2 Crônicas 13

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ରାଜା ୟାରବିଯାମ୍ଙ୍କ ରାଜତ୍ବର ଅଠର ବର୍ଷ ରେ ଅବିଯ ଯିହୁଦାର ନୂତନ ରାଜା ହେଲେ।
1 No décimo oitavo ano do reinado de Jeroboão em Israel, Abias começou a reinar em Judá.
2 ଅବିଯ ୟିରୁଶାଲମ ରେ ତିନିବର୍ଷ ରାଜାରୂପେ ରହିଲେ। ଅବିଯଙ୍କର ମାତା ଥିଲେ ମୀଖାଯା, ସେ ଉରିଯଲଙ୍କେର କନ୍ଯା ଥିଲେ। ଉରିଯଲେ ଗିବିଯା ସହରରୁ ଆସିଥିଲେ। ଅବିଯ ଓ ୟାରବିଯାମ୍ଙ୍କ ମଧିଅରେ ୟୁଦ୍ଧ ଲାଗି ରହିଥିଲା।
2 Reinou por três anos em Jerusalém. Sua mãe se chamava Maaca e era filha de Uriel, de Gibeá. Houve guerra entre Abias e Jeroboão.
3 ଅବିଯଙ୍କ ସୈନ୍ଯଦଳ ରେ 4,00,000 ଜଣ ସାହସୀ ସୈନିକ ଥିଲେ। ଅବିଯ ସହେି ସୈନ୍ଯଦଳକୁ ୟୁଦ୍ଧକ୍ଷେତ୍ରକୁ କଢ଼ାଇ ନେଲେ। ୟାରବିଯାମ୍ଙ୍କ ସୈନ୍ଯଦଳ ରେ 8,00,000 ଜଣ ସାହସୀ ସୈନିକ ଥିଲେ। ଅବିଯଙ୍କ ସହିତ ଏକ ୟୁଦ୍ଧ ନିମନ୍ତେ ୟାରବିଯାମ୍ ପ୍ରସ୍ତୁତ ହେଲେ।
3 Judá, sob o comando do rei Abias, foi à batalha com quatrocentos mil de seus melhores soldados, e Jeroboão reuniu oitocentos mil dos melhores soldados de Israel.
4 ଏହାପରେ ଇଫ୍ରଯିମର ପାର୍ବତ୍ଯମଯ, ଦେଶସ୍ଥ ସମାରଯିମ୍ ପର୍ବତ ଉପରେ ଅବିଯ ଠିଆ ହେଲେ। ଅବିଯ କହିଲେ, ୟାରବିଯାମ୍ ଓ ସମଗ୍ର ଇଶ୍ରାୟେଲ, ମାେ କଥା ଶୁଣ !
4 Quando o exército de Judá chegou à região montanhosa de Efraim, Abias ficou em pé no alto do monte Zemaraim e gritou para Jeroboão e todo o Israel: “Ouçam-me!
5 ତୁମ୍ଭମାନେେ ଜାଣିବା ଉଚିତ ଯେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ଦାଉଦ ଓ ତାଙ୍କର ପୁତ୍ରମାନଙ୍କୁ ଚିରକାଳ ନିମନ୍ତେ ଇଶ୍ରାୟେଲର ରାଜା ହବୋ ନିମନ୍ତେ ଅଧିକାର ଦଇେଥିଲେ। ପରମେଶ୍ବର ଦାଉଦଙ୍କୁ ଲବଣ ଚୁକ୍ତି ସହିତ ଏହି ଅଧିକାର ପ୍ରଦାନ କରିଥିଲେ।
5 Não sabem que o S enhor , o Deus de Israel, fez uma aliança permanente com Davi e deu o trono de Israel a seus descendentes para sempre?
