2 Crônicas 1

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ଯେ ହତେୁ ସଦାପ୍ରଭୁ ପରମେଶ୍ବର ତାଙ୍କ ସହିତ ଥିଲେ, ଦାଉଦଙ୍କର ପୁତ୍ର ଶଲୋମନ ଜଣେ ପ୍ରତିଷ୍ଠିତ ରାଜା ହବୋକୁ ସକ୍ଷମ ହାଇେଥିଲେ। ସଦାପ୍ରଭୁ ତାଙ୍କୁ ଅତ୍ଯନ୍ତ ମହାନ କରିପାରିଥିଲେ।
1 Salomão, filho de Davi, fortaleceu-se no seu reino; e o SENHOR seu Deus era com ele, e o engrandeceu sobremaneira.
2 ଇଶ୍ରାୟେଲର ଲୋକମାନଙ୍କ ସହ ଶଲୋମନ କଥା ହେଲେ। ସେ 1,000 ସୈନ୍ଯ ବିଶିଷ୍ଟ ସୈନ୍ଯଦଳର ଦଳପତି ଓ 100 ସୈନ୍ଯ ବିଶିଷ୍ଟ ସୈନ୍ଯଦଳର ଦଳପତି ଓ ବିଚାରକର୍ତ୍ତା ଏବଂ ସମସ୍ତ ଇଶ୍ରାୟେଲର ନେତାମାନଙ୍କ ସହ ପୁଣି ପରିବାରଗୁଡ଼ିକର ମୁଖ୍ଯଙ୍କ ସହ କଥା ହେଲେ।
2 E falou Salomão a todo o Israel, aos capitães de mil e de cem, aos juízes e a todos os governadores em todo o Israel, chefes das famílias.
3 ଏହାପରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ସମାଜ ଏବଂ ଗିବିୟୋନର ପର୍ବତ ଶିଖରସ୍ଥ ପୂଜାସ୍ଥଳକୁ ଗଲେ। ପରମେଶ୍ବରଙ୍କ ସମାଗମ ତମ୍ବୁ ସଠାେରେ ଥିଲା। ଯେତବେେଳେ ସମାନେେ ମରୁ ପ୍ରାନ୍ତର ରେ ଥିଲେ ସଦାପ୍ରଭୁଙ୍କ ଦାସ ମାଶାେ ସହେି ତମ୍ବୁ ନିର୍ମାଣ କରିଥିଲେ।
3 E foi Salomão, e toda a congregação com ele, ao alto que estava em Gibeom, porque ali estava a tenda da congregação de Deus, que Moisés, servo do Senhor, tinha feito no deserto.
4 ସଦାପ୍ରଭୁଙ୍କ ନିଯମ-ସିନ୍ଦୁକକୁ ଦାଉଦ ୟିରୁଶାଲମକୁ କିରିଯତ ୟିଯାରୀମଠାରୁ ଆଣିଥିଲେ। ୟିରୁଶାଲମ ରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ୟିରୁଶାଲମ ରେ ସଦାପ୍ରଭୁଙ୍କ ନିଯମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ।
4 Mas Davi tinha feito subir a arca de Deus de Quiriate-Jearim ao lugar que lhe preparara; porque lhe tinha armado uma tenda em Jerusalém.
5 ହୁରଙ୍କ ପୁତ୍ର ଊରି, ଊରିଙ୍କ ପୁତ୍ର ବତ୍ସଲଲେ ଏକ ପିତ୍ତଳର ୟଜ୍ଞବଦେୀ ନିର୍ମାଣ କରିଥିଲେ। ଏହି ପିତ୍ତଳର ୟଜ୍ଞବଦେୀ ଗିବିଯୋନଠା ରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖ ରେ ଥିଲା। ତେଣୁ ଶଲୋମନ ଏବଂ ଲୋକମାନେ ଗିବିଯୋନକୁ ସଦାପ୍ରଭୁଙ୍କ ପରାମର୍ଶ କରିବାକୁ ଗଲେ।
5 Também o altar de cobre que tinha feito Bezaleel, filho de Uri, filho de Hur, estava ali diante do tabernáculo do Senhor; e Salomão e a congregação o buscavam.
6 ସମାଗମ ତମ୍ବୁର ସମ୍ମୁଖ ରେ ସଦାପ୍ରଭୁଙ୍କ ଆଗ ରେ ପିତ୍ତଳ ବଦେୀ ଆଡ଼କୁ ଶଲୋମନ ଗଲେ। ବଦେୀ ଉପରେ ଶଲୋମନ 1,000 ଗୋଟି ସମ୍ପୂର୍ଣ୍ଣ ହାମବେଳି ଅର୍ପଣ କଲେ।
6 E Salomão ofereceu ali sacrifícios perante o Senhor, sobre o altar de cobre que estava na tenda da congregação; e ofereceu sobre ele mil holocaustos.
