2 Crônicas 14
Oriya Bible (GL_ORIYA) vs ARIB
1 ଅବିଯ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ଶଯନ କଲେ।ଲୋକମାନେ ତାଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ। ଏହାପରେ ଅବିଯଙ୍କ ପୁତ୍ର ଆସା, ଅବିଯଙ୍କ ସ୍ଥାନ ରେ ନୂତନ ରାଜା ହେଲେ। ଦଶ ବର୍ଷ ପର୍ୟ୍ଯନ୍ତ ଦେଶ ରେ ଶାନ୍ତି ଅବସ୍ଥାନ କରିଥିଲା।
1 Abias dormiu com seus pais, e o sepultaram na cidade de Davi. E Asa, seu filho, reinou em seu lugar; nos seus dias a terra esteve em paz por dez anos.
2 ଆସା ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ସମ୍ମୁଖ ରେ ଉତ୍ତମ ଓ ଯଥାର୍ଥ ବିଷଯମାନ କଲେ।
2 E Asa fez o que era bom e reto aos olhos do Senhor seu Deus;
3 ଆସା ଉଚ୍ଚ ସ୍ଥାନ ରେ ଥିବା ବିଦେଶୀଯ ୟଜ୍ଞବଦେୀକୁ ଉଠାଇ ଦେଲେ। ଆସା ଉଚ୍ଚସ୍ଥାନସବୁ ଦୂର କରି ଦେଲେ ଓ ସ୍ମରଣାର୍ଥକ ପବିତ୍ର ପ୍ରସ୍ତରସବୁକୁ ଭାଙ୍ଗି ଚୂରମାର୍ କରି ଦେଲେ। ଆଉ ଆସା ଆଶରୋ ସ୍ତମ୍ଭ ସବୁକୁ ଭାଙ୍ଗି ଦେଲେ।
3 removeu os altares estranhos, e os altos, quebrou as colunas, cortou os aserins,
4 ଆସା ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁ ପରମେଶ୍ବରଙ୍କ ଅନୁଗମନ କରିବା ନିମନ୍ତେ ଆଦେଶ ଦେଲେ। ସମାନଙ୍କେର ପୂର୍ବପୁରୁଷମାନେ ସହେି ପରମେଶ୍ବରଙ୍କୁ ହିଁ ଅନୁଗମନ କରୁଥିଲେ। ଆଉ ଆସା ସମାନଙ୍କେୁ ସଦାପ୍ରଭୁଙ୍କର ସମସ୍ତ ନିଯମ ଓ ଆଜ୍ଞାଗୁଡ଼ିକର ବାଧ୍ଯ ହବୋ ନିମନ୍ତେ ଆଦେଶ ଦେଲେ।
4 e mandou a Judá que buscasse ao Senhor, Deus de seus pais, e que observasse a lei e o mandamento.
5 ଆସା ଆହୁରି ମଧ୍ଯ ଯିହୁଦାର ସମସ୍ତ ସହରଗୁଡ଼ିକରେ ଥିବା ଉଚ୍ଚସ୍ଥାନ ଓ ସୁଗନ୍ଧି ଧୂପର ବଦେୀଗୁଡ଼ିକ ଧ୍ବଂସ କରି ଦେଲେ। ତେଣୁ ଆସା ରାଜା ଥିବା ସମୟରେ ରାଜ୍ଯ ରେ ଶାନ୍ତି ରହିଲା।
5 Também removeu de todas as cidades de Judá os altos e os altares de incenso; e sob ele o reino esteve em paz.
6 ଯିହୁଦା ରେ ଶାନ୍ତି ଥିବା ସମୟରେ ଆସା ଯିହୁଦା ରେ ଦୃଢ଼ ନଗରମାନ ସ୍ଥାପନ କଲେ। ସଦାପ୍ରଭୁ ତାଙ୍କୁ ଶାନ୍ତି ପ୍ରଦାନ କରିଥିବାରୁ ସହେି ବର୍ଷଗୁଡ଼ିକରେ କୌଣସି ୟୁଦ୍ଧ ହାଇେ ନ ଥିଲା।
6 Edificou cidades fortificadas em Judá; porque a terra estava em paz, e não havia guerra contra ele naqueles anos, porquanto o Senhor lhe dera repouso.
