2 Crônicas 15

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ପରମେଶ୍ବର ଆତ୍ମା ଅସରିଯଙ୍କ ଉପରେ ଆସି ଅଧିଷ୍ଠାନ କଲା। ଅସରିଯ ଓବଦଙ୍କେ ପୁତ୍ର ଥିଲେ।
1 Então veio o Espírito de Deus sobre Azarias, filho de Odede.
2 ଅସରିଯ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିଯ କହିଲେ, ଆସା ଓ ଯିହୁଦା ଏବଂ ବିନ୍ଯାମୀନର ଲୋକ ସମସ୍ତେ, ତୁମ୍ଭମାନେେ ମାେ କଥା ଶୁଣ। ତୁମ୍ଭମାନେେ ଯେତବେେଳେ ପରମେଶ୍ବରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତ ରେ ଥିଲେ। ତୁମ୍ଭମାନେେ ଯଦି ସଦାପ୍ରଭୁଙ୍କୁ ଖାଜେିବ, ତବେେ ତୁମ୍ଭମାନେେ ତାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭମାନେେ ତାଙ୍କୁ ପରିତ୍ଯାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ଯାଗ କରିବେ।
2 E saiu ao encontro de Asa, e disse-lhe: Ouvi-me, Asa, e todo o Judá e Benjamim: O Senhor está convosco, enquanto vós estais com ele, e, se o buscardes, o achareis; porém, se o deixardes, vos deixará.
3 ପ୍ରକୃତ ରେ ଇଶ୍ରାୟେଲ ଦୀର୍ଘକାଳ ପର୍ୟ୍ଯନ୍ତ ପରମେଶ୍ବରଙ୍କ ବିନା ରହିଥିଲା। ଆଉ ସମାନେେ ଜଣେ ଶିକ୍ଷାଗୁରୁ ଯାଜକ ଓ ନିଯମ ବିନା ରହୁଥିଲେ।
3 E Israel esteve por muitos dias sem o verdadeiro Deus, e sem sacerdote que o ensinasse, e sem lei.
4 କିନ୍ତୁ ଯେତବେେଳେ ଇଶ୍ରାୟେଲ ଲୋକମାନେ ଦୁଃଖ ପାଇଲେ, ସମାନେେ ପୁନର୍ବାର ସଦାପ୍ରଭୁ ପରମେଶ୍ବରଙ୍କ ପ୍ରତି ଫରେିଲେ। ସେ ଇଶ୍ରାୟେଲର ପରମେଶ୍ବର ଅଟନ୍ତି। ସମାନେେ ସଦାପ୍ରଭୁଙ୍କୁ ଖାଜେିଲେ, ଆଉ ସମାନେେ ତାଙ୍କୁ ପାଇଲେ।
4 Mas quando na sua angústia voltaram para o Senhor Deus de Israel, e o buscaram, o acharam.
5 ସହେି ଦୁର୍ଦ୍ଦଶାର ସମୟରେ କୌଣସି ବ୍ଯକ୍ତି ସୁରକ୍ଷିତ ଭାବରେ ୟାତ୍ରା କରିପାରୁ ନ ଥିଲେ। ସହେି ଦେଶର ସମସ୍ତ ବାସିନ୍ଦା ଅସୁବିଧା ରେ ପଡ଼ିଲେ।
5 E naqueles tempos não havia paz, nem para o que saía, nem para o que entrava, mas muitas perturbações sobre todos os habitantes daquelas terras.
6 ଗୋଟିଏ ଦେଶ ଆଉ ଏକ ଦେଶକୁ ବିନାଶ କରୁଥିଲା ଓ ଗୋଟିଏ ନଗର ଆଉ ଗୋଟିଏ ନଗରକୁ ଧ୍ବଂସ କରୁଥିଲା। ପରମେଶ୍ବର ସମାନଙ୍କେ ପ୍ରତି ସବୁ ପ୍ରକାର ଦୁର୍ଦ୍ଦଶା ଘଟାଉ ଥିବାରୁ ଏହିପରି ଘଟୁଥିଲା।
6 Porque nação contra nação e cidade contra cidade se despedaçavam; porque Deus os perturbara com toda a angústia.
7 କିନ୍ତୁ ଆସ, ତୁମ୍ଭେ ଓ ଯିହୁଦା ଏବଂ ବିନ୍ଯାମୀନର ଲୋକ ସମସ୍ତେ ଦୃଢ଼ ହୁଅ। ଦୁର୍ବଳ ହୁଅ ନାହିଁ, କାରଣ ତୁମ୍ଭମାନେେ ତୁମ୍ଭମାନଙ୍କର ଉତ୍ତମ କାର୍ୟ୍ଯ ନିମନ୍ତେ ପୁରସ୍କାର ପାଇବ।