6 କିନ୍ତୁ ୟାରବିଯାମ୍ ତାଙ୍କର ମାଲିକଙ୍କର ବିରୁଦ୍ଧ ରେ ଉଠିଲେ। ନବାଟର ପୁତ୍ର ୟାରବିଯାମ୍ ଦାଉଦଙ୍କ ପୁତ୍ର ଶଲୋମନଙ୍କ ଜଣେ ଦାସର ପୁତ୍ର ଥିଲା।
6 Mesmo assim, Jeroboão, filho de Nebate, servo de Salomão, filho de Davi, rebelou-se contra seu senhor.
7 ଏହାପରେ ନିହାତି ଅ ଯୋଗ୍ଯ, ମନ୍ଦ ଲୋକମାନେ ୟାରବିଯାମ୍ର ସାଙ୍ଗୀ ହେଲେ। ଆଉ ୟାରବିଯାମ୍ ଓ ସହେି ମନ୍ଦ ଲୋକମାନେ ଶଲୋମନଙ୍କର ପୁତ୍ର ରିହବିଯାମ୍ଙ୍କର ବିପକ୍ଷ ରେ ଉଠିଲେ। ରିହବିଯାମ୍ ଅଳ୍ପବଯସ୍କ ଓ ଅନୁଭୂତିହୀନ ଥିଲେ। ତେଣୁ ରିହବିଯାମ୍, ୟାରବିଯାମ୍ ଓ ତାଙ୍କର ମନ୍ଦ ସଙ୍ଗୀମାନଙ୍କୁ ଅଟକାଇ ପାରିଲେ ନାହିଁ।
7 Homens desocupados e perversos se juntaram a ele e conspiraram contra Roboão, filho de Salomão, quando ele era jovem, inexperiente e incapaz de enfrentá-los.
8 ବର୍ତ୍ତମାନ, ତୁମ୍ଭମାନେେ ସଦାପ୍ରଭୁଙ୍କ ରାଜତ୍ବକୁ ପରାସ୍ତ କରିବା ନିମନ୍ତେ ସିଦ୍ଧାନ୍ତ ନଇେଅଛ ଯେଉଁ ରାଜ୍ଯ ଦାଉଦଙ୍କ ପୁତ୍ରମାନଙ୍କ ଦ୍ବାରା ଶାସିତ ହେଉଅଛି। ତୁମ୍ଭମାନଙ୍କ ସହିତ ବହୁତ ସଂଖ୍ଯକ ଲୋକ ଅଛନ୍ତି ଓ ତୁମ୍ଭମାନଙ୍କ ନିକଟରେ ସହେି ସୁବର୍ଣ୍ଣ ବାଛୁରୀଗୁଡ଼ିକ ଅଛି, ଯେଉଁ ' ଦବେତାମାନଙ୍କୁ' ୟାରବିଯାମ୍ ତୁମ୍ଭମାନଙ୍କ ନିମନ୍ତେ ନିର୍ମାଣ କରିଅଛ।
8 “Vocês acreditam, de fato, que podem resistir ao reino do S enhor , que ele entregou aos descendentes de Davi? Seu exército é enorme, e vocês têm os bezerros de ouro que Jeroboão fez para serem seus deuses.
9 ତୁମ୍ଭମାନେେ ହାରୋଣଙ୍କ ବଂଶଧର, ସଦାପ୍ରଭୁ ଯାଜକମାନଙ୍କୁ ବାହାର କରି ଦେଲେ। ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ବାହାର କରିଦଲେ। ଏହାପରେ ତୁମ୍ଭମାନେେ ନିଜେ ନିଜର ଯାଜକମାନଙ୍କୁ ବାଛିଲ, ଠିକ୍ ଯେପରି ପୃଥିବୀର ଅନ୍ୟ ଦେଶର ଲୋକମାନେ କରିଥାଆନ୍ତି। ଆଉ ବର୍ତ୍ତମାନ ଯେ କୌଣସି ବ୍ଯକ୍ତି ଗୋଟିଏ ଅଳ୍ପବଯସ୍କ ବୃଷ ଓ ସାତାଟେି ମେଣ୍ଢା ଆଣି ଦେଲେ ଜଣେ ଯାଜକ ହାଇପୋରିବ। ଜଣେ ଯାଜକ ୟିଏକି 'ଅଣ ଦବେତାମାନଙ୍କର ସବୋ କରିବ।
9 No entanto, expulsaram os sacerdotes do S enhor , descendentes de Arão, e os levitas e nomearam seus próprios sacerdotes, como fazem as outras nações. Qualquer um que se apresente com um novilho ou sete carneiros para ser consagrado pode se tornar sacerdote de seus falsos deuses!