7 ଆସା ଯିହୁଦାର ଲୋକମାନଙ୍କୁ କହିଲେ, ଆସା, ଆମ୍ଭମାନେେ ଏହିସବୁ ସହର ଓ ସଗେୁଡ଼ିକର ଚତୁର୍ଦ୍ଦିଗ ରେ ପ୍ରାଚୀର ନିର୍ମାଣ କରିବା। ଆସ, ଆମ୍ଭମାନେେ ଦୁର୍ଗ, ଦ୍ବାର ଓ ଦ୍ବାରର କିଳିଣିସବୁ ନିର୍ମାଣ କରିବା ଆମ୍ଭମାନେେ ଏହି ଦେଶ ରେ ବାସ କରୁଥିବା ସମୟରେ ହିଁ ଆସ, ଏହା କରିବା। ଏହି ଦେଶ ଆମ୍ଭମାନଙ୍କର ଅଟେ, କାରଣ ଆମ୍ଭମାନେେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବରଙ୍କ ଅନୁଗମନ କରିଅଛୁ। ସେ ଆମ୍ଭମାନଙ୍କର ଚତୁର୍ଦ୍ଦିଗ ରେ ଶାନ୍ତି ପ୍ରଦାନ କରିଅଛନ୍ତି। ତେଣୁ ସମାନେେ ସମସ୍ତେ ସେସବୁ ନିର୍ମାଣ କଲେ ଓ ସଫଳତା ପାଇଲେ।
7 Disse, pois, a Judá: Edifiquemos estas cidades, e cerquemo-las de muros e torres, portas e ferrolhos; a terra ainda é nossa porque buscamos ao Senhor nosso Deus; nós o buscamos, e ele nos deu repouso de todos os lados. Edificaram, pois, e prosperaram.
8 ଆସାଙ୍କର ଯିହୁଦା ବଂଶରୁ 3,00,000 ଓ ବିନ୍ଯାମୀନ ବଂଶରୁ 2 ,80,000 ଲୋକଙ୍କର ଏକ ସୈନ୍ଯଦଳ ଥିଲା। ଯିହୁଦାର ଲୋକମାନେ ବିରାଟକାଯ ଢ଼ାଲ ଓ ବର୍ଚ୍ଛାମାନ ବହନ କରୁଥିଲେ। ବିନ୍ଯାମୀନର ଲୋକମାନେ େଛାଟ େଛାଟ ଢ଼ାଲ ଧରୁଥିଲେ ଓ ଧନୁରୁ ତୀର ନିକ୍ଷପେ କରୁଥିଲେ। ଏହି ସମସ୍ତ ଲୋକ ଶକ୍ତିଶାଳୀ ଓ ସାହସୀ ଥିଲେ।
8 Ora, tinha Asa um exército de trezentos mil homens de Judá, que traziam pavês e lança; e duzentos e oitenta mil de Benjamim, que traziam escudo e atiravam com arco; todos estes eram homens valentes.
9 ଏହାପରେ ସରହେ ଆସାଙ୍କ ସୈନ୍ଯଦଳର ବିରୁଦ୍ଧ ରେ ଆସିଲା। ସରହେ ଇଥିଓପିଆର ମୁଖ୍ଯ ଥିଲା। ସରହେ ସହିତ ଥିବା ସୈନ୍ଯଦଳ ରେ 1,00,000 ଲୋକ ଓ 300 ରଥ ଥିଲେ। ସରହରେ ସୈନ୍ଯଦଳ ମା ରଶାେ ସହର ପର୍ୟ୍ଯନ୍ତ ମାଡ଼ିଗଲେ।
9 E Zerá, o etíope, saiu contra eles, com um exército de um milhão de homens, e trezentos carros, e chegou até Maressa.
10 ଆସା ସରହଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ବାହାରିଲେ। ମା ରଶାରେ ସଫାଥା ଉପତ୍ୟକାର ମା ରଶାହେ ନିକଟରେ ୟୁଦ୍ଧ କରିବା ନିମନ୍ତେ ଆସାଙ୍କ ସୈନ୍ଯଦଳ ପ୍ରସ୍ତୁତ ହାଇେ ରହିଲେ।
10 Então Asa saiu contra ele, e ordenaram a batalha no vale de Zefatá, junto a Maressa.
11 ଆସା ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କୁ ଡ଼ାକ ପକାଇଲେ ଓ କହିଲେ, ସଦାପ୍ରଭୁ, ତୁମ୍ଭ ପାଇଁ ଶକ୍ତିହୀନ ଲୋକଙ୍କୁ ସାହାୟ୍ଯ କରିବା ଯେତିକି ସହଜ ଶକ୍ତିଶାଳୀ ଲୋକଙ୍କୁ ସାହାୟ୍ଯ କରିବା ସତେିକି ସହଜ। ଆମ୍ଭମାନଙ୍କୁ ସାହାୟ୍ଯ କର। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ବର ଅଟ। ଏହି ବିଶାଳ ସୈନ୍ଯବାହିନୀ ବିପକ୍ଷ ରେ ଥିଲେ ହେଁ ଆମ୍ଭମାନେେ ତୁମ୍ଭ ଉପରେ ନିର୍ଭର କରୁ ! ତୁମ୍ଭେ ତୁମ୍ଭ ବିରୁଦ୍ଧ ରେ କାହାରିକୁ ଜଯ ଲାଭ କରିବାକୁ ଦିଅ ନାହିଁ।
11 E Asa clamou ao Senhor seu Deus, dizendo: Ó Senhor, nada para ti é ajudar, quer o poderoso quer o de nenhuma força. Acuda-nos, pois, o Senhor nosso Deus, porque em ti confiamos, e no teu nome viemos contra esta multidão. Ó Senhor, tu és nosso Deus, não prevaleça contra ti o homem.
