2 Crônicas 19
Oriya Bible (GL_ORIYA) vs BKJ
1 ଯିହୁଦାର ରାଜା ଯିହାଶାଫେଟ୍ ନିରାପଦ ରେ ୟିରୁଶାଲମ ରେ ନିଜ ଗୃହକୁ ଫରେି ଆସିଲେ।
1 E Josafá, o rei de Judá, retornou em paz para a sua casa em Jerusalém.
2 ଦ୍ରଷ୍ଟା ଯହେୂ ଯିହାଶାଫେଟ୍ଙ୍କୁ ଭଟେିବାକୁ ଗଲେ। ଯହେୂଙ୍କର ପିତାଙ୍କର ନାମ ହନାନି ଥିଲା। ଯହେୂ ରାଜା ଯିହାଶାଫେଟ୍କୁ କହିଲେ, ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାୟ୍ଯ କଲ ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସହେି ଲୋକମାନଙ୍କୁ ପ୍ ରମେ କଲ ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କୋର୍ଧ କରିଅଛନ୍ତି।
2 E Jeú, o filho de Hanani, o vidente, saiu a seu encontro, e disse ao rei Josafá: Deverias tu ajudar os ímpios, e amar aqueles que odeiam o SENHOR? Por isso virá sobre ti grande ira da parte do SENHOR.
3 କିନ୍ତୁ ତୁମ୍ଭେ ଜୀବନ ରେ କେତକେ ଉତ୍ତମ ବିଷଯ କରିଅଛ। ତୁମ୍ଭେ ଏହି ଦେଶରୁ ଆଶରୋ ସ୍ତମ୍ଭଗୁଡ଼ିକୁ ଧ୍ବଂସ କରି ଦଇେଅଛ ଓ ତୁମ୍ଭେ ପରମେଶ୍ବରଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭ ଅନ୍ତର ରେ ସିଦ୍ଧାନ୍ତ ନଇେଅଛ।
3 Todavia, há boas coisas encontradas em ti, ao teres removido os bosques da terra, e teres preparado o teu coração para buscares a Deus.
4 ଯିହାଶାଫେଟ୍ ୟିରୁଶାଲମ ରେ ବାସ କରୁଥିଲେ। ସେ ବେର୍ଶବୋର ଲୋକମାନଙ୍କ ମଧ୍ଯରୁ ଇଫ୍ରଯିମ୍ର ପାର୍ବତ୍ଯମଯ ଦେଶକୁ ବାହାରି ଗଲେ। ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ସହେି ଲୋକମାନଙ୍କୁ ଯିହାଶାଫେଟ୍ ପୁଣି ଫରୋଇ ଆଣିଲେ, ୟିଏ କି ସମାନଙ୍କେର ପୂର୍ବପୁରୁଷଗଣଙ୍କର ଅନୁସରଣ କରୁଥିଲେ।
4 E Josafá habitou em Jerusalém; e ele saiu novamente pelo meio do povo, de Berseba até o monte Efraim, e os trouxe de volta ao SENHOR Deus dos seus pais.
5 ଯିହାଶାଫେଟ୍ ଯିହୁଦାର ସମସ୍ତ ନଗର ରେ ବିଚାରକର୍ତ୍ତାମାନଙ୍କୁ ନିୟୁକ୍ତ କଲେ। ଯିହୁଦାର ପ୍ରତିଟି ସୁଦୃଢ଼ ଦୁର୍ଗ ରେ ରହିବା ନିମନ୍ତେ ସେ ବିଚାରକର୍ତ୍ତାମାନଙ୍କୁ ନିୟୁକ୍ତ କଲେ।
5 E ele pôs juízes na terra, em todas as cidades fortificadas de Judá, cidade por cidade,
6 ଯିହାଶାଫେଟ୍ ଏହି ବିଚାରକର୍ତ୍ତାମାନଙ୍କୁ କହିଲେ, ତୁମ୍ଭମାନେେ ଯାହା କହୁଅଛ, ସେ ବିଷଯ ରେ ବିଶଷେ ସାବଧାନ ହୁଅ, କାରଣ ଲୋକମାନେ ବିଚାର କଲା ପରି ତୁମ୍ଭମାନେେ ନିଶ୍ଚିତ ସପରେି ବିଚାର କରିବ ନାହିଁ, କିନ୍ତୁ ସଦାପ୍ରଭୁଙ୍କ ପରି କରିବ। ଯେତବେେଳେ ତୁମ୍ଭମାନେେ ଗୋଟିଏ ନିଷ୍ପତ୍ତି ନବେ, ସେତବେେଳେ ସଦାପ୍ରଭୁ ତୁମ୍ଭ ସହିତ ଥିବେ।
6 e disse aos juízes: Vede o que fazeis; porque não julgais da parte do homem, senão da parte do SENHOR, e ele está convosco quando julgardes.
7 ବର୍ତ୍ତମାନ ତୁମ୍ଭମାନେେ ପ୍ରେତ୍ୟକକ ସଦାପ୍ରଭୁଙ୍କୁ ନିତାନ୍ତ ଭୟ କରିବ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ନ୍ଯାଯବାନ ଅଟନ୍ତି, ତେଣୁ ତୁମ୍ଭମାନେେ ଯାହା କର, ସେ ବିଷଯ ରେ ବିଶଷେ ସାବଧାନ ହୁଅ। ସଦାପ୍ରଭୁ କୌଣସି ମନୁଷ୍ଯକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ବ ଦିଅନ୍ତି ନାହିଁ। ଆଉ, ସେ ତାଙ୍କର ନିଷ୍ପତ୍ତି ବଦଳାଇବାକୁ ଲାଞ୍ଚ ନିଅନ୍ତି ନାହିଁ।
7 Porquanto, agora, que o temor do SENHOR seja sobre vós; atentai e fazei-o; porque não há iniquidade com o SENHOR nosso Deus, nem acepção de pessoas, nem aceitação de presentes.
