2 Crônicas 17

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଆସାଙ୍କ ସ୍ଥାନ ରେ ଯିହାଶାଫେଟ୍ ଯିହୁଦାର ନୂତନ ରାଜା ହେଲେ। ଯିହାଶାଫେଟ୍ ଆସାଙ୍କର ପୁତ୍ର ଥିଲେ। ଯିହାଶାଫେଟ୍ ଯିହୁଦାକୁ ଆହୁରି ବଳିଷ୍ଠ କଲେ, ଯେପରି ସମାନେେ ଇଶ୍ରାୟେଲ ବିରୁଦ୍ଧ ରେ ଲଢ଼ଇେ କରିପାରିବେ।
1 Josafá, filho de Asa, foi seu sucessor. Ele fortaleceu Judá, para que pudesse resistir a Israel.
2 ଯିହୁଦାର ଯେଉଁ ସହରଗୁଡ଼ିକ ଦୁର୍ଗମାନଙ୍କ ରେ ପରିଣତ ହାଇେଥିଲା, ସେ ସଠାେରେ ସୈନ୍ଯମାନଙ୍କୁ ସ୍ଥାପନ କଲେ। ୟିହୋଶାଫଟ୍ ତାଙ୍କର ପିତା ଆସା ଅଧିକାର କରିଥିବା ଯିହୁଦା ଓ ଇଫ୍ରଯିମର ସହରଗୁଡ଼ିକରେ ଦୁର୍ଗମାନ ନିର୍ମାଣ କଲେ।
2 Colocou tropas em todas as cidades fortificadas de Judá e designou guarnições adicionais para a terra de Judá e para as cidades de Efraim que seu pai, Asa, havia conquistado.
3 ସଦାପ୍ରଭୁ ଯିହାଶାଫେଟ୍ଙ୍କ ସହିତ ଥିଲେ, କାରଣ ଯିହାଶାଫେଟ୍ ଆରମ୍ଭରୁ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ତୁଲ୍ଯ ଉତ୍ତମ କର୍ମମାନ କରିଥିଲେ। ଯିହାଶାଫେଟ୍ ବାଲ୍ ପ୍ରତିମାମାନଙ୍କର ଉପାସନା କଲେ ନାହିଁ।
3 O S enhor esteve com Josafá, pois ele seguiu o exemplo dos primeiros anos de seu pai e não adorou as imagens de Baal.
4 ଯିହାଶାଫେଟ୍ଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ବରଙ୍କର ଅନୁଗାମୀ ହାଇେଥିଲେ, ଯିହାଶାଫେଟ୍ ତାଙ୍କର ଅନ୍ବଷେଣ କଲେ। ସେ ପରମେଶ୍ବରଙ୍କ ଆଜ୍ଞା ସକଳର ଅନୁଗାମୀ ହେଲେ। ସେ ପରମେଶ୍ବରଙ୍କ ଆଜ୍ଞା ସକଳର ଅନୁଗାମୀ ହେଲେ। ଇଶ୍ରାୟେଲର ଲୋକମାନେ ଯେପରି ଜୀବନ କାଟୁଥିଲେ, ସେ ସେପ୍ରକାର ଜୀବନ କାଟୁ ନ ଥିଲେ।
4 Buscou o Deus de seu pai e obedeceu a seus mandamentos, em vez de seguir as práticas perversas do reino de Israel.
5 ସଦାପ୍ରଭୁ ଯିହାଶାଫେଟ୍ଙ୍କୁ ଯିହୁଦାର ଏକ ଅତି ଶକ୍ତିଶାଳୀ ରାଜା କଲେ। ଯିହୁଦାର ସମସ୍ତ ଲୋକ ଯିହାଶାଫେଟ୍ଙ୍କ ନିମନ୍ତେ ଉପହାରମାନ ଆଣିଲେ। ତେଣୁ ୟିହୋଶାଫଟଙ୍କର ଧନସମ୍ପଦ ଓ ସମ୍ମାନ ପ୍ରଚୁର ହେଲା।
5 Por isso, o S enhor estabeleceu o controle de Josafá sobre o reino de Judá. Todo o povo de Judá trazia tributos a Josafá, e ele se tornou muito rico e respeitado.