10 କିନ୍ତୁ ଆମ୍ଭମାନଙ୍କ ନିମନ୍ତେ, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଅଟନ୍ତି। ଆମ୍ଭମାନେେ ଯିହୁଦାର ଲୋକମାନେ ପରମେଶ୍ବରଙ୍କୁ ମାନିବା ନିମନ୍ତେ ମନା କରି ନାହୁଁ। ଆମ୍ଭମାନେେ ତାହାଙ୍କୁ ପରିତ୍ଯାଗ କରି ନାହୁଁ। ଯେଉଁ ଯାଜକମାନେ ସଦପ୍ରଭୁଙ୍କର ସବୋ କରନ୍ତି, ସମାନେେ ହାରୋଣଙ୍କର ପୁତ୍ରଗଣ ଅଟନ୍ତି। ଲବେୀୟମାନେ ସମାନଙ୍କେୁ ସମାନଙ୍କେର କାମ କରିବା ରେ ସାହାୟ୍ଯ କରନ୍ତି।
10 “Quanto a nós, o S enhor é nosso Deus, e não o abandonamos. Somente os descendentes de Arão servem ao S enhor como sacerdotes, e somente os levitas os ajudam em seu trabalho.
11 ସମାନେେ ପ୍ରତି ପ୍ରଭାତ ରେ ଓ ପ୍ରତି ସନ୍ଧ୍ଯା ରେ ସଦାପ୍ରଭୁଙ୍କ ନିକଟରେ ହାମବେଳି ଓ ସୁଗନ୍ଧି ଧୂପ ଉତ୍ସର୍ଗ କରନ୍ତି। ସମାନେେ ମନ୍ଦିର ମଧିଅରେ ଥିବା ବିଶଷେ ମଜେ ଉପରେ ଧାଡ଼ି ରେ ରୋଟୀ ସଜାଇ ରଖନ୍ତି। ଆଉ ସମାନେେ ସୁବର୍ଣ୍ଣ ପ୍ରଦୀପଧାର ଗୁଡ଼ିକର ଯତ୍ନ ନିଅନ୍ତି, ତେଣୁ ପ୍ରେତ୍ୟକକ ସନ୍ଧ୍ଯା ରେ ପ୍ରଦୀପ ଝକ୍ମକ୍ କରେ। ଆମ୍ଭମାନେେ ଅତି ଯତ୍ନପୂର୍ବକ ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କର ସବୋ କରୁ। କିନ୍ତୁ ତୁମ୍ଭମାନେେ ତାଙ୍କୁ ସମ୍ପୂର୍ଣ୍ଣରୂପେ ତ୍ଯାଗ କରିଅଛ।
11 Eles apresentam holocaustos e incenso aromático ao S enhor todas as manhãs e todas as tardes. Colocam os pães da presença sobre a mesa sagrada e todas as tardes acendem o candelabro de ouro. Nós seguimos as instruções do S enhor , nosso Deus, mas vocês o abandonaram.
12 ପରମେଶ୍ବର ସ୍ବଯଂ ଆମ୍ଭମାନଙ୍କ ସହିତ ରହିଛନ୍ତି। ସେ ଆମ୍ଭମାନଙ୍କର ଶାସକ ଅଟନ୍ତି, ଆଉ ତାଙ୍କର ଯାଜକମାନେ ଆମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧର ଆହ୍ବାନ ରୂପେ ପରମେଶ୍ବରଙ୍କ ଯାଜକମାନେ ତାଙ୍କର ତୂରୀ ବଜାନ୍ତି। ହେ ଇଶ୍ରାୟେଲର ଲୋକମାନେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ବିରୁଦ୍ଧ ରେ ୟୁଦ୍ଧ କର ନାହିଁ। ତୁମ୍ଭମାନେେ କବେେ ସଫଳ ହବେ ନାହିଁ।
12 Podem ver, portanto, que Deus está conosco. Ele é nosso líder. Os sacerdotes dele tocam as trombetas e nos conduzem à batalha contra vocês. Ó israelitas, não lutem contra o S enhor , o Deus de seus antepassados, pois não serão bem-sucedidos!”.