12 ଏହାପରେ ସଦାପ୍ରଭୁ ଇଥିଓପିଯ ସୈନ୍ଯଦଳକୁ ପରାସ୍ତ କରିବା ନିମନ୍ତେ ଆସା ଓ ଯିହୁଦାର ସୈନ୍ଯଦଳକୁ ବ୍ଯବହାର କଲେ। ଆଉ ଇଥିଓପିଯ ସୈନ୍ଯଦଳ ଦୌଡ଼ି ପଳାଇଗଲେ।
12 E o Senhor desbaratou os etíopes diante de Asa e diante de Judá; e os etíopes fugiram.
13 ଆସା ଏବଂ ତାଙ୍କ ସୈନ୍ଯଦଳ ଇଥିଓପିଯ ସୈନ୍ଯଦଳଙ୍କ ପେଛ ପେଛ ଗରାର୍ ସହର ପର୍ୟ୍ଯନ୍ତ ଗୋଡ଼ାଇଲେ। ବହୁ ସଂଖ୍ଯକ ସୈନ୍ଯଗଣ ସାଂଘାତିକ ଭାବରେ କ୍ଷତାକ୍ତ ହେଲେ ଏବଂ ଆରୋଗ୍ୟ ହାଇପୋରିଲେ ନାହିଁ। ସମାନେେ ସଦାପ୍ରଭୁ ଓ ତାଙ୍କ ସୈନ୍ଯଦଳ ଦ୍ବାରା ଚୂର୍ଣ୍ଣ ବିଚୂର୍ଣ୍ଣ ହାଇଗେଲେ ଆସା ଓ ତାଙ୍କର ସୈନ୍ଯଦଳ ଶତ୍ରୁମାନଙ୍କଠାରୁ ଅନକେ ବହୁମୂଲ୍ଯ ପଦାର୍ଥ ଲୁଟି ନେଲେ।
13 Asa e o povo que estava com ele os perseguiram até Gerar; e caíram tantos dos etíopes que já não havia neles resistência alguma; porque foram quebrantados diante do Senhor, e diante do seu exército. Os homens de Judá levaram dali mui grande despojo.
14 ଆସା ଓ ତାଙ୍କର ସୈନ୍ଯଦଳ ଗରାର୍ର ନିକଟସ୍ଥ ସମସ୍ତ ସହର ଉପରେ ବିଜଯଲାଭ କଲେ। ସହେି ସହରଗୁଡ଼ିକରେ ବାସ କରୁଥିବା ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ। ସହେି ସହରଗୁଡ଼ିକରେ ଅନକେ ବହୁମୂଲ୍ଯ ପଦାର୍ଥମାନ ରହିଥିଲା। ଆସାଙ୍କ ସୈନ୍ଯଦଳ ସହେି ସହରଗୁଡ଼ିକରୁ ସହେି ସମସ୍ତ ବହୁମୂଲ୍ଯ ପଦାର୍ଥଗୁଡ଼ିକୁ ନଇଗେଲେ।
14 Feriram todas as cidades nos arredores de Gerar, porque veio sobre elas o terror da parte do Senhor; e saquearam todas as cidades, pois havia nelas muito despojo.
15 ଆସାଙ୍କ ସୈନ୍ଯଦଳ ମଷେ ପାଳକମାନଙ୍କର ଛାଉଣୀ ଉପରେ ମଧ୍ଯ ଆକ୍ରମଣ କଲେ। ସମାନେେ ଅନକେ ମଷେ ଓ ଓଟ ନଇଗେଲେ। ଏହାପରେ ଆସାଙ୍କ ସୈନ୍ଯଦଳ ୟିରୁଶାଲମକୁ ଫରେିଗଲେ।
15 Também feriram as malhadas do gado, e levaram ovelhas em abundância, e camelos, e voltaram para Jerusalém.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Crônicas 14, comparar traduções ou montar um estudo — tudo direto pelo WhatsApp.