6 ଯିହାଶାଫେଟ୍ ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ ହାଇେଥିଲେ। ସେ ସମସ୍ତ ଉଚ୍ଚସ୍ଥାନ ଓ ଆଶରୋ ସ୍ତମ୍ଭଗୁଡ଼ିକୁ ଯିହୁଦା ଦେଶରୁ ଫୋପାଡ଼ି ଦେଲେ।
6 Comprometeu-se de coração a seguir os caminhos do S enhor . Removeu de Judá os santuários idólatras e os postes de Aserá.
7 ଯିହାଶାଫେଟ୍ ତାଙ୍କର ନେତାଗଣଙ୍କୁ ଯିହୁଦାର ସହରମାନଙ୍କୁ ଶିକ୍ଷା ଦବୋ ନିମନ୍ତେ ପଠାଇଲେ। ଏହା ଯିହାଶାଫେଟ୍ଙ୍କ ରାଜତ୍ବର ତୃତୀୟ ବର୍ଷ ରେ ଘଟିଲା। ସହେି ନେତାମାନେ ଥିଲେ ବିନ୍ହଯିଲ, ଓବଦିଯ, ଜିଖରିଯ, ନଥନେଲ୍ ଓ ମୀଖାଯ,
7 No terceiro ano de seu reinado, enviou seus oficiais Ben-Hail, Obadias, Zacarias, Natanael e Micaías para ensinarem em todas as cidades de Judá.
8 ୟିହୋଶାଫଟ୍ ଏହି ନେତାମାନଙ୍କ ସହିତ ଲବେୀୟମାନଙ୍କୁ ମଧ୍ଯ ପଠାଇଲେ। ସହେି ଲବେୀୟମାନେ ଥିଲେ ଶମଯିଯ, ନଥନିଯ, ସବ୍ଦିଯ, ଅସା ହେଲ, ଶମୀରାମାେତ୍, ୟିହୋନାଥନ, ଅଦୋନିଯ, ଟୋବିୟ, ଟୋବଦୋନିଯ, ଇଲୀଶାମା, ୟି ହରୋମ୍ ଓ ଯାଜକମାନଙ୍କୁ ମଧ୍ଯ ପଠାଇଲେ।
8 Com eles foram os levitas Semaías, Netanias, Zebadias, Asael, Semiramote, Jônatas, Adonias, Tobias e Tobe-Adonias e os sacerdotes Elisama e Jeorão.
9 ସହେି ନେତା ଓ ଲବେୀୟ ଓ ଯାଜକମାନେ ଯିହୁଦାର ଲୋକମାନଙ୍କୁ ଶିକ୍ଷା ଦେଲେ। ସମାନଙ୍କେ ନିକଟରେ ସଦାପ୍ରଭୁଙ୍କ ନିଯମପୁସ୍ତକ ଥିଲା। ସମାନେେ ଯିହୁଦାର ସମସ୍ତ ସହର ମଧ୍ଯ ଦଇଗେଲେ ଓ ଲୋକମାନଙ୍କୁ ଶିକ୍ଷା ଦେଲେ।
9 Eles levaram consigo cópias do Livro da Lei do S enhor e foram por todas as cidades de Judá, ensinando o povo.
10 ଯିହୁଦା ନିକଟସ୍ଥ ଦେଶଗୁଡ଼ିକ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ସେଥି ନିମନ୍ତେ ସମାନେେ ଯିହାଶାଫେଟ୍ଙ୍କ ବିରୁଦ୍ଧ ରେ ୟୁଦ୍ଧ ଆରମ୍ଭ କଲେ ନାହିଁ।
10 Então o temor do S enhor caiu sobre todos os reinos vizinhos, de modo que nenhum deles declarou guerra a Josafá.
11 କେତକେ ପଲେଷ୍ଟୀୟ ଲୋକ ଯିହାଶାଫେଟ୍ଙ୍କ ନିମନ୍ତେ ଉପହାରମାନ ଆଣିଲେ। ଆହୁରି ମଧ୍ଯ ସମାନେେ ୟିହୋଶାଫଟ୍ଙ୍କ ନିମନ୍ତେ ରୂପା ଆଣିଲେ। କେତକେ ଆରବୀଯ ଲୋକ ଯିହାଶାଫେଟ୍ଙ୍କ ନିମନ୍ତେ ପଶୁପଲ ଭଟେୀ ସ୍ବରୂପେ ଆଣିଲେ। ସମାନେେ ତାଙ୍କୁ 7,700 ଗୋଟି ଛଳେି ଓ 7,700 ଗୋଟି ମେଣ୍ଢା ଦେଲେ।