13 କିନ୍ତୁ ୟାରବିଯାମ୍ ଅବିଯଙ୍କ ସୈନ୍ଯଦଳର ପେଛ ପେଛ ଗୋପନ ରେ ୟିବା ନିମନ୍ତେ ଏକ ଦଳ ସୈନ୍ଯଙ୍କୁ ପଠାଇଲେ। ୟାରବିଯାମ୍ଙ୍କ ସୈନ୍ଯଦଳ ୟିହୁଦୀଯଙ୍କ ସୈନ୍ଯଦଳର ସମ୍ମୁଖ ରେ ଥିଲେ। ୟାରବିଯାମ୍ଙ୍କ ସୈନ୍ଯଦଳର ଲୁଚି ରହିଥିବା ସୈନ୍ଯମାନେ ଯିହୁଦାର ପଶ୍ଚାତ୍ ରେ ଥିଲେ।
13 Enquanto isso, Jeroboão tinha mandado uma parte de seu exército dar a volta por trás do exército de Judá, formando uma emboscada.
14 ଅବିଯଙ୍କ ସୈନ୍ଯଦଳ ରେ ଥିବା ଯିହୁଦାର ସୈନ୍ଯଗଣ ଯେତବେେଳେ ଚତୁର୍ଦ୍ଦିଗକୁ ଚାହିଁଲେ, ସମାନେେ ଦେଖିଲେ ଯେ, ୟାରବିଯାମ୍ଙ୍କ ସୈନ୍ଯଦଳ ସମ୍ମୁଖରୁ ଓ ପଶ୍ଚାତ୍ରୁ ଉଭୟ ପାଶର୍‌ବରୁ ଆକ୍ରମଣ କରୁଛନ୍ତି। ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ନିକଟରେ ପାଟି କରି ଡାକ ପକାଇଲେ ଓ ଯାଜକମାନେ ତୂରୀ ବଜାଇଲେ।
14 Quando os homens de Judá perceberam que eram atacados pela frente e por trás, clamaram ao S enhor . Então os sacerdotes tocaram as trombetas,
15 ଏହା ପରେ ଯିହୁଦାର ଲୋକମାନେ ଜୋର୍ ରେ ଚିତ୍କାର କଲେ। ଯିହୁଦାର ଲୋକମାନେ ଯେତବେେଳେ ଜୋର୍ ରେ ଚିତ୍କାର କଲେ, ପରମେଶ୍ବର ୟାରବିଯାମଙ୍କ ସୈନ୍ଯଦଳକୁ ପରାସ୍ତ କଲେ। ଇଶ୍ରାୟେଲରୁ ଆଗତ ୟାରବିଯାମ୍ଙ୍କ ସମସ୍ତ ସୈନ୍ଯଦଳ ଯିହୁଦାରୁ ଆଗତ ଅବିଯଙ୍କ ସୈନ୍ଯଦଳ ଦ୍ବାରା ପରାସ୍ତ ହେଲେ।
15 e os homens de Judá gritaram. Ao som desse brado de guerra, Deus derrotou Jeroboão e dispersou todo o Israel diante de Abias e do exército de Judá.
16 ଇଶ୍ରାୟେଲର ଲୋକମାନେ ଯିହୁଦାର ଲୋକମାନଙ୍କଠାରୁ ପଳାଯନ କଲେ। ପରମେଶ୍ବର ଇଶ୍ରାୟେଲର ସୈନ୍ଯଗଣଙ୍କୁ ପରାସ୍ତ କରିବା ନିମନ୍ତେ ଯିହୁଦାର ସୈନ୍ଯଦଳକୁ ଆଗଇେ ନେଲେ।
16 Os israelitas fugiram dos soldados de Judá, e Deus os entregou em suas mãos.
17 ଅବିଯଙ୍କ ସୈନ୍ଯଦଳ ଇଶ୍ରାୟେଲର ସୈନ୍ଯଦଳକୁ ଅତି ଗୁରୁତର ଭାବରେ ପରାସ୍ତ କଲେ ଓ ଇଶ୍ରାୟେଲର 5,00,000 ଜଣ ସର୍ବଶ୍ ରେଷ୍ଠ ବ୍ଯକ୍ତିମାନେ ନିହତ ହେଲେ।
17 Abias e seu exército lhes infligiram grandes perdas; quinhentos mil dos melhores soldados de Israel foram mortos naquele dia.