7 ସହେି ରାତ୍ରି ରେ ପରମେଶ୍ବର ଶ ଲୋମନଙ୍କ ନିକଟକୁ ଆସିଲେ। ପରମେଶ୍ବର କହିଲେ, ଶଲୋମନ, ଆମ୍ଭେ ତୁମ୍ଭକୁ କ'ଣ ଦବୋ ବୋଲି ତୁମ୍ଭେ ଚାହଁ, ତାହା ଆମ୍ଭକୁ ମାଗ।
7 Naquela mesma noite Deus apareceu a Salomão, e disse-lhe: Pede o que queres que eu te dê.
8 ଶ ଲୋମନ ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ ମାରେ ବାପା ଦାଉଦଙ୍କ ପ୍ରତି ଅତ୍ଯନ୍ତ ଦୟାଳୁ ଥିଲ। ମାରେ ବାପାଙ୍କ ସ୍ଥାନ ରେ ନୂତନ ରାଜା ହବୋ ନିମନ୍ତେ ତୁମ୍ଭେ ମାେତେ ମନୋନୀତ କଲ।
8 E Salomão disse a Deus: Tu usaste de grande benignidade com meu pai Davi, e a mim me fizeste rei em seu lugar.
9 ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବର, ମାରେବାପା ଦାଉଦଙ୍କୁ ଦଇେଥିବା ପ୍ରତିଜ୍ଞା ରକ୍ଷା କର। ଏକ ଅତି ବଡ଼ ଜାତିର ରାଜା ହବୋ ନିମନ୍ତେ ତୁମ୍ଭେ ମାେତେ ମନୋନୀତ କରିଛ। ସଠାେରେ ଅନକେ ଲୋକ ଅଛନ୍ତି ସମାନେେ ପୃଥିବୀର ଧୂଳି ସଦୃଶ।
9 Agora, pois, ó Senhor Deus, confirme-se a tua palavra, dada a meu pai Davi; porque tu me fizeste reinar sobre um povo numeroso como o pó da terra.
10 ମାେତେ ଜ୍ଞାନ ଓ ବୁଦ୍ଧି ଦିଅ, ଯେପରି ଏହି ଲୋକମାନଙ୍କୁ ମୁଁ ଉଚିତ୍ ମାର୍ଗ ରେ କଢ଼ାଇ ନଇେପାରିବି। ତୁମ୍ଭର ସାହାୟ୍ଯ ବିନା ଏହି ଲୋକମାନଙ୍କୁ କହେି ଶାସନ କରିପାରିବ ନାହିଁ।
10 Dá-me, pois, agora, sabedoria e conhecimento, para que possa sair e entrar perante este povo; pois quem poderia julgar a este tão grande povo?
11 ପରମେଶ୍ବର ଶ ଲୋମନଙ୍କୁ କହିଲେ, ଆମ୍ଭେ ଏହା କରିବା କାରଣ ଏହା ତୁମ୍ଭର ଇଚ୍ଛା ଥିଲା। ତୁମ୍ଭେ ଧନ, ସମ୍ପତ୍ତି ବା ସମ୍ମାନ ମାଗିଲ ନାହିଁ। ତୁମ୍ଭ ଶତ୍ରୁମାନଙ୍କର ବିନାଶ ତୁମ୍ଭେ ଚାହିଁଲ ନାହିଁ। ପୁଣି ତୁମ୍ଭର ଦୀର୍ଘାଯୁ ମଧ୍ଯ ତୁମ୍ଭେ ମାଗିଲ ନାହିଁ। ତୁମ୍ଭେ କବଳେ ଜ୍ଞାନ ଓ ବୁଦ୍ଧି ମାଗିଲ, ଯେପରି ତୁମ୍ଭେ ମାରେ ଲୋକମାନଙ୍କୁ ବୁଦ୍ଧିମାନ ରେ ନିଷ୍ପତ୍ତି ଦଇପୋର, ଯେଉଁ ଲୋକମାନଙ୍କୁ ଶାସନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ମନୋନୀତ କରିଛୁ।
11 Então Deus disse a Salomão: Porquanto houve isto no teu coração, e não pediste riquezas, bens, ou honra, nem a morte dos que te odeiam, nem tampouco pediste muitos dias de vida, mas pediste para ti sabedoria e conhecimento, para poderes julgar a meu povo, sobre o qual te constituí rei,
12 ଏଣୁ ଆମ୍ଭେ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ରେ ପୂର୍ଣ୍ଣ କରିବା। ଆଉ ମଧ୍ଯ ଆମ୍ଭେ ତୁମ୍ଭକୁ ଧନ, ସମ୍ପତ୍ତି ଓ ସମ୍ମାନ ପ୍ରଦାନ କରିବା। ତୁମ୍ଭ ପୂର୍ବରୁ କୌଣସି ରାଜାର ଏପରି ଧନ ବା ସମ୍ମାନ ନ ଥିଲା। ଏବଂ ଭବିଷ୍ଯତ ରେ ମଧ୍ଯ କୌଣସି ରାଜାର ଏପରି ଧନସମ୍ମାନ ରହିବ ନାହିଁ।
12 Sabedoria e conhecimento te são dados; e te darei riquezas, bens e honra, quais não teve nenhum rei antes de ti, e nem depois de ti haverá.