8 ୟିରୁଶାଲମ ରେ ୟିହୋଶାଫଟ୍ କେତକେ ଲବେୀୟ, ଯାଜକ ଓ ଇଶ୍ରାୟେଲୀୟ ବଂଶର ନେତାମାନଙ୍କୁ ବିଚାରକର୍ତ୍ତା ରୂପେ ମନୋନୀତ କଲେ। ୟିରୁଶାଲମର ଲୋକମାନଙ୍କର ସମସ୍ଯା ସମାଧାନ କରିବା ନିମନ୍ତେ ଏହି ଲୋକମାନଙ୍କୁ ସଦାପ୍ରଭୁଙ୍କ ନିଯମ ବ୍ଯବହାର କରିବାର ଥିଲା।
8 Além disso, em Jerusalém Josafá colocou os levitas, e os sacerdotes, e os chefes dos pais de Israel, para o juízo do SENHOR, e para controvérsias, e voltaram a Jerusalém.
9 ଯିହାଶାଫେଟ୍ ସମାନଙ୍କେୁ କେତକେ ଆଦେଶ ଦେଲେ। ଯିହାଶାଫେଟ୍ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର ସମସ୍ତ ଅନ୍ତଃକରଣ ସହିତ ବିଶ୍ବସ୍ତ ଭାବରେ ସବୋ କରିବ, ତୁମ୍ଭମାନେେ ସଦାପ୍ରଭୁଙ୍କୁ ଭୟ କରିବ।
9 E ele os encarregou, dizendo: Assim fareis no temor do SENHOR, fielmente, e com um coração perfeito.
10 ତୁମ୍ଭମାନଙ୍କ ନିକଟକୁ ହତ୍ଯା, ଆଇନ୍ ଅମାନ୍ଯ, ଶାସନ ଓ ଅନ୍ୟ ଆଇନ୍ ସମ୍ପର୍କିତ ମାମଲାମାନ ଆସିବ, ଏହିସବୁ ମାମଲା ଏହି ନଗର ରେ ବାସ କରୁଥିବା ତୁମ୍ଭମାନଙ୍କର ଭ୍ରାତାମାନଙ୍କର ମଧ୍ଯରୁ ହିଁ ଆସିବ। ଏହିସବୁ ମାମଲା ରେ ତୁମ୍ଭମାନେେ ଲୋକମାନଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ ନ କରିବା ନିମନ୍ତେ ସତର୍କ କରାଇଦବେ। ଯଦି ତୁମ୍ଭମାନେେ ବିଶ୍ବସ୍ତ ଭାବେ ସବୋ କରିବ ନାହିଁ, ତବେେ ତୁମ୍ଭ ବିରୁଦ୍ଧ ରେ ଓ ତୁମ୍ଭମାନଙ୍କ ଭ୍ରାତାମାନଙ୍କ ବିରୁଦ୍ଧ ରେ ସଦାପ୍ରଭୁଙ୍କ କୋପ ବର୍ତ୍ତିବ। ଏହିପରି କର, ତବେେ ତୁମ୍ଭମାନେେ ଦୋଷୀ ହବେ ନାହିଁ।
10 E qualquer que seja a causa que vier até vós dos vossos irmãos que habitam nas cidades, entre sangue e sangue, entre lei e mandamento, estatutos e juízos, vós, adverti-los-ei para que não transgridam contra o SENHOR, e assim venha a ira sobre vós, e sobre os vossos irmãos; fazei isso, e vós não transgredireis.
11 ଅମରିଯ ପ୍ରଧାନ ଯାଜକ ଅଟନ୍ତି। ସଦାପ୍ରଭୁଙ୍କ ସଂମ୍ପର୍କିତ ସମସ୍ତ ବିଷଯ ରେ ସେ ତୁମ୍ଭମାନଙ୍କର ମାଲିକ ହବେେ। ଆଉ ରାଜାଙ୍କ ସଂମ୍ପର୍କିତ ସମସ୍ତ ବିଷଯ ରେ ସବଦିଯ ତୁମ୍ଭମାନଙ୍କର ମାଲିକ ହବେେ। ସବଦିଯଙ୍କ ପିତାଙ୍କର ନାମ ଇଶ୍ମାଯଲେ ଅଟେ। ସବଦିଯ ଯିହୁଦା ଗୋଷ୍ଠୀର ଜଣେ ନେତା ଅଟନ୍ତି। ଆହୁରି ମଧ୍ଯ, ଲବେୀୟମାନେ ତୁମ୍ଭମାନଙ୍କୁ ସାହାୟ୍ଯ କରିବେ ଯାହା ତୁମ୍ଭର ଦରକାର। ତୁମ୍ଭମାନେେ ସମସ୍ତ କାର୍ୟ୍ଯ ସାହସର ସହିତ କର। ଯେଉଁମାନେ ଯଥାର୍ଥ କର୍ମ କରନ୍ତି, ସଦାପ୍ରଭୁ ସମାନଙ୍କେର ସହିତ ରହନ୍ତି।
11 E, eis que Amarias, o sumo sacerdote está sobre vós em todas as questões do SENHOR; e Zebadias, o filho de Ismael, o soberano da casa de Judá, em todos os assuntos do rei; também os levitas serão oficiais diante de vós. Procedei corajosamente, e o SENHOR será com os bons.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Crônicas 19, comparar traduções ou montar um estudo — tudo direto pelo WhatsApp.