18 ତେଣୁ ସହେି ସମୟରେ ଇଶ୍ରାୟେଲର ଲୋକମାନେ ପରାସ୍ତ ହେଲେ ଓ ଯିହୁଦାର ଲୋକମାନେ ବିଜଯୀ ହେଲେ। ଯିହୁଦାର ସୈନ୍ଯଦଳ ସମାନଙ୍କେ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଉପରେ ନିର୍ଭର କରିଥିବାରୁ ବିଜଯଲାଭ କଲେ।
18 Nessa ocasião, portanto, o exército de Judá derrotou os israelitas, pois confiou no S enhor , o Deus de seus antepassados.
19 ଅବିଯଙ୍କ ସୈନ୍ଯଦଳ ୟାରବିଯାମ୍ଙ୍କ ସୈନ୍ଯଦଳର ପେଛ ପେଛ ଗୋଡ଼ାଇଲେ। ଅବିଯଙ୍କ ସୈନ୍ଯଦଳ ବୈଥଲ, ୟିଶାନା ଓ ଇଫ୍ରୋନ୍ ସହରଗୁଡ଼ିକ ୟାରବିଯାମ୍ଙ୍କଠାରୁ ଦଖଲ କରି ନେଲେ। ସହେି ସହର ଓ ସହେି ସହରଗୁଡ଼ିକର ନିକଟରେ ଥିବା କ୍ଷୁଦ୍ରଗ୍ରାମଗୁଡ଼ିକୁ ମଧ୍ଯ ସମାନେେ ଅଧିକାର କରି ନେଲେ।
19 Abias e seu exército perseguiram os soldados de Jeroboão e conquistaram as cidades de Betel, Jesana e Efrom, e os povoados ao redor.
20 ଅବିଯ ଜୀବିତ ଥିବା ପର୍ୟ୍ଯନ୍ତ ୟାରବିଯାମ୍ ଆଉ କଦାପି ପରାକ୍ରମୀ ହାଇପୋରିଲେ ନାହିଁ। ସଦାପ୍ରଭୁ ୟାରବିଯାମ୍ଙ୍କୁ ବଧ କଲେ।
20 Jeroboão, rei de Israel, não recuperou seu poder enquanto Abias viveu; por fim, o S enhor feriu Jeroboão, e ele morreu.
21 କିନ୍ତୁ ଅବିଯ ପରାକ୍ରମୀ ହାଇେ ଉଠିଲେ। ସେ ଚଉଦ ଜଣ ସ୍ତ୍ରୀଙ୍କୁ ବିବାହ କଲେ, ଏବଂ ବାଇଶ ଜଣ ପୁତ୍ର ଓ ଷୋହଳ ଜଣ କନ୍ଯାଙ୍କର ପିତା ହେଲେ।
21 Enquanto isso, Abias de Judá se tornou cada vez mais poderoso. Casou-se com 14 mulheres e teve 22 filhos e 16 filhas.
22 ଅବିଯ ଆଉ ଯେଉଁସବୁ କର୍ମ କରିଥିଲେ, ତାହା ଉଦ୍ଦୋ ଭବିଷ୍ଯଦ୍ବକ୍ତାଙ୍କର ପୁସ୍ତକମାନଙ୍କ ରେ ଲଖାୟୋଇଅଛି।
22 Os demais acontecimentos do reinado de Abias, incluindo suas palavras e seus atos, estão registrados no Comentário do Profeta Ido .

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Crônicas 13, comparar traduções ou montar um estudo — tudo direto pelo WhatsApp.