଗ ହବେ। ତାହା ଦିନକୁ ଦିନ ପ୍ରବଳତର ହବେ। ଶଷେ ରେ ସହେି ଭୟଙ୍କର ରୋଗ ହତେୁ ତୁମ୍ଭର ଅନ୍ତବୁଜୁଳା ବାହାରି ପଡ଼ିବ।'
15 Você sofrerá de uma séria doença intestinal que se agravará a cada dia, até que seus intestinos saiam do corpo”.
16 କୂଶୀଯମାନଙ୍କ ନିକଟରେ ବାସ କରୁଥିବା ପଲେଷ୍ଟୀୟ ଓ ଆରବୀଯମାନଙ୍କୁ ଯିହାରୋମ୍ଙ୍କ ଉପରେ ସଦାପ୍ରଭୁ କ୍ରୋଧିତ କରାଇଲେ।
16 Então o S enhor instigou os filisteus e os árabes que moravam perto dos etíopes a atacarem Jeorão.
17 ସହେି ଲୋକମାନେ ଯିହୁଦା ଦେଶ ଆକ୍ରମଣ କଲେ। ସମାନେେ ରାଜାଙ୍କ ଗୃହ ରେ ଥିବା ସମସ୍ତ ଧନରତ୍ନ ଲୁଟି ନେଲେ ଓ ଯିହାରୋମ୍ଙ୍କ ପୁତ୍ର ଓ ସ୍ତ୍ରୀଗଣଙ୍କୁ ନଇଗେଲେ। କବଳେ ଯିହାରୋମ୍ଙ୍କ କନିଷ୍ଠ ପୁତ୍ର ରକ୍ଷା ପାଇୟାଇଥିଲା। ଯିହାରୋମ୍ଙ୍କ କନିଷ୍ଠ ପୁତ୍ରର ନାମ ଥିଲା ୟିହୋଯାହସ୍।
17 Eles marcharam contra Judá, romperam suas defesas e levaram tudo que era de valor do palácio real, e também os filhos e as esposas do rei. Somente Acazias, seu filho mais novo, foi poupado.
18 ଏହି ସମସ୍ତ ଘଟଣା ଘଟିବା ପରେ, ସଦାପ୍ରଭୁ ଯିହାରୋମ୍ଙ୍କୁ ଏକ ଭୟଙ୍କର ଆନ୍ତ୍ରିକ ରୋଗ ରେ ପୀଡ଼ିତ କଲେ, ଯାହାକି ସୁସ୍ଥ ହାଇେ ପାରିଲା ନାହିଁ।
18 Depois de tudo isso, o S enhor feriu Jeorão com uma doença intestinal incurável.
19 ଆଉ, ଦୁଇବର୍ଷ ପରେ ଅତିରିକ୍ତ ଅସୁସ୍ଥତା ହତେୁରୁ ଯିହାରୋମ୍ଙ୍କର ଅନ୍ତବୁଜୁଳା ବାହାରି ପଡ଼ିଲା। ଅତ୍ଯନ୍ତ ୟନ୍ତ୍ରଣା ଭୋଗି ସେ ମୃତ୍ଯୁବରଣ କଲେ। ତାଙ୍କ ପିତାଙ୍କ ନିମନ୍ତେ ଯେପରି କରିଥିଲେ, ଲୋକମାନେ ସପରେି ୟିହୋରାମ୍ଙ୍କ ସମ୍ମାନାର୍ଥେ ବିରାଟ ଅଗ୍ନିଦାହ କଲେ ନାହିଁ।
19 Ela se tornou cada vez mais grave e, ao fim de dois anos, seus intestinos saíram do corpo e ele morreu em agonia. Seu povo não fez nenhuma fogueira em sua homenagem, como havia feito para seus antepassados.
20 ଯିହାରୋମ୍ ରାଜା ହବୋ ସମୟରେ ବତିଶ ବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ଆଠବର୍ଷ ରଜତ୍ବ କଲେ। ଯିହାରୋମ୍ଙ୍କ ମୃତ୍ଯୁ ରେ କୌଣସି ବ୍ଯକ୍ତି ଦୁଃଖ କଲେ ନାହିଁ। ଲୋକମାନେ ଯିହାରୋମ୍ଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ ସତ, କିନ୍ତୁ ଯେଉଁଠା ରେ ରାଜାମାନଙ୍କୁ କବର ଦିଆୟାଏ, ସଠାେରେ କବର ଦେଲେ ନାହିଁ।
20 Jeorão tinha 32 anos quando começou a reinar, e reinou em Jerusalém por oito anos. Ninguém lamentou sua morte. Ele foi sepultado na Cidade de Davi, mas não no cemitério dos reis.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Crônicas 21, comparar traduções ou montar um estudo — tudo direto pelo WhatsApp.