13 ତା'ପରେ ଶଲୋମନ ସମାଗମ ତମ୍ବୁକୁ ତ୍ଯାଗ କଲେ ଏବଂ ଯେଉଁଟାକି ଗିବିଯୋନ ରେ ଏକ ଉପାସନା ସ୍ଥଳ ରେ ଥିଲା, ୟିରୁଶାଲମକୁ ଇଶ୍ରାୟେଲର ରାଜା ଫରେିଗଲେ ଓ ଶାସନ କଲେ।
13 Assim Salomão veio a Jerusalém, do alto que estava em Gibeom, de diante da tenda da congregação; e reinou sobre Israel.
14 ତାଙ୍କର ସୈନ୍ଯଦଳ ନିମନ୍ତେ ଶଲୋମନ ଘାଡ଼ୋସବୁ ଓ ରଥସବୁ ସଂଗ୍ରହ କରିବାକୁ ଆରମ୍ଭ କଲେ। ଶଲୋମନ 1,400 ଟି ରଥ ଓ 12,000 ଅଶ୍ବ ସଂଗ୍ରହ କଲେ। ଶଲୋମନ ସମାନଙ୍କେୁ ରଥର ସହର ରେ ରଖିଲେ। ଆଉ କେତକଙ୍କେୁ ଶଲୋମନ ୟିରୁଶାଲମ ରେ ରାଜାଙ୍କ ନିକଟରେ ରଖିଲେ।
14 E Salomão ajuntou carros e cavaleiros, e teve mil e quatrocentos carros, e doze mil cavaleiros; os quais pôs nas cidades dos carros, e junto ao rei em Jerusalém.
15 ଯେତେ ପରିମାଣ ରେ ପଥର, ଏରସ କାଠ, ସିକ ମାରେ କାଠ ୟିରୁଶାଲମ ରେ ଥିଲା, ରାଜା େସତେ ପରିମାଣର ସୁନା ଓ ରୂପା ଆଣିଲେ।
15 E fez o rei que houvesse ouro e prata em Jerusalém como pedras; e cedros em tanta abundância como figueiras bravas que há pelas campinas.
16 କ୍ଯୁଏ ଏବଂ ମିଶରରୁ ଶଲୋମନ ଘାଡ଼ୋସବୁ କିଣିଲେ। ରାଜାଙ୍କର ବଣିକମାନେ ଘାଡ଼ାସବୁ କିଣିବାକୁ କ୍ଯୁଏକୁ ଗଲେ।
16 E os cavalos, que tinha Salomão, eram trazidos do Egito; e os mercadores do rei os recebiam em tropas, cada uma pelo seu preço.
17 ଶଲୋମନଙ୍କ ବପୋରିମାନେ ମିଶରରୁ ଗୋଟିଏ ରଥକୁ 600 ରୂପା ମୁଦ୍ରା ଏବଂ ଗୋଟିଏ ଘାଡ଼ୋକୁ 150 ରୂପା ମୁଦ୍ରା ଦଇେ କିଣିଲେ। ଏହାପରେ ବପୋରିମାନେ ଘାଡ଼ୋ ଓ ରଥସବୁ ହିତ୍ତୀଯ ଓ ଅରାମ ଲୋକମାନଙ୍କର ସମସ୍ତ ରାଜାମାନଙ୍କୁ ବିକିଲେ।
17 E faziam subir e sair do Egito cada carro por seiscentos siclos de prata, e cada cavalo por cento e cinqüenta; e assim, por meio deles eram para todos os reis dos heteus, e para os reis da Síria.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Crônicas 1, comparar traduções ou montar um estudo — tudo direto pelo WhatsApp.