7 Mas esforçai-vos, e não desfaleçam as vossas mãos; porque a vossa obra tem uma recompensa.
8 ଆସା ଓବେଦ୍ ଭବିଷ୍ଯଦ୍ବକ୍ତାଙ୍କଠାରୁ ଏହି ସମସ୍ତ ବାର୍ତ୍ତା ଶୁଣି ଉତ୍ସାହ ଅନୁଭବ କଲେ। ଏହାପରେ ସେ ଯିହୁଦା ଓ ବିନ୍ଯାମୀନର ସମସ୍ତ ଅଞ୍ଚଳରୁ ଘୃଣ୍ଯ ପ୍ରତିମାଗୁଡ଼ିକ ଦୂର କରି ଦେଲେ। ଆସା ଇଫ୍ରଯିମ୍ର ପାର୍ବତ୍ଯମଯ ଦେଶର ଯେଉଁ ସହରଗୁଡ଼ିକ ଅଧିକାର କରିଥିଲେ, ସହେି ସହରଗୁଡ଼ିକରୁ ମଧ୍ଯ ସହେି ଘୃଣ୍ଯ ପ୍ରତିମାଗୁଡ଼ିକ ବାହାର କରି ଦେଲେ। ଆଉ ସେ ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ୟଜ୍ଞବଦେୀକୁ ମରାମତି କଲେ।
8 Ouvindo, pois, Asa estas palavras, e a profecia do profeta Odede, cobrou ânimo e tirou as abominações de toda a terra, de Judá e de Benjamim, como também das cidades que tomara nas montanhas de Efraim, e renovou o altar do Senhor, que estava diante do pórtico do Senhor.
9 ଏହାପରେ ଆସା ଯିହୁଦା ଓ ବିନ୍ଯାମୀନର ସମସ୍ତ ଲୋକଙ୍କୁ ଏକତ୍ରୀତ କଲେ। ସେ ଆହୁରି ମଧ୍ଯ ଇଫ୍ରଯିମ, ମନଃଶି ଓଶିମିଯୋନ ବଂଶର ଲୋକମାନଙ୍କୁ ଏକତ୍ରୀତ କଲେ, ଯେଉଁମାନେ ଇଶ୍ରାୟେଲ ଦେଶରୁ ବାହାରି ଯିହୁଦା ଦେଶ ରେ ବାସ କରିବାକୁ ଆସିଥିଲେ, ସହେି ଲୋକମାନଙ୍କ ମଧିଅରେ ଅଧିକାଂଶ ଲୋକ ଯିହୁଦା ଦେଶକୁ ଚାଲି ଆସିଥିଲେ, କାରଣ ସମାନେେ ଦେଖିଲେ ଯେ, ସଦାପ୍ରଭୁ, ଆସାଙ୍କର ପରମେଶ୍ବର, ଆସାଙ୍କର ସହିତ ଅଛନ୍ତି।
9 E reuniu a todo o Judá, e Benjamim, e com eles os estrangeiros de Efraim e Manassés, e de Simeão; porque muitos de Israel tinham passado a ele, vendo que o Senhor seu Deus era com ele.
10 ଆସାଙ୍କ ରାଜତ୍ବର ପନ୍ଦରତମ ବର୍ଷର ତୃତୀୟ ମାସ ରେ ଆସା ଓ ସହେି ଲୋକ ସମସ୍ତେ ୟିରୁଶାଲମ ରେ ଏକତ୍ରୀତ ହେଲେ।
10 E ajuntaram-se em Jerusalém no terceiro mês; no ano décimo do reinado de Asa.
11 ସହେି ସମୟରେ ସମାନେେ 700 ବଳଦ, 7 ,000 ଛଳେି ଓ ମେଣ୍ଢା ସଦାପ୍ରଭୁଙ୍କ ନିକଟରେ ବଳିଦାନ ଦେଲେ। ଆସାଙ୍କ ସୈନ୍ଯମାନେ ସହେିସବୁ ପଶୁପଲ ଓ ଅନ୍ଯାନ୍ଯ ବହୁମୂଲ୍ଯ ପଦାର୍ଥ ସବୁକୁ ସମାନଙ୍କେର ଶତ୍ରୁଗଣଠାରୁ ଲୁଟି ନଇେଥିଲେ।
11 E no mesmo dia ofereceram em sacrifício ao Senhor, do despojo que trouxeram, setecentos bois e sete mil ovelhas.
12 ସମାନେେ ସମାନଙ୍କେର ସମସ୍ତ ହୃଦଯ ଓ ସମସ୍ତ ଆତ୍ମା ସହିତ ସଦାପ୍ରଭୁ ପରମେଶ୍ବରଙ୍କର ସବୋ କରିବେ ବୋଲି ଏକ ଚୁକ୍ତି କଲେ। ସମାନଙ୍କେର ପୂର୍ବପୁରୁଷମାନେ ସହେି ପରମେଶ୍ବରଙ୍କର ହିଁ ସବୋ ଆରାଧନା କରୁଥିଲେ।
12 E entraram na aliança para buscarem o Senhor Deus de seus pais, com todo o seu coração, e com toda a sua alma;
13 ଯେଉଁ ବ୍ଯକ୍ତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ଉପାସନା କରିବାକୁ ମନା କଲା, ସେ ମୃତ୍ଯୁଦଣ୍ଡ ଭୋଗ କରୁଥିଲା। ସହେି ବ୍ଯକ୍ତି ଜଣେ ବିଖ୍ଯାତ ବ୍ଯକ୍ତି ହେଉ କି ନ ହେଉ, କିଅବା ସହେି ବ୍ଯକ୍ତି ଜଣେ ପୁରୁଷ ହେଉ ଅବା ନାରୀ ହେଉ, ସେଥି ରେ କିଛି ଫରକ ପଡ଼ୁ ନ ଥିଲା।
13 E de que todo aquele que não buscasse ao Senhor Deus de Israel, morresse; assim o menor como o maior, tanto o homem como a mulher.