11 Alguns filisteus trouxeram presentes e prata como tributo, e os árabes trouxeram 7.700 carneiros e 7.700 bodes.
12 ଯିହାଶାଫେଟ୍ କ୍ରମେ ଅଧିକରୁ ଅଧିକ ପରାକ୍ରମୀ ହାଇେ ଉଠିଲେ। ସେ ଯିହୁଦା ଦେଶ ରେ ଅନକେ ଦୁର୍ଗ ଓ ଭଣ୍ଡାର ନଗରମାନ ନିର୍ମାଣ କଲେ।
12 Josafá se tornou cada vez mais poderoso e construiu fortalezas e cidades para servirem como centros de armazenamento em toda a terra de Judá.
13 ସେ ଯିହୁଦା ନଗର ରେ ବହୁତ କିଛି ରଖିଲେ। ଆଉ ଯିହାଶାଫେଟ୍ ୟିରୁଶାଲମ ରେ ତାଲିମପ୍ରାପ୍ତ ସୈନ୍ଯମାନଙ୍କୁ ରଖିଲେ।
13 Guardou muitos suprimentos nas cidades de Judá e colocou em Jerusalém um exército com guerreiros experientes.
14 ସହେି ସୈନ୍ଯମାନଙ୍କୁ ସମାନଙ୍କେ ପରିବାରବର୍ଗ ରେ ତାଲିକାଭୁକ୍ତ କରାଗଲା। ୟିରୁଶାଲମ ରେ ଅବସ୍ଥାପିତ ସହେି ସୈନ୍ଯମାନଙ୍କର ତାଲିକା ଏହି :
14 Seu exército foi registrado de acordo com os clãs. De Judá havia 300 mil soldados organizados em grupos de mil, sob o comando de Adna.
15 ଯିହାହୋନନ୍ 2,80,000 ସୈନ୍ଯଙ୍କର ସନୋଧ୍ଯକ୍ଷ ଥିଲେ,
15 Em seguida, vinha Joanã, que comandava 280 mil soldados.
16 ଅମସିଯ 2,00,000 ସୈନ୍ଯଙ୍କର ସନୋଧ୍ଯକ୍ଷ ଥିଲେ। ୟିଖ୍ରିଙ୍କର ପୁତ୍ର ଅମସିଯ ସଦାପ୍ରଭୁଙ୍କ ସବୋ କରିବା ନିମନ୍ତେ ଶପଥ କରିଥିଲେ।
16 Depois dele vinha Amazias, filho de Zicri, que se apresentou voluntariamente para o serviço do S enhor e que comandava 200 mil soldados.
17 ବିନ୍ଯାମୀନ୍ ଗୋଷ୍ଠୀର ଏହିମାନେ ସନୋଧ୍ଯକ୍ଷ ଥିଲେ : ଇଲିଯାଦାଙ୍କର 2,00,000 ଜଣ ସୈନ୍ଯ ଥିଲେ, ଯେଉଁମାନେ ଧନୁ, ତୀର ଓ ଢ଼ାଲ ବ୍ଯବହାର କରୁଥିଲେ। ଇଲିଯାଦା ଜଣେଅତି ସାହସୀ ସୈନ୍ଯ ଥିଲେ।
17 De Benjamim havia 200 mil soldados equipados com arcos e escudos. Seu comandante era Eliada, guerreiro experiente.
18 ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ୟୁହୋଷାବଦଙ୍କର 1,80,000 ଜଣ ସୈନ୍ଯ ଥିଲେ।
18 Em seguida, vinha Jozabade, que comandava 180 mil homens armados.
19 ସହେିସବୁ ସୈନ୍ଯମାନେ ରାଜା ଯହେୋଶାଫଟ୍ଙ୍କର ସବୋ କରୁଥିଲେ। ଯିହୁଦା ଦେଶସାରା ଥିବା ଦୁର୍ଗଗୁଡ଼ିକରେ ରାଜାଙ୍କର ଆହୁରି ଅନ୍ୟ ଲୋକମାନେ ମଧ୍ଯ ଥିଲେ।
19 Essas eram as tropas que estavam à disposição do rei, além daquelas que ele havia colocado nas cidades fortificadas em toda a terra de Judá.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Crônicas 17, comparar traduções ou montar um estudo — tudo direto pelo WhatsApp.