14 ଏହାପରେ ଆସା ଓ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ଏକ ଶପଥ କଲେ। ସମାନେେ ବଡ଼ ପାଟି ରେ ଚିତ୍କାର କଲେ। ଆହୁରି ମଧ୍ଯ ସମାନେେ ତୂରୀ ଓ ଶିଙ୍ଗା ବଜାଇଲେ।
14 E juraram ao Senhor, em alta voz, com júbilo e com trombetas e buzinas.
15 ଯିହୁଦାର ସମସ୍ତ ଲୋକ ଯେତବେେଳେ ଏହି ଶପଥ ବିଷଯ ରେ ଶୁଣିଲେ ଅତି ଆନନ୍ଦିତ ହେଲେ, କାରଣ ସମାନେେ ସମାନଙ୍କେର ସମସ୍ତ ହୃଦଯ ସହିତ ପରମେଶ୍ବରଙ୍କର ଅନୁସରଣ କଲେ। ସମାନେେ ପରମେଶ୍ବରଙ୍କୁ ଖାଜେିଲେ ଓ ତାଙ୍କୁ ପାଇଲେ। ତେଣୁ ସଦାପ୍ରଭୁ ସମାନଙ୍କେୁ ଚତୁର୍ଦ୍ଦିଗ ରେ ଶାନ୍ତି ପ୍ରଦାନ କଲେ।
15 E todo o Judá se alegrou deste juramento; porque de todo o seu coração juraram, e de toda a sua vontade o buscaram, e o acharam; e o Senhor lhes deu repouso ao redor.
16 ରାଜା ଆସା ତାଙ୍କର ମାତା ମହୀମାଖାଙ୍କୁ ରାଣୀମା' ପଦରୁ ମଧ୍ଯ ବିତାଡ଼ିତ କଲେ। ମାଖା ଏକ ଘୃଣ୍ଯ ଆଶରୋ ସ୍ତମ୍ଭ ନିର୍ମାଣ କରିଥିବାରୁ ଆସା ଏହିପରି କଲେ। ଆସା ସହେି ଆଶରୋ ସ୍ତମ୍ଭକୁ କାଟି ପକାଇଲେ ଓ ତାହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କଲେ। ଏହାପରେ ସେ କିଦ୍ରୋଣ୍ ଉପତ୍ୟକା ରେ ସହେି ଖଣ୍ଡଗୁଡ଼ିକୁ ପୋଡ଼ି ପକାଇଲେ।
16 E também a Maaca, sua mãe, o rei Asa depôs, para que não fosse mais rainha, porquanto fizera um horrível ídolo, a Aserá; e Asa destruiu o seu horrível ídolo, e o despedaçou, e o queimou junto ao ribeiro de Cedrom.
17 ଯଦିଓ ଇଶ୍ରାୟେଲରୁ ଉଚ୍ଚସ୍ଥାନଗୁଡ଼ିକ ଧ୍ବଂସ କରାୟାଇ ନ ଥିଲା, କିନ୍ତୁ ଆସାଙ୍କର ଜୀବନ ସାରା ତାଙ୍କର ହୃଦଯ ସଦାପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ଥିଲା।
17 Os altos, porém, não foram tirados de Israel; contudo o coração de Asa foi perfeito todos os seus dias.
18 ଆଉ, ଆସା, ତାଙ୍କର ପିତା ଓ ସେ ନିଜେ ଦଇେଥିବା ପବିତ୍ର ଭଟେୀସବୁକୁ ପରମେଶ୍ବରଙ୍କ ମନ୍ଦିର ରେ ଆଣି ରଖିଲେ। ସହେି ବସ୍ତୁଗୁଡ଼ିକ ରୂପା ଓ ସୁନା ରେ ନିର୍ମିତ ହାଇେଥିଲା।
18 E trouxe, à casa de Deus, as coisas consagradas por seu pai, e as coisas que ele mesmo tinha consagrado: prata, ouro e vasos.
19 ଆସାଙ୍କ ରାଜତ୍ବର ପଞ୍ଚତିରିଶତମ ବର୍ଷ ପର୍ୟ୍ଯନ୍ତ ଆଉ ୟୁଦ୍ଧ ହେଲା ନାହିଁ।
19 E não houve guerra até ao ano trigésimo quinto do reinado de Asa.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Crônicas 15, comparar traduções ou montar um estudo — tudo direto pelo WhatsApp.